ଭାରତ ବିକିବ ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌

ନୂଆଦିଲ୍ଲୀ: ୟୁରୋପୀୟ ସଂଘ ସମେତ ବିଶ୍ବର ପ୍ରାୟ ୧୦୦ଟି ଦେଶ ଭାରତରେ ନିର୍ମିତ ଅତ୍ୟାଧୁନିକ ବୁଲେଟ୍‌ ପ୍ରୁଫ୍ ଜ୍ୟାକେଟ୍‌ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ଜ୍ୟାକେଟ୍‌ର ସୁରକ୍ଷା ବ୍ୟବସ୍ଥା…
Read More...

ଶଗଡ଼ରେ ଗଲାବେଳେ କିରଣ ବେଦୀଙ୍କ ଫୋନ୍‌ ହଜିଗଲା

ପୁଡୁ‌େ‌ଚରି: ଶଗଡ଼ରେ ଯାଉଥିବାବେଳେ ପୁଡୁଚେରି ଉପ-ରାଜ୍ୟପାଳ କିରଣ ବେଦୀଙ୍କ ଦାମୀ ଆଇ-ଫୋନ୍‌ (ମୋବାଇଲ ଫୋନ୍‌) ହଜିଯାଇଥିବାବେଳେ ପରେ ଏହାକୁ ଠାବ କରାଯିବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ‘ସବୁଜ ପୁଡୁଚେରି’…
Read More...

ବୋମାମାଡ଼ ଘଟଣା; ଅଣତିରିଶ ଗ୍ରାମ ପୁରୁଷ ଶୂନ୍ୟ

ପୁରୀ: ବୋମା ମାଡ଼ ଓ ଟେକାପଥର ମାଡ଼ ଘଟଣା ପରଠାରୁ ଅଣତିରିଶ ଗ୍ରାମରେ ପୁରୁଷ ଶୂନ୍ୟ ହୋଇପଡିଛି। ଗିରଫଦାରୀ ଭୟରେ ଉଭୟ ଗୋଷ୍ଠୀର ପୁରୁଷମାନେ ଗାଁରେ ରହୁନାହାନ୍ତି। ଏକ ପ୍ଲାଟୁନ ପୁଲିସ ଫୋର୍ସ ଗାଁରେ ପଇଁତରା ମାରୁଛି।…
Read More...

ସେବା ବସ୍ତୁରେ ନୁହେଁ; ଭାବରେ ଥାଏ : ରାଜ୍ୟପାଳ

ଭୁବନେଶ୍ୱର: ସେବା ବସ୍ତୁରେ ନଥାଏ, ଥାଏ ଭାବ​‌ରେ। ସେବାର ଭିତ୍ତି ହେଉଛି ଆଧ୍ୟାତ୍ମିକ ଭାବ। ବ୍ୟକ୍ତିର ଅନ୍ତଃକରଣରେ ପ୍ରେମ ପ୍ରବାହିତ ହେଲେ ସେ ପରର ସେବା ପାଇଁ ଆଗେଇ ଆ​‌ସେ। ସେ ଅନ୍ୟକୁ ନିଜର ଏକ ପ୍ରସାରିତ ରୂପରେ…
Read More...

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦ ଆଜି

ଧର୍ମଶାଳା: ଗତ ୫୦ ଓଭର ବିଶ୍ବକପ୍‌ର ସେମିଫାଇନାଲରେ ପରାସ୍ତହେବା ପରେ ଆସନ୍ତାବର୍ଷ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ଲାଗି ଭାରତର ପ୍ରସ୍ତୁତି ରବିବାରଠାରୁ ଆରମ୍ଭହେବ। ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା…
Read More...

ଭିଏତନାମ୍‌ ଓପନ ଫାଇନାଲରେ ସୌରଭ

ହୋ ଚି ମିନ୍‌ ସିଟି: ହୋ ଚି ମିନ୍‌ ସିଟିରେ ଖେଳାଯାଉଥିବା ଭିଏତନାମ୍‌ ଓପନ୍ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‌ସ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ସୌରଭ ବର୍ମା। ସେମିଫାଇନାଲରେ ସୌରଭ ଜାପାନର…
Read More...

ଟିଟାନସ ଟିକା ନେଇ ୨ଛାତ୍ର ଗୁରୁତର

କେନ୍ଦୁଝର: ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଟିଟାନସ ଡିପଥେରିଆ ନାମକ ପ୍ରତିଷେଧକ ଇଞ୍ଜେକ୍ସନ ଦିଆଯାଉଛି। ମାତ୍ର ଏହି ଟୀକା ଦେବା ପାଇଁ ଯେଉଁଭଳି ବ୍ୟବସ୍ଥା କରିବା…
Read More...

ରବିବାର ରାଶିଫଳ

ମେଷ: ଗୁରୁଜନଙ୍କ ପାଇଁ କଷ୍ଟ ସ୍ବୀକାର କରିପାରନ୍ତି। ପଥରୋଧ ହେବାର ଆଶଙ୍କା ଅଛି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ପୀଡ଼ା ଭୋଗ କରିପାରନ୍ତି। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବେ। ବାଧାବିଘ୍ନ…
Read More...

ତୁଠରୁ ଆରମ୍ଭ ବିବାଦ, ତୁଠରେ ସମାଧାନ କଲେ ଜିଲାପାଳ

ସୁନ୍ଦରଗଡ଼/ହେମଗିର: ହେମଗିର ଥାନା ଅନ୍ତର୍ଗତ ଲିପସପାଲିଠାରେ ପୋଖରୀ ତୁଠରେ ପାଣି ଛିଣ୍ଟିବାକୁ ନେଇ ଆରମ୍ଭ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘନଉଥିବା ବେଳେ ଉଭୟ ଗୋଷ୍ଠୀଙ୍କ ନାମରେ ଥାନା ଓ ଅଦାଲତରେ ମାମଲା ରୁଜୁ…
Read More...

ବାଲେଶ୍ୱରରେ ଗୁଳିକାଣ୍ଡ,୧ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ରେମୁଣା ମେଡିକାଲ ଛକରେ ଦୁଇ ଗୋଷ୍ଠି ମଧ୍ୟରେ ବଚସାରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଗୁଳିମାଡରେ ଗୋଟିଏ ଗୋଷ୍ଠିର ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଯୁବକଙ୍କୁ ବାଲେଶ୍ୱର…
Read More...

ବଡ଼ସାହିରେ ହିନ୍ଦୀ ଦିବସ ସମାରୋହରେ ୫ଜଣ ସମ୍ବର୍ଦ୍ଧିତ

ବଡ଼ସାହି: ବଡସାହି ବିବେକାନନ୍ଦ ବିହାର ସ୍ଥିତ ବାଣୀପୀଠ ଦ୍ୱାରା ରାଷ୍ଟ୍ରଭାଷା ସାହିତ୍ୟ ସଂସ୍କୃତି ଏକାଡେମୀ, ନେହେରୁ ଯୁବକେନ୍ଦ୍ର-ମୟୂରଭଞ୍ଜ, ରାଷ୍ଟ୍ରଭାଷା ପ୍ରଚାର କେନ୍ଦ୍ର-କେନ୍ଦୁଡିହା ଓ ବିବେକାନନ୍ଦ…
Read More...

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଚର୍ଚିଲଙ୍କ ଜନସ୍ଥଳୀ ବ୍ଲେନହୋମ ପାଲେସରୁ ସୁନା ପାଇଖାନା ଚୋରି

ଲଣ୍ଡନ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚିଲଙ୍କ ଜନସ୍ଥଳନୀ ବ୍ଲେନହୋମ ପାଲେସରୁ ଏକ ସୁନା ପାଇଖାନା ଚୋରି ହୋଇଛି। ଏହି ପାଇଖାନା ୧୮ କ୍ୟାରେଟ ସୁନାରେ ତିଆରି ହୋଇଥିଲା। ଇଟାଲୀର ମୋରିଜିୟୋ…
Read More...

ବିଶ୍ୱର ଚତୁର୍ଥ ଉଚ୍ଚ ପର୍ବତ ଶିଖରରେ ସମ୍ବଲପୁରର ଝିଅ ତ୍ରିଶା

ସମ୍ବଲପୁର: ଆଫ୍ରିକା ମହାଦେଶର ତାଞ୍ଜାନିଆ ଦେଶରେ ସ୍ଥିତ ବିଶ୍ୱର ଚତୁର୍ଥ ଉଚ୍ଚ ପର୍ବତ ଶିଖର ‘ମାଉନ୍ଟ କିଲିମଞ୍ଜାରୀ’ ରେ ପାଦ ଥାପିଛନ୍ତି ସମ୍ବଲପୁରର ଝିଅ ତ୍ରିଶା ଅଗ୍ରୱାଲ। ଏହା ପୂର୍ବରୁ ଏହି ପର୍ବତ ଶିଖରରେ ୨୦୧୧…
Read More...

ଅଜଗର ଉଦ୍ଧାର କଲା ବନବିଭାଗ

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ବନବିଭାଗ ଶନିବାର ରାଇବଣ ବେଲପାହଡି ହୁଡି ସନ୍ନିକଟ ଏକ ଧାନ ବିଲରୁ ୫ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରିଛି । ବିଲକୁ କାମ କରିବାକୁ ଯାଇଥିବା ଲୋକେ ଧାନ ବାଛିବା ସମୟରେ ଅଜଗର କୁ…
Read More...

୨୭ରେ ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀର ଶୁଭ ଉଦଘାଟନ!

ଭୁବନେଶ୍ୱର: ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଙ୍ଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହ ଓଡିଶା ମାଟିରୁ ଆରମ୍ଭ ହୋଇଥିଲା। ଏହି ଅନନ୍ୟ ଇତିହାସକୁ ଆଗାମୀ ପୀଢି ପର୍ଯ୍ୟନ୍ତ ଓଡିଶା ଓ ସାରା ଦେଶରେ ଯୁବପୀଢିଙ୍କୁ…
Read More...

ଓସାମା ବିନ ଲାଦେନ ପୁଅ ହମଜା ନିହତ, ଜଣାଇଲେ ଟ୍ରମ୍ପ

ୱାଶିଂଟନ : ଆତଙ୍କବାଦୀ ସଂଗଠନ ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ ଲାଦେନର ପୁଅ ତଥା ଅଲକାଏଦାର ନୂତନ ଉତ୍ତରାଧିକାରୀ ହମଜା ବିନ ଲାଦେନ ନିହତ ହୋଇଛି। ଏହି ଖବର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି।…
Read More...

ଆୟକର ଆୟୁକ୍ତଙ୍କ ଠିକଣା ଉପରେ ଇଡି ଚଢଉ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶନିବାର ଭାରତୀୟ ରାଜସ୍ୱ ସେବା ଅଧିକାରୀ ତଥା ଆୟକର ଆୟୁକ୍ତ ନୀରଜ ସିଂହଙ୍କ ବିଭିନ୍ନ ଠିକଣା ଉପରେ ଚଢଉ କରିଛି। ଏକ ବେଆଇନ ଅର୍ଥ କାରବାର ମାମଲାରେ ଶ୍ରୀ ସିଂହଙ୍କ ଠିକଣା…
Read More...

ଅମିତ ଶାହାଙ୍କ ‘ଏକ ଦେଶ ଏକ ଭାଷା’ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ନୂଆଦିଲ୍ଲୀ : ହିନ୍ଦୀ ଦିବସ ଅବସରରେ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ‘ଏକ ଦେଶ ଏକ ଭାଷା’ ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। ଶାହା ବିଶ୍ୱରେ ଭାରତର ପରିଚୟ ସୃଷ୍ଟି କରିବା ପାଇଁ ଭାଷା ରୂପରେ…
Read More...

ପୋଲ ତଳକୁ ଖସିଲା କାର, ୨ ବର୍ଷର ଶିଶୁକନ୍ୟା ମୃତ

ବାହାନଗା: ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥ ଓଳିଆପାଟଣା ଛକ ନିକଟରେ ଥିବା ପୋଲ ତଳକୁ ଶନିବାର ଏକ କାର ଖସି ପଡିବାରୁ ଏକ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳ ୫ ଜଣ ଆହତ ହୋଇଛନ୍ତି। ୨ ବନ୍ଧୁ ପରିବାର…
Read More...

ବିଜେପିରେ ଯୋଗଦେଲେ ଏନସିପି ନେତା ଉଦୟାନରାଜେ

ନୂଆଦିଲ୍ଲୀ : ବରିଷ୍ଠ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ଉଦୟାନରାଜେ ଭୋସଲେ ଦଳ ଏବଂ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇ ଶନିବାର ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଉଦୟାନରାଜେ ଶନିବାର ଲୋକସଭା…
Read More...

ଚମ୍ପଟ ବେଳେ ଅଭିଯୁକ୍ତକୁ କାବୁକଲା ପୁଲିସ

ସମ୍ବଲପୁର: ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫହୋଇ ଜଣେ ଯୁବକ ଚମ୍ପଟ ମାରି ପଳାଉଥିବାବେଳେ ପୁଣି ଧରା ପଡ଼ିଛି। ଶୁକ୍ରବାର ସମ୍ୱଲପୁର ପୁଲିସ ଡକାୟତି ଉଦ୍ୟମ କରୁଥିବା ଜଣେ ଯୁବକକୁ ଗିରଫ କରିଥିଲା । ଶନିବାର କୋର୍ଟଚାଲଣ…
Read More...

ଅର୍ଥ ମନ୍ତ୍ରୀ ନିର୍ମଳାଙ୍କ ଘୋଷଣା; ଅର୍ଦ୍ଧନିର୍ମିତ ହାଉସିଂ ପ୍ରକଳ୍ପକୁ ପୂରା କରିବା ପାଇଁ ସରକାର ଦେବେ ୧୦ ହଜାର…

ନୂଆଦିଲ୍ଲୀ : ମାନ୍ଦାବାସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ବଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରୀ ଶନିବାର ଆହୂତ ସାମ୍ବାଦିକ ସମ୍ମିଳନୀରେ…
Read More...

‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ବିତୀୟ ଦିନ; ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ : ମାନ୍ଦାବାସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ ନେଉଛନ୍ତି ସେନେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ଭାରତୀୟ କମ୍ପାନୀ ରଚିଲା ଇତିହାସ, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କଲା ସ୍ନାଇପର ରାଇଫଲ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନ କୌଶଳରେ ଦୁଇଟି ସ୍ନାଇପର ରାଇଫଲ ନିର୍ମାଣ କରି ଏକ ଭାରତୀୟ କମ୍ପାନୀ ଇତିହାସ ରଚିଛି। ଏବେ ଏହାର ପ୍ରେଟୋଟାଇପ ଉପଲବ୍ଧ ରହିଛି। ଏହି ବନ୍ଧୁକକୁ ଭାରତର ଏସଏସଏସ ଡିଫେନ୍ସ କମ୍ପାନୀ ନିର୍ମାଣ…
Read More...

ଛାଡ଼ପତ୍ର ମାମଲା ଚାଲୁଥିବା ମହିଳାଙ୍କୁ ମିଳିବ ପେନସନ

ଭୁବନେଶ୍ୱର : ଛାଡ଼ପତ୍ର ମାମଲା ଚାଲୁଥିବା ମହିଳାଙ୍କୁ ଏଣିକି ପେନସନ ମିଳିବ । ମଧୁବାବୁ ପେନସନ ଯୋଜନା ଆଧାରରେ ମହିଳାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ବାର୍ଷିକ ୪୦ ହଜାରରୁ କମ୍ ଆୟ ଥିବା ମହିଳାଙ୍କୁ ଏହି ଯୋଜନାର…
Read More...

ସଂଜୟ ଜୟସୱାଲ ବିହାର, ସତୀଶ ପୁନିଆ ହେଲେ ରାଜସ୍ଥାନର ବିଜେପି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିଜେପି ଶନିବାର ଦୁଇ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତି କରିଛି। ଏହି କ୍ରମରେ ସଂଜୟ ଜୟସୱାଲଙ୍କୁ ବିହାର ବିଜେପି ଏବଂ ସତୀଶ ପୁନିଆଙ୍କୁ ରାଜସ୍ଥାନ ବିଜେପି ଅଧ୍ୟକ୍ଷ କାର୍ଯ୍ୟଭାର ପ୍ରଦାନ କରାଯାଇଛି।…
Read More...

ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ

ଗୋଡା : ଜଗତସିଂହପୁର ଜିଲା ଏରସମା ବ୍ଲକ ପୋଖରୀଆପଡ଼। ଗ୍ରାମରେ ଶନିବାର ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତଙ୍କ ନାମ ନୀଳମଣି ସ୍ୱ।ଇଁ ।  ଶନିବାର ସକାଳେ ସେ ନିଜ ଚାଷ ଜମିରେ କାମ କରୁଥିବା ସମୟରେ ସେହି…
Read More...

ଏମଭିଆଇ ପରିଚୟ ଦେଇ ଚାନ୍ଦା ମାଗିଲେ ,ପିଟିଲେ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଶନିବାର ଏକ ଯାତ୍ରୀ ବାହୀ ବସ୍ ଉପରେ ଦୁର୍ବୃତ୍ତ ମାନେ  ଆକ୍ରମଣ କରିଛନ୍ତି । ନିଜକୁ ଏମଭିଆଇ ପରିଚୟ ଦେଇ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଗାଡ଼ି ଚେକିଂ ବାହାନାରେ…
Read More...

ଚୋରି ସନ୍ଦେହରେ ମହିଳାଙ୍କୁ ହତ୍ୟା: ଯୁବକ ଗିରଫ

ସୋରଡା:ଗଞ୍ଜାମ ଜିଲା ସୋରଡା ଥାନା ଅମୃତୁଲୁ ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି । ଚୋରି ସନ୍ଦେହରେ ଜଣେ ଯୁବକ ତାଙ୍କ ପଡୋଶୀ ମନାସ ଦାସ ନାମ୍ନୀ ମହିଳାଙ୍କୁ ହତ୍ୟା କରିଛି। ପୁଲିସ ଅଭିଯୁକ୍ତ ଯୁବକ ସେହି ଗ୍ରାମର…
Read More...

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ ଦାନ୍ତେଓ୍ୱାଡ଼ା ଜିଲା କୁଟ୍ରିମା ଗାଁର ଜଙ୍ଗଲରେ ଶନିବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।  ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । ଘଟଣା ସ୍ଥଲରୁ ବହୁ ମାଓ ସାମଗ୍ରୀ…
Read More...

ଝାରସୁଗୁଡ଼ାରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଛୁଆଲିବେରନାରେ ଶନିବାର ଏକ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ  ଆହତ ହୋଇଛନ୍ତି । ବିନୋଦର ଡ଼ାହଣ ଗୋଡ଼ରେ ଗୁଳି ବଜିଥିବା ଜଣା ପଡ଼ିଛି । ଗୁରୁତର ଅବସ୍ଥାରେ…
Read More...

ଗଞ୍ଜାମରେ ଏନକାଉଣ୍ଟର: ଦୁର୍ଦାନ୍ତ ଅପରାଧୀ କୋକ ଆହତ

ବ୍ରହ୍ମପୁର: ପୁଲିସ ଗୁଳିରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ କୋକ ଓରଫ ସୁଶାନ୍ତ ବେହେରା(୨୫)। କୋକର ଘର ବ୍ରହ୍ମପୁର ଗୋସାଇଁ ନୂଆଗାଁ ରାଜୀବ ନଗରରେ ହୋଇଥିବା ବେଳେ ସେ ଅନେକ ଦିନରୁ ପୁଲିସ ଟାର୍ଗେଟରେ ରହିଥିଲା । ତା…
Read More...

ଡିୟୁଏସ୍‌ୟୁ ନିର୍ବାଚନ; ଏବିଭିପିକୁ ୩ , ଏନ୍‌ଏସ୍‌ୟୁଆଇକୁ ଗୋଟିଏ ଆସନ

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ(ଡିୟୁଏସ୍‌ୟୁ) ନିର୍ବାଚନରେ ବିଜେପି ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମୋଟ ୪ ଟି ଆସନରୁ ୩ଟିରେ ବିଜୟଲାଭ କରିଛି। ଅନ୍ୟ ଆସନଟି କଂଗ୍ରେସ…
Read More...

୧୬କୁ ଘୁଞ୍ଚିଲା +୩ ନାମଲେଖା

ଭୁବନେଶ୍ବର: ରାଜ୍ୟରେ ଥିବା ୧୦୪୭ ଡିଗ୍ରୀ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ୨୦୧୯-୨୦ ଶିକ୍ଷାବର୍ଷ ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାକୁ ଆସନ୍ତା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧୨ ତାରିଖ ପର୍ଯ୍ୟନ୍ତ ଯୋଗ୍ୟ…
Read More...

ଆଇଏଏସସ୍ତରରେ ଛୋଟ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସସ୍ତରରେ ଛୋଟ ଅଦଳବଦଳ କରାଯାଇଛି। ଶୁକ୍ରବାର ଗୃହବିଭାଗର ଅତିରିକ୍ତ ଶାସନ ସଚିବ ପାର୍ଥସାରଥୀ ମିଶ୍ରଙ୍କୁ ସାଧାରଣ ଉଦ୍ୟୋଗ ବିଭାଗକୁ ବଦଳି କରାଯାଇଛି। ସେହିପରି ସୋନପୁରର…
Read More...

ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍‌କ୍ୟୁରୀ; ଗର୍ଭଗୃହରୁ ୧୭ ଫୁଟ ବାଲି ଦବିଛି

କୋଣାର୍କ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ବାସ୍ତବ ସ୍ଥିତି ଆମିକସ୍ କ୍ୟୁରୀ ଅନୁଧ୍ୟାନ କରିଥିବାବେଳେ ଗର୍ଭଗୃହରୁ ପାଖାପାଖି ୧୭ ଫୁଟ ବାଲି ଦବିଛି ବୋଲି ସୂଚନା ଦେଇଛନ୍ତି। ଏଥିସହ ସିବିଆର୍ଆଇ ଦ୍ୱାରା…
Read More...

ସେନା ମୁଖ୍ୟାଳୟରୁ କ୍ଷେତ୍ରକୁ ଯିବେ ୨୦୬ ଅଧିକାରୀ

ନୂଆଦିଲ୍ଲୀ: ସେନା ପୁନର୍ବିନ୍ୟାସ ପ୍ରୟାସ ସ୍ବରୂପ ମୁଖ୍ୟାଳୟରୁ ୨୦୬ ଅଧିକାରୀଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରକୁ ପଠାଯାଉଛି। ଜୁଲାଇରେ ଏ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥିଲା।…
Read More...

ମୁଜାଫରାବାଦରେ କାଶ୍ମୀରବାସୀଙ୍କୁ ଇମ୍ରାନଙ୍କ ଆହ୍ବାନ; ଭାରତ ବିରୋଧରେ ଅସ୍ତ୍ର ଧର

ମୁଜାଫରାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀରବାସୀଙ୍କୁ ଭାରତ ବିରୋଧରେ ଅସ୍ତ୍ର ଉତ୍ତୋଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି। ପାକ୍‌ ଅଧିକୃତ କାଶ୍ମୀରର ମୁଜାଫରାବାଦଠାରେ ଶୁକ୍ରବାର ଆୟୋଜିତ ‘ଏକତା…
Read More...

ପନ୍ତ୍‌ଙ୍କୁ ନିଜ ବ୍ୟାଟିଂ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ : କ୍ଲୁଜନର୍‌

ଧର୍ମଶାଳା : ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଫଳତା ହାସଲ କରିବାକୁ ହେଲେ ଯୁବ ଭାରତୀୟ ୱିକେଟରକ୍ଷକ ଋଷଭ ପନ୍ତ୍‌ଙ୍କୁ ନିଜ ବ୍ୟାଟିଂ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌…
Read More...

କୋଟ୍‌ଲା ଷ୍ଟାଡ଼ିୟମ ହେଲା ଅରୁଣ ଜେଟ୍‌ଲି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଥିବା କୋଟ୍‌ଲା ଷ୍ଟାଡ଼ିୟମର ନାମ ପରିବର୍ତ୍ତନ କରାଯାଇ ଅରୁଣ ଜେଟ୍‌ଲି ଷ୍ଟାଡ଼ିୟମ କରାଯାଇଛି। ପରଲୋକଗତ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କୋଟ୍‌ଲାର ନାମ…
Read More...

ମାନ୍ଦା ଆର୍ଥନୀତିକୁ ସୁଧାରିବା ପାଇଁ ମନମୋହନ ସିଂହଙ୍କ ୫ଟି ପରାମର୍ଶ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ମନମୋହନ ସିଂହ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ମାନ୍ଦା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ୫ଟି ପଦକ୍ଷେପ ନେବାକୁ…
Read More...

ଅକ୍ଟୋବର ୨ରୁ ହାୱଡାରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମନା

କଲକାତା : ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ହାଓଡ଼ା ରେଳଷ୍ଟେସନରେ ପ୍ଲାଷ୍ଟିକ୍ ବ୍ୟାଗ୍ ଭଳି ସାମଗ୍ରୀକୁ ନିଷିଦ୍ଧ କରାଯାଇଛି। ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟସୂଚୀ ପାଳନ ମଧ୍ୟରେ ପୂର୍ବ…
Read More...

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ନିସ୍ତାର ନାହିଁ; ଚାକିରିରୁ ବିଦାହେଲେ ୧୬ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଆଉ ନିସ୍ତାର ନାହିଁ। ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୬ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଏମାନଙ୍କ ଭିତରେ…
Read More...

ଓଡ଼ିଶାର କିନ୍ନର ରାଣୀଙ୍କୁ ୫ ରେଟିଂ; ଭାରତର ଏକ ନମ୍ବର ଉବେର ଚାଳିକା

ଭୁବନେଶ୍ବର: ସଡ଼କ ସୁରକ୍ଷା, ଜୀବନ ରକ୍ଷା। ସଡ଼କ ସୁରକ୍ଷା​‌ ପାଇଁ ଲାଗୁ କରାଯାଇଥିବା ନୂତନ ପରିବହନ ନିୟମକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏପରିସ୍ଥଳେ ସଡ଼କରେ ସୁରକ୍ଷିତ ଯାତ୍ରୀ ପରିବହନ କରି ଜଣେ ଓଡ଼ିଆ…
Read More...

ଓସିଏ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

କଟକ: ଚଳିତମାସ ୨୭ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଓସିଏର ଅନୁବନ୍ଧିତ ସଂଘମାନେ ୨୭ରେ ହେବାକୁ ଥିବା ସ୍ବତନ୍ତ୍ର ସାଧାରଣ ବୈଠକ ଓ ନିର୍ବାଚନ ଲାଗି ଓସିଏକୁ ସେମାନଙ୍କ…
Read More...

ଟେଷ୍ଟ ଓପନର୍‌ ଭାବେ ରୋହିତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୨ରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବେ ରୋହିତ ଶର୍ମା। ଗୁରୁବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଶା ଅନୁସାରେ, ଦଳରୁ…
Read More...

ଆର୍ଯ୍ୟନଙ୍କୁ ବିବାହ ପ୍ରସ୍ତାବ

ମୁମ୍ବଇ: କିଙ୍ଗ ଖାନ୍ ଶାହରୁଖ୍‌ଙ୍କ ବଡ଼ ପୁଅ ହେଲେ ଆର୍ଯ୍ୟନ୍ ଖାନ୍। ଲଣ୍ଡନରେ ପାଠପଢ଼ା ଯଥା ଶୀଘ୍ର ଶେଷ କରି ମୁମ୍ବଇ ଫେରି କ୍ୟାରିୟର ଗଢ଼ିବାକୁ ବ୍ୟତିବସ୍ତ ହେଲେଣି ସେ। ନିକଟରେ ମୁକ୍ତିଲାଭ କରିଥିବା ‘ଦ ଲାୟନ୍…
Read More...

ପୁଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଯୁବକ ଅଟକ

ପିପିଲି: ଗଣେଶ ମେଢ ଭସାଣୀ ଶୋଭାଯାତ୍ରା ବେଳେ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ କେତେକ ମଦ୍ୟପ ଯୁବକ ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି। ସାତଶଙ୍ଖ ବଜାରରେ ଶୁକ୍ରବାର…
Read More...

ଶନିବାର ରାଶିଫଳ

ମେଷ: ଆୟ ଯଥେଷ୍ଟ ପରିମାଣର ହେବ। ସୁ ଖବର ପାଇ ଭାବବିହ୍ବଳ ହୋଇପାରନ୍ତି। ଜ୍ଞାନ ଆହରଣ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ…
Read More...

ଇସ୍ପାତ ଶିଳ୍ପର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର:ଇସ୍ପାତ ଶିଳ୍ପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପାଞ୍ଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ସ୍ୱଦେଶ ଫେରିବା ପରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ…
Read More...

“ମୋ ସରକାର” କାର୍ଯ୍ୟକ୍ରମ ପାଇଁ ତତ୍ପର ଆରକ୍ଷୀ ମହାନିର୍ଦ୍ଦେଶକ : ପୁଣି କଲେ ସମୀକ୍ଷା

କଟକ: ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୁଲିସ…
Read More...

କଲେଜ କ୍ଲାସ୍‍ ରୁମରେ ଲାଗିବ ସିସିଟିଭି

ଭୁବନେଶ୍ୱର: ରାଜ୍ୟର ସମସ୍ତ +୩ କଲେଜର ଣ୍ରେଣୀ ଗୃହରେ ଲାଗିବ ସିସିଟିଭି। ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଲେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ। ଏହି ନିୟମକୁ କଡାକଡି ଭାବେ ପାଳନ…
Read More...

ଫାରୁକ, ଓମାରଙ୍କୁ ଭେଟିବା ପାଇଁ ଦଳୀୟ ନେତାଙ୍କୁ ଅନୁମତି ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ : ନ୍ୟାସନାଲ କନଫରେନ୍ସ (ଏନସି) ନେତାମାନଙ୍କୁ ଅଟକ ଥିବା ଦଳୀୟ ପ୍ରମୁଖ ତଥା ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲାଙ୍କ ସହିତ ସାକ୍ଷାତ ଅନୁମତି ପ୍ରଦାନ କରିବାକୁ…
Read More...

ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କଲା ଇଡ଼ି; ଶିବକୁମାରଙ୍କର ଅଛି ୩୧୭ଟି ବ୍ୟାଙ୍କ ଆକାଉଣ୍ଟ

ବେଙ୍ଗାଲୁରୁ : ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶୁକ୍ରବାର ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛି। ଇଡି ପକ୍ଷରୁ କୋର୍ଟରେ…
Read More...

ଗୋପବନ୍ଧୁ ପାର୍କରେ ଜମୁଛି ଏସଏଚଜି ହାଟ

ଟିଟିଲାଗଡ଼ : ମହିଳା ଗୋଷ୍ଠିଙ୍କୁ ଅଗ୍ରାଧିକାର ସହ ପରିବାରର ସମ୍ବଳ ବୃଦ୍ଧି ନେଇ ରାଜ୍ୟ ସରକାର ଅଗ୍ରାଧିକାର ଦେଇଆସିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ତାଙ୍କ ପଞ୍ଚମ ପାଳିରେ ସମ୍ପୁର୍ଣ୍ଣ ଭାବରେ ମହିଳା…
Read More...

ଶିଶୁ ସମ୍ମୁଖରେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ୨ ପୁଲିସ ଅଧିକାରୀ ନିଲମ୍ବିତ

ମୁମ୍ବଇ : ଟ୍ରାଫିକ ନିୟମ ମାନି ନ ଥିବା ଲୋକଙ୍କ ବିରୋଧରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଏକ ନିର୍ଦଶନ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ଜିଲାରେ ଦେଖିବାକୁ ମଳିଛି। ଦୁଇ ଜଣ ପୁଲିସ କର୍ମଚାରୀ ଏସପି ବୀରେନ୍ଦ୍ର…
Read More...

ମିଳିଲାନି ମଧ୍ୟାହ୍ନ ଭୋଜନ, ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ

ମାଥିଲି : ୪ ଦିନ ହେଲା ମିଳୁନି ମଧ୍ୟାହ୍ନ ଭୋଜନ ଉପାସରେ ରହୁଛନ୍ତି ଛାତ୍ରୀ । ଏପରି ଅଭିଯୋଗ କରି ରାଜରାସ୍ତା କୁ ଓହ୍ଲାଇଲେ ଥିଲେ ଛାତ୍ରୀ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ରାଜରାସ୍ଥରେ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା।…
Read More...

ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବା ନେଇ ସୂଚନା ଦେଲେ ପରିବହନ ସଚିବ ଜି.ଶ୍ରୀନିବାସ। ସଂଶୋଧିତ ମୋଟର ଯାନ ଆଇନ ଲାଗୁ…
Read More...

ଆଇଏନଏକ୍ସ ମିଡିଆ ମାମଲା: ଚିଦମ୍ବରମଙ୍କ ଆତ୍ମସମର୍ପଣ ଆବେଦନ ଖାରଜ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ଆତ୍ମସମର୍ପଣ କରିବା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ କରିଥିବା ଆବେଦନକୁ ଦିଲ୍ଲୀ କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି।…
Read More...

ମାହାଙ୍ଗାରେ ହେଟା ଆତଙ୍କ

ସାଲେପୁର: ମାହାଙ୍ଗା ଥାନା ଅନ୍ତର୍ଗତ କଲ୍ୟାଣପୁର ,ବାସୁଦେବପୁର ଓ ହଂସଦିଆରେ ହେଟା ବାଘକୁ ନେଇ ଆତଙ୍କ ଦେଖା ଦେଇଛି। ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ଅନୁଧ୍ୟାନ କରିବାପରେ ଏହି ଅଞ୍ଚଳରେ ୩ଟି ବନବିଭାଗ ହେଟା ବାଘ…
Read More...

ରାଜୀବ କୁମାରଙ୍କୁ ହାଇକୋର୍ଟଙ୍କ ଝଟକା; ସିବିଆଇ କରିପାରେ ଗିରଫ

କଲକାତା : କଲକତା ହାଇକୋର୍ଟ ଶୁକ୍ରବାର ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବ ପୁଲିସ୍‍ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଲାଗିଥିବା ରୋକକୁ ହଟାଇ ଦେଇଛନ୍ତି।ଏବେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ)…
Read More...

କିନ୍ନର ବାଣ୍ଟିଲେ ସଡକ ସୁରକ୍ଷା ବାର୍ତ୍ତା

ଭୁବନେଶ୍ୱର : କେନ୍ଦ୍ର ସରକାର କରିଥିବା ନୂତନ ମୋଟର ଯାନ ଆଇନ୍‍-୨୦୧୯କୁ ନେଇ ଗାଡ଼ି ଚାଳକମାନଙ୍କୁ ସଚେତନ କରିବାକୁ ଯାଇ ଶୁକ୍ରବାର ଟିଜି ସୁରକ୍ଷା ଟ୍ରଷ୍ଟ ଓ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ତରଫରୁ…
Read More...

ଯୌନ ଶୋଷଣ ମାମଲାରେ ଚିନ୍ମୟାନନ୍ଦଙ୍କୁ ୮ ଘଣ୍ଟା ଜେରା, ଆଶ୍ରମ ସିଲ

ଶାହଜହାଁପୁର : ଶାହଜହାଁପୁର ଆଇନ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗୁରୁବାର ରାତିରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ୮ ଘେଣ୍ଟା ଜେରା କରିଛି। ଏହାସହ ତାଙ୍କ…
Read More...

ନବୀନ ତତ୍ପର – ଶ୍ରୀକ୍ଷେତ୍ର ବିକାଶ ପାଇଁ ନିଯୁକ୍ତ କଲେ ୫ ନୂଆ ଆଇଏଏସ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଜାରି ରହିବା ଏବଂ ସେ ନେଇ ବାଦ ବିବାଦ ପିଛା ଛାଡୁନଥିବା ବେଳେ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବିକାଶ…
Read More...

ରର୍ବଟ ଭଦ୍ରାଙ୍କୁ ଆଶ୍ବସ୍ତି, ବିଦେଶ ଗସ୍ତ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ଶୁକ୍ରବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ବିଚାରପତି…
Read More...

ଦିଲ୍ଳୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଅଧ୍ୟକ୍ଷ ସମେତ ୩ ପଦ ଜିତିଲା ଏବିଭିପି

ନୂଆଦିଲ୍ଲୀ : ଦିଲ୍ଳୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସୟୁ) ୨୦୧୯ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଜିମାତ କରିଛି। ବିଜେପି ସମର୍ଥିତ ଏବିଭିପି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଯୁଗ୍ମ…
Read More...

ଧରାପଡ଼ିଲା ଇମ୍ରାନଙ୍କ ଆଉ ଏକ ମିଛ

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଉ ଏକ ମିଛ ଧରାପଡ଼ିଛି। ଇମ୍ରାନ ଗୁରୁବାର ଦାବି କରିଛନ୍ତି ଯେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଭାରତର ନିଷ୍ପତ୍ତି…
Read More...

ଲଜ୍ଜା! ପାକିସ୍ତାନ ସଂସଦରେ ସାଂସଦଙ୍କ ଧସ୍ତାଧସ୍ତି ଓ ମୁଥା ମରାମରି

ଇସଲାମାବାଦ : ପାକିସ୍ତାନ ସଂସଦରେ ଗୁରୁବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ପାକିସ୍ତାନ ସଂସଦଳ ମିଳିତ ଅଧିବେଶନ ଚାଲିଥବାବେଳେ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଧସ୍ତାଧସ୍ତି ଓ ମୁଥା ମରାମରି ହୋଇଛନ୍ତି ।…
Read More...

ବର୍ଜ୍ୟବସ୍ତୁରେ ମନୋରମ ଉଦ୍ୟାନ

ଫୁଲବାଣୀ: ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ପରିବେଶ ପ୍ରତି ସାଧାରଣରେ ଏକ ଖରାପ ଧାରଣା ରହିଥାଏ। ଡାକ୍ତରଖାନା ପରିସରର ପରିଚ୍ଛନ୍ନତାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ହୁଏ। କେଉଁଠି ଡାକ୍ତରଖାନା ବାରଣ୍ଡାରେ…
Read More...

ପଦ୍ମ ପୁରସ୍କାର ଦୌଡ଼ରେ ୧୧ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ପଦ୍ମ ପୁରସ୍କାର ନିମନ୍ତେ ୧୧ଜଣ କ୍ରୀଡ଼ାବିତ୍‌ଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସୁପାରିସ କରିଥିବା ଜଣାପଡ଼ିଛି। ପଦ୍ମଶ୍ରୀ ପୁରସ୍କାର ପାଇଁ…
Read More...

ଦୀପାବଳିରେ ମୁକ୍ତିଲାଭ କରିବ ‘ମେଡ୍ ଇନ୍ ଚାଇନା’

ମୁମ୍ବଇ: ମିଖିଲ୍ ମୁସାଲେ ନିର୍ଦେଶିତ ‘ମେଡ୍ ଇନ୍ ଚାଇନା’ ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ, ମୌନି ରାୟ ଓ ବୋମନ୍ ଇରାନି ଅଭିନୟ…
Read More...

ଶ୍ରୀଲଙ୍କା ଦଳକୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ : ପିସିବି

କରାଚି : ଶ୍ରୀଲଙ୍କା କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇ ଦିନିକିଆ ଓ ଟ୍ବେଣ୍ଟି-୨୦ ସିରିଜ୍‌ ଖେଳିବାକୁ ଥିବା ବେଳେ ଏହି ସିରିଜ୍ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପାକିସ୍ତାନରେ ଉପଯୁକ୍ତ ସୁରକ୍ଷା ମିଳିବା…
Read More...

୨୪ଘଣ୍ଟା ପରେ କମିବ ବର୍ଷା ପ୍ରକୋପ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଉପକୂଳ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ହେବା ସହିତ ଗତ ୪୮ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି।…
Read More...

ଏକ କୋଟିର ଗଞ୍ଜେଇ ସହ ୪ ଗାଡି ଜବତ, ୪ ଗିରଫ

ସୋରଡା: ବଡ଼ଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ଗଜପତି ଜିଲାରୁ ବାହାରକୁ ଚାଲାଣ ହେଉଥିବା ବେଳେ ୨ଟି ମିିନିଟ୍ରକ ଓ ୨ଗୋଟି କାର ସହ ପ୍ରାୟ ୩ଟନ୍ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧କୋଟିରୁ ଊର୍ଦ୍ଧ୍ବ…
Read More...

କୋହଲିଙ୍କ ଟ୍ବିଟ୍‌ ପରେ ଚର୍ଚ୍ଚା ଜୋର୍‌ ଧରିଲା; ଧୋନି ନେବେ ଅବସର !

ନୂଆଦିଲ୍ଲୀ: ପୁଣିଥରେ ମହେନ୍ଦ୍ର ସିଂହ ଧୋନିଙ୍କର ଅବସର ଚର୍ଚ୍ଚା ଜୋରଧରିଛି। ଗୁରୁବାର ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ଟ୍ବିଟ୍ କରିବା ପରେ ଧୋନି ଖୁବ୍‌ ଶୀଘ୍ର ଅବସର ନେବାକୁ ଯାଉଛନ୍ତି ବୋଲି…
Read More...

ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: କଲମକୁ ପାଥେୟ କରି ବୃତ୍ତିଗତ ଜୀବନକୁ ଏକ ନୂଆ ପରିଚୟ ଦେବା ନେଇ ଶେଷ ପର୍ଯ୍ୟନ୍ତ ସେ ଜାରି ରଖିଥିଲେ ସଂଗ୍ରାମ। ମାନବିକ ମୂଲ୍ୟବୋଧ ଓ ସାମାଜିକ ଉତ୍ତରଦାୟିତ୍ବକୁ ନେଇ ସାମ୍ବାଦିକତାକୁ ଉତ୍କର୍ଷରେ…
Read More...

ଶେଷ ସପ୍ତାହରେ ଆସିବେ ଶାହା

କଲକାତା : ପଶ୍ଚିମବଙ୍ଗର ସାଂଗଠନିକ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ବିଜେପି ସଭାପତି ଅମିତ ଶାହା ଚଳିତମାସ ଶେଷ ସପ୍ତାହରେ କଲକାତା ଆସିବେ ବୋଲି ଦଳର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନାଡ୍ଡା କହିଛନ୍ତି। ଏହି…
Read More...

ଶୁକ୍ରବାର ରାଶିଫଳ

ମେଷ: ତରବର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ। ସୁଖ ମିଳିବ। ସମ୍ମାନିତ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ଯାନବାହନ ସୁଖ ମିଳି ପାରେ କୀର୍ତ୍ତିମାନ୍‍ ହେବେ। ଗୁଣବାନ୍‍ ହେବେ। ପ୍ରସନ୍ନତା ଲାଭ…
Read More...

ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ୍‍ ହେବ – ଧର୍ମେନ୍ଦ୍ର ପ୍ରଧାନ

କତାର/ଭୁବନେଶ୍ୱର – ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍‍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର…
Read More...

ମୁଜାଫରପୁର ଆଶ୍ରୟଗୃହ ମାମଲା: ୮ ଅନ୍ତେବାସିନୀଙ୍କୁ ପରିବାର ସହ ପୁର୍ନମିଳିନ ନିର୍ଦେଶ

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟଗୃହର ମୋଟ ୪୪ ଅନ୍ତେବାସିନୀଙ୍କ ମଧ୍ୟରୁ ୮ ଜଣଙ୍କୁ ସେମାନଙ୍କ ପରିବାର ସହିତ ପୁର୍ନମିଳିନ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବିହାର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏମାନଙ୍କୁ…
Read More...

ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ସିବିଆଇର ଜବାବ ଲୋଡିଲେ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଗୁରୁବାର ଆଇଏନଏକ୍ସ ମିଡିଆ ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ସିବିଆଇର ଜବାବ ଲୋଡିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ…
Read More...

ଲଦାଖରେ ଚୀନ-ଭାରତ ସୈନ୍ୟ ମଧ୍ୟରେ ସଂଘର୍ଷ, ଘଣ୍ଟାଏ ପର୍ଯ୍ୟନ୍ତ ଠେଲା-ପେଲା

ନୂଆଦିଲ୍ଲୀ : ଲଦାଖ ସୀମାରେ ପୁଣି ଥରେ ଭାରତ ଓ ଚୀନ ସେନା ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି ଓ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଠେଲା-ପେଲା ହୋଇଛି। ପୂର୍ବ ଲଦାଖରେ ବୁଧବାର ଏହି ଘଟଣା ଘଟିଛି। ପାଙ୍ଗୋଙ୍ଗ…
Read More...

କେନ୍ଦ୍ର ଉପରେ ବର୍ଷିଲେ ସୋନିଆ ଗାନ୍ଧୀ; କହିଲେ- ଜନାଦେଶର ଦୁରୁପଯୋଗ କରୁଛନ୍ତି ସରକାର

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଉପରେ ବର୍ଷିଛନ୍ତି। ବିଜେପି ପ୍ରତିଶୋଧର ରାଜନୀତି କରୁଛି ବୋଲି ସୋନିଆ ଅଭିଯୋଗ…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟୋବର ୨ରୁ ଆରମ୍ଭ ହେଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ନିମନ୍ତେ ଗୁରୁବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଶା ଅନୁଯାୟୀ ଘୋଷିତ ଦଳରୁ କେଏଲ…
Read More...

ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପ୍ରସ୍ତୁତ : ବିପିନ ରାୱତ

ଅମେଠି : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ପାକିସ୍ତାନ ଦ୍ୱାରା ଭାରତ ବିରୋଧରେ ଚଲାଯାଇଥିବା ଦୁଷ୍ପ୍ରଚାର ମଧ୍ୟରେ ଗୁରୁବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଏକ ବଡ଼ ବୟାନ ଦେଇଛନ୍ତି। ଜେନେରାଲ…
Read More...

ରାଞ୍ଚିରେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କଲେ ମୋଦୀ; କହିଲେ ଏହା ଟ୍ରେଲର, ଫିଲ୍ମ ବାକି ଅଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ କୃଷକଙ୍କ ପେନସନ ପାଇଁ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଏବଂ…
Read More...

ମାନ୍ଦା ଆର୍ଥନୀତିକୁ ସୁଧାରିବା ପାଇଁ ମନମୋହନ ସିଂହଙ୍କ ୫ଟି ପରାମର୍ଶ

ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ମନମୋହନ ସିଂହ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ମାନ୍ଦା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ୫ଟି ପଦକ୍ଷେପ ନେବାକୁ…
Read More...

କରତାରପୁର କରିଡର: ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ନେବ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନ କରତାରପୁରରେ ଦରବାର ସାହିବ ଗୁରୁଦ୍ୱାର ଯିବାକୁ ଇଚ୍ଛୁକ ପ୍ରତି ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା (୨୦ ଡଲାର) ସେବା ଶୁଳ୍କ ନେବ। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଡ. ମୋହମ୍ମଦ ଫୈଜଲ…
Read More...

‘କୁଲି ନମ୍ୱର -୧’ ଟିମର ଭୁରିଭୁରି ପ୍ରଶଂସା କଲେ ମୋଦୀ

ମୁମ୍ୱାଇ: ବରୁଣ ଧାଓ୍ୱନ ଏବଂ ସାରା ଅଲ୍ଲି ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କୁଲି ନମ୍ୱର -୧’ର ପ୍ରଥମ ଭାଗ ଶୁଟିଂ ଶେଷ ହୋଇଛି । ନିକଟରେ ‘କୁଲି ନମ୍ୱର -୧’ର ଟିମ୍ ପ୍ଲାଷ୍ଟିକ ମୁକ୍ତ ହେବା ନେଇ ବରୁଣ ସାମାଜିକ…
Read More...

ବିଦ୍ୟାଳୟରେ ହେବ ଅହିଂସା ମନ୍ତ୍ର ପ୍ରତିଯୋଗିତା

ଭୁବନେଶ୍ୱର: ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସମସ୍ତ ବିଦ୍ୟାଳୟରେ ଗାନ୍ଧୀଜୀଙ୍କ ଅହିଂସା ମନ୍ତ୍ର ଉପରେ ବକ୍ତୃତା ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ଅୟୋଜନ କରିବାକୁ ରାଜ୍ୟ ସରକାର ନିର୍ଦେଶ…
Read More...

ଷ୍ଚ୍ରେଚରରେ ବୁହାହେଲେ ଗର୍ଭବତୀ, ଅଧା ବାଟରେ ପ୍ରସବ

ଜଗତସିଂହପୁର: ଜଗତସିଂହପୁର ଜିଲା ନେହୁଳିଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଚଉଡ଼ା ରାସ୍ତା ନ ଥିବାରୁ ଆମ୍ୱୁଲାନ୍ସ ଗାଁ ଭିତରକୁ ଆସିପାରିନାହିଁ । ଫଳରେ ବାଧ୍ୟ ହୋଇ ପରିବାର ଲୋକେ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୧ ମୃତ, ୧ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗା ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କର…
Read More...

ସଫଳ ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ସମ୍ବର୍ଦ୍ଧନା

କଟକ: ବିଭିନ୍ନ ସମୟରେ ଉଚ୍ଚ କୋଟିର ତଦନ୍ତକରି ଘଟଣାର ପ୍ରକୃତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ସିଦ୍ଧହସ୍ତ ଥିବା ପୁଲିସ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ତଥା ଆଗକୁ ଏମିତି ଉଚ୍ଚକୋଟିର ତଦନ୍ତ କରିବାକୁ ଆଗଭର…
Read More...

ଜଳସଂକଟ ଓ ପ୍ରତିକାର

କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେଖିବାକୁ ମିଳିଥିଲା - “ବୁଢ଼ାବାପା ନଦୀରେ ପାଣି ଦେଖୁଥିଲେ, ବାପା କୂଅରେ ପାଣି ଦେଖିଲେ, ଆମେ ଟ୍ୟାପ୍‍ରେ ପାଣି ଦେଖିଲୁ, ଆମ ପିଲାମାନେ ବୋତଲରେ ପାଣି…
Read More...

ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ:୪୮ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ରହିଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ଅଧିକାଂଶ ଜିଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପଶ୍ଚିମବଙ୍ଗ ଉପକୂଳ ଏବଂ ଏହାର ପାର୍ଶ୍ବବର୍ତ୍ତୀ…
Read More...