ସଂସଦ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଅନୁଚିତ: ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ସଂସଦର ଚଳିତ ମୌସୁମୀ ଅଧିବେଶନ ପରେ ପ୍ରଧାନମନ୍ତ୍ରୀ ଆଫ୍ରିକା ଗସ୍ତ କରିଥିଲେ ଆକାଶ ଛିଡ଼ି ପଡ଼ି ନଥାନ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‍ କରି ଏଭଳି ମତ ଦେଇଛନ୍ତି ବିଜେପି…
Read More...

ଉତ୍ତରକୋରିଆ ଆଣବିକ ଅସ୍ତ୍ର ନିର୍ମାଣ ପ୍ରକ୍ରିୟା ଜାରି ରଖିଛି: ଆମେରିକା

ୱାଶିଂଟନ୍‍: ଉତ୍ତର କୋରିଆ ପରମାଣୁ ବୋମା ପ୍ରସ୍ତୁତି ପ୍ରକ୍ରିୟା ଜାରି ରଖିଛି ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‍ ପୋମ୍ପେଓ କହିଛନ୍ତି। ଆମେରିକାର ସିନେଟ୍‍ରେ ବୈଦେଶିକ ବ୍ୟାପାର କମିଟିରେ ମତ ରଖି ମାଇକ୍‍…
Read More...

ଏହି କାର୍ଯ୍ୟ କଲେ କ୍ରୋଧ କରନ୍ତି ମହାଲକ୍ଷ୍ମୀ

ନିତିଦିନଆ ଜୀବନରେ ଜାଣତରେ ଅଜାଣତରେ ଏପରି ବହୁ କାର୍ଯ୍ୟ କରିଥାଉ, ଯାଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ। ଧନର ହାନି ହୋଇଥାଏ। ଗୃହରେ ଅଶାନ୍ତି ଲାଗିରହିବା ସହ ପରିବାରର ସଦସ୍ୟ ମାନଙ୍କ ହେହ ମଧ୍ୟ…
Read More...

ମାଗସେସେ ସମ୍ମାନ ପାଇବେ ଦୁଇ ଭାରତୀୟ

ମାନିଲା: ଏସିଆର ନୋବେଲ୍‍ କୁହାଯାଉଥିବା ରମଣ ମାଗସେସେ ସମ୍ମାନ ପାଇବା ପାଇଁ ଦୁଇ ଭାରତୀୟ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଭାରତ ଭାଟ୍‍ୱାନି ଓ ସୋନମ୍‍ ୱାଙ୍ଗଚୁକ୍‍। ଫୁ୍‍ଟ୍‍ପାଥ୍‍ରେ ବୁଲୁଥିବା ସହସ୍ରାଧିକ…
Read More...

ପାକିସ୍ତାନ ନିର୍ବାଚନ ପୋଷ୍ଟର୍‍ରେ ମାଧୁରୀ ଓ ଅମିତାଭ୍‍

କରାଚି : ପାକିସ୍ତାନର କୌଣସି ନିର୍ବାଚନ ସମୟରେ ଭାରତ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଥାଏ। ନିର୍ବାଚନରେ ଜିତିବା ପାଇଁ ସେଠାକାର ଲୋକେ ଏହିସବୁ ପୋଷ୍ଟରର ସାହାରା ନେଇଥାଆନ୍ତି। ହେଲେ ଏହି ବର୍ଷ ପାକିସ୍ତାନ…
Read More...

ଏହି ମନ୍ଦିରରେ ଦେବୀଙ୍କ ମୂର୍ତ୍ତିରୁ ବାହାରିଥାଏ ଝାଳ

ଦେବଭୂମି କୁହାଯାଉଥିବା ହିମାଚଳ ପ୍ରଦେଶରେ ପ୍ରସିଦ୍ଧ ଓ ମାନ୍ୟତାପ୍ରାପ୍ତ ବହୁ ତୀର୍ଥସ୍ଥାନ ରହିିଛି। ଏହାସହ ଏଠାରେ ଥିବା ବହୁ ଦର୍ଶନୀୟ ସ୍ଥାନ ପାଇଁ ପର୍ଯ୍ୟଟକଙ୍କ ଗହଣରେ ଏହା ଖୁବ୍‍ ଚର୍ଚ୍ଚିିତ। ଏହାର ଐତିହ ଓ…
Read More...

ଜାଣନ୍ତୁ ଏହି ମନ୍ଦିରରେ ନିଜେ ଭଗବାନ କରନ୍ତି ନିଜର ଜଳାଭିଷେକ

ବିଶ୍ୱରନାଥ ପ୍ରଭୁ ମହାଦେବଙ୍କର ଭାରତର ବହୁ ସ୍ଥାନରେ ମନ୍ଦିର ରହିଛି। ଏପରି ଏକ ଅଲୌକିକ ମନ୍ଦିର ଅଛି ଯେଉଁଠାରେ ପ୍ରଭୁ ଭୋଳା ଶଙ୍କର ନିଜେ ନିଜର ଅଭିଷେକ କରିଥାଆନ୍ତି। ପ୍ରାୟ ୨୦୦ ବର୍ଷର ପୁରୁଣା ଏହି ମନ୍ଦିର,…
Read More...

ଭଟଲି ଗୁଳିକାଣ୍ଡ; ବିଜେପି ଯୁବ ନେତା ଗିରଫ

ବରଗଡ଼: ବରଗଡ଼ ଜିଲା ଭଟଲି ଠାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗରେ ପୁଲିସ ବିଜେପିର ଯୁବମୋର୍ଚ୍ଛ ରାଜ୍ୟ ସାଧାରଣ ସମ୍ପାଦକ ଇରାସିସ ଆଚାର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।…
Read More...

ରେକର୍ଡ ସ୍ତରରେ ସେନ୍‍ସେକ୍ସ, ନିଫ୍ଟି

ମୁମ୍ବଇ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସେନ୍‍ସେକ୍ସ। ଆଜି ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ୩୭,୦୧୪.୬୫ ପଏଣ୍ଟରେ ଏବଂ ନିଫ୍‍ଟି ୧୧,୧୭୨.୨୦ ପଏଣ୍ଟ ଛୁଇଁଛି। ଗୁରୁବାର କାରବାର ଆରମ୍ଭ ହେବା ମାତ୍ରେ ସେନସକ୍ସ…
Read More...

ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବୀକରଣ

ବ୍ରହ୍ମପୁର: ବ୍ରହ୍ମପୁରବାସୀଙ୍କ ଆରାଧ୍ୟ ଦେବୀ ମାଆ ବୁଢି ସାଆନ୍ତାଣିଙ୍କ ମନ୍ଦିର ହେବ ନବୀକରଣ । ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ଏଥିପାଇଁ ଗୁରୁବାର ବ୍ରହ୍ମପୁର ମହାନଗର ନିଗମର ମେୟର…
Read More...

ଦକ୍ଷିଣ ଓଡିଶାରେ ଝଡ଼ତୋଫାନ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ଓଡିଶାରେ ବିଭିନ୍ନ ଜିଲାରେ ଝଡ଼ତୋଫାନ ଓ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆକାଶ ମେଘାଚ୍ଛନ ରହିବା ସହ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି…
Read More...

ହତ୍ୟାକାରୀ ଜ୍ୱାଇଁକୁ ଆଜୀବନ ଜେଲ ଓ ୨୦ ହଜାର ଜୋରିମାନା

ବାଲେଶ୍ୱର: ୨୦୧୩ ମସିହାରେ ନୁରଜାହାନ ବିବି ହତ୍ୟା ମାମଲାର ଅଭିଯୁକ୍ତକୁ ଆଜି ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ଓ ୨୦ହଜାର ଟଙ୍କାରେ ଦଣ୍ଡିତ କରାଯାଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବାଲେଶ୍ୱର ଜିଲା…
Read More...

ଗୁରୁପ୍ରିୟା ସେତୁ ଲୋକାର୍ପିତ

ମାଲକାନଗିରି: ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁକୁ ଗୁରୁବାରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସେତୁକୁ ରାଜ୍ୟବାସୀଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଛି। ଏହାପରେ  ମାଲକାନଗିରି ଚିତ୍ରକୋଣ୍ଡାର…
Read More...

ଜାଣନ୍ତୁ,ଦିନରେ ଶୋଇଲେ କି ପ୍ରଭାବ ପଡ଼େ !

ଦୈନନ୍ଦିନ ଜୀବନରେ ଶୋଇବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ। ରାତ୍ରି ସମୟରେ ସମସ୍ତେ ଶୋଇଥାଆନ୍ତି। ଦିନରେ ଶୋଇବା ମଧ୍ୟ ବହୁ ଲୋକଙ୍କ ଅଭ୍ୟାସ ଅଟେ। ମାତ୍ର କେଉଁ ମାନେ ଦିନରେ ଶୋଇଲେ ତାଙ୍କ ପାଇଁ ଲାଭ ଓ କେଉଁ ମାନେ…
Read More...

୨୯ କେଜି ଗଞ୍ଜେଇ କାରବାର ଅଭିଯୋଗରେ ୨ ଗିରଫ

ବାଲେଶ୍ବର: ବାଲେଶ୍ବରରୁ ୨୯ କେଜି ଗଞ୍ଜେଇ ଜବତ ହୋଇଛି। ସଦର ଥାନା ଅନ୍ତର୍ଗତ ସହଦେବଖୁଣ୍ଟା ବସ୍ ଷ୍ଟାଣ୍ଟ ନିକଟରୁ ଗୁରୁବାର ସକାଳେ ପୁଲିସ ଚଢଉ ଗଞ୍ଜେଇ ଜବତ କରିଛି। ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଦୁଇ ଜଣ ଗିରଫ…
Read More...

ଚୀନରେ ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ

ବେଜିଂ: ବେଜିଂ ସ୍ଥିତ ଆମେରିକା ଦୂତାବାସ ନିକଟରେ ଆଜି ବିସ୍ଫୋରଣ ହୋଇଛି। ଏଥିରେ କେହି ମୃତାହତ କିମ୍ବା କୌଣସି ବିଶେଷ ଧରଣର କ୍ଷୟକ୍ଷତି ଘଟି ନଥିଲେ ମଧ୍ୟ ସେଠାରେ ହାଇଆଲର୍ଟ ଜାରି କରାଯାଇଛି। ଏହି ଘଟଣାରେ ଚୀନର…
Read More...

ଲୋମଶ ଶିଶୁ କାହ୍ନାର ଅସ୍ତ୍ରୋପଚାର

ବ୍ରହ୍ମପୁର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗ୍ରାମର ରାମଚନ୍ଦ୍ର ନାୟକଙ୍କ ପୁଅ କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହୋଇଛି।  ଜନ୍ମଗତ ତ୍ରୁଟି କାରଣରୁ କାହ୍ନାର ଶରୀରରେ କଳାଜାଇ ମୁନ୍ଦା…
Read More...

ସକାଳ ଜଳଖିଆ ଆଦୌ ଭୁଲନ୍ତୁ ନାହିଁ, ହୋଇପାରନ୍ତି ଏହିସବୁର ଶିକାର

ସାରାଦିନର ଖାଦ୍ୟ ଅପେକ୍ଷା ସକାଳ ଜଳଖିଆ ଅଧିକ ଆବଶ୍ୟକ ହୋଇଥାଏ। ସକାଳୁ ଜଳଖିଆ ନ ଖାଇବା ଦ୍ୱାରା ଶରୀର ଉପରେ ବହୁ ଖରାପ ପ୍ରଭାବ ପଡ଼ିବା ସହ ବିଭିନ୍ନ ରୋଗ ହେବାର ସମ୍ଭାବନା ମଧ୍ୟ ଥାଏ। ତେବେ ଆସନ୍ତୁ ଜାଣିବା…
Read More...

ବିକାଶ ଓ ଶାନ୍ତି ପାଇଁ ନକ୍ସଲ୍‍ଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି/କଟକ/ଭୁବନେଶ୍ୱର: ନକ୍ସଲ୍‍ମାନେ ହିଂସା ବଦଳରେ ରାଜ୍ୟର ଶାନ୍ତି ଓ ପ୍ରଗତିରେ ଭାଗୀଦାର ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଗୁୁରୁପ୍ରିୟା ସେତୁ ଉଦ୍‍ଘାଟନ ପରେ ଟ୍ୱିଟ୍‍ ଯୋଗେ…
Read More...

ଚନ୍ଦ୍ରଗ୍ରହଣ ଓ ବ୍ଲଡ ମୁନ୍‍ର ବୈଜ୍ଞାନିକ କାରଣ

ଶତାଦ୍ଦୀର ସବୁଠାରୁ ଅଧିକ ଲମ୍ବା ଚନ୍ଦ୍ର ଗ୍ରହଣ ଆସନ୍ତା କାଲି ଗୁରୁ ପୂର୍ଣ୍ଣିମା ୨୭ ଜୁଲାଇରେ ହେବ। ଏହି ଗ୍ରହଣ ରାତି ୧୧.୫୪ମିନିଟରେ ଆରମ୍ଭ ହୋଇ ୦୩.୪୯ମିନିଟରେ ଶେଷ ହେବ। ଏହାର ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ରହିବ…
Read More...

ନବବିବାହିତାଙ୍କୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଏକରଡ଼ାବାଡ଼ି ଗ୍ରାମରେ ଏକ ଅଘଟଣ ଘଟିଛି। ନବ ବିବାହିତାଙ୍କୁ ଜଣେ ଯୁବକ ହତ୍ୟା କରିବା ପରେ ନିଜେ ଗଳା କାଟି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି…
Read More...

କେଉଁ ବାରରେ କେଉଁ ଦ୍ରବ୍ୟ ଗ୍ରହଣ କଲେ ଆସେ ଦୁର୍ଭାଗ୍ୟ

ଭିନ୍ନ ଭିନ୍ନ ଦ୍ରବ୍ୟ ଦାନ ଦେବା ଓ ଗ୍ରହଣ କରିବା ସମାଜରେ ଏହା ସର୍ବଦା ଦେଖାଯାଇଥାଏ। ମାତ୍ର ଏହା ଉପରେ ମଧ୍ୟ କେତେକ ନିୟମ ରହିଛି। ଏପରି ବହୁ ଦ୍ରବ୍ୟ ଅଛି ଯାହାକୁ ବାର ଅନୁଯାୟୀ ଗ୍ରହଣ କରିବା ଉଚିତ ନୁହେଁ। ଏହା…
Read More...

ଫେସବୁକ୍‍ କର୍ତ୍ତୃପକ୍ଷଙ୍କ ସୂଚନା ଯୋଗୁଁ ବଞ୍ଚିଗଲା ନାବାଳିକାଙ୍କ ଜୀବନ

ଗୌହ୍ୱାଟୀ: ଫେସବୁକ୍‍ର ଆଗୁଆ ସୂଚନା ପରେ ଆସାମର ଜଣେ ନାବାଳିକାଙ୍କ ଜୀବନ ବଞ୍ଚିଯାଇଛି। ନାବାଳିକା ଜଣକ ଆତ୍ମହତ୍ୟା କରିବାକୁ ଯାଉଥିବା ଫେସ୍‍ବୁକ୍‍ର ଆମେରିକା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିବା ପରେ…
Read More...

ଗୁରୁପ୍ରିୟା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୨ କୋଟି ଟଙ୍କା ବ୍ୟୟରେ ନର୍ମିତ ଗୁରୁପ୍ରିୟା ସେତୁକୁ ଉଦ୍‍ଘାଟନ କରିଛନ୍ତି। ଏହା ଦ୍ବାରା ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ବଡପଦର, ରାଲଗେଡା, ପଣସପୁଟ,…
Read More...

ସିରିଆ: ଆତ୍ମଘାତୀ ବିସ୍ଫୋରଣରେ ୨୨୦ ମୃତ

ବେରୁଟ୍‍/ଲେବାନନ୍‍: ଦକ୍ଷିିଣ ସିରିଆରେ ଆତ୍ମଘାତୀ ବିସ୍ଫୋରଣରେ ୨୨୦ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ସଂଗଠନ ଆଇଏସ୍‍ଆଇଏସ୍‍ ଏହି ବିସ୍ଫୋରଣ ଘଟାଇଥିବା ବାଦି କରିଛି। ସିରିଆ ଅବ୍‍ଜରଭେଟୋରି ଫର ହ୍ୟୁମାନ୍‍…
Read More...

ହରଭଙ୍ଗା ବ୍ଲକ୍‌ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ହରଭଙ୍ଗା: ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଦାବିରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସିପିଆଇ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ବିକ୍ଷୋଭକାରୀଙ୍କ…
Read More...

ବିଦ୍ୟୁତ ଆଘାତରେ ହେଲପର ମୃତ

ବଡସାହି: ବିଦ୍ୟୁତ ଲାଇନ ମରାମତି କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ହେଲପରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସାନକେରକୋ ଗ୍ରାମର କୃପାସିନ୍ଧୁ ମହାନ୍ତ (୫୯)। ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧୀନ…
Read More...

ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ

କୁଜଙ୍ଗ: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ପଙ୍କପାଳ ପଞ୍ଚାୟତ ବଣିକୁନ୍ଦ ଢିଅସାହୀ ଗ୍ରାମରେ ଇଶ୍ୱର ସାହୁଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଘଟିବାରୁ…
Read More...

ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଡିଏମ୍‍କେ

ଚେନ୍ନାଇ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣ ଓ ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ପନିରସେଲଭାମ୍‍ଙ୍କ ଇସ୍ତଫା ଦାବି କରିଛି ଡିଏମକେ। ପନିରଙ୍କ ଜଣେ ସମ୍ପର୍କୀୟ ଭାଇଙ୍କୁ ନେବା ପାଇଁ ବାୟୁସେନାର ହେଲିକପ୍ଟର ବ୍ୟବହାର…
Read More...

ମାଟି କାନ୍ଥ ପଡି ଯୁବକ ମୃତ

ଭଦ୍ରକ: ବାସୁଦେବପୁର ଥାନା ଅନ୍ତର୍ଗତ ବାଗଦା ବିନାୟକପୁର ଗ୍ରାମରେ ମାଟି କାନ୍ଥ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଅରବିନ୍ଦ ବେହେରା(୨୬)। ବର୍ଷାରେ ମାଟି କାନ୍ଥ ଦୁର୍ବଳ…
Read More...

ଫ୍ରୁଟ୍‍ କଷ୍ଟଡ଼୍‍

ଆବଶ୍ୟକ ସାମଗ୍ରୀ କ୍ଷୀର -ଅଧ ଲିଟର ଚିନି -ଅଧ କପରୁ ସାମାନ୍ୟ ଅଧିକ (ପେଷା ହୋଇଥିବା ) କଷ୍ଟଡ଼୍‍ ପାଉଡ଼ର -୪ ଚାମଚ କଦଳୀ -୨ଟି ଡ଼ାଳିମ୍ବ - ୧ଟି ସେଓ – ୨ଟି ଅଙ୍ଗୁର – ୬ରୁ ୮ଟି ସପୁରୀ -୪ରୁ୫ଟି ଛୋଟ ଫାଳ…
Read More...

ତୁଳସୀର ମହକ

ଆମେରିକାର ଚର୍ଚ୍ଚିତ ରାଷ୍ଟ୍ରନାୟକମାନଙ୍କ ମଧ୍ୟରୁ ଅନ୍ୟତମ ଆବ୍ରାହମ ଲିଙ୍କନ ଅତି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟାବସ୍ଥାରୁ ହିଁ ଅଭାବଅନଟନ, ଦାରିଦ୍ର୍ୟସହ ନିରନ୍ତର ସଂଗ୍ରାମ କରି ଆଗକୁ ବଢ଼ିବାକୁ…
Read More...

ଝୋଟ ଉଦ୍ୟୋଗର ଦୁଃଖ

କୌଣସି ଏକ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ସ୍ବର ଉଠେ। ତା’ଭିତରେ ପ୍ରତିକାର ଓ ସମାଧାନର ଉପଯୁକ୍ତ ସୂତ୍ର ବାହାର କରିବା ପରିବର୍ତ୍ତେ ସରକାର ଯେଉଁ ତାତ୍କାଳିକ ପଦକ୍ଷେପ ନିଅନ୍ତି ସେଥିରେ ସାପ ମରେନି…
Read More...

ନଦୀକୂଳ ବନୀକରଣ

ବିପର୍ଯ୍ୟସ୍ତ ପର୍ଯ୍ୟାବରଣର ପୁନରୁଦ୍ଧାର କେବଳ ବନୀକରଣରେ ସୀମିତ ନୁହେଁଁ। ପ୍ରକୃତି ବିଭିନ୍ନ ପ୍ରକାର ମାନବିକ ଓ ପ୍ରାକୃତିକ ପ୍ରକ୍ରିୟାଦ୍ବାରା ତାହାର ସବୁଜିମା ଓ ପରିବେଶ ହରାଇଥାଏ। ତେଣୁ ମାନବିକ ପ୍ରୟାସରେ…
Read More...

ସଫଳତା ଓ ବିଫଳତା

ଡ. ଦେବୀଲାଲ ମିଶ୍ର ଆମ ଭିତରୁ ପ୍ରାୟ ସମସ୍ତେ ସବୁବେଳେ ନିଜନିଜ ଲକ୍ଷ୍ୟ ହାସଲରେ ସଫଳ ହେବାକୁ ବ୍ୟଗ୍ର। ସଫଳତା ନିଶ୍ଚିତଭାବେ ସମସ୍ତଙ୍କୁ ଖୁସି ଦେଇଥାଏ। କେହି କେତେବେଳେ ବିଫଳ ହେବାକୁ ଚାହାନ୍ତି ନାହିଁ। ଆଜିକାଲି…
Read More...

ବିଶ୍ବକପ୍‌ ଫୁଟବଲରୁ ଶିକ୍ଷା

ଏହି ମାସ ୧୫ ତାରିଖ ଦିନ ବିଶ୍ବକପ୍‌ ଫୁଟବଲ ପ୍ରତିଯୋଗିତା ୨୦୧୮ ସମାପ୍ତ ହେଲା। ହଇଚଇ ସରିଲା। ଫ୍ରାନ୍ସ ଚମ୍ପିଆନ ହେଲା। ସମାପନ ତଥା ପୁରସ୍କାର ବିତରଣ ଉତ୍ସବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌, ଫ୍ରାନ୍ସ…
Read More...

ଏହି ଦ୍ରବ୍ୟ ଦାନ ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଦେବତାଙ୍କର ଗୁରୁ କୁହାଯାଏ। ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କ ଉପାସନା କରିବା ଦ୍ୱାରା ଜ୍ଞାନ, ସୌଭାଗ୍ୟ ଓ ସୁଖ ବଢିଥାଏ। ବୃହସ୍ପତି ସ୍କୃତିରେ ଏପରି ୩ଟି ଜିନିଷ ଦାନ କରିବା…
Read More...

ଜାଣନ୍ତୁ, କେଉଁ ପ୍ରକାର ପାତ୍ରରେ ଖାଇଲେ କି ଲାଭ

ପ୍ରତ୍ୟେକ ମଣିଷ ଚାହିଁଥାଏ ଉତ୍ତମ ସ୍ୱାସ୍ଥ୍ୟ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁସ୍ୱାଦୁ ଓ ପୃଷ୍ଟିକର ଖାଦ୍ୟ ଆବଶ୍ୟକ। ସାଧାରଣତଃ ଖାଇବା ବେଳେ ଆମେ ବିଭିନ୍ନ ପାତ୍ରରେ ଖାଇଥାଉ। ଏହାଦ୍ୱାରା ଆମ ଶରୀରର ବିଭିନ୍ନ ପ୍ରକାର…
Read More...

ପାକିସ୍ତାନରେ ଇମ୍ରାନଙ୍କ ପିଟିଆଇ ୧୧୯ ଆସନରେ ଆଗୁଆ

ଇସଲାମାବାଦ: ପାକିସ୍ତାନ ପାର୍ଲାମେଣ୍ଟ (ସଂସଦ)ର ୨୭୨ ଆସନ ଓ ୪ଟି ପ୍ରଦେଶର ୫୭୭ ବିଧାନସଭା ଆସନ ନିମନ୍ତେ ବୁଧବାର ଭୋଟ ଗ୍ରହଣ ଶେଷ ହୋଇଛି। ମତଦାନ ଶେଷ ହେବା ପରେ ସନ୍ଧ୍ୟା ୭ଟା ପରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି।…
Read More...

ମହିଳାଙ୍କ ଅଟୋ ରିକ୍ସାରେ ରାଷ୍ଟ୍ରପତି ଦମ୍ପତି

ରାୟପୁର: ଭାରତର ରାଷ୍ଟ୍ରପତି ଅଟୋ ରିକ୍ସାରେ ବୁଲିବେ!- ଏହା ଯେମିତି ଅବିଶ୍ୱାସ ଲାଗୁଛି ସେମିତି ସତ୍ୟ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଛତିଶଗଡ଼ର ମାଓବାଦୀ ଅଧ୍ୟୁସିତ ଦାନ୍ତେୱାଡ଼ା ଗସ୍ତରେ ଯାଇଥିବାବେଳେ…
Read More...

ଗୁରୁବାର ରାଶିଫଳ

ମେଷ: ପରୋପକାରୀ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଧର୍ମାତ୍ମା ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଦାମ୍ପତ୍ୟ ଜୀବନ ସୁଖ ପ୍ର୍ରଦ ହେବ। ବୃଷ:…
Read More...

କିଟ କାଟ ନିର୍ମାତା ନେସଲେ  ୧୬ ବର୍ଷ ପୁରୁଣା କପି ରାଇଟ୍‌ ମାମଲା ହାରିଲା

ଲଣ୍ଡନ:  ବିଶ୍ୱର ପ୍ରସିଦ୍ଧ ଚକୋଲେଟ୍‌ ନେସଲେ କିଟ୍‌କାଟର ଚାରି ଟିକିଆ ଡିଜାଇନ୍‌ର କପି ରାଇଟ୍‌ ମାମଲା ହାରିଯାଇଛି । ଏହା ଏକ ୧୬ ବର୍ଷ ପୁରୁଣା କପିରାଇଟ୍‌ ବା ସ୍ୱତ୍ୱାଧିକାର ମାମଲା । ଏଥିରେ ଥିବା ୪ ଟିକିଆ…
Read More...

ଦିଲ୍ଲୀ: ଦୁଇଟି ବସ୍‌ ମଧ୍ୟରେ କାର ଫସି ଯିବାରୁ ମହିଳାଙ୍କ ସମେତ ଯୁବକ ମୃତ

ନୂଆଦିଲ୍ଲୀ: ଦୁଇଟି ବସ୍‌ ମଧ୍ୟରେ କାର ଚାପି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସମ୍ପର୍କୀୟ । ଜଣେ ଜେଜେମାଆ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାତି । ଲୀଳାବତୀ ଗର୍ବ (୭୮ ବର୍ଷ) ଓ ତାଙ୍କର ନାତି ଅମିତ…
Read More...

ନିକାହ-ହଲାଲା ନାମରେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ

ଲକ୍ଷ୍ମୌ:  ନିକାହ ହଲଲା ନାମରେ ଜଣେ ମହିଳାଙ୍କୁ  ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶର ରାମପୁରର ଜଣେ ମହିଳାଙ୍କୁ ୪ ଜଣ ବଳାତ୍କାର କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତାଙ୍କର ସ୍ୱାମୀ…
Read More...

ଆମେ ପିଚ୍‍କୁ ନେଇ ଅଭିଯୋଗ କରିନାହୁଁ: ଶାସ୍ତ୍ରୀ

ଚେମ୍‍ସଫୋର୍ଡ : କାଉଣ୍ଟି ଦଳ ଏସେକ୍ସ ବିପକ୍ଷରେ ଭାରତୀୟ ଦଳର ଅଭ୍ୟାସ ମ୍ୟାଚ୍‍କୁ ୪ ଦିନିଆ ବଦଳରେ ୩ ଦିନିଆ କରାଯାଇଛି। ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରଥମେ ଆସିଥିଲା ଯେ ନିମ୍ନମାନର ପିଚ୍‍ ଓ ପଡ଼ିଆ ଦେଖି ଭାରତ…
Read More...

ପିଠିରେ ଯନ୍ତ୍ରଣା ସତ୍ତ୍ବେ ଫାଇନାଲରେ ଖେଳିଥିଲେ ଏମ୍‍ବାପେ

ପ୍ୟାରିସ୍‍ : ରୁଷିଆରେ ଖେଳାଯାଇଥିବା ଫିଫା ବିଶ୍ୱକପ୍‍ର ଫାଇନାଲରେ କ୍ରୋଏସିଆକୁ ପରାସ୍ତ କରି ଫ୍ରାନ୍‍ସ ଚମ୍ପିଆନ୍‍ ହୋଇଥିଲା। ବିଶ୍ୱକପ୍‍ର ସେମିଫାଇନାଲ ଓ ଫାଇନାଲରେ ପିଠିରେ ପ୍ରବଳ ଯନ୍ତ୍ରଣା ସତ୍ତ୍ବେ ଖେଳିଥିଲେ…
Read More...

ଗଛ ପଡି ଛାତ୍ରୀ ମୃତ

ବାରିପଦା: ବାରିପଦାଠାରୁ ୧୨ କିଲୋମିଟର ଦୂର କୁଳିଅଣା ଥାନା ଇଲାକାର ସାନଜୁଣବଣୀ ଗ୍ରାମରେ ବୁଧବାର ସନ୍ଧ୍ୟା ସାଢେ ୫ଟା ସମୟରେ ଗ୍ରାମ ନିକଟ ଖେଳ ପଡିଆରେ ୮/୧୦ ଜଣ ପିଲା ଖେଳୁଥିଲା ବେଳେ ହଠାତ୍‍ ଏକ ରିଠା ଗଛ ମୂଳରୁ ଗଛ…
Read More...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପାଇଁ ଭାରତୀୟ ଦଳ ପ୍ରସ୍ତୁତ : ପୂଜାରା

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ ପାଇଁ ଭାରତୀୟ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ମତ ଦେଇଛନ୍ତି ଅଭିଜ୍ଞ ବ୍ୟାଟସମ୍ୟାନ୍‍ ଚେତେଶ୍ୱର ପୂଜାରା। ଭାରତୀୟ ଦଳ ୧୭ଥର…
Read More...

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ଛାତ୍ର ହେଉଛନ୍ତି ମୌଲିନ ରାଥୋଡ (୨୫)। ସୋମବାର ରାତିରେ ରାଥୋଡ ପଶ୍ଚିମ ମେଲବୋର୍ଣ୍ଣର ସନବରି ଅଞ୍ଚଳରେ ୧୯ବର୍ଷର ଜଣେ…
Read More...

ଟିଟୋ ପେ-ରୋଲରେ ୧୭ ଜଣ ପୁଲିସ ଅଧିକାରୀଙ୍କ ନାମ!

ଭୁବନେଶ୍ୱର: ଅପରାଧୀ ଟିଟୋ ଓରଫ ସୟଦ ଉସମାନ ଅଲିର ପେ-ରୋଲରେ ୧୭ ଜଣ ପୁଲିସ ଅଧିକାରୀଙ୍କ ନାମ ଥିବା କଥା ସୂଚନା ମିଳିଛି । ଦୁର୍ନୀତି ନିରୋଧ ବିଭାଗ ଏହାର ଯାଞ୍ଚ ଆରମ୍ଭ କରିଛି । ଏଥିରେ ବରିଷ୍ଠ ପୁଲିସ ଅଧିକାରୀଙ୍କ…
Read More...

ବିଶ୍ୱର ସବୁଠୁ ଦାମୀ କାର୍‌; ମୂଲ୍ୟ ୧୨୨କୋଟି

ନୂଆଦିଲ୍ଲୀ : ଇଟାଲୀର ସ୍ପୋର୍ଟସ୍‌ କାର ନିର୍ମାଣକାରୀ କମ୍ପାନୀ ପାଜାନି ଅଟୋମୋବାଇଲ୍ସ ବିଶ୍ୱର ସବୁଠାରୁ ଦାମୀ କାରକୁ ବଜାରକୁ ଛାଡିଛି। ପାଜାନି ଜୋଣ୍ଡା ଏଚପି ବାରଚେଟ୍ଟା ମଡେଲର ଏହି କାର୍‌ର ଦାମ ୧୩.୫ ନିୟୁତ…
Read More...

ଗୁରୁପ୍ରିୟା ସେତୁର ଲୋକାର୍ପଣ ଆଜି

ମାଲକାନଗିରି : ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁର ଲୋକାର୍ପଣ ଆଜି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ଏହି ସେତୁ ଦ୍ୱାରା ବିଚ୍ଛିନ୍ନାଞ୍ଚଳର ୧୫୧ ଟି ରାଜସ୍ୱ ଗ୍ରାମର ପ୍ରାୟ ୨୦…
Read More...

ଭାରତୀୟ ବଜାରକୁ ଆସିଲା କୋମିଓ ଏକ୍ସ୍-୧

ଚୀନ୍ ର କୋମିଓ ନାମକ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ  ଭାରତରେ ନିଜର ଆଉ ଏକ ସ୍ମାର୍ଟଫୋନ କୋମିଓ ଏକ୍ସ-୧ ଲଞ୍ଚ୍ କରିଛି। କିଛିଦିନ ପୂର୍ବେ ଲଞ୍ଚ୍ ହୋଇଥିବା ଫୋନ୍‍ ରେଡମି ନୋଟ୍-୫ ଏବଂ ଓପୋ ରିୟଲମି-୧ ଭଳି ଏହାର…
Read More...

ନୀଳକନ୍ଦରରେ ବିଜେ କଲେ ନୀଳମଣି, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ କଲେ ମାନଭଞ୍ଜନ

ପୁରୀ: ବୁଧିବାରରେ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରତ୍ନ ସିଂହାସନରେ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଦିନରେ ସିଂହଦ୍ୱାର ନିକଟରେ ରଥା ରୂଢ ଶ୍ରୀଜୀଉମାନଙ୍କୁ ଭକ୍ତମାନେ  ରସଗୋଲା ଭୋଗ ଦେଇଥିଲେ ।…
Read More...

ଟେଷ୍ଟ ସିରିଜ୍‍ ପୂର୍ବରୁ ପତ୍ନୀମାନେ ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯିବା ବେଳେ ବିବାହିତ କ୍ରିକେଟରମାନେ ସେମାନଙ୍କ ପତ୍ନୀଙ୍କୁ ସାଙ୍ଗରେ ଇଂଲଣ୍ଡ ନେଇ ଯାଇଥିଲେ। ଭାରତୀୟ ଦଳ ଘରୋଇ ଇଂଲଣ୍ଡ ବିରୋଧରେ ଟ୍ୱେଣ୍ଟି୨୦ ଓ ଦିନିକିଆ ସିରିଜ୍‍…
Read More...

ଦିଲ୍ଲୀରେ ଅନାହାର ମୃତ୍ୟୁ, ଖାଇବାକୁ ନ ପାଇ ମରିଗଲେ ୩ ଭଉଣୀ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଅନାହାର ମୃତ୍ୟୁ ଖବର ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ବ ଦିଲ୍ଲୀର ମାଣ୍ଡୱାଲିରେ ଖାଇବାକୁ ନ ପାଇ ୩ କୋମଳମତି ଭଉଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।…
Read More...

ବିଏସ୍‍ଏନ୍‍ଏଲ୍‍ର ନୂଆ ଉପହାର , ମାଗଣାରେ କରିପାରିବେ ଅସୀମିତ କଲ୍

ଭାରତ ଦୂର ସଂଚାର ନିିଗମ ଲିମିଟେଡ(ବିଏସ୍‍ଏନ୍‍ଏଲ୍‍) ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ବଢି ଚାଲିଥିବା ପ୍ରତିଯୋଗିତା ମଧ୍ୟରେ ଏକ ବଡ ନିଷ୍ପତ୍ତି ନେଇଛି । ବିଏସ୍ଏନ୍ଏଲ୍ ଏବେ ଘୋଷଣା କରିଛି ସେ ପଞ୍ଚମ ବ୍ରଡବ୍ୟାଣ୍ଡ କମ୍ବୋ…
Read More...

ଜାଣନ୍ତୁ ରାଫେଲ ଚୁକ୍ତି କ’ଣ

୨୦୦୧ରେ ବାୟୁସେନା ପକ୍ଷରୁ ଅତିରିକ୍ତ ଯୁଦ୍ଧ ବିମାନର ଆବଶ୍ୟକତା ଥିବା କେନ୍ଦ୍ର ସରକାରଙ୍କ ନିକଟରେ ପ୍ରକାଶ କରାଯାଇଥିଲା; କିନ୍ତୁ ୨୦୦୭ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଯୁଦ୍ଧ ବିମାନ କ୍ରୟ ପ୍ରକ୍ରିୟା ଆରମ୍ଭ କରିଥିଲା।…
Read More...

ଭାସିଯାଉଥିବା ଲୋକକୁ ନିଜ ପଗଡିରେ ସାହାଯ୍ୟରେ ଉଦ୍ଧାର କଲେ ବିଧାୟକ

ଜୟପୁର : ରାଜସ୍ଥାନର ବିଜେପି ବିଧାୟକ ମଙ୍ଗଳ ରାମ, ଯାହାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି। ଅନ୍ୟକୁ ଉଦ୍ଧାର ଏବଂ କରିବାକୁ ଯାଇ ସେ ନିଜ ପଗଡ଼ି ଖୋଲି ଦେଇଛନ୍ତି। କୁହାଯାଏ ମାନମର୍ଯ୍ୟାଦା ତଥା ପ୍ରତିଷ୍ଠାର…
Read More...

ରାଫେଲ କାରବାରର ସଂସଦୀୟ କମିଟିସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ଏନ୍‍ଡିଏ ସରକାର ୫୯,୦୦୦ କୋଟି ଟଙ୍କା କମ୍‍ ମୂଲ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟ କରୁଥିବା ନେଇ ସରକାରୀ ଦସ୍ତାବିଜ୍‍କୁ ଭିତ୍ତି କରି ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ…
Read More...

ହାଜତ ମୃତ୍ୟୁ: ଦୁଇ ପୁଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

ତିରୁଅନନ୍ତପୁରମ୍‍ : ଥାନା ହାଜତରେ ସନ୍ଦିଗ୍ଧ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଅଦାଲତ ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଘୋଷଣା କରିଛନ୍ତି। ୨୦୦୫ ସେପ୍ଟେମ୍ବର ୨୭ରେ…
Read More...

ଗୋଷ୍ଠୀବଦ୍ଧ ଆକ୍ରମଣ ଭୟରେ ଗାଈ ଫେରାଇଲେ ଆଜମ ଖାଁଙ୍କ ପତ୍ନୀ

ରାମପୁର : ଅଲୱର ଘଟଣା ପରେ ଗୋଚାଲାଣକାରୀ ତଥା ଗୋହତ୍ୟାକାରୀ ସନ୍ଦେହରେ ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମାଜରେ ଏକ ପ୍ରକାର ଭୟ ଜାତ ହୋଇଥିବା ଲକ୍ଷ୍ୟ କରାଯାଉଛି।…
Read More...

୫୯ କୋଟି ଟଙ୍କା କମ୍‍ ମୂଲ୍ୟରେ ରାଫାଲେ କିଣୁଛି କେନ୍ଦ୍ର

ନୂଆଦିଲ୍ଲୀ : ଏନ୍‍ଡିଏ ସରକାର ଉଚିତ୍‍ ମୂଲ୍ୟଠାରୁ ବହୁ କୋଟି ଟଙ୍କା ଅଧିକ ଦରରେ ରାଫେଲ ଯୁଦ୍ଧ ବିମାନ କ୍ରୟ ନିମନ୍ତେ ଫ୍ରାନ୍ସ ସହ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି ଅଭିଯୋଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ଦୁଇ ବସ୍‍ ମଝିରେ ଚାପି ହୋଇଗଲା କାର୍‍; ଜେଜେ ମା, ନାତି ମୃତ

ନୂଆଦିଲ୍ଲୀ : ଉତ୍ତରପୂର୍ବ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜେଜେ ମା ଲୀଳାବତୀ ଗାର୍ଗ (୭୮) ଓ ତାଙ୍କ ନାତି ଅମିତ କୁମାର ଗାର୍ଗ (୩୧)ଙ୍କର ମୃତ୍ୟୁ ହୋଇଛି। ଲୀଳାବତୀ ଓ ଅମିତ ଏକ…
Read More...

୫ ଡକାୟତ ଗିରଫ ; ଲୁଟ୍ ସାମଗ୍ରୀ ଉଦ୍ଧାର

ଗଞ୍ଜାମ: ଏକ ଲୁଟ ଘଟଣାରେ ଗଞ୍ଜାମ ଜିଲା ପାଟପୁର ପୁଲିସ୍ ୫ ଜଣ ଡକାୟତଙ୍କୁ ଗିରଫ କରିଛି । ଖବରଅନୁସାରେ ପାଟପୁର ଜୟନଗର ଅଧ୍ୟାପିକା ସୁଦର୍ଷ୍ଣା ଚୌଧୁରୀଙ୍କ ଘରୁ ଧନ ସମ୍ପତ୍ତି ଲୁଟ୍ ହୋଇଥିବା ଘଟଣାରେ ପାଟପୁର ପୁଲିସ୍…
Read More...

ପାକିସ୍ତାନରେ ମତଦାନ ଶେଷ: ଝୁଲା ସଂସଦ ଆଶଙ୍କା

ଇସ୍‍ଲାମାବାଦ : ପାକିସ୍ତାନରେ ବୁଧବାର ହିଂସା ମଧ୍ୟରେ ଏକାଦଶ ସାଧାରଣ ନିର୍ବାଚନ ନିମନ୍ତେ ମତଦାନ ଶେଷ ହୋଇଛି। ଏଥିସହିତ ଆଗୁଆ ଫଳାଫଳ ଆକଳନ କରାଯାଇଛି। ନିର୍ବାଚନରେ ଅଂଶଗ୍ରହଣ କରିଥିବା କୌଣସି ଦଳକୁ ୨୭୨ ଆସନ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦ୍ରଗ୍ରହଣ ନୀତିକାନ୍ତି ଚୂଡାନ୍ତ

ଆରଡି : ଆସନ୍ତା ଶୁକ୍ରବାର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଯୋଗୁ ରାଜ୍ୟର ଅନନ୍ୟ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ନୀତିକାନ୍ତି। ତାହାସହ ଅପରାହ୍ଣ ୨ଟା୪୫ରୁ ପାକତ୍ୟାଗ ଠାରୁ ଗ୍ରହଣ…
Read More...

‘ବ୍ରହ୍ମା ବ୍ୟବସ୍ଥାପିକା, ବିଷ୍ଣୁ କାର୍ଯ୍ୟପାଳିକା ଏବଂ ଶିବ ନ୍ୟାୟପାଳିକା’

ନୂଆଦିଲ୍ଲୀ : କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ କଟକଣାକୁ ନେଇ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫…
Read More...

ନୂଆଗାଁ ଡ୍ରେନେଜରେ ୫୦ ଫୁଟର ଘାଇ

ସୁଆଣ୍ଡୋ : ପୁରୀ ଜିଲାର ସତ୍ୟବାଦୀ ବ୍ଲକ ରାୟଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ହରିପୁର -ପାଳପୋଛି ଠାକୁରାଣୀ ମନ୍ଦିର ପାଖ ନୂଆଗାଁ ଡ୍ରେନେଜରେ ୫୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ସୃଷ୍ଟି ହେବା ଫଳରେ ଡାଙ୍ଗୁରା,…
Read More...

ବିମାନରୁ ମିଳିଲା ନବଜାତକର ମୃତଦେହ

ନୂଆଦିଲ୍ଲୀ : ଇମ୍ଫାଲରୁ ଗୁଆହାଟି ଦେଇ ଦିଲ୍ଲୀ ଆସୁଥିବା ଏୟାର ଏସିଆର ଏକ ବିମାନରୁ ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ବିମାନ କର୍ମଚାରୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ପରେ ବିମାନ…
Read More...

କୋର୍ଟରେ ତାମିଲନାଡୁ ସରକାରଙ୍କ ଜବାବ: ଜୟଲଳିତା ଗର୍ଭବତୀ ନଥିଲେ, ଝିଅ କେଉଁଠୁ ଆସିବ

ଚେନ୍ନଇ : ଏକ ମାମଲାରେ ତାମିଲନାଡୁ ସରକାର ମାଦ୍ରାସ ହାଇକୋର୍ଟରେ ଦାବି କରିଛନ୍ତି ଯେ ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିା ଗର୍ଭବତୀ ହୋଇ ନ ଥିଲେ। ରାଜ୍ୟ ସକରାର ଏହି ଦାବିକୁ ମଜଭୁତ କରିବା ପାଇଁ କୋର୍ଟରେ…
Read More...

କଣ୍ଟିଆଗଡରେ ଘନ ଘନ ବୋମାମାଡ଼

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗଡରେ ଘନ ଘନ ବୋମାମାଡ଼ ହୋଇଛି। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ…
Read More...

ଖାଲିପାଦରେ ଚାଲିଲେ ପିଲାଙ୍କୁ ମିଳିଥାଏ ଏହି ଲାଭ

ଆଜିକାଲି ପିଲାମାନେ ପ୍ରାୟତଃ ଅଧିକାଂଶ ସମୟ ପାଦରେ ଜୋତା ପିନ୍ଧି ଚଳପ୍ରଚଳ ହେଉଛନ୍ତି। ଅବିଭାବକମାନେ ତାଙ୍କ ପିଲାଙ୍କୁ ସବୁବେଳେ ମଧ୍ୟ ଜୋତା ପିନ୍ଧାଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଏକ ଗବେଷଣାରୁ ଜଣାପଡ଼ିଛି ଯେ…
Read More...

ଗୋଟିଏ ଘରେ ଚାଲିଥିଲା ୧୧୪ କମ୍ପାନୀ, ୩୦ କମ୍ପାନୀର ଜଣେ ନିର୍ଦେଶକ

ହାଇଦରାବାଦ : ଜାଲ କମ୍ପାନୀ ବିରୋଧୀ ଅଭିଯାନରେ ସରକାରଙ୍କୁ ଏକ ବଡ଼ ସଫଳତା ମିଳିଛି। ତେଲଙ୍ଗାନା ରାଜଧାନୀ ହାଇଦରାବାଦରେ ଏକ ବଡ଼ ଜାଲ କମ୍ପାନୀ ସମୂହର ଫର୍ଦ୍ଦାଫାସ ହୋଇଛି। ଏଠାରେ ଗୋଟିଏ ଘରେ ଗୋଟିଏ କି ଦୁଇଟି ନହେଁ…
Read More...

ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼/ବଣେଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଲକର ବହୁ ପ୍ରତୀକ୍ଷିତ ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ ୩ ଶହ କୋଟି…
Read More...

୪ ବର୍ଷରେ ଆତ୍ମସମର୍ପଣ କରିଛନ୍ତି ୩,୭୦୦ରୁ ଊର୍ଦ୍ଧ୍ବ ମାଓବାଦୀ

ନୂଆଦିଲ୍ଲୀ : ଗତ ୪ ବର୍ଷ ମଧ୍ୟରେ ୩,୭୦୦ରୁ ଊର୍ଦ୍ଧ୍ବ ମାଓବାଦୀ ପୁଲିସ୍‍ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ବୁଧବାର ରାଜ୍ୟସଭାରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଅନନ୍ତକୁମାର ହେଗଡେ ପ୍ରକାଶ…
Read More...

ସମାଜସେବୀ ହେମନ୍ତ ନାୟକଙ୍କ ପରଲୋକ

କନ୍ଧମାଳ:  ଖ୍ୟାତିସମ୍ପନ୍ନ ସମାଜସେବୀ ଓ ଘୁମସୁର ମହିଳା ସଂଗଠନର ପ୍ରତିଷ୍ଠାତା ସଦସ୍ୟ ହେମନ୍ତ ନାୟକ, ବୁଧବାରରେ ହୃଦଘାତ ଯୋଗୁଁ ମୃତ୍ୟ ବରଣ କରିଛନ୍ତି। ଭୁବନେଶ୍ୱରର ବୁଦ୍ଧ ମନ୍ଦିରର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା…
Read More...

୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର  ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ବର୍ଷା ଓ ବନ୍ୟାର ପ୍ରକୋପ ହ୍ରାସ ପାଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷାର…
Read More...

ଆଇଏନ୍‍ଏକ୍ସ ମିଡିଆ ମାମଲା: ଚିଦମ୍ବରମ୍‍ଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ : ଆଇଏନ୍‍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‍ଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ତାଙ୍କୁ ଗିରଫ ନ କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟ…
Read More...

ବର୍ଷାଦିନିଆ ସୁସ୍ଥ ଖାଦ୍ୟପାନୀୟ

ବର୍ଷା ଋତୁରେ ସାମାନ୍ୟତମ ଅସାବଧାନତାରେ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏଣୁ ଜଗିରଖି ଖାଦ୍ୟ ଖାଇବା ଆବଶ୍ୟକ। ରାସ୍ତାକଡ଼ ଦୋକାନ ଓ ବାହାର ପ୍ୟାକେଟ୍ ଫୁୁଡ୍ ଏହିଦିନେ ନ ଖାଇବା ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଯେପରି…
Read More...

ପବିତ୍ର ପୂର୍ଣ୍ଣିମା ଗୁରୁପୂର୍ଣ୍ଣିମା  

ଶାସ୍ତ୍ରରେ ଏକ କଥା ଅଛି ଯେ ‘ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁ ଦେବ ମହେଶ୍ୱର ,ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୟେ ଶ୍ରୀ ଗୁରୁବେ ନମଃ। ଅର୍ଥାତ ସମାଜରେ ଗୁରୁଙ୍କ ସ୍ଥାନ ସବୁଠାରୁ ଶ୍ରେଷ୍ଠ ଅଟେ। ଗୁରୁଙ୍କୁ ପୂଜା…
Read More...

ହାର୍ଦ୍ଦିକ୍‍ ପଟେଲ୍‍ : ପ୍ରଥମେ ଜେଲ୍ ପରେ ଜାମିନ୍

ମେହେସାଣା : ଗୁଜରାଟର ଏକ ଅଦାଲତ ପଟ୍ଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ୍‍ ପଟେଲ୍‍ଙ୍କୁ ୨ ବର୍ଷ ଜେଲ୍‍ ଦଣ୍ଡାଦେଶ ଦେଇଛନ୍ତି। ୨୦୧୫ ମସିହାରେ ଗୁଜରାଟର ବିଶ୍‍ ନଗର ସହରରେ ଦଙ୍ଗା ଓ ପୋଡ଼ାଜଳା  ମାମଲାରେ ବିଶ୍‍ ନଗର…
Read More...

୧ ଟଙ୍କା ଓ ୨ ଟଙ୍କା କଏନ୍‍ରେ ଜମା ହେଲା ୨୪,୬୦୦ ଟଙ୍କାର ପୋଷଣ ଭତ୍ତା

ଚଣ୍ଡିଗଡ଼: ଛାଡ଼ପତ୍ର ମାମଲାର ବିଚାର କରି ପୂର୍ବତନ ପତ୍ନୀଙ୍କୁ ପୋଷଣ ଭତ୍ତା ବାବଦରେ ମାସିକ ୨୪,୬୦୦ ଟଙ୍କା ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଅଦାଲତ ନିର୍ଦେଶ ଦେଇଥିଲେ। ନିର୍ଦେଶ ମୁତାବକ ବ୍ୟକ୍ତିଜଣକ ପୂର୍ବତନ…
Read More...

କଟୁରୀରେ ହାଣି ଯୁବତୀଙ୍କଠାରୁ ଲୁଟ

ଗୋପ: ବୁଧବାର ଦିନ ଦ୍ବିପ୍ରହରରେ ଗୋପ ବଜାର ନିକଟସ୍ଥ କୁଶଭଦ୍ରା ନଦୀବନ୍ଧ ନିକଟରେ ୩ ଜଣ ଯୁବକ ଜନୈକ ଯୁବତୀଙ୍କୁ କଟୁରୀ ରେ ହାଣି ୧ ଲକ୍ଷ ୮ହଜାର ଟଙ୍କା ସହ କେତେକ ଦରକାରୀ କାଗଜପତ୍ର ଛଡାଇ ନେଇଥିବା ଜଣାପଡିଛି ।…
Read More...

କୋଣାର୍କ ଏନଏସି କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆକାଉଟାଣ୍ଟ

ଗୋପ: କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ବୁଧବାର ଦିନ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସାନିଟାରୀ କାର୍ଯ୍ୟ କରିଥିବା ଜୈନିକ ଠିକାଦାର ବିଲ କରିବା ପାଇଁ ଏନଏସି…
Read More...

ବାଇକ ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ ଜଣେ ମୃତ, ୩ଗୁରୁତର

ଗୋପ: ବୁଧବାର ପୂର୍ବାହ୍ନ ୧୧ ସମୟରେ ପିପିଲି-କୋଣାର୍କ ରାସ୍ତା ଗୋପ କଲେଜ ନିକଟସ୍ଥ ବାଲିସାହି ଠାରେ ବାଇକ ଧକ୍କାରେ ଜଣେ ପର୍ୟ୍ୟଟକ ମୃତ୍ୟୁବରଣ କରିଥିବା ବେଳେ ,କୋଣାର୍କ ଥାନା ବଗଳେଇ ଅଞ୍ଚଳର ୩ ଜଣ ଗୁରୁତର ହୋଇଥିବା…
Read More...

ଫର୍ଚ୍ୟୁନ୍‍ ୪୦ ତାଲିକାରେ ୪ ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ: ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରସ୍ତୁତ ଫର୍ଚ୍ୟୁନ୍‍ ୪୦ ତାଲିକାରେ ୪ଜଣ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଇନ୍‍ଷ୍ଟାଗ୍ରାମ୍‍ର…
Read More...

ଡ଼େମିଙ୍କ ପାଇଁ ପ୍ରାର୍ଥନା କଲେ ପ୍ରିୟଙ୍କା-ନିକ୍‍

ନୂଆଦିଲ୍ଳୀ : ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁଁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ହଲିଉଡ଼୍‍ ଗାୟିକା ଡ଼େମି ଲୋଭାଟୋଙ୍କ ଶୀଘ୍ର ସୁସ୍ଥ ହେବା ନେଇ ପ୍ରୟଙ୍କା ଚୋପ୍ରା ଓ ପ୍ରେମିକ ନିକ୍‍ ଜୋନ୍ସ ପ୍ରାର୍ଥନା କରିଛନ୍ତି।…
Read More...

ଆସୁଛି ଆଇନ: ଲାଞ୍ଚଦାତା ମଧ୍ୟ ଭୋଗିବେ ଦଣ୍ଡ

ନୂଆଦିଲ୍ଲୀ: କେବଳ ଲାଞ୍ଚ ନେଉଥିବା ବ୍ୟକ୍ତି ଦୋଷୀ ନୁହନ୍ତି। ଲାଞ୍ଚଦାତା ମଧ୍ୟ ସମାନ ପରିମାଣରେ ଦୋଷୀ। ଲାଞ୍ଚ ନେଉଥିବା ବ୍ୟକ୍ତି ଯେତିକି ଦଣ୍ଡ ଭୋଗିବେ ଲାଞ୍ଚ ଦେଉଥିବା ବ୍ୟକ୍ତି ମଧ୍ୟ ସମପରିମାଣର ଦଣ୍ଡ ଭୋଗିବେ। ଏ…
Read More...

ପାକ୍‍ ନିର୍ବାଚନୀ ହିଂସାରେ ୨୯ ମୃତ

ଇସଲାମାବାଦ୍‍: ପାକିସ୍ତାନର ଉଭୟ ଜାତୀୟ ଓ ଆଞ୍ଚଳିକ ପରିଷଦ ପାଇଁ ଆଜି ଭୋଟଦାନ ଅନୁଷ୍ଠିତ ହେଉଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ଭୋଟଦାନ ବେଳେ ହିଂସା ସଂଘଟିତ ହୋଇଥିବା ଜଣାପଡ଼ିଛି। କ୍ୱେଟାର ଏକ ଭୋଟଦାନ…
Read More...

ବୁଧବାର କରନ୍ତୁ ଏହି କାର୍ଯ୍ୟ: ପ୍ରସନ୍ନ ହୁଅନ୍ତି ବିଘ୍ନହର୍ତ୍ତା

ପୂଜାର୍ଚ୍ଚନାରେ ସମୟରେ ସର୍ବପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ। ବୁଧବାର ଦିନ କିଛି ଏପରି କାର୍ଯ୍ୟ ଅଛି, ଯାହା କଲେ,ଗଣେଶଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ପ୍ରତ୍ୟେକ ବୁଧବାର ଦିନ ମନ୍ଦିରକୁ ଯାଇ ୨୧ଟି ଦୁବ…
Read More...

ଚା’ ଗୁଣ୍ଡ କେଜି ପିଛା ୩୯,୦୦୧ ଟଙ୍କା !

ଗୌହାଟୀ: ଚା’ ଗୁଣ୍ଡ ବା ଚା’ ପତିର ଦର ସର୍ବାଧିକ କେତେ ହୋଇପାରେ? ଆପଣଙ୍କର ସବୁ ଆକଳନ ଓ ଅନୁମାନ ଭୁଲ୍‍ ସାବ୍ୟସ୍ତ ହେବ ଯଦି ଆସାମର ଏକ କମ୍ପାନୀର ଚା’ ନିଲାମ ବିଷୟରେ ଜାଣିବେ। ଦିବୁଗଡ଼ ଜିଲାର ମନୋହରି ଇଷ୍ଟେଟ୍‍ରେ…
Read More...