ବିଦ୍ୟୁତ ଆଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ

0

ବ୍ରହ୍ମପୁର : ଖଲିକୋଟ ବ୍ଲକ ଅନ୍ତର୍ଗତ ବାକୁଟୁ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ।  ବିଦ୍ୟୁତ ଆଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି ।

prayash

ସୂଚନା ଅନୁଯାୟୀ, ଘରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଛି । ଛିଣ୍ଡି ପଡ଼ିଥିବା ତାରକୁ ସଜାଡ଼ିବାକୁ ଯାଇ ପ୍ରଥମେ ପୁଅର ମୃତ୍ୟୁ ଘଟିଥିଲା । ପୁଅକୁ ବଞ୍ଚାଇବାକୁ ଯାଇ ମାଆ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଘଟଣା ସ୍ଥଲରେ ଉଭୟଙ୍କ ମୃତ୍ୟୁ ଘଟିଛି ।

kalyan agarbati
Leave A Reply