ବେଆଇନ ପଥର ଖାଦାନରେ ୧୪୪ଧାରାକୁ ବିରୋଧ କରି ରେଞ୍ଜରଙ୍କୁ ଦାବି ପତ୍ର ପ୍ରଦାନ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ବନାଞ୍ଚଳ କାର୍ଯ୍ୟାଳୟରେ ସୋମବାର ଶତାଧିକ ପୁରୁଷ ଓ ମହିଳାମାନେ ଶିମିଳିପାଳ ଇକୋ ସେନସିଟିଭ ଜୋନରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଆଇନ ପଥର ଖାଦାନ…
Read More...

ଗ୍ରାମ୍ୟ ଆଇନ ସେବା ଏବଂ ସହାୟତା କେନ୍ଦ୍ର ଉଦଘାଟିତ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅଡବା, ଚନ୍ଦ୍ରଗିରି ଓ ଗୋବିନ୍ଦପୁରରେ ଗ୍ରାମ୍ୟ ଆଇନ ସହାୟତା କେନ୍ଦ୍ର ସୋମବାର ଉଦଘାଟିତ ହୋଇଯାଇଛି। ମୋହନା ଜେଏମଏଫସି ଅଦାଲତର ବିଚାରପତି ମନୋଜ କୁମାର ମହାନ୍ତିଙ୍କ ତତ୍ବାବଧାନରେ…
Read More...

ଭଦ୍ରକ ଓ ବାଲେଶ୍ୱରରେ ଖୋଲିଲା ରିଲାଏନ୍ସ ସ୍ମାର୍ଟର ପ୍ରଥମ ଷ୍ଟୋର୍‍

ଭଦ୍ରକ/ବାଲେଶ୍ୱର : ରିଲାଏନ୍ସ ରିଟେଲ୍‍ର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍‍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛି। ଏହି ଦୁଇ ନୂଆ ରିଲାଏନ୍ସ…
Read More...

ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଥାନା ସମ୍ମିଳନୀ କକ୍ଷରେ ସୋମବାର ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଥାନା ଭାରପ୍ରାପ୍ତ ନରିକ୍ଷୀକ ରାମପ୍ରସାଦ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆମ…
Read More...

ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୧ମୃତ, ୩୦ରୁ ଅଧିକ ଆହତ

ଅହମ୍ମଦାବାଦ : ଅହମ୍ମଦାବାଦରୁ ୧୬୦କିମି ଦୂର ଉତ୍ତର ଗୁଜରାତ ଅନ୍ତର୍ଗତ ଅମ୍ବାଜୀ-ଦାନ୍ତା ରାସ୍ତାର ବନସ୍କନ୍ଥାଠାରେ ସୋମବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨୧ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୫୦ରୁ ଅଧିକ…
Read More...

ଅଙ୍ଗନଓ୍ବାଡି କର୍ମୀଙ୍କ ଠାରୁ ୨୩ହଜାର ଟଙ୍କା ଲୁଟ୍ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଅଞ୍ଚଳରେ ଜଣେ ଅଙ୍ଗନବାଡିକର୍ମୀଙ୍କ ଠାରୁ ୨୩ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବ୍ୟାଙ୍କ ଅଫ ଇଣ୍ଡିଆରୁ ୨୩ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି…
Read More...

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା, ଗଛମୂଳରେ ପାଠ ପଢିଲେ ଛାତ୍ରଛାତ୍ରୀ 

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକର ସୋରିଷକୋଠା ଗ୍ରାମବାସୀ ସୋମବାର ଏକ ଅଭିନବ ଉପାୟରେ ଆନ୍ଦୋଳନ କରି ଚର୍ଚ୍ଚାରେ ରହିଛନ୍ତି। ଗ୍ରାମର ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ସେମାନେ ବାରମ୍ବାର ଉଚ୍ଚ…
Read More...

୨ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ବର: ରାଜ୍ୟର ଦୁଇଟି ବିଶ୍ବବିଦ୍ୟାଳୟ ପାଇଁ ସୋମବାର ଦୁଇ ଜଣ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଗୋବିନ୍ଦ କେ. ଚକ୍ରପାଣି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଥିବାବେଳେ ପ୍ରଫେସର…
Read More...

ଅସୁସ୍ଥ ମାଈ ହାତୀର ମୃତ୍ୟୁ

ବାଙ୍କୀ :  ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି  । ହାତୀଟି ୫ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧିନ ଥିଲା ।  ଓୟୁଏଟି ଏବଂ ଆସାମ ବିଶେଷଜ୍ଞଙ୍କ ପରାମର୍ଶରେ…
Read More...

ଆରଟିଓ-୧ ପରିସରରୁ ଦଲାଲଙ୍କ ଘର ଭାଙ୍ଗିଲା ପ୍ରଶାସନ

ଭୁବନେଶ୍ବର: ଆରଟିଓ ଅଫିସକୁ ସମ୍ପୂର୍ଣ୍ଣରୂପେ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ପଦକ୍ଷପ ନିଆଯାଉଛି। ସାଧାରଲୋକେ ଯେପରି ଦଲାଲଙ୍କ ଶିକାର ନ ହେବେ ସେଥିପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି। ଭୁବନେଶ୍ବର…
Read More...

ହୀରାକୁଦ ଜଳସ୍ତର ୬୩୦ ଫୁଟ ; ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ : ହୀରାକୁଦ ଜଳଭାଣ୍ଡାରୁ ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରର ଜଳସ୍ତର ୬୩୦ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୫ ହଜାର ୩୮୬ କ୍ୟୁଶେକ ବନ୍ୟା ଜଳ ପ୍ରେବଶ…
Read More...

ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ନାମାଙ୍କନ ପତ୍ର ଦାଖଲ

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ସନତ ଗଡ଼ତିଆ ପ୍ରାଥିପତ୍ର ଦାଖଲ କରିଛନ୍ତି । ସେ ନିଜ ସମର୍ଥକଙ୍କ ସହିତ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର…
Read More...

ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ନାମାଙ୍କନ ପତ୍ର ଦାଖଲ

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୀତାସାହୁ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ନିଜ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି…
Read More...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର

ବରଗଡ଼ : ବରଗଡ ଜିଲାର  ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସୋମବାର ଜାତୀୟ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ନିଜର…
Read More...

ଡାକ୍ତରଖାନାରେ ପୁଲିସ ସମ୍ନାରେ ମୃତକଙ୍କୁ ଝଡାଫୁଙ୍କା

ବଲାଙ୍ଗୀର: ଟିଟିଲାଗଡ ଉପଖଣ୍ଡ ସରକାରୀ ମୁଖ୍ୟ ଡାକ୍ତରଖାନାରୁ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ପୁଲିସର ଉପସ୍ଥିତରେ ଡାକ୍ତରଖାନା ଭିତରେ ମୃତକଙ୍କୁ ଝଡାଫୁଙ୍କା କରାଯାଇଥିବା ଘଟଣା ଦେଖିବାକୁ ମିଳିଛି। ଏହି ଘଟଣା…
Read More...

ସମ୍ବଲପୁରରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୧୨ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଏହଫଳରେ…
Read More...

ପାଣିପାଗ ବିଭାଗ ପକ୍ଷରୁ ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ବର :  ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସାମବାର ୫ଟି ଜିଲାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ବର ଓ ଭଦ୍ରକ…
Read More...

ଧାମରା ରେଳପଥରେ ମାଲଗାଡ଼ିର ୭ବଗି ଲାଇନଚ୍ୟୁତ

ଧାମରା : ଧାମରାରୁ ଭଦ୍ରକ ଅଭିମୁଖେ  ଯାଉଥିବା ଏକ କୋଇଲା ବୋଝେଇ ମାଲଗାଡ଼ି ସୋମବାର ତିହିଡ଼ି ଥାନା ଜିଝାରପୁର ନିକଟରେ ଲାଇନଚ୍ୟୁତ ହୋଇଛି । ଏହାର ୭ଟି ବଗି ରେଳ ଧାରଣାରୁ ବାହାରିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।…
Read More...

ବିଜେପୁର ଉପନିର୍ବାଚନ ନାମାଙ୍କନପତ୍ର ଦାଖଲର ଶେଷଦିନରେ ନାମାଙ୍କନ ଭରିବେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ସୋମବାର ଶେଷଦିନ। ଗତକାଲି ଅର୍ଥାତ ରବିବାର ସୁଦ୍ଧା କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ଏଣୁ ସୋମବାର ନାମାଙ୍କନପତ୍ର ଦାଖଲର ଶେଷଦିନରେ…
Read More...

ଖୋଲିଲା ହୀରାକୁଦର ଆଉ ଦୁଇ ଗେଟ୍‍: ମୋଟ ୧୮ ଟି ଗେଟ୍‍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। କିଛିଦିନ ହେବ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ସ୍ତର ୬୩୦ ଫୁଟ ରହୁଛି। ଜଳଭଣ୍ଡାରର ଜଳସ୍ତରକୁ ନଜରରେ ରଖି  ୧୮ଟି ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଛି।…
Read More...

ମା ବିରଜାଙ୍କ ରଥଯାତ୍ରା ଆରମ୍ଭ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆରମ୍ଭ ହୋଇଛି । ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଞ୍ଚଳ । ପାରମ୍ପରିକ ଋତି ନିତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ…
Read More...

ପାକିସ୍ତାନକୁ ଧାୱନ୍‌ଙ୍କୁ ପରାମର୍ଶ: ନିଜ ସମସ୍ୟା ଆଗେ ସମାଧାନ କର

ନୂଆଦିଲ୍ଲୀ : ପାକିସ୍ତାନର ନେତୃବର୍ଗ ଭାରତର ଆଭ୍ୟନ୍ତରଣ ମାମଲାରେ ମୁଣ୍ଡ ନ ଖେଳାଇ ପ୍ରଥମେ ନିଜ ସମସ୍ୟା ଆଗେ ସମାଧାନ କରିବାକୁ ପ୍ରୟାସ କରିବା ଉଚିତ୍‌ ବୋଲି ମତ ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର…
Read More...

କମିବ ବର୍ଷାର ପରିମାଣ, ୨ ଦିନ ମେଘୁଆ ରହିବ ପାଗ

ଭୁବନେଶ୍ୱର: ସୋମବାରଠାରୁ  ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ବଙ୍ଗୋପସାଗରରେ ସକ୍ରିୟ ହେଉଥିବା ଲଘୁଚାପ ଦୁର୍ବଳ ହେବା କାରଣରୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବର୍ଷା କମିବ ଏବଂ ଆକାଶ ମେଘୁଆ ରହିବ। କିଛି ସ୍ଥାନରେ…
Read More...

ଗାଡ଼ି ନମ୍ବରରୁ ମିଳିବ ସମସ୍ତ ଉଲ୍ଲଘଂନ ତଥ୍ୟ: କମିସନରେଟ୍‌ ପୁଲିସକୁ ମିଳିଲା ୧୦୦ ଇ-ଚାଲାଣ ମେସିନ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ନୂଆ ମୋଟରଯାନ ଆଇନ-୨୦୧୯ ଲାଗୁ ହେବା ପରେ ଟ୍ରାଫିକ୍‌ ଉଲ୍ଲଘଂନ ନେଇ ଯେଉଁ ପଦ୍ଧତିରେ ଜୋରିମାନା ଆଦାୟ କରୁଥିଲା ତାକୁ ନେଇ ଅନେକ ସମୟରେ ସମାଲୋଚନା ଓ ପ୍ରତିବାଦର ସମ୍ମୁଖୀନ ହେଉଥିଲା।…
Read More...

ଏକାମ୍ରରୁ ବିଜେଡି ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଜନ ସମ୍ପର୍କ ଅଭିଯାନ(ପଦଯାତ୍ରା) ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ କରିବେ। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ବର ଏକାମ୍ର…
Read More...

୨ରୁ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେପି ପକ୍ଷରୁ ଦେଶବ୍ୟାପି ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ। ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ। ଗାନ୍ଧୀଜୀଙ୍କ…
Read More...

ସିଏସି ଓ ଆଇସିଏରୁ ରଙ୍ଗସ୍ବାମୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟି (ସିଏସି)ର ସଦସ୍ୟା ଏବଂ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ (ଆଇସିଏ)ର ନିର୍ଦେଶକ ପଦରୁ ଇସ୍ତଫା…
Read More...

ଚାଇନା ପାରା ବ୍ୟାଡ୍‌ମିଣ୍ଟନ୍‌: ଡବଲ୍‌ ସ୍ବର୍ଣ୍ଣ ଜିତିଲେ ପ୍ରମୋଦ

ଭୁବନେଶ୍ବର: ବିଶ୍ବର ୧ ନମ୍ବର ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଚଳିତବର୍ଷ ଆନ୍ତର୍ଜାତିକ ସ୍ତରରେ ୧୧ଶ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚୀନ୍‌ର ଝେଜିଆଙ୍ଗ୍‌ରେ ଖେଳା ଯାଇଥିବା ଅନ୍ତର୍ଜାତୀୟ ଚୀନ୍ ପାରା…
Read More...

ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହେବେ ତେଜ୍‌ ବାହାଦୁର

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣସୀରେ ନିର୍ବାଚନ ଲଢ଼ି ଚର୍ଚ୍ଚାକୁ ଆସିଥିବା ପୂର୍ବତନ ବିଏସ୍‌ଏଫ୍‌ ଯବାନ ତେଜ୍‌ ବାହାଦୁର ଯାଦବ ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ…
Read More...

ସିକିମ୍‌ ମୁଖ୍ୟମନ୍ତ୍ରୀଙ୍କ ଉପରୁ ଅଯୋଗ୍ୟ ଆଦେଶ ହଟିଲା

ନୂଆଦିଲ୍ଲୀ: ସିକିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂହ ତମାଙ୍ଗଙ୍କ ଅଯୋଗ୍ୟ ଅବଧିକୁ ନିର୍ବାଚନ କମିସନ ରବିବାର ୬ବର୍ଷରୁ ୫ବର୍ଷ ହ୍ରାସ କରିଛନ୍ତି। ତାଙ୍କ ଅଯୋଗ୍ୟ ଅବଧି ୧୩ମାସକୁ ହ୍ରାସ ପାଇଛି। ଏଥିସହିତ ତାଙ୍କୁ…
Read More...

ଭାରତରେ ୧୦ହଜାର କୋଟି ଡଲାର ନିବେଶ କରିବ ସାଉଦି ଆରବ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସାଉଦି ଆରବ ଆଗାମୀ ଦିନରେ ଭାରତରେ ଦଶ ହଜାର କୋଟି ଡଲାର ପୁଞ୍ଜିନିବେଶ କରିବାକୁ ଯାଉଛି। ବିଶେଷକରି ପେଟ୍ରୋକେମିକାଲ, ଭିତ୍ତିଭୂମି ଓ ଖଣି କ୍ଷେତ୍ରରେ…
Read More...

ନୌସେନା ପ୍ରତ୍ୟେକ ଆହ୍ବାନକୁ ମୁକାବିଲା ଲାଗି ପ୍ରସ୍ତୁତ: ରାଜନାଥ

ଆଇଏନଏସ୍‌ ବିକ୍ରମାଦିତ୍ୟରୁ: ସାମୁଦ୍ରିକ ସୁରକ୍ଷା ସମ୍ପର୍କିତ ପ୍ରତ୍ୟେକ ଆହ୍ବାନକୁ ମୁକାବିଲା କରିବା ଲାଗି ନୌସେନା ପ୍ରସ୍ତୁତ ରହିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶତ୍ରୁ ପକ୍ଷର ଆହ୍ବାନକୁ…
Read More...

ସୋମବାର ରାଶିଫଳ

ମେଷ: ପରିସ୍ଥିତି ପାଇଁ ବାତାବରଣ ଅନୁକୂଳ ରହିଛି। ଉଚ୍ଚଆଶା ଫଳବତୀ ହେବ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ସାହସ ସଞ୍ଚୟ କରି କାର୍ଯ୍ୟରେ ଆଗେଇବେ। ବନ୍ଧୁ ସହାୟତା ପାଇ ସ୍ଥଗିତ କାର୍ଯ୍ୟରେ ଆଗେଇବେ। ବୃଷ: ସୁସ୍ଥ ଓ…
Read More...

ବରଗଡ଼ କେନାଲ କଡ଼ରେ ଗଢ଼ି ଉଠୁଛି ଦୈନିକ ୯ ମେଗାୱାଟ ବିଶିଷ୍ଟ ଘରୋଇ ପାୱାର ପ୍ଲାଣ୍ଟ

ବୁର୍ଲା: ବର୍ତ୍ତମାନ ବିଜୁଳି ଉତ୍ପାଦନକୁ ସରକାରଙ୍କ ତରଫରୁ ପ୍ରାଧାନ୍ୟ ଦିଆ ଯାଇ ଘରୋଇ ଠିକାସଂସ୍ଥା ମାନଙ୍କୁ ବିଜୁଳି ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ କରାଯାଇ ଅନୁମତି ଦିଆ ଯାଉଥିବା ବେଳେ ସରକାରୀ ସଂସ୍ଥାମାନ…
Read More...

ବିହାରରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି:୨ ଦିନରେ ଗଲାଣି ୨୫ ଜୀବନ, ୧୫ଜିଲାରେ ରେଡ ଆଲର୍ଟ ଜାରି

ପାଟନା: ବିହାରରେ ବର୍ଷା ଓ ବନ୍ୟା ବିତ୍ପାତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ବର୍ଷା ବନ୍ୟାଜନିତ ଦୁର୍ଘଟଣାରେ ଦୁଇ ଦିନ ମଧ୍ୟରେ ୨୫ଜଣଙ୍କ ପ୍ରାଣହାନି ଘଟିଛି। ଭାଗଲପୁରରେ ଘର କାନ୍ଥ ଭୁଶୁଡ଼ି ପରିବାରର ୩ଜଣ ପ୍ରାଣ…
Read More...

ମାଣିକେଶ୍ୱରୀଙ୍କ ନବ ଦିନାତ୍ମକ ଶାରଦୀୟ ଯାତ୍ରା

କଲମପୁର : ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅବସରରେ ରବିବାର ଥୁଆମୁଳ ରାମପୁର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ନବ ଦିନାତ୍ମକ ଶାରଦୀୟ ଯାତ୍ରାର ଶୁଭ ଆରମ୍ଭ ହେଇଛି। ଏହି ଅବସରରେ ଦେବୀଙ୍କ ମସ୍ତକ ସ୍ଥାପନ ସହ…
Read More...

ଅଚଳ ହୋଇ ପଡ଼ି ରହିଛି ସାଂସଦ ଦେଇଥିବା ଆମ୍ବୁଲାନ୍ସ

କଳାପଥର :ବାଙ୍କୀ ଉପକଣ୍ଠର କଳାପଥର ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ଲୋକସଭା ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ଏକ ଅମ୍ବୁଲାନ୍ସ ଏବେ ରାସ୍ତାରେ ଚଳାଚଳ କରିନପାରି ଡାକ୍ତରଖାନା ପରିସରରେ ପଡିରହିଛି।  ଉକ୍ତ…
Read More...

ଓଲଟିଲା ଷଣ୍ଢ ବୋଝେଇ ଗାଡି ;  ଥାନାରେ ମାମଲା ରୁଜ୍ଜୁ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦୋହରାପାଟଣା ଠାରେ ଏକ ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ  ଗତ ରାତିରେ ରାସ୍ତା ତଳକୁ ଓଲଟି ପଡିଥିଲା।   କୌଣସି ସୁତ୍ରରୁ ଖବର ପାଇ ଆରଡି ଫାଣ୍ଡିଅଧିକାରୀ ପ୍ରଦୀପ ନାୟକ ଓ…
Read More...

ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧା ମୃତ

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ମାଛକୁଟା ଗ୍ରାମରେ ରବିବାର ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବିଦେଶୀ ନାଏକଙ୍କ ସ୍ତ୍ରୀ ଲିଳାବତୀ ନାଏକ । ସୂଚନା…
Read More...

ରାଜ୍ୟସ୍ତରୀୟ ନବମାତୃକା ପୂଜା  ଅନୁଷ୍ଠିତ

ଭୁବନେଶ୍ୱର : ପବିତ୍ର ନବରାତ୍ର ପ୍ରତିପଦ ତିଥିରେ ଭୁବନେଶ୍ୱରର ଶହୀଦ ନଗରସ୍ଥିତ ‘ଆର୍ଯ୍ୟ ସମାଜ’ ପରିସରରେ ‘ନବମାତୃକା ପୂଜା ଅନୁଷ୍ଠିତ ହୋଇଯାଇଛି । ଏହାକୁ ପୂଜା ଅଭ୍ୟର୍ଥନା କମିଟି ‘ଯୁଗଶ୍ରୀ ଯୁଗନାରୀ’ ମାସିକ ମହିଳା…
Read More...

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ସ୍ବତନ୍ତ୍ର  ବ୍ୟବସ୍ଥା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ପରିବହନ ବିଭାଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସୋମବାର ଠାରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛି  । ସହିଦନଗର ବିଏମସି କାର୍ଯ୍ୟାଳୟ ଏବଂ ଓଏସଆରଟିସି ପରିସରରେ ଏହି ସ୍ବତନ୍ତ୍ର…
Read More...

ଆକ୍ସନ ମୁଡରେ ସମ୍ବଲପୁର ପୁଲିସ : ୯ ଡକାୟତ ଗିରଫ , ଅସ୍ତ୍ରଶସ୍ତ୍ର ଜବତ

ସମ୍ବଲପୁର : ଚଳିତ ବର୍ଷ ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳ କରିବା ତଥା  ଅପରାଧି  ମୁକ୍ତ କରିବା ପାଇଁ ସମ୍ବଲପୁର  ପୁଲିସ ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।  ଡକାୟତି ମାନଙ୍କୁ ଧରିବାପାଇଁ…
Read More...

୯୦ଲକ୍ଷ ଖର୍ଚ୍ଚ ପରେ ପ୍ରଦୂଷିତ ଆଖଣ୍ଡଳମଣିଙ୍କ ‘ଶିବଗଙ୍ଗା ପୁଷ୍କରିଣୀ’

ଆରଡି :  ଆଖଣ୍ଡଳମଣିଙ୍କ ସେବାପୂଜା ଓ ନୀତିଭୋଗ ପ୍ରସ୍ତୁତି ନିମନ୍ତେ କନିକା ରାଜାସାହେବଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବଗଙ୍ଗା ପୁଷ୍କରିଣୀର ଗତ କିଛିମାସ ତଳେ ପାଖାପାଖି ୯୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପୁନରୁଉଦ୍ଧାର…
Read More...

ପାକିସ୍ତାନ କବ୍ଜାରେ ପିଓକେର ହିନ୍ଦୁ ମନ୍ଦିର ସମେତ ୧୦୦ରୁ ଊର୍ଦ୍ଧ୍ବ ଐତିହସ୍ଥଳୀ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ପାକିସ୍ତାନ କବ୍ଜାରେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଛି। ଭାରତ ପିଓକେକୁ ନିଜର ବୋଲି କହୁଥିବାବେଳେ…
Read More...

ବିହାର: କାନ୍ଥ ଓ ଗଛ ପଡ଼ି ୧୦ ମୃତ

ପାଟନା : ବିହାରରେ ୩ ଦିନ ଧରି ମୂଷଳ ଧାରାରେ ପ୍ରବଳ ବର୍ଷା ହେଉଥିବାବେଳେ ରବିବାର ଭାଗଲପୁର ଏବଂ ପାଟନାରେ କାନ୍ଥ ଭୁଶୁଡ଼ି ଓ ଗଛ ପଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ବିହାରରେ ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣା ବୃଦ୍ଧି…
Read More...

ବିଜେପିରେ ଯୋଗଦେବେ ଶ୍ରୀସନ୍ତ! ୨୦୨୪ରେ ଶଶୀ ଥରୁରଙ୍କ ବିପକ୍ଷରେ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ : ଆଇପିଏଲ ମ୍ୟାଚ ଫିକ୍ସିଂ ଅଭିଯୋଗରେ ୭ ବର୍ଷ ଦଣ୍ଡ ଭୋଗିଥିବା କ୍ରିକେଟର ଏସ ଶ୍ରୀସନ୍ତ ବିଜେପିରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ଶ୍ରୀସନ୍ତ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା…
Read More...

ଚୀନରେ ବସ-ଟ୍ରକ ଧକ୍କାରେ ୩୬ ମୃତ, ୩୬ ଆହତ

ବେଜିଂ : ଚୀନର ଜିଆନସି ପ୍ରାନ୍ତରେ ରବିବାର ସକାଳେ ଏକ ବସ-ଟ୍ରକ୍‍ ଧକ୍କା ହେବାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି ୩୬ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯାତ୍ରୀବାହୀ ବସରେ ୬୯ ଜଣ ଲୋକ ଥିଲେ।…
Read More...

ରାଜ୍ୟଗୋଷ୍ଠୀ ସମ୍ମିଳନୀ: କାଶ୍ମୀରରେ ସୈନ୍ୟ ଉପସ୍ଥିତି ନେଇ ପ୍ରଶ୍ନ କଲା ପାକିସ୍ତାନ, ଭାରତ କହିଲା- ସୈନ୍ୟ ଶାସନ…

କାମ୍ପାଲା : ପାକିସ୍ତାନ ଶନିବାର ରାଜ୍ୟଗୋଷ୍ଠୀ ରାଷ୍ଟ୍ରଙ୍କ ସଂସଦୀୟ ସମ୍ମିଳନୀରେ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ବୈଠକରେ ଉପସ୍ଥିତ ଭାରତୀୟ ପ୍ରତିନିଧି ମଣ୍ଡଳୀ ପାକିସ୍ତାନକୁ କଡ଼ା…
Read More...

ବିଦାୟକାଳୀନ ମୌସୁମୀର ପ୍ରକୋପ: ବିହାରରେ ୧୩ ଟ୍ରେନ ରଦ୍ଦ, ୮୦ ମୃତ

ନୂଆଦିଲ୍ଲୀ : ଦେଶରେ ଏବେ ବିଦାଳ କାଳୀନ ମୌସୁମୀର ପ୍ରକୋପ ଜାରି ରହିଛି। ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭିନ୍ନ ଅଂଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…
Read More...

ରାଉରକେଲାକୁ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର କରିବା ପାଇଁ ହେବ ପ୍ରୟାସ: ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ରାଉରକେଲାକୁ ଭାରତ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଆଗାମୀ ଦିନରେ ମଧ୍ୟ ଏଠାରେ ବିଭିନ୍ନ ପ୍ରକଳ୍ପ ଆଣି ରାଉରକେଲା କିପରି ଓଡିଶା ଏବଂ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର ହେବ ସେ ନେଇ ସମସ୍ତେ ମିଶି କାମ…
Read More...

ଜିଓ କର୍ମଚାରୀଙ୍କ ଦ୍ୱାରା ‘ଜିଓ ସ୍ୱଚ୍ଛ ରେଳ ଅଭିଯାନ’

କଟକ: ‘ସ୍ୱଚ୍ଛ ଭାରତ’ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ଜିଓ ପକ୍ଷରୁ ଦେଶର ୯୦୦ଟି ରେଳ ଷ୍ଟେସନରେ ସଫେଇ ଅଭିଯାନ ହାତକୁ ନିଆଯାଇଛି। ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ଆରମ୍ଭ…
Read More...

୧ ଜିଲ୍ଲା ୧ ନମ୍ବର ସହ ଜିଲାପାଳଙ୍କ ଅନଲାଇନ ଗ୍ରିଭାନ୍ସ ସେବାର ଶୁଭାରମ୍ଭ

ସମ୍ବଲପୁର: ସମ୍ବଲପୁର ଜିଲାପାଳଙ୍କ ଗ୍ରିଭାନ୍ସ ସେଲ ଦ୍ୱାରା ଗୋଟିଏ ଜିଲା ଗୋଟିଏ ନମ୍ବର ସେବାର ଶୁଭାରମ୍ଭ କରାଯିବା ସହ ଜିଲାପାଳଙ୍କ ଗ୍ରିଭାନ୍ସ ପ୍ରକ୍ରିୟାକୁ ଅନଲାଇନ କରାଯାଇଛି। ଶନିବାର ଅପରାହ୍ନ ୫ଟାରେ ଜିଲାପାଳ…
Read More...

ବିଶ୍ୱକର୍ମା ଭଷାଣି ହିଂସା ଘଟଣା:୮ ଦିନ ପରେ ମଧ୍ୟ ଦୋଷୀ ଗିରଫ ନହେବା ପ୍ରତିବାଦରେ ଥାନା ଘେରାଉ କଲେ ଶତାଧିକ ମହିଳା

ବୁର୍ଲା:ବୁର୍ଲା ଥାନା ଗୌଡ଼ପାଲି ବିଶ୍ୱକର୍ମା ଭଷାଣିକୁ କେନ୍ଦ୍ର କରି ଗତ ୨୧ ତାରିଖରେ ଗୋଷ୍ଠି ସଂଘର୍ଷର ସୁତ୍ରପାତ ହୋଇଥିଲା। ଯାହା ହିସାଂର ରୂପ ନେବା ସହ ରକ୍ତରଞ୍ଜିତ ହୋଇଥିଲା ଗାଁ ଦାଣ୍ଡ। ସ୍ୱଷ୍ଟ ଦିବାଲୋକରେ ଗାଁ…
Read More...

ଟ୍ରିପଲ ରିଅର କ୍ୟାମେରା ସହ ଏଲଜି କ୍ୟୁ-୬୦ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଇଲେକଟ୍ରୋନିକ୍ କମ୍ପାନୀ ଏଲଜି ଟ୍ରିପଲ ରିଅର କ୍ୟାମେରା ସହ ତାର ନୂଆ ସ୍ମାର୍ଟଫୋନ ଏଲଜି କ୍ୟୁ-୬୦ର ବଜାର ପ୍ରବେଶ କରିଛି। ଏହି ଫୋନରେ ୬.୨୬ଇଞ୍ଚର ୱାଟର ଡ୍ରପ ନଞ୍ଚ ଥିବା ଏଚଡି ପ୍ଲସ ଫୁଲ ଭିଜନ୍…
Read More...

ସ୍ୱଦେଶ ଫେରିଲେ ପ୍ରଧାନମନ୍ତ୍ରୀ: ମନେପକାଇଲେ ୩ବର୍ଷ ତଳର ସର୍ଜିକାଲ ଷ୍ଟ୍ରାଇକର ସ୍ମୃତି

ନୂଆଦିଲ୍ଲୀ: ୭ ଦିନିଆ ଆମେରିକା ଗସ୍ତ ସାରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଶନିବାର…
Read More...

ଆଧାର-ପାନ୍ କାର୍ଡ ସଂଯୋଗୀକରଣ ସମୟସୀମା ୩ମାସ ବଢିଲା

ଭୁବନେଶ୍ଵର : ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ସମୟ ସୀମା ତିନି ମାସ ପାଇଁ ଅର୍ଥାତ ଡିସେମ୍ବର ୩୧ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଏହି ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ବଢାଇଛନ୍ତି।…
Read More...

ମୁହଁରେ ସ୍ପ୍ରେ କରି ଲୁଟ ଘଟଣାର ପର୍ଦ୍ଦାଫାସ: ୬ ଅଭିଯୁକ୍ତ ଗିରଫ

ବଲାଙ୍ଗୀର:ବଲାଙ୍ଗୀର ଆଦର୍ଶ ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା। ଗତ ୨୨ ତାରିଖ ରାତ୍ରିରେ ହୋଇଥିବା ଏକ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣାରେ ସଂପୃକ୍ତ ଥିବା ଛଅ ଜଣ ଯୁବକଙ୍କୁ ଗିରଫ କରିବା ସହିତ ଲୁଟ…
Read More...

ସ୍ୱଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ, ସ୍ୱାଗତ ପାଇଁ ବିଜେପିର ଭବ୍ୟ ଆୟୋଜନ

ନୂଆଦିଲ୍ଲୀ: ଆମେରିକା ଗସ୍ତ ସାରି ସ୍ୱଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ସ୍ୱାଗତ ପାଇଁ ବିଜେପି ପକ୍ଷରୁ ଦିଲ୍ଲୀରେ ଭବ୍ୟ ଆୟୋଜନ କରାଯାଇଛି। ପାଲାମ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀ…
Read More...

ନିର୍ମାଣ ହେବ “ଲୁକା ଛୁପି”ର ଦ୍ବିତୀୟ ଭାଗ

ମୁମ୍ବଇ : କାର୍ତ୍ତିକ ଆର୍ୟ୍ୟନ୍‍-କୃତି ସାନୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲୁକା ଛୁପି’ର ଦ୍ବିତୀୟ ଭାଗ ନିର୍ମାଣ ହେବ। ଏହାର ପ୍ରଥମ ଭାଗକୁ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହ ବକ୍ସ ଅଫିସରେ ଏହା ଭଲ ଆୟ କରିଥିବାରୁ…
Read More...

ଗୁଜୁରାଟ କ୍ରିକେଟ ଆସୋସିଏସନ୍ ସଭାପତି ପଦରୁ ଇସ୍ତଫା ଦେଲେ ଅମିତ ଶାହା

ମୁମ୍ବଇ : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୁଜୁରାଟ କ୍ରିକେଟ ଆସୋସିଏସନ୍ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଶାହାଙ୍କ ବ୍ୟତୀତ ଜିସିଏର ଉପ ସଭାପତି ପାରିମଲ ନାଥଓ୍ବାନି ମଧ୍ୟ ତାଙ୍କ ପଦ ଛାଡ଼ିଥିବା…
Read More...

ପବିତ୍ର ମହାଳୟାରୁ ମାଆ ଦ୍ୱାରସେନୀଙ୍କ ଛତର ଦାଣ୍ଡି ଯାତ୍ରା ଆରମ୍ଭ

ବଲାଙ୍ଗୀର: ବଲାଙ୍ଗୀର ଜିଲା ସିନେଧକେଲାରେ ପାଟଣା ରାଜ୍ୟ ସମୟରେ ଏଠାରେ ରାଜପରିବାରର ରାଜୁତି ଚାଲୁଥିଲା। ଆଜି ମଧ୍ୟ ଏହି ଅଞ୍ଚଳରେ ରାଜବଂଶର ଖ୍ୟାତି ରହିଛି। ରାଜା ରାଜୁଡା ଅମଳରୁ ପୂଜା ପାଇଆସୁଥିବା ମା ଦ୍ୱାରସେନୀଙ୍କ…
Read More...

ମହାନଦୀ ଜଳ ବିବାଦ : ଉଭୟ ରାଜ୍ୟ ଗସ୍ତ କରିବେ ବୈଷୟିକ ଟିମ୍ , ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଶନିବାର ଟ୍ରାଇବୁନାଲ ଶୁଣାଣୀ କରିଛନ୍ତି । ଉଭୟ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବେ । ଏହାପରେ ନଭେମ୍ବର…
Read More...

ଆରଟିଓକୁ ଦଲାଲ ମୁକ୍ତ କରିବାକୁ ପରିବହନ ବିଭାଗର ବଡ ନିଷ୍ପତ୍ତି: ବ୍ୟାଣ୍ଡ ପିନ୍ଧିବେ କର୍ମଚାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରଟିଓ ଏବଂ ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇ ଉଠିଥିଲେ ପୁଲିସ ପ୍ରସାଶନ ଏବଂ ପରିବହନ ବିଭାଗ। ହସ୍ପିଟାଲ ଏବଂ ଆରଟିଓ କାର୍ଯ୍ୟାଳୟ…
Read More...

ଓଡ଼ିଶା ଗସ୍ତ ଶେଷକରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି

ଭୁବନେଶ୍ବର  : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ…
Read More...

ଜାତୀୟ ପୁଷ୍ଟି ମାସ ପାଳନ

ମୁରିବାହାଲ: ମୁରିବାହାଲ ବ୍ଲକ ହଲଦୀ ଗ୍ରାମପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଜାତୀୟ ପୁଷ୍ଟିମାସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରିଣୀ ସରସ୍ୱତୀ ପଣ୍ଡାଙ୍କ…
Read More...

ଜନୁାଗଡ଼ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଗିରଫ

ଜନୁାଗଡ଼ : କଳାହାଣ୍ଡି ଜିଲା ଜୁନାଗଡ଼ରେ ହୋଇଥିବା ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାର ପ୍ରମୁଖ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବରକୁ ଜୁନଗଡ଼ ପୁଲିସ ଶନିବାର ଗିରଫ କରିଛି ।  ପିଡ଼ିତାଙ୍କ ସାନି ବୟାନ ଆଧରରେ…
Read More...

ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ନାବାଳିକାର ମୃତ୍ୟୁ ଅଭିଯୋଗ

ଯାଜପୁର : ଯାଜପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ଶନିବାର ଏକ ଅଘଟଣ ଘଟିଛି ।  ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ହରିପୁର ଗାଁର ନୀଳମଣି ବରାଳଙ୍କ ଝିଅ ପୂଜାରାଣୀ।…
Read More...

ସର୍ପାଘାତରେ ଜଣଙ୍କର ମୃତ୍ୟୁ

ଯାଜପୁର : ଯାଜପୁର  ଜିଲା କୋଟବସନ୍ତପୁର ଗ୍ରାମରେ ଶନିବାର ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହେଇଛି । ମୃତକଙ୍କ ନାମ ଗଣେଷ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ସୁଚନା ଅନୁଯାୟୀ , ଗଣେଷ ଆଜି ସକାଳ ୭ଟାରେ ମହାଳୟା ପୂଜା…
Read More...

ମହାଳୟାରେ ପିତୃପୁରୁଷଙ୍କ ପାଇଁ ପିଣ୍ଡ ଦାନ

ଯାଜପୁର: ମା’ବିରଜା କ୍ଷେତ୍ର ଯାଜପୁର ସର୍ବଭାରତୀୟ ସ୍ତରରେ ପ୍ରଚୀନ ଶକ୍ତିପୀଠ । ମନ୍ଦିରରେ ଥିବା ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ପ୍ରଦାନ କରାଯାଇଥାଏ । ପବିତ୍ର ମହାଳୟା ତିଥିରେ ଜିଲାର ବିଭିନ୍ନ…
Read More...

ଡାକ୍ତରଙ୍କୁ ତାଲା ପକାଇଲେ ସରପଞ୍ଚଙ୍କ ପୁଅ

ବାଲେଶ୍ବର : ବାଲେଶ୍ବର ଜିଲା ବାହାନଗା ଅନ୍ତର୍ଗତ ବିଷ୍ଣୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଅଟକ ରହିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ।  ରୋଗୀ ଚିକିତ୍ସାରେ ଅବହେଳା ଅଭିଯୋଗକରି  ଶନିବାର ସ୍ଥାନୀୟ…
Read More...

ବିଜେଡ଼ିର ବିଜେପୁର ପ୍ରାର୍ଥୀ ରୀତା ସାହୁ

ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ରୀତା ସାହୁଙ୍କ ନାଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାସହ ବିଜେପୁରକୁ ଫୋକସ ଏରିଆ କରାଯିବ ବୋଲି…
Read More...

ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ଭାରତୀୟ ସେନାର ଭୂମିକା ଗୁରୁତ୍ବପୁର୍ଣ୍ଣ : ରାଷ୍ଟ୍ରପତି

ବ୍ରହ୍ମପୁର : ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ରାମନାଥ କୋବିନ୍ଦ ଶନିବାର  ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ଆର୍ମି ଏୟାର୍‍ ଡିଫେନ୍ସ ସେଣ୍ଟର୍‍କୁ ସମ୍ମାନଜନକ…
Read More...

ଆର୍ମି ଏଡି ସେଣ୍ଟରକୁ ସ୍ବତନ୍ତ୍ର ‘କଲର୍ସ ସମ୍ମାନ’ କାର୍ଯ୍ୟକ୍ରମରେ  ରାଷ୍ଟ୍ରପତି

ବ୍ରହ୍ମପୁର : ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରରେ ଶୁକ୍ରବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିବାଦନ ଗ୍ରହଣ କରିଛନ୍ତି । ଆର୍ମି ଏଡି ସେଣ୍ଟରରେ ସ୍ବତନ୍ତ୍ର ‘କଲର୍ସ ସମ୍ମାନ’ କାର୍ଯ୍ୟକ୍ରମରେ…
Read More...

ବେଲଘର ବନାଞ୍ଚଳରେ ଆମ ଜଙ୍ଗଲ ଯୋଜନାର ଶୁଭାରମ୍ଭ

ତୁମୁଡିବନ୍ଧ: କନ୍ଧମାଳ ଜିଲାରେ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲକୁ ସୁରକ୍ଷା ରଖିବା ପାଇଁ ବାଲିଗୁଡା ବନଖଣ୍ଡରେ ଥିବା ବନାଞ୍ଚଳଗୁଡିକରେ ଆମ ଜଙ୍ଗଲ ଯୋଜନାରେ ନୂତନ ଭାବେ ୧୩ଟି ଗ୍ରାମରେ ବନ ସଂରକ୍ଷଣ ସମିତିମାନ ଗଠନ କରାଯାଇଛି।…
Read More...

ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୩ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ ସମୟରେ ୩ଶହ କିଲୋ ମହୁଲ ପୋଚ ନଷ୍ଟ କରିବା ସହ ମୋଟ ୭୦ ଲିଟର ମହୁଲି ମଦ ଏବଂ ୫ଲିଟର…
Read More...

ବହୁ ଚର୍ଚ୍ଚିତ ଗଡହରିଶପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ଦୁଇ ନାବାଳିକା ସାକ୍ଷୀଙ୍କୁ ପୁରସ୍କୃତ କଲେ…

ଜଗତସିଂହପୁର: ବହୁ ଚର୍ଚ୍ଚିତ ଜଗତସିଂହପୁର ଜିଲା ଏରସମା ବ୍ଲକ ଗଡ ହରିଶପୁରର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଦୁଇ ନାବାଳିକା ସାକ୍ଷୀଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଆଇନଜୀବୀ ପୁରସ୍କୃତ କରିଛନ୍ତି। ସୂଚନା…
Read More...

ୟୁଏନଜିଏରେ ମୋଦୀଙ୍କ ଦମଦାର ଅଭିଭାଷଣ: ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ, ବୁଦ୍ଧ ଦେଇଛି

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତୀୟ ସମୟ ଅନୁସାରେ ରାତି ୭ଟା ୩୩ରେ ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ପରିଷଦ (ୟୁଏନଜିଏ)ର ୭୪ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ମୋଦୀ ନିଜ…
Read More...

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା 

ବଡ଼ସାହି: ମାନଗୋବିନ୍ଦପୁର ପଞ୍ଚାୟତ, ଆଡ଼ିଆସାହି ସରକାରୀ ଉପ୍ରା ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ ଶୁକ୍ରବାର ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ଜଣେ ନିୟମିତ ବରିଷ୍ଠ ଶିକ୍ଷକ ଦାବି କରି ବାରମ୍ବାର…
Read More...

ମାଣତ୍ରୀରେ ଜିଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ

ବଡ଼ସାହି: ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀରେ ଶୁକ୍ରବାର ଜିଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ମୟୁରଭଞ୍ଜ ଜିଲାର ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରିଣୀ ତନୁଜା ସିର୍କାଙ୍କ…
Read More...

ବିଜେପି ପକ୍ଷରୁ ବାଲିକୁଦା ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

ବାଲିକୁଦା: ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାମରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପକ୍କାଘରକୁ ରାଜ୍ୟ ସରକାର…
Read More...

ଚନ୍ଦ୍ରୟାନ-୨: ବିକ୍ରମର ହାର୍ଡଲ୍ୟାଣ୍ଡିଂ ସୁନିଶ୍ଚିତ କଲା ନାସା

ନୂଆଦିଲ୍ଲୀ : ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି ବୋଲି ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ଶୁକ୍ରବାର ସ୍ପଷ୍ଟ କରିଛି। ଲ୍ୟାଣ୍ଡିଂ ପରେ ଏହା କେଉଁ ସ୍ଥାନରେ…
Read More...

୪ ଆସନରେ ଉପନିର୍ବାଚନ: ବିଜେପିକୁ ୨, କଂଗ୍ରେସ ଓ ଏଲଡିଏଫକୁ ୧ ଆସନ

ଅମୃତସର : କେରଳର ପାଲା ଓ ଅନ୍ୟ ୩ଟି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। କେରଳର ପାଲାରେ ଏଲଡିଏଫ ନେତା ମଣି ସି. କାପେନ ବିଜୟୀ ହୋଇଛନ୍ତି। କଂଗ୍ରେସ ନେତୃତ୍ବାଧୀନ…
Read More...

ଇଡିଙ୍କ ଇମେଲ ପରେ ହାଜର ନିଷ୍ପତ୍ତି ବଦଳାଇଲେ ପାୱାର

ନୂଆଦିଲ୍ଲୀ : ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଦୁର୍ନୀତିକୁ ନେଇ ରୁଜୁ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବା ନିଷ୍ପତ୍ତିରୁ ଏନସିପି ନେତା ସରଦ ପାୱାର ଶେଷ…
Read More...

ପାକିସ୍ତାନରୁ ଅସ୍ତ୍ର ଆଣିଥିବା ଡ୍ରୋନ ଉଦ୍ଧାର, ଟାର୍ଗେଟରେ ପଞ୍ଜାବ ଓ ଏହାର ଆଖପାଖ ଅଞ୍ଚଳ

ଅମୃତସର : ଭାରତରେ ଆକ୍ରମଣ ନିମନ୍ତେ ପାକିସ୍ତାନ କ୍ଷୁଦ୍ର ଡ୍ରୋନ ମାଧ୍ୟମରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଦେଉଛି। ଏହାର ନିଶାଣରେ ବିଶେଷକରି ଭାରତ-ପାକ ସୀମା ସଂଲଗ୍ନ ପଞ୍ଜାବ ଓ ଏହାର ଆଖପାଖ ଅଞ୍ଚଳ ରହିଛି।…
Read More...

ଡକାୟତି ଉଦ୍ୟମ ପଣ୍ଡ, ୩ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ପଡିଆରେ ଗୁରୁବାର ରାତିରେ ୭ ଜଣିଆ ଡକାୟତି ଦଳ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାହା ପଣ୍ଡ ହୋଇଯାଇଛି। ଯୋଜନା ବାବଦରେ ବ୍ରଜରାଜନଗର ପୁଲିସ ଖବର…
Read More...

କାନ୍ଥ ଭୁଶୁଡି ୩ଶିଶୁ ଗୁରୁତର, ଏସସିବିରେ ଭର୍ତ୍ତି

ଆଠଗଡ଼: କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ କରିକୋଲ ଗ୍ରାମ ମଲ୍ଲିକ ସାହିରେ ଶୁକ୍ରବାର କାନ୍ଥ ଭୁଶୁଡି ୩ଜଣ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି। ଶିଶୁ ତିନି ଜଣ ଅଗଣା​‌ରେ ଖେଳୁଥିବାବେଳେ ପଡୋଶୀ ଘର କାନ୍ଥ ଭୁଶୁଡି…
Read More...

ଫେସବୁକରେ ଆଉ ଦେଖାଯିବନି ‘ଲାଇକ୍ସ’ ଓ ‘କମେଣ୍ଟ’ ସଂଖ୍ୟା

ନୂଆଦିଲ୍ଲୀ : ଅଗ୍ରଣୀ ସାମାଜିକ ଗଣମାଧ୍ୟମ ଫେସବୁକ୍‍ ‘ଲାଇକ୍ସ’ ଓ ‘କମେଣ୍ଟ’ ସଂଖ୍ୟା ଦେଖାଇବା ଫିଚରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ସଂଖ୍ୟା ଖେଳ’କୁ ବନ୍ଦ କରିବା ପାଇଁ ଫେସବୁକ୍‍ ଲାଇକ୍ସ ଓ କମେଣ୍ଟକୁ…
Read More...

ହମିରପୁର ବିଧାନସଭା ଉପନିର୍ବାଚନରେ ବିଜେପିର ବାଜିମାତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ହମିରପୁର ବିଧାନସଭା ଉପନିର୍ବାଚନରେ ବିଜେପି ବାଜିମାତ କରିଛି। ହମିରପୁର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଯୁବରାଜ ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟି (ଏସପି)…
Read More...

ଭୁଟାନରେ ଭାରତୀୟ ବାୟୁ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ନୂଆଦିଲ୍ଲୀ/ଥିମ୍ପୁ : ଭୁଟାନରେ ଶୁକ୍ରବାର ଭାରତୀୟ ବାୟୁ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ହେଲିକପ୍ଟରରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତ ପାଇଲଟ ଦ୍ୱୟଙ୍କ ମଧ୍ୟରୁ ଜଣେ ଭାରତୀୟ…
Read More...

୩ ରାଜ୍ୟରେ ପ୍ରବଳ ବର୍ଷା: ୫ ଦିନରେ ୩୪ ମୃତ

ନୂଆଦିଲ୍ଲୀ : ସେପ୍ଟେମ୍ବର ମାସ ଶେଷ ହେବାକୁ ଆଉ ମାତ୍ର ୩ ଦିନ ବାକି ଅଛି। ହେଲେ ଦେଶର ବିଭିନ୍ନ ଅଂଶରେ ଅପ୍ରତ୍ୟାଶିତ ବର୍ଷା ଜାରି ରହିଛି। ସ୍ୱାଭାବିକ ଭାବେ ପ୍ରତି ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ମୌସୁମୀ…
Read More...

ଜୁନାଗଡ଼ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ ; ଲଳିନ୍ଦ୍ରକୁ ଛାଡିଲେ ଆତ୍ମହତ୍ୟା କରିବି

ଜନୁାଗଡ଼ : କଳାହାଣ୍ଡି ଜିଲା ଜୁନାଗଡ଼ରେ ହୋଇଥିବା ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୁଆ ତଥ୍ୟ ସାମ୍ନାକୁ ଆସିଛି । ଶୁକ୍ରବାର ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଲିଫ୍ଟ ଦେଇଥିବା ଯୁବକଙ୍କର କିଛି ଭୂମିକା…
Read More...

୮ ପରିବାର ଜଳବନ୍ଦୀ : ପ୍ରତିବାଦରେ ରାସ୍ତାରେ ରୋଇଲେ ଧାନତଳି

ବାଲେଶ୍ବର : ବଲେଶ୍ବର ଜିଲା ବାହାନଗା ବ୍ଲକ ବିରିପଡ଼ା ପଞ୍ଚାୟତର କରଞ୍ଜବିନ୍ଧା ଗ୍ରାମରେ  ୮ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଜଳ ନିଷ୍କାସନ ହୋଇ ନ ପାରିବାରୁ ଗ୍ରାମବାସୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ…
Read More...

ବୀମା ରାଶି ଓ ସହାୟତା ଦାବିରେ ଚାଷୀଙ୍କ ରାସ୍ତାରୋକ

ବଲାଙ୍ଗୀର : ବକେୟା ବୀମା ରାଶି ଓ ସହାୟତା ଦାବିରେ ବଲାଙ୍ଗୀର ଜିଲା ଦେଓଗାଁ କଲେଜ ଛକରେ ଶୁକ୍ରବାର ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି  । ୨ ବର୍ଷର ବକେୟା ବୀମା ରାଶି ଓ ସହାୟତା ପାଇବା ଦାବିରେ ଚାଷୀମାନେ…
Read More...