ଲାଞ୍ଚ ନେବାବେଳେ ଧରାପଡିଲେ ପରିସଂଖ୍ୟାନ ଅଧିକାରୀ

0

ବାରିପଦା : ମୟୁରଭଞ୍ଜ ଜିଲା ପରିସଂଖ୍ୟାନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ମୁଖ୍ୟ କିରାଣୀ ଗୁରୁଚରଣ ମୁଣ୍ଡା ନିଜର କର୍ମଚାରୀମାନଙ୍କ ପେନସନ ଏବଂ ଜିପିଏଫ କରାଇଦେବା ନେଇ ୫ହଜାର ଟଙ୍କା ନେଉଥିବା ବେଳେ ଧରାପଡିଥିଲେ।

Leave A Reply