www.samajalive.in
Saturday, December 6, 2025
16.1 C
Bhubaneswar

ଚଳନ୍ତା ବାଇକ୍‌‌ରୁ ଲୁଟେରା ଝାମ୍ପି ନେଲେ ମହିଳାଙ୍କ ସୁନା ଚେନ୍‌‌

ଭୁବନେଶ୍ୱର : ଚଳନ୍ତା ବାଇକ୍‌‌ରୁ ଦମ୍ପତିଙ୍କ ଠାରୁ ଲୁଟ୍‌‌। ଆଖି ପିଛୁଳାକେ ଆସି ଲୁଟେରା ଝାମ୍ପି ନେଲେ ସୁନା ଚେନ୍‌‌। ଏଭଳି ଘଟଣା ଶୁକ୍ରବାର ପୁରୀ-କେନାଲ ରୋଡ୍‌‌ରେ ଘଟିଛି। ଏକ ବାଇକ୍‌‌ରେ ଦମ୍ପତି ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ମହିଳାଙ୍କ ସୁନା ଚେନ୍‌‌ ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି। ଦମ୍ପତି ଚଳନ୍ତା ଗାଡିରୁ ଖସି ପଡି ଆହତ ହୋଇଛନ୍ତି। ଏହାଦହ ୨ ଲୁଟେରା ଚମ୍ପଟ ମାରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories