ଦର୍ପଙ୍କିଆ ଜଙ୍ଗଲରେ ମୃତ ଛୁଆ ହାତୀ: ପୋଚ ପିଇ ପ୍ରାଣ ହରାଇଥିବା ସନ୍ଦେହ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ଦର୍ପଙ୍କିଆ ଜଙ୍ଗଲରେ ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ମୃତ ଛୁଆ ହାତୀଟିର ବୟସ ୫ ବର୍ଷ ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି। ଗୁରୁବାର ବିଳମ୍ବିତ…
Read More...

ପ୍ରଥମଥର ଲାଗି ୪୫୦୦୦ସ୍ତର ଅତିକ୍ରମ କଲା ସେନସେକ୍ସ

ଶୁକ୍ରବାର ରେକର୍ଡ଼ ଶୀର୍ଷରେ ପହଞ୍ଚିଛି ଇକ୍ବିଟି ବେଞ୍ଚମାର୍କ ସେନସେକ୍ସ । ଏକପକ୍ଷରେ ରିଜର୍ଭ ବ୍ୟାଙ୍କ ତୃତୀୟଥର ପାଇଁ ସୁଧହାର ଅପରିବର୍ତିତ ରଖିଥିବାବେଳେ ସେନସେକ୍ସ ୪୪୭ ଅତିକ୍ରମ କରି ୪୫୦୦୦ସ୍ତର ଅତିକ୍ରମ କରିଛି…
Read More...

ପୁରୁଷ ବନ୍ଧ୍ୟାକରଣ ଏକ ଫଳପ୍ରଦ ଜନ୍ମନିରୋଧ ଉପାୟ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରରେ ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ପୁରୁଷ ବନ୍ଧ୍ୟାକରଣ ପକ୍ଷ ଡିସେମ୍ବର ୪ ତାରିଖରେ ଧାଇପୁର ପଞ୍ଚାୟତର ସୁଧାଂଶୁମୋହନପୁରଠାରେ ଉଦ୍‍ଯାପିତ…
Read More...

ବିଜୟ ମାଲ୍ୟାଙ୍କ ଫ୍ରାନ୍ସ ସମ୍ପତ୍ତି ଜବତ କଲା ପ୍ରବର୍ତନ ନିର୍ଦେଶାଳୟ; ମୂଲ୍ୟ ୧.୬ ନିୟୁତ ୟୁରୋରୁ ଅଧିକ

ପ୍ୟାରିସ: ଋଣ ଜାଲିଆତିରେ ସଂପୃକ୍ତ ଓ ଦେଶରୁ ପଳାୟନ କରିଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଫ୍ରାନ୍ସରେ ଥିବା ସମ୍ପତି ଜବତ କରିଛି ପ୍ରବର୍ତନ ନିର୍ଦେଶାଳୟ । ଏହାର ମୂଲ୍ୟ ୧.୬ ନିୟୁତ ୟୁରୋ ହେବ ବୋଲି ଆକଳନ କରାଯାଇଛି…
Read More...

ସୁନ୍ଦରଗଡ଼ ଜିଲାରେ ଅତ୍ୟାଧୁନିକ ପରିମଳ ସେବା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ : “ସ୍ୱଚ୍ଛତା କଥା ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସିଥାଏ। ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ। ଜାତିର ପିତାଙ୍କ ଭାଷାରେ ପରିମଳ ହେଉଛି ସ୍ୱାଧୀନତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।…
Read More...

ଡ଼ିସେମ୍ବର ମାସରେ ସବୁ ଶନିବାର ବନ୍ଦ ରହିବ ରାଜ୍ୟର ସମସ୍ତ ଅଦାଲତ; ହାଇକୋର୍ଟ ଜାରି କଲେ ନିର୍ଦେଶନାମା

କଟକ: ଡିସେମ୍ବର ମାସର ସମସ୍ତ ଶନିବାର ଦିନ ଓଡିଶାର ସମସ୍ତ ଅଦାଲତ ବନ୍ଦ ରହିବ। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ନିର୍ଦେଶ ଦିଆଯାଇଛି ।  ବିଜ୍ଞପ୍ତି ଅନୁଯାୟୀ ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ…
Read More...

ଫେମିନା ମିସ୍ ଇଣ୍ଡିଆ ‘ଓଡ଼ିଶା ସୁନ୍ଦରୀ’ ଉପାଧି ପାଇଲେ ଶୁଭଶ୍ରୀ ରାୟଗୁରୁ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବଲାଙ୍ଗିର ଝିଅ ଶୁଭଶ୍ରୀ ରାୟଗୁରୁ । ଚଳିତ ବର୍ଷ ଫେମିନା ମିସ ଇଣ୍ଡିଆ ଓଡ଼ିଶା ୨୦୨୦ ବିଜୟିନୀ ହୋଇଛନ୍ତି ଶୁଭଶ୍ରୀ । ଆୟୋଜକମାନଙ୍କପକ୍ଷରୁ ଇନଷ୍ଟାଗ୍ରାମ ପୋଷ୍ଟରେ ଏ…
Read More...

କିଣନ୍ତୁ ଏହି ୪ଟି ବାଇକ୍; ମିଳିବ ଜବରଦସ୍ତ ମାଇଲେଜ୍

ନୂଆଦିଲ୍ଲୀ : ଆଜି ଆମେ ଆପଣଙ୍କୁ ଏଭଳି ଚାରୋଟି ବାଇକ୍ ବିଷୟରେ ସୂଚନା ଦେବୁ, ଯେଉଁଥିରେ ଆପଣ ଜବରଦସ୍ତ ମାଇଲେଜ୍ ପାଇପାରିବେ ।ଏହି ୪ଟି ମୋଟରସାଇକେଲ ହେଉଛି, ଟିଭିଏସ୍ ସ୍ପୋଟ୍ସ, ବଜାଜ ସିଟି ୧୦୦, ଟିଭିଏସ୍ ଷ୍ଟାର…
Read More...

‘ପରୀ ପାଇଁ ନ୍ୟାୟ’: ଡିସେମ୍ବର ୨୦ରୁ ବିଜେପିର ରାଜ୍ୟବ୍ୟାପୀ ପଦଯାତ୍ରା

କେନ୍ଦୁଝରଗଡ: ନୟାଗଡର କୁନି ଝିଅ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏହି ଘଟଣାରେ ସମ୍ପୃକ୍ତ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ଆସନ୍ତା ୨୦ ତାରିଖରୁ  ବିଜେପି ରାଜ୍ୟବ୍ୟାପୀ…
Read More...

ଜାଣନ୍ତୁ କିଏ ଦେଶର ସବୁଠୁ ଧନୀ ମହିଳା ? ଯାହାଙ୍କ ପାଖରେ ଅଛି ୫୪,୮୫୦ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବଇ : ପ୍ରକାଶ ପାଇଛି ଦେଶର ଧନୀ ମହିଳାଙ୍କ ଲିଷ୍ଟ। କୋଟକ ୱେଲଥ ଏବଂ ହୁରୁନ ଇଣ୍ଡିଆ ପକ୍ଷରୁ ୨୦୨୦ ମିସିହା ପାଇଁ ଦେଶର ୧୦୦ ଧନୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ସବୁଠୁ ଆଗରେ ଅଛନ୍ତି ସୂଚନା…
Read More...

ମହିଳା ଥାନା ଏସଆଇଙ୍କୁ ନିର୍ଯାତନା ଅଭିଯୋଗରେ ଥାନାବାବୁ ଗିରଫ

ବାଲିଗୁଡା : ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶୁଭଦର୍ଶି ପଟ୍ଟାନାୟକ ଜଣେ ପୁଲିସ ଏସଆଇ ସିଲୁ ଧଳଙ୍କୁ ସହକର୍ମୀ ମହିଳା ଏସଆଇଙ୍କୁ ନିର୍ଯାତନା କରିଥିବା ଅଭିଯୋଗରେ ଜେଲ ପଠାଇ ଥିବା ଜଣାପଡ଼ିଛି । ସୂଚନାରୁ…
Read More...

ବିଧାୟକ ଓ  କଂଗ୍ରେସ ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ ଡ. ଏ. ଚେଲାକୁମାର

ଭୁବନେଶ୍ୱର:   ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ପ୍ରଥମ ଦିନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ…
Read More...

ସୌର ଉପକରଣ ନିର୍ମାଣ ପାଇଁ ଓଡ଼ିଶା ଉଦ୍ୟୋଗୀମାନଙ୍କ ପାଇଁ ଏକ ପସନ୍ଦର ସ୍ଥଳ

ଭୁବନେଶ୍ୱର : ଭୁବନେଶ୍ୱରରେ ନୀତି ଆୟୋଗ ଭାରତ ସରକାରଙ୍କ ସହଯୋଗରେ ଏଆଇସି-ଏନଆଇଟିଏଫ ସ୍ଥାପିତ ହୋଇଯାଇଛି। ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି କେନ୍ଦ୍ରଟି ଷ୍ଟାର୍ଟ ଅପ୍ ଓ ଉଦ୍ୟୋଗୀଙ୍କ ପାଇଁ ଅନ୍ୟତମ ସୁବିଧା କେନ୍ଦ୍ର…
Read More...

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚାର ବିକ୍ଷୋଭ; ଅରୁଣଙ୍କ ବାସଭବନ ଘେରାଉ

 ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ  ପରୀ ଘଟଣା ସିବିଆଇ ଦ୍ୱାରା ତଦନ୍ତ କରାଯାଉ ଭୂବନେଶ୍ୱର:ଅଦ୍ଭୁତପୂର୍ବ ସୁରକ୍ଷା। ସାମାନ୍ୟ ପିମ୍ପୁଡିଟିଏ ମଧ୍ୟ କଡା ସୁରକ୍ଷା ବଳୟକୁ ଭେଦ କରିବାକୁ ସକ୍ଷମ…
Read More...

୬ହଜାର ଏମ୍‌ଏଚ୍ ବ୍ୟାଟେରୀ ସହ ଟେକ୍‌ନୋ ପୋଭା ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ଟେକ୍ନୋ ମୋବାଇଲର ନୂତନ ସ୍ମାର୍ଟଫୋନ୍ ଟେକ୍‌ନୋ ପୋଭାକୁ ଭାରତରେ ଲଞ୍ଚ କରାଯାଇଛି ।ମିଡିଆଟେକର ଗେମିଙ୍ଗ ପ୍ରୋସେସର ହିଲିଓ ଜି୮୦କୁ ଟେକ୍‌ନୋ ପୋଭାରେ ୬ହଜାର ଏମ୍‌ଏଚର ଶକ୍ତିଶାଳୀ ବ୍ୟାଟେରୀ ଦିଆଯାଇଛି ।…
Read More...

ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସମୀକ୍ଷା ଓ ମିଶନ ଜିରୋଏଫ୍‍ ପ୍ରସ୍ତୁତି ବୈଠକ

ବାଙ୍କୀ : ଶୁକ୍ରବାର ଅପରାହ୍ନରେ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଡମପଡା ବ୍ଲକରେ ଶିକ୍ଷାର ବିକାଶ ଓ ମୋ ସ୍କୁଲ ପରିଚାଳନା ,ମିଶନ ଜିରୋ ସମ୍ପର୍କିତ ଏକ ସମୀକ୍ଷା ବୈଠକ ବ୍ଲକ ଶିକ୍ଷାଧିକାରୀ ପ୍ରିୟମ୍ବଦା…
Read More...

ସାମାଜିକ ଗଣମାଧ୍ୟମରୁ ଦେଖି ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ରକ୍ଷା କଲେ ଆଭାସ 

କେଶଦୁରାପାଳ : ସାମାଜିକ ଗଣମାଧ୍ୟମରୁ ଦେଖି ଦେବଦୂତ ସାଜିଲେ ଆଭାସ ।ରକ୍ତହୀନତା ଗର୍ଭବତୀଙ୍କୁ ରକ୍ତ ଦେଇ ଜୀବନ ରକ୍ଷା କଲେ । ସୁଚନାରୁ ଜଣାଯାଏ, ହାଟଡିହି ବ୍ଳକ ଅନ୍ତର୍ଗତ ଜମ୍ଭିରା ପଂଚାଯତର  ସୁନ୍ଦରା ପାଳ ଗ୍ରାମର…
Read More...

ପରୀ ହତ୍ୟା ମାମଲା: ନୟାଗଡ ଜିଲାପାଳ ଏବଂ ଏସ୍‌ପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା…

ନୂଆଦିଲ୍ଲୀ : ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲାପାଳ ଏବଂ ଏସ୍‌ପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ସମନ ଜାରି କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ। ନୟାଗଡ଼ ଜିଲାପାଳ…
Read More...

ରାସ୍ତା ପାର୍ଶ୍ବରେ ଶୁଖିଲା ଗଛ, ବିପଦକୁ ଆମନ୍ତ୍ରଣ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ପାର୍ଶ୍ବରେ କଣ୍ଟାମଲି ନାଳ ପାଖରୁ ହାଣ୍ଡିଫୁଟା ଛକ ୩ କି.ମି ରାସ୍ତା ମଧ୍ୟରେ ୧୦ଟି ବିରାଟ ଶୁଖିଲା ଶାଳ ଗଛ ଦୀର୍ଘ ଦିନ ହେଲା ରହିଛି।…
Read More...

ଭୋଟ୍‌ର ତାଲିକାରେ ନାଁ ଯୋଡିବା ଓ ଭୋଟ ପରିଚୟ ପତ୍ରରେ ଭୁଲ୍‌ଥିଲେ ଖୁବ୍‌ ଶିଘ୍ର କରିନିଅନ୍ତୁ ସଂଶୋଧନ

ଭୁବନେଶ୍ଵର : ଭୋଟ୍‌ର ତାଲିକାରେ ନାଁ ଯୋଡିବା ଓ ଭୋଟ ପରିଚୟ ପତ୍ରରେ ଭୁଲ୍‌ଥିଲେ ଖୁବ୍‌ ଶିଘ୍ର କରିନିଅନ୍ତୁ ସଂଶୋଧନ। କାରଣ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ…
Read More...

ଅଷ୍ଟ୍ରେଲିଆକୁ ୧୧ରନରେ ହରାଇଲା ଭାରତ

କାନ୍‌ବେରା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ  ଅଷ୍ଟ୍ରେଲିଆକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ  ।ଟିମ୍ ଇଣ୍ଡିଆ…
Read More...

ପ୍ରଥମ ଟ୍ବେଣ୍ଟି-୨୦; ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୩୦ବଲରେ ୪୯ରନ ଆବଶ୍ୟକ

କାନ୍‌ବେରା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଆରମ୍ଭ ହୋଇଛି। ଘରୋଇ ଦଳ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ସହିତ…
Read More...

ବୋଲେରୋ ଧକ୍କାରେ ଜଳିଗଲା ବାଇକ୍‌ : ବାପ-ପୁଅ ମୃତ, ମା’ ଓ ସାନ ପୁଅ ଗୁରୁତର

ବଲାଙ୍ଗିର : ବଲାଙ୍ଗିର- କଳାହାଣ୍ଡି ଜିଲା ସୀମାନ୍ତ ଗୁଡଭେଲା ବ୍ଲକର ଜମ୍ଭେଲ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ବୋଲେରୋ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା…
Read More...

ବିବାହ ଉତ୍ସବରୁ ଫେରିବାବେଳେ ବଲେରୋକୁ ଧକ୍କା ଦେଲା ଟ୍ରକ୍; ଚାଲିଗଲା ୩ ଜଣଙ୍କ ଜୀବନ

ଅମ୍ବାଭୋନା ବରଗଡ଼ ଜିଲାର କଟାପାଲି ଓ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ଗ୍ରାମର ୮ଜଣ ଯୁବକ ଗତକାଲି ଛତିଶଗଡ଼ ରାଜ୍ୟକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାର…
Read More...

୩ ଦଶନ୍ଧି ପରେ ଭାରତରୁ ପ୍ରଥମ ଥର ପାଇଁ ଚାଉଳ କିଣିବ ଚୀନ

ମୁମ୍ବାଇ: ଏପଟେ ସୀମା ବିବାଦ । ଗଲୱାନ ଘାଟି, ଲାଦାଖରେ ଦୁଇ ଦେଶ ମୁହାଁମୁହିଁ । ଏହି  ପରିସ୍ଥିତିରେ ଭାରତ ଚୀନରୁ ବିଭିନ୍ନ ସାମଗ୍ରୀ ଉପରେ ଟିକସ ବଢ଼ାଇଛି, ଆମଦାନୀ ହ୍ରାସ ଲାଗି ପଦକ୍ଷେପ ନେଇଛି । ଅନ୍ୟପକ୍ଷରେ ଚୀନ…
Read More...

ଆସନ୍ତା ସପ୍ତାହରୁ ରୁଷରେ ସାଧାରଣ ଲୋକଙ୍କୁ ଦିଆଯିବ କରୋନା ଟୀକା: ଗଣ ଟୀକାକରଣ ଲାଗି ନିର୍ଦେଶ ଦେଲେ ରାଷ୍ଟ୍ରପତି…

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଦେଶରେ ଗଣଟୀକାକରଣ ନିର୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରୁ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ବ୍ରିଟେନ  କରୋନା…
Read More...

ଭୁବନେଶ୍ୱର ଲିଙ୍ଗରାଜ ମଣ୍ଡଳରେ ବିଜେପିର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେପିର ଏକାମ୍ର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ଲିଙ୍ଗରାଜ ମଣ୍ଡଳ ବିଜେପି ପକ୍ଷରୁ ସୁନ୍ଦରପଦାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିରକୁ ଆନୁଷଙ୍ଗିକ…
Read More...

ହୀରାକୁଦ ଜଳଭଣ୍ଡାର ମଧ୍ୟରେ ହେବ କେଜ୍‌ କଲ୍‌ଚର ମାଛ ଚାଷ

ଚାଷୀ ଓ ଯୁବକ ମାନଙ୍କୁ ବ୍ୟାପକ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର…
Read More...

କୋଭିଡ଼ ଟୀକାକୁ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କ ନିଶାଣ କଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି । ସେ କୋଭିଡ଼ ୧୯ ଟୀକା ସମସ୍ତଙ୍କୁ ଦିଆଯିବ କି ନାହିଁ ପ୍ରଶ୍ନ କରିଛନ୍ତି । ଟ୍ବିଟରରେ ସେ…
Read More...

୩୩ ସାଙ୍ଗଠନିକ ଜିଲା ପାଇଁ ଆଇନ ସେଲ ଅଧ୍ୟକ୍ଷ ଓ ଆବାହକ ନିଯୁକ୍ତି ଦେଲା କଂଗ୍ରେସ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍‍ ବିଭାଗର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇନ୍‍ଜୀବୀ ଶ୍ରୀ ସୁରେନ୍ଦ୍ରନାଥ କର ଦାୟିତ୍ୱ ନେବା ପରେ ୩୩ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ନିମନ୍ତେ ଆବାହକ / ଅଧ୍ୟକ୍ଷମାନଙ୍କର ନାମ…
Read More...

ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ହଟିଲା ଗଞ୍ଜେଇ

ଭିଏନା: ମିଳିତ ଜାତିସଂଘ ବିଶ୍ବର ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ଗଞ୍ଜେଇକୁ ବାଦ ଦେଇଛି । ନାରକୋଟିକ୍ସ ସଂକ୍ରାନ୍ତ ୧୯୬୧ କନଭେନସନ ତାଲିକାରୁ ଗଞ୍ଜେଇର ପତ୍ର ଓ ଗଞ୍ଜେଇର କଢ଼କୁ ବାଦ ଦେବା ନିମନ୍ତେ ହୋଇଥିବା…
Read More...

ଫାଇଜର ଟୀକା ଉପରେ ୭୦ ଦେଶର ୭୦% ଅଧିକ ଚିକିତ୍ସକଙ୍କ ବିଶ୍ବାସ

ଲଣ୍ଡନ: ଫାଇଜର ପ୍ରସ୍ତୁତ କୋଭିଡ଼ ଟୀକା ଉପରେ ବିଶ୍ବାସ ସ୍ଥାପନ କରିଛନ୍ତି ୭୦ ଦେଶର ୭୦% ଚିକିତ୍ସକ । ଏହି ଦେଶଗୁଡ଼ିକର ୩୦୦୦ରୁ ଅଧିକ ଡ଼ାକ୍ତରମାନଙ୍କଠାରୁ ସଂଗୃହୀତ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ…
Read More...

ବାଜପେୟୀ-ଆଡ଼ଭାନୀଙ୍କ ମୂଳଦୂଆ ଉପରେ ମୋଦୀ-ଶାହାଙ୍କ ଅଟ୍ଟାଳିକା

ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଏନଡ଼ିଏ ନୀତିଶକୁମାରଙ୍କୁ ସମ୍ମୁଖରେ ରଖି ବିଜୟୀ ହେବା ଓ କ୍ଷମତା ଦଖଲ କରିବା ଏକ ଛୋଟ ପ୍ରସଙ୍ଗ ନୁହେଁ । ଶକ୍ତିଶାଳୀ ଆରଜେଡ଼ି ନେତୃତ୍ବାଧୀନ ମହାଗଠବନ୍ଧନକୁ ପରାଜିତ କରି ସବୁ…
Read More...

ପଦ୍ମ ବିଭୂଷଣ ଫେରାଇଲେ ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ : ବରିଷ୍ଠ ଅକାଳୀ ଦଳ ନେତା ତଥା ପଞ୍ଜାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ସମ୍ମାନ ଫେରାଇ ଦେଇଛନ୍ତି। ନୂତନ କୃଷି ଆଇନ ପ୍ରଣୟନ କରି କେନ୍ଦ୍ର ସରକାର କୃଷକଙ୍କ ସହ ପ୍ରତାରଣା…
Read More...

ମାତିଛନ୍ତି ଅନଲାଇନ ଠକ : ବଢ଼ୁଛି ଅନଲାଇନ ଠକେଇ 

ସମ୍ବଲପୁର : ଆଜିର ଡିଜିଟାଲ ଯୁଗରେ ମୋବାଇଲ, ଇନ୍ଟରନେଟ, କମ୍ପ୍ୟୁଟର ଲୋକଙ୍କ ଅଭିନ୍ନ ସାଥି ସାଜି ଥିବାରୁ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧିକୁ ରୋକିବା ପାଇଁ ପଶ୍ଚିମ ଓଡିଶାରେ ସମ୍ବଲପୁର ଠାରେ ସାଇବର ଥାନା ଗତ ୨୮…
Read More...

ହାଇକୋର୍ଟରେ ପରୀ ହତ୍ୟା ମାମଲା : ଘଟଣାର ସବିଶେଷ ତଥ୍ୟ ଓ ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ…

କଟକ : ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାର ଶୁୁଣାଣି କରିଛନ୍ତି ହାଇକୋର୍ଟ। ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି…
Read More...

ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର : ମହାମାରୀ କରୋନା ପାଇଁ ପାଠପଢା ଅନ୍‌ଲାଇନରେ ହେଉଥିବା ବେଳେ ପରୀକ୍ଷା କିପରି ହେବ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଦେଇଥିଲା। କରୋନା ପାଇଁ ସ୍କୁଲ କଲେଜ ବନ୍ଦ । ପାଢ ପଢା ଅନଲାଇନରେ…
Read More...

ପରୀ ଯଦି ନ୍ୟାୟ ନପାଇଲା ତେବେ ସରକାରଙ୍କ କ୍ଷମତାରେ ରହିବାର ଅଧିକାର ନାହିଁ : ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର : ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ରହିଛି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ…
Read More...

ଏଥର ଜନରାଜ୍ୟ ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ !

ନୂଆଦିଲ୍ଲୀ : ଆସନ୍ତା ୨୦୨୧ ଜନରାଜ୍ୟ ଦିବସ ପରେଡ ଉତ୍ସବ​‌ର ମୁଖ୍ୟ ଅତିଥି ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧିବଦ୍ଧ ଭାବେ ଜନସନଙ୍କୁ…
Read More...

ଆନ୍ତଃ ସମ୍ପ୍ରଦାୟ ବିବାହ ପ୍ରୋତ୍ସାହନ ଯୋଜନା ବନ୍ଦ କରିବେ ଯୋଗୀ

ଲକ୍ଷ୍ନୌ : ଲଭ୍‌ ଜିହାଦ ବିରୋଧରେ ଆଇନ ପ୍ରଣୟନ ପରେ ଉତ୍ତର ପ୍ରଦେଶ ସରକାର ଆନ୍ତଃ ସମ୍ପ୍ରଦାୟ ବିବାହକୁ ପ୍ରୋତ୍ସାହିତ ତଥା ଜାତୀୟ ସଂହତି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରହିଥିବା ୪୪ବର୍ଷର ପୁରୁଣା ଆଇନକୁ ଉ‌େ‌ଚ୍ଛଦ…
Read More...

ୱିକିପିଡିଆକୁ ଭାରତର ନିର୍ଦେଶ : ଅକ୍‌ସାଇ ଚୀନକୁ ଚୀନର ଅଂଶ ଦର୍ଶାଉଥିବା ମାନଚିତ୍ର ହଟାଅ

ନୂଆଦିଲ୍ଲୀ : ଅକସାଇ ଚୀନକୁ ଚୀନର ଅଂଶବିଶେଷ ଭାବେ ଦର୍ଶାଉଥିବା ମାନଚିତ୍ରକୁ ହଟାଇବା ଲାଗି ଭାରତ ସରକାର ୱିକିପିଡିଆକୁ ନିର୍ଦେଶ ଦେଇଛନ୍ତି। ଆମେରିକାସ୍ଥିତ ଅଣଲାଭଦାୟକ ସଂସ୍ଥା ୱିକିପିଡିଆକୁ ଭାରତ ସରକାର ଲେଖିଥିବା…
Read More...

କୃଷକ ଆନ୍ଦୋଳନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବୁରାଡ଼ିଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ମଙ୍ଗଳବାର ୩୫ ଜଣ କୃଷକ ନେତା ଏବଂ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ…
Read More...

ଏମଡିଏଚ ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଏମଡିଏଚ ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସକାଳ ୫.୩୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ…
Read More...

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତନ ସୂଚନା; ସହଯୋଗୀ ଦଳକୁ ମିଳିବ ଆଉ ୪ ମନ୍ତ୍ରୀ ପଦ, ସୁଶୀଲ ମୋଦୀଙ୍କୁ ବି ଦିଆଯିବ…

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ  ବଦଳିବ ମୋଦୀ ସରକାରଙ୍କ ଦ୍ବିତୀୟପାଳି ମନ୍ତ୍ରିମଣ୍ଡଳ ଚେହେରା । ତେବେ ଏହା ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ହେବ ନା ପରେ ହେବ ସେଥିନେଇ ଦଳର କୋର କମିଟି ବିଚାରବିମର୍ଶ ଚଳାଇଛି ।…
Read More...

ବିଜେଡ଼ି-ପାଠକ-ପାଣିଗ୍ରାହୀ ବିବାଦକୁ ଡ଼େଇଁଲେ ପ୍ରଦୀପଙ୍କ ପତ୍ନୀ ସୁଜାତା: ଚାଟାର୍ଡ଼ ଫ୍ଲାଇଟରେ ଆକାଶଙ୍କ ସହ…

ଭୁବନେଶ୍ୱର: ପାଠକ-ବିଜେଡ଼ି-ପାଣିଗ୍ରାହୀ ବିବାଦରେ ପ୍ରବେଶ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା । ବିଜେଡ଼ି ‘ମୋ ପରିବାର’ ମୁଖ୍ୟ ଅରୁପ ପଟ୍ଟନାୟକ ଚାଟାର୍ଡ଼ ଫ୍ଲାଇଟରେ ଆକାଶ ପାଠକଙ୍କ ସହ ପୁନେ…
Read More...

ଅଟଳ ଇନକ୍ୟୁବେଶନ ସେଣ୍ଟର ପକ୍ଷରୁ ଜାତୀୟ ସୌରଶକ୍ତି କନକ୍ଲେଭ୍‍ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଟଳ ଇନକ୍ୟୁବେଶନ୍‍ ସେଣ୍ଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍‍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଜାତୀୟ ସୌର ଶକ୍ତି କନକ୍ଲେଭ ଅନୁଷ୍ଠିତ ହୋଇଛି ।  ଏହି ଅବସରରେ ଖ୍ୟାତି ସମ୍ପନ୍ନ…
Read More...

ସବୁ ଜରୁରୀ ସେବା ଲାଗି ଏଣିକି ଓଡ଼ିଶାରେ ଗୋଟିଏ ସହାୟତା ନମ୍ବର: ୧୧୨

ଭୁବନେଶ୍ୱର: ସମସ୍ତ ଜରୁରୀକାଳୀନ ସେବାରେ ପହଞ୍ଚିବା ପାଇଁ ବର୍ତ୍ତମାନ ଓଡିଶାରେ ଏକକ ଜରୁରୀକାଳୀନ ସହାୟତା ନମ୍ବର ଜାରି କରିଛନ୍ତି ସରକାର । ଏହି ନମ୍ବରଟି ହେଉଛି ୧୧୨ (ୱାନୱାନଟୁ) । ଏହି ନମ୍ବର ବ୍ୟବହାର କରି ଜଣେ…
Read More...

୫୦୦ରୁ ୬୦୦ ଟଙ୍କା ମଧ୍ୟରେ ମିଳିବ କୋଭିଡ଼ ଟୀକା: ତଥାପି ଟୀକା ନେବାକୁ ତରବର ନୁହନ୍ତି ୫୯% ଭାରତୀୟ

ନୂଆଦିଲ୍ଲୀ: ଭାରତରେ ଫେବ୍ରୁଆରୀ ସୁଦ୍ଧା ଉପଲବ୍ଧ ହେବ କରୋନା ଟୀକା । ଏହାର ମୂଲ୍ୟ ୫ଶହରୁ ୬ଶହ ଟଙ୍କା ମଧ୍ୟରେ ପଡ଼ିବ । ମାତ୍ର ଏହା ସତ୍ବେ ଟୀକା ନେବା ପାଇଁ ଭାରତୀୟମାନେ ଏତେ ତରବର ନୁହନ୍ତି । ଏକ ସର୍ବେକ୍ଷଣ…
Read More...

ବଜାରକୁ ଆସିଲା ନିଶାନର ମ୍ୟାଗ୍ନାଇଟ୍; ପ୍ରାରମ୍ଭିକ ମୂଲ୍ୟ ମାତ୍ର ୪.୯୯ ଲକ୍ଷ ଟଙ୍କା

ମୁମ୍ବାଇ: ଅଟୋମୋବାଇଲ ନିର୍ମାତା ନିଶାନ ଇଣ୍ଡିଆ ଭାରତରେ ଲଞ୍ଚ କରିଛି ଛୋଟ ଏସୟୁଭି ମ୍ୟାଗନାଇଟ୍ । ଏହି ନୂତନ ଗାଡ଼ିର ମୂଳ୍ୟ ମାତ୍ର ୪.୯୯ ଲକ୍ଷରୁ ଆରମ୍ଭ ହୋଇଛି । କମ୍ପାନୀ ଏଥିପାଇଁ ସର୍ବଭାରତୀୟ ବୁକିଂ ଆରମ୍ଭ…
Read More...

ପାଠକ ବାପ-ପୁଅଙ୍କୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି

ଭୁବନେଶ୍ୱର: ଆସନ୍ତା କାଲିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ । ଭିଜିଲାନ୍ସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ ସମ୍ପର୍କରେ…
Read More...

ବିଜେପିର ‘ପରୀ’ ପଣ: ନ୍ୟାୟ ମିଳିବା ପର୍ଯ୍ୟନ୍ତ ଜାରି ରହିବ ସଂଗ୍ରାମ

ଭୂବନେଶ୍ୱର:ଆଇନ ଆଗରେ ବଡ ସାନର ବିଭେଦ ନାହିଁ। ପରୀ ଗରିବ ଅଟୋ ଡ୍ରାଇଭରର ଝିଅ। ପରୀର ଅପହରଣ ଓ ହତ୍ୟା କ’ଣ ଏକ ଛୋଟ ଘଟଣା ? ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ପାଇଁ ବିଧାନସଭାରେ ଲମ୍ବା ସମୟ…
Read More...

‘ପାଠକ’ ପ୍ରସଙ୍ଗରେ କଂଗ୍ରେସ ସ୍ବର ଶାଣିତ : ସରକାରଙ୍କୁ କଂଗ୍ରେସ ପଚାରିଲା ୭ ପ୍ରଶ୍ନ

ଭୁବନେଶ୍ୱର:  ରାଜ୍ୟରେ ବହୁ ଚର୍ଚ୍ଚିତ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତି ପେଡି ଯେତେ ଖୋଲିଲେ ବି ସରିବାର ନାଁ ଗନ୍ଧ ଧରୁନାହିଁ। ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ଏକଦା…
Read More...

ମହୁରେ ’ଚିନି ସିରା’ ଓ ’ଚାଉଳ ମଣ୍ଡ’: ନାମୀ-ଦାମୀ କମ୍ପାନୀ ନମୁନା ପରୀକ୍ଷଣରେ ଫେଲ୍

ନୂଆଦିଲ୍ଲୀ: ବଜାରରେ ମିଳୁଥିବା ନାମୀ କମ୍ପାନୀର ଦାମୀ ମହୁ ବି ଭେଜାଲ । ଖାଲି ଭେଜାଲ ନୁହେଁ, ଚିନି ସିରା ଓ ଚାଉଳ ମଣ୍ଡ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ବର୍ତମାନ କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି…
Read More...

ଆଜି ଲିଙ୍ଗରାଜ ମନ୍ଦିର ଗସ୍ତ କରି ଏକାମ୍ରକ୍ଷେତ୍ର ଉନ୍ନତିକରଣର ସମୀକ୍ଷା କରିବେ ନବୀନ

ଭୁବନେଶ୍ବର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ଗସ୍ତ କରି ଏକାମ୍ରକ୍ଷେତ୍ର ଉନ୍ନତିକରଣର ସମୀକ୍ଷା କରିବେ…
Read More...

ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍‌ପ୍‌ଲାଇନ୍ ନମ୍ବର‌ ୧୧୨

ଭୁବନେଶ୍ବର : ରାଜ୍ୟରେ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୁଲିସ, ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ…
Read More...

କଟକରୁ ନକଲି ସାମଗ୍ରୀର କାରବାର ରୋକିବା ପାଇଁ ଗଠନ ହେବ ୧୦ଟି ସ୍କ୍ବାଡ୍‌

କଟକ : କଟକରେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଛି। କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳ ଭେଜାଲ ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଛି। ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି…
Read More...

ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ଫି ନିର୍ଦ୍ଧାରଣ କଲେ ରାଜ୍ୟ ସରକାର, ୪୦୦ ଟଙ୍କାରେ ହେବ ଆରଟି-ପିସିଆର ଟେଷ୍ଟ

ଭୁବନେଶ୍ବର : ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟ ଫି’ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏଣିକି ମାତ୍ର ୪୦୦ ଟଙ୍କାରେ ଘରୋଇ ଲ୍ୟାବରେ ଆପଣ କରୋନା ଆରଟି-ପିସିଆର ଟେଷ୍ଟ କରିପାରିବେ। ଜିଏସଟି ସହିତ ଘରୋଇ…
Read More...

ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ କୋହଲି 

କାନବେରା : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ୩ୟ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି  ଭାରତୀୟ…
Read More...

କରୋନା ଟିକା ବଣ୍ଟନ ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଜୋରଦାର : ବିଡ଼ିଓଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର :ଦୀର୍ଘ ୮ମାସ ଧରି ବିଶ୍ୱକୁ ନାକେଦମ କରି ରଖିଥିବା କରୋନା ମହାମାରୀ ଏବେ ପରାଜିତ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ଆଶ୍ବସ୍ତ…
Read More...

ରାଜ୍ୟରେ କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଦିନକରେ ୪୮୦ ଆକ୍ରାନ୍ତ ଚିହ୍ନଟ, ୬ ମୃତ

ଭୁବନେଶ୍ବର : ନଭେମ୍ବର ମାସରେ ଶୀତ ପଡିବ । କରୋନା ମହାମାରୀ ତାର ପ୍ରଭାବ ଅଧିକ ଦେଖାଇବ। ଏହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ଯେଉଁ ଆକଳନ କରୁଥିଲେ ତାହା ଭୁଲ ପ୍ରମାଣିତ ହୋଇଛି। ନଭେମ୍ବରରେ ରାଜ୍ୟରେ…
Read More...

ବହୁତଳ କୋଠା ନିର୍ମାଣ ବିଳମ୍ବିତ : ବର୍ଷେ ପରେ ବି ଘର ଛାଡ଼ୁ ନାହାନ୍ତି ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର : ବିଧାୟକ କଲୋନୀରେ ବହୁତଳ କୋଠା ନିର୍ମାଣ ନେଇ ଗତବର୍ଷ ଅକ୍ଟୋବର ମାସରେ ସରକାର ନିଷ୍ପତ୍ତି ନେଇଥିଲେ। ଏ ଭିତରେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ୟୁନିଟ ୪ସ୍ଥିତ ବିଧାୟକ କଲୋନୀରେ ଘର ପାଇଥିବା ବହୁ…
Read More...

ପୂର୍ବତଟ ରେଳପଥର ୨୫ ଟ୍ରେନ୍ ଚଳାଚଳ ସମୟରେ ପରିବର୍ତ୍ତନ

ଭୁବନେଶ୍ବର  : ୨୫ ଟ୍ରେନ୍ ଓ ୩ ଯୋଡା ବିଶେଷ ଟ୍ରେନ୍ର ଚଳାଚଳ ସମୟ ପରିବର୍ତ୍ତନ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଶନିବାର ପୂର୍ବାହ୍ନ ୯.୩୦…
Read More...

ସବ୍ୟସାଚୀଙ୍କ ନିଆରା ପ୍ରୟାସ : ଲକ୍‌ଡାଉନ ପାଇଁ ରାସ୍ତାକଡରେ ପଡିରହିଥିବା ୩୦୦ ବସ୍ତା ମାନସିକ ନଡ଼ିଆ ମା’ ତାରିଣୀଙ୍କ…

ଭୁବନେଶ୍ୱର : ମାନସିକ ନଡ଼ିଆ ପଛରେ ଥାଏ ଆଶା, ଭରସା, ସୁଖ ଆଉ ଦୁଃଖର କାହାଣୀ। ସାଧାରଣ ମଣିଷଟିଏ ମାନସିକ ପୂରଣ ପାଇଁ ନଡ଼ିଆରାଣୀ ମା’ ତାରିଣୀଙ୍କୁ ନଡ଼ିଆ ଦେଇଥାଏ। ତାଲାବନ୍ଦ ସମୟରେ ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା…
Read More...

ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଏଣିକି ଇ-ଚାଲାଣରେ ହେବ ଜୋରିମାନା ଆଦାୟ

ଭୁବନେଶ୍ବର : ଏଣିକି ମୋଟରଯାନ ଆଇନ୍‌ ଉଲ୍ଲଘଂନ ଅଭିଯୋଗରେ ଆଦାୟ ହେଉଥିବା ଜୋରିମାନା କେବଳ ଇ-ଚାଲାଣ ମାଧ୍ୟମରେ କଟାଯିବ। ପୂର୍ବପରି ରସିଦ୍‌ ବହିରେ (ମାନୁଆଲ୍‌) ଜୋରିମାନା ଆଦାୟ ହେବନି। ରାଜ୍ୟରେ ମଙ୍ଗଳବାରଠାରୁ ଏହି…
Read More...

ଦେଶରେ ଦିନକରେ ୩୬,୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୫୦୧ମୃତ

ନୂଆଦିଲ୍ଲୀ : କିଛି ଦିନ କରୋନା ସଂକ୍ରମିତଙ୍କ ଦେଶରେ କମ୍‌ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ସେହି ପରିମାଣରେ କିଛଟା ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
Read More...

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ଭୁଲିଗଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇପାରୁନି। ତାରିଖ ବାରମ୍ବାର ବଦଳୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ ନୂଆ ରୂପ ନେଇପାରୁନି। କୁଳପତି ଓ କୁଳସଚିବ ନିଯୁକ୍ତି ପ୍ରକ୍ରିୟା ଫାଇଲ ଭିତରେ…
Read More...

ଅର୍ଥନୀତି କିଛିଟା ସୁଧାର ଆସିବା ପରେ, ରାଜ୍ୟରେ ଆର୍ଥିକ କଟକଣାରେ କୋହଳ

ଭୁବନେଶ୍ୱର : ରାଜ୍ୟରେ ଲାଗୁ ହୋଇଥିବା ଆର୍ଥିକ କଟକଣାରେ କିଛିମାତ୍ରାରେ କୋହଳ କରାଯାଇଛି। କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ ହଟାଇଛି ରାଜ୍ୟ ଅର୍ଥ ବିଭାଗ । ଏନେଇ ଅର୍ଥ…
Read More...

ଆଜିଠୁ ୮ ତାରିଖ ଯାଏ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ, ମାଓ ଅଧ୍ୟୁଷିତ ଜିଲାଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର : ଆଜିଠାରୁ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ। ଡିସେମ୍ବର ୨ରୁ  ଆସନ୍ତା ୮ ତାରିଖ ଯାଏ ଏହି ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହକୁ…
Read More...

ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର : ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଥିବା ଜଣାପଡିଛି।…
Read More...

ଅନ୍ତିମ ଦିନିକିଆ ଟସ୍‌ ଜିତି ବ୍ୟାଟିଂ କରୁଛି ଭାରତ

କାନବେରା : ପ୍ରଥମ ୨ଟିଯାକ ଦିନିକିଆ ମ୍ୟାଚ୍ ଜିତି ସିରିଜ୍‌ ହାତେଇ ସାରିଛି ଘରୋଇ ଅଷ୍ଟ୍ରେଲିଆ। ବୁଧବାର ଏଠାକାର ମାନୁକା ଓଭାଲ୍‌ ଗ୍ରାଉଣ୍ଡରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି। ଭାରତ ଓ ଅଷ୍ଟ୍ରେଲିଆ…
Read More...

ଖୋଲୁଛି ପାଠକଙ୍କ ଦୁର୍ନୀତିର ପେଡି : ପୁଅ ଆକାଶଙ୍କ ୩ଟି ଆକାଉଣ୍ଟରେ ୧୪.୭୭କୋଟି କାରବାର

ଭୁବନେଶ୍ବର : ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିର ଚେର୍ ଏସ୍‌ଆଇଟି ଖୋଜିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ବେଳେ ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କ ବେଆଇନ୍ ସମ୍ପତ୍ତିର ଆୟ ଓ ବ୍ୟୟର ଆକଳନ…
Read More...

ପଶ୍ଚିମବଙ୍ଗ ସାଂସଦ ସୌମିତ୍ର ଖାନଙ୍କ ଦାବି: ବିଜେପି ସହ ଯୋଗାଯୋଗରେ ତୃଣମୂଳର ୬୦ ବିଧାୟକ; ସଂଖ୍ୟା ଗରିଷ୍ଠତା ପ୍ରମାଣ…

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ସମାପ୍ତ ହେବା ପରେ ଏବେ ପଶ୍ଚିମବଙ୍ଗର ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ଆସନ୍ତା ବର୍ଷ ମଧ୍ୟ ବେଳକୁ ପଶ୍ଚିମବଙ୍ଗ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସ୍ଥିତିରେ…
Read More...

କରୋନା ଟୀକାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ, ଦେଶର ସମସ୍ତ ନାଗରିକଙ୍କୁ ମିଳିବନି କରୋନା ଟୀକା

ନୂଆଦିଲ୍ଲୀ : କରୋନା ଭାଇରସ ମଧ୍ୟରେ କେବେ ଲୋକଙ୍କୁ ଟୀକା ମିଳିବ, ତା’କୁ ସମସ୍ତେ ଚାତକ ଭଳି ଚାହିଁବସିଛନ୍ତି। କେବେ ଆସିବ କରୋନା ଟୀକା ? କାହାକୁ ମିଳିବ ଭ୍ୟାକସିନ୍ ? ଟୀକା ଖବରକୁ ନେଇ ସମସ୍ତଙ୍କ ମନରେ ରହିଛି…
Read More...

ମମତାଙ୍କ ନିଶାଣରେ ମୋଦୀ: ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ଶୈଳୀ ଉପରେ ଅଙ୍ଗୁଳି ଉଠାଇବା ସହ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ନେଇ ଉଠାଇଛନ୍ତି ଅନେକ ପ୍ରଶ୍ନ…
Read More...

ବନ୍ଦ ହେବ ତାଳଚେର ଥର୍ମାଲ ପ୍ଲାଣ୍ଟ ! ୩୧ ଡ଼ିସେମ୍ବରରେ ସରୁଛି ପରିବେଶ ମଞ୍ଜୁରୀ ଅବଧି

ତାଳଚେର: ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଲାଣ୍ଟ(ଟିଟିପିଏସ)ର ପରିବେଶ ମଞ୍ଜୁରୀ ଅବଧି ଡିସେମ୍ବର ୩୧ରୁ ଶେଷ ହୋଇଯାଉଥିବାରୁ ଏହି ବିଦ୍ୟୁତ ପ୍ରକଳ୍ପ ଉକ୍ତ ଦିନ ମଧ୍ୟ ରାତ୍ରୀରୁ ବନ୍ଦ ହୋଇଯିବ ବୋଲି ବିଶେଷ…
Read More...

ଯୋଗୀ ଆଦିତ୍ୟନାଥ- ଅକ୍ଷୟକୁମାର ଭେଟ: ଉତ୍ତରପ୍ରଦେଶରେ ଚଳଚ୍ଚିତ୍ର ସହର (ଫିଲ୍ମ ସିଟି) ସ୍ଥାପନ ଚର୍ଚା ଜୋର

ଉତ୍ତରପ୍ରଦେଶରେ ଫିଲ୍ମ ସିଟି (ଚଳଚ୍ଚିତ୍ର ସହର) ସ୍ଥାପନ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଏହି କ୍ରମରେ ଚଳଚିତ୍ର ବ୍ୟକ୍ତିତ୍ବ ଓ ଶିଳ୍ପପତି, ପୁଞ୍ଜିନିବେଶକଙ୍କ ସହ ଆଲୋଚନା…
Read More...

ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍‍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ/ଭୁବନେଶ୍ୱର :  ଦେଶର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ…
Read More...

କରୋନା ଲାଗି ଫିକା ପଡ଼ିଲା ପୁରପଲ୍ଲୀର ପାରମ୍ପରିକ ରାସ ଉତ୍ସବ

ବଡ଼ମ୍ବା : ପବିତ୍ର କାର୍ତ୍ତିକ ପଞ୍ଚକ ଅବସରରେ ବଡ଼ମ୍ବାର ଗୋପପୁର,ଗୋପୀନାଥପୁର,ବନମାଳୀପୁର ସମେତ ପୁରପଲ୍ଲୀରେ ପାରମ୍ପରିକ ରାସ ଉତ୍ସବ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍‍…
Read More...

ରାଜ୍ୟର ୪ ସହରରେ ‘ପାଠକ’ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ: ଭୁବନେଶ୍ବର, ବଲାଙ୍ଗିର, ବ୍ରହ୍ମପୁର ଓ ସମ୍ବଲପୁରରେ ଚଢ଼ଉ

ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ ହୋଇଥିବା ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗର ଚେର ଖୋଜୁଛି ଏସଆଇଟି । ମଙ୍ଗଳବାର ଭିଜିଲାନ୍ସ ଏସଆଇଟିର ଭିନ୍ନଭିନ୍ନ ଦଳ ଭୁବନେଶ୍ବର, ବଲାଙ୍ଗିର, ବ୍ରହ୍ମପୁର,…
Read More...

ବଡ଼ମ୍ବାରେ ଆମ ପୁଲିସ ସମିତି କାର୍ଯ୍ୟକ୍ରମ : ଆସ୍ଥା ଅଛି ହେଲେ ପୁଲିସ ପ୍ରତି ଭରସା କମୁଥିବା ନେଇ ବୁଦ୍ଧିଜୀବୀଙ୍କ…

ବଡ଼ମ୍ବା : ସାଧାରଣ ଜନତାଙ୍କ ମଧ୍ୟରେ ଏବଂ ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଆଇନଶୃଖଂଳା ରକ୍ଷା ନେଇ ପୂର୍ବଭଳି ଆଉ ପୁଲିସ ଉପରେ ଭରସା ରହୁନଥିବା ଅଭିଯୋଗ ହେଉଛି। ଯାହାଫଳରେ କି ସହର ଭଳି ଗାଁ ଗହଳି ଏବେ ଅପରାଧ…
Read More...

ନବରଙ୍ଗପୁରରେ ଜିଲାସ୍ତରୀୟ ଧାନମଣ୍ଡି ଉଦ୍‍ଘାଟନ, ପ୍ରଥମ ପର୍ଯ୍ୟାୟରେ କିଣାଯିବ ୧୦,୫୬,୭୧୬ କୁଣ୍ଟାଲ ଧାନ

ନବରଙ୍ଗପୁର : ନିୟନ୍ତ୍ରୀତ ବଜାର କମିଟିର ମୁଖ୍ୟବଜାର ପ୍ରାଙ୍ଗଣରେ ଜିଲାସ୍ତରୀୟ ଧାନ ମଣ୍ଡିର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲାପାଳ ଭାସ୍କର ରଇତ ସଭାପତିତ୍ୱ…
Read More...

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରୋଗୀ କଲ୍ୟାଣ ସମିତି ବୈଠକ

ବାଙ୍କୀ : ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନୟନ ମୂଳକ କାର୍ଯ୍ୟ ଓ ରୋଗୀ ସେବା ସମ୍ପର୍କରେ ଜାଣିବା ପାଇଁ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ ମଙ୍ଗଳବାର ଦିନ ପୂର୍ବାହ୍ନରେ…
Read More...

ସ୍ବାଭିମାନ ଅଞ୍ଚଳ ବିକାଶରେ ବ୍ୟାପକ ଦୁର୍ନୀତି ହୋଇଛି : କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ବିକାଶରେ ବ୍ୟାପକ ଦୁର୍ନୀତି ହୋଇଛି । ଏଠାରେ ସ୍ବଚ୍ଛ ଭାରତ ଅଭିଯାନ ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟରେ ଯାବତୀୟ ଅନିୟମିତତା ହୋଇଛି । ସାଧାରଣ…
Read More...

ରାଜ୍ୟର ଗୁଇନ୍ଦା ଓ ଭିଜିଲାନ୍ସ ବିଭାଗ ଫେଲ୍‌ ମାରିଥିବା ଯୋଗୁଁ ସରକାରୀ ପଦଦବୀରେ ଥିବା ବାବୁ କୋଟି କୋଟି ଅର୍ଥ ହଡପ…

ଭୁବନେଶ୍ୱର  :  ଭାରତବର୍ଷର ସମ୍ବିଧାନ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଏବଂ ମହାନ ସମ୍ବିଧାନ ବୋଲି ସର୍ବଜନ ଆଦୃତ। ଗଣତନ୍ତ୍ର ସେତେବେଳେ ସୁଦୃଢ଼ ଯେତେବେଳେ ଗଣତାନ୍ତ୍ରିକ ମୁଲ୍ୟବୋଧ ପ୍ରତି ପ୍ରଗାଢ଼ ବିଶ୍ୱାସ ଏବଂ ନିଷ୍ଠା…
Read More...

୨ ଶିକାରୀଙ୍କୁ ଧରିଲା ଜଙ୍ଗଲ ବିଭାଗ: ହରିଣ ସିଂଘ, ଚମଡା, ଫାଶ ସହ ଦେଶୀ ବନ୍ଧୁକ ଜବତ

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡର ବିଭିନ୍ନ ଅଂଚଳରେ ଗତ କିଛିଦିନ ହେବ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ଥିବା ଜଣାପଡିଛି।କେତେବେଳେ ଚୋରା ଦେଶୀ ବନ୍ଧୁକରେ ଜନ୍ତୁ ଶିକାର କରୁଥିବା ବେଳେ ଆଉକେତେବେଳେ ସଂରକ୍ଷିତ ଜଂଗଲ…
Read More...

ପୁରୀ ହାଜତ ମୃତ୍ୟୁ: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ

ପୁରୀ: ପୁରୀ ହାଜତ ମୃତ୍ୟୁ ମାମଲାରେ ଓଡିଶା ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ହାଇକୋର୍ଟଙ୍କ ମଧ୍ୟବର୍ତୀକାଳୀନ ନିର୍ଦେଶ ଅନୁସାରେ ଏହି ଅର୍ଥ ପ୍ରଦାନ କରାଯାଇଥିବା ସୂଚନା…
Read More...

୩ ଜିଲାରେ ୪ ଦୁର୍ଘଟଣା; ଜଣେ ମହିଳାଙ୍କ ସହ ୫ ମୃତ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ୫ ଜଣ ଲୋକଙ୍କର ପ୍ରାଣ ଯାଇଛି । ଏହି ଦୁର୍ଘଟଣାଗୁଡ଼ିକରେ ୬ ଜଣ ଆହତ ହୋଇଛନ୍ତି । ବାଲେଶ୍ବର ସୀମାନ୍ତବର୍ତୀ କାକୁଡ଼ିଆ ଅଞ୍ଚଳର  ନିରଂଜନ ରାଉତ, ତାଙ୍କ ପତ୍ନୀ…
Read More...

ରାସ୍ତା ନିର୍ମାଣର ମାନକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ

ନର୍ଲା : ନର୍ଲା-ମ.ରାମପୁର ରାଜ୍ୟ ରାଜପଥ ବାଗ୍‍ପୁର ଗାଁ ନିକଟରୁ କୁସୁମାଲ୍‍ ଯାଏଁ ପ୍ରାୟ ୬ କିଲୋମିଟର ତିଆରି ହେଉଛି ପିଚୁରାସ୍ତା। ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ସରକୀର ଅର୍ଥ ରାଶିରେ ନିର୍ମାଣାଧିନ ଏହି ରାସ୍ତା କାମକୁ…
Read More...

ବ୍ରହ୍ମପୁରରୁ ବ୍ରାଉନ ସୁଗାର ଜବତ : ୨ ଯୁବକ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଚାଲିଛି ବ୍ରାଉନସୁଗାର କାରବାର । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ଧଳା ଜହର ଆଣି ବିକ୍ରି କରାଯାଉଛି । ଟାଉନ ଥାନା ପୁଲିସ ଆଜି ୨ ଯୁବକଙ୍କ ଠାରୁ ୧୫.୭୭ ଗ୍ରାମ ବ୍ରାଉନ ସୁଗାର ଜବତ…
Read More...

ପରଲୋକଗତ କୋଭିଡ଼ ଯୋଦ୍ଧାଙ୍କ ପରିବାରକୁ ଭେଟିଲେ ତିର୍ତୋଲ ବିଧାୟକ

ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ କୋଭିଡ଼ ଆକ୍ରାନ୍ତରେ ପ୍ରାଣ ହରାଇଥିବା ରଘୁନାଥପୁର ବ୍ଲକ ବରାଗୋଳ ଗ୍ରାମର କରୋନା ଯୋଦ୍ଧା ସନାତନ ମଲିକଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ତାଙ୍କ ବାସଗୃହରେ ଭେଟିବା ସହିତ ସମବେଦନା…
Read More...

ଓଡ଼ିଶାରୁ ବାଲି ଲୁଟୁଛି ଛତିଶଗଡ଼: ୯ଟ୍ରାକ୍ଟରରୁ ୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ପଦ୍ମପୁର: ଓଡ଼ିଶାରୁ ବାଲି ଚାଲାଣ ହେଉଛି ଛତିଶଗଡ଼ । ଛତିଶିଗଡ଼ି ଟ୍ରାକ୍ଟର ବୋହୁଛି ଦିନରାତି ବାଲି । ଏହି ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାକୁ କେହି ନାହିଁ । ପଦ୍ମପୁର ଉପ ଖଣ୍ତ ଅଂଗ ନଦୀ ସମ୍ବଲପୁରୀ ଘାଟରୁ…
Read More...

କରୋନା ଟୀକା ନେଇ ଆଶ୍ବସ୍ତି : ୟୁରୋପୀୟ ଔଷଧ ନିୟାମକ ଡ଼ିସେମ୍ବର ୨୯ ବୈଠକରେ ମିଳିପାରେ ଅନୁମତି

ବର୍ଲିନ୍ : ୟୁରୋପୀୟ ମେଡିସିନ୍ ଏଜେନ୍ସି (ଔଷଧ ସଂକ୍ରାନ୍ତ ନିୟାମକ) କରୋନା ଟୀକା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ନିମନ୍ତେ ଡ଼ିସେମ୍ବର ୨୯ ତାରିଖରେ ଡ଼ାକିଛି ବୈଠକ । ଫାଇଜର ଓ ବାୟୋଟେକ୍ ଦ୍ବାରା ବିକଶିତ…
Read More...

ପ୍ରଦୀପଙ୍କ ଜାଗାରେ ମୁଁ ଥିଲେ ଝିଅକୁ ସେଠି ବାହା ଦେଇ ନଥାନ୍ତି: ପ୍ରତାପ ଦେବ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳର ବହିଷ୍କାର କରାଯିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇଛି।…
Read More...

ଆସନ୍ତା ବର୍ଷ ସୁଦ୍ଧା ୨୦ ନିୟୁତ ଟନ୍ ଲୁହାପଥର ଉତ୍ତୋଳନ ନିମନ୍ତେ ଓଡ଼ିଶା ଖଣି ନିଗମର ଲକ୍ଷ୍ୟ

ଓଏମସିରେ ସିଏମଏସ୍- ଏସଏମଏସ୍ ବ୍ୟବସ୍ଥା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ https://youtu.be/2Sh94UYNWIw ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ OMC ର ଗ୍ରାହକ…
Read More...

ପରୀକୁ ନ୍ୟାୟ ଏବଂ ବିଧାନସଭା ମୁଲତବି କରିବା ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କୌଣସି ବାଟ ଛାଡ଼ୁନାହିଁ ବିଜେପି । ମନ୍ତ୍ରୀ ଅରୁଣ ସାହୁଙ୍କୁ ସରକାର ବରଖାସ୍ତ କରିବା ଏବଂ ପରୀ ମୃତ୍ୟୁ ପ୍ରସଙ୍ଗର ସିବିଆଇ ତଦନ୍ତ ଦାବିରେ ବିଜେପି ରାଜ୍ୟପାଳଙ୍କ…
Read More...

ବିଜେଡ଼ି ଖୋଲିଲା ପ୍ରଦୀପ ପାଣିଗ୍ରାହୀଙ୍କ ଗୁମର; ଜନବିରୋଧୀ କାର୍ଯ୍ୟର ତାଲିକା ଜାରି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡ଼ି ଜାରି କରିଛି ତାଙ୍କର ଜନବିରୋଧୀ କାର୍ଯ୍ୟର ଚିଠା । ଦଳର ଗଣମାଧ୍ୟମ ସଂଯୋଜକ ମାନସ ମଙ୍ଗରାଜଙ୍କ…
Read More...

ପରୀ ହତ୍ୟାକାଣ୍ଡ : ନୟାଗଡ଼ ଯଦୁପୁରରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା

ନୟାଗଡ : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ନୟାଗଡ଼ ଗସ୍ତରେ ଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁରେ ପହଞ୍ଚିଛନ୍ତି। ଅରୁଣ ବ୍ରୋଥାଙ୍କ ସହ ଏସ୍‌ଆଇଟିର ୪ ଜଣିଆ ଟିମ୍‌ ପରୀର ଗାଁ…
Read More...

କରୋନା ଭୟ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଲା ଆଶ୍ବସ୍ତିର ଖବର: ଦେଶରେ ହ୍ରାସ ପାଇଛି ମେଲେରିଆ ମୃତ୍ୟୁ

ମିଳିତ ଜାତିସଂଘ: ଦେଶରେ କରୋନା ସଙ୍କଟ ତୀବ୍ର ହୋଇଥିବାବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଏକ ବଡ଼ ଆଶ୍ବସ୍ତିର ଖବର । କେବଳ ଭାରତ ନୁହେଁ ଦକ୍ଷିଣ ଏସିଆରେ ମେଲେରିଆ ହ୍ରାସ ପାଇବା ସହ ମେଲେରିଆ ଜନିତ ମୃତ୍ୟୁ…
Read More...

ବାଇକ୍‌ରେ ବୋମାଧରି ଯାଇଥିବା ବେଳେ ଚକା ସ୍ଲିପ କରିବାରୁ ଫୁଟିଗଲା ବୋମା : ଜଣେ ମୃତ, ୧ ଗୁରୁତର

ଗଞ୍ଜାମ : ବାଇକ୍‌ରେ ବୋମା ଧରି ଯିବା ବେଳେ ଗାଡି ଚକା ସ୍ଲିପ କରିଯିବାରୁ ଫାଟିଗଲା ବୋମା। ପ୍ରଚଣ୍ଡ ଶବ୍ଦ କରି ବୋମାଟି ଫାଟିବା ଫଳରେ ବାଇକରେ ବୋମା ଧରି ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ…
Read More...

କୋଭିଡ ନିୟମ ଉଲ୍ଲଘଂନ କରି ସ୍କୁଲରେ ଚାଲିଥିଲା ପାଠପଢା, ଖବର ପାଇ ସ୍କୁଲକୁ ସିଲ୍‌ କଲା ବିଏମସି

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁସାରେ ସମସ୍ତ ସ୍କୁଲରେ ଅଫଲାଇନ୍‌ ପାଠ ପଢା ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନରେ ପାଠ…
Read More...