ନିଜାମ ସଂଗ୍ରହାଳୟରୁ ଚୋରି ହୋଇଥିବା ଟିଫିନ ଓ ଚା’ କପ୍‍ ଉଦ୍ଧାର

ନୂଆଦିଲ୍ଲୀ: ହାଇଦ୍ରାବାର ନିଜାମ ପରିବାର ଦ୍ୱାରା ବ୍ୟବହୃତ ସାମଗ୍ରୀକୁ ରଖାଯାଇ ଥିବା ସଂଗ୍ରହାଳୟରୁ ଚୋରି ହୋଇଥିବା ଟିଫିନ ଓ ଚା' କପକୁ ଉଦ୍ଧାର କରିଛି ପୁଲିସ। ହାଇଦ୍ରାବାଦରୁ ଚୋରି ହୋଇଥିବା ଏହି ମୂଲ୍ୟମାନ ଦୁଇ…
Read More...

ବାଧୁଛି ତେଲ ମୂଲ୍ୟ

ଆମଦାନୀ ହେଉଥିବା ତୈଳ ଉପରେ ନିର୍ଭରଶୀଳ ଭାରତର ଅର୍ଥନୀତିକୁ ଆଗକୁ ବଢ଼ାଇବାକୁ ହେଲେ ପେଟ୍ରୋଲିୟମ ପଦାର୍ଥର ବିକ୍ରୟମୂଲ୍ୟକୁ ଯୁକ୍ତିସଂଗତ କରିବାକୁ ପଡ଼ିବ। ତା’ ନ କରି ମାଛ ତେଲରେ ମାଛ ଭାଜିବାଭଳି ନୀତି ଆପଣାଇ ଉଭୟ…
Read More...

ଏକ ନିଆରା ଏକାଦଶାହ

ଗୋକୁଳାନନ୍ଦ ନାୟକ ଆଜି ସମୟ ବଦଳିଯାଇଛି। ବଡ଼ ଭାଇ ପ୍ରତି ସାନଭାଇର ସମ୍ମାନ ନାହିଁ କି ବଡ଼ଭାଇର ସାନଭାଇ ପ୍ରତି କୌଣସି ତ୍ୟାଗ ବା ମମତା ନାହିଁ। ଆଜିର ସାମାଜିକ ଜୀବନ ଏକପ୍ରକାର ସମ୍ପର୍କଶୂନ୍ୟ। ପୈତୃକ ସମ୍ପତ୍ତିକୁ…
Read More...

ସମାଜ ଗଠନରେ ସମସ୍ତଙ୍କ ଅଧିକାର

ସାତକଡ଼ି ହୋତା ପୃଥିବୀରେ ସାତଶହ କୋଟିରୁ ଊର୍ଦ୍ଧ୍ବଲୋକ ବସବାସ କରୁଥିବା ବିଷୟ ଭାବିଲାକ୍ଷଣି ସମୁଦ୍ରର ​‌ଢେ‌ଉ ଗଣିବା ପରି ଅନୁଭବ ହୁଏ। ​‌େ​‌ଢଉମାନଙ୍କୁ ନେଇ ସମୁଦ୍ର ଖେଳୁଥାଏ ସିନା, ଲୋକମାନଙ୍କ ମଧ୍ୟରେ…
Read More...

ଚୋକସୀଙ୍କ ଭିଡ଼ିଓକୁ ନେଇ ଚର୍ଚ୍ଚା; କହିଲେ ଅଭିଯୋଗ ଭିତ୍ତିହୀନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ତଥା ହୀରା କାରବାରୀ ମେହୁଲ ଚୋକସୀଙ୍କ ଏକ ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ବେଶ୍‍ ଚର୍ଚ୍ଚିତ ହୋଇଛି। ଇଡି ଦ୍ୱାରା ଚୋକସୀଙ୍କ ଉପରେ ଲଗାଯାଇ…
Read More...

ଜାଣନ୍ତୁ, ପୂଜା ସମୟରେ ଘଣ୍ଟି ବଜାଇବାର ପ୍ରଭାବ

କୁହାଯାଇଛି ଯେ, ପୂଜା ସମୟରେ ଘଣ୍ଟି ବଜାଇବା ଉଚିତ। ଏପରି କରିବା ଦ୍ୱାରା ଈଶ୍ୱର ଶୀଘ୍ର ଆପଣଙ୍କ ପ୍ରାର୍ଥନା ଶୁଣିଥାନ୍ତି। ଘଣ୍ଟି ବଜାଇବା ଦ୍ୱାରା କେବଳ ଈଶ୍ୱରଙ୍କ କୃପା ଲାଭ ମିଳି ନଥାଏ ଏହାସହ ଅନେକ ଲାଭ ମଧ୍ୟ…
Read More...

ମହିଳା ହୋମଗାର୍ଡଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ବର: ଲୋୟର ପିଏମଜି ଛକରେ ଜଣେ ମହିଳା ହୋମଗାର୍ଡ ଆତ୍ମାହୂତି ଉଦ୍ୟମ କରିଛନ୍ତି। ସେ ନିଜ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ପୁଲିସ କର୍ମଚାରୀମାନେ ଉଦ୍ଧାର କରିଥିଲେ। ତାଙ୍କୁ…
Read More...

ଡଲାର ତୁଳନାରେ ଟଙ୍କାର ମୂଲ୍ୟକୁ ନିୟନ୍ତ୍ରଣ ପାଇଁ ପ୍ରବାସୀ ଭାରତୀୟଙ୍କ ସହଯୋଗ ଲୋଡିବ କେନ୍ଦ୍ର

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ହ୍ରାସ ପାଇବା ଆରବିଆଇ ସମେତ କେନ୍ଦ୍ର ସରକାରଙ୍କୁ ବିଚଳିତ କରିଦେଇଛି। ଏପରିକି ଆରବିଆଇ ଦ୍ୱାରା ଡଲାର ବିନିମୟରେ ସୁନା କିଣିବାର ପ୍ରକ୍ରିୟା ମଧ୍ୟ ଫେଲ ମାରିଛି।…
Read More...

ସଡକ ଦୁର୍ଘଟଣାରେ ବିଜେପି ନେତା ପର୍ଶୁରାମ ମାଝି ଆହତ

ନବରଙ୍ଗପୁର: ବିଜେପି ନେତା ତଥା ପୂର୍ବତନ ସାଂସଦ ପର୍ଶୁରାମ ମାଝି ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ନବରଙ୍ଗପୁରର ପାପଡାହାଣ୍ତି ବ୍ଲକର ଝିଟକୁଗୁଡା ଗ୍ରାମ ନିକଟରେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ…
Read More...

ପୁଣି ଟ୍ରେନରେ ପ୍ରସବ

ବେଲାଗାଭି: ଜନୈକା ମହିଳା ୨ବର୍ଷ ବ୍ୟବଧାନରେ ୨ଥର ଟ୍ରେନରେ ସନ୍ତାନ ପ୍ରସବ କରିବା ଘଟଣା ଭାରତୀୟ ରେଳବାଇକୁ ମଧ୍ୟ ଚକିତ କରିଦେଇଛି। ୟାଲାୱା ମୟୂର ଗାୟେକ୍ୱାର୍ଡ଼(୨୩) ନାମକ ଏହି ମହିଳା ରାଇବାଗରୁ ନିଜ ଘର କୋଲହାପୁରକୁ…
Read More...

ପୋଖରୀରେ ବୁଡି ୩ ଭଉଣୀ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ବଡ଼କଲା ଡାହିସାହି ଗ୍ରାମର ୩ ଉଭଣୀଙ୍କର ମଙ୍ଗଳବାର ସକାଳେ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର ପାଲ ମୁର୍ମୁଙ୍କ ଝିଅ ପାର୍ବତୀ(୧୦),…
Read More...

୧.୫ଲକ୍ଷ ଟଙ୍କା ଚୋରି ଅଭିଯୋଗ

ରାଉରକେଲା: ସେକ୍ଟର-୪ ରେ ରହୁଥିବା ସଞ୍ଜୟ ଗୌତମଙ୍କ କ୍ବାଟରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧.୫ଲକ୍ଷ ଟଙ୍କା ଚୋରି ହୋଇଛି। ସଞ୍ଜୟ ୪ ଦିନ ହେଲା ଘରେ ନ ଥିଲେ। ମଙ୍ଗଳବାର ସେ ଘରକୁ ଆସିବାରୁ ଏହି ଚୋରି…
Read More...

ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ସ୍ବାମୀର ଆତ୍ମସମର୍ପଣ

ଜୟପୁର: ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ସ୍ବାମୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଜୟପୁରର ଜୟନଗର ଠାରେ ଶାନ୍ତନୁ ମହାରଣା ତାଙ୍କ ପତ୍ନୀ ଜୟନ୍ତି ମହାରଣାଙ୍କ ପେଟ ଓ ଛାତିକୁ ଛୁରୀରେ ଆକ୍ରମଣ କରିଥିଲେ। ପତ୍ନୀଙ୍କୁ…
Read More...

ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ, ଜଣେ ଗିରଫ

ଜୟପୁର: ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛି। ମଙ୍ଗଳବାର ଭୋର ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ କଣା ବିଜୟୱାଡା କରିଡରର ପୁରୁଣାଗୋଡ ଛକ ଥିବାର ପୁଲିସ ଖବର ପାଇଥିଲା।…
Read More...

ରେଳ ଧାରଣା ନିକଟରୁ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

ପିପିଲି: ରେଳ ଧାରଣା ନିକଟରୁ ଜଣେ ସରପଞ୍ଚଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତସରପଞ୍ଚ ହେଉଛନ୍ତି ସଦାନନ୍ଦପୁର ବାଲିସାହିର ଅଜୟ କୁମାର ବେହେରା (୩୫)। ସେ ସତ୍ୟବାଦୀ ବ୍ଲକ ବିରରାମଚନ୍ଦପୁରର ସରପଞ୍ଚ ବୋଲି ଜଣାପଡିଛି ।…
Read More...

ଭୁବନେଶ୍ବର-ପୁରୀ ବସ ଚଳାଚଳ ବନ୍ଦ

ଭୁବନେଶ୍ବର/ପୁରୀ: ବସ ମାଲିକ ସଙ୍ଘ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ଦିନ ଭୁବନେଶ୍ବର-ପୁରୀ ବସ ଚଳାଚଳ ବନ୍ଦ ରହିଛି। ବସ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ଦୁଇ ସଂଘ ମଧ୍ୟରେ ବିବାଦ ହୋଇଥିଲା। ପୁରୀ ମାଲିକଙ୍କ ୧୨ଟି ବସକୁ…
Read More...

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ୪ ନିଖୋଜ

ମାଲକାନଗିରି: ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ୪ ନିଖୋଜ ହୋଇଛନ୍ତି। ୪ ନିଖୋଜଙ୍କ ମଧ୍ୟରେ ୩ଜଣ ମହିଳା ଓ ଜଣେ ଶିଶୁ ଥିବା ଜଣା ପଡିଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର…
Read More...

ସାଉଦୀ ମହାରାଜାଙ୍କ ମୂଲ୍ୟବାନ ଗହଣା ଚୋରି

ପ୍ୟାରିସ୍‍: ସାଉଦୀ ଆରବର ମହାରାଜାଙ୍କ ମୂଲ୍ୟବାନ ଗହଣା ରିଜ୍‍ ହୋଟେଲ୍‍ରୁ ଚୋରି ହୋଇଯାଇଛି। ଚୋରି ଗହଣାର ମୂଲ୍ୟ ପ୍ରାୟ ୯,୩୦,୦୦୦ ଡଲାର ହେବ ବୋଲି ଆକଳନ କରାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏକ ଏତଲା…
Read More...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା

ଇସଲାମାବାଦ୍‍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ କେ ଆବାସୀଙ୍କ ନାମରେ ଲାହୋର ହାଇକୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ ‘ଡନ୍‍’ ପତ୍ରିକାକୁ ଏକ…
Read More...

ଉତ୍ପାଦନ ଶୁଳ୍କ କମିବନି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ତୈଳ ଦର ଯନ୍ତ୍ରଣାରୁ ନିକଟ ଭବିଷ୍ୟତରେ ଉପଭୋକ୍ତାଙ୍କୁ ନିସ୍ତାର ମିଳିବା ଆଶା କ୍ଷୀଣ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଥିବା ବେଳେ ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରେ ଧାର୍ଯ୍ୟ…
Read More...

ଅବସାଦ ରୋଗରେ ପୀଡ଼ିତ ଲାଲୁ

ରାଞ୍ଚି: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମାନସିକ ଅବସାଦ ରୋଗରେ ପୀଡ଼ିତ ଅଛନ୍ତି। ରାଜେନ୍ଦ୍ର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍ସର ଡାକ୍ତର ଆର କେ ଶ୍ରୀବାସ୍ତବ…
Read More...

ଟଙ୍କା ସଙ୍କଟ:ଏନ୍‍ଆରଆଇଙ୍କ ସହାୟତା ନେବେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଜନିତ ସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରବାସୀ ଭାରତୀୟଙ୍କ ସହାୟତା ଲୋଡ଼ିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଦେଶରେ ବୈଦେଶିକ ମୁଦ୍ରା ସଙ୍କଟକୁ…
Read More...

୬ ସୁଟିଂ ପ୍ରଶିକ୍ଷକ ବହିଷ୍କୃତ

ନୂଆଦିଲ୍ଲୀ : ଭାରତୀୟ ସୁଟିଂ (ବନ୍ଧୁକଚାଳନା) ଦଳ ଅନ୍ତର୍ଜାତୀୟ ସ୍ତରରେ ବେଶ୍‍ ସୁନାମ ଅର୍ଜନ କରୁଥିବା ବେଳେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ୬ଜଣ ପ୍ରଶିକ୍ଷକଙ୍କୁ ବହିଷ୍କୃତ କରିଥିବା ଜଣାପଡ଼ିଛି। ଏହି ୬…
Read More...

ଜୋକୋଭିକ୍‍ ଚମ୍ପିଆନ

ନ୍ୟୁୟର୍କ: ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ଏଠାରେ ଚାଲିଥିବା ସିଜିନର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୟୁଏସ ଓପନର ପୁରୁଷ ସିଙ୍ଗଲ୍‍ସ ଇଭେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି।…
Read More...

୧୦୦ ବର୍ଷରେ ‘ସମାଜ’

ଆଗାମୀ ଅକ୍ଟୋବର ୪ ତାରିଖରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ ଖବରକାଗଜ ୧୦୦ ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଏହି ଅନୁଷ୍ଠାନର ଯୋଗଦାନକୁ ନେଇ…
Read More...

ମଦ ବନ୍ଦ କରିବ ଯିଏ, ମହିଳା ଭୋଟ ପାଇବ ସିଏ

ପୁରୀ: ଓଡ଼ିଶାରେ ମଦ ବିରୋଧୀ ଆନ୍ଦୋଳନକୁ ଅଧିକ ସକ୍ରିୟ କରିବ ମହିଳା ବାହିନୀ। ଏଥିପାଇଁ ୨୫ହଜାର ମହିଳାଙ୍କୁ ସଂଗଠିତ କରାଯାଇଛି। ମା’ଘର ଫାଉଣ୍ଡେସନ ଟ୍ରଷ୍ଟ ସଭାନେତ୍ରୀ ଋତୁପର୍ଣ୍ଣା ମହାନ୍ତି ଏ ସମ୍ପର୍କରେ ସୂଚନା…
Read More...

ଗ୍ରୁପ୍‍ ଡି କର୍ମଚାରୀଙ୍କୁ ମିଳିବ ଦରମା

ଭୁବନେଶ୍ୱର: ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ଅମଲ ଓ ସେକ୍‍ସନ୍‍ ଅଫିସର ସଂଘ ପକ୍ଷରୁ ଅଗଷ୍ଟ ୧୭ରୁ କଲମ ଛାଡ଼ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନରେ ସେକ୍‍ସନ୍‍ ଅଫିସର, ଏଷ୍ଟାବ୍ଲିସ୍‍ମେଣ୍ଟ ଅଫିସର, ଜୁନିଅର ଓ ସିନିୟର…
Read More...

ରାଜ୍ୟରେ ୧୫୦୦ କୋଟିର କାରବାର ବନ୍ଦ

ଭୁବନେଶ୍ୱର:ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହେଉଥିବା ବୃଦ୍ଧିିକୁ ବିରୋଧ କରି ଆଜି କଂଗ୍ରେସ ନେତୃତ୍ୱରେ ଦେଶର ବିରୋଧୀ ଦଳଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏଥିଯୋଗୁ ଦେଶରେ ହୋଇଥିବା ବନ୍ଦ…
Read More...

ପୁରୀ-ଭୁବନେଶ୍ୱର ବସ୍‍ ମାଲିକ ମୁହାଁମୁହିଁ

ପୁରୀ/ଭୁବନେଶ୍ୱର: ବସ୍‍ ଚଳାଚଳ ସମୟକୁ ନେଇ ପୁରୀ ଓ ଭୁବନେଶ୍ୱର ମାଲିକ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବିବାଦ ହିଂସାର ରୂପ ନେବାକୁ ଯାଉଛି। ପୁରୀ ମାଲିକଙ୍କ ୧୨ଟି ବସ୍‍କୁ ଭୁବନେଶ୍ୱରରେ ଅଟକ ରଖାଯାଇଥିବା ବେଳେ…
Read More...

ଔଷଧ ଦୋକାନ ସମ୍ମୁଖରେ ଉତ୍ତେଜନା, କର୍ମଚାରୀ ଅଟକ

ପୁରୀ: ତ୍ରୁଟିପୂର୍ଣ୍ଣ ଔଷଧ ଖାଇବା ଯୋଗୁଁ ଜଣେ ଗର୍ଭବତୀ ଗୁରୁତର ହୋଇଛନ୍ତି। ପୁରୀ ମାର୍କେଟ ଛକରେ ଥିବା ଏକ ଔଷଧ ଦୋକାନ ବିରୋଧରେ ରୀତାରାଣୀ ମିଶ୍ର ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଔଷଧ ଦୋକାନ ସମ୍ମୁଖରେ ଉତ୍ତେଜନା…
Read More...

ଅଫିସରଙ୍କ ଅବହେଳାରୁ କାର୍ଯ୍ୟକାରୀ ହୋଇପାରୁନି ଯୋଜନା:ଦାମ

ଭୁବନେଶ୍ୱର:-ଅଫିସରଙ୍କ ଅବହେଳା ଯୋଗୁଁ ବହୁ ସରକାରୀ ଯୋଜନାର ସଠିକ ରୂପାୟନ ହୋଇପାରୁନାହିଁ। ବିଭିନ୍ନ ଯୋଜନା କାର୍ଯ୍ୟକ୍ଷମ ନହେବା ପାଇଁ ଅମଲାତନ୍ତ୍ରକୁ ଦାୟୀ କରିଛନ୍ତି ବିଧାୟକ ଦାମୋଦର ରାଉତ। ବିଭିନ୍ନ ସମୟରେ କୃଷି…
Read More...

ବୁଧବାର ଦିଲ୍ଲୀରେ ରୋଡ ଶୋ’, ନିବେଶକଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର:ରାଜ୍ୟର ବିକାଶ ପ୍ରକିୟାକୁ ଜାରି ରଖି ଶିଳ୍ପର ବିକାଶ ଏବଂ ଏହାକୁ ପୂର୍ବ ଭାରତର ଏକ ‘ମାନୁଫାକଚରିଂ ହବ୍‍’(ନିର୍ମାଣ ପୁଞ୍ଜ)ରେ ପରିଣତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ବୁଧବାର…
Read More...

ମଙ୍ଗଳବାର ରାଶିଫଳ

ମେଷ: ଦୂରଯାତ୍ରା କରିପାରନ୍ତି। ମାନ ଅଭିମାନ ଦୂର ହେବ। ସତ୍‍କର୍ମରେ ନିୟୋଜିତ ହୋଇପାରନ୍ତି। ଅକ୍ଳେଶରେ କାର୍ଯ୍ୟ ହାସଲ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧର୍ମ କାର୍ଯ୍ୟରେ ମନ ଦେବେ। ବୃଷ: ଉତ୍ସାହ…
Read More...

କୁଳମଣି ସ୍ମାରକୀ ସ୍କୁଲ୍‍ ଚେସ୍‍: ସାର୍ଥକ ଚମ୍ପିଆନ

କଟକ: ଏସ୍‍ଆର ଚେସ୍‍ ସେଣ୍ଟର ଆନୁକୂଲ୍ୟରେ ପୂର୍ବତଟ ରେଳବାଇ ଇନ୍‍ଷ୍ଟିଚ୍ୟୁଟ୍‍ରେ ଚାଲିଥିବା କୁଳମଣି ତ୍ରିପାଠୀ ସ୍ମାରକୀ ଚେସ୍‍ ପ୍ରତିଯୋଗିତା ସୋମବାର ଉଦ୍‍ଯାପିତ ହୋଇଯାଇଛି। ଓପନ୍‍ ବର୍ଗରେ ରାଉରକେଲାର ଡିପିଏସ୍‍…
Read More...

ସ୍ମାର୍ଟଭ୍ୟାଲୁ କପ କ୍ରିକେଟ: ଟାଇଗର୍ସ ଚମ୍ପିଆନ

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଅବସରରେ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା ଓ ସ୍ୱାସ୍ଥ୍ୟପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ମାର୍ଟ ଭ୍ୟାଲୁ ପକ୍ଷରୁ ରାଜ୍ୟସ୍ତରୀୟ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଲୋକସଭା କମିଟିରେ ଝିନ ଓ ଭର୍ତ୍ତୃହରି

ନୂଆଦିଲ୍ଲୀ: କୋରାପୁଟ ସାଂସଦ ଝିନ ହିକକା ଲୋକସଭା ସବଅର୍ଡିନେଟ ଲେଜିସଲେସନ କମିଟିରେ ସ୍ଥାନ ପାଇଛନ୍ତି। ସେହିପରି କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସଭା ଏଥିକ୍ସ କମିଟିକୁ ମନୋନୀତ ହୋଇଛନ୍ତି ବୋଲି ଲୋକସଭା ସଚିବାଳୟ…
Read More...

ଚିଲିକାକୁ ଉଡ଼ିବନି ସାମୁଦ୍ରିକ ବିମାନ

ଭୁବନେଶ୍ୱର: ଦୀର୍ଘ ତିନିମାସ ଧରି ଚିଲିକାରେ ସି-ପ୍ଲେନ୍‍ ଉଡିବା ପ୍ରସ୍ତାବ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶୁକ୍ରବାର ଏନେଇ ଭାରତ ସରକାରଙ୍କ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ସି-ପ୍ଲେନ୍‍…
Read More...

ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍‍ ଉପରେ ଭ୍ୟାଟ୍‍ ହ୍ରାସ ଯୋଜନା ନାହିଁ: ବିଜେଡି

ଭୁବନେଶ୍ୱର: ଦେଶରେ ବଢ଼ି ଚାଲିଥିବା ତୈଳ ଦରକୁ ଦୃଷ୍ଟିରେ ରଖି ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଭ୍ୟାଟ୍‍ ହ୍ରାସ ଘୋଷଣା କରିଛନ୍ତି। କିନ୍ତୁ ଓଡ଼ିଶାରେ ଭ୍ୟାଟ୍‍ ହ୍ରାସ ଯୋଜନା ନାହିଁ…
Read More...

ଏସିଆଡ୍ ପଦକ ବିଜେତା ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସଦ୍ୟ ସମାପ୍ତ ହୋଇଥିବା ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଏବଂ ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଥିଲା। ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରିଥିବା ଓଡିଆ ଖେଳାଳିଙ୍କୁ…
Read More...

ଜୀବନର ପ୍ରଥମ ଓ ଅନ୍ତିମ ଟେଷ୍ଟରେ ଶତକ: କୁକ୍‍ ବିଶ୍ୱର ୫ମ ବ୍ୟାଟ୍‍ସମ୍ୟାନ

ଲଣ୍ଡନ: ୨୦୦୬ରେ ନାଗପୁରରେ ଭାରତ ବିପକ୍ଷରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରି ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ ଆଲଷ୍ଟାୟାର କୁକ୍‍। ଇଂଲଣ୍ଡର ଏହି ଷ୍ଟାଇଲିସ୍‍ ବାମହାତି ଜୀବନର ଅନ୍ତିମ…
Read More...

କୁକ୍‍ ଓ ରୁଟ୍‍ଙ୍କ ଶତକ ପରେ ଭାରତର ବିପର୍ଯ୍ୟୟ

ଲଣ୍ଡନ: ଚଳିତ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍କୁ ନିଜ ନିୟନ୍ତ୍ରଣକୁ ନେଇପାରିଛି ଘରୋଇ ଇଂଲଣ୍ଡ। ଦଳର ଦୁଇ ଅଭିଜ୍ଞ ବ୍ୟାଟ୍‍ସମ୍ୟାନ୍‍ ଆଲଷ୍ଟାୟାର କୁକ୍‍ ଓ ଜୋ ରୁଟ୍‍ଙ୍କ ଶତକ ବଳରେ ଇଂଲଣ୍ଡ ବିଜୟୀ ହେବା ସ୍ଥିତିରେ…
Read More...

ଭୁବନେଶ୍ୱରରେ ସହିଦ ଚମ୍ପେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମଣିପୁରରେ ଆତଙ୍କବାଦୀଙ୍କ ସହ ଏନକାଣ୍ଟରରେ ସହିଦ ହୋଇଥିବା ଆସାମ ରାଇଫଲର ୨୯ ବର୍ଷୀୟ ଯବାନ୍‍ ଚମ୍ପେଶ୍ୱର ମହାକୁଡ଼ଙ୍କ ମରଶରୀର ଆଜି ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲା। ଏୟାର ଇଣ୍ଡିଆ ବିମାନରେ…
Read More...

୩୦ ନମ୍ବର ଜିଲାରେ ଏକ ନମ୍ବର ଦର

କୋରାପୁଟ: ପେଟ୍ରୋଲର ଚଢ଼ା ଦରକୁ ନେଇ ଉପକୂଳ ଅଞ୍ଚଳରେ ପ୍ରତିବାଦର କମ୍ପନ ସୃଷ୍ଟି ହୋଇଥିବାବେଳେ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟରେ ଲୋକଙ୍କ କଷ୍ଟ କହିଲେ ନସରେ। ଆଜି ରାଜ୍ୟର ୩୦ ନମ୍ବର ଜିଲା ଭାବେ ପରିଚିତ…
Read More...

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ପ୍ରାଣ ହରାଇଲେ ପ୍ରସୂତି, ନବଜାତକ

ମାଥିଲି: ଠିକ୍‍ ସମୟରେ ଆମ୍ବୁଲାନ୍ସ ମେଡିକାଲର ପହଞ୍ଚି ନପାରିବାରୁ ଏଠାରେ ସୋମବାର ଜଣେ ପ୍ରସୂତିଙ୍କର ମୃତ୍ୟୁ ହୋଇଛି। ମେଡିକାଲରେ ପହଞ୍ଚିବା ପରେ ସେ ଏକ ଶିଶୁ ପ୍ରସବ କରିଥିଲେ ହେଁ କିଛି ସମୟ ପରେ ପିଲାଟିର ମଧ୍ୟ…
Read More...

ବନ୍ଦ ସତ୍ତ୍ବେ ବଢ଼ିଲା ଦର

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଥିବା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିିକୁ କେନ୍ଦ୍ର କରି ଦେଶବ୍ୟାପୀ ବନ୍ଦ ପାଳନ ସତ୍ତ୍ବେ ସୋମବାର ବଜାରରେ ତୈଳ ମୂଲ୍ୟରେ ବୃଦ୍ଧିି ଧାରା ଜାରି ରହିଛି। ଅପରପକ୍ଷେ ଉତ୍ପାଦ…
Read More...

ଭାରତ ବନ୍ଦ: ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ହୋଇଥିବା ବନ୍ଦପାଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବନ୍ଦପାଳନର ମିଶ୍ରିତ ପ୍ରଭାବ ପଡିଛି। କେତେକ ରାଜ୍ୟରେ ଏହା ସମ୍ପୂର୍ଣ ସଫଳ…
Read More...

ଏଡିଏମ୍‌ଙ୍କୁ ଟେକିନେଲେ

ବାରିପଦା: ତେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଏଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ…
Read More...

କପା ଫସଲହାନୀ ଜୀବନ ହାରିଲେ ଚାଷୀ

ଖପ୍ରାଖୋଲ: କପା ଫସଲ ଭଲ ହୋଇ ନଥିବାରୁ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଟେଙ୍ଗରାପଥର ଗାଁର ଚାଷୀ ମକୁନ୍ଦ ବରିହା (୩୫) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟାପକ ଫସଲହାନୀ ନେଇ…
Read More...

ପୂଜ୍ୟପୂଜା ପରିଷଦର ପ୍ରତିଭା ସମ୍ମାନ ସମ୍ବର୍ଦ୍ଧନା ସଭା

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପୂଜ୍ୟପୂଜା ପରିଷଦ ପକ୍ଷରୁ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବାପୁଜୀ ବିଦ୍ୟାଶ୍ରମ ଓ ଇକୋ କ୍ଲବ ପକ୍ଷରୁ ଆୟୋଜିତ…
Read More...

ବର୍ଷା ବିତ୍ପାତରେ ପଟ୍ଟାମୁଣ୍ଡାଇରେ ବ୍ୟାପକ କ୍ଷୟକ୍ଷତି

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଞ୍ଚାୟତରେ ବର୍ଷା ବିତ୍ପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୀର୍ଘ ୫ଦିନ ଧରି ଲଗାଣବର୍ଷା ଫଳରେ ଏହି ପଞ୍ଚାୟତର ଚାଷଜମି ଗୁଡିକ ବୁଡି ରହିବା ଫଳରେ…
Read More...

ଧୁମ-୪ କ’ଣ ପାଇଁ ଛାଡିଲେ ସଲମନ ଖାନ? ଜାଣନ୍ତୁ ଏହାର ରହସ୍ୟ

ମୁମ୍ବଇ : ୟଶରାଜ ବ୍ୟାନରରେ ନିର୍ମିତ ଲୋକପ୍ରିୟ ଚଳଚ୍ଚିତ୍ର ସିରିଜ ‘ଧୁମ’ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ। ଏହାର ଚତୁର୍ଥ ସିରିଜ ତଥା ‘ଧୁମ-୪’ ବହୁଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ପ୍ରତି ‘ଧୁମ’ ଚଳଚ୍ଚିତ୍ରରେ…
Read More...

ପୁଲିସ ବଦଳରେ ବାପାଙ୍କ ଶବକୁ ୧୫ କିମି ଟ୍ରଲିରେ ଟାଣି ଡାକ୍ତରଖାନା ନେଲା ପୁଅ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅଧିନସ୍ଥ ଉପେର ଗ୍ରାମ ନିକଟରେ ଥିବା ଫ୍ରୈଞ୍ଚା ନଦୀରେ ଗତ ୮ତାରିଖ ଦିନ କର୍ଲାମୁଣ୍ଡା ବ୍ଲକର ବାଞିପଦର ଗ୍ରାମର ମକରରନ୍ଦ ମାଝୀ (୬୫) ଗାଧୋଇବା ସମୟରେ ନଦୀ ରେ ଭାସି…
Read More...

ସୁବଳ ସାହୁଙ୍କ ପ୍ରଥମ ଶ୍ରାଦ୍ଧଉତ୍ସବ ପାଳିତ

ଭୁବନେଶ୍ୱର : ବିଜେପୁର ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପ୍ରଥମ ଶ୍ରାଦ୍ଧଉତ୍ସବ ପାଳନ କରାଯାଇଛି। ସୁବଳ ସାହୁଙ୍କ ପତ୍ନୀ ତଥା ବର୍ତ୍ତମାନ ବିଜେପୁର ବିଧାୟକ ରୀତା ସାହୁ ଭୁବନେଶ୍ୱର ସ୍ଥିତ ବାସଭବନରେ ଏହି…
Read More...

ଆସୁଛି ମହେନ୍ଦ୍ରାର ଦୁଇ ବିଦ୍ୟୁତଚାଳିତ ଅଟୋ

ନୂଆଦିଲ୍ଲୀ : ଅଟୋମୋବାଇଲ କମ୍ପାନୀ ମହେନ୍ଦ୍ରା ଏବଂ ମହେନ୍ଦ୍ରା ବିଶ୍ୱ ମୋବିଲିଟି ସମ୍ମିଳନୀ ‘ମୁବ’ରେ ନିଜର ଦୁଇ ବିଦ୍ୟୁତଚାଳିତ ଅଟୋର ଉନ୍ମୋଚନ କରିଛି। କମ୍ପାନୀ ନିଜର ଦୁଇ ମଡେଲ ‘ଅଟୋ ଟ୍ରିୟୋ’ ଓ ‘ଟ୍ରିୟୋ ୟାରୀ’…
Read More...

ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଝରିଗାଁ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅର୍ନ୍ତଗତ ଗୌଡଗୁଡା ଠାରେ ମହୁମାଛି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାସହ ଅନ୍ୟଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର…
Read More...

ଓଏଏସ୍‍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ସୋମବାର ଓଏଏସ୍‍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏହି ଅଦଳବଦଳରେ ଶ୍ରୀମନ୍ଦିର ନୀତି ପ୍ରଶାସକ ବଦଳିଛନ୍ତି । ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦିପ୍ତ କୁମାର ଦାସଙ୍କୁ ବଦଳ କରାଯାଇ…
Read More...

ଫୁଟବଲ ଟୁର୍ଣ୍ଣାମେଣ୍ଟ : ବିଜେତାଙ୍କୁ ଟ୍ରଫି ସହ ୫୦କିଲୋ କୁକୁଡା

ବଡ଼ସାହି : ଦେଉଳିଆ ପଞ୍ଚାୟତ, ବଇଁଚାରେ ବଜରଙ୍ଗବାଲି ଯୁବକସଂଘ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‍ଯାପିତ ହୋଇଯାଇଛି। ଶନିବାର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଓ ବିଜେଡ଼ିର…
Read More...

ମାଣତ୍ରୀରେ ବିଜେଡ଼ି ସମାବେଶ

ବଡ଼ସାହି : ବିଜେଡ଼ି ଜିଲା ଉପସଭାପତି ପ୍ରଭାତକୁମାର ଜେନା, ଜିଲା ଯୁବ ସମ୍ପାଦକ ସୁଧୀର ଷଢ଼ଙ୍ଗୀ ଓ ଯୁବନେତା ଜଗନ୍ନାଥ ମଲ୍ଲିକଙ୍କ ନେତୃତ୍ୱରେ ରବିବାର ମାଣତ୍ରୀ ଠାରେ ଦଳର ଏକ ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ, ପଦଯାତ୍ରା…
Read More...

ଆରଡିରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ,୫ଦିନ ହେଲା ୧୫ ଗାଁ ବନ୍ୟା ଘେରରେ

.-ଘର ଦାଣ୍ଡ ଓ ରୋଷଘରେ ଲହଡି ଭାଙ୍ଗୁଛି ବନ୍ୟାପାଣି .-ବିପନ୍ନଙ୍କୁ ମିଳିଲା ରନ୍ଧାଖାଦ୍ୟ .-ଗଛମୂଳେ ଚାଲିଛି ରୋଗୀଙ୍କ ଚିକିତ୍ସା .- ୧୦ଟି ବଦ୍ୟାଳୟ-ଅଙ୍ଗନବାଡି କେନ୍ଦ୍ର ପରିସର ବୁଡି ରହିଛି ବନ୍ୟାପାଣିରେ…
Read More...

ପେଟ୍ରୋଲ ଡିଜେଲ ଉପରୁ ଭାଟ୍‌ କମାଇଲେ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ .- ପେଟ୍ରୋଲ ଓ ଡିଜେଲ୍‌ ଉପରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଭାଟ୍‌ କମାଇଛନ୍ତି । ଏଥିଯୋଗୁଁ ଆନ୍ଧ୍ରପ୍ରଦେଶରେ ସୋମବାରରେ ପେଟ୍ରୋଲ ଓ ଡିଜେଲ୍‌ଦର ପ୍ରାୟ ୨ ଟଙ୍କା ହ୍ରାସ…
Read More...

ଭାରତ ବନ୍ଦ ସମୟରେ ବିହାରରେ ଦୁଇ ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ

ପାଟନା .- କଂଗ୍ରେସ ଓ ଅନ୍ୟ ଦଳମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବିହାରରେ ଏଥିଯୋଗୁଁ ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବିଜେପିର ବରିଷ୍ଠ ନେତା ତତା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ…
Read More...

୯ବର୍ଷର ଭାରତୀୟ ଶିଶୁ ପାଇଁ ବଦଳିଗଲା ବ୍ରିଟେନରେ ଭିସା ନିୟମ

ନୂଆଦିଲ୍ଲୀ: ଶୀର୍ଷକଟି ନିଶ୍ଚିତ ଆପଣଙ୍କୁ ଚକିତ କରୁଥିବ। ତେବେ ଶୀର୍ଷକ ଯେତେମାତ୍ରା ଆପଣଙ୍କୁ ଚକିତ କରୁଛି ତା'ଠାରୁ ଅଧିକ ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। କାରଣ ଘଟଣାର ନାୟକ ଜଣେ ୯ବର୍ଷର ଭାରତୀୟ ଶିଶୁ ଶ୍ରେୟସ…
Read More...

ପ୍ରତି ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସି ପୁଣି ସୁଧିରିଲା ଟଙ୍କା

ନୂଆଦିଲ୍ଲୀ .- ସର୍ବନିମ୍ନ  ସ୍ତରକୁ  ଖସିବା ପରେ ପୁଣି ଭାରତୀୟ ମୁଦ୍ରାର ମୂଲ୍ୟରେ ସୁଧାର ଆସିଛି । ଶୁକ୍ରବାରରେ ଷ୍ଟକ ଏକ୍ସଚେଞ୍ଜ ବନ୍ଦ ହେବା ବେଳ ପ୍ରତି ଆମରିକୀୟ ଡଲାରର ମୂଲ୍ୟ ୭୧.୭୪ ଭାରତୀୟ ଟଙ୍କା ଥିଲା ।…
Read More...

ବୈତରଣୀରେ ବୁଡି ଜଣେ ମୃତ, ଜଣେ ନିଖୋଜ

କେନ୍ଦୁଝର: କେନ୍ଦୁଝର ଆନନ୍ଦପୁର ଠାରେ ବୈତରଣୀ ନଦୀରେ ଦୁଇଜଣ ବାଳିକା ବୁଡି ଯାଇଛନ୍ତି। ଉଭୟ ଗୌଡଡିହାରେ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଉଭୟଙ୍କୁ ଖୋଜାଖୋଜି କରିବା ପରେ ଜଣଙ୍କ…
Read More...

୬ମାସରେ ୩ଥର ଭାରତ ବନ୍ଦ ; ନିର୍ବାଚନ ଉପରେ କିପରି ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପ୍ରଥମ ୪ବର୍ଷ ନିବିଘ୍ନରେ ଅତିବାହିତ ହୋଇଯାଇଥିଲେ ମଧ୍ୟ ଶେଷ ବର୍ଷ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ୬ମାସ ସମୟସୀମା ମଧ୍ୟରେ ୩ଥର ଭାରତ ବନ୍ଦ ଏହାର ଜ୍ୱଳନ୍ତ ଉଦାହରଣ କୁହାଯାଇ…
Read More...

ଡେଙ୍ଗୁରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କଟକ: ଏସସିବି ମେଡିକାଲରେ ଜଣେ ଡେଙ୍ଗୁ ରୋଗୀଙ୍କୁ ମୃତ୍ୟୁ ହୋଇଯାଇଛି। ମୃତ ରୋଗୀ ଜଣେ ବିଚାରାଧୀନ କଏଦୀ ବୋଲି ଜଣା ପଡିଛି। ତାଙ୍କ ନାମ ରବିନ୍ଦ୍ର ନାୟକ। ସେ ରାୟଗଡା ଜେଲରେ ବିଚାରଧୀନ କଏଦୀ ଥିଲେ। ବ୍ରହ୍ମପୁରରେ…
Read More...

ଓଡିଶା ସହ  ଅନ୍ୟ ରାଜ୍ୟରେ ୩୦ ଜଣଙ୍କୁ ହତ୍ୟାକରିଥିବା ସିରିଏଲ୍‌ କିଲର ଗିରଫ

ଭୋପାଳ .- ଗୋଟିଏ ନୁହେଁ କି ଦୁଇଟି ନୁହେଁ  ୩୦ରୁ ଅଧିକ ହତ୍ୟା । ଟ୍ରକ ଚୋରି ସହ ଟ୍ରକର ଜିନିଷ ଟଙ୍କା ଓ ମୋବାଇଲ ଚୋରି ପାଇଁ ହତ୍ୟା । ଏପରି ଜଣେ ହତ୍ୟାକାରୀକୁ ମଧ୍ୟପ୍ରଦେଶ ପୁଲିସ ଗିରଫ କରିଛି ।  ଆଦେଶ ଖାମରା…
Read More...

୪୩ଟଙ୍କିଆ ପେଟ୍ରୋଲ ୮୮ରେ ବିକ୍ରି; କିପରି ଯାଉଛି ଜନସାଧାରଣଙ୍କ ଟଙ୍କା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୦୦ଟଙ୍କା ଛୁଇଁବାକୁ ବସିଛି। ସୋମବାର ମୁମ୍ବଇରେ ୧ଲିଟର ପେଟ୍ରୋଲ ୮୮ଟଙ୍କା ହୋଇଗଲା। ଅନୁରୂପ ସ୍ଥିତି ଡିଜେଲରେ ମଧ୍ୟ ହେଲା। ଦିଲ୍ଲୀରେ ଡିଜେଲ ୮୦.୭୩ଟଙ୍କାରେ ପହଞ୍ଚିଛି। ତେବେ…
Read More...

ଓଡିଶାର ସରକାରୀ ଅଧିକାରୀ ତଥା କିନ୍ନର ଐଶ୍ୱରୀୟା ଔପଚାରିକ  ଭାବେ ବିବାହ ପାଇଁ କରୁଛନ୍ତି ପ୍ରସ୍ତୁତି

ଭୁବନେଶ୍ୱର . – ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ ସମର୍ଥନରେ ରାୟ ଦେବା ପରେ ଓଡିଶାର ସରକାରୀ ଅଧିକାରୀ କିନ୍ନର ଐଶ୍ୱରୀୟା ଋତୁପର୍ଣ୍ଣା ପ୍ରଧାନ ଔପଚାରିକ ଭାବେ ସମଲିଙ୍ଗୀ ବିବାହ କରିବା ପାଇଁ ଯୋଜନା କରିଛନ୍ତି । ସେ…
Read More...

ଜାଣନ୍ତୁ, କେଉଁ ମନ୍ଦିରରେ ମାତାଙ୍କ ମୂର୍ତ୍ତିରୁ ଝାଳ ନିର୍ଗତ ହୋଇଥାଏ

ଦେବଭୂମି ରୂପେ ପ୍ରସିଦ୍ଧ ଲାଭ କରିଥିବା ହିମାଚଳ ପ୍ରଦେଶରେ ମାନ୍ୟତା ପ୍ରାପ୍ତ ଅନେକ ମନ୍ଦିର ରହିଛି। ଏହା ସହ ହିମାଚଳ ପ୍ରଦେଶରେ ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜାଗା ରହିଥିବାରୁ ତାହା ଦର୍ଶନୀୟ ସ୍ଥାନ ରୂପେ ପରିଚିତ।…
Read More...

ପଦୋନ୍ନତି ପାଇଁ ଏଚଡିଏଫସି ଉପ-ସଭାପତିଙ୍କୁ ହତ୍ୟା

ମୁମ୍ବଇ: ଦୀର୍ଘ ୫ଦିନ ଧରି ନିଖୋଜ ଥିବା ଏଚଡିଏଫସି ଉପ-ସଭାପତି(ଭାଇସ ପ୍ରେସିଡେଣ୍ଟ) ସିଦ୍ଧାର୍ଥ ସଂଙ୍ଘବିଙ୍କ ମୃତଦେହ ମୁମ୍ବଇ ସ୍ଥିତ କଲ୍ୟାଣ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଘଟଣାରେ ପୁଲିସ ସରଫରାଜ ଶେଖ ନାମକ ଜଣେ…
Read More...

ଡିନାମାଇଟ ଫୁଟି ଛାତ୍ର ଗୁରୁତର

ନୀଳଗିରି: ହାତରେ ଡିନାମାଇଟ ଫୁଟି ଛାତ୍ର ଗୁରୁତର ହୋଇଛି। ବରହମପୁର ଥାନା ଅନ୍ତର୍ଗତ ତଥା ନୀଳଗିରି ବ୍ଲକ ମାଟିଆଳି ପଞ୍ଚାୟତର ପଥରଗୁମୁରା ଗ୍ରାମରେ ଏପରି ଏକ ଅଘଟଣ ହୋଇଛି। ସେହି ଗ୍ରାମର ଚତୁର୍ଥ ଶ୍ରେଣୀ ଛାତ୍ର ମିଲନ…
Read More...

ନିଖୋଜ ଥିବା ଏଚ୍‌ଡିଏଫ୍‌ସି ଉପାଧ୍ୟକ୍ଷଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ଜଣେ ଗିରଫ

ମୁମ୍ବାଇ . – ୫ ଦିନ ତଳେ ନିଖୋଜ ହୋଇଯାଇଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଉପାଧ୍ୟକ୍ଷ ସିଦ୍ଧାର୍ଥ କିରଣ ସିଙ୍ଗଭିଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ଅସନ୍ତୋଷ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା…
Read More...

ଜାଣନ୍ତୁ, ରତ୍ନ ଧାରଣ କରିବାର କିଛି ନିୟମ

ଦୁନିଆରେ ପ୍ରତ୍ୟେକ ବସ୍ତୁର ଏକ ବିଶେଷ ତତ୍ତ୍ୱ, ରଙ୍ଗ ଓ ମହତ୍ତ୍ୱ ରହିଥାଏ। ଏହା ଭିନ୍ନ ଭିନ୍ନ କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ କରାଯାଇଥାଏ। ସେହି ତତ୍ତ୍ୱ,ରଙ୍ଗରେ ଅସନ୍ତୁଳନ ସୃଷ୍ଟି ହେବା ଦ୍ୱାରା ଜୀବନରେ ଅନେକ…
Read More...

“ଭାରତ ବନ୍ଦ’ର କ’ଣ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ: ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ପ୍ରତିବାଦରେ କଂଗ୍ରେସ ସମେତ ଛୋଟ ବଡ଼ ୨୧ଟି ରାଜନୈତିକ ଦଳର ସମର୍ଥନରେ ଦେଶରେ ବନ୍ଦ ପାଳିତ ହେଉଛି। ବନ୍ଦ ଫଳରେ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡ଼ିବ।…
Read More...

ଦିଲ୍ଲୀ ଓ ଏନ୍‌ସିଆର୍‌ ଅଞ୍ଚଳରେ ପୁଣି ଭୂମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ .- ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ସୋମବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି । ଉତ୍ତର ପ୍ରଦେଶର ମୀରଟରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଆମେରିକାର ଭୂ ତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା  ଦିଲ୍ଲୀରେ…
Read More...

କାନ୍ଥ ଭୁଶୁଡି ଦୁଇ ମୃତ, ଦୁଇ ଗୁରତର

କେନ୍ଦୁଝର: କାନ୍ଥ ଭୁଶୁଡି ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟଗାଁ ବ୍ଲକ ମନୋହରପୁର ଗ୍ରାମରେ ଦେଖିବାକୁ ମିଳିଛି। ଘରର କାନ୍ଥ ପଡି…
Read More...

ଜୀବନବିଦ୍ୟା

ଅଭାବଅନଟନ ଭିତରେ ଜନ୍ମ ହୋଇ ବାଲ୍ୟକାଳ ଓ କୈଶୋର ଅତି ଦୁଃସ୍ଥିତିରେ କଟାଇଥିବା ବହୁବ୍ୟକ୍ତି ପରବର୍ତ୍ତୀ ସମୟରେ ତ୍ୟାଗ, ସାଧନା, ନିଷ୍ଠା ବଳରେ ନିଜକୁ ସୁପ୍ରତିଷ୍ଠିତ କରାଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଆହୁରି ମଧ୍ୟ…
Read More...

୨+୨ ଚୁକ୍ତି

ଚଳିତବର୍ଷ ଦୁଇଥର ବାତିଲ ହେବାପରେ ଗତ ଶୁକ୍ରବାର ଭାରତ ଓ ଆମେରିକାର ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବା ଗୁରୁତ୍ବପୂର୍ଣ୍ଣ। ବିଶେଷତଃ ଏହାଦ୍ବାରା ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ଭିତରେ…
Read More...

ଯୁବଶକ୍ତିର ସଦୁପଯୋଗ

ପ୍ରଫୁଲ୍ଲ କୁମାର ସାହୁ ଜୀବନର ସମସ୍ତ ଝଡ଼ଝଞ୍ଜାକୁ ଅତିକ୍ରମ କରି ଅସାଧ୍ୟ ସାଧନ କରିବାର ବିରଳ ବେଳା ହେଉଛି ଯୁବାକାଳ। ବାସ୍ତବରେ ଯୁବକମାନେ ହେଉଛନ୍ତି ଦେଶର ଉତ୍‌ଥାନ ପତନ ତଥା ତା’ର ଭାଗ୍ୟ ଓ ଭବିଷ୍ୟତ ଗଠନର…
Read More...

‘ପୂର୍ଣ୍ଣ ଗଣତନ୍ତ୍ର’ ପାଇଁ ସର୍ବନିମ୍ନ ସଂସ୍କାର

ଅଭୟ କୁମାର ଦାସ ସଭ୍ୟତାର କ୍ରମବିକାଶ ତାଳରେ ବିଶ୍ୱର ବିଭିନ୍ନ ଭୂଖଣ୍ଡରେ ନାନା ରକମର ଶାସନ ବ୍ୟବସ୍ଥା ଚାଲିଆସିଛି। ସମୟାନୁକ୍ରମେ ଏହି ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ ଗଣତନ୍ତ୍ରକୁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ;…
Read More...

ମକା ଖାଇବା ବେଳେ ଏହି ଦିଗ ପ୍ରତି ସଚେତନ ରୁହନ୍ତୁ

ବର୍ଷାଦିନ ଆରମ୍ଭ ହେଲେ ଅନେକ ରୋଗ ସଂକ୍ରମଣ ହେବାର ଭୟ ରହିଥାଏ। ବଦଳୁଥିବା ପାଣିପାଗରେ ନିଜକୁ ସୁସ୍ଥ ରଖିବା ଅନେକ କଷ୍ଟକର ଅଟେ। ସେଥିପାଇଁ ବିଶେଷ କରି ବର୍ଷାଦିନେ ସ୍ୱାସ୍ଥ୍ୟର ଠିକ ଭାବେ ଯତ୍ନ ନେବା ଉଚିତ।…
Read More...

ଜାଣନ୍ତୁ, ପୂଜାରେ ବ୍ୟବହୃତ ସାମଗ୍ରୀର ମହତ୍ତ୍ୱ

ଈଶ୍ୱରଙ୍କ ଉପାସନାରେ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ଯଥା ଧୂପ-ଦୀପ, ଫୁଲ, ଫଳ ଓ ପ୍ରସାଦର ଅନେକ ମହତ୍ତ୍ୱ ରହିଛି। ଏହି ସାମଗ୍ରୀ ପୂଜାକୁ ସଫଳ କରିବାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ତେଣୁ ମନ୍ଦିରରେ କିଛି…
Read More...

ଭାରତ ବନ୍ଦ ଯୋଗୁଁ ଟ୍ରେନ ଚଳାଚଳ ବାତିଲ

ଭୁବନେଶ୍ୱର: ଭାରତ ବନ୍ଦ ପ୍ରଭାବ ଯୋଗୁଁ ରେଳବାଇ ଅଧୀନରେ ଚାଲୁଥିବା କିଛି ଟ୍ରେନକୁ ବାତିଲ କରାଯାଇଛି। କେନ୍ଦୁଝର-ଭୁବନେଶ୍ୱର-କେନ୍ଦୁଝର ପାସେଞ୍ଜର ଟ୍ରେନ, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର ଟ୍ରେନ,…
Read More...

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ

କଟକ: ପେଟ୍ରୋଲ ଓ ଡିଜେଲ ଦରର ବୃଦ୍ଧି ପ୍ରତିବାଦରେ ସୋମବାର ଦିନ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସାରା ରାଜ୍ୟରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ…
Read More...

ଭିିଡ଼ ହିଂସାରେ ବିଶ୍ୱାସ କରୁଥିବା ବ୍ୟକ୍ତି ଦେଶପ୍ରେମୀ ହୋଇପାରିବେ ନାହିଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଭିଡ଼ ହିଂସାରେ ବିଶ୍ୱାସ ରଖୁଥିବା ବ୍ୟକ୍ତିମାନେ ନିଜକୁ ଦେଶପ୍ରେମୀ କହିବା ଯୁକ୍ତିଯୁକ୍ତି ନୁହଁ ବୋଲି ଉପରାଷ୍ଟ୍ରପତି ଏମ୍‍ ଭେଙ୍କୟାନାଇଡ଼ୁ କହିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ…
Read More...

ବିଳାସପୂର୍ଣ୍ଣ ସାମଗ୍ରୀ ଆମଦାନୀ ବନ୍ଦ କରିବ ପାକିସ୍ତାନ

ଇସଲାମାବାଦ୍‍: ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବିଳାସପୂର୍ଣ୍ଣ କାର, ସ୍ମାର୍ଟ ଫୋନ୍‍, ଲହୁଣୀ ଓ ଦାମୀ ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ଯୋଜନା କରୁଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଋଣ…
Read More...

ଜିଓକୁ ୩୪ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଗୁଣାତ୍ମକ ସେବା ଯୋଗାଇ ପାରି ନଥିବା ଅଭିଯୋଗରେ ରିଲାଏନ୍ସ ଜିଓ ଉପରେ ୩୪ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି ଭାରତୀୟ ଟେଲିକମ୍‍ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ)। ରିଲାଏନ୍ସ ସହିତ…
Read More...

କଣ୍ଟିନେଣ୍ଟାଲ କପ୍‍ ଦୌଡ଼କୁଦ: ଅର୍ପିନ୍ଦରଙ୍କୁ ଐତିହାସିକ ବ୍ରୋଞ୍ଜ୍‍

ଓଷ୍ଟ୍ରାଭା (ଚେକ୍‍ ରିପବ୍ଲିକ୍‍): ପ୍ରଥମ ଭାରତୀୟ ଭାବେ କଣ୍ଟିନେଣ୍ଟାଲ କପ୍‍ ଦୌଡ଼କୁଦ ପ୍ରତିଯୋଗିଦାରେ ପଦକ ଜିତିଛନ୍ତି ଭାରତର ଅର୍ପିନ୍ଦର ସିଂହ। ପୁରୁଷ ଟ୍ରିପ୍‍ଲ ଜମ୍ପ୍‍ରେ ଅର୍ପିନ୍ଦର ୩ୟ ସ୍ଥାନରେ ରହି…
Read More...

ଦୃଷ୍ଟିହୀନ ଆନ୍ତଃରାଜ୍ୟ କ୍ରିକେଟ: ଓଡ଼ିଶା ଚମ୍ପିଆନ

ଭୁବନେଶ୍ୱର: ହାଇଟେକ୍‍ ମେଡିକାଲ କଲେଜ ଖେଳପଡ଼ିଆରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଆନ୍ତଃରାଜ୍ୟ ଦ୍ୱିପାକ୍ଷିକ ଟି୨୦ ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଚମ୍ପିଆନ ହୋଇଛି। ଉଭୟ…
Read More...