www.samajalive.in
Sunday, December 7, 2025
26.1 C
Bhubaneswar

ସକାଳ ୯ଟା – ମୁଖ୍ୟ ସମ୍ବାଦ

(୧) ଉତ୍ତରପ୍ରଦେଶ ବରେଲି-ନୈନିତାଲ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ମୃତ
– ଟ୍ରକ୍‌କୁ ଧକ୍କା ଦେଲା କାର୍‌, ଉଭୟ ଗାଡ଼ିରେ ଲାଗିଲା ନିଆଁ
(୨) ଉଲୁଣ୍ଡା ରେଞ୍ଜ ହାତଲିମୁଣ୍ଡା ଜଙ୍ଗଲରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପୁଅ ଓ ପୁତୁରା ମୃତ, ବାପା ଗୁରୁତର
(୩) ପାଣିପାଗ ବିଭାଗର ପୂର୍ବାନୁମାନ, ଏଣିକି ରାଜ୍ୟରେ ବଢିବ ଶୀତ

https://samajalive.in/horoscope-this-week/518548.html

- Advertisement -

(୪) ଇଟାଲିର ଟିବୋଲିରେ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ – ୪ ମୃତ, ଅନେକ ଆହତ
(୫) ମଦ ବେପାରୀଙ୍କ ଉପରେ ଆଇଟି ରେଡ
– ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଟଙ୍କା ଗଣତି ଶେଷ
– ମୋଟ ୩୭ କୋଟି ୫୦ ଲକ୍ଷ ଜବତ

https://samajalive.in/national-news-129/518553.html
(୬) ଆଜି ଠାରୁ ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ
(୭) ଆଜି ବସିବ ରାଜସ୍ଥାନ ଓ ଛତିଶଗଡରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ବୈଠକ
– ବିଧାୟକ ଦଳ ନେତା ନିର୍ବାଚନ ସମ୍ଭାବନା

https://samajalive.in/international-news-20/518558.html

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories