କାରଖାନା ବିରୁଦ୍ଧରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଝାରସୁଗୁଡ଼ା: କୁଳବିରା ବ୍ଲକ କେଲଡ଼ାମାଲ ପଞ୍ଚାୟତ ଅନ୍ତର୍ଗତ ଜାମମାଲଠାରେ ଥିବା ଶୋଭା କାରଖାନାରୁ ନିର୍ଗତ ହେଉଛି କେମିକାଲ। ଏହି କେମିକାଲ ପରିବେଶକୁ ବହୁ ପରିମାଣରେ ଦୂଷିତ କରୁଛି। ଏହାର ପ୍ରଭାବ ଜମି ଓ ଘାସ ପଡ଼ିଆ…
Read More...

ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷା କର୍ମୀଙ୍କ ଏନ୍‍କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀ ଲସ୍କର ଇ ତୋଇବା ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ଆତଙ୍କବାଦୀ ସହିତ ଗୁଳି…
Read More...

ଶୋଇବା ବେଳେ ଏହି ଦିଗ ପ୍ରତି ସଚେତନ ରୁହନ୍ତୁ

ଦିନ ସାରା କାମ କରି ଥକି ଗଲା ପରେ ରାତିରେ ଶୋଇବା ଦ୍ୱାରା ଶାନ୍ତି ମିଳିଥାଏ। ଏହାଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କୁହାଯାଇଛି ମନୁଷ୍ୟ ଖାଇବା ପିଇବା ବିନା ରହି ପାରିବ କିନ୍ତୁ ଶୋଇବା ବିନା ରହି ପାରିବ ନାହିଁ।…
Read More...

ହାର୍ଦ୍ଦିକ ପଟେଲ୍‍ଙ୍କୁ ୨ ବର୍ଷ ଜେଲ୍‍ ଦଣ୍ଡାଦେଶ

ମେହସାନା: ପଟିଦାର ସଂରକ୍ଷଣ ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ୍‍ ଦୁଇ ବର୍ଷ ଜେଲ୍‍ ଦଣ୍ଡ ଭୋଗିବେ। ୨୦୧୫ରେ ଭିସାନଗରରେ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ଭିସନଗର ସେସନ୍‍ କୋର୍ଟ ଜଜ୍‍୍‍ ଭି ପି ଅଗ୍ରୱାଲ୍‍…
Read More...

ଆଗାମୀ ପିଢ଼ିର ସୁରକ୍ଷା ଚାହୁଁଥିଲେ ଗାଈଠାରୁ ଦୂରରେ ରୁହ: ଆଜମ୍‍ ଖାନ୍‍

ରାମପୁର: ଯଦି ଭବିଷ୍ୟ ପିଢ଼ିକୁ ସୁରକ୍ଷିତ ଦେଖିବାକୁ ଚାହୁଁଛ ତେବେ ଗୋ ସମ୍ପଦଠାରୁ ଦୂରତା ରକ୍ଷା କର। ଗୋ ଚାଲାଣ ଅଭିଯୋଗରେ ରାଜସ୍ଥାନର ଅଲୱରରେ ମୁସଲିମ୍‍ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା ଘଟଣା ପରେ ଉପରୋକ୍ତ ମତ…
Read More...

ଆଜି ରସଗୋଲା ଦିବସ

ଆଜି ସାରା ଓଡିଶାରେ ପାଳନ ହେଉଛି ରସଗୋଲା ଦିବସ। ଓଡିଶାର ପ୍ରତି ଗଳିକନ୍ଦିରେ ମିଠା ଦୋକାନ ମାନଙ୍କରେ ରସଗୋଲାର ଚାହିଦା ଅଧିକ ରହିିଥିବାର ପରିଲକ୍ଷିତ ହୋଇଛି। ରସଗୋଲା ପାଇଁ ସାଲେପୁର ଓ ପାହାଳ ପ୍ରସିଦ୍ଧି ଲାଭ କରିଛି।…
Read More...

ବାନ୍ତି ରୋକିବାର ସହଜ ଉପାୟ

ସାଧାରଣତଃ ବହୁ ଲୋକଙ୍କର ବସ୍‍, କାର୍‍, ଉଡ଼ାଜାହାଜ ଆଦିରେ ଯାତ୍ରା କରିବା ସମୟରେ ବାନ୍ତି ହେବା ସହ ମୁଣ୍ଡ ମଧ୍ୟ ବ୍ୟଥା ହୋଇଥାଏ। ୨ରୁ ୩ ଘଣ୍ଟା ରାସ୍ତା ଯାତାୟତ ମଧ୍ୟରେ ଏହି କାରଣ ହେତୁ ବହୁ ସମସ୍ୟା ହେବା ସହ ଶରୀର…
Read More...

କୁଆଖାଇରୁ ଉଦ୍ଧାର ହେଲେ ମହିଳା

ଭୁବନେଶ୍ୱର: କୁଆଖାଇରେ ବୁଡି ଯାଉଥିବା ସମୟରେ ଉଦ୍ଧାର ହେଲେ ମହିଳା। ମହିଳା ଜଣଙ୍କ ଭାସିଯାଉଥିବା ସମୟରେ ତାଙ୍କୁ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉଦ୍ଧାର କରିଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ…
Read More...

ସିବିଏସ୍‍ଇ ଦ୍ୱାଦଶ ପରୀକ୍ଷା: ପୁନଃମୂଲ୍ୟାଙ୍କନ ପରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କର ବଢିଲା ନମ୍ବର

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ପକ୍ଷରୁ ପ୍ରକାଶ ପାଇଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳର ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ମାନଙ୍କର ଫଳ ପ୍ରକାଶ ପାଇଛି।…
Read More...

ବଜାରରୁ ୧୨୭୯ କାର ଫେରାଇ ନେବ ମାରୁତି

ନୂଆଦିଲ୍ଲୀ: ନୂଆ ସ୍ୱିଫ୍ଟ ଓ ଡେଜାଇର ମଡେଲ୍‍ର ୧୨୭୯ଟି କାରକୁ ଏହାର ନିର୍ମାତା ମାରୁତି ସୁଜୁକି ବଜାରରୁ ଫେରାଇ ନେବ ବୋଲି ବୁଧବାର ଘୋଷଣା କରିଛି। ଏୟାର ବ୍ୟାଗ୍‍ କଣ୍ଟ୍ରୋଲର ୟୁନିଟ୍‍ରେ ତ୍ରୁଟି ଯୋଗୁଁ କାରଗୁଡ଼ିକୁ…
Read More...

କୁଆଖାଇରେ ବୁଡ଼ି ଦୁଇ ଛାତ୍ର ମୃତ

ଭୁବନେଶ୍ୱର: କୁଆଖାଇ ନଦୀରେ ଆସିଥିବା ପ୍ରଥମ ବର୍ଷା ଜଳରେ ଘଟିଛି ଚଳିତ ବର୍ଷର ପ୍ରଥମ ଅଘଟଣ। କୁଆଖାଇ ପୁଣି ଦୁଇ ଜଣଙ୍କ ମୁଣ୍ଡ ନେଇଛି। ଗାଧୋଇବାକୁ ଆସିଥିବା ୨ ହାଇସ୍କୁଲ୍‌ ଛାତ୍ରଙ୍କ ଶୋଚାନୀୟ ମୃତ୍ୟୁ ଘଟିଛି। ମୃତ …
Read More...

ପାକ୍‍ ନିର୍ବାଚନ: ୧ ହଜାର କଫିନ୍‍ ପ୍ରସ୍ତୁତ

ଇସଲାମାବାଦ୍‍: ଆଜି ଅନୁଷ୍ଠିତ ହେଉଛି ପାକିସ୍ତାନର ଜାତୀୟ ନିର୍ବାଚନ। ନିର୍ବାଚନ ବେଳେ ହିଂସାକୁ ରୋକିବା ପାଇଁ ପ୍ରାୟ ୮ ଲକ୍ଷ ସେନା ଓ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି। ଦେଶର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ…
Read More...

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ନଅ ଦିନର ଯାତ୍ରା ଶେଷ କରି ଚତୁର୍ଦ୍ଧା ମୁର୍ତ୍ତି ଆଜି ନୀଳାଦ୍ରି ବିଜେ କରିବେ। ଗତ ୧୪ତାରିଖ ଆଷାଢ ଶୁକ୍ଲ ଦ୍ବିତୀୟା ତିଥିରେ ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ଜନ୍ମବେଦୀକୁ ଯାତ୍ରା କରିଥିଲେ ମହାପ୍ରଭୁ। ଦଶମୀ ଦିନ…
Read More...

ମୁମ୍ବଇକୁ ବ୍ୟାପିଲା ମରାଠା ସଂରକ୍ଷଣ ତାତି

ମୁମ୍ବଇ: ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ଆରମ୍ଭ କରିଥିବା ବିକ୍ଷୋଭର ତାତି ମୁମ୍ବଇରେ ପହଞ୍ଚିଛି। ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବଇ ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁଁ ଅନେକ…
Read More...

ଚିଲି ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ ଅଦା, ରସୁଣ ବଟା – ୫ରୁ୬ ଚାମଚ ତେଲ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ ଅଣ୍ଡା -୧ଟି କର୍ଣ୍ଣଫ୍ଲୋର –ଅଧା କପ କଟା ପିଆଜ – ୨ଟି ରସୁଣ -୪ଟି କଟା ହୋଇଥିବା…
Read More...

ସମ୍ବିଧାନର ସୁରକ୍ଷା ପାଇଁ ବଡ଼ ତ୍ୟାଗ କରିବେ ରାହୁଲ!

ନୂଆଦିଲ୍ଲୀ: ମୂଳରୁ ସ୍ତ୍ରୀ ନଥାଇ ପୁଅର ନାମକରଣକୁ ନେଇ ପାଲା ହେବା ଭଳି ପରିସ୍ଥିତି ଉପୁଜିଛି କଂଗ୍ରେସ ଓ ବିରୋଧୀ ମେଣ୍ଟରେ। ଦୁଇ ଦିନ ପୂର୍ବେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀରେ ଦଳର ସଭାପତି ରାହୁଲ ଗାନ୍ଧୀଙ୍କୁ…
Read More...

ଅବଧୂତଙ୍କ ଗୁରୁ

ପ୍ରତ୍ୟେକଙ୍କଠାରୁ କିଛି ନା କିଛି ଶିଖିବାର ଅଛି। ଏପରିକି ବିବେକ ଜ୍ଞାନ ନଥିବା ପଶୁପକ୍ଷୀଙ୍କଠାରୁ ମଧ୍ୟ କିଛି ଶିଖିବାର ଥାଏ। ତେବେ ଏ ସବୁକୁ ଗଭୀର ଭାବରେ ଅନୁଧ୍ୟାନ କଲେ ହିଁ ଏହା ଜାଣି ହୋଇଥାଏ। ଏଇ ଯେମିତି…
Read More...

ଜିଏସ୍‌ଟି ରାଜନୀତି

ନିକଟରେ ବସ୍ତୁ ଓ ସେବା କର (ଜିଏସ୍‌ଟି)ରେ ଜିଏସ୍‌ଟି ପରିଷଦ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ଜିଏସ୍‌ଟି କାର୍ଯ୍ୟକାରୀ ହେବାର ବର୍ଷାଧିକ କାଳ ବିତିଯିବା ପରେ ମଧ୍ୟ ଏହାକୁ ସ୍ଥିର ବା ସର୍ବଗ୍ରହଣୀୟ…
Read More...

ଅରାଜକତା

ଯେତେବେଳେ ଆଇନକାନୁନର ଭୟ ଲୋକଙ୍କ ମନରେ ଆଦୌ ରହେ ନାହିଁ ଏବଂ ଆଇନର ରକ୍ଷକମାନେ ନିଜେ ଆଇନଭଙ୍ଗ କରନ୍ତି ଓ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଅନ୍ତି, ସେତେବେଳେ ଅରାଜକତା ସୃଷ୍ଟି ହେବା ସ୍ବାଭାବିକ। ରାଜସ୍ଥାନର ଅଲୱରଠାରେ…
Read More...

ରାହୁଲଙ୍କ ଆଲିଙ୍ଗନ ଓ ଭବ୍ୟତା

ପ୍ରବୋଧ କୁମାର ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର (ଏନଡିଏ) ବିରୋଧରେ ବିରୋଧୀ ମେଣ୍ଟ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗୃହର ଆସ୍ଥା ନଥିବା ପ୍ରମାଣିତ ହୋଇଛି। ବୃହତ୍ତମ କଂଗ୍ରେସଦଳ ନେତୃତ୍ୱରେ…
Read More...

ଉଚ୍ଚଶିକ୍ଷା ଆୟୋଗ ଚିନ୍ତାଧାରାର ପୃଷ୍ଠଭୂମି

ଅମିୟ କୁମାର ମହାନ୍ତି ଜୁନ୍‌ ୨୭, ୨୦୧୮ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦୀର୍ଘ ଛଅ ଦଶନ୍ଧିଧରି ଉଚ୍ଚଶିକ୍ଷା ବ୍ୟବସ୍ଥାର ସୁରମ୍ୟ ହର୍ମ୍ୟ ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ସକାରାତ୍ମକ ଭୂମିକା ଗ୍ରହଣ…
Read More...

ଭୁବନେଶ୍ୱରରୁ ଅପହୃତ ଯୁବକ ପିପିଲିରୁ ଉଦ୍ଧାର

ପିପିଲି: ଭୁବନେଶ୍ୱରରୁ ମଙ୍ଗଳବାର ରାତିରେ ଅପହୃତ ଜଣେ ଯୁବକକୁ ମୁମୂଷୁର୍ର୍ ଅବସ୍ଥାରେ ପିପିଲି ପୁଲିସ ବୁଧବାର ସକାଳେ ଜଇସପାଟଣା ରାସ୍ତାକଡରୁ ଉଦ୍ଧାର କରିଛି । ଯୁବକଙ୍କ ଶରୀରରେ  ଏକାଧିକ କ୍ଷତିଚିହ୍ନ ରହିଥିବାର…
Read More...

ଏନକାଉଣ୍ଟରରେ ୨ ଆନ୍ତଃରାଜ୍ୟ ଡକାୟତ ଆହତ

ଗଂଜାମ: ଗଂଜାମ ପୁଲିସ ପକ୍ଷରୁ ପୁଣି ଏନକାଉଣ୍ଟର ହୋଇଛି। ପୁଲିସ ଗୁଳିର ଶିକାର ହୋଇଛନ୍ତି ଦୁଇ ଅପରାଧି ତଥା ଆନ୍ତଃରାଜ୍ୟ ଡକାୟତ । ଗତ ବିଳମ୍ବିତ ରାତିରେ ପ୍ରାୟ ସାଢ଼େ ୩ଟା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟି…
Read More...

ପାଣି ଛାଡ଼ିଲା ହୀରାକୁଦ

ସମ୍ବଲପୁର/ଭୁବନେଶ୍ୱର: ହୀରାକୁଦ ବନ୍ଧରୁ ମଙ୍ଗଳବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ରାତି ୯ଟା ସୁଦ୍ଧା ପର୍ଯ୍ୟାୟକ୍ରମେ ୨୦ଟି ସ୍ଲୁଇସ ଗେଟ୍‍ ଖୋଲାଯାଇ ପାଣି ଛଡ଼ା ଯାଉଛି। ନିଷ୍କାସନ ଆରମ୍ଭ ହେବା…
Read More...

ବୁଧବାର ରାଶିଫଳ

ମେଷ: ଈଶ୍ୱର ଭକ୍ତିରେ ନିଜକୁ ହଜାଇ ଦେଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ତା’ର ସଦ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଣେ ମହିଳାଙ୍କ ଦ୍ୱାରା ଉପକୃତ ହେବେ। ବୃଷ: କାର୍ଯ୍ୟ…
Read More...

ଜାଣନ୍ତୁ୨୭ ତାରିଖରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣର ରାଶିଙ୍କ ଉପରେ କ’ଣ ରହିଛି ପ୍ରଭାବ

ନୂଆଦିଲ୍ଲୀ : କିଛିଦିନ ପରେ ଶତାବ୍ଦୀର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ୨୦୧୮ର ଏହା ଦ୍ୱିତୀୟ ଚନ୍ଦ୍ରଗ୍ରହଣ। ଏହା ବ୍ୟତୀତ ଜୁଲାଇ ୨୭ ତାରିଖରେ ଗୁରୁ ପୁର୍ଣ୍ଣିମା ମଧ୍ୟ ରହିଛି। ବର୍ଷର ଏହା ଦିତ୍ୱୀୟ…
Read More...

ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାରେ ୧ନଂ ହେବା ଲକ୍ଷ୍ୟରେ କୋହଲି

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍। ଏହି ସିରିଜ୍‍ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଥିବା ବେଳେ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟସମ୍ୟାନ୍‍ ମାନ୍ୟତାରେ ୧ନଂ ସ୍ଥାନ…
Read More...

ଝାଡ଼ଖଣ୍ଡରେ ଧୋନି ସର୍ବାଧିକ ଆୟକରଦାତା

ରାଞ୍ଚି : ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ନିଜ ରାଜ୍ୟ ଝାଡ଼ଖଣ୍ଡରେ ବ୍ୟକ୍ତିଗତ ଭାବେ ସର୍ବାଧିକ ଆୟକର ପୈଠ କରିଥିବା ଜଣାପଡିଛି। ୨୦୧୭-୧୮ ଆର୍ଥିକବର୍ଷରେ ଧୋନି ଆୟକର ବାବଦକୁ ୧୨.୧୭ କୋଟି ଟଙ୍କା ଜମା…
Read More...

ରଥରେ ଲାଗିହେଲା ଅଧରପଣା

ପୁରୀ: ରଥ ଉପରେ ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ କରାଯାଇଛି। ମଧ୍ୟାହ୍ନଧୂପ ପରେ ଶ୍ରୀଜୀଉଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ତିନୋଟି ଲେଖାଏଁ ମାଟିହାଣ୍ଡି ତିନିରଥରେ ରଖାଯାଇଥିଲା। ମହାସୁଆର ସେବକ ସେଥିରେ…
Read More...

ଫେରିଲେ ବାଳିକା ଫୁଟବଲ ଖେଳାଳି ଓ ପ୍ରଶିକ୍ଷିକା

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର ଜୋହାନର୍ସବଗରେ ଆୟୋଜିତ ୧୭ ବର୍ଷରୁ କମ୍‍ ବ୍ରିକ୍ସ ବାଳିକା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ୪ ଓଡ଼ିଆ ଖେଳାଳି ଓ ସହ ପ୍ରଶିକ୍ଷିକା ଶ୍ରଦ୍ଧାଞ୍ଜଳି…
Read More...

ଆଣ୍ଡରସନ୍‍ ୧ନଂ ଟେଷ୍ଟ ବୋଲର ହେଲେ

ଦୁବାଇ : ଇଂଲଣ୍ଡର ଅଭିଜ୍ଞ ଫାଷ୍ଟବୋଲର ଜେମ୍‍ସ ଆଣ୍ଡରସନ୍‍ ଆଇସିସି ଟେଷ୍ଟ ବୋଲର ମାନ୍ୟତାର ଶୀର୍ଷ ସ୍ଥାନ ପୁଣି ହାସଲ କରିଛନ୍ତି। ୩୫ ବର୍ଷ ବୟସ୍କ ଆଣ୍ଡରସନ୍‍ ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ…
Read More...

୨୦୧୭ରେ ୟୁସୁଫ ଡୋପ୍‍ ପରୀକ୍ଷାରେ ବିଫଳ ହୋଇଛନ୍ତି

ନୂଆଦିଲ୍ଲୀ : ୨୦୧୭ରେ ବିସିସିଆଇ ପକ୍ଷରୁ ୨୭୫ ଜଣ ଭାରତୀୟ କ୍ରିକେଟରଙ୍କର ଡୋପ୍‍ ପରୀକ୍ଷା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ପୂର୍ବତନ ଭାରତୀୟ ଅଲ୍‍ରାଉଣ୍ଡର ୟୁସୁଫ୍‍ ପଠାନ୍‍ ଡୋପ୍‍ ଟେଷ୍ଟରେ ବିଫଳ ହୋଇଥିଲେ…
Read More...

ନିମ୍ନମାନର ପିଚ୍‍; ଭାରତର ଅଭ୍ୟାସ ମ୍ୟାଚ୍‍ ୩ ଦିନିଆ ହେଲା

ଚେମ୍‍ସଫୋର୍ଡ : ମଙ୍ଗଳବାରଠାରୁ ଇଂଲଣ୍ଡର କାଉଣ୍ଟି ଦଳ ଏସେକ୍ସ ବିରୋଧରେ ଭ୍ରମଣକାରୀ ଭାରତୀୟ କ୍ରିକେଟ ଦଳ ୪ ଦିନିଆ ଅଭ୍ୟାସ ମ୍ୟାଚ୍‍ ଖେଳିବାର ଥିଲା। ତେବେ ନିମ୍ନମାନର ପିଚ୍‍ ଓ ପଡ଼ିଆ ଯୋଗୁଁ ଏହି ମ୍ୟାଚ୍‍ର ପ୍ରଥମ…
Read More...

ସିସୋର୍‍ ଚିଟ୍‍ଫଣ୍ଡ୍‍ ତଦନ୍ତ ଜୋର୍‍ ଧରିଲା

ଭୁବନେଶ୍ୱର: ସିବିଆଇ ଏସ୍‍ଆଇଟି ପକ୍ଷରୁ ସିସୋର୍‍ ଚିଟଫଣ୍ଡ ତଦନ୍ତକୁ ନେଇ ଏବେ ତତ୍ପରତା ପ୍ରକାଶ ପାଇଛି। ସିବିଆଇଠାରୁ ଚିଠି ପାଇବା ପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଙ୍ଗଳବାର କେତେକ କାଗଜପତ୍ର ସିବିଆଇ ନିକଟରେ ଦାଖଲ…
Read More...

ଟାଇଗର ଶ୍ରଫ୍‍ କିଣିଲେ ନୂଆ ଆପାର୍ଟମେଣ୍ଟ

ମୁମ୍ବଇ : ବାଗି-୨ର ସଫଳତା ପରେ ଅଭିନେତା ‘ଟାଇଗର ଶ୍ରଫ’ ବଲିଉଡରେ ବେଶ୍‍ ଲୋକପ୍ରିୟ ହୋଇଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ବାଗି-୨ ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା। ଏବେ ଖବର ଆସିଛି ସେ ମୁମ୍ବଇରେ ଏକ…
Read More...

ଜାପାନରେ ଅଂଶୁଘାତରେ ୬୫ ମୃତ, ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ

ଟୋକିଓ: ଜାପାନ ପରି  ଉନ୍ନତ ଦେଶରେ ଅଂଶୁଘାତରେ ୬୫ ଜଣଙ୍କର ମୃତ୍ୟୁ ହୋଇଛି । ସେଠାକାର ତାପମାତ୍ରା ୪୧.୧ ଡିଗ୍ରୀ ହୋଇଯାଇଥିବାରୁ ଏତେ ସଂଖ୍ୟାରେ ଲୋକ ମୃତ୍ୟୁ ବରଣ କରିଥିବା ସୂଚନା ମିଳଛି । ଜାପାନର କୁମାଗୁୟା…
Read More...

ମୁକ୍ତିଲାଭ କଲା ‘ଜିନିୟସ’ର ଟ୍ରେଲର

ନୂଆଦିଲ୍ଲୀ : ସନି ଦେୱଲ ଅଭିନୀତ ସୁପରହିଟ ହିନ୍ଦୀ ଚଳଚ୍ଚିତ୍ର ‘ଗଦ୍ଦର: ଏକ୍‍ ପ୍ରେମ କଥା’ର ନିର୍ଦେଶକ ଅନିଲ ଶର୍ମାଙ୍କର ‘ଜିନିୟସ’ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଛି। ଏହା ଏକ ଆକ୍ସନ ଡ୍ରାମା…
Read More...

ଡ୍ୟାମ୍‍ ଭୁଶୁଡ଼ି ଶତାଧିକ ନିଖୋଜ, ସହସ୍ରାଧିକ ବାସହରା

ଲାଓସ୍‍ : ଦକ୍ଷିଣ-ପୂର୍ବ ଲାଓସ୍‍ର ଆଟ୍ଟାପିଉ ପ୍ରଦେଶରେ ଏକ ଜଳଭଣ୍ଡାର ଭୁଶୁଡ଼ି ପଡ଼ିବା ଫଳରେ ସହସ୍ରାଧିକ ଲୋକ ବାସହରା ଓ ଶତାଧିକ ନିଖୋଜ ହୋଇଯାଇଛନ୍ତି। ବହୁ ଜନତା ନିଖୋଜ ହୋଇଯାଇଥିବାରୁ ବାସ୍ତବ ମୃତାହତଙ୍କ ସଂଖ୍ୟା…
Read More...

ବଜାରକୁ ଆସିଲା ଜିଓମିର ଏମ୍‍ଆଇ ଏ-୨, ଏମ୍‍ଆଇ ଏ-୨ ଲାଇଟ୍‍

ଜିଓମି କମ୍ପାନୀ ତରଫରୁ ଏମ୍‍ଆଇ ଏ-୨ ଏବଂ ଏମ୍‍ଆଇ ଏ-୨ ଲାଇଟ୍‍ ନାମକ ଦୁଇଟି ନୂଆ ଫୋନ୍‍ ଲଞ୍ଚ କରାଯାଇଛି। ଏମଆଇ ଏ-୨ ହେଉଛି ପୂର୍ବବର୍ଷ ଲଞ୍ଚ ହୋଇଥିବା ଏମ୍‍ଆଇ ଏ-୧ର ନୂଆ ଭରସନ୍‍। ଏହି ଦୁଇଟି ଫୋନ କଳା, ନୀଳ,…
Read More...

ଫ୍ଲିପ୍‍କାର୍ଟ ଏବଂ ଆମାଜନର କ୍ୟାସ ଅନ ଡେଲିଭରି ପ୍ରଣାଳୀ ବୈଧ ନୁହେଁ : ଆରବିଆଇ

ନୂଆଦିଲ୍ଲୀ : ଭାରତରେ ଅନ ଲାଇନ ବ୍ୟବସାୟ କରୁଥିବା ଫ୍ଲିପ୍‍କାର୍ଟ ଏବଂ ଆମାଜନରୁ କ୍ୟାସ ଅନ ଡେଲିଭରି (ଜିନିଷ ଦେବା ବେଳେ ଅର୍ଥ ଗ୍ରହଣ କରିବା) ମାଧ୍ୟମରେ କୌଣସି ସାମଗ୍ରୀ କିଣିବା ବୈଧ ନୁହେଁ ବୋଲି ଭାରତୀୟ ରିଜର୍ଭ…
Read More...

ପାଣିରେ ବୁଡିଯାଇ ଭାରତୀୟ ବଂଶୋଦ୍ଭବ ଅର୍ଥନୈତିଜ୍ଞ ମୃତ

ନୂଆଦିଲ୍ଲୀ: ବାଲି ଦ୍ୱୀପର ସମୁଦ୍ରରେ ବୁଡି ଯିବା ଯୋଗୁଁ ଜଣେ ଭାରତୀୟ ବଂଶୋଦ୍ଭବ ଅର୍ଥନୈତିଜ୍ଞଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ଅର୍ଥନୈତିଜ୍ଞ ଜଣକ ହେଲେ ୩୭ ବର୍ଷୀୟା  ଆକାଂକ୍ଷା ପାଣ୍ଡେ । ସେ ବିଶ୍ୱ…
Read More...

ଲାଞ୍ଚ ନେବାବେଳେ ଧରାପଡିଲେ ପରିସଂଖ୍ୟାନ ଅଧିକାରୀ

ବାରିପଦା : ମୟୁରଭଞ୍ଜ ଜିଲା ପରିସଂଖ୍ୟାନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ମୁଖ୍ୟ କିରାଣୀ ଗୁରୁଚରଣ ମୁଣ୍ଡା ନିଜର କର୍ମଚାରୀମାନଙ୍କ ପେନସନ ଏବଂ ଜିପିଏଫ…
Read More...

ଆସୁଛି ବିଗବସ୍‍ ସିଜନ-୧୨

ମୁମ୍ବଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଓ ବିବାଦୀୟ ରିଆଲିଟି ଶୋ ‘ବିଗବସ୍‍ ସିଜନ-୧୨’ ଆରମ୍ଭ ତାରିଖ ଧାର୍ଯ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର-୧୬ ତାରିଖରେ ‘ବିଗବସ ସିଜନ-୧୨’…
Read More...

ବିଶ୍ୱର ସବୁଠୁ ଦାମୀ କାର; ମୂଲ୍ୟ ୧୨୨କୋଟି

ନୂଆଦିଲ୍ଲୀ : ଇଟାଲୀର ସ୍ପୋର୍ଟସ୍‍ କାର ନିର୍ମାଣକାରୀ କମ୍ପାନୀ ପାଜାନି ଅଟୋମୋବାଇଲ୍ସ ବିଶ୍ୱର ସବୁଠାରୁ ଦାମୀ କାର ବଜାରକୁ ଛାଡିଛି। ପାଜାନି ଜୋଣ୍ଡା ଏଚପି ବାରଚେଟ୍ଟା ମଡେଲର ଏହି କାର୍‍ର ଦାମ ୧୩.୫ ନିୟୁତ ପାଉଣ୍ଡ…
Read More...

ଏହି ମନ୍ଦିରରେ ମାନସିକ ପୂର୍ଣ୍ଣ ପାଇଁ ଭକ୍ତ ଚଢାଇ ଥାଆନ୍ତି ଚପଲ

କର୍ଣ୍ଣାଟକର ଗୁଲ୍‍ବର୍ଗ ଜିଲାରେ ଲକ୍କମ୍ମା ଦେବୀଙ୍କର ମନ୍ଦିର ରହିଛି। ଏଠାରେ ପ୍ରତିବର୍ଷ ‘ଫୁଟ୍‍ୱୟାର୍‍ ଫେଷ୍ଟିଭାଲ୍‍’ ପାଳନ କରା ଯାଇଥାଏ। ଯେଉଁଥିରେ ବହୁ ଦୂରରୁ ଲୋକମାନେ ଲୋକମାନେ ଚପଲ ଚଢାଇବାକୁ ଆସିଥାଆନ୍ତି।…
Read More...

ସୁଇସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୮୦% କମିଛି

ନୂଆଦିଲ୍ଲୀ : ସୁଇସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୮୦% ହ୍ରାସ ପାଇଥିବା ଜଣାପଡିଛି। ମଙ୍ଗଳବାର ଭାରତ ସରକାରଙ୍କ ସୂଚନା ଅନୁଯାୟୀ ୨୦୧୩ ବର୍ଷ ତୁଳନାରେ ୨୦୧୭ରେ ସୁଇସ୍‍ ବ୍ୟାଙ୍କରେ ଭାରତୀୟ ଜମା ୮୦% ହ୍ରାସ ପାଇଛି।…
Read More...

ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭା ଆଇର ନୂଆ ମଡେଲ୍‍

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର କମ୍ପାନୀ ଭାରତରେ ଆକ୍ଟିଭା-ଆଇ-୨୦୧୮ର ନୂଆ ମଡେଲ୍‍ ବଜାର ପ୍ରବେଶ କରାଇଛି। ନୂଆଦିଲ୍ଲୀରେ ଏହାର ଏକ୍ସ ସୋ ରୁମ ମୂଲ୍ୟ ୫୦,୦୧୦ ଟଙ୍କା ରଖାଯାଇଛି। ଯୁବପୀଢିମାନଙ୍କୁ…
Read More...

ପିଏନବି ଠକେଇ: ଆଣ୍ଟିଗୁଆରେ ମେହୁଲ ଚୋକ୍‍ସି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ବହୁକୋଟି ଟଙ୍କା ଠକି ନେଇଥିବା ହୀରା ବ୍ୟବସାୟୀ ତଥା ଗୀତାଞ୍ଜଳି ଜେମ୍ସର ମାଲିକ ମେହୁଲ ଚୋକସି ଏବେ ଆମେରିକାରୁ ଆଣ୍ଟିଗୁଆକୁ ପଳାୟନ କରିଥିବା ଜଣାଯାଇଛି।…
Read More...

ଆତଙ୍କବାଦୀ ଆକ୍ରମଣରେ ଯବାନ ସହିଦ, ୨ ଆହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସିଆରପିଏଫ୍‍ ଯବାନଙ୍କ ପାଟ୍ରୋଲିଂ ଗାଡି ଉପରେ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ ଘଟାଇଛନ୍ତି। ଶ୍ରୀନଗର ନିକଟ ବାଟାମାଲୁ ଚେକପୋଷ୍ଟ ନିକଟରେ ମଙ୍ଗଳବାର ଏହି ଆକ୍ରମଣ ହୋଇଛି। ପାଟ୍ରୋଲିଂ…
Read More...

ଗ୍ରୀସ୍‍ ବନାଗ୍ନିରେ ୬୦ ଜଣ ଜୀବନ୍ତ ଦଗ୍ଧ, ୧୫୦ରୁ ଊର୍ଦ୍ଧ୍ବ ଆହତ

ଏଥେନ୍ସ : ଗ୍ରୀସ୍‍ର ରାଜଧାନୀ ଏଥେନ୍ସ ନିକଟସ୍ଥ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଏବଂ ୧୬ ଜଣ ଶିଶୁ ଅଛନ୍ତି। ୧୫୦ରୁ ଊର୍ଦ୍ଧ୍ବ ଲୋକ ଏଥିରେ…
Read More...

ବୌଦ୍ଧ ଦୀକ୍ଷା ନେଲେ ଥାଇ ଗୁମ୍ଫାର ୧୧ ମୃତ୍ୟୁଞ୍ଜୟୀ ବାଳକ

ହଂକଂ : ପାଖାପାଖି ଦୁଇ ସପ୍ତାହର ସଂଘର୍ଷ ପରେ ଥାଇଲାଣ୍ଡର ମୃତ୍ୟୁଗୁମ୍ଫାରୁ ଉଦ୍ଧାର ପାଇ ମୃତ୍ୟୁଞ୍ଜୟୀ ପାଲଟିଥିବା ୧୧ ଜଣ ଥାଇ ଫୁଟବଲ୍‍ ଖେଳାଳି ଏବେ ବୌଦ୍ଧ ଦୀକ୍ଷା ଗ୍ରହଣ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ…
Read More...

ଲୋକପାଳ ଅନୁସନ୍ଧାନ କମିଟି ଗଠନରେ ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାର ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ପୁନଃ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକପାଳ ନିଯୁକ୍ତି ନିମନ୍ତେ ଅନୁସନ୍ଧାନ…
Read More...

ମୁଖ୍ୟ ଶାସନସଚିବଙ୍କୁ ମାଡ଼ ମାମଲା : ବିଧାନସଭା ସମିତି ସମ୍ମୁଖରେ ହାଜର ହେବେ ଅଂଶୁ ପ୍ରକାଶ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ନିଜ ପୂର୍ବ ରାୟ କାଏମ ରଖିଛନ୍ତି। ଫଳରେ ଏହି ମାମଲାରେ ବିଧାନସଭା ସମିତି ସମ୍ମୁଖରେ ସେ ହାଜର ହେବା ନିଶ୍ଚିତ…
Read More...

ଦିନଚର୍ଯ୍ୟାରେ ସାମିଲ୍‍ କରନ୍ତୁ ଏହି ଅଭ୍ୟାସ : ବିରକ୍ତିକର ଜୀବନ ବଦଳିଯିବ ଖୁସିମୟ ଜୀବନରେ

ପ୍ରତିଦିନର ବ୍ୟସ୍ତତା ଓ ଚିନ୍ତାଗ୍ରସ୍ତ ଜୀବନ ମଧ୍ୟରେ ଫସି ଲୋକେ କ୍ରୋଧ ସହିତ ବିରକ୍ତିଭାବ ପ୍ରକାଶ କରିଥାଆନ୍ତି। ଏପରି ପ୍ରାୟତଃ ଅଫିସ୍‍ର ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଠାରୁ ଗାଳି ଶୁଣିବା କିମ୍ବା କୌଣସି ପାରିବାରିକ…
Read More...

ପିଡିପି ଉପାଧ୍ୟକ୍ଷ ପଦ ଛାଡିଲେ ମେହବୁବାଙ୍କ ମାମୁ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତିଙ୍କ ମାମୁ ସତରାଜ ମଦନି ସୋମବାର ପିପୁଲ୍ସ ଡେମୋକ୍ରାଟିକ୍‍ ପାର୍ଟି (ପିଡିପି) ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ସେ…
Read More...

ରୁଆଣ୍ଡାକୁ ମୋଦୀଙ୍କ ୨୦୦ ଗାଈ ଭେଟି

ନୂଆଦିଲ୍ଲୀ : ସମଗ୍ର ଭାରତରେ ଗାଈକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶଗସ୍ତରେ ମଧ୍ୟ ଏହାର ମହତ୍ୱ ପରିଲକ୍ଷିତ ହୋଇଛି। ସମ୍ପ୍ରତି ରୁଆଣ୍ଡା ଗସ୍ତରେ ଥିବା ମୋଦୀ ସେଠାକାର…
Read More...

ପ୍ଲାଷ୍ଟିକ୍‍ମୁକ୍ତ ହେବ ତାଜମହଲ

ନୂଆଦିଲ୍ଲୀ : ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତଥା ବିଶ୍ୱଐତିହ୍ୟ ତାଜମହଲ ଏବଂ ଏହାର ଆଖପାଖ ଅଞ୍ଚଳ ପ୍ଲାଷ୍ଟିକ୍‍ମୁକ୍ତ ହେବ। ଏଠାରେ କାରଖାନା ପ୍ରତିଷ୍ଠା ଏବଂ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ କରାଯିବ।…
Read More...

ନୱାଜ୍‍ ସରିଫ୍‍ ବୃକକ୍‍, ହୃଦ୍‍ରୋଗରେ ପୀଡ଼ିତ

ଇସ୍‍ଲାମାବାଦ୍‍ : ରାୱଲପିଣ୍ଡିସ୍ଥିତ ଅଡିଆଲା ଜେଲ୍‍ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ୍‍ ବୃକକ୍‍ ଓ ହୃଦ୍‍ରୋଗରେ ପୀଡ଼ିତ। ରବିବାର ରାତିରେ ସେ ଉଚ୍ଚ ରକ୍ତଚାପର ଶିକାର ହେବା ସହିତ…
Read More...

ସାବରିମାଳା ମନ୍ଦିର ମାମଲା : ମସଜିଦ୍‍ରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଲା ମନ୍ଦିର ବୋର୍ଡ

ନୂଆଦିଲ୍ଲୀ : କୌଣସି ଧାର୍ମିକସ୍ଥଳର ସଂଚାଳନ ପରମ୍ପରା ଏବଂ ଅସ୍ଥା ଅନୁସାରେ ହୋଇଥାଏ। ତେଣୁ କୌଣସି ବିଶେଷ ସମ୍ପ୍ରଦାୟର ହିନ୍ଦୁ ପରମ୍ପରାକୁ ନଷ୍ଟ କରାଯାଇ ହେବନାହିଁ। ଦେଶରେ ଅନକ ମନ୍ଦିର ଅଛି ଯେଉଁଠି ପୁରୁଷଙ୍କୁ…
Read More...

ରେଳରେ ଯାତ୍ରା କରୁଥିବା ବେଳେ  ମହିଳା ବିତାରପତିଙ୍କୁ ଲୁଟିଲେ ସଶସ୍ତ୍ର ଡକାୟତ

ଜବଲପୁର:  ମଧ୍ୟ ପ୍ରଦେଶ ରେଓ୍ୱା ଜିଲାର ଅତିରିକ୍ତ ଜିଲା ଦୌରାଜଜ୍‌ ଆରତୀ ଶୁକ୍ଳା ପାଣ୍ଡେ ରେଳରେ ଯାତ୍ରା କରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ସେ ଓ ଅନ୍ୟ ତିନିଜଣ ମହିଳା  ଜବଲପୁରରୁ ଇନ୍ଦୋରକୁ ଯାତ୍ରା…
Read More...

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା : ପୂର୍ବତନ ଆଇଏଏଫ ମୁଖ୍ୟଙ୍କୁ ସମନ

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ସମ୍ପର୍କିତ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପକ୍ଷରୁ ଦାଖଲ ଅତିରିକ୍ତ ଅଭିଯୋଗଫର୍ଦ ଆଧାରରେ ପଟିଆଲା ହାଉସ…
Read More...

ମିଛ ଖବର ଓ୍ୱେବସାଇଟରେ  ପ୍ରକାଶିତ କଲେ ୫ କୋଟି ଜରିମାନା, ଜାଣନ୍ତୁ କେଉଁଠାରେ ଲାଗୁ ହେଲା ଏହି ନିୟମ

ମସ୍କୋ: ମିଛି ଖବରର ପ୍ରସାର ପ୍ରଚାର ରୋକିବାପାଇଁ ଋଷ୍‌ ସରକାର ଏବେ ନୂଆ ନିୟମ ପ୍ରଣୟନ କରିଛନ୍ତି । ଏଥିପାଇଁ ଋଷ୍‌ରେ ନୂଆ ଆଇନ ପ୍ରଣୟନ କରାଯାଇଛି । ମିଛ ଖବର ପ୍ରକାଶିତ କରାଯାଇଥିବା ଓ୍ୱେବସାଇଟ୍‌, ସମାଜିକ…
Read More...

ମହିଳାଙ୍କୁ ହୃଦ୍‍ଘାତ ଓ ଏହାର ନିରାକରଣ

ମହିଳା ଓ ପୁରୁଷ ଉଭୟଙ୍କଠାରେ ହୃଦ୍‍ରୋଗ ଆଶଙ୍କା ସମାନ ଥିଲେ ବି ହୃଦ୍‍ଘାତରେ ମହିଳାଙ୍କର ଅଧିକ ମୃତ୍ୟୁ ହେଉଥିବା ଦେଖାଯାଉଛି। ଅବଶ୍ୟ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ପାଇଁ ଥିବା ହରମୋନ୍‍ ପ୍ରତିରକ୍ଷା କରିଥାଏ।…
Read More...

ରାମକୁମାରଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ : ସୋମବାର ପ୍ରକାଶିତ ଏଟିପି ମାନ୍ୟତାରେ ରାମକୁମାର ରାମନାଥନ୍‍ ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଏଟିପି ମାନ୍ୟତାରେ ରାମକୁମାର ୪୬ଟି ସ୍ଥାନ ଉପରକୁ ଉଠି ୧୧୫ ନଂରେ ରହିଥିବା ଜଣାପଡ଼ିଛି। ହଲ୍‍ ଅଫ୍‍…
Read More...

ଲଭ୍‍ ଜିହାଦ ଅଭିଯୋଗ : କୋର୍ଟ ପରିସରରେ ଯୁବକଙ୍କୁ ନିର୍ଧୁମ ପିଟିଲେ

ଗାଜିଆବାଦ : ମଧ୍ୟପ୍ରଦେଶର ଗାଜିଆବାଦଠାରେ ଏକ କୋର୍ଟ ପରିସରରେ ସୋମବାର ଲଭ୍‍ ଜିହାଦ୍‍ ଅଭିଯୋଗରେ ଜଣେ ମୁସଲମାନ ଯୁବକଙ୍କୁ ନିର୍ଧୁମ ପିଟାଯିବା ଘଟଣା ଏବେ ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଯୁବକଙ୍କୁ ମାଡ଼…
Read More...

ରକ୍ତବର୍ଣ୍ଣ ଚନ୍ଦ୍ର ସହ ଦୀର୍ଘତମ ଚନ୍ଦ୍ର ଗ୍ରହଣକୁ ଆଉମାତ୍ର ତିନି ଦିନ ବାକି

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରେ ଅମାବସ୍ୟା ତିଥିରେ  ଚନ୍ଦ୍ର୍ ଗ୍ରହଣ ହେବ । ଜୁଲାଇ ୨୭ ତାରିଖରୁ ଏହି ଚନ୍ଦ୍ର ଗ୍ରହଣ, ମଧ୍ୟରାତ୍ରି ପରେ ବି ଜୁଲାଇ ୨୮ ତାରିଖରେ ଦେଖାଯିବ । ଏହା ଶତାଦ୍ଦୀର ଦୀର୍ଘତମ ଚନ୍ଦ୍ର୍ ଗ୍ରହଣ…
Read More...

ବଳାତ୍କାର ମାମଲାରେ ଗୁଣତିଳକ ନିଲମ୍ବିତ

କଲମ୍ବୋ : ବଳାତ୍କାର ମାମଲାରେ ନିଜ ବନ୍ଧୁଙ୍କ ସଂପୃକ୍ତି ଯୋଗୁଁ ଶ୍ରୀଲଙ୍କାର ଓପନିଂ ବ୍ୟାଟସମ୍ୟାନ ଦାନୁସ୍କା ଗୁଣତିଳକଙ୍କୁ ଅଯଥାରେ ଦଣ୍ଡିତ ହେବାକୁ ପଡିଛି। ବନ୍ଧୁ ଜଣକ ଜଣେ ବିଦେଶିନୀଙ୍କୁ ବଳାତ୍କାର କରିଥିବା…
Read More...

ସେନା ଯବାନଙ୍କ ପାଇଁ କେଜରିୱାଲ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ କେଜରିୱାଲ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୌଣସି ଦିଲ୍ଲୀ ନିବାସୀ ସେନାରେ କାର୍ଯ୍ୟ କରୁଥିବାବେଳେ ଦେଶ ପାଇଁ ସହିଦ ହେଲେ ତାଙ୍କ…
Read More...

ଦକ୍ଷିଣ ଆଫ୍ରିକା ପରାସ୍ତ, ଶ୍ରୀଲଙ୍କା ୨-୦ରେ ସିରିଜ୍‍ ପୋଛିଲା

କଲମ୍ବୋ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍‍କୁ ୨-୦ରେ ପୋଛିନେଇଛି ଘରୋଇ ଶ୍ରୀଲଙ୍କା। ସୋମବାର ୪ର୍ଥ ଦିନରେ ସମାପ୍ତ ହୋଇଥିବା ୨ୟ ଟେଷ୍ଟମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକାକୁ ୧୯୯ ରନ୍‍ରେ ଶ୍ରୀଲଙ୍କା…
Read More...

ଘରେ ଥିବା ଏହି ଗୋଟିଏ ଉପାଦାନ, ବର୍ଷା ଦିନେ କେଶ ସମସ୍ୟା କରିବ ଦୂର !

ବର୍ଷା ଦିନେ ବାରମ୍ବାର ଓଦା ହେବା ବା ଭିଜିବା ଦ୍ବାରା କେଶ ସମସ୍ୟା ଦେଖା ଦେଇଥାଏ । ଏଥିରୁ ମୁକ୍ତି ପାଇଁ ଅନେକ ଲୋକ ଅନେକ ଉପାୟ କରିଥାନ୍ତି। ଏହା ସତ୍ତ୍ବେ ଏହି ସମସ୍ୟା ଦୂର ହେବା ପରିବର୍ତ୍ତେ ଅଧିକ ହୋଇଥାଏ ।…
Read More...

ପ୍ରେଗ୍‍ରେ ସପତ୍ନୀକ ଛୁଟି କାଟୁଛନ୍ତି ରୋହିତ

ପ୍ରେଗ୍‍ : ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ସିରିଜର ପ୍ରଥମ ତିନିଟି ଟେଷ୍ଟରୁ ବାଦପଡିବାପରେ ଭାରତୀୟ କ୍ରିକେଟର ରୋହିତ ଶର୍ମା ବର୍ତ୍ତମାନ ଚେକ୍‍ ରିପବ୍ଲିକ୍‍ ରାଜଧାନୀ ପ୍ରେଗ୍‍ରେ ଛୁଟି କାଟୁଛନ୍ତି। ସାଙ୍ଗରେ…
Read More...

ରେକର୍ଡସ୍ତରରେ ଅଂଶଧନ ବଜାର କାରବାର

ନୂଆଦିଲ୍ଲୀ : ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ) ମଙ୍ଗଳବାର କାରବାରରେ ରେକର୍ଡ ସୃଷ୍ଟି କରିଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ) ସେନସେକ୍ସ ୩୬,୭୧୮.୬୦ରୁ କାରବାର ଆରମ୍ଭ କରି ମଧ୍ୟାହ୍ନ ବେଳକୁ ୩୬,୯୦୨…
Read More...

ଥାଇଲାଣ୍ଡରେ ତାଏକ୍ୱୋଣ୍ଡୋ ସ୍ୱର୍ଣ୍ଣ ଜିତିଲେ ସୁମିତ

ଭୁବନେଶ୍ୱର : ନିକଟରେ ଥାଇଲାଣ୍ଡରେ ଆୟୋଜିତ ହୋଇଥିବା ୪ର୍ଥ ହିରୋ ଅନ୍ତର୍ଜାତୀୟ ତାଏକ୍ୱୋଣ୍ଡୋ ପ୍ରତିଯୋଗିତାରେ ସୁମିତ ଚମ୍ପିଆନ ସହ ସ୍ୱର୍ଣ୍ଣ ପଦକ ସହ ଶ୍ରେଷ୍ଠ ସଫଳତା ହାସଲ କରିଛନ୍ତି ସୁମିତ କୁମାର ସାହୁ। ଖୋର୍ଦ୍ଧା…
Read More...

୯ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଲଇକିରା: ଦିନ ଦ୍ବିପ୍ରହରରେ ସଶସ୍ତ୍ର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡା ଜିଲା ଲଇକିରା ଥାନା ଅନ୍ତର୍ଗତ ବାଗଡିହି ଅଞ୍ଚଳରେ ଥିବା ଜଣେ ପଟ୍ରୋଲ ପମ୍ପ ମାଲିଙ୍କ ଘରୁ ଲୁଟ୍ ହୋଇଛି। ଲୁଟେରାମାନେ ନଗଦ ୯ ଲକ୍ଷ…
Read More...

ନୋଇଡ଼ାରୁ ୨ସନ୍ଦିଗ୍ଧ ବାଂଲାଦେଶୀ ଆତଙ୍କବାଦୀ ଗିରଫ

ନୋଇଡ଼ା : ଉତ୍ତରପ୍ରଦେଶର ନୋଇଡ଼ାରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀ ଦ୍ୱୟ ବାଂଲାଦେଶୀ ଓ ଏମାନଙ୍କ ନାମ ମୁସାରଫ ହୁସେନ ଏବଂ ରୁବେଲ ଅହମ୍ମଦ ବୋଲି ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶ…
Read More...

ଜାତୀୟ ଯୁବ ଦୌଡ଼କୁଦ: ଜ୍ୟୋତ୍ସ୍ନାଙ୍କୁ ବ୍ରୋଞ୍ଜ୍‍

କଟକ : ଗୁଜରାଟର ବରୋଦାରେ ଚାଲିଥିବା ୧୫ତମ ଜାତୀୟ ଯୁବ (୧୮ ବର୍ଷରୁ କମ୍‍) ଦୌଡ଼କୁଦ ଚମ୍ପିଆନ୍‍ସିପରେ ସୋମବାର ୩ୟ ଦିନରେ ଓଡ଼ିଶାକୁ ମାତ୍ର ଗୋଟିଏ ପଦକ ମିଳିଛି। ଓଡ଼ିଶାର ଜ୍ୟୋତ୍ସ୍ନା ଶବର ଏକ ବ୍ରୋଞ୍ଜ୍‍ପଦକ…
Read More...

ଚନ୍ଦ୍ରରୁ ଆସିଥିଲେ ଏଲିଏନ୍ସ!

ଲଣ୍ଡନ: ହ୍ରିତିକ୍‍ ରୋଶନ୍‍ଙ୍କ ଅଭିନୀତ ‘କୋଇ ମିଲ୍‍ ଗେୟା’ର ଅଦ୍ଭୁତ ଜୀବ ଏଲିଏନ୍ସ ବିଷୟରେ ଆମେ ଦେଖିଥିôଲେ ବା ଶୁଣିଥିଲେ। ଅନ୍ୟଗ୍ରହରୁ ଆସିଥିବା ସେହି ଅଦ୍ଭୁତ ପ୍ରାଣୀ ପାଖରେ ଅନେକ ଚମତ୍କାର ଶକ୍ତି ବିଷୟରେ…
Read More...

ଆସନ ବୁଝାମଣା ଉପରେ ନିର୍ଭର କରୁଛି ମେଣ୍ଟ: ମାୟାବତୀ 

ଲକ୍ଷ୍ନୌ: ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ପ୍ରସ୍ତାବିତ ମହାମେଣ୍ଟକୁ ନେଇ ଅନିଶ୍ଚିତତା ଲାଗି ରହିଛି। ମନ ମୁତାବକ ଆସନ ମିିଳିଲେ ଯାଇ ମେଣ୍ଟ କଥା ଚିନ୍ତା କରାଯିବ ବୋଲି କଂଗ୍ରେସକୁ ବହୁଜନ ସମାଜ ପାର୍ଟି…
Read More...

ଜାଣନ୍ତୁ, ବର୍ଷା ଦିନେ କିଭଳି ରଖିବେ ମସଲା

ବର୍ଷା ଦିନେ ସ୍ବାସ୍ଥ୍ୟର ଯତ୍ନ ନେବା ଯେତିକି ଜରୁରୀ, ତାହାଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଖାଦ୍ୟପଦାର୍ଥ । ଏହି ଦିନରେ ଖାଦ୍ୟ ପଦାର୍ଥ ପୃଷ୍ଟିକର ହେବା ଦରକାର । ଏଥିପାଇଁ ଘରେ ମହଜୁଦ ରହିଥିବା ଖାଦ୍ୟ ସାମଗ୍ରୀ…
Read More...

ଅଲ୍‍ୱର ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଜୟପୁର: ଅଲୱର ଆକ୍ରମଣରେ ମୃତ ରାକବର ଖାନ୍‍ଙ୍କ ପୋଷ୍ଟମର୍ଟମ୍‍ ରିପୋର୍ଟ ଆସିଛି। ଶରୀରର ଭିତର ଓ ବିଭିନ୍ନ ଅଂଶରେ ସାଂଘାତିକ କ୍ଷତ, କାନ୍ଧ ଓ ହାତ ହାଡ଼ ଭାଙ୍ଗିବା, ଫୁସ୍‍ଫୁସ୍‍ରେ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା…
Read More...

ଇରାନ୍‍ ଭାରତର ଦ୍ୱିତୀୟ ସର୍ବବୃହତ୍‍ ତୈଳ ରପ୍ତାନିକାରୀ

ନୂଆଦିଲ୍ଲୀ: ଆମେରିକାର କଟକଣା ସତ୍ତେ୍ୱ ଭାରତ ଇରାନ୍‍ରୁ ତୈଳ ଆମଦାନୀ ଜାରି ରଖିଛି। ଫଳରେ ଭାରତକୁ ତୈଳ ରପ୍ତାନି କ୍ଷେତ୍ରରେ ସାଉଦି ଆରବକୁ ହଟାଇ ଇରାନ୍‍ ଦ୍ୱିତୀୟ ସ୍ଥାନ ହାସଲ କରିଛି। ସଂସଦରେ କେନ୍ଦ୍ର ତୈଳ…
Read More...

ଏହି ଭୁଲ ଦ୍ୱାରା କାର୍ଯ୍ୟ ଅସଫଳ ହୋଇଥାଏ

ଅଧିକାଂଶ ସମୟରେ ଦେଖାଯାଇଥାଏ ଯେ, ଲୋକମାନେ ଅଧିକ ସମୟ ଧରି ପୂଜା କରିଥାନ୍ତି। ସକାଳେ ଓ ସନ୍ଧ୍ୟାରେ ସର୍ବଦା ଅଧିକ ସମୟ ଧରି ପୂଜା ଓ ଭଗବାନଙ୍କ ଜପ ମଧ୍ୟ କରିଥାନ୍ତି। ତଥାପି ତାଙ୍କ ଜୀବନରେ ଅସୁବିଧା ଛାଡି ନଥାଏ।…
Read More...

ପ୍ରଧାନମନ୍ତ୍ରୀଙ୍କ ପିଲାଦିନକୁ ନେଇ ନିର୍ମିତ ହେଲା ଚଳଚ୍ଚିତ୍ର : ପ୍ରଥମେ ଦେଖିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲାଦିନକୁ ନେଇ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ମଙ୍ଗେଶ୍‍ ହଦାୱଲେ ନିର୍ମାଣ କରିଛନ୍ତି କ୍ଷୁଦ୍ର ଅବଧି ବିଶିଷ୍ଟ ଚଳଚ୍ଚିତ୍ର(ସର୍ଟଫିଲ୍ମ) “ଚଲୋ ଜିତେ…
Read More...

ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାଲେଶ୍ୱର: ସହଦେବଖୁଣ୍ଟା ରେଳବାଇ ମାଲଗୋଦାମ ନିକଟରେ ଟ୍ରକଟି ବୃଦ୍ଧାଙ୍କୁ ଚାପି ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ସକାଳ ୧୧.୩୦ ସମୟରେ ଗୋଟିଏ ଟ୍ରକ ମାଲଗୋଦାମ ନିକଟକୁ ଯାଉଥିବା ବେଳେ ସାବିତ୍ରୀ ଦେଇ (୬୫) ନାମକ…
Read More...

ସଂରକ୍ଷଣ ଦାବିରେ ମହାରାଷ୍ଟ୍ର ବନ୍ଦ

ବ୍ୟାପକ ପୋଡ଼ା ଜଳା, ବସ୍‍ ଓ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ ମୁମ୍ବଇ: ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବି କରି ମରାଠା କ୍ରାନ୍ତି ମୋର୍ଚ୍ଚା ଆଜି ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛି। ସରକାରୀ ଯାନବାହନ ଚଳାଚଳ ଓ…
Read More...

ନିଆଁରେ ପୋଡି ହୋଇ ମା’ ଓ ଝିଅ ମୃତ

ବାଲେଶ୍ବର: ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡି ହୋଇ ଜଣେ ନବ ବିବାହିତା ବଧୂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୯ମାସର ଶିଶୁକନ୍ୟାର ପ୍ରାଣହାନି ହୋଇଛି।…
Read More...

ଟିକା ଲଗାଇବାର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ହିନ୍ଦୁ ସଂସ୍କାର ଅନୁଯାୟୀ ମଥାରେ ଚନ୍ଦନ ଟିକା ଲଗାଇବା ଉଚିତ। ବିଭିନ୍ନ ପୂଜା, ବିବାହ ଏବଂ ଅନେକ ଉତ୍ସବ ଆଦି ଇତ୍ୟାଦିରେ ମଥାରେ ଟିକା ଲଗାଇବାର ନିୟମ ରହିଛି। ଏହାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି।ମଥାରେ…
Read More...

କଳ୍ପନା ଛକରେ ବସ୍ ଦୁର୍ଘଟଣା, ୫ ଯାତ୍ରୀ ଆହତ

ଭୁବନେଶ୍ବର: କଳ୍ପନା ଛକ ନିକଟରେ ଥିବା ଏକ ଗଛରେ ଯାତ୍ରୀବାହୀ ବସ୍ ପିଟି ହୋଇଛି। ଫଳରେ ବସରେ ଥିବା ୫ ଯାତ୍ରୀ ଆହତ ହୋଇଛନ୍ତି। ବସଟି ବ୍ରେକ୍ ଫେଲ ହେବା କାରଣରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ବସଟି ପୁରୀରୁ…
Read More...

ଗୋ ହତ୍ୟା ବନ୍ଦ ହେଲେ ଭିଡ଼ ହିଂସା ବନ୍ଦ ହେବ: ଇନ୍ଦ୍ରେଶ କୁମାର

ନୂଆଦିଲ୍ଲୀ: ଦେଶରେ ଗୋ ହତ୍ୟା ବନ୍ଦ ହେଲେ ଭିଡ଼ ହିଂସା ଆପେ ଆପେ ବନ୍ଦ ହୋଇଯିବ ବୋଲି କହିଛନ୍ତି ଆରଏସ୍‍ଏସ୍‍ ନେତା ଇନ୍ଦ୍ରେଶ କୁମାର। ହରିଆନାର ମେୱତ ଜିଲାର ଜଣେ ୩୧ ବର୍ଷୀୟ ରକବାର ଖାନ୍‍ଙ୍କୁ ଗୋ ଚାଲାଣ ଅଭିଯୋଗରେ…
Read More...

ଜାଣନ୍ତୁ,ଭିନ୍ନ ପ୍ରକାର ଲାଫିଙ୍ଗବୁଦ୍ଧ ରଖିବାର ଲାଭ

ବାସ୍ତୁଶାସ୍ତ୍ର ଫେଙ୍ଗସୁଇରେ ଲାଫିଙ୍ଗବୁଦ୍ଧକୁ ଶୁଭ ବୋଲି କୁହାଯାଇଥାଏ। ଲାଫିଙ୍ଗବୁଦ୍ଧ ଗରେ ରଖିବା ଦ୍ୱାରା ସୁକ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହା ସହ ଘର ଭିତରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଫେଙ୍ଗସୁଇରେ…
Read More...

ଆଇସିୟୁରେ ମୁମ୍ବଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ

ନ୍ୟୁୟର୍କ: ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ସୂତ୍ରଧର ଡେଭିଡ୍‍ ହେଡ୍‍ଲିକୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତ ୮ ତାରିଖରେ ଜେଲ୍‍ ଭିତରେ ଡେଭିଡ୍‍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା।…
Read More...

ବିମାନ ବନ୍ଦରରେ ହ୍ୟାଣ୍ଡବ୍ୟାଗ୍‍ର ହେବ ସ୍କାନିଂ

ନୂଆଦିଲ୍ଲୀ: ବିମାନ ଯାତ୍ରା ପୂର୍ବରୁ ଯାତ୍ରୀମାନେ ସେମାନଙ୍କ ବ୍ୟାଗରୁ ଆଉ ଗୋଟି ଗୋଟି କରି ସବୁ ଜିନିଷ ବାହାର କରି ସୁରକ୍ଷା ଅଧିକାରୀଙ୍କୁ ଦେଖାଇବା ଆବଶ୍ୟକ ନାହିଁ। ଏଣିକି ଥ୍ରୀଡି ସ୍କାନିଂ ଜରିଆରେ ସେମାନଙ୍କ…
Read More...

ଖୋଲିଲା ୨୦ଟି ହୀରାକୁଦ ଗେଟ୍‌

ସମ୍ବଲପୁର: ମଙ୍ଗଳବାର ହୀରାକୁଦର ୨୦ଟି ଗେଟ୍ ଖୋଲିଛି । ଚଳିତବର୍ଷ ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମ ଦେଇ ନିଷ୍କାସିତ ହୋଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଓ ୮ନଂ ପରେ ଅନ୍ୟ ଗେଟ୍ ଖୋଲା ଯାଇଛି। ୩୬ ଘଣ୍ଟା ପରେ…
Read More...