ବିଜେଡ଼ିର ବିଜେପୁର ପ୍ରାର୍ଥୀ ରୀତା ସାହୁ

ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ରୀତା ସାହୁଙ୍କ ନାଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାସହ ବିଜେପୁରକୁ ଫୋକସ ଏରିଆ କରାଯିବ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି ।  ରୀତା ସାହୁ ହେଉଛନ୍ତି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ । ସୁବଳଙ୍କ ପରଲୋକ ପରେ ରୀତାଙ୍କୁ ଟିକେଟ ଦିଆଯାଇଥିଲା ।

Comments are closed.