ନିଉଜ ଆଲର୍ଟବଡ଼ ଖବର Less than 1 min.Read ରାତି ୧୦ଟା ମୁଖ୍ୟ ଖବର By Samaja Digital (PM) 13 June, 2021 9:54 PM FacebookTwitterPinterestWhatsAppLinkedinReddIt –ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ –ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍ ତରଳ ମେଡିକାଲ୍ ଅମ୍ଳଜାନ –ଦିଲ୍ଲୀର ମହାରାଜା ଅଗ୍ରସେନ ହସ୍ପିଟାଲ ଠାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଏବଂ ସିଲିଣ୍ଡର ଫିଲିଂ ପ୍ଲାଣ୍ଟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ –ଦେଶର ସବୁ ସରକାରୀ ଜିଲା ମୁଖ୍ୟ ଡାକ୍ତରଖାନାରେ ପିଏସଏ୍ ଅକ୍ସିଜେନ ପ୍ଲାଣ୍ଟ ଆଗାମୀ ଲହରର ପ୍ରସ୍ତୁତିକୁ ବ୍ୟାପକ କରିବ –ନକଲି ଔଷଧ ଯାଞ୍ଚ କଡ଼ାକଡ଼ି, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ। ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ-ସ୍ବାସ୍ଥ୍ୟ ମନ୍ତ୍ରୀ –ଚଳିତ ଖରିଫ୍ରେ ବିହନ ନିଗମ ଦ୍ୱାରା ପ୍ରାମାଣିକ ବିହନର ନିରନ୍ତର ଯୋଗାଣ ନିମନ୍ତେ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ଦେଶ –ଆଜି ରାଜ୍ୟରେ ସୁସ୍ଥ ହେଲେ ୭୭୩୩ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୭୯୬୭୯୯କୁ ବୃଦ୍ଧି –ଜୁନ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା –ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ୟୁଟ୍ୟୁବରେ ହେବ ପାଠପଢ଼ା। ପୂର୍ବାହ୍ନ ୧୦ଟା.୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ ପାଠପଢ଼ା –ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇଁ ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ –ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ,୮ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୧ ଜିଲାକୁ ୱେଲୋ ୱାର୍ଣ୍ଣିଂ –ମହାନଦୀ ଉପର ମୁଣ୍ଡରେ ବର୍ଷା ସମ୍ଭାବନା –ଆସନ୍ତାକାଲି ଠାରୁ ଦିଲ୍ଲୀରେ ଖୋଲିବ ଦୋକାନ ବଜାର-ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ –ଆସନ୍ତାକାଲି ସକାଳ ୫ଟା ପର ଠାରୁ କିଛି କ୍ଷେତ୍ରରେ କଟକଣା –କାଲିଠାରୁ ସମସ୍ତ ଦୋକାନ ବଜାର,ରେସ୍ତୋରାଁ, ହୋଟେଲ ଆଦି ଖୋଲାଯିବ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ –ଏକ ପୃଥିବୀ ଏକ ସ୍ୱାସ୍ଥ୍ୟର ବାର୍ତା ସମଗ୍ର ବିଶ୍ୱରେ ପହଞ୍ଚିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ –ଜି-୭ ଶିଖର ବୈଠକର ପ୍ରଥମ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ –ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍’ –ଓଡ଼ିଶାରେ ୪୪୬୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୨୫୪୬ ଏବଂ ସ୍ଥାନୀୟ ସଂକ୍ରମିତ ୧୯୨୩, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୨ –ରାଜ୍ୟରେ ୪୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୩ ହଜାର ୩୦୨କୁ ବୃଦ୍ଧି –ଅନ୍ଧବିଶ୍ୱାସରୁ ପୁଣି ହତ୍ୟାକାଣ୍ଡ ; ଗୋଟିଏ ପରିବାରର ୨ ଜଣଙ୍କୁ ଅତି ନିର୍ମମ ହତ୍ୟା –ଦେଶରେ ଗୋଟିଏ ଦିନରେ ଆଉ ୮୦ ହଜାର ୮୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୪ ଲକ୍ଷ ୩୯ ହଜାର ୯୮୯ –ଦେଶରେ ଆଉ ୧ ଲକ୍ଷ ୩୨ ହଜାର ୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୮୦ ଲକ୍ଷ ୪୩ ହଜାର ୪୪୬ –ଆଉ ୩୩୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪କୁ ବୃଦ୍ଧି –କୋଭିଡ ଟିକାକରଣ : ଟିକା ନେଲେଣି ୨୫ କୋଟିରୁ ଅଧିକ –୨୫ କୋଟିରୁ ଅଧିକ ଟିକାଦାନ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ –ଡେଲଟା ଭାରିଆଣ୍ଟ ଦୁଇମାସରେ ରୂପ ବଦଳାଇବ ; ସେରୋସର୍ଭେ ଉପରେ ଗୁରୁତ୍ୱ –କୋଭିଡ ବର୍ଜ୍ୟ ଦୁଇମାସରେ ୪୬% ବଢିଛି ; ଦକ୍ଷିଣ ଭାରତ, ବିହାର, କର୍ଣ୍ଣାଟକରୁ ବାହାରୁଛି ସର୍ବାଧିକ ପରିମାଣର ବାୟୋମେଡିକାଲ ବର୍ଜ୍ୟ –ମୁହଁ ଖୋଲିଲେ ରାଜ କୁନ୍ଦ୍ରା ପ୍ରଥମ ପତ୍ନୀଙ୍କ ବିରୋଧରେ କହିଲେ ସାଂଘାତିକ କଥା –ପାକିସ୍ତାନର ଉପହାର କେହି ନେଲେନାହିଁ ; ୩୨ଟି ରାଷ୍ଟ୍ରର ମୁଖ୍ୟଙ୍କ ନିକଟକୁ ଆମ୍ବ ପଠାଇଥିଲା ପାକିସ୍ତାନ –ଚୀନର ନୂଆ ଆଇନ ; ଦେଶର ଯବାନଙ୍କୁ ସମାଲୋଚନା କରାଯାଇପାରିବ ନାହିଁ –ବୈଷ୍ଣୋଦେବୀ ପୀଠ ନିକଟରେ ତିଆରି ହେବ ଡିଜନିଲ୍ୟାଣ୍ଡ ; ପ୍ରଦର୍ଶିତ ହେବ ଭାରତୀୟ ପୁରାଣ କଥା Hot this week ଅପରାଧ ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ December 6, 2025 0 ଭୁବନେଶ୍ବର :ଏୟାରଫିଲ୍ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ... ଆମ ଓଡ଼ିଶା ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍ଆଇଆର୍ December 6, 2025 0 ଭୁବନେଶ୍ୱର :ଗତ ନଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା... ରାଜନୀତି ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ସଂସଦରେ ଗର୍ଜିଲେ ପୁରୀ ସାଂସଦ ସମ୍ବିତ ପାତ୍ର December 5, 2025 0 ନୂଆଦିଲ୍ଲୀ : ଆଜି ସଂସଦ ଭବନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର... ଆମ ଓଡ଼ିଶା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛାତ ଭୁଶୁଡି ୪ ଜଣ ଗୁରୁତର ଭାବେ ଆହତ ,ଜଣକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନlନ୍ତର December 5, 2025 0 ଗଣିଆ : ଜିଲ୍ଲା ଅନ୍ତର୍ଗତ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଛାତ... ଆମ ଓଡ଼ିଶା ଆମ ବସ ଧକ୍କାରେ ଜଣେ ମୃତ December 5, 2025 0 ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ... Related Articles ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି ଆମ ଓଡ଼ିଶା December 5, 2025 ୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର ଦେଶ-ବିଦେଶ December 5, 2025 ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର ଦେଶ-ବିଦେଶ December 5, 2025 ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ ଦେଶ-ବିଦେଶ December 5, 2025 ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ ଦେଶ-ବିଦେଶ December 5, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleଆଉ ନାହାନ୍ତି ବିଶିଷ୍ଟ ସମାଜବାଦୀ ଚାଷୀନେତା ଗଙ୍ଗା ବେହେରାNext articleଧର୍ମପ୍ରାଣା ମହିଳାଙ୍କ ବିୟୋଗରେ ଶୋକସଭା