୯ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

0

ଲଇକିରା: ଦିନ ଦ୍ବିପ୍ରହରରେ ସଶସ୍ତ୍ର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡା ଜିଲା ଲଇକିରା ଥାନା ଅନ୍ତର୍ଗତ ବାଗଡିହି ଅଞ୍ଚଳରେ ଥିବା ଜଣେ ପଟ୍ରୋଲ ପମ୍ପ ମାଲିଙ୍କ ଘରୁ ଲୁଟ୍ ହୋଇଛି। ଲୁଟେରାମାନେ ନଗଦ ୯ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ପ୍ରାୟ ୫ ଜଣ ଲୁଟେରା ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟ୍ କରିଛନ୍ତି।

Leave A Reply