ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ଥ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜୋତା, ଡ୍ରେସ ଓ ପରିଚୟପତ୍ର ମିଳିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବୁଧବାର ସୂଚନା ଦେଇଛନ୍ତି। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏଭଳି ଘୋଷଣା କରିଛନ୍ତି। ପୂର୍ବରୁ କେବଳ ବିପିଏଲ ଅନ୍ତର୍ଗତ ଛାତ୍ରଛାତ୍ରୀମାନଙ୍କୁ ଜୋତା ସହ ଡ୍ରେସ ମିଳୁଥିଲାବେଳେ ଏବେ ସମସ୍ଥ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।
Popular Categories



