www.samajalive.in
Saturday, December 6, 2025
14.1 C
Bhubaneswar

ଜୋନ ୨ ଜିଲ୍ଲାପରିଷଦ ଅଞ୍ଚଳରେ ତୁଣ୍ଡି ବଣ୍ଟନ ଓ ପଞ୍ଜିକରଣ ଆରମ୍ଭ

ଗୁରୁଡିଝାଟିଆ: ଜୋନ ୨ ଜିଲ୍ଲାପରିଷଦ ଅନ୍ତର୍ଗତ ଖୁଣ୍ଟୁଣୀ ପଞ୍ଚାୟତର ରାଣିବଣିଆ ଅନୁସୁଚିତ ଜାତି ସାହିରେ ବିଜୁ ଛାତ୍ର ଜନତାଦଳ ଓ ଯୁବ ଜନତାଦଳ ପକ୍ଷରୁ କରୋନା ସଚେତନତା, ତୁଣ୍ଡି ବଣ୍ଟନ ଓ ଟିକା ପଞ୍ଜିକରଣ କାର୍ଯ୍ୟ କରାଯାଇଛି। ଜୋନ ୨ ଜିଲ୍ଲାପରିଷଦ ଅଞ୍ଚଳର ବିଜେଡି ଆବାହକ ଯୁବନେତା ନୃସିଂହ ଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ରଞ୍ଜନ କୁମାର ବେହେରା, ଗଗନ ବିହାରୀ ପରିଡା, ଦୀପକ ସାହାଣୀ, ସୌଦାମିନି ସାହୁ, ସୌମ୍ୟରଞ୍ଜନ ସାହୁ, ଅଭିଲିପ୍ସା ମହାରଣାଙ୍କ ସହିତ ବିଜୁ ଛାତ୍ର ଜନତା ଦଳର ସଂପାଦକ ଦୀପକ ପାଢି ଓ ଗିରିଜା ପରିଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories