ଟଙ୍କା ପାଇଁ ଦାଦନଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ଉଦ୍ୟମ ସହ ଅପହରଣ ଧମକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପଂଚାୟତ ତଣ୍ଡାଗୁଡା ଗ୍ରାମର ଜଣେ ଦାଦନଙ୍କ ଘରେ ଗତକାଲି ରାତ୍ର ସମୟରେ କିଛି ସଶତ୍ର ଦୁର୍ବୃତ୍ତ ଘରେ ପଶି ମରଣାନ୍ତକ ଆକ୍ରମଣ ଉଦ୍ୟମ କରିବା ସହ ପରିବାର ଲୋକଙ୍କୁ…
Read More...

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ମକଡ୍ରିଲ କାର୍ଯ୍ୟକ୍ରମ

ନବରଙ୍ଗପୁର: ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରାଯାଇ ପାରିବ ସେନେଇ ଆଜି ଜିଲ୍ଲା, ବ୍ଲକ ଅନ୍ତର୍ଗତ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମ(ସମର ଅଭ୍ୟାସ ) ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ…
Read More...

୩୦ ଲିଟର ମଦ ଜବତ, ଜଣେ ଗିରଫ 

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ ସିମୋରଠାରୁ ଗତକାଲି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଜବତ କରିଛି । ଖୋର୍ଦ୍ଧା ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଗ୍ରାମର ନଳିନୀକାନ୍ତ ବିଶ୍ୱାଳ…
Read More...

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, କର୍ମଚାରୀ ଅଭାବ ଯୋଗୁଁ ଶିକ୍ଷାଦାନ…

ବେଗୁନିଆ : ବେଗୁନିଆ ବ୍ଲକର ମୁଖ୍ୟ ଦପ୍ତର ବେଗୁନିଆରେ ଅବସ୍ଥିତ ଦୀର୍ଘ ୭୭ ବର୍ଷର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବେ ନାନା ସମସ୍ୟା ମଧ୍ୟରେ ଗତି କରୁଥିବାବେଳେ ମୁଖ୍ୟତଃ ଏଠାରେ ଶିକ୍ଷକମାନଙ୍କର ଅଭାବ ଯୋଗୁଁ ବିଦ୍ୟାଳୟରେ…
Read More...

ନିରୁଦ୍ଦିଷ୍ଟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୂକ୍ତାପୂର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମର ଲକ୍ଷ୍ମୀଧର ନାୟକଙ୍କ ପୁଅ ବ୍ରହ୍ମାନନ୍ଦ ନାୟକ(୨୫) ଗତ ୮ ଦିନ ହେଲା ଘରୁ ନିଖୋଜ ଥିବା ବେଳେ ଆଜି ସକାଳୁ ଢେଙ୍କିକୋଟ - ସାନ୍ତରାପୂର…
Read More...

କାନ୍ଦୁଛି ଚାଷୀ: ଦୟାର ଭିକ୍ଷା ମାଗୁଛି ଅନ୍ନଦାତା

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୃଷି ସମୃଦ୍ଧ ଅଞ୍ଚଳ । ଏଠିକାର ମୁଖ୍ୟ କୃଷି ଧାନ। ଶତକଡା ୯୮ ପ୍ରତିଶତ ଲୋକ ଧାନ ଚାଷ କରନ୍ତି। ଏହି ଚାଷ ହେଉଛି ତାଙ୍କର ମୁଖ୍ୟ ଜୀବିକା । ଅନୁଧ୍ୟାନ କଲେ…
Read More...

ଗୋମାଂସ ଜବତ, ଜଣେ ଗିରଫ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ କାଦୋବାହାଲରେ ଆଜି ସୁରେଶ ରାଉତିଆ(୩୦) ନାମକ ଜଣେ ବ୍ୟକ୍ତି ଗୋମାଂସ ବିକ୍ରୀ କରୁଥିବା ନେଇ ପୋଲିସ ତାଙ୍କୁ ଗିରଫ କରିଛି। ବିଶ୍ୱାସ ସୂତ୍ରରୁ ଜଣା ପଡ଼ିଛି ଯେ, ସୁରେଶ ରାଉତିଆ…
Read More...

ଯୁବ ଆଇନଜୀବୀଙ୍କ ଅକାଳ ବିୟୋଗ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାର ବାସିନ୍ଦା ଆଇନଜୀବୀ ଅଶୋକ କୁମାର ସାହୁଙ୍କ ଗୁରୁବାର ରାତ୍ର ପ୍ରାୟ ନଅଟା ସମୟରେ ଚିକିତ୍ସା ଧୀନ ଅବସ୍ଥାରେ ବ୍ରହ୍ମପ୍ରୁ ବଡ ମେଡିକାଲରେ ମୃତ୍ୟୁ…
Read More...

କରୋନା କାୟା: ତାଲାବନ୍ଦରେ ବୃଦ୍ଧି ପାଇଛି ଶିଶୁ ଶ୍ରମିକ ସଂଖ୍ୟା 

ସାରନଗରୀ: କାଳରୂପୀ କରୋନାର କାୟାରେ ପୁରରୁ ପଲ୍ଲୀ ସମସ୍ତେ ଆତଙ୍କିତ ହୋଇ ପଡ଼ିଛନ୍ତି । ଗ୍ରାମାଞ୍ଚଳ ହେଉକି ସହରାଞ୍ଚଳ ସବୁଠି କରୋନା ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଜୀବନ ଜୀବିକାକୁ ଉଜାଡ଼ି ଦେଇଛି କରୋନା…
Read More...

ଶିକ୍ଷକଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣା: ୯ ଗିରଫ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ନୂଆଗୁଡା ଗ୍ରାମର ଶିକ୍ଷକ ଭକ୍ତରାମ ଗୌନ୍ତିଆଙ୍କ ଘରେ ଗତ ୧୦ତାରିଖ ରାତିରେ ସଶସ୍ତ୍ର ଡକାୟତି କରାଯାଇ ୫ଲକ୍ଷ ୮୫ହଜାର ଟଙ୍କା ଏବଂ ୫ଭରି ସୁନା ଗହଣା ଲୁଟି ନେବା ସହ ଜଣକୁ…
Read More...

ଆଠଗଡ ବିକାଶ ମଞ୍ଚ ପକ୍ଷରୁ କରୋନା ରୋଗୀଙ୍କ ପାଇଁ ଅମ୍ଲଜାନ ସାନ୍ଧ୍ରକ ବ୍ୟବସ୍ଥା

ଗୁରୁଡିଝାଟିଆ: ଆଠଗଡର ଅଗ୍ରଣୀ ସାମାଜିକ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ କରୋନା ସଂକ୍ରମିତଙ୍କ ପାଇଁ ଅମ୍ଲଜାନ ସାନ୍ଧ୍ରକ(କନସେନଟ୍ରେଟର) ଉପଲବ୍ଧ କରାଯାଇଛି। ସଂକ୍ରମିତଙ୍କ ପରିବାର ସଦସ୍ୟ ଆଠଗଡ ବିକାଶ ମଞ୍ଚ ସହିତ…
Read More...

ଦେଶୀମଦ ସହ ବାଇକ ଜବତ, ଅଭିଯୁକ୍ତ ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୋଲିସ ଆଜି ଚୋରା ଦେଶୀମଦ ସହିତ ପ୍ରଦୀପ ନାଏକ ନାମକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ। ଅଭିଯୁକ୍ତ ଏକ ବାଇକ ଯୋଗେ ଚୋରା…
Read More...

ଗୋପାଳପୁର ଝୁମ୍ପୁଡି ବସ୍ତି ଥଇଥାନ ସ୍ଥାନ ତଦାରଖ କଲେ ଉପଜିଲ୍ଲାପାଳ 

ଗୋପାଳପୁର: ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନ୍ଏସି ପ୍ରଶାସକ ଭି. କୀର୍ତ୍ତି ଭାସନ ଗୋପାଳପୁରରେ ପହଞ୍ଚି ମେ ଫେର ନିକଟରେ ଥିବା ଝୂପୁଡ଼ି ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ…
Read More...

କନ୍ଧ ଆଦିବାସୀଙ୍କ ନିଆରା ପର୍ବ “ସଡ୍ରା”

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କରଚବାଡି ପଞ୍ଚାୟତର ପରମଙ୍ଗା ଗ୍ରାମରେ ବସବାସ କରନ୍ତି କନ୍ଧ ଆଦିବାସୀ ସଂପ୍ରଦାୟର ଲୋକେ । ଏଠାକାର ପରିବେଶ ନିଆରା। ପ୍ରକୃତିର ମନୋଲୋଭା ପରିବେଶ ସାଙ୍ଗକୁ ପାହାଡ଼…
Read More...

ସୁଶାନ୍ତ ନାୟକଙ୍କ ୧ମ ଶ୍ରାଦ୍ଧବାର୍ଷିକ: ଭର୍ଚୁଆଲ ମାଧ୍ୟମରେ ଯୋଗାଣମନ୍ତ୍ରୀ କଲେ ପ୍ରତିମୂର୍ତ୍ତି ଉନ୍ମୋଚନ

ଗୁରୁଡିଝାଟିଆ: ୯୦ ଦଶକରୁ ଅଣ କଂଗ୍ରେସ ରାଜନୀତିରେ ନିଜକୁ ସଂଶ୍ଲିଷ୍ଟ କରି ଏକ ସମତୁଲ ସମାଜ ଗଠନରେ ଗରୀବ ଗୁରୁବା ଖଟିଖିଆ ମଣିଷର କଥାକୁ ବୁଝିବା ଓ ସେମାନଙ୍କ ପାଇଁ ଲଢେଇ କରିବା ଦିଗରେ ବିଜେଡି ନେତା ତଥା ଯୁବ ସଂଗଠକ…
Read More...

ରଥଯାତ୍ରା ପୂର୍ବରୁ ସଜେଇ ହେଉଛି ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିର

ବୌଦ୍ଧ: କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଳନ ପାଇଁ ରାଜ୍ୟ ସରକାର ସ୍ପଷ୍ଟ କରିସାରିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ମଧ୍ୟ ଚଳିତବର୍ଷ ରଥଯାତ୍ରା ସଂପୂର୍ଣ୍ଣ…
Read More...

ଛାତରୁ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗ୍ରାମର ହରିଜନ ସାହିରେ ଗୁରୁବାର ଦିନ ନିଜ ଘର ଛାତ ଉପରେ କାମ କରୁଥିବା ବେଳେ ତଳେ ପଡ଼ି ଗୁରୁତର ହୋଇଥିଲେ ସୁଶାନ୍ତ ନାୟକ(୪୫) । ଘର ନିକଟରୁ ପରିବାର ଲୋକେ…
Read More...

ଟିକା ନେବା ପାଇଁ ଅନିଚ୍ଛୁକ ଜନଜାତିଙ୍କୁ ବୁଝାଇଲେ ଡାକ୍ତର

ଗୁରୁଡିଝାଟିଆ: ଆଜି ଗୋବରା ପଞ୍ଚାୟତର ପାହାଡ ପର୍ବତ ଘେରା ଓରଦା ଓ ଭଗୁଆ ଜନଜାତି ଅଧ୍ୟୁଷିତ ଗାଁରେ କରୋନା ଟିକାକରଣ କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ସ୍ୱାସ୍ଥ୍ୟ…
Read More...

କ୍ରିକେଟ ଖେଳକୁ କେନ୍ଦ୍ରକରି ଦୁଇସାହି ମଧ୍ୟରେ ଗଣ୍ଡଗୋଳ, ୪ ଗିରଫ

ଗୁରୁଡିଝାଟିଆ: ମଞ୍ଚେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣବସ୍ତରେ ଦୁଇସାହି ଭିତରେ ବିବାଦ ଓ ପରେ ଗଣ୍ଡଗୋଳକୁ ନେଇ ୪ଜଣଙ୍କୁ ଗୁରୁଡିଝାଟିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଗାଁରେ ଚାପା…
Read More...

ଅତାବିରା ଓକିଲ ସଂଘ ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଚାଷୀଙ୍କ ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ କେହି ବି ହେଉନା କାହିଁକି ହୃଦୟ ତରଳି ଯିବ । ତଥାପି ସରକାରଙ୍କ ଚେତା ଆସୁନି। ଚଳିତ ରବି ଫସଲରେ ନୂତନ କୃଷିନୀତିର ଅନୁକରଣରେ ଚାଷ…
Read More...

ଟାୱାର ନିର୍ମାଣକୁ ପୂରିଲା ୩ବର୍ଷ, ମିଳୁନି ଜିଓ ସେବା

ହରଭଙ୍ଗା: ହରଭଙ୍ଗା ବ୍ଲକର ଛତ୍ରଙ୍ଗ, କୁଶଙ୍ଗ, ହରଭଙ୍ଗା ପଂଚାୟତର ଜନସାଧାରଣଙ୍କୁ ଜିଓ ମୋବାଇଲ ସେବା ଯୋଗାଇବା ପାଇଁ କମ୍ପାନୀ ପକ୍ଷରୁ ଧୁଙ୍ଗିଆମୁଣ୍ଡା ଗ୍ରାମର ଗୁଣ୍ଡୁରିସାହିରେ ଗତ ୨୦୧୯ରେ ଏକ ମୋବାଇଲ ଟାୱାର…
Read More...

ତାଲାବନ୍ଦ ବିବାହରେ ବାନ୍ଧି ହେଉଛନ୍ତି ବରକନ୍ୟା

ସାରନଗରୀ: ମହାମାରୀ କରୋନା ପାଇଁ ଗତବର୍ଷ ବିବାହ ଉତ୍ସବରେ କଟକଣା ଲାଗିଥିଲ।। ପୁଣି ଆସିଗଲା ଦ୍ୱିତୀୟ ଲହର । ଦ୍ରୁତ ବେଗରେ ସଂକ୍ରମଣକୁ ଲକ୍ଷ୍ୟ ରଖି ପୁଣି ଥରେ ରାଜ୍ୟ ସରକାର ତାଲାବନ୍ଦ ଓ ବନ୍ଦ ଲଗାଇଲେ । ସମସ୍ତ…
Read More...

ଜାତୀୟ ଚେସ୍ ପ୍ରତିଯୋଗିତା: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଝିଅ ସାଞ୍ଚି

ବୌଦ୍ଧ : ରାଜ୍ୟ ଚେସ୍ ସଂଘ ଆନୁକୂଲ୍ୟରେ ଅନଲାଇନ୍ ମାଧ୍ୟମରେ ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା ଚାଲିଛି। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ବୌଦ୍ଧ ଜିଲ୍ଲାର ଝିଅ ସାଞ୍ଚି ସାହୁ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜାତୀୟ…
Read More...

ପିତାମାତାଙ୍କୁ ହରାଇ ଅସୁବିଧାରେ ଥିବା ୩ ଶିଶୁଙ୍କ ପାଖରେ ପହଞ୍ଚିଲା ଜିଲାପ୍ରଶାସନ

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ବାହାଲି ଗ୍ରାମର ସପ୍ତେଶ୍ୱର ମଲିକଙ୍କ ଗତ ୧୫ ତାରିଖରେ ମୃତ୍ୟୁ ଖବର ପାଇ ତାଙ୍କର ତିନି ଅସହାୟ ଶିଶୁଙ୍କ ପାଖରେ ଆଜି ପହଞ୍ଚିଛି ଜିଲାପ୍ରଶାସନ। ହରଭଙ୍ଗା ଗୋଷ୍ଠୀ…
Read More...

ରାସ୍ତା ନୁହେଁ ମରଣ ଯନ୍ତା ସାଜିଛି କଣ୍ଟାମାଳ ପୂର୍ତ୍ତ ବିଭାଗ ରାସ୍ତା 

କଣ୍ଟାମାଳ : ଗମନାଗମନକୁ ସଭ୍ୟତାର ମାପକାଠି କୁହାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ଆଭ୍ୟନ୍ତରୀଣ ଅଞ୍ଚଳ ନାରାୟଣପ୍ରସାଦକୁ ସଂଯୋଗ କରୁଥିବା ଡୁମାଲପାଲି-ସିମିଳିଯୋରା-ନାରାୟଣପ୍ରସାଦ-ଆମ୍ବଗାଁକୁ ସଂଯୋଗ କରୁଥିବା ରାସ୍ତା…
Read More...

ଖଟଖଟିଆରେ ଭିଜା ଧାନକୁ ନେଇ ଉତ୍ତେଜିତ ଚାଷୀଙ୍କ ରାସ୍ତାରୋକ

କଣ୍ଟାମାଳ: ଦିନେ ନୁହଁ କି ଦି ଦିନ ନୁହଁ ଦୀର୍ଘ ୧୫ ଦିନ ହେଲା ଖରା, ବର୍ଷାରେ ପେକ୍ସ ଆଗରେ ଧାନ ରଖିଥିବା ଚାଷୀଙ୍କ ଧାନ ନେବା ନେଇ କୌଣସି ମିଲର ଆସୁନଥିବା ବେଳେ ମୌସୁମୀ ବର୍ଷାରେ ଧାନ ଓଦା ହୋଇ ଗଜା ହେବା ଦ୍ୱାରା…
Read More...

ନବରଙ୍ଗପୁରରେ ଫାର୍ମାସିଷ୍ଟଙ୍କର କଳାବ୍ୟାଚ୍‍ ଧାରଣ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟ ଚିକିତ୍ସାଳୟ ଓ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ୫୪ ଜଣ ନିୟମିତ ଫାର୍ମାସିଷ୍ଟ କଳାବ୍ୟାଚ ପିନ୍ଧି…
Read More...

ବନ୍ଧପାଲି ଚାଷୀଙ୍କ ଜମିରେ ଛିଣ୍ଡିଛି ବିଦ୍ୟୁତ ତାର

କଣ୍ଟାମାଳ : ଗତ ଦୁଇ ସପ୍ତାହ ତଳେ ହୋଇଥିବା ଘୂର୍ଣ୍ଣିବାତ୍ୟାରେ କଣ୍ଟାମାଳ ଦେଉଲଡୁଙ୍ଗୁରୀ, ବନ୍ଧପାଲି, ଉଦେପୁର ଆଦି ସ୍ଥାନରେ ବହୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବା ସହ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଏହି ଛିଣ୍ଡା…
Read More...

କରୋନାରେ ଆଖି ବୁଜିଲେ ଆଉ ଜଣେ ଶିକ୍ଷକ

କଣ୍ଟାମାଳ : ବୌଦ୍ଧ ଜିଲ୍ଲାରେ କରୋନାରେ ଜଣେ ପରେ ଜଣେ ଶିକ୍ଷକ ଆଖି ବୁଜି ଚାଲିଥିବା ବେଳେ ଗତକାଲି ଆଉ ଜଣେ ଶିକ୍ଷକ ମଧ୍ୟ ମୃତ୍ୟୁ ମୁଖରେ ପଡିଥିବା ଜଣାଯାଇଛି। ପ୍ରକାଶ ଯେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର…
Read More...

କ୍ରସରରୁ ଦାଦାବଟି ଆଦାୟ: ଏସପି ଏବଂ ସ୍ପେଶାଲ ସ୍କ୍ୱାଡ଼ର ଚଢ଼ାଉ, ୫ ଜଣ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅଂଚଳରେ ବହୁ ବେଆଇନ କ୍ରସର ଚାଲିଥିବାବେଳେ ପ୍ରଶାସନ ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବେଆଇନ ପଥର ଚାଲାଣ ସହିତ ବିଭିନ୍ନ ମୁଣ୍ଡିଆରୁ ପଥର ତାଡି ପଥର ମାଫିଆମାନେ ପଥର…
Read More...

ଶିଶୁକୁ ଧକ୍କା ଦେଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଶିଶୁ ଓ ବାଇକ୍ ଚାଳକ ଆହତ

ପାଟଣା : ପାଟଣା ଥାନା ଅନ୍ତର୍ଗତ ବେଗନା ନିକଟରେ ଗୋଟିଏ ଶିଶୁକୁ ଧକ୍କା ଦେଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶିଶୁଟି ବେଗନା ଗ୍ରାମର ହିମାଂଶୁ ସେଠୀ (୮) ବୋଲି ଜଣାପଡିଛି । ବାଇକ୍ ଚାଳକଙ୍କ ନାମ କୁନା ମୁଣ୍ଡା…
Read More...

୩୩ କେଭି ବିଦ୍ୟୁତ୍ ତାର ଉପରେ ଉପୁଡ଼ି ପଡ଼ିଲା ଗଛ, ବଡ ଅଘଟଣରୁ ବର୍ତ୍ତିଲା ତୁରୁମୁଙ୍ଗା ବିଦ୍ୟୁତ ସବଷ୍ଟେସନ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବିଦ୍ୟୁତ ସବଷ୍ଟେସନର ୩୩ କେଭି ବିଦ୍ୟୁତ୍ ତାର ଉପରେ ଆଜି ଅପରାହ୍ନରେ ଏକ ବଡ ୟୁକାଲିପଟାସ ଗଛ ଉପୁଡ଼ି ପଡ଼ି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପାଟଣା…
Read More...

ଗୁଣିଗାରେଡିରେ ବାପା-ପୁଅଙ୍କୁ ହତ୍ୟା ଘଟଣା; ୨୪ ଘଣ୍ଟା ନ ପୁରୁଣୁ ୧୨ ଜଣଙ୍କୁ ଗିରଫ କଲା ଅଡବା ପୁଲିସ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ମୁଠା ଗୁଡା ଗ୍ରାମରେ ଶନିବାର ଦିନ ବିଳମ୍ବିତ ରାତିରେ ବାପା ଲୋକ ଦଳବେହେରା(୫୭) ଓ ପୁଅ ଅନୁକ ଦଳବେହେରା(୨୨)ଙ୍କୁ ହତ୍ୟା ଘଟଣାରେ ୧୨ଜଣଙ୍କୁ ଗିରଫ…
Read More...

ଗାଁ କଲ୍ୟାଣ ସମିତି ପକ୍ଷରୁ ମାଇକ ଯୋଗେ ସଚେତନତା କାର୍ଯ୍ୟକ୍ରମ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଧୁରୁଷିଆ ଓ ମାଧବପୁର ସ୍ୱାସ୍ଥ୍ୟଉପକେନ୍ଦ୍ର ଗାଁଗୁଡିକରେ କରୋନା ମହାମାରୀ କବଳରୁ ନିଜକୁ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…
Read More...

ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ଶିବ ବିବାହ

ଗୁରୁଡିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆଧ୍ୟାତ୍ମିକ ପରିସରରେ ଶୀତଳଷଷ୍ଠୀ ଓ ଶିବ ବିବାହ ଉତ୍ସବ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଛି। ଶାସ୍ତ୍ରୀୟ ବିଧି…
Read More...

୬ ଲିଟର ଦେଶୀ ମଦ ସହିତ ସରଞ୍ଜାମ ଜବତ, ୫୦୦ ଲିଟର ପୋଚ ନଷ୍ଟ

ବେଗୁନିଆ : ମଙ୍ଗଳବାର ଅପରାହ୍ନରେ ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀଙ୍କ ନିର୍ଦେଶରେ ଏହି ଥାନା ଦେଉଳି ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ବାଉଁଶ ଜଙ୍ଗଲରେ ବେଗୁନିଆ ପୋଲିସ ଚଢ଼ାଉ କରି ୫୦୦ଲିଟର ପୋଚ ନଷ୍ଟ…
Read More...

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ନିଃଶୁଳ୍କ ଅମ୍ଳଜାନ ସେବା ଆରମ୍ଭ

ବୌଦ୍ଧ : ବୌଦ୍ଧର ସତ୍ୟସାଇ ସେବା ସଂଗଠନ ପକ୍ଷରୁ ନିଃଶୁଳ୍କ ଅମ୍ଳଜାନ ସେବା ଆରମ୍ଭ କରାଯାଇଛି। ସ୍ଥାନୀୟ ସତ୍ୟସାଇ ମନ୍ଦିରଠାରେ ଆୟୋଜିତ ନିରାଡମ୍ବର କାର୍ଯ୍ୟକ୍ରମ ଅବସରରେ ସଂଗଠନର ଜିଲା ସଭାପତି ଡା. ପ୍ରିୟବ୍ରତ…
Read More...

ଅଧିକ ନିଶା ପାଇଁ ଲାଇସେନ୍ସ ପ୍ରାପ୍ତ ଭାଟିରେ ସାହାଜ ପତ୍ର ପକାଇ ପ୍ରସ୍ତୁତ ହେଉଛି ମଦ 

ବୌଦ୍ଧ: କରୋନା ସଂକ୍ରମଣ ଯୋଗୁଁ ଲୋକମାନେ ନାହିଁ ନଥିବା କଷ୍ଟରେ ଚଳୁଥିବା ବେଳେ ରାଜ୍ୟ ସରକାର ଅନଲାଇନ ଜରିଆରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। କିନ୍ତୁ ଜିଲାରେ ଗ୍ରାମାଞ୍ଚଳରେ ଥିବା ଦେଶୀ ମଦଭାଟିଗୁଡିକ କୋଭିଡ…
Read More...

ଲୁଗା ଏବଂ ଷ୍ଟେସନାରୀ ଦୋକାନରୁ ଚୋରି 

ବେଗୁନିଆ: ବାଘମାରୀ ଥାନା ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ଦିନିଆରୀ ଟାଙ୍ଗିସାହିରେ ଥିବା ଫକୀର ରାଉତରାୟଙ୍କ ଲୁଗା ଓ ଷ୍ଟେସନାରୀ ଦୋକାନରୁ କିଛି ଲୁଗା ଏବଂ ଷ୍ଟେସନାରୀ ଜିନିଷ ଚୋରି ହୋଇଥିବା ବାଘମାରୀ ଥାନାରେ ଅଭିଯୋଗ…
Read More...

ତହସିଲ ଏବଂ ଥାନା ପକ୍ଷରୁ ମିଳିତ ଯାଞ୍ଚ, ୭୩୦୦ଟଙ୍କା ଜରିମାନା ଆଦାୟ

ବେଗୁନିଆ : ବେଗୁନିଆ ତହସିଲ କାର୍ୟ୍ୟାଳୟର ଅତିରିକ୍ତ ତହସିଲଦାର ଏବଂ ବେଗୁନିଆ ଥାନା ପୋଲିସ ପକ୍ଷରୁ ଆଜି ମିଳିତ ଭାବରେ ବିଭିନ୍ନ ସ୍ଥାନରେ ତୁଣ୍ଡି, ସାମାଜିକ ଦୂରତା ଏବଂ ଲକଡାଉନରେ ଥିବା ଧାର୍ୟ୍ୟ ସମୟ ପରେ ଦୋକାନ…
Read More...

ସ୍ବାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ବିରିନ୍ଦାପଡାବାସୀ

ଜି.ଉଦୟଗିରି: ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡି ପଞ୍ଚାୟତ ସ୍ଥିତ ବିରିନ୍ଦାପଡା ଗ୍ରାମବାସୀ ସ୍ବାଧୀନତାର ୭୪ ବର୍ଷ ପରେ ବି ତାଙ୍କ ମୌଳିକ ସୁବିଧାରୁ ଅଦ୍ୟାବଧି ବଞ୍ଚତ ଥିବା…
Read More...

ନିଖୋଜ ମହିଳାଙ୍କ ଗଳିତ ମୃତଦେହ କାଜୁ ଜଙ୍ଗଲରୁ ଉଦ୍ଧାର

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମଧୁବନ କାଜୁ ଜଙ୍ଗଲରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ…
Read More...

ପଶ୍ଚିମ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପାଳିଲେନି ରଜପର୍ବ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯୫ହଜାର ଟଙ୍କା ଦାନ

ରାଉରକେଲା: ପଶ୍ଚିମ ଅଷ୍ଟ୍ରେଲିଆରେ ଥିବା ଓଡ଼ିଆ ସମାଜ ପକ୍ଷରୁ ପ୍ରତିବର୍ଷ ରଜପର୍ବକୁ ଧୂମଧାମରେ ପାଳନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ନିଜ ରାଜ୍ୟ ଲୋକ କରୋନା ମହାମାରୀରେ ପ୍ରଭାବିତ ହୋଇଥିବାରୁ ଏହି ପର୍ବ ପାଳନ ନ…
Read More...

କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

ଗୋପାଳପୁର: ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ଗସ୍ତ କରି ଅସହାୟ ପରିବାର  ଓ କରୋନାରେ ପ୍ରାଣ ହରାଇଥିବା ପରିବାରକୁ ଭେଟି ଶୋକ ସନ୍ତପ୍ତ ପରିବାରକୁ…
Read More...

ବିଶ୍ବ ରକ୍ତଦାତା ଦିବସ ପାଳିତ

ଗୋପାଳପୁର: ସିଟି କଲେଜର ଏନସିସି ୱୀଙ୍ଗ ତରଫରୁ ଓଡିଶା(୩) ମେଡିକାଲ କମ୍ପାନୀ ଏନସିସି ଶାଖା ଆନୁକୁଲ୍ୟରେ ବିଶ୍ଵ ରକ୍ତଦାତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏନସିସି କ୍ୟାଡେଟମାନଙ୍କ ମଧ୍ୟରେ ଅନଲାଇନ…
Read More...

ଜୁଆ ଆଡ୍ଡା ଉପରେ ଚଢଉ: ୭ ଜୁଆଡି ଗିରଫ, ୮ ବାଇକ ଜବତ

ରେଙ୍ଗାଲିକେମ୍ପ : ବରଗଡ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ ସିଂହପାଲି ସ୍ଥିତ ଝାଉଁନଦୀଠାରେ ବହୁ ଦିନ ଧରି କୁକୁଡା ଲଢେଇର ଆଢୁଆଳରେ ଏକ ପ୍ରକାର ଜୁଆ ଓ ଘୁଡୁଘୁଡୁ ପଟି ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ…
Read More...

୩୭ କିଲୋ ଗଞ୍ଜେଇ ସହ କାର ଜବତ : ୩ ଗିରଫ, ଜଣେ ଚମ୍ପଟ

ମୋହନା : ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡରେ କାର ସହ ୩୭ କିଲୋ ୭୦୦ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣକୁ ଗିରଫ କରାଯାଇଥିବା ବେଳେ…
Read More...

ବଲାଙ୍ଗୀରରୁ ବୌଦ୍ଧକୁ ଲମ୍ବିଛି ନକଲି ଔଷଧ ଚେର, ୨ଟି ଔଷଧ ଦୋକାନ ନାମରେ ମାମଲା

ବୌଦ୍ଧ : ତାଲାବନ୍ଦ ସମୟରେ ବ୍ୟାପକ ଭାବରେ ନକଲି ଔଷଧ କାରବାର ହେଉଥିବା ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟ ଜିଲା ଭଳି ନକଲି ଔଷଧର କାରବାରର ଚେର ବୌଦ୍ଧ ଜିଲାକୁ ମଧ୍ୟ ଲମ୍ବିଛି। ସୋମବାର ବୌଦ୍ଧ ଭେଷଜ…
Read More...

୬୪ କିଲୋ ଗଂଜେଇ ସହ ବୋଲେରୋ ଜବତ, ୨ ଗିରଫ

ନବରଙ୍ଗପୁର: ପାପଡାହାଣ୍ଡି ପୋଲିସକୁ ମିଳିଛି ଆଉ ଏକ ସଫଳତା। ଗଂଜେଇ ଚୋରାଚାଲାଣ ବେଳେ ବୋଲେରୋ ସହ ୬୪ କେଜି ଗଂଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରିଛି । ଲକଡାଉନ ଏବଂ ସଟଡାଉନର ସୁଯୋଗ ନେଇ…
Read More...

ନିଶାଦ୍ରବ୍ୟ ବିକ୍ରୀ ବେଳେ ପୋଲିସର ଅତର୍କିତ ଚଢ଼ାଉ, ଜଣେ ଗିରଫ  

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ପତ୍ରାପାଲି ଛକରେ ବହୁ ଦିନରୁ ମଦ, ଗଞ୍ଜେଇ ଆଦି ନିଶା ଦ୍ରବ୍ୟ କ୍ରୟ ବିକ୍ରୟର କାରବାର ଚାଲିଆସୁଥିଲା । କରୋନା କଟକଣା ସମୟରେ ଲୋକଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ, କୌଣସି…
Read More...

ଟ୍ରକ ଧକ୍କାରେ ପାୱାରଟିଲର ୨ଖଣ୍ଡ, ଯୁବକ ଗୁରୁତର

ଦେବଗଡ: କୁରଡ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ସଂଧ୍ୟାରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଏକ ପାୱାରଟିଲର ୨ଗଡ ହୋଇଯିବା ସହ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା…
Read More...

କୋଭିଡ ସମୟରେ ସାହାଯ୍ୟର ହାତ ବଢ଼ାଇଛି ଫିଲୋସିପି ସେଣ୍ଟର

ନବରଙ୍ଗପୁର : କରୋନା ସଂକ୍ରମଣ ଆରମ୍ଭରୁ ଫିଲୋସିପି ସେଣ୍ଟର ନାମକ ଏକ ସଂସ୍ଥା ଗରିବମାନଙ୍କ ପାଇଁ ଏକ ସାହାରା ହୋଇଥିବା ଦେଖିବାକୁ ମିଳିଛି । ଏହି ସଂସ୍ଥା କରୋନାର ପ୍ରଥମ ଲେହର ଆରମ୍ଭରୁ ବର୍ତ୍ତମାନ ପର୍ୟ୍ୟନ୍ତ ଗରିବ…
Read More...

ରାତି ୧୦ଟା ମୁଖ୍ୟ ଖବର

-ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ -ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ –ଦିଲ୍ଲୀର ମହାରାଜା ଅଗ୍ରସେନ ହସ୍ପିଟାଲ ଠାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଏବଂ…
Read More...

କୋଭିଡ ସମୟରେ ସରକାରୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି 

ବୌଦ୍ଧ : କୋଭିଡ ସମୟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମକୁ ନେଇ ବୌଦ୍ଧ ଜିଲା ବିଜେପି ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଜିଲା ପ୍ରଶାସନ ପକ୍ଷରୁ କୋଭିଡ ପରିଚାଳନା ପାଇଁ ଯୋଗାଇ ଦିଆଯାଇଥିବା ପାଣ୍ଠିରେ ଗତକାଲି ଟାଉନହଲଠାରେ…
Read More...

ଉତ୍କଳ ପରିଷଦ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ୱେବିନାର

ନବରଙ୍ଗପୁର: ଉତ୍କଳ ପରିଷଦ ନବରଙ୍ଗପୁର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ଚେତନା କାର୍ୟ୍ୟକ୍ରମ କରୁଥିଲା ବେଳେ ପ୍ରଥମ ଥର ସ୍ବାସ୍ଥ୍ୟ ଉପରେ ୱେବିନାର୍ କରିଛି। ସାହିତ୍ୟ ଇତିହାସରେ ଏହା ପ୍ରଥମ। ଉତ୍କଳ ପରିଷଦର…
Read More...

ଫେରାର ଥିବା କିନ୍ନରକୁ ଉଦ୍ଧାର କଲା ବେଗୁନିଆ ପୁଲିସ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମର ଜଣେ କିନ୍ନର ଫେସବୁକରେ ଚାଟିଂ କରି ୧୧ ତାରିଖରୁ ଘରୁ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ତାଙ୍କ ବାପା ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ।ଥାନା ଅଧିକାରୀ…
Read More...

ଗୋଚାଲାଣ ଗାଡିକୁ ଜବତ କଲା ପୋଲିସ, ଚାଳକ ଫେରାର

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ ସିମୋର-କଣ୍ଟାମଳିମ ରାସ୍ତାରୁ ବାଘମାରୀ ପୋଲିସ ୩ଟି ଗୋରୁ ବୋଝେଇ ହୋଇଥିବା ଏକ ପିକଅପ ଭ୍ୟାନକୁ ଜବତ କରିଛି । ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଲକଡାଉନର ସ୍ଥିତି…
Read More...

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲରୁ ମୁକୁଳିବା ନେଇ ସପକ୍ଷ ଗୋଷ୍ଠୀ ମହଲରେ ଖୁସିର ଲହରୀ

ଗୋପାଳପୁର: ଟାଟା ମୋଟର୍ସରେ ନିଯୁକ୍ତି ଦେବା ନେଇ ଠକେଇ ମାମଲାରେ ଜେଲରେ ରହିଥିବା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ଅପରାହ୍ନରେ କୋର୍ଟର ନିର୍ଦ୍ଦେଶକ୍ରମେ ସର୍ତ୍ତମୂଳକ ଜାମିନ ପାଇ ଭୁବନେଶ୍ବର…
Read More...

ବୃଦ୍ଧ ଶୁକ୍ରୁଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରେଙ୍ଗାଲିକ୍ୟାମ୍ପ : ଆଜି ସରକାରୀ ଯୋଜନା ସବୁ ତେଲିଆ ମୁଣ୍ଡକୁ ତେଲ ଦେଲାପରି କେବଳ ଧନୀମାନଙ୍କ ପାଇଁ ତିଆରି ହେଉଥିବା ପ୍ରତିତ ହେଉଛି। ଗରିବ ଆଜି ବି ଗରିବ ହୋଇ ରହିଛି, ଖଟିଖିଆ ଆଜି ବି ଖଟି ଖାଉଛି, ଘରହୀନ ଆଜି ବି…
Read More...

ରଜ ମଉଜ ଫିକା: ବଡ଼ ପରଦାରେ ତାଲା, ଛୋଟ ପରଦା ଭରସା

ସାରନଗରୀ : ଓଡ଼ିଶାର ଗଣପର୍ବ ରଜ ପର୍ବ ପ୍ରାୟ ନିକଟତର । ଦିନକପରେ ଧରାପୃଷ୍ଠ ଆଗମନ କରୁଛି ସଜବାଜ। ପୁରପଲୀଠାରୁ ଆରମ୍ଭ କରି ଗାଁଗଣ୍ଡା ଓ ସହରର କୋଣ ଅନୁକୋଣରେ ପାଳିତ ହୋଇଥାଏ ରଜ ପର୍ବ। ସଜବାଜଠାରୁ ଆରମ୍ଭ କରି ରଜ…
Read More...

କଣ୍ଟାମାଳରେ ବର୍ଷା ଚାଲିଛି, ମଣ୍ଡିରେ ଧାନ ଭିଜୁଛି

କଣ୍ଟାମାଳ : ଗତକାଲିଠାରୁ କଣ୍ଟାମାଳ ବ୍ଳକର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ବର୍ଷା ଲାଗି ରହିଛି। ରବି ଧାନ ବିକ୍ରୀ ପାଇଁ ଚାଷୀ ମଣ୍ଡିରେ ଧାନ ଆଣି ରଖିଥିବା ବେଳେ ମିଲରର ଦେଖା ମିଳୁ ନ…
Read More...

ଉମା ଗାଁ ପୋଖରୀ ମାଛମରା ଖବରକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭର୍ତ୍ସନା, ବ୍ଳକ ସାମ୍ବାଦିକ ସଂଘ ବୈଠକରେ ଦୁଃଖ…

କଣ୍ଟାମାଳ: ଗତ ୮ ତାରିଖରେ କଣ୍ଟାମାଳବ୍ଲକ ଉମା ପଞ୍ଚାୟତ ସଦର ମହକୁମା ସରକାରୀ ବନ୍ଧରୁ ଶତାଧିକ ଲୋକେ କରୋନା କଟକଣାକୁ ବେଖାତିର କରି ମାଛ ମାରୁଥିବା ସଂପର୍କୀୟ ଖବର ପ୍ରକାଶ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ…
Read More...

ଓଲଟିଲା ସାର ବୋଝେଇ ଟ୍ରକ: ୬ ଶ୍ରମିକ ଆହତ, ଜଣେ ଗୁରୁତର

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ନଦୀସାହି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ସାର ବୋଝେଇ ଟ୍ରକ ଓଲଟି ପଡିବାରୁ ୬ ଜଣ ଶ୍ରମିକ ଆହତ ଓ ଜଣେ ଗୁରୁତର ଥିବା ଜଣାପଡିଛି। ଆହତମାନେ ହେଲେ…
Read More...

ବିଶୃଙ୍ଖଳା ସୃଷ୍ଟି କରିଥିବା କନଷ୍ଟେବଳ ନିଲମ୍ବିତ

ଗୁଣପୁର : ରାୟଗଡା ଜିଲ୍ଲା ଭାମିନି ସ୍ଥିତ ୨ୟ ଆଇଆରବିଏନ ଶିବିରରେ ଗତ ଗୁରୁବାର ଦିନ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ଜଣେ କନଷ୍ଟେବଳଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି। ଦୁର୍ଗପତି ଦିଲ୍ଲୀପ କୁମାର…
Read More...

୨ ବର୍ଷରୁ ପହଁରା ଶିଖିଥିବା ଶିଶୁ ୪ ବର୍ଷ ବୟସରେ ଆଜି ଜଣେ ଦକ୍ଷ ପହଁରାଳି 

ବେଗୁନିଆ : ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗ୍ରାମର ଜଣେ ୪ ବର୍ଷର କଅଁଳ ଶିଶୁ ପାଣି ଭିତରେ ଘଣ୍ଟା ଘଣ୍ଟା ରହି ପହଁରି ପାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ବିନା ଗୁରୁରେ ଶିଶୁଟି ଏହି…
Read More...

ମୋହନାରେ ଗଡ଼ିଲା କରୋନା ସଚେତନତା ରଥ

ମୋହନା: ଗଜପତି ଜିଲ୍ଲାପାଳ ଅନୁପମ ସାହା କିଛି ଦିନ ତଳେ ପତାକା ଦେଖାଇ ଜିଲ୍ଲାରେ କରୋନା ସଚେତନତା ରଥର ଶୁଭ ଉଦଘାଟନ କରାଇଥିଲେ। ପରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଏହି ରଥ ପରିକ୍ରମା କରି ଦୁର୍ଗମ ଅଞ୍ଚଳରେ ବସବାସ…
Read More...

ଶାନ୍ତନୁ ଦାଶ ମୃତ୍ୟୁ ମାମଲାରେ ବଡଭାଇ ଗିରଫ

ଗୁରୁଡିଝାଟିଆ: ମଞ୍ଚେଶ୍ୱର ଗ୍ରାମର ଶାନ୍ତନୁ ଦାସ ମୃତ୍ୟୁ ମାମଲାରେ ବଡଭାଇ ସାଗର ରଞ୍ଜନ ଦାଶକୁ ଗୁରୁଡିଝାଟିଆ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶଯୋଗ୍ୟ, ଶାନ୍ତନୁ ପରିବାରର ବିରୋଧ ସତ୍ତେ୍ୱ ଜନୈକ…
Read More...

ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା

ଗୁରୁଡିଝାଟିଆ: ବ୍ରାହ୍ମଣବସ୍ତ ଗାଁ କଲ୍ୟାଣ ସମିତି ପକ୍ଷରୁ ଆଜି କରୋନା ମୁକାବିଲା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଓ, ପିଏଚଇଓ କବିତାରାଣୀ ଦାସ,…
Read More...

୧୦୦ ଲିଟର ଚୋରା ଦେଶୀମଦ ସହ ଅଟୋ ଜବତ, ଅଭିଯୁକ୍ତ ଗିରଫ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବାଳି ବଜାର ନିକଟରୁ ଅବକାରୀ ବିଭାଗ ମଦ ବୋଝେଇ ଅଟୋକୁ ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଅଭିଯୁକ୍ତର ନାଁ ସନ୍ତୋଷ ରଥ ଘର ଜଗତପୁର ବୋଲି ଜଣାପଡିଛି।…
Read More...

ମିନିଟ୍ରକ ସହିତ କାଠକୋଇଲା ଜବତ, ୧ଗିରଫ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଆଜି ଏକ କାଠ କୋଇଲା ବୋଝେଇ ମିନିଟ୍ରକକୁ ଜବତ କରାଯିବା ସହିତ ଧୃବ ଦାସ(୫୦) ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି। ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଅଞ୍ଚଳରୁ ୩୦ବସ୍ତା…
Read More...

ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ: ବୋମାମାଡ, ୫ ଆହାତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ଗୁରୁବାର ରାତ୍ରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ କରାଯିବା ସହ ଖଣ୍ଡା କାତିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି…
Read More...

ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ 

ନବରଙ୍ଗପୁର: ଭର୍ଚୁଆଲ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ଃ ଅଜିତ କୁମାର…
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ପଂଚାୟତ ମହୁଲଧର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତ ୭ତାରିଖ ଦିନ…
Read More...

ବିଧବା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ : ଅତାବିରା ନିର୍ବାଚନ ମଣ୍ଡଳୀର କୁମୁରକ୍ଷ ପାଳିରେ ୨୩ ବର୍ଷୀୟା ବିଧବା ମହିଳାଙ୍କ ମୃତଦେହକୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣା ସୂତ୍ରରୁ ଜଣାପଡିଛି ଯେ, ଭେଡେନ ଥାନା ଅଧୀନସ୍ଥ…
Read More...

ଚୋରକୁ ଧରି ପୁଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ବେଗୁନିଆ: ବେଗୁନିଆ ଥାନା କଣ୍ଟାବାଡ଼ ପଂଚାୟତ ଅନ୍ତର୍ଗତ ତଣ୍ଡାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକ ଆଣି ଧାନ ଚୋରି କରୁଥିବା ଚୋରକୁ ଧରି ଗ୍ରାମବାସୀମାନେ ବେଗୁନିଆ ପୁଲିସ ଜିମା…
Read More...

ଭୀଷଣ ବର୍ଷା ଆଶଙ୍କା ନେଇ ସତର୍କ କରାଇଲା ପ୍ରଶାସନ, ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ବୌଦ୍ଧ : ଆଗାମୀ କିଛିଦିନ ଜିଲାରେ ଭୀଷଣ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଥିବା ବେଳେ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବୌଦ୍ଧଜିଲା ପ୍ରଶାସନ ପକ୍ଷରୁ…
Read More...

ଟ୍ରାକ୍ଟର ମାଡିଯାଇ ବୃଦ୍ଧାଙ୍କ ମୃତ୍ୟୁ

ବୌଦ୍ଧ : ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ପଞ୍ଚାୟତର ସଦେଇପୁର ଗ୍ରାମରେ ଟ୍ରାକ୍ଟର ମାଡିଯିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଗ୍ରାମର ଦୁର୍ଲଭ ବାରିକ(୬୫) ଖାଇସାରି ଘର ଆଗରେ ବାସନ…
Read More...

ପରିବାର ଲୋକ ପାଖରେ ନ ଥିବାରୁ ମଦଭାଟି ଆଗରେ ପଡିରହିଲା ମୃତଦେହ

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବହିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଦେଇପୁର ମଦଭାଟି ସମ୍ମୁଖରେ ଜଣେ ମଦ୍ୟପଙ୍କ ମୃତଦେହ ଗତକାଲିଠାରୁ ପଡି ରହିଥିଲେ ମଧ୍ୟ ସତ୍କାର ହୋଇନପାରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।…
Read More...

ଚାଲ ଫେରିଯିବା, ଆମ ଗାଁ କରୋନା ମୁକ୍ତ

ରେଙ୍ଗାଲିକ୍ୟାମ୍ପ : ଆଜି ମହାମାରୀ କରୋନା ସହିତ ରାଜ୍ୟର ବଡ ବଡ ସହର, ମହାନଗର ଗୁଡ଼ିକର ଅବସ୍ଥା ସାଙ୍ଘାତିକ ହୋଇଯାଇଥିବା ବେଳେ ଅତାବିରା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର୍ ପ୧ ଅଧୀନରେ ଥିବା ତଥା ଅତାବିରା ବ୍ଲକ…
Read More...

୪ହଜାର ଲିଟର ପୋଚ ଜବତ, ୧ ଗିରଫ

ଗୁରୁଡିଝାଟିଆ: ଅବକାରୀ ବିଭାଗର ଉପଅଧିକ୍ଷକଙ୍କ ନେତୃତ୍ୱରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଅଁସର ନିକଟରୁ ୪ହଜାର ଲିଟର ପୋଚକୁ ଜବତ କରାଯାଇ ରଜେନ୍ଦ୍ର ଛାତର ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି। ୪ଜଣ ଅଭିଯୁକ୍ତ ମଦରନ୍ଧା…
Read More...

କାଦୋବାହାଲ ଧାନ ମଣ୍ଡିରେ ପଡ଼ିଲା ତାଲା

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ କାଦୋବାହାଲ୍ ଧାନ ମଣ୍ଡିରେ ଅଞ୍ଚଳର ଚାଷୀମାନେ ଆଜି ତାଲା ପକାଇଥିବା ଜଣାପଡିଛି। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିରହି ଉଠୁନାହିଁ। ଏପରିକି ଚାଷୀମାନଙ୍କର ଟୋକନ ବାତିଲ ହୋଇ…
Read More...

ଆଦିବାସୀଙ୍କ ସହ ଖେଳ ଖେଳୁଛି ବୌଦ୍ଧ ଶିକ୍ଷା ବିଭାଗ; ଡିସେମ୍ବରରୁ ଢେକଲମୁଣ୍ଡା ବିଦ୍ୟାଳୟ ପିଲାଙ୍କୁ ମିଳିନି ପୋଷାକ ଓ…

କଣ୍ଟାମାଳ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିବା ବେଳେ, ରାଜ୍ୟ ସରକାର ଗତ ମାର୍ଚ୍ଚ ୨ ତାରିଖରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକୁ ୫ଟିରେ…
Read More...

ଭାଗ୍ୟର ବିଡମ୍ବନା: କରୋନାରେ ଜେଜେବାପାଙ୍କ ମୃତ୍ୟୁ, ସରକାରୀ ସହାୟତା ଅପେକ୍ଷାରେ ଅନାଥ ଶିଶୁପୁତ୍ର

ଗୁଣପୁର: ଭାଗ୍ୟର ବିଡମ୍ବନା । କରୋନାରେ ଆକ୍ରାନ୍ତ ହୋଇ ଜେଜେବାପାଙ୍କ ମୃତ୍ୟୁପରେ ଏବେ ଛଅବର୍ଷର ଶିଶୁପୁତ୍ର ନାଇଡୁ ପ୍ରଣିତ କୁମାର ବଞ୍ଚିବା ପାଇଁ ରାହା ଖୋଜୁଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା…
Read More...

ସମାଜ ପ୍ରଭାବ: ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ରେଙ୍ଗାଲିକ୍ୟାମ୍ପ : ବୃଦ୍ଧ ଶତ୍ରୁଘନ ଓ ତାଙ୍କ ରୋଗୀଣା ସ୍ତ୍ରୀ ତିଳୋତ୍ତମାଙ୍କ ଶୋଚନୀୟ ଅବସ୍ଥା ଯେକୌଣସି ମଣିଷ ମନକୁ ବିଚଳିତ କରିବ, ଆନ୍ଦୋଳିତ କରିବ। କିନ୍ତୁ ଆଜିଯାଏଁ ତାଙ୍କ ପାଇଁ ସରକାରୀ ସହାୟତାର ହାତ…
Read More...

ନବରଙ୍ଗପୁରରେ ଆରଟି-ପିସିଆର ପରୀକ୍ଷାଗାର ଉଦ୍‍ଘାଟନ ଓ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ…

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟା୫.୩୦ରେ ଅଭାଷୀ ସମ୍ମିଳନୀ (ଭିଡିଓ କନଫରେନ୍ସିଂ) ମାଧ୍ୟମରେ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆରଟି-ପିସିଆର ପରୀକ୍ଷାଗାର ଉଦ୍‍ଘାଟନ ଓ…
Read More...

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅଳ୍ପକେ ବର୍ତ୍ତିଲେ ୨ବର୍ଷର କୁନି ଝିଅ: ୩ ଆହତ, ଜଣେ ଗୁରୁତର

ରେଙ୍ଗାଲି : ରେଙ୍ଗାଲି ବ୍ଲକ ଗୁରୁପାଲିଠାରେ ଥିବା ଆର୍ ଆର୍ କଲୋନୀରେ ଆଦିତ୍ୟ ଆଲୁମିନିୟମ କମ୍ପାନୀର ଖାମଖିଆଲି ମନୋଭାବ ଯୋଗୁଁ ବିଦ୍ୟତ୍ ଆଘାତ ଲାଗି ଏକ ୨ ବର୍ଷର ଝିଅ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ବେଳେ…
Read More...

ୱାଇସିଡିଏ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀଠାରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ଆଜି ବୌଦ୍ଧଗଡ ଏନଏସି ଅନ୍ତର୍ଗତ ଇରିଗେସନ କଲୋନୀ, ଖଲିଆବଗିଚା, ମର୍ଜାକୁଦ, ଖଦାଳସାହି, ବାପୁଜୀନଗର, କେଉଟସାହି, ପୋଡାପୋଡା,…
Read More...

ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା, ପଂଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ଦାବିରେ ଆଜି ଗ୍ରାମର ମହିଳାମାନେ ଗରା, ବାଲଟି ଆଦି ଧରି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…
Read More...

ଚୋରା କିରୋସିନି ବିକ୍ରୀକୁ ନେଇ ଅଭିଯୋଗକାରୀଙ୍କୁ ଗଳା ଧକ୍କା ମାରିଲେ ଯୋଗାଣ ନିରୀକ୍ଷକ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତରେ ଗତ ମାସ ୧୧/୦୫ ରାତିରେ ଖ୍ରୀଷ୍ଟିଆନ ସାହିର ତ୍ରିନାଥ ବେହେରା (ଡିଲର) ଚୋରା କିରୋସିନି ଚାଲାଣ କରୁଥିବା ବେଳେ ଗ୍ରାମବାସୀ ଧରି ଯୋଗାଣ…
Read More...

ଆଠଗଡ ବିକାଶ ମଞ୍ଚ ପକ୍ଷରୁ ତୁଣ୍ଡି ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଓରନ୍ଦା ଅନୁସୁଚିତ ଜାତି ସାହିରେ ଆଜି କରୋନା ସଚେତନତା ସହିତ ତୁଣ୍ଡି ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ସାହିର ପ୍ରତ୍ୟେକ ସଦସ୍ୟଙ୍କୁ ତୁଣ୍ଡି…
Read More...

ବୃଦ୍ଧାଙ୍କ ଘରେ ପହଞ୍ଚି ଆଠଗଡ ବ୍ଲକ କର୍ତ୍ତୃପକ୍ଷ ଦେଲେ ୧୫ହଜାର ୫ଶହ ଭତ୍ତା ଟଙ୍କା

ଗୁରୁଡିଝାଟିଆ: ଓରନ୍ଦା ଗ୍ରାମର ଯଶୋମତି ମହାରଣା ୨୦୧୮ ଡିସେମ୍ବରରୁ ଭତ୍ତା ଟଙ୍କା ପାଇନଥିଲେ। ଅସୁସ୍ଥତା ହେତୁ ନିଜ ଗାଁ ଓରନ୍ଦାରେ ଯଶୋମତି ନରହି ନିଜ ସଂପର୍କିୟ ଘରେ ରହୁଥିଲେ। ହେଲେ ନିଜ ମାସିକ ବାର୍ଦ୍ଧକ୍ୟ ଭତ୍ତା…
Read More...

୧୨ଟି ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ୨ଜୋନ ଜିଲ୍ଲାପରିଷଦର ୧୨ଟି ପଞ୍ଚାୟତର ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାର ଭତ୍ତା ବଣ୍ଟନ କରାଯାଇଛି। ଖୁଣ୍ଟୁଣୀଠାରେ ଉପସ୍ଥିତ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ…
Read More...

ଦାଉ ସାଜିଲା ପ୍ରଶାସନ, ସହାୟତାର ହାତ ବଢ଼ାଇଲେ ନବରଙ୍ଗପୁରର ପୂର୍ବତନ ନଗରପାଳ

ନବରଙ୍ଗପୁର: ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ ହେବ ନବରଙ୍ଗପୁର ସହରର ଆରସିଡ଼ି ହାଇସ୍କୁଲ ପାଚେରୀ ପ୍ରାଙ୍ଗଣରେ ଥିବା ଛଟିଆ ଚଣା ଦୋକାନକୁ ପ୍ରଶାସନ ତରଫରୁ ଭାଙ୍ଗି ଦେଇଥିବା ଯୋଗୁଁ ଅସହାୟ ହୋଇ ପଡି ରହିଥିବା ଚଣା ଦୋକାନୀଙ୍କ…
Read More...

ଗୁଣୁପୁର ୱାର୍ଡ ନମ୍ବର ୩ରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା

ଗୁଣୁପୁର: ମୁଣ୍ଡ ଉପରେ ଡ଼ହଡ଼ହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଏଭଳି ସ୍ଥିତିରେ ତୃଷ୍ଣା ମେଣ୍ଟାଇବା ପାଇଁ ପାଣିର ଆବଶ୍ୟକତା ରହିଥିବା ବେଳେ ଉତ୍କଟ ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗୁଣୁପୁର ପୌର ପରିଷଦ…
Read More...

ଜାପାନୀ ପୋଦିନା ତେଲ ପ୍ରକ୍ରିୟାକରଣର ଶୁଭାରମ୍ଭ କଲେ ଜିଲ୍ଲାପାଳ

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ୍ ଡୁଡିରିଗୁଡାଠାରେ ଜାପାନୀ ପୋଦିନା ପତ୍ରରୁ ତେଲ ପ୍ରକ୍ରିୟାକରଣକୁ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ…
Read More...

ରାତି ୧୦ଟା ମୁଖ୍ୟ ଖବର

-କମ୍ ସଂକ୍ରମଣ ହାର ଥିବା ଜିଲାରେ ଅନଲକ ପ୍ରକ୍ରିୟା ଆରମ୍ଭ ପାଇଁ ବିଚାର କରୁଛନ୍ତି ସରକାର-ମୁଖ୍ୟମନ୍ତ୍ରୀ -ଡିସେମ୍ବର ଶେଷ ସୁଦ୍ଧା ଉପଲବ୍ଧ ହେବ ୨୦୦ କୋଟିରୁ ଊର୍ଦ୍ଧ୍ବ ଟିକା –ରାଜ୍ୟରେ କୋଭିଡ ପରିସ୍ଥିତି…
Read More...

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର : ରବି ଋତୁରେ ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏକ…
Read More...

ଉମା ସରକାରୀ ବନ୍ଧରେ ଶହ ଶହ ଲୋକେ ମାରିଲେ ମାଛ

କଣ୍ଟାମାଳ : ମଣିଷର ଲାଳଶା ପାଖରେ ହାର ମାନିଛି ଜୀବନ। ମହାମାରୀ କରୋନା ପାଇଁ କୋଭିଡ଼ ନିୟମକୁ ସରକାର କଡା କଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ଏକ ସରକାରୀ ବନ୍ଧରେ ଆଜି ସ୍ଥାନୀୟ ଲୋକେ ଶହ ଶହ ସଂଖ୍ୟାରେ…
Read More...

ଜୋନ ୨ ଜିଲ୍ଲାପରିଷଦ ଅଞ୍ଚଳରେ ତୁଣ୍ଡି ବଣ୍ଟନ ଓ ପଞ୍ଜିକରଣ ଆରମ୍ଭ

ଗୁରୁଡିଝାଟିଆ: ଜୋନ ୨ ଜିଲ୍ଲାପରିଷଦ ଅନ୍ତର୍ଗତ ଖୁଣ୍ଟୁଣୀ ପଞ୍ଚାୟତର ରାଣିବଣିଆ ଅନୁସୁଚିତ ଜାତି ସାହିରେ ବିଜୁ ଛାତ୍ର ଜନତାଦଳ ଓ ଯୁବ ଜନତାଦଳ ପକ୍ଷରୁ କରୋନା ସଚେତନତା, ତୁଣ୍ଡି ବଣ୍ଟନ ଓ ଟିକା ପଞ୍ଜିକରଣ କାର୍ଯ୍ୟ…
Read More...

ଗୁରୁଡିଝାଟିଆରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନାର ନୂତନ ଥାନା ଅଧିକାରୀ ଭାବରେ ରଞ୍ଜନ କୁମାର ପ୍ରଧାନ ଆଜି ଯୋଗଦାନ କରିଛନ୍ତି। ଶ୍ରୀ ପ୍ରଧାନ ପୁରୀ ଜିଲ୍ଲାର ଗୋପ ଓ କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲାର ମାହାଙ୍ଗାରେ ଥାନା ଅଧିକାରୀ…
Read More...