www.samajalive.in
Saturday, December 13, 2025
23.1 C
Bhubaneswar

ଜାଣନ୍ତୁ,ଭିନ୍ନ ପ୍ରକାର ଲାଫିଙ୍ଗବୁଦ୍ଧ ରଖିବାର ଲାଭ

ବାସ୍ତୁଶାସ୍ତ୍ର ଫେଙ୍ଗସୁଇରେ ଲାଫିଙ୍ଗବୁଦ୍ଧକୁ ଶୁଭ ବୋଲି କୁହାଯାଇଥାଏ। ଲାଫିଙ୍ଗବୁଦ୍ଧ ଗରେ ରଖିବା ଦ୍ୱାରା ସୁକ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହା ସହ ଘର ଭିତରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଫେଙ୍ଗସୁଇରେ ଭିନ୍ନ ଭିନ୍ନ ମନୋକାମନା ପାଇଁ ଅଲଗା ପ୍ରକାରର ଲାଫିଙ୍ଗବୁଦ୍ଧଙ୍କ ତ୍ତ୍‍ିର୍ ରଖିବା ଉଚିତ। ଆସନ୍ତୁ ଜାଣିବା କେଉଁ ମନୋକାମନା ପାଇଁ କେଉଁ ଲାଫିଙ୍ଗବୁଦ୍ଧ ରଖିବା …ଟଙ୍କାପଇସା ବୃଦ୍ଧି ପାଇଁ ଘରେ ଓ କାର୍ଯ୍ୟାଳୟରେ ଟଙ୍କାର ଥଳୀ ଧରିଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ। ଏହାକୁ ରଖିବା ଦ୍ୱାରା ଟଙ୍କାପଇସାର ସମସ୍ତ ଅସୁବିଧା ଦୂର ହୋଇଥାଏ।
ବ୍ୟବସାୟରେ ଉନ୍ନତି ପାଇବା ପାଇଁ ଦୋକାନରେ ଉପରକୁ ହାତ କରିଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।ଅଳ୍ପ ଶୋଇଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ୱାରା ଦୁର୍ଭାଗ୍ୟ ଦୁର ହୋଇଥାଏ। ଏହାସହ ପରିବାର ସଦସ୍ୟଙ୍କ ଉନ୍ନତି ମଧ୍ୟ ହୋଇଥାଏ।
ପିଲାଙ୍କର ଉନ୍ନତି ଚାହୁଁଥିଲେ ପିଲାଙ୍କ ସହ ବସିଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ଘରେ ରଖନ୍ତୁ। ଏହାଦ୍ୱାରା ପିଲାଙ୍କର ସମସ୍ତ ଅସୁବିଧା ଦୂର ହୋଇଥାଏ।ମାନସିକ ଶାନ୍ତି ପାଇବା ପାଇଁ ଓ ଘରର ବାତାବରଣ ଶୁଦ୍ଧ ରଖିବା ପାଇଁ ଧ୍ୟାନ ମୁନ୍ଦ୍ରାରେ ଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ରଖିବା ଉଚିତ।
ଡଙ୍ଗା ଉପରେ ବସିଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ୱାରା ଅନେକ ବାଧାବିଘ୍ନ ଦୂର ହୋଇଥାଏ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories