ଡେସ୍କ: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରୁ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ବାଦ୍ ପଡ଼ିଛନ୍ତି। ବିସିସିଆଇର ଡାକ୍ତରୀ ଦଳ ସାମିଙ୍କୁ ଖେଳିବା ପାଇଁ ଅନୁମତି ଦେଇନାହିଁ। ଅନ୍ୟପକ୍ଷରେ ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଥିବା ପେସ୍ ବୋଲର ଦୀପକ ଚହର ମଧ୍ୟ ଏହି ଶୃଙ୍ଖଳା ଖେଳିବେ ନାହିଁ। ବ୍ୟକ୍ତିଗତ କାରଣରୁ ସେ ଦଳରୁ ଓହରି ଯାଇଥିବା ଜଣାପଡିଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଆକାଶଦୀପଙ୍କୁ ଦଳରେ ସାମିଲ କରାଯାଇଛି।
Popular Categories



