www.samajalive.in
Saturday, December 6, 2025
26.1 C
Bhubaneswar

୩୩ ସାଙ୍ଗଠନିକ ଜିଲା ପାଇଁ ଆଇନ ସେଲ ଅଧ୍ୟକ୍ଷ ଓ ଆବାହକ ନିଯୁକ୍ତି ଦେଲା କଂଗ୍ରେସ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍‍ ବିଭାଗର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇନ୍‍ଜୀବୀ ଶ୍ରୀ ସୁରେନ୍ଦ୍ରନାଥ କର ଦାୟିତ୍ୱ ନେବା ପରେ ୩୩ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ନିମନ୍ତେ ଆବାହକ / ଅଧ୍ୟକ୍ଷମାନଙ୍କର ନାମ ତାଲିକା ଘୋଷଣା କରାଯାଇଛି ।
ଅନୁଗୁଳ ଜିଲ୍ଲା ନିମନ୍ତେ  ଧର୍ମେନ୍ଦ୍ରନାଥ ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ବୌଦ୍ଧ ଜିଲ୍ଲା – ବିଶ୍ୱଜିତ୍‍ ମିଶ୍ର, ବାଲେଶ୍ୱର – ସତ୍ୟସୁନ୍ଦର ଦାସ, ଭୁବନେଶ୍ୱର – ମନୋଜ ନାୟକ, ବରଗଡ – ପଞ୍ଚାନନ ମିଶ୍ର, ବଲାଙ୍ଗୀର – ଅରବିନ୍ଦାକ୍ଷ ପୂଜାରୀ, ଭଦ୍ରକ – ଦିଲ୍ଲୀପ କୁମାର ମହାପାତ୍ର, କଟକ – ଦିଲ୍ଲୀପ କୁମାର ମହାରଣା, କଟକ ନଗର – ବିଭୁପ୍ରସନ୍ନ ମହାପାତ୍ର, ଢ଼େଙ୍କାନାଳ – ଅମ୍ଳାନ କୁମାର ଖଟୁଆ, ଦେବଗଡ – ସିଦ୍ଧେଶ୍ବର ଗୁରୁ, ଗଞ୍ଜାମ – ରବୀନ୍ଦ୍ର କୁମାର ଦେଓ, ଗଜପତି – ସନ୍ତୋଷ କୁମାର ପାଢ଼ୀ, ଯାଜପୁର – ନିତାଇ ଚରଣ ମହାନ୍ତି, ଝାରସୁଗୁଡା – ସିୟାରାମ ଦାସ, ଜଗତସିଂହପୁର – ନାରାୟଣ ମହାନ୍ତି, କେନ୍ଦୁଝର – ଆନନ୍ଦ ଚରଣ ସାହୁ, କନ୍ଧମାଳ – ପୀତାମ୍ବର ସାହୁ, କେନ୍ଦ୍ରାପଡା – ସୁରେଶ ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା – ଶିଶିର ରାଉତ, କଳାହାଣ୍ଡି – ସିଦ୍ଧାର୍ଥ ନାୟକ, କୋରାପୁଟ – ରମେଶ ପାତ୍ର, ମାଲକାନାଗିରି – ରାମଚନ୍ଦ୍ର ପଟ୍ଟନାୟକ, ମୟୁରଭଞ୍ଜ – ଜ୍ୟୋତିପ୍ରକାଶ ରଥ, ନବରଙ୍ଗପୁର – ରାମପ୍ରସାଦ ପାତ୍ର, ନୂଆପଡା – ଧରମବୀର ଯୋଶୀ, ନୟାଗଡ – ଅରୁଣ କୁମାର ମହାପାତ୍ର, ପୁରୀ – କାଳିପ୍ରସାଦ ନାୟକ, ରାଉରକେଲା – ଚିନ୍ମୟ ଦାସ, ରାୟଗଡା – ସି. ଜଗନମୋହନ ରାଓ, ସମ୍ବଲପୁର – ମନୋରଞ୍ଜନ ଦାସ, ସୁନ୍ଦରଗଡ – ସତ୍ୟଜିତ୍‍ ପଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ସୁଧିର କୁମାର ପଣ୍ଡା ରହିଛନ୍ତି ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories