www.samajalive.in
Saturday, December 6, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ନୂଆ ବର୍ଷ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି..

ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ..

- Advertisement -

ଆଜି ବଡଦିନ.. ସାରା ବିଶ୍ୱ ଧୂମଧାମରେ ପାଳୁଛି..

୨ଟନ ପିଆଜରେ ବେଳାଭୂମିରେ ସୁଦର୍ଶନଙ୍କ ବୃହତ ସାଣ୍ଟାକ୍ଲଜ..

ଖ୍ରୀଷ୍ଟମାସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ‘ଗିଫ୍ଟ ଏ ପ୍ଲାଣ୍ଟ ଓ ଗ୍ରିନ ଦ ଆର୍ଥ’ର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ..

ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ -ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ..

ଶୀତ ସ୍ବାଭାବିକ, କୁହୁଡ଼ି ବଢ଼ୁଛି .. ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର

ଗାଜାର ଶରଣାର୍ଥୀ ଶିବିରରେ ବିସ୍ଫୋରଣ ; ୭୦ ମୃତ..

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅନ୍ୟ ବରିଷ୍ଠ ମନ୍ତ୍ରୀ..

ଭୁବନେଶ୍ୱର : ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୭ ଗିରଫ..

ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ସୂଚନା..

ଫୁଲବାଣୀ : ବଡ ଦିନ ପାଇଁ କନ୍ଧମାଳ ଜିଲାରେ କଡା ସୁରକ୍ଷା.. ସମଗ୍ର ଜିଲାରେ ୪୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ..

ଭବାନୀପାଟଣା : ସାନଭାଇକୁ ହତ୍ୟା କଲା ବଡଭାଇ.. ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା..

ହତ୍ୟା ପରେ ଟାଉନ୍‌‌ ଥାନାରେ ବଡ ଭାଇର ଆତ୍ମ ସମର୍ପଣ..

ପୁରୀ : ଗାଧୋଇବା ବେଳେ ସମୁଦ୍ରରେ ବୁଡି ଯୁବକଙ୍କ ମୃତ୍ୟୁ..

ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମୃତ ଘୋଷଣା କଲେ ଡାକ୍ତର..

ଚକ୍ରତୀର୍ଥ ବେଳାଭୂମିରେ ଅଘଟଣ.. ମୃତକଙ୍କ ପରିଚୟ ଅସ୍ପଷ୍ଟ..

ନିଆଳି : ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ..

ସଦର ଥାନା କୁରାଙ୍ଗପ୍ରଧାନ ଗାଁରେ ଅଭାବନୀୟ ଘଟଣା..

ମାଲକାନଗିରି : ମାଟି ତଳୁ ବିପୁଳ ମାଓ ସାମଗ୍ରୀ ଜବତ..

କାଲିମେଳା ଥାନା କୁରୁମାନୁର ଜଙ୍ଗଲରୁ ଉଦ୍ଧାର..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories