‘ଭାରତ ବନ୍ଦ’ ସମୟରେ ଶାନ୍ତିରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ: କୃଷକ ସଂଗଠନ ଡାକରା ଦେଇଥିବା 'ଭାରତ ବନ୍ଦ' ସମୟରେ ଶାନ୍ତି ବଜାୟ ରଖିବା ଏବଂ ଏହାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ…
Read More...

ଟ୍ରକ୍ ଦୁର୍ଘଟଣାରେ ଚାଳକ ଓ ହେଲପର ମୃତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଅନ୍ତର୍ଗତ ବତ୍ରିବାଲି ଘାଟି ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।ଏକ ଟ୍ରକ୍ ଦୁର୍ଘଟଣାଗସ୍ତ ହୋଇ ଗାଡିଚାଳକ ଏବଂ ହେଲପରଙ୍କ ମୃତ୍ୟୁ…
Read More...

ମିଳିଲାନି ସରକାରୀ ବାଦାମ ବିହନ; ଧାର କରଜ କରି ବିଳମ୍ବରେ ଚାଷ

ବାଙ୍କୀ : ଚଳିତ ବର୍ଷ ଲଘୁଚାପ ବର୍ଷା, ବାତ୍ୟା ଓ ଅଗଷ୍ଟ ମାସ ଶେଷ ସପ୍ତାହରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ପ୍ରଭାବରେ ଅଧିକ କ୍ଷତିଗ୍ରସ୍ଥ ହୋଇଛି ବାଙ୍କୀ ଅଞ୍ଚଳର ଚାଷ ।ପାଗଯୋଗ ଦେଖି ଚାଷ ପାଇଁ ମଥା ଭିଡୁଥିବା ଚାଷୀ…
Read More...

ତେଲଙ୍ଗାନା ରାଜନୀତି: ୪ବର୍ଷରେ ବିଜେପି ଭୋଟ ୩୫୦% ବୃଦ୍ଧି; ଟିଆରଏସଠାରୁ ୦.୨୫% ଭୋଟରେ ପଛୁଆ

ନୂଆଦିଲ୍ଲୀ - ଭାରତୀୟ ଜନତା ପାର୍ଟି ଏବଂ ତେଲେଙ୍ଗାନାର ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି ମଧ୍ୟରେ ନିକଟରେ ଶେଷ ହୋଇଥିବା ହାଇଦ୍ରାବାଦ ପୌର ନିର୍ବାଚନରେ ​​ଭୋଟ୍ ବ୍ୟବଧାନ ରହିଛି ମାତ୍ର ୦.୨୫% । ଏହି ଭୋଟ ହିଁ …
Read More...

ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତିକଥା ସଂକଳନ ‘ଗାଁ କଥା’ର ଆଲୋଚନା ସଭା

ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ 'ଗାଁ କଥା' ପୁସ୍ତକ। ଗାଁକୁ ଭୋଗିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ…
Read More...

ଇଣ୍ଟରସିଟି ଧକ୍କାରେ ହାତୀ ମୃତ : ଡିଏଫଓ ଓ ଡିଆରଏମଙ୍କ ତଦନ୍ତ ନିର୍ଦେଶ

ଧମା/ମାନେଶ୍ବର: ସମ୍ବଲପୁର ଜିଲା ସଦର ବନରେଞ୍ଜ ଅନ୍ତର୍ଗତ ଗରଗଡ଼ବାହାଲ ରେଳ ଓଭରବ୍ରିଜ ନିକଟରେ ଶନିବାର ସନ୍ଧ୍ୟା ୬ଟା ୧୦ ମିନିଟ ସମୟରେ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ ଧକ୍କାରେ ମୃତ ଦନ୍ତା ହାତୀର ଶବ…
Read More...

ଢ଼େଙ୍କାନାଳ ନିକଟରେ ଓଲଟିଲା କାର; ଆଶା କର୍ମୀଙ୍କ ସହ ୨ ମୃତ

ଢ଼େଙ୍କାନାଳ: ରବିବାର ଅପରାହ୍ନରେ ଢ଼େଙ୍କାନାଳ ନିକଟରେ ଏକ କାର ଓଲଟି ୨ ଜଣ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ଡ଼୍ରାଇଭର ଫେରାର ହୋଇ ଯାଇଛି । ସୂଚନା ଅନୁସାରେ ନିରାଇ ଦାସ ନାମ୍ନୀ ଜଣେ ମହିଳାଙ୍କର…
Read More...

ସାମ୍ବାଦିକ ପରିଚୟ ଦେଇ ଚାକିରି ଦେବା ନାଁରେ ଯୁବତୀଙ୍କଠାରୁ ୯୭ ହଜାର ଟଙ୍କା ଠକେଇ

ପୁଲିସ ପଞ୍ଝାରେ ଠକ ସାମ୍ବାଦିକ ଭୁବନେଶ୍ୱର: ନିଯୁକ୍ତି ଦେବା ନାଁରେ ଜଣେ ଯୁବତୀଙ୍କୁ ୯୭ ହଜାର ଟଙ୍କା ଠକିନେବା ଅଭିଯୋଗରେ କମିଶନରେଟ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକ ନିଜକୁ ସାମ୍ବାଦିକ ପରିଚୟ…
Read More...

ଡିସେମ୍ବର ୮ରେ ଭାରତୀୟ ବଜାରକୁ ଆସିବ ମୋଟୋ ଜି-୯ ପାୱାର

ନୂଆଦିଲ୍ଲୀ : ମୋଟରୋଲାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ପାୱାର ଭାରତରେ ଲଞ୍ଚ ହେବାକୁ ଯାଉଛି। ମୋଟୋ ଜି-୯ ପାୱାରର ଶୁଭାରମ୍ଭ ଡିସେମ୍ବର ୮ମଧ୍ୟାହ୍ନ ୧୨ଟା ସମୟରେ ହେବାକୁ ଯାଉଛି ।ମୋଟରୋଲା ଇଣ୍ଡିଆ ପକ୍ଷରୁ ଏନେଇ…
Read More...

ଦକ୍ଷିଣରେ କଂଗ୍ରେସକୁ ଆଉ ଏକ ଧକ୍କା: ଦଳ ଛାଡ଼ିଲେ ବିଜୟାଶାନ୍ତି, ବିଜେପିରେ ଯୋଗଦେବା ସମ୍ଭାବନା

ତେଲଙ୍ଗାନାରେ ପୁଣି କଂଗ୍ରେସକୁ ଲାଗିଛି ଆଉ ଏକ ବଡ଼ ଧକ୍କା । ଦୁଇଦିନ ତଳେ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ କଂଗ୍ରେସ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବାର ଦୁଇଦିନ ପରେ ଦଳର ନେତ୍ରୀ ତଥା ଅଭିନେତ୍ରୀ…
Read More...

ସୟଦ ୟାସିର ନୱାଜ ଛାତ୍ର କଂଗ୍ରେସର ନୂଆ ମୁଖିଆ

 ଆଜି ଓଡ଼ିଶା ଛାତ୍ର କଂଗ୍ରେସକୁ ମିଳିଛି ନୂଆ ମୁଖିଆ। ଏନଏସୟୁଆଇ(ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ ଇଣ୍ଡିଆ)ରେ ଓଡ଼ିଶା ଶାଖାରେ ନୂଆ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତି ଦେଇଛି ।  ଏଆଇସିସି ସଭାପତିଙ୍କ…
Read More...

ବକେୟା ୩ ହଜାର ଟଙ୍କା ଲାଗି ସେଲ୍ କର୍ମଚାରୀଙ୍କୁ ପିଟିପିଟି ମାରିଦେଲା ମାଂସ ଦୋକାନୀ

ବନ୍ଧମୁଣ୍ଡା: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲକାନଗର ‘ସି’ ବ୍ଲକ ବସ୍ତିରେ ଉଧାରଟଙ୍କା ଦେଣ ନେଣ ନେଇ ଜଣେ ମାଂସ ବ୍ୟବସାୟୀଙ୍କ ମାଡ଼ରେ ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଭାଇ…
Read More...

ଇନ୍ଦୋର ଗସ୍ତରେ କେନ୍ଦ୍ରମନ୍ତ୍ରୀ; ଇନ୍ଦୋରର ଚଇଥ୍ରାମ ଓ କବିତଖେଡ଼ିର ବାୟୋ ସିଏନଜି ପ୍ଲାଂଟ ପରିଦର୍ଶନ କଲେ ଧର୍ମେନ୍ଦ୍ର

ଇନ୍ଦୋର/ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ଇନ୍ଦୋର ସହର ଗସ୍ତ କରି ଏକ ବୈଠକରେ ଯୋଗଦେବା ସହ ଚଇଥ୍ରାମର ଦୈନିକ ୨୦ ଟନ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ, କବିତଖେଡ଼ିର…
Read More...

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ମିଛ ବଳାତ୍କାର ମାମଲା ଲାଗି…

ବ୍ରହ୍ମପୁର: ଖୋଲୁଛି ପ୍ରଦୀପ ପାଣିଗ୍ରାହୀଙ୍କ ଗୁମର । ଆଉ ଏହି ଗୁମର ଏତେ ସାଂଘାତିକ ଯେ ତାହା ଅକଳ୍ପନୀୟ । ରାଜନୈତିକ ପ୍ରତିଶୋଧପରାୟଣ ହୋଇ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ବ୍ୟବହାର କରିଥିଲେ ଜଣେ…
Read More...

ଗଜପତି ଜିଲ୍ଲାପାଳ, ଜିଲ୍ଲା ଦୌରାଜର୍ଜ, ଆରକ୍ଷୀ ଅଧିକ୍ଷକଙ୍କ ନୂତନ ଜେଏମ୍ଏଫସି କୋଠା ପରିଦର୍ଶନ

ମୋହନା : ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ନୂତନ କୋଠାକୁ ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଦୌରାଜର୍ଜ ବିଶ୍ଵଜିତ ଦାଶ, ଆରକ୍ଷୀ…
Read More...

ଅଫେରା ରାଇଜକୁ ଚାଲିଗଲେ ପ୍ରସିଦ୍ଧ ହିନ୍ଦୀ ଓ ମରାଠୀ ଅଭିନେତା ରବି ପଟବର୍ଧନ

ମୁମ୍ବାଇ: ପରଲୋକରେ ପଟବର୍ଧନ । ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ତାଙ୍କର ମୁମ୍ବାଇରେ ପରଲୋକ ଘଟିଛି । ଶନିବାର ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା…
Read More...

କଂଗ୍ରେସ ନିଶାଣରେ ବିଜେଡ଼ି-ବିଜେପି : କହିଲା ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ

ଭୁବନେଶ୍ୱର : ପରୀ -ପ୍ରଦୀପ-ପାଠକ ପ୍ରସଙ୍ଗରେ କଂଗ୍ରେସ ଉଭୟ ବିଜେଡ଼ି ଓ ବିଜେପିକୁ ନିଶାଣ କରିଛି । କହିଛି ଉଭୟ ଦଳ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କଂଗ୍ରେସ ଅଭିଯୋଗ…
Read More...

ପିସିସି ପକ୍ଷରୁ ଡ. ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଭାରତ ରତ୍ନ ଡ. ବି.ଆର. ଅମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ କଂଗ୍ରେସ ପ୍ରଭାରୀ ଡ. ଏ. ଚେଲାକୁମାର,…
Read More...

୫୮ତମ ଗୃହରକ୍ଷୀ ଦିବସ ପାଳିତ

ନବରଙ୍ଗପୁର : ସ୍ଥାନୀୟ ରିଜର୍ଭ ପଡିଆଠାରେ ୫୮ତମ ଜିଲାସ୍ତରୀୟ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛିି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସପି ସି.ଏଚ. ହୃଦୟାନନ୍ଦ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ।…
Read More...

ଭାରତରେ ପହଞ୍ଚିଲା କୋଭିଡ଼ ଟୀକା ’ସ୍ପୁଟନିକ-ଭି’: ପୁନେରେ ମାନବ ପରୀକ୍ଷଣ ଆରମ୍ଭ

୧୭ ସ୍ବେଚ୍ଛାସେବୀଙ୍କୁ ଦିଆଗଲା କୋଭିଡ଼ ଟୀକା ସ୍ପୁଟନିକ-ଭି ୧୦୦ ନିୟୁତ ଡ଼ୋଜ ଟୀକା ଆମଦାନୀ କରିଛି ଭାରତ ୫୦ ନିୟୁତ ଲୋକଙ୍କୁ ଦୁଇଟି ଲେଖାଏଁ ଡ଼ୋଜ୍ ଦିଆଯିବ ପୁଣେ: ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାରତରେ…
Read More...

ଜୟନ୍ତୀରେ ଡଃ ରାଧାନାଥ ରଥଙ୍କୁ ମନ୍ତ୍ରୀ ରଣେନ୍ଦ୍ରଙ୍କ ଶ୍ରଦ୍ଧାସୁମନ ଅର୍ପଣ

ଆଠଗଡ : ଗଡଜାତ ଆନ୍ଦୋଳନର ଅନ୍ୟତମ ମୁଖ୍ୟ ସଂଗ୍ରାମୀ, ଶତାୟୁ ସାମ୍ବାଦିକ, ବିଶିଷ୍ଟ ସମାଜସେବୀ, ଆଠଗଡର ପୂର୍ବତନ ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଓ ସମାଜର ପୂର୍ବତନ ସଂପାଦକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ…
Read More...

ଜନ୍ମମାଟିରେ ଡକ୍ଟର ରାଧାନାଥ ରଥଙ୍କୁ ଶ୍ରଦ୍ଧାଞ୍ଜଳି

ବିଶ୍ୱନାଥ ବିଦ୍ୟାପୀଠରେ ରାଧାନାଥ ଜୟନ୍ତୀ ଆଠଗଡ : ବିଶିଷ୍ଟ ସମାଜସେବୀ, ଶତାୟୁ ସାଧକ, ସ୍ୱାଧୀନତା ସଂଗ୍ରାମୀ ଓ ସାମ୍ବାଦିକ ପଦ୍ମଭୂଷଣ ରାଧାନାଥ ରଥଙ୍କୁ ୧୨୪ତମ ଜୟନ୍ତୀ ଅବସରରେ ବିଶ୍ୱନାଥ ବିଦ୍ୟାପୀଠରେ ସଶ୍ରଦ୍ଧ…
Read More...

ସ୍ୱାମୀ ଦୟାନନ୍ଦ ସର୍ଭିସ୍‍ ମିଶନ ପକ୍ଷରୁ ଗୁରୁପ୍ରଣାମ ସମ୍ମାନ

ଭୁବନେଶ୍ୱର : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟ ସମାଜର ସହଯୋଗୀ ସଂଗଠନ ସ୍ୱାମୀ ଦୟାନନ୍ଦ ସର୍ଭିସ୍‍ ମିଶନ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଦିଆଯାଉଥିବା ‘ଗୁରୁପ୍ରଣାମ ସମ୍ମାନ - ୨୦୨୧’ ବର୍ଷ ପାଇଁ ରଚନାତ୍ମକ…
Read More...

ୱେସ୍କୋ ଘରୋଇକରଣକୁ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବିରୋଧ

ବ୍ରଜରାଜନଗର : ୱେସ୍କୋ ଘରୋଇକରଣକୁ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ବିରୋଧ କରାଯାଇଛି । ଘରୋଇକରଣ ପ୍ରତିବାଦରେ ଆଜି ବ୍ରଜରାଜନଗର ଖଲିଆକାନୀ ଗୀଡ଼ ପରିସରରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା ।…
Read More...

ରାଧାନାଥ ରଥ ଥିଲେ ଯୁଗସ୍ରଷ୍ଟା; କଖଡିରେ ବାବୁଜୀଙ୍କ ଜୟନ୍ତୀ ଉତ୍ସବ ପାଳିତ

ଗୁରୁଡିଝାଟିଆ : ତ୍ୟାଗ, ଉଦାରତା ଓ ମଣିଷ ପଣିଆ ଭାବରେ ପରିପୂର୍ଣ୍ଣ ଥିଲେ ରାଧାନାଥ ରଥ। ସ୍ୱାଧୀନତା ସଂଗ୍ରାମରେ ସୈନିକ ସାଜି ଯେଉଁ ମହାନ ପରାକାଷ୍ଠା ଦେଖାଇଛନ୍ତି ତାହା ଯୁବସମାଜ ପାଇଁ ଉଦାହରଣୀୟ। ତାଙ୍କ ନାମ…
Read More...

ଦ୍ବିତୀୟ ଟ୍ବେଣ୍ଟିି-୨୦; ଅଷ୍ଟ୍ରେଲିଆକୁ ୬ୱିକେଟରେ ହରାଇ ସିରିଜ ହାତେଇଲା ଭାରତ

ସିଡ୍‌ନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ଼ନୀରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କରିଛି ଭାରତ । ଆଜିର ମ୍ୟାଚ​‌ରେ ଅଷ୍ଟ୍ରେଲିଆକୁ ହରାଇ ତିନିଟିକିଆ…
Read More...

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ : ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୩୦ବଲରେ ୫୪ରନର ଆବଶ୍ୟକ

ସିଡନୀ : ସିଡନୀରେ ରବିବାର ଖେଳାଯାଉଥିବା  ଦ୍ୱିତୀୟ ଟି -୨୦ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୫ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।ଏହାର ଯବାବରେ ଭାରତୀୟ ଦଳ ୧୫ଓଭର ଖେଳ ଶେଷ…
Read More...

ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ପରଲୋକ

ରାଉରକେଲା: ରାଉରକେଲାର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ରବିବାର ପରଲୋକ ହୋଇଛି। ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ମଧୁମେହ ଓ ବୃକକ ଜନିତ…
Read More...

ଟ୍ବେଣ୍ଟି ୨୦ ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ, ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ସିଡ୍‌ନୀ: ୨ୟ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। କ୍ରମାଗତ ୨ଟି ବିଜୟ ପ‌ରେ ଭାରତୀୟ ଖେଳାଳି ଅତ୍ୟନ୍ତ ଉତ୍ସାହିତ ମନେ ହେଉଛନ୍ତି। ୨ୟ ଟ୍ବେଣ୍ଟି୨୦ ଜିତି ସିରିଜ୍ ହାତେଇବା ସହ ଦିନିକିଆ…
Read More...

ଗଞ୍ଜାମରେ ବିଶୃଙ୍ଖଳା ପାଇଁ ପ୍ରଦୀପ ଦାୟୀ: ସାନଖେମୁଣ୍ଡି ବିଧାୟକ

ବ୍ରହ୍ମପୁର: ଗଞ୍ଜାମରେ ଯେଉଁ ବିଶୃଙ୍ଖଳା ମୟ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଦାୟୀ। ଜମି ଠାରୁ ଆରମ୍ଭ କରି ମୋରମ, ମଦ ଏବଂ ବାଲି ଦୁର୍ନୀତି ଏବଂ ଚୋରା ଚାଲାଣ…
Read More...

‘ସହାୟ’ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

କଟକ : ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଦ୍ବାରା ପରିଚାଳିତ ‘ସହାୟ’ ସ୍ଵତନ୍ତ୍ର ବିଦ୍ୟାଳୟ, ମଙ୍ଗଳାବାଗ, କଟକଠାରେ 'ବିଶ୍ବ ଭିନ୍ନକ୍ଷମ ଦିବସ - ୨୦୨୦’ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ…
Read More...

ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୭୭୧

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆକ୍ରାନ୍ତରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୭୭୧ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା…
Read More...

ରାଜ୍ୟରେ ଆଉ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ରବିବାର ଆଉ ୩୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩, ୨୧,୧୯୬ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୯…
Read More...

ସୁନାପାଲିରେ ହତ୍ୟାକାଣ୍ଡ, ପୁଲିସର ତଦନ୍ତ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ବନ୍ଧରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସୁନାପାଲି ବନ୍ଧର ହୁଡ଼ାରେ ଏକ ବ୍ୟକ୍ତିଙ୍କ ମୃତଦେହ ସକାଳୁ ଅଞ୍ଚଳବାସୀ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ।…
Read More...

ରେଲ୍‌ୱେ ଟ୍ରାକ୍‌ରୁ ମାଆ ଓ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଉଜୁଡ଼ା ପଞ୍ଚାୟତ ଅଭିମାନପୁର ଗାଁ ନିକଟ ରେଲ୍‌ୱେ ଟ୍ରାକ୍‌ରୁ ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରବିବାର ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ,…
Read More...

୨୪ ଘଣ୍ଟାରେ ଦେଶରେ ୩୬ ହଜାର ୦୧୧ ନୂଆ ଆକ୍ରାନ୍ତ ; ୮୮୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭ ସଂଖ୍ୟା କିଛି ଦିନ ମଧ୍ୟରେ ହ୍ରାସ ଓ ବୃଦ୍ଧି ଉଭୟ ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୩୬,୦୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଚିକିତ୍ସାଧୀନ ଅବସ୍ଥାରେ…
Read More...

ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଫାଇଜର।  ଭାରତରେ କରୋନାଭାଇରସ୍‌ ଟିକାର ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍‌’ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ…
Read More...

ସାଉଦି ଆରବ ଓ ୟୁଏଇ ଯିବେ ଜେନେରାଲ ନରବଣେ

ନୂଆଦିଲ୍ଲୀ: ଭାରତର ସ୍ଥଳସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଆସନ୍ତା ସପ୍ତାହରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଓ ସାଉଦି ଆରବ ଗସ୍ତରେ ଯିବେ। ଭାରତର କୌଣସି ସେନାଧ୍ୟକ୍ଷ ଭାବେ ଏହି ଗସ୍ତ ପ୍ରଥମ। ସପ୍ତାହ…
Read More...

ଯାତନା ଦେଉଛି ସ୍ମାର୍ଟସିଟି, ଏଜିରୁ କଳ୍ପନା ଟ୍ରାଫିକ ଅସମ୍ଭାଳ

ଭୁବନେଶ୍ବର: ଶୀତ ବଜାରରେ ବଢ଼ୁଛି ଭିଡ଼। କରୋନା କଟକଣା ଭୁଲି ଲୋକେ କିଣାକିଣି କରୁଛନ୍ତି।  ଏନ୍‌ଫୋର୍ସମେଣ୍ଟ ନ ଥିବାରୁ  ଲୋକେ ଅମାନିଆ ହୋଇଛନ୍ତି। ୩ଟା ବାଜିଲେ ଏକ ନମ୍ବର ଏବଂ ମାର୍କେଟ ବିଲ୍‌ଡିଂରେ ଜନସମୁଦ୍ର…
Read More...

ଝାରପଡ଼ା ଜେଲ ପରିସରରେ, ମିଳିବ କଏଦୀଙ୍କ ପ୍ରସ୍ତୁତ ସାମଗ୍ରୀ

ଭୁବନେଶ୍ୱର: ଏଣିକି ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଜେଲ ପରିସରରେ ଖୋଲାଯାଇଥିବା ସ୍ବତନ୍ତ୍ର କାଉଣ୍ଟରରେ ଉପଲବ୍ଧ ହେବ। ଏଥିପାଇଁ ଝାରପଡା ସ୍ବତନ୍ତ୍ର ଜେଲରେ ପ୍ରସ୍ତୁତି ଆରମ୍ଭ…
Read More...

ମହାନଦୀ ଜଳ ବିବାଦ ପୁଣି ବସିବ ଓଡ଼ିଶା-ଛତିଶଗଡ଼ ବୈଠକ

ନୂଆଦିଲ୍ଲୀ: ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ଋତୁରେ ଦୁଇ ମିଲିଅନ ଏକର ଫୁଟ ଜଳପ୍ରବାହ ସୁନିଶ୍ଚିତ କରିବାକୁ ଓଡ଼ିଶା ସରକାରଙ୍କ ଅନ୍ତରୀଣ ଆବେଦନ ଶୁଣାଣି ପୂର୍ବରୁ ଅନ୍ତରୀଣ ଜଳ ପରିଚାଳନା ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼…
Read More...

ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ: ଭ୍ରମଣକାରୀ ଭାରତ ବିପକ୍ଷରେ ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‌କୁ ସହଜରେ ଜିତିବା ପରେ ଘରୋଇ ଅ‌େ‌ଷ୍ଟ୍ରଲିଆ ଦଳରେ ଆହତଗତ ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ପ୍ରତି ମ୍ୟାଚ୍‌ ପୂର୍ବରୁ ଏକାଧିକ ଖେଳାଳିଙ୍କୁ ଆହତ…
Read More...

ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

କଟକ: ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ରବିବାର ବାମ୍ବୋଲିମର ଜିଏମ୍‌ସି ଷ୍ଟାଡ଼ିୟମରେ ୧୮ତମ ଲିଗ୍‌ ମ୍ୟାଚରେ ଓଡ଼ିଶା ଏଫ୍‌ସି ଓ ମୁମ୍ବଇ ସିଟି ଏଫ୍‌ସି ପରସ୍ପରକୁ ଭେଟିବେ। ଉଭୟ ଦଳ ସେମାନଙ୍କ ୪ର୍ଥ ମ୍ୟାଚ…
Read More...

ଜିଏସ୍‌ଟି ରିଟର୍ଣ୍ଣ ଫାଇଲରେ ଓଡ଼ିଶା ଏକ ନମ୍ବର

-ଅର୍ଥ ବିଭାଗ ନଜରରେ ନୂଆ ଟିକସଦାତା -ପ୍ରତିବର୍ଷ ଚିହ୍ନଟ ହେବେ ୨୦ ହଜାର -ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ମିଳିବ ଆତ୍ମନିଯୁକ୍ତି -ବିନା ଜିଏସଟି ସଂସ୍ଥାଠାରୁ ସରକାର କିଣିବେନି ସାମଗ୍ରୀ ଭୁବନେଶ୍ୱର: କରୋନାର ଜଟିଳ…
Read More...

ମାଟି ତଳେ ମନ୍ଦିର, ଦୃଶ୍ୟମାନ ଦଧିନଉତି ପୂଜାର୍ଚ୍ଚନା

ଫୁଲବାଣୀ,୫ା୧୨(ନିପ୍ର): କନ୍ଧମାଳ ଜିଲାରେ ଲୋକଲୋଚନକୁ ଆସିଛି ଏକ ଐତିହ୍ୟ। ଏହି ଜିଲାର ବିିଭିନ୍ନ ଅଞ୍ଚଳରେ ରାଜା ରାଜୁଡ଼ାଙ୍କ ଶାସନ ଥିଲା। ସେହିସମୟ​‌​‌ରେ ନିର୍ମିତ ମନ୍ଦିରଗୁଡିକ କାଳର କରାଳ ଗର୍ଭରେ ନଷ୍ଟଭ୍ରଷ୍ଟ…
Read More...

ବିନା ମାଟିରେ ହୋଇପାରିବ ପରିବା ଚାଷ

କୋରାପୁଟ: ଆଜି ଥିଲା ବିଶ୍ବ ମୃତ୍ତିକା ଦିବସ। ଏହି ଦିବସରେ କୋରାପୁଟର ଛାତ୍ର ଅଙ୍କିତ ବିନାମାଟିରେ କିଭଳି ଭଲ ପରିବା ଉତ୍ପାଦନ ହୋଇପାରିବ ସେ ଦିଗରେ ନୂଆ ଆଶା ସଞ୍ଚାର କରିଛନ୍ତି। ଆବଶ୍ୟକତାରୁ ୧୦ଗୁଣ କମ୍ ସ୍ଥାନରେ…
Read More...

ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଫେରିବ ୧୭୦ ଏକର ଜମି

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଫେରିବ ୧୭୦ଏକର ଜମି। ଢେଙ୍କାନାଳ ଜିଲା ଗଁଦିଆ ତହସିଲର ପଟୁଆଭିଲି ଓ ବଲ୍ଲଭ ମୌଜାର ବାଇଁସିଆ ରାଜସ୍ବ ଅଞ୍ଚଳରେ ଏହି ଜମି ବେବନ୍ଦୋବସ୍ତ ହୋଇ ଗଡୁଥିଲା। ମନ୍ଦିର…
Read More...

୨୯ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଆଣ୍ଡରସନ୍‌ଙ୍କ ଅବସର

ଖ୍ରୀଷ୍ଟଚର୍ଚ୍ଚ: ବାରମ୍ବାର ଆହତ ସମସ୍ୟାରେ ଛନ୍ଦି ହେଉଥିବା ନ୍ୟୁଜିଲାଣ୍ଡର ଅଲ୍‌ରାଉଣ୍ଡର କୋରି ଆଣ୍ଡରସନ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଣ୍ଡରସନ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ…
Read More...

ପିଜି ପାଇଁ ପ୍ରକାଶ ପାଇଲା ମେଧା ତାଲିକା, ୯ରୁ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ରାଜ୍ୟର ୭୦ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ନାମ ଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ଗତ ୨୧ ତାରିଖରେ ଉଚ୍ଚଶିକ୍ଷା ବିଭାଗ…
Read More...

ଅଳଙ୍କାର ଚାଲାଣ ବେଳେ ଜବତ ୬ କେଜି ସୁନା, ୨୩୯କେଜି ରୁପା

ବ୍ରହ୍ମପୁର: ତାମିଲନାଡୁରୁ ବ୍ରହ୍ମପୁରକୁ ଚାଲାଣ ହେଉଥିବା ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାରକୁ ଜବତ କରିଛି ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ପୁଲିସ। ଏହି ସୁନା ଓ ରୂପା କାରରେ ଆଣୁଥିବା ୩ ଜଣଙ୍କୁ ଅଟକ…
Read More...

ରବିବାର ରାଶିଫଳ ( ୦୬-୧୨-୨୦୨୦ )

ମେଷ: କାର୍ଯ୍ୟରେ ସହଯୋଗ ମିଳିବ। ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ରୋଜଗାରକ୍ଷମ ହେବେ। ଚାକିରି କ୍ଷେତ୍ରରେ ଦୀର୍ଘଦିନର ଆଶା ପୂରଣ ହେବ; ମାତ୍ର ବିଳମ୍ବରେ।…
Read More...

ଟ୍ରେନ ଧକ୍କାରେ ହାତୀ ମୃତ

ସମ୍ବଲପୁର: ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅର୍ନ୍ତଗତ ଗଡଗଡବାହାଲ ନିକଟରେ ଯାତ୍ରୀବାହୀ ଟ୍ରେନ ଧକ୍କାରେ ଏକ ହାତୀ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ପ୍ରାପ୍ତସୂଚନାନୁଯାୟୀ, ଶନିବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ରୁ…
Read More...

କାଳ ହେଲା ଅନଲାଇନ ପାଠପଢ଼ା ବ୍ୟବସ୍ଥା , ମୋବାଇଲ ଫୋନ ପାଇଁ ଛାତ୍ରର ଆତ୍ମହତ୍ୟା

ବେଗୁନିଆ: କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ବନ୍ଦ ଥିବାବେଳ ଅନଲାଇନ ପାଠପଢ଼ା ଚାଲିଛି। ହେଲେ ଅନଲାଇନ ପାଠପଢ଼ା ସମୟରେ ନେଟଓ୍ବାର୍କ ବାଧକ ସାଜୁଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ନ ଥିବା…
Read More...

ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ, ଯୁବ ବିଜେଡି ଉପସଭାପତିଙ୍କ ନାମରେ ମାମଲା

ବୌଦ୍ଧ: ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ବୌଦ୍ଧ ଜିଲାରେ ଏକ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇଥିବା କୁହାଯାଉଛି। ଗତକାଲି ରାତିରେ ବିଜେଡିର ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ସ୍ୱାମୀ ଜିତେନ୍ଦ୍ରିୟ…
Read More...

ସ୍ବାଭିମାନ ଅଞ୍ଚଳରେ ମାତିଛନ୍ତି ନକଲି ଡାକ୍ତର, ଚିକିତ୍ସା ନାଁରେ ଆଦିବାସୀଙ୍କୁ ଲୁଟ

ମାଲକାନଗିରି : ଏବେ ଆଉ ନାହିଁ ଜଳ ବନ୍ଦୀ ଜୀବନ , ଏବେ ଆଉ ନାହିଁ ମାଓ ସମସ୍ୟା । ବିଛିନ୍ନାଂଚଳରୁ ସ୍ୱାଭିମାନ ଅଂଚଳର ମାନ୍ୟତା ପାଇଛି । ଅଂଚଳ ବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ବଢ଼ାଇ ୨୧୫ କୋଟି…
Read More...

କଂଗ୍ରେସ ଜିଲା ସଭାପତି ଓ ପ୍ରଭାରୀଙ୍କ ସାଂଗଠନିକ ବୈଠକରେ ଓଡ଼ିଶା ପ୍ରଭାରୀ ଡ. ଚେଲା କୁମାରଙ୍କ ଗୁରୁ ମନ୍ତ୍ର

ଭୁବନେଶ୍ୱର : ନୟାଗଡ଼ରୁ ଫେରିବା ପରେ ଅପରାହ୍ନରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ଜିଲା ସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।…
Read More...

ଗୋ ଚାଲାଣ ଓ ଯୁବକ ଅଟକ ଘଟଣା, ଖତଖୁଲବାହାଲ ବଜାର ପାଲଟିଲା ରଣକ୍ଷେତ୍ର

ସୁନ୍ଦରଗଡ଼(ଅଫିସ)/କୁତ୍ରା : ଗତକାଲି ରାଏବଗା ଥାନା ଅନ୍ତର୍ଗତ ଦଲକି ନିକଟରେ ଗୋରୁ ଚାଲାଣକୁ ନେଇ ହୋଇଥିବା ଉତ୍ତେଜନା ଆଜି ଖତଖୁଲବାହାଲରେ ପହଞ୍ଚିଛି । ଏ ଅଞ୍ଚଳର ଦୁଇ ଯୁବକଙ୍କୁ ଖତଖୁଲବାହାଲରେ ଅଟକ ରଖାଯିବା ଘଟଣା…
Read More...

ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଜବତ, ଚୋରା ଚାଲାଣ ସନ୍ଦେହ

ବ୍ରହ୍ମପୁର: ତାମିଲନାଡୁର ସାଲେଙ୍ଗ ଅଞ୍ଚଳରୁ ଏକ କାରରେ ବ୍ରହ୍ମପୁରକୁ ଅଣାଯାଉଥିବା ବିପୁଳ ପରିମାଣର ସୁନା ଓ ରୁପା ଗହଣା ଭର୍ତ୍ତି ଗାଡିକୁ ଜବତ କରିଛି ପୁଲିସ । ଗୋସାଇଁନୁଆଁଗାଁ ଥାନା ପୁଲିସ ବିପୁଳ ପରିମାଣର ଥାନା ଓ…
Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବ୍ରଜରାଜନଗର : ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ପଡ଼ୋଶୀର ଜଣେ ଯୁବକ ଦୁଷ୍କର୍ମ କରିଥିବା​‌ ଅଭିଯୋଗ ହୋଇଛି । ଏ ନେଇ ପୀଡିତାଙ୍କ ପରିବାର ତରଫରୁ ଆଜି ବ୍ରଜରାଜନଗର ଥାନାରେ ଅଭିଯୋଗ କରାଯାଇଛି ।…
Read More...

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କୁ ’ଏସିଆନ୍ ଅଫ୍ ଦି ଇୟର’ ସମ୍ମାନ

ସିଙ୍ଗାପୁର : ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କୁ ’ଏସିଆନ୍ ଅଫ୍ ଦି ଇୟର’ ଭାବରେ ମନୋନୀତ କରାଯାଇଛି । ଦି ଷ୍ଟ୍ରାଇଟ୍ସ ଟାଇମ୍ସ ଅଫ୍ ସିଙ୍ଗାପୁର…
Read More...

ସମ୍ବଲପୁରରେ ଚାଷୀ ଆନ୍ଦୋଳନ : ଚାଷୀଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର : ବିଭିନ୍ନ ଦାବି ପୁରଣକୁ ନେଇ ଶନିବାର ସକାଳୁ ଅନିର୍ଦ୍ଧିଷ୍ଟ କଲା ପାଇଁ ଆନ୍ଦୋଳନରତ ଚାଷୀ ମାନଙ୍କୁ ଶେଷରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପୁଲିସ ଗିରଫ କରି ବନ୍ଦଥିବା ଜାତୀୟ ରାଜପଥକୁ ଅବରୋଧ ମୁକ୍ତ କରିଛି ।…
Read More...

ବଡ଼ମ୍ବା ଏବଂ ମାଣିଆବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଆଇସିୟୁ ୟୁନିଟ ଲୋକାର୍ପିତ

ବଡ଼ମ୍ବା : ବଡ଼ମ୍ବା ଏବଂ ମାଣିଆବନ୍ଧ ଏହି ଉଭୟ ଗୋଷ୍ଠି  ସ୍ୱାସ୍ଥ୍ୟକେନ୍ଦ୍ରରେ ଏକକ ଶଯ୍ୟା ବିଶିଷ୍ଟ ଅହରହ ନିରିକ୍ଷଣ କକ୍ଷ(ଆଇସିୟୁ ୟୁନିଟ)ର ଲୋକାର୍ପଣ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା…
Read More...

ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହର ଅନୁଧ୍ୟାନ କଲେ ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ଟିମ

ଆରଡି : ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ତଥା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ…
Read More...

ସମ୍ପ୍ରସାରଣ ହେଉନି ରାସ୍ତା, ମୋହନାରେ ବଢୁଛି ଟ୍ରାଫିକ୍ ସମସ୍ୟା

ମୋହନା : ମୋହନା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ର ମୁଖ୍ୟରାସ୍ତା ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେବାରେ ଲାଗିଛି । ଏନେଇ ଦିନକୁ ଦିନ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ବଢିବାରେ ଲାଗିଛି । ସ୍ଥାନୀୟ…
Read More...

ହରଭଙ୍ଗାରେ ଚୋରି ବାଇକ୍‍ ସହ ୨ଟି ମେଣ୍ଢା ଉଦ୍ଧାର, ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗରୁ ଚୋରି ହୋଇଥିବା ଏକ ପଲସର ବାଇକ ସହ ୨ଟି ମେଣ୍ଢା ଶନିବାର ହରଭଙ୍ଗା ପୁଲିସ ଖରଭୁଇଁ ଜଙ୍ଗଲରୁ ଉଦ୍ଧାର କରିଥିବା ଜଣାପଡିଛି ।ପୁଲିସ ସୂତ୍ରରୁ ମିଳିଥିବା ସୂଚନା…
Read More...

ଖୋଲିଲା ଆକାଶ ପାଠକଙ୍କ ମିଛର ପେଡି : ଆକାଶ କେବେ ବି ଟାଟାର କର୍ମଚାରୀ ନଥିବା ଟାଟାର ସ୍ପଷ୍ଟୀକରଣ

ଭୁବନେଶ୍ବର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମିଛର ପେଡି ଖୋଲିବାରେ ଲାଗିଛି । ଟାଟା ମୋଟର୍ସର ଏମଡି ଥିବା ନେଇ ମିଛ କହିବୁଲୁଥିବା ଆକାଶ…
Read More...

ଦୁଇ ସପ୍ତାହ ସମୟ ଦିଅନ୍ତୁ ଖୋଲିବ ‘ପରୀ ହତ୍ୟାକାଣ୍ଡ’ର ଗୁମର : ଅରୁଣ ବୋଥ୍ରା

ଭୁବନେଶ୍ବର : ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାର ତଦନ୍ତ କରୁଛି ଏସଆଇଟି । ତଦନ୍ତ ଭାର ଗ୍ରହଣ କରିବା ପରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ଟିମ୍‌ ନୟାଗଡ ଗସ୍ତ କରି ଜିଲାର ବରିଷ୍ଠ ପୁଲିସ…
Read More...

କୃଷକ ସଂଗଠନଗୁଡିକ ପକ୍ଷରୁ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର  : କେନ୍ଦ୍ରର ସରକାରଙ୍କ ଦ୍ୱାରା ପ୍ରଣୀତ ୩ ଗୋଟି କଳା କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ…
Read More...

କେବଳ ଚାଳକ ନୁହେଁ ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ଯଦି ହେଲ୍‌ମେଟ୍‌ ନପିନ୍ଧିଲେ ବାତିଲ ହେବ ଚାଳକଙ୍କ ଡ୍ରାଇଭିଂ…

ଭୁବନେଶ୍ବର : ଏଣିକି କେବଳ ବାଇକ୍‌ ଚାଳକ ନୁହେଁ ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ।ଯଦି ବାଇକ୍‌ରେ ଯାଉଥିବା ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ ବି ହେଲ୍‌ମେଟ୍‌ ନପିନ୍ଧିଥାନ୍ତି…
Read More...

କୃଷକ ଆନ୍ଦୋଳନକୁ ସମର୍ଥନ କରି ନବନିର୍ମାଣ ଯୁବଛାତ୍ର ସଂଗଠନର ବିଶାଳ ବାଇକ ଶୋଭାଯାତ୍ରା

ଭୁବନେଶ୍ବର : କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ଏକ ବିଶାଳ ବାଇକ ଶୋଭାଯାତ୍ରା କରିଛି ।ନବନିର୍ମାଣ ଯୁବଛାତ୍ର…
Read More...

ବୀରମହାରାଜପୁର-ସୋନପୁର ରାସ୍ତାରେ ଚାଷୀଙ୍କ ରାସ୍ତାରୋକ

ବୀରମହାରାଜପୁର: ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆହ୍ୱାନକ୍ରମେ ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାର ଉଫୁଲାଠାରେ ବୀରମହାରାଜପୁର- ସୋନପୁର ପୂର୍ତ୍ତ ରାସ୍ତାକୁ ଚାଷୀମାନେ ଅବରୋଧ…
Read More...

ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ; ବଡ ଭଉଣୀ ଟାଙ୍ଗିଆ ଚୋଟରେ ସାନ ଭାଇ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ସନ୍ନିକଟ କାଳିଆବେଡା ସାହିରେ ଗତ ରାତି ୯ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜମି ଜମା ଓ ସମ୍ପତ୍ତି ପାଇଁ ବଡ ଭଉଣୀ ସମ୍ପର୍କୀୟ ଭାଇକୁ ଟାଙ୍ଗିଆରେ…
Read More...

ଜିଓ ଏବଂ ଗୁଗୁଲର ଶସ୍ତା ୪ଜି ସ୍ମାର୍ଟଫୋନକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ : ଲକ୍ଷ ଲକ୍ଷ ଉପଭୋକ୍ତା ରିଲାଏନ୍ସ ଜିଓ ଏବଂ ଗୁଗୁଲର ଶସ୍ତା ୪ଜି ସ୍ମାର୍ଟଫୋନର ଅପେକ୍ଷାରେ ରହିଛନ୍ତି। କିଛି ମାସ ପୂର୍ବେ, ଜିଓ ଏବଂ ଗୁଗୁଲର ଏକ ସହଭାଗିତାରେ କମ୍ ମୂଲ୍ୟରେ ୪ଜି ଆଣ୍ଡ୍ରଏଡ୍ ଫୋନ୍ ଲଞ୍ଚ…
Read More...

ରାଜ୍ୟରେ ଆଉ ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଶନିବାର ଆଉ ୪୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୦୮୦୩ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୪ ଜଣ…
Read More...

ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଆହତ କାରଣରୁ ଟ୍ବେଣ୍ଟି -୨୦ ସିରିଜରୁ ବାଦ୍ ପଡ଼ିଲେ ଜାଡ଼େଜା

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମସ୍ତ ଟ୍ବେଣ୍ଟି-୨୦ ସିରିଜରୁ ବାଦ୍…
Read More...

ଆଫଗାନିସ୍ତାନର ଯୁବ କ୍ରିକେଟର ମୁଜିବ ଉର ରେହମାନଙ୍କୁ କରୋନା

କାବୁଲ : ଆଫଗାନିସ୍ତାନ କ୍ରିକେଟ ଦଳର ଯୁବ କ୍ରିକେଟର ମୁଜିବ ଉର ରେହମାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ରେହମାନଙ୍କୁ କୁଇନ୍ସଲ୍ୟାଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କରୋନା ସଂକ୍ରମଣର ଲକ୍ଷଣ…
Read More...

ଆଜିଠୁ “ମିଶନ ରୋଜଗାର” ଅଭିଯାନ; ୫୦ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା ଯୋଗୀ ସରକାରଙ୍କ ଲକ୍ଷ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୁବକମାନଙ୍କୁ ରୋଜଗାର ଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିଠାରୁ ରାଜ୍ୟ ସରକାର ମିଶନରେ ନିଯୁକ୍ତି ଆରମ୍ଭ କରିବାକୁ ଯାଉଛନ୍ତି। ଏହି…
Read More...

ଟ୍ରକ୍ ଧକ୍କାରେ ଜଣେ ମୃତ; ଚାଳକ, ହେଲପର ଗୁରୁତର

ନିଆଳି : ନିଆଳି-ଫୁଲନଖରା ରାସ୍ତାର କାଳିଆଘାଇ ପୋଲ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛିି। ଏକ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌ ଗୁରୁତର…
Read More...

ଖୋଲୁଛି ପ୍ରଦୀପଙ୍କ ଅନୈତିକ ଆର୍ଥିକ କାରବାର ଗୁମର: ଚେକ୍‌ରେ ନେଇଛନ୍ତି ୪୦ ଲକ୍ଷ

ଅନୁଗତଙ୍କ ଆକାଉଣ୍ଟ ଖୋଳତାଡ଼; ଚର୍ଚ୍ଚାରେ ପମ୍ପ ମାଲିକ ବ୍ରହ୍ମପୁର: ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଆର୍ଥିକ କାରବାରକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ…
Read More...

ଆନ୍ଧ୍ର ଦଲାଲଙ୍କ ପଞ୍ଝାରେ ଗଞ୍ଜାମ ଚାଷୀ; ୧୭୫୦ ଟଙ୍କା ବଦଳରେ ୧୪୦୦ ଟଙ୍କାରେ କିଣି ନେଉଛନ୍ତି ଧାନ

ଖଲ୍ଲିକୋଟ: ଚଳିତ ବର୍ଷ ଖରିଫରେ ଧାନ ମୁଠେ ଆଦାୟ କରିବାକୁ ଚାଷୀଙ୍କୁ ଶ୍ରମ ସ୍ବୀକାର କରିବାକୁ ପଡିଛି। ଧାନ ତଳି ପକାଇବାଠାରୁ ଆରମ୍ଭ କରି ଅମଳ କରିବା ପର୍ଯ୍ୟନ୍ତ ପାଣିପାଗଜନିତ ସମସ୍ୟା ଓ ଲଗାଣ ବର୍ଷା ଚାଷୀରେ…
Read More...

ଋଷିକୁଲ୍ୟା ମୁହାଣରେ ଅଲିଭ୍‍ ରିଡ଼େଲଙ୍କ ମିଳନ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଲିଭ ରିଡଲେ କଇଁଚ୍ଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲା ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ନିକଟ ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ବର୍ତ୍ତମାନ ବିରଳ ସାମୁଦ୍ରିକ…
Read More...

ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟବ୍ୟବସାୟକୁ ପ୍ରୋତ୍ସାହିତ କରାଯିବା ପାଇଁ ହେବ ପଞ୍ଜୁରୀ ମାଛଚାଷ

ବୁର୍ଲା : ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟ ବ୍ୟବସାୟକୁ ପ୍ରୋତ୍ସାହିତ କରାଯିବା ପରିପେକ୍ଷିରେ ପଞ୍ଜୁରୀ ମାଛଚାଷ କରାଯୁବା ପାଇଁ ରାଜ୍ୟ ସରକାର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଏହି ସେବାକୁ ଭିଡ଼ିଓ କନଫରେନ୍ସିଙ୍ଗ…
Read More...

ପାଠକ ପୁଅ ଆକାଉଣ୍ଟରୁ ପୁଣି ମିଳିଲା ଦେଢ଼ କୋଟି ଟଙ୍କା; ସୂଚନା ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କର ଆଉ କିଛି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଛି । ଏହି ଆକାଉଣ୍ଟରୁ ୧.୪୭ କୋଟି ଟଙ୍କା ମିଳିଥିବା…
Read More...

କନ୍ଧମାଳରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଥିବାବେଳେ ଆଜି ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲା ପ୍ରଶାସନର ସୂଚନା ମୁତାବକ, ଜିଲ୍ଲାରେ ଆଜି ସୁଦ୍ଧା କୋଭିଡ ସଂକ୍ରମିତଙ୍କ ସଂଖ୍ୟା…
Read More...

କୃଷକ ଆନ୍ଦୋଳନକୁ ସମର୍ଥନ କରି ସୁସଜ୍ଜିତ ମର୍ସିଡିଜ୍‌ ଛାଡ଼ି ଟ୍ରାକ୍ଟରରେ ବାହା ହେବାକୁ ଗଲେ ଯୁବକ, ଡିଜେ ବଦଳରେ…

ଚଣ୍ଡିଗଡ : କେନ୍ଦ୍ରର ନୂଆ କୃଷି ଆଇନ ବିରୋଧ କରି ଦିଲ୍ଲୀ ଉପକଣ୍ଠରେ ଚାଲିଥିବା କୃଷକ ଆନ୍ଦୋଳନ ଧିରେ ଧିରେ ତିବ୍ର ରୂପ ଧାରଣ କରୁଛି। ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ପଞ୍ଜାବ ଏବଂ ହରିୟାଣାର ଲୋକମାନେ ନିଜ…
Read More...

ପ୍ରଦୀପଙ୍କ ଗୁମର ଖୋଲିବେ ସାନଖେମୁଣ୍ଡି ବିଧାୟକ; ଆସନ୍ତା ୬ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ଦେବେ ସୂଚନା

ଭୁବନେଶ୍ବର:  ଆସନ୍ତା ୬ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସବୁ ଗୁମର ଖୋଲିବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଶୁକ୍ରବାର ବିଭିନ୍ନ ଗଣମାଧ୍ୟମକୁ ସେ ଏ ସମ୍ପର୍କରେ…
Read More...

ଅଭିନେତ୍ରୀ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ

ମୁମ୍ବଇ : ବଲିଉଡ଼୍ ଅଭିନେତ୍ରୀ ଫାତିମା ସାନା ଶେଖଙ୍କ ମୁମ୍ବଇ ସ୍ଥିତ ବାସଭବନରେ ଅଗ୍ନିକାଣ୍ଡ ହୋଇଛି ।ମାତ୍ର ନିଆଁ ସେତେ ଅଧିକ ମାତ୍ରାରେ ବ୍ୟାପିନଥିବା ଜଣାପଡିଛି । ଏନେଇ ଗୁରୁବାର ରାତିରେ ଫାତିମା ତାଙ୍କର ସାମାଜିକ…
Read More...

ଠିକାଦାର ମାଲେମାଲ,  ଜନତା ବେହାଲ

କେଶଦୁରାପାଳ : ବହୁ ଚର୍ଚ୍ଚିତ ବେଲବାହାଳୀ କୁସେଇ ସେତୁ ମରାମତି ନ ସରଣୁ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର ଲାଇଫଲାଇନ କହୁଥିବା ୨୦ନଂ ଜାତୀୟ ରାଜପଥ ନିର୍ମାଣ , ମରାମତି ଓ ରକ୍ଷଣା ବେକ୍ଷଣ…
Read More...

ଡିସେମ୍ବର ୮ରେ ‘ଭାରତ ବନ୍ଦ’ ଡାକରା ଦେଲେ ଅନ୍ନଦାତା

ନୂଆଦିଲ୍ଲୀ : କେନ୍ଦ୍ରର ନୂଆ କୃଷି ଆଇନ ବିରୋଧ କରି ଦିଲ୍ଲୀ ଉପକଣ୍ଠରେ ଚାଲିଥିବା କୃଷକ ଆନ୍ଦୋଳନ ଧିରେ ଧିରେ ତିବ୍ର ରୂପ ଧାରଣ କରୁଛି। ନିଜ ଦାବିରେ ଅଟଳ ଥିବା ଚାଷୀ ଜୋରଦାର କରିବା ଲକ୍ଷ୍ୟରେ ଡିସେମ୍ବର ୮ରେ ଭାରତ…
Read More...

ଜେଲ ଗଲେ ବଦନାମ ଥାନା ବାବୁ; ମହିଳା ଏସଆଇଙ୍କୁ ନିର୍ଯାତନା ଅଭିଯୋଗ ପରେ ଥିଲେ ଫେରାର

ବାଲିଗୁଡା: ଜଣେ ମହିଳା ଏସଆଇଙ୍କୁ ନିର୍ଯାତନା ଦେଇ ଫେରାର ରହିଥିବା ଜଣେ ଏସଆଇ ଆଜି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ବାଲିଗୁଡା ଅତିରିକ୍ତ ଜିଲା ଦୌରାଜଜ କୋର୍ଟରେ ହାଜର ହୋଇ ପରେ ଜେଲ ଯାଇଛନ୍ତି ଅତିରିକ୍ତ ଜିଲା…
Read More...

ଖଳାରେ ପଶି ଧାନ ଖାଇଗଲେ ହାତୀପଲ 

କେଶଦୁରାପାଳ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର  ବ୍ଲକ ୨୦ନଂ ଜାତୀୟ ରାଜପଥ କଡ ଦରଖୋଳା ଗ୍ରାମରେ ଗତ କାଲି ରାତି ପ୍ରାୟ ଦୁଇଟା ସମୟରେ  ହାତୀ ପଲ ଗାଁ ଭିତରେ ପଶି ଧାନ ଖଳାରେ ରହିଥିବା ଧାନକୁ ଦଳି ଚକଟି…
Read More...

ବିଏମସେମଳାକୁ ‘ବାଲ୍ୟବିବାହ ମୁକ୍ତ’ ଗ୍ରାମ ଘୋଷଣା

ନବରଙ୍ଗପୁର : ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ବିଏମ୍‍ ସେମଳାଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାମରେ ଏକ ଜନସଚେତନତା ଶୋଭାଯାତ୍ରା…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୪୨ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୧୪୬୬୫

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୬୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୧୪୬୬୫କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...