www.samajalive.in
Monday, December 8, 2025
13.1 C
Bhubaneswar

ସାଉଦି ଆରବ ଓ ୟୁଏଇ ଯିବେ ଜେନେରାଲ ନରବଣେ

ନୂଆଦିଲ୍ଲୀ: ଭାରତର ସ୍ଥଳସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଆସନ୍ତା ସପ୍ତାହରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଓ ସାଉଦି ଆରବ ଗସ୍ତରେ ଯିବେ। ଭାରତର କୌଣସି ସେନାଧ୍ୟକ୍ଷ ଭାବେ ଏହି ଗସ୍ତ ପ୍ରଥମ। ସପ୍ତାହ ବ୍ୟାପୀ ଗସ୍ତ ଭାରତ ଓ ପଶ୍ଚିମ ଏସିଆର ଏହି ଦୁଇ ପ୍ରମୁଖ ଆରବ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ନିବିଡ଼ କରିବା ପାଇଁ ଉଦ୍ଦିଷ୍ଟ। ନରବଣେ ୬ରୁ ୮ ପର୍ଯ୍ୟନ୍ତ ସାଉଦି ଆରବ ଗସ୍ତ କରିବେ। ଏହା ପରେ ୟୁଏଇ ଯିବେ। କିଛି ଦିନ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ୟୁଏଇ ଗସ୍ତରୁ ଫେରିଥିବାବେଳେ ନରବେଣଙ୍କ ଗସ୍ତକୁ ଗୁରୁତ୍ବର ସହ ନିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ କରୋନା ସ୍ଥିତି ମଧ୍ୟରେ ରବ​‌େ​‌ଣଙ୍କର ଏହା ହେବ ତୃତୀୟ ବିଦେଶ ଗସ୍ତ। ପୂର୍ବରୁ ଦେ ମ୍ୟାଁମାର ଓ ନେପାଳ ଯାଇଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories