www.samajalive.in
Saturday, December 6, 2025
26.1 C
Bhubaneswar

ଏପ୍ରିଲରୁ ମହଙ୍ଗା ହେବ ୮୦୦ ଜରୁରୀ ଔଷଧ

ନୂଆଦିଲ୍ଲୀ :  ଆଣ୍ଟିବାୟୋଟିକ୍ସ, ଆଣ୍ଟି ଇଫେକ୍ଟିଭ ଓ ପେନ୍‌କିଲର ଭଳି ପ୍ରାୟ ୮୦୦ ଜରୁରୀ ଔଷଧ ମୂଲ୍ୟ ବଢ଼ିବା ନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନ୍‌ପିପିଏ) ଗତ ଶୁକ୍ରବାର ୨୦୨୦ରେ ଥିବା ପାଇକାରୀ ମୂଲ୍ୟ ସୂଚକାଙ୍କରେ ୧୦.୭ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ଜାତୀୟ ଜରୁରୀ ଔଷଧ ସୂଚୀରେ ଥିବା ପ୍ରାୟ ୮୦୦ ଔଷଧ ମହଙ୍ଗା ହେବ। ଜ୍ବର, ଚର୍ମରୋଗ, ହୃଦ୍‌ରୋଗ, ଆନିମିୟା, ଉଚ୍ଚ ରକ୍ତଚାପ ଓ ସଂକ୍ରମଣ ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବଢ଼ିବ। ଆଜିଥ୍ରୋମାଇସିନ୍‌, ସିପ୍‌ରୋଫ୍ଲୋକ୍ସାସିନ୍‌ ହାଇଡ୍ରୋକ୍ଲୋରାଇଡ୍‌, ମେଟ୍ରୋନିଡାଜୋଲ୍‌, ପାରାସିଟାମଲ, ଫିନୋବାର୍ବିଟୋନ୍‌ ଏବଂ ଫିନେଟୋନ୍‌ ସୋଡିୟମ ଆଦି ଔଷଧର ମୂଲ୍ୟ ବୃଦ୍ଧି ଘଟିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories