ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶାର ନେତା ସୁବାସ ଚୌହ୍ଵାନଙ୍କୁ ବୁଧବାର ପଶ୍ଚିମ ଓଡ଼ିଶାର ବିକାଶ ପରିଷଦ(WODC)ର ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି। ଏବେ ସୁବାସ ବିଜେଡିର ସାଧାରଣ ସମ୍ପାଦକ ଏବଂ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ସମ୍ବଲପୁର ପାଇଁ ମଧ୍ୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ।
ସୁବାସ ଚୌହ୍ଵାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତ
Popular Categories



