ଟ୍ରେନ ଧକ୍କାରେ ଶତାଧିକ ଛେଳିଙ୍କ ମୃତ୍ୟୁ

0

ବ୍ରହ୍ମପୁର :  ବ୍ରହ୍ମପୁରଜିଲା ଖଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗୁରାପଲ୍ଲୀ ଗାଁ ନିକଟରେ ଗୁରୁବାର ଏକ ଟ୍ରେନ ଧକ୍କାରେ ୧୦୦ରୁ ଉର୍ଦ୍ଧ୍ୱ ଛେଳିଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ୨ଟି ଗୋଠ ଛେଳି ରେଳ ଧାରଣା ଅତିକ୍ରମ କରୁଥିବାବେଳେ ଫାଲୁକନାମ ଟ୍ରେନ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ  ୧୦୦ରୁ ଉର୍ଦ୍ଧ୍ୱ ଛେଳିଙ୍କର ମୃତ୍ୟୁ ଘଟିଛି ।

Leave A Reply