www.samajalive.in
Saturday, December 6, 2025
26.1 C
Bhubaneswar

ନିଜାମ ସଂଗ୍ରହାଳୟରୁ ଚୋରି ହୋଇଥିବା ଟିଫିନ ଓ ଚା’ କପ୍‍ ଉଦ୍ଧାର

ନୂଆଦିଲ୍ଲୀ: ହାଇଦ୍ରାବାର ନିଜାମ ପରିବାର ଦ୍ୱାରା ବ୍ୟବହୃତ ସାମଗ୍ରୀକୁ ରଖାଯାଇ ଥିବା ସଂଗ୍ରହାଳୟରୁ ଚୋରି ହୋଇଥିବା ଟିଫିନ ଓ ଚା’ କପକୁ ଉଦ୍ଧାର କରିଛି ପୁଲିସ। ହାଇଦ୍ରାବାଦରୁ ଚୋରି ହୋଇଥିବା ଏହି ମୂଲ୍ୟମାନ ଦୁଇ ସାମଗ୍ରୀକୁ ଟାକ୍ସ ଫୋର୍ସ ମୁମ୍ବଇରୁ ଉଦ୍ଧାର କରିଛି। ଚୋରକୁ ଧରିବାକୁ ପୁଲିସ ପକ୍ଷରୁ ୧୫ଟି ଟିମର ଗଠନ କରାଯାଇ ଥିଲା। ହୀରା ଖଚିତ ଟିଫିନ ଓ ସୁନାରେ ନିର୍ମିତ ଚା’ କପ୍‍ ନିଜାମ ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ଥିଲା। ଅନ୍ତିମ ନିଜାର ମୀର ଉସମାନ ଅଲ୍ଲୀ ଖାନଙ୍କ ବ୍ୟବହୃତ ଏହି ସାମଗ୍ରୀର ଅନ୍ତରାଷ୍ଟ୍ରୀୟ ବଜାରରେ ୧୦୦କୋଟିରୁ ଊଦ୍ଧ୍ୱର୍ ବୋଲି ଆକଳନ କରାଯାଇଛି। ଟିଫିନର ଓଜନ ୨କେଜି ହୋଇଥିବାବେଳେ ଏଥିରେ ହୀରା ଓ ରୁବି ପରି ରତ୍ନା ଖଚିତ କରାଯାଇ ଥିଲା। ଏହି ସାମଗ୍ରୀ ଚୋରି ଅଭିଯୋଗରେ ପୁଲିସ ୨ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories