ଗାଁ କଲ୍ୟାଣ ସମିତି ପକ୍ଷରୁ ମାଇକ ଯୋଗେ ସଚେତନତା କାର୍ଯ୍ୟକ୍ରମ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଧୁରୁଷିଆ ଓ ମାଧବପୁର ସ୍ୱାସ୍ଥ୍ୟଉପକେନ୍ଦ୍ର ଗାଁଗୁଡିକରେ କରୋନା ମହାମାରୀ କବଳରୁ ନିଜକୁ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗାଡିରେ ମାଇକ୍ ଯୋଗେ ଗାଁ ଗାଁରେ ବୁଲି ସଚେତନତା କରାଯାଇଥିଲା। ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ, ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ସ୍ୱାସ୍ଥ୍ୟକର୍ମୀ ସରସ୍ୱତୀ ପରିଡା, ରାକେଶ ନାୟକ ସହିତ ଅଙ୍ଗନୱାର୍ଡି ଓ ଆଶାକର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

kalyan agarbati

Comments are closed.