www.samajalive.in
Tuesday, December 9, 2025
16.1 C
Bhubaneswar

ଶଗଡ଼ରେ ଗଲାବେଳେ କିରଣ ବେଦୀଙ୍କ ଫୋନ୍‌ ହଜିଗଲା

ପୁଡୁ‌େ‌ଚରି: ଶଗଡ଼ରେ ଯାଉଥିବାବେଳେ ପୁଡୁଚେରି ଉପ-ରାଜ୍ୟପାଳ କିରଣ ବେଦୀଙ୍କ ଦାମୀ ଆଇ-ଫୋନ୍‌ (ମୋବାଇଲ ଫୋନ୍‌) ହଜିଯାଇଥିବାବେଳେ ପରେ ଏହାକୁ ଠାବ କରାଯିବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ‘ସବୁଜ ପୁଡୁଚେରି’ ଅଭିଯାନରେ ବାହାରିଥିବା ବେଦୀ ଶନିବାର ବହୁର ଲେକ୍‌ ଅଞ୍ଚଳରେ ଗାଡ଼ିରେ ଯାଉଥିବାବେଳେ ଖରାପ ରାସ୍ତା ଯୋଗୁଁ ତାଙ୍କ ଆଇ-ଫୋନ୍‌ ଖସି ପଡ଼ିଥିଲା। ବେଦୀ ଏହାକୁ ନ ପାଇବାରେ ଅନ୍ୟ ଏକ ଫୋନ୍‌ରେ ସେଥିରେ ଥିବା ନମ୍ବରକୁ ଡାଏଲ କରିଥିଲେ। ଫୋନ୍‌ ରିଂ ଶୁଣି ଲୋକେ ଏହାକୁ ଠାବ କରିଥିଲେ ଓ ଗୋଟାଇ ଆଣି ବେଦୀଙ୍କୁ ଦେଇଥିଲେ। ତଳେ ପଡ଼ିବା ପରେ ଏହା ଉପରେ କେହି ଚଢ଼ି ଯାଇଥିବାରୁ ଫୋନ୍‌ଟି କିଛି ପରିମାଣରେ ଭାଙ୍ଗିଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories