ଶ୍ରୀମନ୍ଦିର ଭିତରେ ନଜର ଆସିଲେ ବିଦେଶୀ ପର୍ଯ୍ୟଟକ: ସିଂହଦ୍ବାର ଥାନାରେ ଅଟକ

ପୁରୀ: ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି। ମନ୍ଦିର ଭିତରେ ନଜର ଆସିଲେ ମହିଳା ବିଦେଶୀ ପର୍ଯ୍ୟଟକ। ବାଇଶି ପାହାଚ ନିକଟରୁ ସେବାୟତଙ୍କ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି ।ସିଂହଦ୍ୱାର ଥାନାରେ…
Read More...

ବାଘୁଆ ମହୁମାଛି ଆକ୍ରମଣରେ ୧୪ ଆହତ

ମୋହନା : ବାଘୁଆ ଅଡବା ଥାନା ଖାରିମେରା ଗାଁ​‌ରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣ​‌ରେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗାଁ ପାଖ ଗଛ ମୂଳରେ ଏମାନେ ରୋଷେଇ କରୁଥିବାବେଳେ ମହୁମାଛି ଆକ୍ରମଣର…
Read More...

ବ୍ରିଜ୍ ତଳୁ ଦୁର୍ଘଟଣାଗ୍ରସ୍ତ କାର୍ ଜବତ: ଗଞ୍ଜେଇ ଚୋରାଚାଲାଣ ହେଉଥିବା ସନ୍ଦେହ

କୋରାପୁଟ: ବ୍ରିଜ୍ ତଳେ ସନ୍ଦିଗ୍ଧ କାର୍ । କୋରାପୁଟ୍ କୁନ୍ଦୁରା ଥାନା କଟଲାପଦର ବ୍ରିଜ୍ ତଳୁ ଏକ ଦୁର୍ଘଟଣାଗ୍ରସ୍ତ କାର୍ ଜବତ ହୋଇଛି। କାରର ମାଲିକ କିଏ ଏବଂ କିପରି ଦୁର୍ଘଟଣା ଘଟିଲା , ସେ ସମ୍ପର୍କରେ କୌଣସି ସୂଚନା…
Read More...

ଅଫିମ ଚାଷର ଅଭୟାରଣ୍ୟ ପାଲଟିଛି ଶିମିଳିପାଳ: ପୁଣି ଚଢଉ, ୧୦.୫ କୋଟିର ଅଫିମ ଗଛ ନଷ୍ଟ

ଶୁକୃଳି : ଶିମିଳିପାଳ ଏବେ ପାଲଟିଛି ଅଫିମ ଚାଷର ଅଭୟାରଣ୍ୟ। ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରେ ଚତୁର୍ଥ ଥର ପାଇଁ ବଡ଼ ଧରଣର ଚଢଉ ହୋଇଛି। ଅବକାରୀ ବିଭାଗ କର୍ମଚାରୀ ଏବଂ କରଞ୍ଜିଆ ଅତିରିକ୍ତ ତହସିଲଦାଙ୍କ ଉପସ୍ଥିତିରେ…
Read More...

ହୀରାକୁଦରେ ବ୍ୟାପିଲା ଡାଇରିଆ: ଜଣେ ମୃତ, ୪୯ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ବ୍ୟାପିଛି ଝାଡାବାନ୍ତି ।  ଡାଇରିଆରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗତ ଦୁଇ ଦିନରେ ପ୍ରାୟ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏବଂ ହୀରାକୁଦ ହସ୍ପିଟାଲରେ ସେମାନଙ୍କୁ…
Read More...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଆଜିଠୁ କେଜ୍ରିୱାଲଙ୍କୁ ପଚରାଉଚରା

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜିଠୁ(ଶନିବାର)ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ର ପଚରାଉଚରା। ରିମାଣ୍ଡରେ ଥିବା କେଜ୍ରିୱାଲଙ୍କଠାରୁ ମଦ ଦୁର୍ନୀତି ମାମଲାର ବିଭିନ୍ନ ଦିଗକୁ ନେଇ…
Read More...

ରାଜ୍ୟରେ ପୁଣି ଉପରମୁହାଁ ପାରଦ: ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି

ଭୁବନେଶ୍ବର: କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି। ଶୁକ୍ରବାର ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଯାଇଥିଲା। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭…
Read More...

କଟକ ଏସସିବିରେ ଚିକିତ୍ସାଧୀନ ବନ୍ଦୀଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜେଲରେ କଏଦୀ ଅଜୟ ଦାସଙ୍କ ମୃତ୍ୟୁ । ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ…
Read More...

ମସ୍କୋରେ ଆତଙ୍କୀ ହମଲା: ୬୦ ମୃତ

ନୂଆଦିଲ୍ଲୀ: ରୁଷ ରାଜଧାନୀ ମସ୍କୋରେ ଆତଙ୍କୀ ହମଲା। ମସ୍କୋର ଏକ କନସର୍ଟ ହଲରେ ଆଖିବୁଜା ଗୁଳିମାଡ ହୋଇଛି। ଗୁଳିମାଡରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୫ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ୪ରୁ ୫…
Read More...

କେମିତି କଟିବ ଆଜିର ଦିନ: ଶନିବାର ରାଶିଫଳ

ମେଷ: ଆପଣ ଓ ଆପଣଙ୍କ ସମସ୍ତ ସମ୍ପର୍କୀୟ ସ୍ଥିର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚରିତ୍ରବାନ୍‌ ହେବେ। କଳହଠାରୁ ଦୂରେଇ ରହିବେ। ଆକସ୍ମିକ ଧନ ଲାଭ ହୋଇପାରେ। କର୍ମଠ, ଧାର୍ମିକ ଓ ତେଜସ୍ବୀ ହେବେ। ବୃଷ: ଦୂରୁହ କାର୍ଯ୍ୟ…
Read More...

ଭିସୁଟ୍ ଛାତ୍ରଛାତ୍ରୀଙ୍କୁ ମଡର୍ଣ୍ଣ ପୋଷାକ ମନା : ବସନ୍ତ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୁଳପତିଙ୍କ କଡା…

ସମ୍ବଲପୁର: ବସନ୍ତ ଉତ୍ସବ ପୂର୍ବରୁ ଭିସୁଟରେ ଛାତ୍ରଛାତ୍ରୀଙ୍କୁ କୁଳପତିଙ୍କ କଡ଼ା ନୋଟିସ । ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରଛାତ୍ରୀ । ପାରମ୍ପରିକ ପୋଷାକ…
Read More...

ସୁପ୍ରିମକୋର୍ଟଙ୍କ ଅବମାନନା ନୋଟିସ୍‌ ପରେ କ୍ଷମା ମାଗିଲା ପତଞ୍ଜଳି

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ଆୟୁର୍ବେଦ ସର୍ତ୍ତମୂଳକ ଭାବେ ସୁପ୍ରିମକୋର୍ଟରେ କ୍ଷମା ମାଗିବା ସହ ସତ୍ୟପାଠ ମଧ୍ୟ ଦାଖଲ କରିଛି। ଅବମାନନା ନୋଟିସର ଜବାବ ନ ଦେଇଥିବାରୁ ମାନ୍ୟବର…
Read More...

ବ୍ୟାଙ୍କ ସାମ୍ନାରୁ ଗାଡ଼ି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଲୁଟି ନେଲେ ୫ ଲକ୍ଷ ୬୦ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ଜୟପ୍ରକାଶ ନଗର ଛକରୁ ବଡଧରଣର ଲୁଟ୍ । ଗାଡି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଯାହାର ଭିଜୁଆଲ ସିସି ଟିରେ କଏଦ ହୋଇଛି। ଲୁଟର ଶିକାର ହୋଇଥିବା…
Read More...

ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ପୁଣି ଖସିଲା ଅତଡ଼ା: ଯାତାୟାତ ଠପ୍

ଗଜପତି: ରାଜ୍ୟରେ କିଛି ଦିନ ହେବ କାଳବୈଶାଖୀ ବର୍ଷା ଜାରି ରହିଥିଲା। ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁରଠାରୁ ବଡ଼ ପାଚେଡିଆ ମଧ୍ୟରେ ରାସ୍ତାକଡ଼ରେ ଥିବା ପାହାଡରୁ ଅତଡ଼ା ଖସିଛି।  ରାସ୍ତାରେ ବଡ…
Read More...

ତାଲା ଭାଙ୍ଗି ଦୁଇଟି ଶିବ ମନ୍ଦିରରୁ ଲୁଟ୍ : ଦାନ ବାକ୍ସ ସହ ଠାକୁରଙ୍କ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ

ସୋର: ମନ୍ଦିର ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ବାଲେଶ୍ବର ଜିଲ୍ଲା ସୋର ବଳଙ୍ଗା ଏବଂ  ଅସିମିଳା ଗାଁର ଦୁଇ ଶିବ ମନ୍ଦିରରୁ ଲୁଟ୍ ହୋଇଛି। ଦୁର୍ବୁତ୍ତ ମାନେ ଦାନ ବାକ୍ସ ସହ ଠାକୁରଙ୍କ ସୁନା ଅଳଙ୍କାର ଲୁଟି ନେଇଛନ୍ତି।…
Read More...

କୀଟନାଶକ ଔଷଧ ସେବନ କରି ଯୁବକର ମୃତ୍ୟୁ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। କୀଟନାଶକ ଔଷଧ ସେବନ କରି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ…
Read More...

ଆରଡି ଅଞ୍ଚଳରେ ୨ଦିନ ହେଲା ଲାଗି ରହିଛି ଅଦିନିଆ ଝଡବର୍ଷା 

ଆରଡି : ଗତ ୨ଦିନ ହେବ ଅଦିନିଆ ଝଡବର୍ଷା ଯୋଗୁଁ ଆରଡି ପୀଠ ସମେତ ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା, ବଜ୍ରପାତ ଓ ଝଡତୋଫାନ ଲାଗି ରହିଛି। ଯାହାଫଳରେ ବୈତରଣୀ ଓ ସାଳନ୍ଦୀ ନଦୀକୁ ମାଛ ମାରିବା ପାଇଁ ଯାଉଥିବା…
Read More...

ଆଜିଠୁ ପୁରୀରେ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ

ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଦଶ ନ୍ୟାସନାଲ ଥିଏଟର ମହୋତ୍ସବ। ଅନ୍ନପୂର୍ଣ୍ଣା ଥିଏଟରରେ ଜାତୀୟସ୍ତରର ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏହି ଜାତୀୟ ନାଟକ ମହୋତ୍ସବରେ…
Read More...

ଟେଲିଗ୍ରାମ ଆପ୍ ଜରିଆରେ ଟଙ୍କା ଡବଲ କରିବାକୁ କହି ଲୁଟ୍ : ଅଭିଯୁକ୍ତକୁ ଗିରଫ

କୋରାପୁଟ: ସୋସିଆଲ ମିଡିଆରେ ଗ୍ରୁପ୍ କରି ସାଇବର ଠକେଇ । ଟଙ୍କା ବିନିଯୋଗ କଲେ ଦୁଇ ଗୁଣ ହେବା ଲୋଭ ଦେଖାଇ ଠକେଇ କରୁଥିବା ଜଣେ ଠକକୁ ଗିରଫ କରିଛି କୋରାପୁଟ ସାଇବର ଥାନା ପୁଲିସ୍। ଅଭିଯୁକ୍ତ ଜଣକ ମୟୁରଭଞ୍ଜ ଜିଲ୍ଲା…
Read More...

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ: ପେନସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡପ ଅଭିଯୋଗ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଲ ପେନସନ୍ ସ୍କିମ୍ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଭିଜିଲାନ୍ସ ଉଠାଇ ନେଇଛି। ସେ ପାଖାପାଖି ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ…
Read More...

ବକେୟା ଦାବିରେ ଓଏସଆରଟିସି ବସ୍ କର୍ମଚାରୀଙ୍କ ଆନ୍ଦୋଳନ

କଟକ: କଟକ ବାଦାମବାଡି ବସଷ୍ଟାଣ୍ଡରେ ଓଏସଆରଟିସି ବସ୍ କର୍ମଚାରୀଙ୍କ ଆନ୍ଦୋଳନ। ମାସକର ବଜେୟା ପାଉଣା ଦାବିରେ କର୍ମଚାରୀମାନେ ଆନ୍ଦୋଳନରେ ବସିଛନ୍ତି। ଫଳରେ ବାଦାମବାଡି ବସଷ୍ଟାଣ୍ଡରୁ ସରକାରୀ ବସ୍ ଚଳାଚଳ ବନ୍ଦ…
Read More...

ଭୂକମ୍ପରେ ଥରିଲା ମହାରାଷ୍ଟ୍ର :୧୦ମିନିଟରେ ଦୁଇଥର ଝଟକା

ମୁମ୍ୱାଇ: ଆଜି(ଗୁରୁବାର) ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର। ହିଙ୍ଗୋଲିରେ ୧୦ ମିନିଟରେ ଲଗାତାର ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ରେକର୍ଡ କରାଯାଇଛି।…
Read More...

କବୀରନଗରରେ କୋଠା ଭୁଶୁଡି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ନୂଆଦିଲ୍ଲୀ କବୀରନଗରରେ ଭୁଶୁଡିଲା ଦୁଇ ମହଲା କୋଠା, ଦୁଇ ମୃତ। ମୃତକ ମାନେ ହେଲେ ୩୦ ବର୍ଷୀୟ ଅର୍ସାଦ୍ ଏବଂ ୨୦ ବର୍ଷୀୟ ତୌହିଦ । ଗୁରୁତର ଥିବା ରେହାନକୁ ନୂଆଦିଲ୍ଲୀର ଜିଟିବି ମେଡିକାଲରେ ଭର୍ତ୍ତି…
Read More...

ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି: ଆଜିଠୁ ବଦଳିବ ପାଗ

ଭୁବନେଶ୍ବର: ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି। ଗୁରୁବାର(ଆଜି) ସକାଳୁ କଟକ ଓ ଭୁବନେଶ୍ବରରେ ଘନ କୁହୁଡି ପରିଲକ୍ଷିତ ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେପଟେ ଦୁଇ ଦିନ ଧରି ରାଜ୍ୟର…
Read More...

କେମିତି କଟିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ: ଉଦାର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜଳଯାତ୍ରା ନ କରିବା ଭଲ। ବୃଷ: ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ…
Read More...

ଭୂକମ୍ପରେ ଥରିଲା ପାକିସ୍ତାନ: ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ

ନୂଆଦିଲ୍ଲୀ: ଥରିଲା ପାକିସ୍ତାନ। ପଶ୍ଚିମ ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି। ପାକିସ୍ତାନ ଆଫଗାନିସ୍ତାନ ସୀମା ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳୀ…
Read More...

ଫାଟିଲା ଇଲେକ୍ଟ୍ରି ସ୍କୁଟର ବ୍ୟାଟେରୀ, ୩ ଗୁରୁତର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଫାଟିଲା ଇଲେକ୍ଟ୍ରି ସ୍କୁଟର ବ୍ୟାଟେରି। ଆଖି ପିଛୁଳାକେ ହୁ ହୁ ହୋଇ ଜଳିଗଲା ବାଇକ୍‌। ଏହି ବିସ୍ଫୋରଣରେ ୩ଜଣ ଗୁରୁତର ଆହତ ହୋଇଥିବା ସୂଚନା…
Read More...

ଏସ୍କାଲେଟର ଚଢ଼ୁ ଚଢ଼ୁ କୋଳରୁ ଖସି ୪୦ ଫୁଟ ତଳେ ପଡ଼ିଲା ବର୍ଷକର ଛୁଆ: ମୃତ ଘୋଷଣା କଲେ ଡାକ୍ତର

ନୂଆଦିଲ୍ଲୀ: ଛତିଶଗଡର ରାୟପୁରରେ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ମଲରେ ଏସ୍କାଲେଟର ଚଢୁ ଚଢୁ ନିଜ ବର୍ଷକର ପୁଅ ବାପା କୋଳରୁ ଖସି ୪୦ ଫୁଟ ତଳେ କଚାଡ଼ି ହୋଇ ପଡିଛି। ପିଲାଟିକୁ ଗୁରୁତର ଅବସ୍ଥାରେ ନିକଟସ୍ଥ…
Read More...

କେଉଁ ଦେଶରେ କେତେ ସୁନା ରହିଛି ମହଜୁଦ୍‌ ? ଆସନ୍ତୁ ଜାଣିବା ….

ନୂଆଦିଲ୍ଲୀ:କୌଣସି ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବା ଲାଗି ସୁନା ଭଣ୍ଡାର ରହିବା ନିହାତି ଆବଶ୍ୟକ। ଯେତେବେ​‌ଳେ ଦେଶ ଅର୍ଥନୈତିକ ଅବନତି ଦେଇ ଗତି କରେ , ସେତେବେଳେ ଦେଶରେ ସୁନା କାମରେ ଆସେ। ପ୍ରତ୍ୟେକ ଦେଶ ସର୍ବଦା…
Read More...

ଏପ୍ରିଲରୁ ମହଙ୍ଗା ହେବ ୮୦୦ ଜରୁରୀ ଔଷଧ

ନୂଆଦିଲ୍ଲୀ :  ଆଣ୍ଟିବାୟୋଟିକ୍ସ, ଆଣ୍ଟି ଇଫେକ୍ଟିଭ ଓ ପେନ୍‌କିଲର ଭଳି ପ୍ରାୟ ୮୦୦ ଜରୁରୀ ଔଷଧ ମୂଲ୍ୟ ବଢ଼ିବା ନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…
Read More...

ଚାଲିବ ୫୦ ଅମୃତ ଭାରତ ରେଳ

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷରେ ଅତିରିକ୍ତ ନୂତନ ୫୦ଟି ଅମୃତ ଭାରତ ରେଳ ଚଳାଚଳ ନେଇ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ରେଳ ମନ୍ତ୍ରଣାଳୟର ଉତ୍ପାଦନ ୟୁନିଟ ମାଧ୍ୟମରେ ୫୦ ରେଳ ନିର୍ମାଣ କରିବାକୁ ଲକ୍ଷ୍ୟ…
Read More...

ଆଜି ବିଶ୍ବ ଘରଚଟିଆ ଦିବସ

ଭୁବନେଶ୍ବର: ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ ।  ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ।  ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ…
Read More...

ପାରାଦୀପରେ ମିଳିତ ସମରାଭ୍ୟାସ ‘ସାଗର କବଚ-୧’: ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ ନେଇ କଳାକୌଶଳ ପ୍ରଦର୍ଶନ

ପାରାଦୀପ : ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ । ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି। ୨୬/୧୧ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ…
Read More...

ଭାରତ ବିଶ୍ବର ତୃତୀୟ ପ୍ରଦୂଷିତ ରାଷ୍ଟ୍ର: ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ : ବାଂଲାଦେଶ ଓ ପାକିସ୍ତାନ ପରେ ଭାରତ ବିଶ୍ବର ତୃତୀୟ ପ୍ରଦୂଷିତ ରାଷ୍ଟ୍ର ବିବେଚିତ ହୋଇଛି। ସୁଇଜରଲ୍ୟାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୩ରେ ଭାରତର ବାୟୁ…
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଝାରପଡା ଜେଲରେ ରେଡ୍: ଗଞ୍ଜେଇ , ବିଡି , ସିଗାରେଟ୍ ଓ ଲାଇଟର୍ ଜବତ

ଭୁବନେଶ୍ବର: ଭୁବନେଶ୍ବର ଝାରପଡା ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ରେଡ୍ କରାଯାଇଛି। ନିଜେ ଡିସିପି ଉପସ୍ଥିତ ରହିଛନ୍ତି ଏବଂ ତା ସହିତ ବିଭିନ୍ନ ଥାନାର ଆଇଆଇସି ଏବଂ ଜୋନାଲ ଏସିପି…
Read More...

ନବନିର୍ମିତ ଫତେଗଡ ରାମ ମନ୍ଦିରରୁ ଚୋରି

ନୟାଗଡ: ନୟାଗଡ ଫତେଗଡ ଥାନା ଗିରି ଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି। ବିଳମ୍ବିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା, ସୁନା , ରୂପା ଚୋରି କରିନେଇଛନ୍ତି ଦୁର୍ବୁତ୍ତ। ସକାଳୁ ମନ୍ଦିରର…
Read More...

କାଳବୈଶାଖୀ ପ୍ରଭାବରେ ବର୍ଷା: ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଆଜି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା…
Read More...

ପରୀକ୍ଷା ଦେଇ ଫେରୁଥିଲେ ଛାତ୍ରୀ, ରାସ୍ତାରେ ଧକ୍କାଦେଲା ଅଟୋ

ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଳକ ଅଯୋଧ୍ୟା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଏକ ଅଟୋ ଧକ୍କା ଦେଇଛି। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର…
Read More...

୩ବର୍ଷର ଶିଶୁ ଖାଉଛି ସୋଫାଗଦି, ଉଲ୍ ଓ କାନ୍ଥ ପ୍ଲାଷ୍ଟର, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ବୟସ ମାତ୍ର ୩ ବର୍ଷ । ନାଁ ତାର ବିଟର। ଛୋଟ ଝିଅଟିର ଖାଇବା ସମ୍ପର୍କରେ ଆପଣମାନେ ଜାଣିଲେ ଲୋମ ଟାଙ୍କୁରୀ ଉଠିବ। ବିଟରର ମାଆ ଯାହା କହିଛନ୍ତି , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଛୋଟ ବେଳୁ ଏହି…
Read More...

ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟର: ୪ ନକ୍ସଲ ନିହତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର। ଏଥିରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ୪ ନକ୍ସଲଙ୍କ ମୃତଦେହ ସହ ବିପୁଳ ବିସ୍ଫୋରକ ଜବତ ହୋଇଛି। ଏକେ ୪୭ ସହ ଦୁଇଟି ଦେଶୀ ବନ୍ଧୁକ ଓ ମାଓ…
Read More...

ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇ​‌ଲେ ବୁଲଗେରିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅପହୃତ ବୁଲଗେରିଆ ଜାହାଜ ଏମଭି ରୁଏନ୍ ଉପରେ ସଫଳତାର ସହ ଉଦ୍ଧାର କାର୍ଯ୍ୟ କରିଥିବାରୁ ବୁଲଗେରିଆ ରାଷ୍ଟ୍ରପତି ରୁମେନ୍ ରାଦେଭ ଭାରତୀୟ ନୌସେନାକୁ କୃତଜ୍ଞତା ଜଣାଇଛନ୍ତି। ୭ ଜଣ ବୁଲଗେରିଆ ନାଗରିକଙ୍କ ସମେତ…
Read More...

ଆର୍ମଡ୍ ଫୋର୍ସ ମେଡିକାଲ କଲେଜକୁ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ପୁଣେସ୍ଥିତ ଆର୍ମଡ୍ ଫୋର୍ସ ମେଡିକାଲ କଲେଜକୁ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ୨୦୨୨ ଜୁଲାଇ ୧ରୁ ୨୦୨୩ ଜୁନ ୩୦ ମଧ୍ୟରେ ଦୃଷ୍ଟାନ୍ତମୂଳକ ପ୍ରତିବଦ୍ଧତା ଏବଂ…
Read More...

କୋଲକାତାର ଗାର୍ଡେନ୍ ରିଚ୍‌ରେ ଭୁଶୁଡିଲା ନିର୍ମାଣାଧୀନ ବିଲ୍ଡିଂ: ଦୁଇ ମହିଳାଙ୍କ ସମେତ ୧୦ ମୃତ

ନୂଆଦିଲ୍ଲୀ: କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଦୁଇ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସୋମବାର ପୁଲିସ ଏହି ସୂଚନା…
Read More...

ଗହିରମଥାରେ ବନ କର୍ମଚାରୀଙ୍କୁ ଜଳଦସ୍ୟୁଙ୍କ ଆକ୍ରମଣ

କେନ୍ଦ୍ରାପଡା: କେନ୍ଦ୍ରାପଡା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବେଆଇନ୍ ମାଛ ଧରୁଥିବା ଲୋକ ଏହି ଆକ୍ରମଣ କରିଥିବା ଜଣାପଡିଛି। ବନ ବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ…
Read More...

ବଦଳିଲା ପାଗ: କିଛି ଦିନର ତାତି ପରେ ଖସିଲା ପାରଦ , ଆଜି ପାଇଁ୧୨ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ବର: ଭୁବନେଶ୍ବର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ଘଡ଼ଘଡ଼ିି ସହ ଝଡ଼ବର୍ଷା ହେବାର ସମ୍ଭାବନା…
Read More...

ସୁନ୍ଦରଗଡ଼ ଜଙ୍ଗଲରେ ମଧ୍ୟପ୍ରଦେଶର ମହାବଳ

ଭୁବନେଶ୍ବର : ଓଡ଼ିଶାର ପ୍ରକୃତି କେତେ ଯେ ମନଲୋଭା ତାହା ପୁଣିଥରେ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶର ମହାବଳ ବାଘ ଦୀର୍ଘ ପ୍ରାୟ ଏକ ହଜାର କି.ମି. ଅତିକ୍ରମ କରି ସୁନ୍ଦରଗଡ଼ ଜଙ୍ଗଲରେ ପହଞ୍ଚିଛି। ଓଡ଼ିଶାର ପରିବେଶ ଓ…
Read More...

ବନ କର୍ମଚାରୀଙ୍କୁ ଶିକାରୀର ଗୁଳିମାଡ: ଦୁଇ ଗିରଫ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସୋମବାର ବିଳମ୍ୱିତ ରାତିରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହୋଇଛନ୍ତି।  ବନ କର୍ମଚାରୀ ପାଟ୍ରୋଲିଂ କରିବା ବେଳେ…
Read More...

ସାଧାରଣ ନିର୍ବାଚନକୁ ନେଇ ପୁଲିସର ଗୁରୁତ୍ବପୂର୍ଣ୍ଣ ବୈଠକ: ସାମାଜିକ ଗଣମାଧ୍ୟମକୁ ଜଗିବେ ଆଇଜି ପାହ୍ୟା ଅଧିକାରୀ

ଭୁବନେଶ୍ବର: ନିର୍ବାଚନ ଆଚରଣବିଧି ଲାଗିବା ପରେ ସଜାଗ ହୋଇଛି ଓଡ଼ିଶା ପୁଲିସ। ସାଧାରଣ ନିର୍ବାଚନ ପୂର୍ବରୁ ସୋମବାର ସୀମାନ୍ତ ରାଜ୍ୟ ପୁଲିସ ସହ ଓଡ଼ିଶା ପୁଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ ମହାନିର୍ଦେଶକ ଅରୁଣ…
Read More...

ଆଜି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ଦିନିକିଆ ଓଡିଶା ଗସ୍ତ

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସଙ୍ଗଠନକୁ ସଶକ୍ତ କରିବା ଲାଗି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ଏହି ଅବସରରେ ଶ୍ରୀ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦…
Read More...

କେମିତି କଟିବ ଆଜି ଆପଣଙ୍କ ଦିନ: ମଙ୍ଗଳବାର ରାଶିଫଳ

ମେଷ: ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତି ଦୃଢ଼ତର ହେବ। ଜିତେନ୍ଦ୍ରୀୟ ହେବେ। ପ୍ରଥିତ ପ୍ରଭାବସମ୍ପନ୍ନ ହେବେ।…
Read More...

ବିଜେପି କୋର୍ କମିଟି ବୈଠକ: ଆଜି ଫୋକସରେ ଓଡିଶା

ନୂଆଦିଲ୍ଲୀ: ଓଡିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ। ସୋମବାର ବିଳମ୍ବିତ ରାତିରେ ସରିଲା ଦଳର କୋର କମିଟି ବୈଠକ। ଆଜି (ମଙ୍ଗଳବାର) ପୁଣି ଓଡିଶା ସମ୍ପର୍କରେ ହେବ ବିସ୍ତୃତ ଆଲୋଚନା।…
Read More...

ଆଜି ଇଡି ସାମ୍ନାରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ୍ , କହିଲେ ସମନ ବେଆଇନ୍

ନୂଆଦିଲ୍ଲୀ: ଇଡି ସମନରେ ସୋମବାର ହାଜର ହେବେନି ଦିଲ୍ଲୀ ମୁକ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା  ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଇଡି ପକ୍ଷରୁ ସମନ ପଠାଯାଇଥିଲା।…
Read More...

ତୃତୀୟ ବିଶ୍ବ ଯୁଦ୍ଧ ଆଉ ମାତ୍ର କିଛି ପାଦ ଦୂରରେ: କାହିଁକି ଏପରି କହିଲେ ପୁଟିନ୍‌ ?

ନୂଆଦିଲ୍ଲୀ: ଲଗାତାର ପଞ୍ଚମଥର ଲାଗି ଋଷର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ୮୮ ପ୍ରତିଶତ ଭୋଟ୍ ରେ ବିଜୟୀ ହୋଇଛନ୍ତି। ତେବେ ଋଷର ରାଷ୍ଟ୍ରପତି ହେବା ପରେ ପୁଟିନ୍ ତୃତୀୟ…
Read More...

ପାଣି ସମସ୍ୟା ପ୍ରତିବାଦରେ ମହିଳାଙ୍କ ରାସ୍ତାରୋକ

ପୋଲସରା: ପାଣି ପାଇଁ ରାସ୍ତାରୋକ । ଗଞ୍ଜାମ ପୁରୁଷୋତ୍ତମପୁର ଦାସିଆମାରିପଲ୍ଲୀ ଗାଁରେ ପାଣି ସମସ୍ୟା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଗରା, ବାଲଟି, ହାଣ୍ଡି ମାଠିଆ ଧରି ମହିଳା ମାନେ ରାଜ୍ୟ ରାଜପଥ…
Read More...

ସିକ୍କିମ, ଅରୁଣାଚଳ ବିଧାନସଭା ନିର୍ବାଚନ: ଜୁନ ୨କୁ ବଦଳିଲା ଭୋଟଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିସନ (ଇସିଆଇ) ପକ୍ଷରୁ ଶନିବାର ଲୋକସଭା ସମେତ ୪ ରାଜ୍ୟ ଯଥା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ…
Read More...

ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ବର: ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ  ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗସ୍ତ କରିଛନ୍ତି। ସଂସଦୀୟ ବୋର୍ଡ ଚୂଡାନ୍ତ…
Read More...

ଭାରତ ଫେରିଲେ କୋହଲି: ଶୀଘ୍ର ଆର୍‌ସିବି ଶିବିରରେ ଯୋଗଦେବେ

ନୂଆଦିଲ୍ଲୀ  : ଭାରତର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଆଇପିଏଲ-୨୦୨୪ରେ ଖେଳିବେ କି ନାହିଁ ତାହାକୁ ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା।ଏବେ ସେ ଖୁବଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶିବିରରେ…
Read More...

ନନ୍ଦନକାନନକୁ ଆସିଲେ ଦୁଇ ପ୍ରଜାତିର ଦୁଇ ଜନ୍ତୁ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଶନିବାର ରାତିରେ ଦୁଇ ପ୍ରଜାତିର ଦୁଇ ଜନ୍ତୁ ଆସିଛନ୍ତି। ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାର କ୍ବାରେଣ୍ଟାଇନରୁ ଗୋଟିଏ ଅଣ୍ଡିରା ଓ୍ବାଲାବି ଓ ଗୋଟିଏ ମାଈ ଲିଭିଙ୍ଗଷ୍ଟୋନ…
Read More...

ବିହାରରେ ମର୍ମନ୍ତୁଦ ଦୁର୍ଘଟଣା: ୩ଶିଶୁଙ୍କ ସମେତ ୭ଜଣଙ୍କ ମୃତ୍ୟୁ

ପାଟଣା: ବିହାରର ଖଗାଡିଆରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଅକାଳରେ ୩ଶିଶୁଙ୍କ ସମେତ ୭ଜଣଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁସାରେ, ବିହାରର ଚୌଥମ ପ୍ରଖଣ୍ଡ ଅଞ୍ଚଳରେ…
Read More...

ମଙ୍ଗଳବାରଠୁ ଦୁଇ ଦିନ କାଳବୈଶାଖୀ ସମ୍ଭାବନା :୧୨ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ମଙ୍ଗଳବାରଠୁ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ ବଙ୍ଗୋପସାଗର…
Read More...

ଶ୍ରୀଜୀଉଙ୍କୁ ଦର୍ଶନ କଲେ ‘ରାମାୟଣ’ର ସୀତା

ଭୁବନେଶ୍ବର / ପୁରୀ : ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ରାମାୟଣର ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ଓ ତାଙ୍କ ସ୍ବାମୀ।…
Read More...

କେମିତି କଟିବ ଆଜିର ଦିନ: ସୋମବାର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ଭାଷା ଅତି ମଧୁର ଓ ବ୍ୟବହାର ଭଦୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ସ୍ନେହ, ଆଦର ଓ ସମ୍ମାନ ମିଳିବ। ବୃଷ: ସୌଭାଗ୍ୟଶାଳୀ ହୋଇପାରନ୍ତି।…
Read More...

ଟ୍ରକ୍ ମାଲିକ ସଂଘ ପକ୍ଷରୁ କେନ୍ଦୁଝର ବନ୍ଦ ପାଳନ

କେନ୍ଦୁଝର ସଦର : ସୋମବାର କେନ୍ଦୁଝର ବନ୍ଦ। କେନ୍ଦୁଝର ଟ୍ରକ୍ ମାଲିକ ସଂଘ ବନ୍ଦ ପାଳନ କରୁଛି। ସକାଳୁ ସକାଳୁ କେନ୍ଦୁଝର ଷ୍ଟେସନରେ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନ କରୁଛନ୍ତି। କେନ୍ଦୁଝର…
Read More...

ଆଜି ମୋଦିଙ୍କ ମେଗା ରାଲି: ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ନିର୍ବାଚନ ବିଗୁଲ ବାଜୁ ବାଜୁ ପ୍ରଚାର ଅଭିଯାନ ଜୋରଦାର କରିଛି ବିଜେପି। ମିଶନ ସାଉଥ୍ ରେ ସୋମବାର ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦଳର ସବୁଠୁ ବଡ…
Read More...

ଦୁଇ ନକଲି ଇଡି ଅଧିକାରୀ ଗିରଫ

ଭୁବନେଶ୍ବର: ଦୁଇ ନକଲି ଇଡି ଅଧିକାରୀଙ୍କୁ ଧରିଲା କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର ତାରିଣୀ ସେନ୍ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ବୋଲି ସୂଚନା ମିଳିଛି। ଛତ୍ରପୁର ଉପଜିଲ୍ଲାପାଳଙ୍କ…
Read More...

ଅବକାରୀ ନୀତି ଓ ଜଳବୋର୍ଡ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ପୃଥକ୍ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଦୁଇଟି ସମନ। ଅବକାରୀ ନୀତି ଓ ଜଳବୋର୍ଡ ମାମଲାରେ ପୃଥକ୍ ସମନ ହୋଇଛି। ଅବକାରୀ ମାମଲାରେ ନବମ ଲାଗି ସମନ ଜାରି ହୋଇଥିବାବେଳେ ମାର୍ଚ୍ଚ ୨୧ ତାରିଖରେ…
Read More...

ଆରପାରିରେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ

ପୁରୀ: ଆରପାରିରେ ବରିଷ୍ଠ ସେବାୟତ ରଜତ ପ୍ରତିହାରୀ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ କୁମାର ପ୍ରତିହାରୀଙ୍କର ଦେହାନ୍ତ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ…
Read More...

ଅଧା ରହିଲା ଜଗା ଦର୍ଶନ: ପୁରୀ ଆସୁଥିବାବେଳେ ସ୍କର୍ପିଓ ଓଲଟି ଦୁଇ ଯାତ୍ରୀ ଆହତ

ପିପିଲି: ଅଧା ରହିଲା ଜଗା ଦର୍ଶନ। ପୁରୀ ଭୁବନେଶ୍ବର ୩୧୬ନଂ ରାଜପଥ ମଙ୍ଗଳପୁର ମଧୁବନଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଓଲଟି ପଡିଛି। ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ସୂଚନା…
Read More...

୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମଦେଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର

ଚଣ୍ଡିଗଡ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ଘରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ୫୮ ବର୍ଷରେ ତାଙ୍କ ମା’ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ନେଇ ନିଜେ ମୁସେୱାଲାଙ୍କ ବାପା ବଲକୌର ସିଂ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ: ୨୧ତାରିଖରେ ପଚରାଉଚରା ପାଇଁ ଡାକରା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ। ଅବକାରୀ ନୀତି ମାମଲାରେ ନବମଥର ପାଇଁ ସମନ କରାଯାଇଛି। ମାର୍ଚ୍ଚ ୨୧ ତାରିଖରେ ହାଜର ହେବାକୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ସେପଟେ…
Read More...

ପିଲା ଚୋରି ସନ୍ଦେହରେ ନିସ୍ତୁକ ମାଡ

ଲକ୍ଷ୍ମୀପୁର: ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ପିଲା ଚୋରି ଗୁଜବରୁ ଚାଞ୍ଚଲ୍ୟ। ପିଲା ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମରାଯାଇଛି। ହାତ ବାନ୍ଧି ଦୁଇ ଯୁବକଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ…
Read More...

ପଳାଶୁଣିରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ରାସ୍ତାରେ ଅଟକିଲା ଶହ ଶହ ଗାଡି, ହନ୍ତସନ୍ତ ଯାତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ପଳାଶୁଣି ନିକଟରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଅନ୍ୟ ଗାଡି ଗୁଡିକ କେଉଁଆଡେ ଯାଇନପାରି ଗୋଟିଏ ସ୍ଥାନରେ ଅଟକି ରହିଛି।  ରବିବାର ସକାଳୁ କଟକ ଭୁବନେଶ୍ବରରେ ରାସ୍ତାରେ ଅସମ୍ଭାଳ…
Read More...

ସ୍କୁଲରେ କଳାକନା ବୁଲାଇଲେ ଛାତ୍ର

ମୟୁରଭଞ୍ଜ: ସ୍କୁଲରେ କଳା କନା ବୁଲାଇଲେ ଲୁଟେରା। ଦୁଇ ଦୁଇ ଥର ଲୁଟ୍‌ରେ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଚୋରି ହୋଇଛି। ଏହି ଚୋରି ଘଟଣାରେ ସ୍କୁଲର କିଛି ଛାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଏଭଳି କିଛି ଘଟଣା…
Read More...

ପାକ୍ ସେନା କ୍ୟାମ୍ପରେ ଆକ୍ରମଣ: ୭ ମୃତ

ନୂଆଦିଲ୍ଲୀ: ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଫଗାନିସ୍ତନେ ସୀମାନ୍ତବର୍ତ୍ତୀ ଉତ୍ତର ୱଜିରିସ୍ତାନରେ ଆକ୍ରମଣ କରାଯାଇଛି। କ୍ୟାମ୍ପ…
Read More...

ୟୁକ୍ରେନ୍‌ର ଆକ୍ରମଣ ବୃଦ୍ଧି ପରେ ରୁଷରେ ମଙ୍ଗଳବାର ଯାଏଁ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ

ନୂଆଦିଲ୍ଲୀ: ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି।  ଶନିବାର ଦ୍ୱିତୀୟ ଦିନ ଥିବାବେଳେ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ…
Read More...

ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିଲା ଅଫିମ ଚାଷ: ନଷ୍ଟ କଲା ପୁଲିସ୍‌

କରଞ୍ଜିଆ: ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଯଶୀପୁର ପୁଲିସ୍, ଅବକାରୀ ବନ ବିଭାଗ ଓ ତହସିଲଦାରଙ୍କ ମିଳିତ ଉଦ୍ୟମରେ ଅଭୟାରଣ୍ୟରେ ବଡଧରଣର ରେଡ୍ କରାଯାଇଛି। ରେଡ୍ ବେ​‌ଳେ ଅଭୟାରଣ୍ୟ ମଧ୍ୟରେ ଥିବା…
Read More...

୩ ଦିନ ପରେ କମିବ ତାତି: ୧୪ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ବର: ରବିବାର  ରାଜ୍ୟର ୧୪ ଜିଲ୍ଲାକୁ  କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି। ବରଗଡ, ସୁବର୍ଣ୍ଣପୁର , ସମ୍ବଲପୁର, ଝାରସୁଗୁଡା , ସୁନ୍ଦରଗଡ, ଦେବଗଡ , ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ,…
Read More...

ଶଙ୍ଖ ଧରିବେ ବାପି ସର୍ଖେଲଙ୍କ ପତ୍ନୀ ଦୀପା

ପାରାଦ୍ୱୀପ  : ଦୀର୍ଘଦିନ ଧରି ଚୁପ୍‌ ରହିଥିବା କଂଗ୍ରେସ ନେତା ବାପି ସର୍ଖେଲ ବିଜେଡ଼ି ଶିବିରକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଛି। ରବିବାର ଶ୍ରୀ ସର୍ଖେଲଙ୍କ ପତ୍ନୀ ଦୀପା ସର୍ଖେଲ ଦଳବଳ ସହ ବିଜେଡ଼ିରେ ସାମିଲ ହେବେ…
Read More...

ଓଡ଼ିଶାରେ ୪ ପର୍ଯ୍ୟାୟରେ ମତଦାନ

ଭୁବନେଶ୍ବର : ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ରାଜ୍ୟରେ ମେ’ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ତାରିଖରେ ଭୋଟ୍ ଗ୍ରହଣ…
Read More...

ଏହି ରାଶି ବ୍ୟକ୍ତି ମାନଙ୍କର ହେବ ମନୋସ୍କାମନା ପୂର୍ଣ୍ଣ: ସାପ୍ତାହିକ ରାଶିଫଳ

ମେଷ: ରବିବାର ମଧ୍ୟମଫଳ ଲାଭ କରିବେ। ସୋମବାର ଓ ମଙ୍ଗଳବାର କର୍ମ ଅନୁରାଗୀ ହେବେ। ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ନୂତନ ନିଯୁକ୍ତି ମିଳିପାରେ। ଆୟ ବୃଦ୍ଧି ହେବ।…
Read More...

ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ଶପଥ ନେଲେ ବିଜେପିର ୧୨ ଓ ଜେଡିୟୁର ୯ ମନ୍ତ୍ରୀ

ନୂଆଦିଲ୍ଲୀ: ବିହାରରେ ନୀତିଶ କୁମାରଙ୍କ ନେତୃତ୍ଵଧୀନ ସରକାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର…
Read More...

ଯୁବକଙ୍କ ଉପରେ ମାଡିଗଲା ବାଲି ବୋଝେଇ ହାଇୱା: କ୍ଷତିପୂରଣ ଦାବିରେ ଉତ୍ତେଜନା

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲି ଗାଁ ପଞ୍ଚସଖା ରାଇସ ମିଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯୁବକଙ୍କ ଉପରେ ମାଡିଗଲା ବାଲି ବୋଝେଇ ହାଇୱା। ଶନିବାର କପିଳାସ ସ୍ଥିତ ଚନ୍ଦ୍ରଶେଖରଙ୍କ ଦର୍ଶନ ଲାଗି…
Read More...

କଟକ ଏସସିବି ପରିସରରେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: କଟକ ଏସସିବି ଏମ୍ସ ପ୍ଲସ୍ ନିର୍ମାଣ ସ୍ଥଳରେ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ କୋଠାରୁ ଝୁଲନ୍ତା ଅବସ୍ଥାରେ ଜଣେ ଶ୍ରମିକଭ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଶ୍ରମିକ ଜଣକ ଢେଙ୍କାନାଳ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର…
Read More...

ବନ୍ୟଜନ୍ତୁଙ୍କ ସହ ସେଲ୍ଫି ମନା: ଧରାପଡିଲେ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ

ଭୁବନେଶ୍ବର : ଅଭୟାରଣ୍ୟ ଓ ବିଭିନ୍ନ ବନଖଣ୍ଡରେ ଭ୍ରମଣ ବେଳେ କୌଣସି ବନ୍ୟପ୍ରାଣୀଙ୍କ ସହିତ ସେଲ୍ଫି ନେବା ଏବଂ ତାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ଏଣିକି ମହଙ୍ଗା ପଡ଼ିବ। ଯେଉଁମାନେ ଏଭଳି ଆଚରଣ କରୁଥିବା ବନ ବିଭାଗ…
Read More...

ଦୃଢତାର ସହ ନିର୍ବାଚନ ଲଢ଼ିବୁ : ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ମେଣ୍ଟ ହେବ ନା ହେବନି। ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ କୁ ନେଇ ସସପେନ୍ସ ଲାଗିରହିଛି। ଗତ ଦୁଇ ସପ୍ତାହ ଧରି ଭୁବନେଶ୍ବରରୁ ଦିଲ୍ଲୀ ଯାଏ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଆଜି (ଶନିବାର)…
Read More...

୫ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବାଙ୍ଗାଲୋର୍

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୫ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ବିଜୟ ପାଇଁ ୧୩୬ ରନର ପିଛା…
Read More...

ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ୱର: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ଜଣେ ଯୁବତୀଙ୍କ ସହ କଥା…
Read More...

ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ବର/ସମ୍ବଲପୁର: ଦୁର୍ଘଟଣାରେ ଗୁରୁତର ଆହତ ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଶୁକ୍ରବାର ଅପରାହ୍ଣରେ…
Read More...

ଓଡ଼ିଶାକୁ ମିଳିବ ଆଉ ୩ ବନ୍ଦେ ଭାରତ

ଭୁବନେଶ୍ବର : ଆଗକୁ ଓଡ଼ିଶାକୁ ଆଉ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ମିଳିବା ସମ୍ଭାବନା ରହିଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି। ଗୋଟିଏ ବନ୍ଦେ ଭାରତ ହାୱଡ଼ାରୁ ସମ୍ବଲପୁର ଜଙ୍କସନ ହୋଇ…
Read More...

ତାତି ସାଙ୍ଗକୁ ଜାରି ରହିଛି କାଳବୈଶାଖୀ: ଘଡଘଡି ପାଇଁ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା ତାତି । ଶୁକ୍ରବାର ରାଜ୍ୟରେ ୩୯. ୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ମାଲକାନଗିରିରେ ତାପମାତ୍ରା ୩୮. ୮ ରହିଥିବାବେଳେ ଝାରସୁଗୁଡାରେ ୩୮.୭ ରହିଥିଲା।…
Read More...

ଏନଏସି ଦାବିରେ ୮ ଘଣ୍ଟିଆ ତିହିଡି ବନ୍ଦ

ଭଦ୍ରକ: ତିହିଡିକୁ ଏନଏସି ଦାବିରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି। ତିହିଡି ବ୍ଳକ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ନିକଟରେ ଅନେକ…
Read More...

ମେଣ୍ଟ ନେଇ ଶାହାଙ୍କ ବଡ ବୟାନ: ଏବେ କିଛି କହିପାରିବେ ନାହିଁ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନେଇନାହାନ୍ତି…

ନୂଆଦିଲ୍ଲୀ: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଆଲୋଚନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବଡ ବୟାନ ଦେଇଛନ୍ତି। ଦିଲ୍ଲୀ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗଦେଇ ଶାହା କହିଛନ୍ତି ଯେ ମେଣ୍ଟ ନେଇ ପ୍ରଧାନମନ୍ତ୍ରୀ ଓ…
Read More...

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ , ବାଇକ୍ ଜାଳିଦେଲେ ଦୁର୍ବୁତ୍ତ

ବ୍ରହ୍ମପୁର: ଗୋଳନ୍ଥରା ଥାନା ରାଳବ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ।  ଆକ୍ରମଣ କରିବା ସହ ଘରେ ଥିବା ଯୁବକଙ୍କ ବାଇକ୍ ମଧ୍ୟ ଜାଳି ଦେଇଛନ୍ତି। ପୂର୍ବ…
Read More...

ଆଜି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ବର: ଶନିବାର ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏହାପୂର୍ବରୁ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ଲୋକସଭା ଓ ବିଧାନସଭା ନିର୍ବାଚନ: ଆଜି ତାରିଖ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ସହିତ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ଶନିବାର ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହିତ ଅନ୍ୟ ଦୁଇ ଆୟୁକ୍ତ…
Read More...

ବ୍ୟବସାୟୀଙ୍କ ଗ୍ୟାରେଜକୁ ବୋମାମାଡ଼: ଦାମୀ ଗାଡ଼ି ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ସାଇ ବିହାର ଲେନରେ ରହୁଥିବା ବ୍ୟବସାୟୀ ଙ୍କ ଗ୍ୟାରେଜ୍ କୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ କରିବା…
Read More...

ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର

ଭୁବନେଶ୍ବର: ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର। ଭୁବନେଶ୍ୱର ଉପକଣ୍ଠ ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି। କଙ୍କାଳଟି ଏକ ଅଖାରେ ଭର୍ତ୍ତି ହୋଇ ନଦୀ କୂଳରେ ଭାସୁଥିବା ଦେଖିବାକୁ ମିଳିଥିଲା।…
Read More...

କ୍ୟାନ୍ସର ରୋଗୀଙ୍କୁ ଦିଆଯାଉଛି ନକଲି ଔଷଧ !

ନୂଆଦିଲ୍ଲୀ: ସାଧାରଣତଃ ​‌ ଯେ କୌଣସି ପ୍ରକାର ଦେହ ଖରାପ ହେଲେ ଆମେ ଔଷଧ ଉପରେ ନିର୍ଭର କରଥାଉ। କିନ୍ତୁ ବର୍ତ୍ତମାନ ଏଭଳି କିଛି ସତ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣମାନେ ବି ଭୟଭୀତ ହୋଇପଡିବେ । କ୍ୟାନ୍ସର ଭଳି…
Read More...

ପେଡାଲ ମାରିବାକୁ ପଡୁନି, ହେଲେ ବାଇକ୍ ଭଳି ଦୌଡୁଛି ଏହି ସାଇକେଲ୍ କେମିତି ଜାଣନ୍ତୁ…

ନୂଆଦିଲ୍ଲୀ : ପ୍ରତିଦିନ ଇଣ୍ଟରନେଟ୍ ରେ ଆମେ ଅନେକ ଭିଡିଓ ଦେଖିଥାଉ । କିଛି ମଜାଦାର ଭିଡିଓ ଆମକୁ ଖୁସି ଦେଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ସେମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ…
Read More...

ଗୋଟିଏ ରାତିରେ ୪ଟି ଘରେ କଳାକନା ବୁଲାଇଲେ ଚୋର: ଲୁଟିନେଲେ ଗହଣା ଓ ଟଙ୍କା ପଇସା

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ହାଣଦା ଗାଁର ୪ଟି ଘରେ କଳା କନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି। ଶିକ୍ଷକ ପବିତ୍ର ମୋହନ ଗିରି, ତାଙ୍କ ଘରେ ଭଡା ରହିଥିବା…
Read More...