www.samajalive.in
Saturday, December 6, 2025
15.1 C
Bhubaneswar

ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା

ଗୁରୁଡିଝାଟିଆ: ବ୍ରାହ୍ମଣବସ୍ତ ଗାଁ କଲ୍ୟାଣ ସମିତି ପକ୍ଷରୁ ଆଜି କରୋନା ମୁକାବିଲା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଓ, ପିଏଚଇଓ କବିତାରାଣୀ ଦାସ, ଚିନ୍ମୟୀ ପାଢି, ଅଙ୍ଗନୱାର୍ଡି କର୍ମୀ ସୁକାନ୍ତି ସ୍ୱାଇଁ, ଆଶାକର୍ମୀ ପାର୍ବତୀ ସୋରେନ, ସୁପରଭାଇଜର ସଂଜୟ ବେଉରା, ସ୍ଥାନୀୟ ସରପଞ୍ଚ ପ୍ରିୟବ୍ରତ ସାହୁ,ସମିତିସଭ୍ୟ ଅଶୋକ କୁମାର ଖଟୁଆ, ଫକୀର ଚରଣ ଖଟୁଆ, ସତ୍ୟନାରାୟଣ ମହାନ୍ତି , ପ୍ରଫୁଲ କୁମାର ପ୍ରଧାନ, ବିଶ୍ୱଜିତ ସାହୁ ଓ ଜିତେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗାଁର ପ୍ରତ୍ୟେକ ସାହିରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଏଥିସହିତ ତୁଣ୍ଡି ବ୍ୟବହାର କରିବା, ବାରମ୍ବାର ସାବୁନରେ ହାତଧୋଇବା, ଆବଶ୍ୟକ ନଥିଲେ ଘରୁ ବାହାରିବା ନାହିଁ ଏବଂ କୋଭିଡ ଟୀକା ନେବା ନିମନ୍ତେ ଲୋକମାନଙ୍କୁ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories