ମହିଳା ସ୍ନାତକ କଲେଜରେ ଯୋଗ ଶିବିର

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ ସ୍ନାତକ ମହିଳା କଲେଜରେ ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ମଙ୍ଗଳବାର ଏକଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଯୋଗ…
Read More...

ମହିଳା କନିଷ୍ଠ କଲେଜରେ ସଚେତନତା କାର୍ଯ୍ୟକ୍ରମ

ଆଠଗଡ଼: ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଯୋଜନାର ଅଂଶ ବିଶେଷ ଭାବେ ମଙ୍ଗଳବାର ନାରୀ ନିର୍ଯ୍ୟାତନା, ବାଲ୍ୟ ବିବାହ ଓ ଯୌତୁକ ବିରୋଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ବଦଳିଲେ ବିବାଦୀୟ କେଭି ଅଧକ୍ଷ ଡ଼. ପ୍ରଶାନ୍ତ ଷଡ଼ଙ୍ଗୀ

ସମ୍ବଲପୁର: କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ସମ୍ବଲପୁର ର ବିବାଦୀୟ ଅଧକ୍ଷ ଡ଼. ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ବଦଳିଲେ। ପ୍ରଶାସନିକ ଆଧାରରେ କେନ୍ଦ୍ରୀୟ ବିଦ୍ୟାଳୟ ରାଇଗଡ଼କୁ ବଦଳି କରାଯାଇଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ…
Read More...

ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟରେ ସାମିଲ ହେବେ ସମ୍ବଲପୁରର ନୃତ୍ୟାଙ୍ଗନା

ସମ୍ବଲପୁର: ସମ୍ବଲପୁର କଳା ପରିଷଦର ନୃତ୍ୟାଙ୍ଗନା ମାନେ ଆର୍ନ୍ତଜାତୀୟ ଓଡିଶୀ ନୃତ୍ୟରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କଳା ପରିଷଦର ସାଇମନ ସ୍ୱାଇଁ ଓ ଅନ୍ୱେଷା ସ୍ୱାଇଁ ଭୁବନେଶ୍ୱର ଠାରେ ଆସନ୍ତା…
Read More...

ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟିରୁ ଅଧିକ ବନ୍ଧକ ମୁକ୍ତ ଋଣ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶରେ ମହିଳା ଉଦ୍ୟୋଗୀଙ୍କୁ ପୂର୍ବ ଅପେକ୍ଷା ଅଧିକ ସମର୍ଥନ ଦିଆଯାଉଛି। ମହିଳାମାନେ ମୁଦ୍ରା ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ମୁଖ୍ୟ ହିତାଧିକାରୀ ବୋଲି ଏକ…
Read More...

ବିଶ୍ୱ ଅର୍ଥନୀତିକୁ ସାହାଯ୍ୟ କରୁଛି ଭାରତୀୟ ଅର୍ଥନୀତି

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି କେବଳ ନାଗରିକଙ୍କୁ ସାହାଯ୍ୟ କରୁନାହିଁ ବରଂ ବିଶ୍ୱ ଅର୍ଥନୀତିକୁ ମଧ୍ୟ ସାହାଯ୍ୟ କରୁଛି। ଭାରତକୁ ତାରକା ପ୍ରଦର୍ଶନକାରୀ…
Read More...

ବିଶ୍ୱ ଅର୍ଥନୀତି ପାଇଁ ସବୁଜ ଏବଂ ସ୍ଥାୟୀ ବିକାଶ ଏଜେଣ୍ଡା ପ୍ରକାଶିତ

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ନୂଆଦିଲ୍ଲୀରେ ଜି -୨୦ ଶେର୍ପା ଅମିତାଭ କାନ୍ତ ଏବଂ ଏନଆଇଟି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀଙ୍କ ଉପସ୍ଥିତିରେ ବିଶ୍ୱ ଅର୍ଥନୀତି ପାଇଁ ସବୁଜ ଏବଂ…
Read More...

ସଂସଦରେ ଅଚଳାବସ୍ଥା – ବୁଧବାର କଂଗ୍ରେସ ସଂସଦୀୟ ଦଳର ବୈଠକ

ଡେସ୍କ: ଆସନ୍ତାକାଲି ସକାଳେ କଂଗ୍ରେସ ସଂସଦୀୟ ଦଳର ବୈଠକ ସକାଳ ୯:୩୦ରେ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସଂସଦର ସୁରକ୍ଷା ଲ୍ଲଂଘନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ…
Read More...

ସଂସଦ ଅଚଳ – ଅଧ୍ୟକ୍ଷଙ୍କ ସୁଆଙ୍ଗ କଲେ ନିଲମ୍ବିତ ସାଂସଦ, ରେକର୍ଡ କଲେ ରାହୁଲ

ଡେସ୍କ: ଲୋକସଭାରେ ସୁରକ୍ଷା ସମସ୍ୟା ଏବଂ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ନେଇ ଆଜି ସଂସଦର ଉଭୟ ଗୃହରେ ବ୍ୟାଘାତ ଜାରି ରହିଛି। ଏଥିପାଇଁ ରାଜ୍ୟସଭାକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ…
Read More...

ଚାଲିଛି ଆଇପିଏଲ୍ ୨୦୨୪ ନିଲାମ, ସବୁଠୁଁ ଆଗରେ ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ

ଡେସ୍କ: ଦୁବାଇର କୋକାକୋଲା ଆରେନାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ନିଲାମ ଚାଲିଛି। ବିଶ୍ୱକପ ତାରକା ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ଏହି ନିଲାମରେ ସବୁଠୁଁ ଆଗରେ ରହିଛନ୍ତି। ସେମାନେ ଆଇପିଏଲ୍…
Read More...

ପାକିସ୍ତାନରେ ସାଧାରଣ ନିର୍ବାଚନ, ୧୨ କୋଟି ଟପିଲା ଭୋଟର ସଂଖ୍ୟା

ଡେସ୍କ: ଆସନ୍ତା ସାଧାରଣ ନିର୍ବାଚନରେ ପାକିସ୍ତାନର ୧୨.୮୫ କୋଟିରୁ ଅଧିକ ଲୋକ ଭୋଟ୍ ଦେବେ ଯେଉଁଥିରେ ୬.୯୨ କୋଟିପୁରୁଷ ଭୋଟର ଏବଂ ୫.୯୩ କୋଟି ମହିଳା ଭୋଟର ଅଛନ୍ତି। ପାକିସ୍ତାନ ନିର୍ବାଚନ ଆୟୋଗ ପକ୍ଷରୁ ଏହି ସୂଚନା…
Read More...

ଚୀନରେ ୬.୨ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପ, ୧୧୮ ମୃତ

ଡେସ୍କ: ଚାଇନାର ଉତ୍ତର-ପଶ୍ଚିମ ଅଂଚଳର ଗଣସୁ ଏବଂ ଇଙ୍ଗାଇରେ ୬.୨ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପ ପରେ ୧୧୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଭୂକମ୍ପରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ସେଠାକାର ଗଣମାଧ୍ୟମ…
Read More...

ମହାରାଷ୍ଟ୍ର ନାଗପୁରରେ ଏକ ସୌର ଶିଳ୍ପରେ ବିସ୍ଫୋରଣ, ୯ ମୃତ

ଡେସ୍କ: ଆଜି ମହାରାଷ୍ଟ୍ରର ନାଗପୁରର ଏକ ସୌର ଶିଳ୍ପରେ ବିସ୍ଫୋରଣ ଘଟି ୬ ଜଣ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ଘଟଣା ସମ୍ପର୍କରେ ସୂଚନା ଦେଇ ନାଗପୁରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
Read More...

କୁଏତର ଅମୀରଙ୍କ ଦେହାନ୍ତ, ଆଜି ରାଷ୍ଟ୍ରୀୟ ଶୋକ

ଡେସ୍କ: କୁଏତର ଅମୀର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ସମ୍ମାନାର୍ଥେ ସରକାର ଆଜି ସାରା ଦେଶରେ ଶୋକ ଦିବସ ଘୋଷଣା କରିଛନ୍ତି। ଗତକାଲି କୁଏତର ଅମୀରଙ୍କ ଦେହାନ୍ତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ…
Read More...

ଆତଙ୍କବାଦୀ ବୁଖାରୀ ଘଟଣାରେ ତଦନ୍ତରେ ସହଯୋଗ କରିବ ଏନଆଇଏ

ଡେସ୍କ: ଯାଜପୁରରୁ ସଂଦିଗ୍ଧ ଆତଙ୍କୀ ସୟଦ ଇସାନ ବୁଖାରୀ ଧରା ପଡିବା ପରେ ତଦନ୍ତ ପ୍ରକ୍ରିୟାକୁ ଆଗେ ନେବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା - ଏନଆଇଏ ସହଯୋଗ କରିବ। ଏବେ ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚର…
Read More...

୧୯ରେ ବସିବ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

ଭୁବନେଶ୍ୱର: ଚଳିତ ମାସ ୧୯ରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ଦ୍ବିତୀୟମହଲା ସଭାକକ୍ଷରେ ଅପରାହ୍ଣ ୫ଟାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ…
Read More...

ବଢୁଛି ଶୀତ, ୧୦ ଡିଗ୍ରୀ ତଳେ ୧୧ ସହର

ଡେସ୍କ: ରାଜ୍ୟବ୍ୟାପୀ ପ୍ରବଳ ଶୀତ ଲହରି ଅନୁଭୂତ ହେଉଛି। ଶନିବାର ରାତିରେ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀରେ ସର୍ବନିମ୍ନ…
Read More...

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଦିଆଯିବ ନିଟ୍‌ ଓ ଜେଇଇ ପ୍ରଶିକ୍ଷଣ

ଡେସ୍କ: ରାଜ୍ୟ ସରକାର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନରେ ନିଟ୍ ଏବଂ ଜେଇଇ କୋଚିଂ ଉପଲବଧ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି କୋଚିଂ ମାଗଣାରେ ଦିଆଯିବ। ଏହି କୋଚିଂ ପାଇଁ ରାଜ୍ୟର ୪୦…
Read More...

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମର କେଶରୀ ବାଗଙ୍କ ପୁଅ ଚାଷୀ ଚମରୁ ବାଗ (୪୯) କୀଟନାଶକ ପାନ କରି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟାରେ ସେ ବିଷପାନ କରିଥିବା ଜଣା ପଡିବା ପରେ…
Read More...

ସ୍ମାର୍ଟସିଟିରେ ବ୍ୟାପୁଛି ଝାଡ଼ାବାନ୍ତି, ୩ ଦିନରେ ୫ ମୃତ

ଡେସ୍କ: ରାଉରକେଲା ସ୍ମାର୍ଟସିଟିରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୪୮ଘଣ୍ଟା ମଧ୍ୟରେ ଝାଡ଼ାବାନ୍ତରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୧୬ରୁ ଅଧିକ ଆକ୍ରାନ୍ତ ହୋଇ…
Read More...

ନେଉଳପୁର ଜ୍ବାଇଁ – ଆତଙ୍କବାଦୀ ପ୍ରେମରେ ଉଚ୍ଚଶିକ୍ଷିତା ଯୁବତୀ

ଡେସ୍କ: ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ଈଶାନ୍‌ ବୁଖାରୀ ଫେସ୍‌ବୁକ୍‌ ଜରିଆରେ ସେଠାକାର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଜଣାପଡିଛି। ସମ୍ପୃକ୍ତ ଯୁବତୀ…
Read More...

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି, ତଦନ୍ତ ଆରମ୍ଭ

ସାକ୍ଷୀଗୋପାଳ: ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରିରେ ଚୋରି ହୋଇଛି। ଚୋର ମାନେ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି…
Read More...

ବିଡ଼ମ୍ବିତ ମାତୃତ୍ବ

ଶ୍ରୀ ଶଙ୍କରଙ୍କ ଅବତାର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମାତୃବନ୍ଦନାରେ କହିଲେ, ‘କୁପୁତ୍ରୋ ଜାୟତେ କ୍ବଚିଦପି କୁମାତା ନ ଭବତି।’ କୁପୁତ୍ର ଜନ୍ମ ହୋଇପାରେ, ମାତା କେମିତି କୁମାତା ହେବ? ଆଉ ବି କୁହାଯାଇଛି, ‘ଜନନୀ…
Read More...

ଶ୍ରମରେ ବିକାଶ, ଆଳସ୍ୟରେ ବିନାଶ

ଶ୍ରମ ହେଉଛି କୃତିତ୍ବ ହାସଲ କରିବାର ଉତ୍କୃଷ୍ଟ ପ୍ରଣାଳୀ। ପ୍ରତ୍ୟେକ ଜୀବନ୍ତ ସୃଷ୍ଟି ବା ପ୍ରାଣୀ ଏ ଜଗତରେ କାମ କରିଥାନ୍ତି। ପଶୁ, ପକ୍ଷୀ, କୀଟ ପତଙ୍ଗ ଓ ପ୍ରତ୍ୟେକ ଜୀବନ୍ତ ପ୍ରାଣୀ କାମ କରି ପେଟ ପୋଷିଥାନ୍ତି। ଏହା…
Read More...

କେତେ ଘରୁଆ ଗଲେଣି ରହିଛି ଘର

ଆମେରିକାରେ ସ୍ଥାୟୀ ବାସିନ୍ଦା ଭାବେ ଦୀର୍ଘ ପଚାଶ ବର୍ଷ ଧରି ବସବାସ କରି ରହିଥିବା ସ୍ୱନାମଧନ୍ୟ ଡାକ୍ତର ବୀରେନ୍‍ ବାବୁ (ଛଦ୍ମନାମ) ବିଗତ ଚାରି ବର୍ଷ ଧରି କରୋନା ସମୟ ଓ ତା’ ପୂର୍ବରୁ ୨ ବର୍ଷକୁ ମିଶାଇ ଗତ ୬ ବର୍ଷ…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଡେସ୍କ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଜୋହାନ୍ସବର୍ଗରେ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଖେଳାଯିବ। ଟି୨୦ ଶୃଙ୍ଖଳା ବରାବରରେ ଶେଷ ହେବା ପରେ ଏବେ…
Read More...

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ମହମ୍ମଦ ସାମି ବାଦ୍‌

ଡେସ୍କ: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରୁ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ବାଦ୍‌ ପଡ଼ିଛନ୍ତି। ବିସିସିଆଇର ଡାକ୍ତରୀ ଦଳ ସାମିଙ୍କୁ ଖେଳିବା ପାଇଁ ଅନୁମତି ଦେଇନାହିଁ। ଅନ୍ୟପକ୍ଷରେ…
Read More...

ଦିନା ୧୧ଟା – ମୁଖ୍ୟ ସମ୍ବାଦ

(୧) ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସଇଦ ଇଶାନ ବୁଖାରୀ - ଆଇଏସଆଇ ଲିଙ୍କ୍ ନେଇ ଚାଲିଛି ତନାଘନା (୨) କରୋନା - କେରଳରେ ଚିହ୍ନଟ ହେଲା କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ…
Read More...

କେମିତି କଟିବ ଚଳିତ ସପ୍ତାହ (ଡିସେମ୍ବର ୧୭-୨୩)

ମେଷ: ରବିବାର ଅଯଥା ଚିନ୍ତାଗ୍ରସ୍ତ ହେବେ। ଅସୁସ୍ଥତା ଦେଖାଦେଇପାରେ। ସୋମବାର ଓ ମଙ୍ଗଳବାର ସମ୍ବେଦନଶୀଳ ହେବେ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ। ଆର୍ଥିକ ଚିନ୍ତା ଦୂର ହେବ। ନୂତନ…
Read More...

ଆଗ ଅନୁମତି, ତାପରେ ପାଠପଢ଼ା ନ ହେଲେ ବାତିଲ ହେବ ଡିଗ୍ରୀ – ୟୁଜିସିର କଡା ନିର୍ଦ୍ଦେଶ

ଡେସ୍କ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ - ୟୁଜିସିର ପୂର୍ବ ଅନୁମୋଦନ ନ ଥିଲେ କୌଣସି ବିଦେଶୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଭାରତରେ କୌଣସି ପାଠ୍ୟକ୍ରମ ଚଳାଇ ପାରିବ ନାହିଁ। ଏକ ସୋସିଆଲ ମିଡିଆ ପୋଷ୍ଟରେ ୟୁଜିସି ଅଧ୍ୟକ୍ଷ…
Read More...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୫୯ଟି ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର…
Read More...

ଓମାନର ସୁଲତାନଙ୍କ ସହ ଆଲୋଚନା କଲେ ମୋଦୀ, ଆତଙ୍କବାଦ ପ୍ରମୁଖ ବିଷୟ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଓମାନର ସୁଲତାନ ହୈଥମ ବିନ ତାରିକଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ପରିବହନ, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟା ଭଳି ବିଷୟ…
Read More...

ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ – ରେଳମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରେଳବାଇରେ ରୂପାନ୍ତରଣ କାର୍ଯ୍ୟ ଜୋରସୋରରେ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗତକାଲି ୬୮ତମ କେନ୍ଦ୍ରୀୟ ରେଳ ସପ୍ତାହ କାର୍ଯ୍ୟକ୍ରମରେ…
Read More...

ବ୍ୟାଙ୍କ ପରିଚାଳକଙ୍କ ଦୁର୍ବ୍ୟବହାର, ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଲେ ଚାଷୀ

ଟିଟିଲାଗଡ଼: ଚାଷୀଙ୍କୁ ବହୁ ପ୍ରତୀକ୍ଷା ପରେ ରିହାତିରେ ଗଭୀର ନଳକୂପ ଖୋଲିବା ପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତି। ତେବେ ଯୋଜନାରେ ଲାଭପ୍ରଦ ହେବା ନେଇ ଚାଷୀ ଆତୁର ହୋଇ ପଡ଼ିଥିବା ବେଳେ ପ୍ରଶାସନର ଚିରାଚରିତ ଅବହେଳା…
Read More...

ଟେଲି ଆଇନ ସେବାରେ ୬୨ ଲକ୍ଷ ଉପକୃତ, ଓଡିଶାରୁ ୨ ଲକ୍ଷ ୩୯ ହଜାର

ଡେସ୍କ: ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ନିଃଶୁଳ୍କ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୦୧୭ରେ ଆରମ୍ଭ ହୋଇଥିବା ଟେଲି-ଆଇନ ସେବା ସଫଳତା ହାସଲ କରୁଛି। ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଉତ୍ତରରେ ଆଇନ ରାଷ୍ଟ୍ରମନ୍ତ୍ରୀ…
Read More...

ବିଚାର ଅପେକ୍ଷାରେ ୫ କୋଟିରୁ ଅଧିକ ମାମଲା, ନିରୀକ୍ଷଣ ବ୍ୟବସ୍ଥାକୁ ଦାୟୀ କଲେ ମନ୍ତ୍ରୀ

ଡେସ୍କ: ଦେଶରେ ବିଚାର ଅପେକ୍ଷାରେ ୫ କୋଟି ୮ ଲକ୍ଷ ୮୫ ହଜାର ୮୫୬ଟି ମାମଲା ରହିଛି। ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ହେଉଥିଲେ ମଧ୍ୟ ବିଚାରାଧୀନ ମାମଲା ସଂଖ୍ୟା କିଭଳି ହ୍ରାସ ପାଇବ, ସେ ନେଇ କୌଣସି ଏକ…
Read More...

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ଓ ଖେଳ ପ୍ରତିଯୋଗିତାର ଶୁଭ ଉଦଘାଟନ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ…
Read More...

ଦୁର୍ଦ୍ଦାନ୍ତ ଅପରାଧି ଟିନା ଓ ଦୁଇ ସହଯୋଗୀ ଗିରଫ, ବନ୍ଧୁକ ଜବତ

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇବା ଓ ଗାଡି ଉପରକୁ ବୋମା ପକାଇବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସେକ୍‌‌ ଅବଦୁଲ ଅଜିମ୍‌‌ (ଟିନା) ଓ ତାର ୨ ସହଯୋଗୀଙ୍କୁ ଗିରଫ କରାଯାଇ ହାଜତ ଚାଲାଣ…
Read More...

ଧବଳେଶ୍ୱର ମହାମଣ୍ଡଳର ସଂକୀର୍ତ୍ତନ ଓ ଗ୍ରାମ ପରିକ୍ରମା

ଗୁରୁଡ଼ିଝାଟିଆ: ଧବଳେଶ୍ୱର ସଂକୀର୍ତ୍ତନ ମହାମଣ୍ଡଳର ନଗର ପରିକ୍ରମା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ପ୍ରଭୂ ଧବଳେଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସଂକୀର୍ତ୍ତନ ମହାମଣ୍ଡଳର ସଦସ୍ୟମାନେ ମଞ୍ଚେଶ୍ୱର,…
Read More...

ଅଗ୍ନି ବିପନ୍ନଙ୍କୁ ସହାୟତା

ଗୁରୁଡ଼ିଝାଟିଆ: କୋତର ଅନୁସୂଚିତ ଜନଜାତି ସାହିରେ ଅଗ୍ନି ବିପନ୍ନ ୨ ପରିବାରକୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭେଟି ସହାୟତା ପ୍ରଦାନ କରିବା ସହିତ ସରକାରୀ ସହାୟତା ପ୍ରଦାନ ପାଇଁ…
Read More...

ଶାରୀରିକ ଶିକ୍ଷା ଶିକ୍ଷକ ନିଯୁକ୍ତି ଫଳ ପ୍ରକାଶ, ୪୫୨ ଯୋଗ୍ୟ ବିବେଚିତ

ଡେସ୍କ: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ନିଯୁକ୍ତି ସମ୍ପର୍କୀୟ ପ୍ରୋଭିଜିନାଲ ଫଳ ପ୍ରକାଶ ପାଇଛି। ୮୪୧ଟି ପଦବୀ ନିମନ୍ତେ ବିଜ୍ଞାପନ ହୋଇଥିବା ବେଳେ ୪୫୨ ପ୍ରାର୍ଥୀ ନିଯୁକ୍ତ…
Read More...

କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍, ୨୩୪ ପଞ୍ଚାୟତକୁ ଯୋଡ଼ିବ ୬୩ଟି ଲକ୍ଷ୍ମୀ ବସ୍

ଡେସ୍କ: ଲୋକଙ୍କ ଯାତାୟାତ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। କୋରାପୁଟରେ ୬୩ଟି ଲକ୍ଷ୍ମୀ ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ…
Read More...

କୋଚିରେ ବିମାନ ଚଳାଚଳ ତାଲିମ ନେବେ ନୂଆ ଓଡିଶା ଅଭିଯାନର ୧୭ ପ୍ରଶିକ୍ଷକ

ଡେସ୍କ: ନୂଆ ଓଡିଶା ସହିତ ଦକ୍ଷତା ବିକାଶ ଏବଂ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ୧୭ ଜଣ ଆଶାୟୀ ବ୍ୟକ୍ତିଙ୍କୁ ବାର୍ଡ ଏକାଡେମୀରେ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଟ୍ରେନିଂ ପାଇଁ କେରଳର କୋଚିକୁ…
Read More...

୧୦୦ ବର୍ଷର ସମସ୍ୟା, ୧୦୦ ଦିନରେ ସମାଧାନ – ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର…
Read More...

ପାସ ଦେଇଥିବା ବିଜେପି ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ୧୪ ସାଂସଦ ନିଲମ୍ବିତ

ଡେସ୍କ: ଚଳିତ ଶୀତକାଳୀନ ଅଧିବେଶନରେ ଗୃହ ଚାଲିଥିବା ବେଳେ ଦୁଇ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ହଠାତ ଡେଇଁ ପଡି ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଉପରେ ଡେଇଁବା ଆରମ୍ଭ କରିଥିଲେ। ସେମାନେ ମଧ୍ୟ ନିଜ ସହ ନେଇଥିବା…
Read More...

ହଟ୍ଟଗୋଳ କରି ୧୪ ବିରୋଧୀ ସାଂସଦ ନିଲମ୍ବିତ

ଡେସ୍କ: କ୍ରମାଗତ ହଟ୍ଟଗୋଳ କରି ଗୃହ ଚଳାଇ ନ ଦେବା ଅଭିଯୋଗରେ ୧୪ ଜଣ ବିରୋଧୀ ସାଂସଦଙ୍କୁ ଶୀତକାଳୀନ ଅଧିବେଶନ ଶେଷ ଯାଏଁ ନିଲମ୍ବନ କରାଯାଇଛି। ଏହି ୧୪ ଜଣ ସାଂସଦଙ୍କ ମଧ୍ୟରେ ଲୋକସଭାରୁ ୧୩ ଜଣ ଓ ରାଜ୍ୟସଭାରୁ ଜଣ…
Read More...

ପାଞ୍ଚ କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କଲେ ବାଚସ୍ପତି

ଡେସ୍କ: ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଅନିୟମିତ ଆଚରଣ ପାଇଁ ୫ ଜଣ କଂଗ୍ରେସ ସଦସ୍ୟଙ୍କୁ ଲୋକସଭାରୁ ନିଲମ୍ବିନ କରାଯାଇଛି। ଗତକାଲି ସୁରକ୍ଷା ଉଲ୍ଲଂଘନ ଘଟଣାରେ ଦୁଇଜଣ ବ୍ୟକ୍ତି ପରିଦର୍ଶକ ଗ୍ୟାଲେରୀରୁ…
Read More...

ଆଜି ଭାରତ – ଦକ୍ଷିଣ ଆଫ୍ରିକା ଅନ୍ତିମ ଟି-୨୦

ଡେସ୍କ: ଆଜି ଜୋହାନ୍ସବର୍ଗରେ ତୃତୀୟ ତଥା ଅନ୍ତିମ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ ଟା ୩୦ ରେ ଆରମ୍ଭ ହେବ।…
Read More...

ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର-୨୦୨୩, ଜାତୀୟ ଶକ୍ତି ସଂରକ୍ଷଣ ଅଭିନବ ପୁରସ୍କାର-୨୦୨୩ ଏବଂ ଶକ୍ତି ସଂରକ୍ଷଣ ଉପରେ ଜାତୀୟ ଚିତ୍ରକଳା ପ୍ରତିଯୋଗିତାର ବିଜେତାମାନଙ୍କୁ…
Read More...

ଯୁବ ଓଡିଶା-ନବୀନ ଓଡିଶା କାର୍ଯ୍ୟକ୍ରମରେ ନିଶା ନିବାରଣ ସମ୍ପର୍କିତ ପଥପ୍ରାନ୍ତ ନାଟକ

ଡେସ୍କ: ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା-ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସଚେତନତା ବର୍ଗରେ ନିଶା ନିବାରଣ ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ 'ସପନ ମୋ ହଜିଗଲା ସହର ତଳେ' ବଡମ୍ବା ମୋହନ ସୁବୁଦ୍ଧି…
Read More...

କୃଷି ଉଡ଼ାଣ ଯୋଜନାରେ ୫୮ଟି ବିମାନ ବନ୍ଦର ସାମିଲ

ଡେସ୍କ: ଦେଶରେ ଥିବା ୫୮ଟି ବିମାନ ବନ୍ଦରକୁ କୃଷି ଉଡ଼ାଣ ଯୋଜନାରେ ସାମିଲ କରାଯାଇଥିବା ସରକାର ସୂଚନା ଦେଇଛନ୍ତି। ୨୦୨୦ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ…
Read More...

ଆରମ୍ଭ ହେଲା ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩

ଡେସ୍କ: ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଗତକାଲି ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଛନ୍ତି। ନୂଆଦିଲ୍ଲୀର କେ.ଡି. ଯାଦବ ଇଣ୍ଡୋର ହଲ୍‌‌ରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଦ୍ୱିତୀୟ ମ୍ୟାଚ୍‌‌

ଡେସ୍କ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ତିନି ମ୍ୟାଚ୍‌‌ ବିଶିଷ୍ଟ ଟି୨୦ ସିରିଜ୍‌‌ର ଦ୍ୱିତୀୟ ମ୍ୟାଚ୍‌‌ ଆଜି ଖେଳାଯିବ। ଦକ୍ଷିଣ ଆଫ୍ରିକାର ସେଣ୍ଟ ଜର୍ଜ ପାର୍କରେ ଭାରତୀୟ ସମୟ ରାତି ୮ଟା ୩୦ମିନିଟ୍‌‌ରେ ମ୍ୟାଚ୍‌‌…
Read More...

ଡ୍ରୋନ୍‌‌ରେ ନିଶାଦ୍ରବ୍ୟ ପଠାଉଛି ପଡୋଶୀ ଦେଶ

ଡେସ୍କ: ପଞ୍ଜାବରେ ସୀମା ସୁରକ୍ଷା ବଳ - ବି.ଏସ୍‌‌.ଏଫ୍‌‌. ଗତକାଲି ଅମୃତସରର ରୋରାନୱାଲା ଗାଁର ଏକ କ୍ଷେତରେ ନିଶା ଦ୍ରବ୍ୟ ସହିତ ଏକ ଡ୍ରୋନ୍‌‌ ଉଦ୍ଧାର କରିଛି। ବି.ଏସ.ଏଫ. ପଞ୍ଜାବ ଫ୍ରଣ୍ଟିୟର ଏକ ବିବୃତ୍ତିରେ କହିଛି…
Read More...

ପିଆଜ କିଣିବେ ସରକାର

ଡେସ୍କ: ବଜାରରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଚଳିତ ଖରିଫ ଋତୁରେ ଦୁଇ ଲକ୍ଷ ଟନ୍‌‌ ପିଆଜ କ୍ରୟ କରିବେ। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର…
Read More...

୨୯ କୋଟିରୁ ଅଧିକ ଶ୍ରମିକଙ୍କୁ ଇ-ଶ୍ରମ କାର୍ଡ

ଡେସ୍କ: ଦେଶରେ ଏ ପର୍ଯ୍ୟନ୍ତ ୨୯ କୋଟିରୁ ଅଧିକ ପଞ୍ଜିକୃତ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଇ-ଶ୍ରମ କାର୍ଡ ପ୍ରଦାନ କରାଯାଇଛି। ଗତକାଲି ଲୋକସଭାରେ ଶ୍ରମ ଏବଂ ରୋଜଗାର ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହି ତଥ୍ୟ…
Read More...

ଋଣ ଛାଡ ବିଜ୍ଞାପନ ମିଛ, ସତର୍କ କରାଇଲା ରିଜର୍ଭ ବ୍ୟାଙ୍କ

ଡେସ୍କ: ଖବରକାଗଜ ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଋଣ ଛାଡ ଅଫର ସହ ଜଡିତ ବିଭ୍ରାନ୍ତିକର ବିଜ୍ଞାପନ ପ୍ରତି ଧ୍ୟାନ ନଦେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ଲୋକଙ୍କୁ ସତର୍କ କରାଇଛି। ରିଜର୍ଭ ବ୍ୟାଙ୍କ ଏକ…
Read More...

ଆସନ୍ତାକାଲି ଶପଥ ନେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଡେସ୍କ: ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡକ୍ଟର ମୋହନ ଯାଦବ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଗତକାଲି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶ୍ରୀ ଯାଦବ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ…
Read More...

ଆଜିଠାରୁ କୃତ୍ରିମ ବୁଦ୍ଧିମତା ଆନ୍ତର୍ଜାତିକ ସମ୍ମିଳନୀ – ଆସିବେ ଗୁଗୁଲ୍‌‌, ମେଟା ଓ ମାଇକ୍ରୋସପ୍ଟ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌‌ ଠାରେ କୃତ୍ରିମ ବୁଦ୍ଧିମତା ଉପରେ ୩ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍‌‌ଘାଟନ କରିବେ। ଏହି ବୈଠକରେ ୨୯ଟି ଦେଶ ଅଂଶଗ୍ରହଣ କରିବେ।…
Read More...

୩୧୫ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲକ୍ଷ୍ନୌ ସ୍ଥିତ ଭାରତୀୟ ସୂଚନା ପ୍ରାଦ୍ୟୋଗିକି ସଂସ୍ଥାନ - ଆଇଆଇଆଇଟିର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରିବେ। ଉତ୍ତର ପ୍ରଦେଶକୁ ରାଷ୍ଟ୍ରପତିଙ୍କ ଗସ୍ତର ଆଜି…
Read More...

ଜଳବାୟୁ ପରିବର୍ତ୍ତନ – ୭ ବର୍ଷରେ ୫୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ଭାରତ

ଡେସ୍କ: ଜାତିସଂଘର ଜଳବାୟୁ ପରିବର୍ତ୍ତନ ଢାଞ୍ଚା ଅନୁକୂଳ ଗ୍ରହଣୀୟତା ପାଇଁ ଭାରତ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପିର ସାଢେ ପାଞ୍ଚ ପ୍ରତିଶତରୁ ଅଧିକ ଅର୍ଥାତ୍ ପ୍ରାୟ ୧୩ ଲକ୍ଷ ୩୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଭାରତ…
Read More...

ମାନବାଧିକାର ସଶକ୍ତିକରଣ ପାଇଁ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ – ଉପରାଷ୍ଟ୍ରପତି

ଡେସ୍କ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ମାନବିକ ଅଧିକାରର ପ୍ରୋତ୍ସାହନ ତଥା ସଶକ୍ତିକରଣ ପାଇଁ ଦେଶରେ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ମାନବିକ ଅଧିକାର ଦିବସରେ…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଫୁଟବଲ ପ୍ରତିଯୋଗିତା

ବୌଦ୍ଧ: ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ଵିତ ଯୁବ ବିକାଶ କାର୍ୟ୍ୟକ୍ରମ ନୁଆ-ଓ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ କ୍ରୀଡା କ୍ଲବ ତରଫରୁ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…
Read More...

କୃଷି କ୍ଷେତ୍ରର ଶ୍ରୀବୃଦ୍ଧି ପଥେ ମହିଳା

କୃଷି ବିଶ୍ବର ପ୍ରଥମ ନିଜସ୍ବ ବ୍ୟାବସାୟିକ ସଂସ୍ଥା। ଦଶହଜାର ବର୍ଷ ପୂର୍ବରୁ ପୃଥିବୀରେ କୃଷିକାର୍ଯ୍ୟ ଆରମ୍ଭ ହୋଇଥିଲା। ସାରା ପୃଥିବୀରେ ପୁରୁଷ ସହ ମହିଳାମାନେ ମଧ୍ୟ ଏହି କାମ କରିଆସିଛନ୍ତି। କିନ୍ତୁ ସମୟାଦିକ୍ରମେ…
Read More...

ଏଲ୍‌-ନିନୋ ଓ ଭାରତ ଉପରେ ଏହାର ପ୍ରଭାବ

ବିଶାଳ କମଳାଲେମ୍ବୁ ଭଳି ଆକାର ଧାରଣ କରିଥିବା ଆମ ପୃଥିବୀପୃଷ୍ଠକୁ ଦଶ ଭାଗରେ ବିଭକ୍ତ କଲେ ପାଖାପାଖି ସାତ ଭାଗରେ ଜଳ ଓ ତିନି ଭାଗରେ ସ୍ଥଳ ରହିଛି। ଜଳଭାଗକୁ ୫ଟି ମହାସାଗରରେ ବିଭକ୍ତ କରାଯାଇଛି, ଯାହା ଭିତରୁ…
Read More...

ଶଁବାଳୁଆରୁ ପ୍ରଜାପତି

‘ଶଠତା’, ‘ଛଳନା’ ଆଦି ଲମ୍ବା ରାସ୍ତାରେ ଭୁଶୁଡ଼ି ପଡ଼ନ୍ତି, ସନ୍ନିପାତ ଭଜନ୍ତି। ଇଂରାଜୀରେ କୁହାଯାଇଛି, ‘‘You can cheat some people for sometime, all people for some time but not all people for…
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୯ ସଂଯୋଜକ ନିଯୁକ୍ତ

ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶାର ସୁଗମ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୧୯ ଜଣ ସଂଯୋଜକଙ୍କୁ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।…
Read More...

ନୂଆ ଓଡ଼ିଶା ଯୁବ ଓଡ଼ିଶା ଉନ୍ମୋଚନ କାର୍ୟ୍ୟକ୍ରମ

ବୌଦ୍ଧ: ବୌଦ୍ଧ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ୟ୍ୟକ୍ରମର ଉନ୍ମୋଚନ ଉତ୍ସବ କଲେଜ ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି। ଉତ୍ସବରେ ମୁଖ୍ୟ ଅତିଥି…
Read More...

ବଢ଼ିଲା ଶୀତ, କୋରାପୁଟରେ ପାରଦ ୧୧.୨ ଡିଗ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାତିରେ କୋରାପୁଟରେ ସବୁଠୁ କମ୍‌ ୧୧.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ନୃତ୍ୟ, ଲୋକଗୀତ ଏବଂ ଫେସନ ଶୋ ପ୍ରତିଯୋଗିତା

ବୌଦ୍ଧ: ରାଜ୍ୟ ସରକାରଙ୍କ ନୂଆ – ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆନୁକୂଲ୍ୟରେ ବୌଦ୍ଧ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସାଂସ୍କୃତିକ ବିଭାଗ ତରଫରୁ ନୃତ୍ୟ, ଲୋକଗୀତ ଏବଂ ଫେସନ ଶୋ…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦

ଡେସ୍କ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଡର୍ବାନରେ ଏହି ମ୍ୟାଚ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ୍ ଦଳ ଏହି ମ୍ୟାଚ ଖେଳିବ।…
Read More...

ଆଜିଠୁ ବୌଦ୍ଧରେ ଧନୁଯାତ୍ରା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବୌଦ୍ଧ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା। ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହଦ ନାଟ୍ୟକଳା ପରିଷଦ ପକ୍ଷରୁ ଦୀର୍ଘ ୧୭ବର୍ଷ ହେବ ବୌଦ୍ଧ ସହରରେ ଧନୁଯାତ୍ରା ହୋଇ…
Read More...

ସକାଳ ୯ଟା – ମୁଖ୍ୟ ସମ୍ବାଦ

(୧) ଉତ୍ତରପ୍ରଦେଶ ବରେଲି-ନୈନିତାଲ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ମୃତ - ଟ୍ରକ୍‌କୁ ଧକ୍କା ଦେଲା କାର୍‌, ଉଭୟ ଗାଡ଼ିରେ ଲାଗିଲା ନିଆଁ (୨) ଉଲୁଣ୍ଡା ରେଞ୍ଜ ହାତଲିମୁଣ୍ଡା ଜଙ୍ଗଲରେ ଶିକାର ପାଇଁ…
Read More...

ଜାତିସଂଘର ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ପ୍ରସ୍ତାବ, ଭିଟୋ ପ୍ରୟୋଗ କଲା ଆମେରିକା

ଡେସ୍କ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଲାଗି ଜାତିସଂଘର ପ୍ରସ୍ତାବ ଉପରେ ଆମେରିକା ଭିଟୋ ପ୍ରୟୋଗ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ ପକ୍ଷରୁ ଜାତିସଂଘରେ ଆଗତ କରାଯାଇଥିବା ଏହି ପ୍ରସ୍ତାବକୁ…
Read More...

ଆସନ୍ତାକାଲି ଜଣାପଡିବ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ

ଡେସ୍କ: ଏ ପର୍ଯ୍ୟନ୍ତ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ସ୍ଥିର ହୋଇ ନ ଥିବା ବେଳେ ସୋମବାର ଏଥିପାଇଁ ନାମ ଘୋଷଣା ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।…
Read More...

ଜାଣନ୍ତୁ କେମିତି କଟିବ ଚଳିତ ସପ୍ତାହ (ଡିସେମ୍ବର ୧୦-୧୬)

ମେଷ: ରବିବାର ଓ ସୋମବାର ପାରିବାରିକ ଖୁସି ଲାଭ ହେବ। ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଅଧିକ ଖର୍ଚ୍ଚାନ୍ତରେ…
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ

ଫୁଲବାଣୀ: ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଆଜି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସଡ଼କ ସୁରକ୍ଷା…
Read More...

ପୁରାତନ ଛାତ୍ର ସଂସଦ ପକ୍ଷରୁ ମିଲେଟ ସଚେତନତା

ଫୁଲବାଣୀ: ସ୍ଥାନୀୟ ଜବାହାର ନବୋଦୟ ବିଦ୍ୟାଳୟ ପୂରାତନ ଛାତ୍ର ସଂସଦ ଏବଂ ଓଡ଼ିଶା ମିଲେଟ ମିଶନର ମିଳିତ ଆନୁକୂଲ୍ୟରେ ମିଲେଟ ଖାଦ୍ୟର ବହୁଳ ପ୍ରସାର ପାଈଁ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ଗୋପବନ୍ଧୁ…
Read More...

ଜିଲା ସ୍ତରୀୟ ବାଲ୍‌‌ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌‌ଯାପିତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ତିନିଦିନ ଧରି ଚାଲିଥିବା ଜିଲା ସ୍ତରୀୟ ବାଲ୍‌‌ ବୈଜ୍ଞାନିକ ପ୍ରଦର୍ଶନ ଉଦ୍‌‌ଯାପିତ ହୋଇଯାଇଛି। ଏଥିରେ ୧୨ଟି ବ୍ଳକର ପ୍ରାଥମିକ ଓ ମାଧ୍ୟମିକ…
Read More...

ଅବସରପ୍ରାପ୍ତ ଶିକ୍ଷକ ସଂଘର ବାର୍ଷିକୋତ୍ସବ

ଚୌଦ୍ୱାର: ଅବସରପ୍ରାପ୍ତ ଶିକ୍ଷକ ସଂଘର ବାର୍ଷିକୋତ୍ସବ ସଭାପତି ଭାଗିରଥୀ ମିଶ୍ରଙ୍କ ପୌରୋହିତ୍ୟରେ ଓଟିଏମ୍‌‌ ହାଇସ୍କୁଲରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାକ୍ତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମରେ…
Read More...

୧୦ ଏକର ଗଞ୍ଜେଇ ଗଛ ନଷ୍ଟ

ହରଭଙ୍ଗା: ବୌଦ୍ଧ ଓ କଂଟାମାଳ ପରେ ଏବେ ହରଭଙ୍ଗା ବ୍ଲକ ଅଂଚଳରେ ଗଞ୍ଜେଇ ଚାଷ କାୟା ମେଲାଇଛି। ଏ ନେଇ ସମାଜରେ ଏକ ଅନୁସନ୍ଧାନମୂଳକ ଖବର ପ୍ରକାଶ ପରେ ଗତ ୩୦ତାରିଖ ହରଭଙ୍ଗା ଥାନା ଆଇ.ଆଇ.ସି ନଳିନୀ ଦାସଙ୍କ ନେତୃତ୍ୱରେ…
Read More...

ବସ୍‌‌ରେ ପିଟିହେଲା ବାଇକ୍‌‌ – ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ଚାରିଛକ- ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର କଙ୍କଡାପଥର ପୋଲୋ ନିକଟରେ ଶନିବାର ସଂନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର…
Read More...

ସତୀଘାଟ ଜଳାଶୟ ପ୍ରକଳ୍ପକୁ ବିରୋଧ କରି ଚାଷୀଙ୍କ ବୈଠକ

ବୌଦ୍ଧ: ରାଜ୍ୟ ସରକାର କିଛିଦିନ ତଳେ ସାଲୁଙ୍ଖୀ ନଦୀର ସତୀଘାଟ ଠାରେ ଜଳାଶୟ ପ୍ରକଳ୍ପ ନିର୍ମାଣ ନେଇ ଅନୁଦାନ ଘୋଷଣା କରିଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣକୁ ଚାଷୀ ସଂଗଠନ ପକ୍ଷରୁ ବିରୋଧ କରିବା ଆରମ୍ଭ ହୋଇଛି। ଏନେଇ…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ

ବୌଦ୍ଧ: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ଏକ ରଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଓ ଦୌରା ଜଜ୍‌‌ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିକ୍ରମ କୁମାର ପ୍ରାଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।…
Read More...

ନିଖୋଜ ବୃଦ୍ଧଙ୍କୁ ଖୋଜି ଆଣିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ

ଫୁଲବାଣୀ: ଛତିଶଗଡର ରାୟପୁର ଠାରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ୭୩ ବର୍ଷର ବୃଦ୍ଧ ନିଖୋଜ ହୋଇ ଯାଇଛନ୍ତି। ପରିବାର ଲୋକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନ ପାଇବାରୁ ଶେଷରେ ବୃଦ୍ଧଙ୍କୁ…
Read More...

ପାଲା ଗାୟକ ମଣ୍ଡଳର ବାର୍ଷିକ ସମ୍ମିଳନୀ

ସାକ୍ଷୀଗୋପାଳ: ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ଉପଶାଖା ସତ୍ୟବାଦୀ ପାଲା ଗାୟକ ମଣ୍ଡଳର ୬ଷ୍ଠ ବାର୍ଷିକ ସମ୍ମିଳନୀ ପବିତ୍ର ସିଦ୍ଧ ବକୁଳ ପୀଠରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ମଞ୍ଚ ଉପରେ ଗୁରୁ…
Read More...

ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ମରୁଡି, ୨୬୧ ଛାତ୍ରଛାତ୍ରୀଙ୍କୁ ୪ ଶିକ୍ଷକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୨୬୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ଥିବାବେଳେ ଏଠାରେ ପ୍ରଧାନଶିକ୍ଷକଙ୍କୁ ମିଶାଇ…
Read More...

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା କାର୍ଯ୍ୟକ୍ରମ

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝରରେ ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ବିଜୟ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସାଇନ୍ସ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ନୂଆ ଦିଲ୍ଲୀ ଆନୁକୁଲ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଡ଼ଃ ଲକ୍ଷ୍ମୀ ଧର ରାଉତଙ୍କ ଅଧ୍ୟକ୍ଷତାରେ…
Read More...

ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀ ବୈଠକ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିଭରସିଟି ହାୟର ସେକେଣ୍ଡାରୀ ସ୍କୁଲରେ ସ୍କୁଲର ପ୍ରଧାନ ଶିକ୍ଷକ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ୩ୟ…
Read More...

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା – ଅଧ୍ୟକ୍ଷଙ୍କ ବଦଳି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର: ସମ୍ବଲପୁରର ଛାତ୍ରୀଙ୍କୁ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେବା ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ କଠୋର ଦଣ୍ଡ ବିଧାନ କରିବା ଏବଂ ବିଦ୍ୟାଳୟର ଅଧକ୍ଷଙ୍କୁ ଏହି ଘଟଣାରେ ତଦନ୍ତ ପରିସର ଭୁକ୍ତ କରି ତୁରନ୍ତ ବଦଳି…
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ଓ ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା…
Read More...

ହରିଲୁଟ ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଓଡ଼ିଶାର ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ, ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଏକବିଂଶ ଶତାବ୍ଦୀର ଆଧୁନିକ ଦୁନିଆକୁ ଧ୍ୟାନରେ ରଖି ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି। ଅତ୍ୟାଧୁନିକ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ମାତୃଭାଷାକୁ ପ୍ରାଧାନ୍ୟ ସହ ପିଲାଙ୍କୁ ପରୀକ୍ଷା ଚାପରୁ…
Read More...

ଚତୁର୍ଥ ଲୋକ ଅଦାଲତ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଜିଲା ଆଇନସେବା ପ୍ରାଧିକରଣ ତରଫରୁ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ସଦର ମହକୁମା ସ୍ଥିତ ଅଦାଲତ ଗୁଡିକ ସମେତ ତାଲୁକ ସ୍ତରୀୟ କୁଚିଣ୍ଡା ଓ ରେଢ଼ାଖୋଲ ଅଦାଲତ…
Read More...

ଆର୍ଯ୍ୟ ସମାଜର ଯର୍ଜୁବେଦ ଯଜ୍ଞ ଓ ସମ୍ମିଳନୀ ଉଦଘାଟିତ

ସମ୍ବଲପୁର: ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତି ଜ୍ଞାନଜ୍ୟୋତି ପର୍ବ ସମାରୋହ ଉପଲକ୍ଷେ ସମ୍ବଲପୁର ଜିଲା ଶାଖା ପକ୍ଷରୁ ପଞ୍ଚକୁଣ୍ଡୀୟ ଯର୍ଜବେଦ ପାରାୟଣ ଯଜ୍ଞ ଓ ଆର୍ଯ୍ୟ…
Read More...

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ଗୃହ ଉଦ୍‌‌ଘାଟିତ

ଆଠଗଡ଼: ଆଠଗଡ଼ ବ୍ଲକ ଅଧିନ ଖୁଣ୍ଟୁକଟାସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକ ନୂତନ ଗୃହ ଶନିବାର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌‌ଘାଟିତ ହୋଇଯାଇଛି। ନୂତନ…
Read More...

ଆଠଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆଠଗଡ଼: ଆଠଗଡ଼ ତାଲୁକ ଆଇନସେବା ସମିତି ପକ୍ଷରୁ ଅଦାଲତ ପରିସରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌‌ ପ୍ରଦୀପ୍ତ କୁମାର ସାହୁ…
Read More...

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍‌‌ ସତ୍ୟପିର ମିଶ୍ରଙ୍କ ଅଦାଲତରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍‌‌ ମକଦ୍ଦମା ମାମଲାଗୁଡ଼ିକ…
Read More...

ମଦ ବେପାରୀଙ୍କ ଉପରେ ଆୟକର ଚଢ଼ାଉ – ଗଣା ହେଲାଣି ୩୬ କୋଟି, ଆହୁରୀ ବାକି ରହିଛି

ସମ୍ବଲପୁର: ଆୟକର ଫାଙ୍କିବା ଅଭିଯୋଗରେ ଗତ ବୁଧବାର ଠାରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବେପାରୀ ମାନଙ୍କ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଚାଲିଛି। ଚଢ଼ାଉ ସମୟରେ ମିଳିଥିବା ବସ୍ତା ବସ୍ତା…
Read More...