www.samajalive.in
Saturday, December 6, 2025
19.1 C
Bhubaneswar

ସୁବଳ ସାହୁଙ୍କ ପ୍ରଥମ ଶ୍ରାଦ୍ଧଉତ୍ସବ ପାଳିତ

ଭୁବନେଶ୍ୱର : ବିଜେପୁର ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପ୍ରଥମ ଶ୍ରାଦ୍ଧଉତ୍ସବ ପାଳନ କରାଯାଇଛି। ସୁବଳ ସାହୁଙ୍କ ପତ୍ନୀ ତଥା ବର୍ତ୍ତମାନ ବିଜେପୁର ବିଧାୟକ ରୀତା ସାହୁ ଭୁବନେଶ୍ୱର ସ୍ଥିତ ବାସଭବନରେ ଏହି ଶ୍ରାଦ୍ଧଉତ୍ସବ ପାଳନ କରାଯାଇଥିଲା। ବିଜେପୁର ପାଇଁ ତାଙ୍କ ବଳିଦାନକୁ କେବେ ବି ଭୁଲିହେବ ନାହିଁ ବୋଲି ପତ୍ନୀ ରୀତା ସାହୁ କହିଥିଲେ।
ସୂଚନା ଯୋଗ୍ୟ ଯେ, ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁପରେ ପତ୍ନୀ ରୀତା ସାହୁ ବିଜେଡି ସହ ମିଶି ନିର୍ବାଚନ ଲଢିଥିଲେ। ବିଜେପୁର ଉପ ନିର୍ବାଚନ ଓଡ଼ିଶା ରାଜନୀତିରେ ଏକ ବୃହତ ପରିବର୍ତ୍ତନ ଦେଖାଯାଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories