mission shakti banner

କଳ୍ପନା ଛକରେ ବସ୍ ଦୁର୍ଘଟଣା, ୫ ଯାତ୍ରୀ ଆହତ

BSKY banner  750×100
0

ଭୁବନେଶ୍ବର: କଳ୍ପନା ଛକ ନିକଟରେ ଥିବା ଏକ ଗଛରେ ଯାତ୍ରୀବାହୀ ବସ୍ ପିଟି ହୋଇଛି। ଫଳରେ ବସରେ ଥିବା ୫ ଯାତ୍ରୀ ଆହତ ହୋଇଛନ୍ତି। ବସଟି ବ୍ରେକ୍ ଫେଲ ହେବା କାରଣରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ବସଟି ପୁରୀରୁ ଭୁବନେଶ୍ବର ଆସୁଥିବା ହୋଇଥିବା ଜଣାପଡିଛି। ଏକ ବଡ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Leave A Reply