www.samajalive.in
Wednesday, December 10, 2025
14.1 C
Bhubaneswar

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଦ୍ୱିତୀୟ ମ୍ୟାଚ୍‌‌

ଡେସ୍କ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ତିନି ମ୍ୟାଚ୍‌‌ ବିଶିଷ୍ଟ ଟି୨୦ ସିରିଜ୍‌‌ର ଦ୍ୱିତୀୟ ମ୍ୟାଚ୍‌‌ ଆଜି ଖେଳାଯିବ। ଦକ୍ଷିଣ ଆଫ୍ରିକାର ସେଣ୍ଟ ଜର୍ଜ ପାର୍କରେ ଭାରତୀୟ ସମୟ ରାତି ୮ଟା ୩୦ମିନିଟ୍‌‌ରେ ମ୍ୟାଚ୍‌‌ ଆରମ୍ଭ ହେବ। ଏହି ସିରିଜ୍‌‌ର ପ୍ରଥମ ମ୍ୟାଚ୍‌‌ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଡିସେମ୍ବର ୧୪ରେ ଜୋହାନ୍ସବର୍ଗରେ ତୃତୀୟ ମ୍ୟାଚ୍‌‌ ଖେଳାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories