ଜେଡିୟୁ-ବିଜେପି ମେଣ୍ଟରେ ନାହିଁ ଫାଟ, ଜିତିବେ ୨୦୦ ଆସନ : ନିତିଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ଅଧ୍ୟକ୍ଷ ନିତିଶ କୁମାର ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏନଡିଏ ବଡ଼ ବିଜୟ ହାସଲ କରିବ ବୋଲି ଶୁକ୍ରବାର ଦାବି କରିଛନ୍ତି।…
Read More...

ମହେଶ ଭଟ୍ଟଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଶୁକ୍ରବାର ୭୧ ବର୍ଷ ବୟସରେ ପାଦ ଦେଇଛନ୍ତି। ମହେଶ ୧୯୪୮ ମସିହା ସେପ୍ଟେମ୍ବର ମାସ ୨୦ ତାରିଖରେ ଜନ୍ମ ଗ୍ରହଣ…
Read More...

ଦୋଷ ସ୍ୱୀକାର କଲେ ଚିନ୍ମୟାନନ୍ଦ, କହିଲେ-ମୁଁ ଲଜ୍ଜିତ

ଶାହାଜାହାଁପୁର : ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଗୃହ ରାଷ୍ଟ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ନିଜ ଉପରେ ଲାଗିଥିବା ଅଧିକାଂଶ ଦୋଷ ସ୍ୱୀକାର କରିନେଇଛନ୍ତି।…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିଲେ ଓକିଲ ସଂଘ

ଢେଙ୍କାନାଳ: ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଢେଙାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଓକିଲ ସଂଘ ଧସେଇ ପସିଥିବା ଜଣାପଡିଛି। ଧସେଇ ପସିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓକିଲମାନେ…
Read More...

ଏନ୍ଆରସି : ମମତାଙ୍କ ଆବେଦନ ସତ୍ତ୍ବେ ଅମିତ ନିରବ

କଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହିତ ବୈଠକ କରି ଏନ୍‌ଆର୍‌ସି ଲାଗୁ ନେଇ ଅନୁକୂଳ ମତ ପୋଷଣ କରିଛନ୍ତି। ‘ନବାନ୍ନ’ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ସୁଶ୍ରୀ…
Read More...

ଆଫଗାନିସ୍ତାନ ଡାକ୍ତରଖାନା ନିକଟରେ ବିସ୍ଫୋରଣ- ୨୦ମୃତ

କାବୁଲ : ରାଷ୍ଟ୍ରପତି ନିର୍ବାଚନ ଆଉ ମାତ୍ର ସପ୍ତାହେ ବାକି ଥିଲାବେଳେ ଗୁରୁବାର ଆଫଗାନିସ୍ତାନର ଦକ୍ଷିଣାଞ୍ଚଳରେ ପୁନର୍ବାର ଭୟଙ୍କର ବିସ୍ଫୋରଣ ଘଟି ୨୦ଜଣ ପ୍ରାଣ ହରାଇଛନ୍ତି। ଏହି ଆତ୍ମଘାତୀ ବିସ୍ଫୋରଣରେ ୯୫ ଆହତ…
Read More...

ପାକିସ୍ତାନ ଗସ୍ତରେ ଯିବ ଶ୍ରୀଲଙ୍କା କ୍ରିକେଟ୍‌ ଦଳ

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍ ଦଳ ନିର୍ଦ୍ଧାରିତ ଖେଳସୂଚୀ ଅନୁଯାୟୀ ପାକିସ୍ତାନ ଗସ୍ତରେ ଯିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ତରଫରୁ ଗୁରୁବାର ସ୍ପଷ୍ଟ କରି ଦିଆଯାଇଛି। ପାକିସ୍ତାନ ଗସ୍ତ ସମୟରେ ଶ୍ରୀଲଙ୍କା…
Read More...

ଓସିଏ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ

କଟକ : ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ନିର୍ବାଚନ ପାଇଁ ଶୁକ୍ରବାର ପାର୍ଥିପତ୍ର ଦାଖଲ କରାଯିବ। ଲୋଧା କମିଟି ସୁପାରିସ ଲାଗୁହେବା ପରେ ବିସିସିଆଇ ତଥା ଓସିଏର ନୂତନ ସମ୍ବିଧାନ ପ୍ରସ୍ତୁତ ହୋଇଛି;…
Read More...

ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ହେବ – ନିରଞ୍ଜନ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ତୃଣମୂଳ ସ୍ତରରୁ ସାଂଗଠନିକ ପରିବର୍ତ୍ତନ କରିବା ନେଇ ବିଚାର ବିମର୍ଶ ଚାଲିଛି। ଏ ନେଇ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟ ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ସଭାପତିତ୍ୱରେ ଏକ…
Read More...

କ୍ବାର୍ଟରରେ ସାଇ ପ୍ରଣିତ – ସିନ୍ଧୁ ଓ କଶ୍ୟପ ପରାସ୍ତ

ଚାଙ୍ଗ୍‌ଝୌ : ପୁରୁଷ ସିଙ୍ଗଲ୍‌ସରେ ଭାରତର ବି. ସାଇ ପ୍ରଣିତ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। କିନ୍ତୁ ବିଶ୍ବ ଚମ୍ପିଆନ୍ ହେବା ପରେ ଭାରତର ପି.ଭି. ସିନ୍ଧୁ ପ୍ରଥମ ଟୁର୍ଣ୍ଣାମେଣ୍ଟର ୨ୟ ରାଉଣ୍ଡରେ ପରାସ୍ତ…
Read More...

ପାଟଣ ଓ ସାହରପଡା ତହସିଲକୁ ରାଜସ୍ବ ମନ୍ତ୍ରୀଙ୍କ ଅଚାନକ ଗସ୍ତ

ପାଟଣା : ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି କେନ୍ଦୁଝର ଜିଲାର ପାଟଣା ଓ ସାହରପଡା ତହସିଲକୁ ଗୁରୁବାର ଅଚାନକ ଗସ୍ତ କରିଥିଲେ । ମନ୍ତ୍ରୀଙ୍କ ହଠାତ୍  ଗସ୍ତ ବିଭାଗୀୟ କର୍ମଚାରୀଙ୍କ ପାଇଁ ହଡବଡିଆ ପରିସ୍ଥିତି…
Read More...

ଯୁବକଙ୍କୁ ପିଟିପିଟି ହତ୍ୟା; ଅଭିଯୁକ୍ତ ଫେରାର

ଭଦ୍ରକ: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗାଡିଆ ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କୁ ୪ଜଣ ଯୁବକ ପିଟିପିଟି ହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ…
Read More...

ଟ୍ରେନ ଧକ୍କାରେ ଶତାଧିକ ଛେଳିଙ୍କ ମୃତ୍ୟୁ

ବ୍ରହ୍ମପୁର :  ବ୍ରହ୍ମପୁରଜିଲା ଖଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗୁରାପଲ୍ଲୀ ଗାଁ ନିକଟରେ ଗୁରୁବାର ଏକ ଟ୍ରେନ ଧକ୍କାରେ ୧୦୦ରୁ ଉର୍ଦ୍ଧ୍ୱ ଛେଳିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ୨ଟି ଗୋଠ ଛେଳି ରେଳ…
Read More...

ନନ୍ଦନକାନନରେ ହାତୀ ମଡ଼କ; ୨୫ଦିନରେ ମଲେଣି ତିନୋଟି ହାତୀ

ଭୁବନେଶ୍ଵର: କଟକ ଜିଲ୍ଲା ବାରଙ୍ଗ ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନରେ ଗୁରୁବାର ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ହାତୀଟି କିଛିଦିନ ହେବ ଅସୁସ୍ଥ ଥିଲା। ହାତୀଟିକୁ ଚିକିତ୍ସା କରାଯାଉଥିବା ସତ୍ତ୍ବେ ତାର ମୃତ୍ୟୁ…
Read More...

ନିମ୍ନମାନର ପୋଷାକ ବିତରଣକୁ ନେଇ ହରିପୁର ସ୍କୁଲରେ ଉତ୍ତେଜନା

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ପ୍ରତାପପୁର ପଞ୍ଚାୟତହରିପୁର ଉନ୍ନୀତ ଉପ୍ରା ବିଦ୍ୟାଳୟର  ପିଲାମାନଙ୍କ ନିମନ୍ତେ ପୋଷାକ ଓ ଜୋତା ବିତରଣକୁ ନେଇ ଗୁରୁବାର ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଧାନ ଶିକ୍ଷୟିତ୍ରୀ…
Read More...

ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଦେବେ ପଞ୍ଜାବ ସରକାର

ଚଣ୍ଡିଗଡ଼ : ପଞ୍ଜାବ ସରକାର ସେଠାକାର ସରକାରୀ ସ୍କୁଲରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ ମନ୍ତ୍ରିମଣ୍ଡଳ ମଧ୍ୟ ଯୁବପିଢିକୁ ସ୍ମାର୍ଟଫୋନ…
Read More...

‘ସମାଜ’ ପ୍ରଭାବ : ଆରଟିଓ କାର୍ଯ୍ୟାଳୟ ପରିସରରୁ କିଛି ସମୟ ପାଇଁ ଦଲାଲ ଗାୟବ      

ସମ୍ବଲପୁର : ‘ସମାଜ’ରେ ସମ୍ବଲପୁର ଆରଟିଓ କାର୍ଯ୍ୟାଳୟ ଦଲାଲ କବଜାରେ ରହିଥିବା ସର୍ମ୍ପକିତ ଏକ ଖବର ବୁଧବାର ଦିନ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପାଇବା ପରେ ସହରରେ ଏ ନେଇ ପ୍ରବଳ ଜନ ଅସନ୍ତୋଷ ପୁଞ୍ଜିଭୂତ ହେଉଥିବା…
Read More...

ଏୟାର ମାର୍ଶାଲ ଆରକେଏସ୍‍ ଭାଦୁରିଆ ହେବେ ଆଗାମୀ ବାୟୁସେନା ମୁଖ୍ୟ, ସେପ୍ଟେମ୍ବର ୩୦ରେ ଅବସର ନେବେ ଧନୋଆ

ନୂଆଦିଲ୍ଳୀ : କେନ୍ଦ୍ର ସରକାର ଏୟାର ମାର୍ଶାଲ ରାକେଶ ସିଂହ କୁମାର ଭାଦୁରିଆଙ୍କୁ ଆଗାମୀ ବାୟୁସେନା ମୁଖ୍ୟ ନିଯୁକ୍ତ କରିଛନ୍ତି। ଭାଦୁରିଆ ବର୍ତ୍ତମାନ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ବିଏସ୍‍ ଧନୋଆଙ୍କ ସ୍ଥାନରେ…
Read More...

ନାବାଳିକା ଛାତ୍ରୀ ଗର୍ଭବତୀ ମାମଲାରେ ଯୁବକ ଗିରଫ

କନ୍ଧମାଳ: କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳରେ ଗୁରୁବାର ନାବାଳିକା ଛାତ୍ରୀ ଗର୍ଭବତୀ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଯୁବକ ଜଣଙ୍କ ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ…
Read More...

ଝଲସିବ ଭୁବନେଶ୍ଵର ରେଳ ଷ୍ଟେସନ; ନିର୍ମାଣ ହେବ ମଲଟି-ମୋଡାଲ ହବ୍

ଭୁବନେଶ୍ଵର: ଭୁବନେଶ୍ଵର ରେଳ ଷ୍ଟେସନର ଚିତ୍ର ବଦଳିବାକୁ ଯାଉଛି। ରେଳ ଷ୍ଟେସନକୁ ଏକ ଅତ୍ୟାଧୁନିକ ରୂପ ଦିଆଯିବା ସହିତ ମଲଟି-ମୋଡାଲ ହବରେ ପରିଣତ କରାଯିବ। ଏଥିପାଇଁ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ…
Read More...

୨୧ରୁ ମୋଦୀଙ୍କ ୭ ଦିନିଆ ଆମେରିକା ଗସ୍ତ, ଆକାଶ ପଥ ଖୋଲିବାକୁ ମନାକରିବାରୁ ପାକିସ୍ତାନକୁ ନିନ୍ଦା

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ରୁ ୨୭ ସେପ୍ଟେମ୍ବର ଯାଏଁ ଆମେରିକା ଗସ୍ତରେ ଯିବେ। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ କରିବେ ଏବଂ ମିଳିତ ଜାତିସଂଘର ସାଧାରଣ ପରିଷଦର…
Read More...

ଧାମରାରେ ‘ସାଗର କବଚ’ ମକଡ୍ରିଲ ଶେଷ

ଧାମରା :  ସମୁଦ୍ର ତଟ୍ଟ  ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଆରମ୍ଭ ହୋଇଥିବା (ମକଡ୍ରିଲ) ତଟସୁରକ୍ଷା  ସାଗର କବଚ-୨୦୧୯ ଗୁରୁବାର ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ  ପାରାଦ୍ୱୀପ ଠାରୁ ଧାମରାକୁ ଆସୁଥିବା (ରେଡଫୋର୍ସର) ୪ଜଣ…
Read More...

ରଣବୀର ଓ ଆଲିଆଙ୍କୁ ଆଇଫା ପୁରସ୍କାର

ନୂଆଦିଲ୍ଲୀ : ବଲିଉଡ ଚଳଚ୍ଚିତ୍ର ପଦ୍ମାବତ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଚଳଚ୍ଚିତ୍ର “ରାଜି” ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚଳିତବର୍ଷ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ…
Read More...

କେରଳ ହାଇକୋର୍ଟଙ୍କ ଐତିହାସିକ ରାୟ: ଇଣ୍ଟରନେଟ ବ୍ୟବହାର ‘ମୌଳିକ ଅଧିକାର’

ଥିରୁଅନନ୍ତପୁରମ : କେରଳ ହାଇକୋର୍ଟ ଗୁରୁବାର ଇଣ୍ଟରନେଟ ବ୍ୟବହାରକୁ ‘ମୌଳିକ ଅଧିକାର’ ର ଏକ ଅଂଶ ବୋଲି ଘୋଷଣା କରିଛନ୍ତି। କୋର୍ଟ ଐତିହାସିକ ରାୟ ଦେଇ କହିଛନ୍ତି ଯେ ଇଣ୍ଟରନେଟ ବ୍ୟବହାର ସମ୍ବିଧାନରେ ଦିଆଯାଇଥିବା…
Read More...

ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଶିବିର

ମୋହନା : ଗଜପତି ଜିଲା ମୋହନା ବିଜୁ କଲ୍ୟାଣ ମଣ୍ଡପଠାରେ ଦୁଇ ଦିନ ଧରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସଏଫଡିସି ପକ୍ଷରୁ ମୋହନା ବ୍ଳକର ବିଭିନ୍ନ ଅଙ୍ଗନବାଡି କର୍ମୀଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

ବାଲିଗୁଡା: ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗୁରୁବାର ଜଣେ ପ୍ରଧାନ ଶିକ୍ଷକ ଗିରଫ ହୋଇଥିବା ଜଣାପଡିଛି। ଗିରଫ ପ୍ରଧାନ ଶିକ୍ଷକ ଜଣଙ୍କ କ.ନୂଆଗାଁ ଥାନା କୁକୁତୁଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର…
Read More...

ବିଦ୍ୟୁତ ଆଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ

ବ୍ରହ୍ମପୁର : ଖଲିକୋଟ ବ୍ଲକ ଅନ୍ତର୍ଗତ ବାକୁଟୁ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ।  ବିଦ୍ୟୁତ ଆଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଘରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର…
Read More...

ଋଣ ଛାଡ଼କୁ ନେଇ କମଳନାଥଙ୍କୁ ଘେରିଲେ ଦିଗବିଜୟଙ୍କ ଭାଇ, କହିଲେ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ

ଭୋପାଳ : କୃଷକଙ୍କ ଋଣ ଛାଡ଼ ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଥିବା କଂଗ୍ରେସକୁ ଏବେ ବଡ଼ ଝଟକା ଲାଗିଛି। ଋଣ ଛାଡ଼ ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ କଂଗ୍ରେସକୁ ସେହି ଦଳର ନେତାମାନେ ସମାଲୋଚନା କରିଛନ୍ତି।…
Read More...

ଚିଦମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି, କୋର୍ଟ ପୁଣି ଥରେ ବିଚାର ବିଭାଗୀୟ ହାଜତକୁ ପଠାଇଲେ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମଙ୍କୁ ଗୁରୁବାର ଦିଲ୍ଳୀର ରାଉଜ ଆଭେନ୍ୟୁ କୋର୍ଟରୁ ଝଟକା ମିଳିଛି। କୋର୍ଟ ତାଙ୍କୁ ପୁଣି ଥରେ ୧୪ ଦିନିଆ ବିଚାର ବିଭାଗୀୟ…
Read More...

କଏଦୀ ବନିବେ ରେଡିଓ ଜକି, ଜେଲରେ ଖୋଲିବ ଏଫ୍ଏମ୍ ଷ୍ଟେସନ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରେ ବର୍ଷ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିବା କଏଦୀମାନେ ସେମାନଙ୍କ ହୃଦୟର କଥା କହିବାର ଏକ ସୁଯୋଗ ପାଇବେ। ଯେଉଁ ଅକୁହା କଥା ସେମାନଙ୍କ ହୃଦୟରେ ଚାପି ରହିଛି। ତାକୁ ଆଉ ଚାରି…
Read More...

ଭୁଲ୍-ଭୁଲୈୟା-୨ରେ କିଆରା

‘କବୀର ସିଂ’ ଚଳଚ୍ଚିତ୍ରରେ କିଆରା ଆଡଭାନୀଙ୍କ ଦମ୍‌ଦାର୍ ଅଭିନୟ ଦେଖିବା ପରେ ରାତାରାତି ତାଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଯାଇଛି। ଏବେ ସେ ‘ଭୁଲ୍-ଭୁଲୈୟା-୨’ରେ ଅଭିନୟ କରୁଛନ୍ତି। ଭୂଷଣ କୁମାର ପ୍ରଯୋଜିତ ଏଇ…
Read More...

ପୋଦିନା ଚା’ର ଉପଯୋଗିତା

ସ୍ବାସ୍ଥ୍ୟବର୍ଦ୍ଧକ ପୋଦିନା ପତ୍ର ବିଭିନ୍ନ ଭାରତୀୟ ବ୍ୟଞ୍ଜନରେ ବ୍ୟବହୃତ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ତଥ୍ୟ ଅନୁସାରେ ପ୍ରତ୍ୟହ ସକାଳେ ପୋଦିନା ଚା’ ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଅମ୍ଳରୋଗୀଙ୍କ ପାଇଁ…
Read More...

ପୁଣି ବଢ଼ିଲା ପେଟ୍ରୋଲ,ଡିଜେଲ ଦର

ନୂଆଦିଲ୍ଲୀ:ବଢୁଛି ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର । ମଙ୍ଗଳବାର ବୁଧବାର ଦ୍ବିତୀୟ ଦିନ ପାଇଁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ​‌ରେ ଏଭଳି ବୃଦ୍ଧି ଦେଖିବାକୁ ମିଳିଛି । ସାଉଦି ଆରବର ​‌ତୈଳ କମ୍ପାନୀ…
Read More...

୨୦ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ସୌରାଷ୍ଟ୍ରରୁ ପୂର୍ବ କେନ୍ଦ୍ରୀୟ…
Read More...

ବିଜେପୁର ପାଇଁ ବିଜେଡିର ଚାରିଜଣିଆ ସମନ୍ବୟ କମିଟି

ଭୁବନେଶ୍ୱର: ବିଜେପୁର ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କଲେଣି। ବିଜେପୁର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ଏକ ଚାରିଜଣିଆ ନିର୍ବାଚନ…
Read More...

‘ଦେଶବ୍ୟାପୀ ଲାଗୁ ହେବ ଏନ୍‌ଆର୍‌ସି’

ନୂଆଦିଲ୍ଲୀ : ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ହିନ୍ଦୁସ୍ତାନ ମିଡିଆ ଗ୍ରୁପ ପକ୍ଷରୁ ଆୟୋଜିତ ‘ପୂର୍ବୋଦୟ…
Read More...

ଅକ୍ଟୋବରରୁ କାମ ବନ୍ଦ ଧମକ ଦେଲେ ମହାପ୍ରୟାଣ ଗାଡ଼ିଚାଳକ, ୩ ମାସ ହେଲା ମିଳିନି ଦରମା

କଟକ:ସରକାରୀ ମେଡିକାଲରେ ମୃତ୍ୟୁବରଣ କରୁଥିବା ଅସହାୟ ଏବଂ ଗରିବ ଲୋକଙ୍କ ଶବକୁ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସ୍ୱଳ୍ପ ମୂଲ୍ୟ ଦେଇ ସେମାନେ ଗ୍ରାମକୁ ଶବ ନେଇପାରିବେ।…
Read More...

ଚାଇନା ଓପନ୍‌ : ହାରିଲେ ସାଇନା, ପ୍ରିକ୍ବାର୍ଟରରେ ସିନ୍ଧୁ

ଚାଙ୍ଗଗାଉଝ(ଚୀନ୍‌) : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‌ ବ୍ୟାଡ଼ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି ଭାରତୀୟ ମହିଳା ଖେଳାଳି ସାଇନା ନେହୱାଲ୍‌। ପ୍ରଥମ ରାଉଣ୍ଡରେ ୮ମ…
Read More...

ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ପୁରୁଷ ଓ ମହିଳା ହକି ପାଇଁ ଅନ୍‌ଲାଇନ୍‌ ଟିକଟ ବିକ୍ରି ଆରମ୍ଭ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୧ ଓ ୨ରେ ଭାରତ ପୁରୁଷ ଓ ମହିଳା ହକି ଦଳର ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ପୁରୁଷ ଦଳ ରୁଷିଆ ବିପକ୍ଷରେ ଓ ମହିଳା ଦଳ ଆମେରିକା ବିପକ୍ଷରେ ମ୍ୟାଚ…
Read More...

ବିଶ୍ବ କୁସ୍ତି ଚମ୍ପିଆନ୍‌ସିପ, ବିନେଶଙ୍କୁ ବ୍ରୋଞ୍ଜ୍; ଅଲିମ୍ପିକ୍‌ସ ଯୋଗ୍ୟତା

ନୁର୍-ସୁଲ୍‌ତାନ (କାଜାଖସ୍ତାନ): ଏଠାରେ ଚାଲିଥିବା ବିଶ୍ବ କୁସ୍ତି ଚମ୍ପିଆନ୍‌ସିପ୍‌ରେ ଭାରତକୁ ଡବଲ୍‌ ଖୁସି ଦେଇଛନ୍ତି ବିନେଶ ଫୋଗତ। ହରିୟାଣାର ଏହି ମହିଳା ମଲ୍ଲଯୋଦ୍ଧା ଦେଶ ପାଇଁ ବ୍ରୋଞ୍ଜ୍‌ପଦକ ଜିତିବା ସହ ୨୦୨୦…
Read More...

ଲଦାଖରେ ସେନାର ସମରାଭ୍ୟାସ

ନୂଆଦିଲ୍ଲୀ: ପଡୋଶୀ ଚୀନ ଉପରେ କଡା ନଜର ରଖିବା ଲାଗି ଭାରତ ସେନା ଲଦାଖରେ ସମରାଭ୍ୟାସ କରିଛି। ପୂର୍ବ ଲଦାଖର ଚୁଶୁଲ ନିକଟରେ ସେନା କରିଥିବା ସମରାଭ୍ୟାସରେ ଟ୍ୟାଙ୍କ, ଡ୍ରୋନ, ହେଲିକପ୍ଟର, ଆର୍ଟିଲେରି ଗନ, ସୈନିକମାନେ…
Read More...

ମୋଦୀଙ୍କୁ ଭେଟିଲେ ମମତା :ଋଣଛାଡ଼, ରାଜ୍ୟ ନାମ ପରିବର୍ତ୍ତନ ଲାଗି ଲୋଡ଼ିଲେ ସହଯୋଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିବା ଭେଟ ପରେ ମମତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।…
Read More...

‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସଙ୍ଗରେ ନରମିଲେ ଶାହା‘ ଆଞ୍ଚଳିକ ଭାଷା ଉପରେ ହିନ୍ଦୀ ଲଦିବାକୁ ଆଦୌ କହି ନାହିଁ

ନୂଆଦିଲ୍ଲୀ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ମନ୍ତବ୍ୟକୁ ନେଇ ବିଭିନ୍ନ ରାଜ୍ୟରେ ତୀବ୍ର ବାଦାନୁବାଦ ପ୍ରକାଶ ପାଇବା ପରେ ବୁଧବାର ଶାହା ନରମ ପଡ଼ିଛନ୍ତି। କୌଣସି ଅଣ-ହିନ୍ଦୀଭାଷୀ…
Read More...

ରାଜୀବଙ୍କ ସନ୍ଧାନରେ କଲକାତା ଆସିଲା ସ୍ବତନ୍ତ୍ର ସିବିଆଇ ଦଳ

କଲକାତା : ସିଆଇଡ଼ିର ଡିଆଇଜି ରାଜୀବ କୁମାରଙ୍କ ସନ୍ଧାନ ନିମିତ୍ତ ସିବିଆଇର ଏକ ବିଶେଷ ଦଳ କଲକାତା ଆସିବ ବୋଲି କୁହାଯାଇଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶର ସିବିଆଇ ଅଫିସରମାନେ କଲକାତା ଆସି ରାଜୀବ କୁମାରଙ୍କ ସନ୍ଧାନ…
Read More...

ନାଲକୋର ୩୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ଏହାର ଉଲ୍ଲେଖନୀୟ ପ୍ରଦର୍ଶନ ଅବ୍ୟାହତ ରଖି ପୂନର୍ବାର ଷ୍ଟକ୍ ବଜାରରେ ନୂତନ…
Read More...

ଗୁରୁବାର ରାଶିଫଳ

ମେଷ: ସ୍ମରଣ ଶକ୍ତି ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ମିଳିବ। ଭଲ ଆୟ ହେବ। ସରକାରୀ ବା ବନ୍ଧୁସୂତ୍ରରୁ ଲାଭ ମିଳିବ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟିବେ।…
Read More...

ସମ୍ବଲପୁର ଘରୋଇ କଲେଜ ର‍୍ୟାଗିଂ ଘଟଣା: ଜିଲାପ୍ରଶାସନର ଦ୍ୱାରସ୍ଥ ହେଲେ ପିଡିତ ଛାତ୍ର

ସମ୍ବଲପୁର:ସମ୍ବଲପୁରର ଉପକଣ୍ଠସ୍ଥ ମାଝିପାଲୀ ଠାରେ ଥିବା ଏକ ଘରୋଇ ଆବାସିକ କଲେଜ ବୈଦିକ ପ୍ଲସ ୨ ସାଇନ୍ସ କଲେଜରେ ଜଣେ ଛାତ୍ରଙ୍କୁ ୪ ଜଣ ଛାତ୍ର ପ୍ରବଳ ମାଡ ମାରିବା ଘଟଣାରେ ପିଡିତ ଛାତ୍ର ଓ ପରିବାରବର୍ଗ ଜିଲା…
Read More...

ବିସ୍ଥାପିତ ପରିବାରର ମହିଳାଙ୍କ ମଧ୍ୟରେ ଜୀବନଜୀବିକାର ପ୍ରସାର କରୁଛି ନବଜୀବନ ସମବାୟ ସଂସ୍ଥା

କଳିଙ୍ଗନଗର: ଖୁବ କମ ଲୋକ ଜାଣନ୍ତି ଯେ, ରାଜ୍ୟର ଅନେକ ସ୍ମରଣୀକା ଦୋକାନରେ ପ୍ରଦର୍ଶିତ ହେଉଥିବା ଆଦିବାସୀ ଚିତ୍ରକଳାଗୁଡ଼ିକ ଯାଜପୁର ଜିଲ୍ଲାର କିଛି ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। କେବଳ ସେତିକି…
Read More...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟ୍ବେଣ୍ଟି-୨୦: ବିରାଟଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭ୱିକେଟରେ ବିଜୟୀ

ମୋହାଲି:ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ଓ ଓପ୍‌ନର ଶିଖର ଧାୱନଙ୍କ ୪୦ ରନ୍‌ର ଇନିଂସ ବଳରେ ବୁଧବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇ ୩…
Read More...

ପାଟଣା ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

ପାଟଣା : ଦୀର୍ଘ ୭ମାସ ଧରି କେନ୍ଦୁଝର ଜିଲା ପାଟଣା ବ୍ଲକରେ ବିଡିଓ ପଦବୀ ଖାଲି ପଡିବା ପରେ ବୁଧବାର ନୂଆ ବିଡିଓ ଭାବେ ଇଶ୍ବର ଚନ୍ଦ୍ର ନାଏକ କାର୍ୟ୍ୟରେ ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ ରରୁଆଁ ବିଡିଓ ଭାବେ…
Read More...

ଭୁଶୁଡ଼ିଲା କେନାଲ ବ୍ରିଜର ପିଲାର୍; ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ପିପିଲି: ପିପିଲି ନିକଟବର୍ତ୍ତୀ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଟିଆପଡ଼ା ସ୍ଥିତ ଡେଲାଙ୍ଗ ମୁଖ୍ୟ କେନାଲ ଉପରେ ନିର୍ମିତ ପୁରୁଣା ବ୍ରିଜର ମଝି ପିଲାର ବୁଧବାର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଫଳରେ ପୁରା…
Read More...

ସମ୍ପର୍କରେ ଲଜ୍ଜା; ଜନ୍ମ କଲା ଝିଅ ସହ ପାପ କଲା ବାପ

କାଲିମେଳା: ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କଇମେଟଲା ପଞ୍ଚାୟତର ଏମଭି-୬୭ ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ବାପା ତାର ୧୩ ବର୍ଷର ଝିଅ ସହ ଦୁଷ୍କର୍ମ କରିଥିବା କାଲିମେଳା ଥାନାରେ ଅଭିଯୋଗ…
Read More...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟ୍ବେଣ୍ଟି-୨୦: ଭାରତ ପାଇଁ ୧୫୦ରନର ବିଜୟ ଲକ୍ଷ୍ୟ

ମୋହାଲି : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ସିରିଜର ଦ୍ୱିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ବୁଧବାର ମୋହାଲିରେ ଖେଳାଯାଉଛି। ଭାରତୀୟ ସମୟ ରାତି ୭ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ…
Read More...

ସ୍କୁଟି ଡିକିରୁ ୪୦ହଜାର ଟଙ୍କା ଲୁଟ୍ ଅଭିଯୋଗ

ବଡ଼ସାହି: ମୟୁରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସମ୍ମୁଖରେ ଥିବା ଏକ ସ୍କୁଟି ଡିକିରୁ ୪୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ମାନଗୋବିନ୍ଦପୁର…
Read More...

ସୁବାସ ଚୌହ୍ଵାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶାର ନେତା ସୁବାସ ଚୌହ୍ଵାନଙ୍କୁ ବୁଧବାର ପଶ୍ଚିମ ଓଡ଼ିଶାର ବିକାଶ ପରିଷଦ(WODC)ର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି। ଏବେ ସୁବାସ ବିଜେଡିର…
Read More...

ଲାଇବେରିଆର ଏକ ସ୍କୁଲରେ ଅଗ୍ନିକାଣ୍ଡ: ଜଳିଗଲେ ୨ ଶିକ୍ଷକଙ୍କ ସହ ୨୬ ଛାତ୍ରଛାତ୍ରୀ

ମୋନରୋଭିଆ : ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ରାଜଧାନୀ ମୋନରୋଭିଆ ଉପକଣ୍ଠରେ ଥିବା ଏକ ସ୍କୁଲରେ ବୁଧବାର ଅପରାହ୍ଣରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଶିକ୍ଷକଙ୍କ ସହ ୨୬ ଜଣ ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ…
Read More...

ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ପୋଷାକ, ଜୋତା ଓ ପରିଚୟ ପତ୍ର

ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ଥ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜୋତା, ଡ୍ରେସ ଓ ପରିଚୟପତ୍ର ମିଳିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବୁଧବାର ସୂଚନା ଦେଇଛନ୍ତି। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା…
Read More...

ଧାମରାରେ ତଟ ସୁରକ୍ଷା ସାଗର କବଚ; ଶେଷ ପର୍ଯ୍ୟାୟରେ ଧରା ପଡିଲେ ୪ ଆତଙ୍କବାଦୀ

ଧାମରା: ସମୁଦ୍ର ତଟ୍ଟ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଆରମ୍ଭ ହୋଇଥିବା ତଟସୁରକ୍ଷା ସାଗର କବଚ-୨୦୧୯ ବୁଧବାର ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ଧାମରା ନିକଟସ୍ଥ ପ୍ରତିରକ୍ଷା ଘାଟି ନିକଟରେ ପାରାଦ୍ୱୀପ ଠାରୁ ଏକ ମାଛ ଧରା…
Read More...

କୋଦଳା ଜେଲରେ ବିଚାରାଧୀନ କଏଦୀ ମୃତ

କୋଦଳା: ଗଞ୍ଜାମ ଜିଲା କୋଦଳା ଜେଲରେ ବୁଧବାର ସକାଳୁ ବନ୍ଦିଥିବା ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ୧୬ଦିନ ପୂର୍ବରୁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡା ଗ୍ରାମର ପଙ୍କଜ…
Read More...

ସାବରକର ସେ ସମୟରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଅସ୍ତିତ୍ୱକୁ ଆସିନଥାନ୍ତା ପାକିସ୍ତାନ : ଉଦ୍ଧବ ଠାକରେ

ମୁମ୍ବଇ : ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ପାକିସ୍ତାନକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଉଦ୍ଧବ ଠାକରେ ମଙ୍ଗଳବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଯଦି ହିନ୍ଦୁତ୍ୱ ବିଚାରକ ବୀର ସାବରକର ସେ…
Read More...

୮ ଲକ୍ଷ ପୁରସ୍କାର ଥିବା କୁଖ୍ୟାତ ନକ୍ସଲର ଆତ୍ମସମର୍ପଣ

ରାୟପୁର : ଛତିଶଗଡ଼ର ନକ୍ସଲ ପ୍ରବଣ ବିଜାପୁର ଜିଲାରେ ବୁଧବାର ମୁଣ୍ଡରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିବା କୁଖ୍ୟାତ ନକ୍ସଲ ସୁଧୀର କୋରସା (୩୧) ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛି। ବିଜାପୁର ଜିଲାର ବରିଷ୍ଠ ପୁଲିସ୍‍…
Read More...

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ: ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ବୁଧବାର ଦୋଷୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜରିମାନା ହୋଇଥିବା ଜଣାପଡିଛି। ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ମୁତାବକ,…
Read More...

ବିହାର: ବଜ୍ରପାତରେ ୧୮ ମୃତ, ଗଛ ପଡ଼ି ୧୦ ଆହତ

ପାଟନା : ବିହାରରେ ମୂଷଳ ଧାରାରେ ବର୍ଷା ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ପାଟନାରେ ମଙ୍ଗଳବାର ରାତିରେ ଏକ ଗଛ ଉପୁଡି ପୁଲିସ୍‍ କର୍ମୀଙ୍କ ଟେଣ୍ଟ ଉପରେ…
Read More...

ପାକିସ୍ତାନକୁ ୟୁରୋପୀୟ ୟୁନିଅନର ଝଟକା; କହିଲେ- ଭାରତକୁ ଆତଙ୍କବାଦୀ ପଡୋଶୀରୁ ଆସନ୍ତି, ଚନ୍ଦ୍ରରୁ ନୁହେଁ

ବ୍ରସଲେସ : କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିବା ପାଇଁ ପାକିସ୍ତାନର ସ୍ୱପ୍ନ ପୁଣି ଥରେ ଭାଙ୍ଗଯାଇଛି। ୟୁରୋପୀୟ ୟୁନିଅନ ବୁଧବାର ପାକିସ୍ତାନକୁ ଏକ ଶକ୍ତ ଝଟକା ଦେଇଛି। କାଶ୍ମୀର ପ୍ରସଙ୍ଗରେ ୟୁରୋପୀୟ ୟୁନିୟନ…
Read More...

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ବୋନସରେ ମିଳିବ ୭୮ ଦିନର ବେତନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ଦୀପାବଳିର ବଡ଼ ଉପହାର ଦେଇଚନ୍ତି। ରେଳ କର୍ମଚାରୀଙ୍କୁ ବୋନସରେ ୭୮ ଦିନର ବେତନ ଦେବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ…
Read More...

ଧାମରାରେ ତଟ ସୁରକ୍ଷା ସାଗର କବଚ-୨୦୧୯

ଧାମରା : ସମୁଦ୍ର ତଟ୍ଟ ଅଞ୍ଚଳରେ ଆତଙ୍କବାଦୀଙ୍କୁ କଡା ମୁକାବିଲା କରିବା ପାଇଁ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗର କବଚ ।  ଭାରତୀୟ ତଟରକ୍ଷୀ ବାହିନୀ,ରାଜ୍ୟ ପୁଲିସ,ଭାରତୀୟ ନେଭି ର ସହଯୋଗିତାରେ ଏହି ସୁରକ୍ଷା…
Read More...

ଦଲାଲଙ୍କ କବଜାରେ ସମ୍ବଲପୁର ଆରଟିଓ କାର୍ଯ୍ୟାଳୟ

ସମ୍ବଲପୁର : ନୂତନ ମୋଟରଯାନ ନିୟମକୁ ରାଜ୍ୟରେ ପରିବହନ ଓ ପୁଲିସ ପ୍ରଶାସନ କଡା କରି ଲାଗୁ କରିବା ପରେ ଏବେ ସମସ୍ତଙ୍କର ମନରେ ଛନକା ପଶିଯାଇଛି। ରାଜ୍ୟ ପୁଲିସ ସବୁ ଏକ ପ୍ରକାରରେ କାମ ଧନ୍ଦା ଛାଡି ଯାନବାହାନ ଚେକିଂ କରି…
Read More...

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

କଟକ :  ସାଲେପୁର ଅଞ୍ଚଳରେ ନାବାଳିକାକୁ ବଳତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ବୁଧବାର ଦୋଷୀ ସାବ୍ୟସ୍ତ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଲେ ମହମ୍ମଦ ମୁସ୍ତାକ ।  ମୁସ୍ତାକ ବିରୋଧରେ ଅଦାଲତ ଗୁରୁବର ଦଣ୍ଡ ଘୋଷଣା କରିବ ।…
Read More...

ବଦଳିଲା ଶିକ୍ଷକଙ୍କ ସ୍କୁଲ ସମୟ

ଭୁବନେଶ୍ୱର : ଭୁବନେଶ୍ୱରର ସବୁ ସରକାରୀ ଶିକ୍ଷକଙ୍କ ବିଦ୍ୟାଳୟ ଯିବା-ଆସିବା ସମୟ  ବଦଳିଛି ।  ଏ ନେଇ ଭୁବନେଶ୍ୱର ବିଇଓ  ବୁଧବାର ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ,…
Read More...

କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ

ଝାରସୁଗୁଡ଼ା : ବସୁନ୍ଧରା- ଝାରସୁଗୁଡା ଲହଣ୍ଡାବୁଡ଼ ଠାରେ ଏକ କୋଇଲା ବୋଝେଇ ଟ୍ରେନ ବୁଧବାର ଲାଇନଚ୍ୟୁତ ହୋଇଛି ।  ସୂଚନା ଅନୁଯାୟୀ,  ଏହି ମାଲବାହୀ ଟ୍ରେନର ୩ଟି ଡବା ଲାଇନ ଚ୍ୟୁତ ହୋଇଯାଇଛି । ଏହାଫଳରେ ବସୁନ୍ଧରା-…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର  

ପାରଦୀପ :  କଟକ- ପାରାଦୀପ  ରାସ୍ତାର ପଙ୍କପାଳ ଠାରେ  ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଏଥିରେ ଜଣେ ଛାତ୍ରୀଙ୍କ  ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସୂଚନା…
Read More...

ପାଣିପାଗ ବିଭାଗ ପକ୍ଷରୁ ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କେତକ ଜିଲାରେ  ବର୍ଷା  ଓ  ବଜ୍ରପାତ ହେବାର ସମ୍ଭାବନା ରହିଛି ।  କଟକ ,କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା ଓ ମାଲକାନଗିରି  ୫ଟି ଜିଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି…
Read More...

ଅଗଷ୍ଟ ମାସରେ ୪ଜି ଡାଉନଲୋଡ ସ୍ପିଡ଼ ଚାର୍ଟରେ ଜିଓ ସର୍ବାଗ୍ରେ: ଟ୍ରାଇ

ମୁମ୍ବଇ: ୪ଜି ଇଣ୍ଟରନେଟ ଡାଉନଲୋଡ ସ୍ପିଡ଼ କ୍ଷେତ୍ରରେ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ଅଗଷ୍ଟ ୨୦୧୯ ମାସ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ୪ଜି ଇଣ୍ଟରନେଟ…
Read More...

୧୨୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ମୋହନା : ଗଞ୍ଜେଇର ଭୁସ୍ୱର୍ଗ କୁହାଯାଉଥିବା ମୋହନା ବ୍ଳକରେ ଦିନକୁ ଦିନ ଚୋରା ଗଞ୍ଜେଇର ଚେର ବ୍ୟାପିବାରେ ଲାଗିଛି। ଜିଲ୍ଲା, ରାଜ୍ୟ ବାହାରକୁ ଗଞ୍ଜେଇ ମାଫିଅମାନେ ବାହାର ରାଜ୍ୟରୁ ଆସି ଦିବାଲୋକରେ ଗଞ୍ଜେଇ ନେଇ ଯିବା…
Read More...

କୋଣାର୍କରେ ପର୍ଯ୍ୟଟକଙ୍କୁ ଆକୃଷ୍ଠ ପାଇଁ ସ୍ବତନ୍ତ୍ର ଯୋଜନା

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କୋଣାର୍କକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଠ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ପର୍ଯ୍ୟଟକଙ୍କ ରହିବା ପାଇଁ ମଧ୍ୟ ମନୋରମ ବ୍ୟବସ୍ଥା କରାଯିବ। ଆଜି ମୁଖ୍ୟ ଶାସନ…
Read More...

ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ: ପେଟ୍ରୋଲ ୧୪, ଡିଜେଲ ୧୫ ପଇସା ବଢ଼ିଲା

ନୂଆଦିଲ୍ଲୀ: ଅଶୋଧିତ ତୈଳ ଦରରେ ପ୍ରାୟ ୧୩%ରୁ ଅଧିକ ବୃଦ୍ଧି ଘଟିବା ପରେ ମଙ୍ଗଳବାର ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ଏଥିଯୋଗୁ ପେଟ୍ରୋଲ ଲିଟର ପିଛା ୧୪ ପଇସା ଏବଂ ଡିଜେଲ ୧୫ ପଇସା ବଢିଛି ।…
Read More...

ଏସିଆନ୍‍ ଏକ୍ସଲେଣ୍ଟ ଚଳଚ୍ଚିତ୍ର ପୁରସ୍କାର ପାଇଁ ‘କ୍ରାନ୍ତିଧାରା’ ମନୋନୀତ

ଭୁୁବନେଶ୍ୱର: ‘ଏସିଆନ୍‍ ଏକ୍ସଲେଣ୍ଟ ଚଳଚ୍ଚିତ୍ର ପୁରସ୍କାର’ ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ ମନୋନୀତ ହୋଇଛି। ଦକ୍ଷିଣକୋରିଆର ସିଓଲଠାରେ ଅନୁଷ୍ଠିତ ହେବାକୁ ଥିବା ‘ସିଓଲ ଆନ୍ତର୍ଜାତିକ ୟୁଥ ଫିଲ୍ମ…
Read More...

ନୂଆ ରୂପ ପାଇବ ରାଜଧାନୀର ପାର୍କ: ବିଶ୍ବସ୍ତରୀୟ ହେବ ବିଜୁ ପଟ୍ଟନାୟକ ପାର୍କ

ଭୁବନେଶ୍ବର: ସରକାରୀ ଯୋଜନା ଠିକଣା ବାଟରେ କାର୍ଯ୍ୟକାରୀ ହେଲେ ରାଜଧାନୀରେ ଥିବା ପ୍ରମୁଖ ପାର୍କର ଚିତ୍ର ବଳଦିଯିବ। ପାର୍କରେ ଡିଜିଟାଲ୍ ବୋର୍ଡ, ସଙ୍ଗୀତ ପରିବେଷଣ, ଫୁଡ୍‌ କର୍ଣ୍ଣର, ରେସ୍ତୋଁରା, କାଫେଟେରିଆ ଓ…
Read More...

ପୁଲିସ ଚାକିରି ସେବା କରିବାର ଏକ ମାଧ୍ୟମ : ଡିଜି

ଭୁବନେଶ୍ବର: ପୁଲିସ ଚାକିରି ସାଧାରଣ ଜନତାଙ୍କୁ ସେବା କରିବାର ଏକ ମାଧ୍ୟମ। ରାଜ୍ୟ ସରକାର ଆପଣମାନଙ୍କୁ ଏଭଳି ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ସହ ଉତ୍ତମ ବ୍ୟବହାର କରି ଲୋକଙ୍କ…
Read More...

ବୁଧବାର ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍

ମୋହାଲି: ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ବର୍ଷାରେ ଧୋଇବା ପରେ ବୁଧବାର ପିସିଏ ଷ୍ଟାଡିୟମ୍‌ରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ୨ୟ ମ୍ୟାଚ୍ ଖେଳାଯିବ। ତେବେ…
Read More...

ଓସିଏ ନିର୍ବାଚନ ‘ଅଯୋଗ୍ୟ ଘୋଷିତ କର୍ମକର୍ତ୍ତା ଭୋଟ୍‌ ଦେଇପାରିବେ’:ସ୍ପଷ୍ଟୀକରଣ ଦେଲେ ନିର୍ବାଚନ ଅଧିକାରୀ

କଟକ: ନୂତନ ସମ୍ବିଧାନ ଅନୁସାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୨୭ରେ ଏହି ପ୍ରତୀକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନୂତନ ସମ୍ବିଧାନ ଅନୁସାରେ ନିର୍ବାଚନ…
Read More...

ଶ୍ରୀଜଗନ୍ନାଥ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ପରାମର୍ଶ: ଆଇନ ଅନୁଯାୟୀ ଉଚ୍ଛେଦ କର

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରୁ ଆଇନ ଅନୁଯାୟୀ ଉଚ୍ଛେଦ କରିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଓଡ଼ିଶା ସରକାରଙ୍କ ଉଦେଶ୍ୟ ଯେତେ ମହତ୍‍ ହୋଇଥିଲେ ମଧ୍ୟ ପ୍ରତ୍ୟେକ ପଦକ୍ଷେପ ଆଇନ…
Read More...

ପୁଣି ବିଲୁଆଖାଇ ନଦୀପଠା ମୁଣ୍ଡରେ କଳଙ୍କ : କଟକରୁ ନିଖୋଜ ସେବିକାଙ୍କ ମୃତଦେହ ଉଦ୍ଧାର

କଟକ/ବିରିଡ଼ି : ଦୀର୍ଘ ୧୦ ଦିନ ଧରି ନିଖୋଜ ଥିବା ଜଣେ ଯୁବତୀଙ୍କ ହାତଗୋଡ଼ ବନ୍ଧା ଅଖାରେ ଭର୍ତ୍ତି ଗଳିତ ମୃତଦେହକୁ ମଙ୍ଗଳବାର ବିରିଡ଼ି ଥାନା ଅନ୍ତର୍ଗତ କୁଳକଇଜଙ୍ଗା ନୁଆପରି ବିଲୁଆଖାଇ ନଦୀପଠାରୁ ପୁଲିସ ଉଦ୍ଧାର…
Read More...

‘କାଳିଆ’ ହେଲା ମହଙ୍ଗା

ଭୁବନେଶ୍ବର: ବହୁ ଚର୍ଚ୍ଚତ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଯାଞ୍ଚ ନେଇ ସରକାରଙ୍କ ପକ୍ଷରୁ…
Read More...

କାଶ୍ମୀରବାସୀ ମୃତ୍ୟୁପଥଗାମୀ: ତାରିଗାମି

ନୂଆଦିଲ୍ଲୀ: କାଶ୍ମୀରୀମାନେ ସାମ୍ପ୍ରତିକ କଟକଣାରେ ରୁନ୍ଧି ହୋଇଗଲେଣି। ଗତ ୪୦ ଦିନ ଧରି ରାଜ୍ୟରେ ଇଣ୍ଟରନେଟ କିମ୍ବା ଟେଲିଫୋନ୍‌ ସେବା ନାହିଁ। ଚିକିତ୍ସା ସୁବିଧା ମଧ୍ୟ ଲୋକଙ୍କୁ ମିଳିପାରୁ ନାହିଁ। ସେମାନେ କ୍ରମଶଃ…
Read More...

‘କାଶ୍ମୀର ନିଷ୍ପତ୍ତି ସର୍ଦାର ପଟେଲଙ୍କ ପ୍ରେରଣା’ ଗୁଜରାତରେ ୬୯ତମ ଜନ୍ମଦିନ ପାଳିନ ଅବସରରେ କହିଲେ ମୋଦୀ

କେଭାଡିଆ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାକୁ ତିନି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ ନିଷ୍ପତ୍ତିର ସମସ୍ତ ଶ୍ରେୟ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।…
Read More...

ବୁଧବାର ରାଶିଫଳ

ମେଷ: ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ମନ ବଳାଇ ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ। ଆୟ ପରିମାଣ ବୃଦ୍ଧି ପାଇବ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ବଳବାନ୍‌…
Read More...

ଭାରତ ଦଖଲକୁ ଆସିବ ପିଓକେ ଦୃଢ଼ୋକ୍ତି ସହ ପ୍ରକାଶ କଲେ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଅବିଚ୍ଛେଦ୍ୟ ଅଂଶ। ଦିନ ଆସିବ ଭାରତ ଏହା ଉପରେ ନିଜର ବାସ୍ତବ ସାର୍ବଭୌମତ୍ବ ଜାହିର ପୂର୍ବକ ଦଖଲକୁ ନେବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦୃଢୋକ୍ତି…
Read More...

ବିମାନବନ୍ଦରରେ ଯଶୋଦାବେନ୍‌ଙ୍କ ସହ ମମତା ବାନାର୍ଜୀଙ୍କ ଅଚାନକ ସାକ୍ଷାତ

କଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା ନିମିତ୍ତ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ଦିଲ୍ଲୀ ଯିବା ପୂର୍ବରୁ ଦମ୍‌ଦମ୍‌ ବିମାନବନ୍ଦରଠାରେ…
Read More...

ପିପିଲିରେ ବିଶ୍ୱକର୍ମା ପୂଜା

ପିପିଲି: ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବିଶ୍ୱକର୍ମା ଦେବଙ୍କ ପୂଜା ଉତ୍ସବ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ପିପିଲି ପୌରାଞ୍ଚଳ ସମେତ ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ଜଇସପାଟଣାଛକ, ଦାଣ୍ଡମୁକୁନ୍ଦପୁର…
Read More...

ଓରିକଂଟାସ୍ଥିତ ବିଦ୍ୟୁତ ସେକ୍‍ସନ୍‍ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା

ନେମାଳ: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓରିକଂଟାସ୍ଥିତ ବିଦ୍ୟୁତ ସେକ୍‍ସନ୍‍ କାର୍ଯ୍ୟାଳୟରେ ମହାଆଡମ୍ବର ସହକାରେ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରାଯାଇଛି। ପ୍ରତ୍ୟୁଷରୁ ପୂଣ୍ୟତ୍ପୟା ଚିତ୍ରୋତ୍ପଳା ନଦୀରୁ…
Read More...

ଆଠ ମାସ ବନ୍ଦ ରହିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦୀର୍ଘ ୮ମାସ କାଳ ବନ୍ଦ ରହିବ। ବିମାନବନ୍ଦରର ରନୱେ ଦିନକୁ ଦିନ ଖରାପ ହେବାକୁ ଯାଉଛି। ତେଣୁ ରନୱେର ମରାମତି ପାଇଁ ବିମାନ ବନ୍ଦର ୮ମାସ ପାଇଁ ବନ୍ଦ ରହିବ ବୋଲି…
Read More...

ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ବାମ ମେଣ୍ଟର ବାଜିମାତ

ନୂଆଦିଲ୍ଲୀ : ଦିଲ୍ଳୀ ହାଇକୋର୍ଟର ଅନୁମତି ପରେ ମଙ୍ଗଳବାର ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ ପାଇଛି। ଏଥିରେ ବାମ ଦଳ ମେଣ୍ଟ ବାଜିମାତ କରିଛନ୍ତି। ବାମ ଦଳ ଏଆଇଏସଏ,…
Read More...

ଛେଳି ପାଇଁ ଡାଳ ଭାଙ୍ଗୁଥିବା ବେଳେ ଗଛରୁ ପଡି ଜଣେ ମୃତ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସୀତାବିଞ୍ଜ ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ସାଢେ ୧୦ଟା ସମୟରେ ଛେଳି ଖାଇବା ପାଇଁ ଏକ କାଠକୁସୁମ ଗଛରେ ଚଢି ଡାଳ ଭାଙ୍ଗୁଥିବା ସମୟରେ ଗଛ ଉପରୁ ତଳକୁ ଖସି ପଡି…
Read More...

ପୋଖରୀରେ ବୁଡ଼ି ଜଣେ ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ମୁଣ୍ଡା ସାହିର ମଙ୍ଗୁଳୁ ମୁଣ୍ଡା(୫୫) ମଙ୍ଗଳବାର ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ମୁତାବକ, ମଙ୍ଗୁଳୁ ମୁଣ୍ଡା ମଙ୍ଗଳବାର…
Read More...