www.samajalive.in
Monday, December 8, 2025
13.1 C
Bhubaneswar

କଂଗ୍ରେସ ଜିଲା ସଭାପତି ଓ ପ୍ରଭାରୀଙ୍କ ସାଂଗଠନିକ ବୈଠକରେ ଓଡ଼ିଶା ପ୍ରଭାରୀ ଡ. ଚେଲା କୁମାରଙ୍କ ଗୁରୁ ମନ୍ତ୍ର

ଭୁବନେଶ୍ୱର : ନୟାଗଡ଼ରୁ ଫେରିବା ପରେ ଅପରାହ୍ନରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ଜିଲା ସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ଚେଲା କୁମାର ଯୋଗଦେଇ କଂଗ୍ରେସ ସଂଗଠନକୁ କିପରି ତୃଣମୂଳ ସ୍ତରରୁ ସୁଦୃଢ଼ କରାଯାଇ ପାରିବ ଉପାଦେୟ ପରାମର୍ଶ ଦେଇଥିଲେ । ଗାଁ ଗାଁ ବୁଲି ସାଧାରଣ ଲୋକଙ୍କୁ ପାଖକୁ ଯାଇ କଂଗ୍ରେସ କରିଥିବା ଉନ୍ନତୀମୂଳକ କାର୍ଯ୍ୟ ସମ୍ପର୍କରେ କହିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ।

ଆଜରି ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସାଂସଦ ସପ୍ତଗିରୀ ଉଲ୍ଲାକା, ଶୁଭେନ୍ଦୁ ମହାନ୍ତି, ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ବିଶ୍ୱଜିତ ଦାସ, ସଂଜିବ ଗିରୀ, ନିହାର ରଞ୍ଜନ ମହାନନ୍ଦ, ସୁବ୍ରତ ଦାସ, ଦିଲ୍ଲୀପ କୁମାର ବେହେରା, ନବ କୁମାର ମିଶ୍ର, ଗିରିବାଳା ବେହେରା, ଉମାଶଙ୍କର ସାହୁ, ଶରତ ପଟ୍ଟନାୟକ, ରମେଶ ଚନ୍ଦ୍ର ଜେନା, ଦାଶରଥି ଗମାଙ୍ଗୋ, ନଟବର ବାରିକ, ମନୋଜ ରାଉତ, ଭରତଭୂଷଣ ବେମାଳ, ଅନାମ କୁମାର ନାୟକ, ଅଂଶୁମାନ ମହାନ୍ତି, ବିଳ୍ପବ ମିଶ୍ର, ହେମନ୍ତ ଦାସ, ରଞ୍ଜିତ ଦାଶ, ଜର୍ଜ ତୀର୍କୀ, ଅଜିତ ମଙ୍ଗରାଜ, ପ୍ରକାଶ ଦେବତା, ସତ୍ୟଭୂଷଣ ସାହୁ, ସଂଗ୍ରାମ ଜେନା, ଡ. ଦେବାଶିଷ ପଟ୍ଟନାୟକ, ଭୁଜବଳ ମାଝୀ, ଜ୍ଞାନଦେବ ବେଉରା, ପ୍ରଫୁଲ ମାଝୀ, ସୁରେଶ ମହାପାତ୍ର, ସୁଦର୍ଶନ ଦାସ, ପିତବାସ ପଣ୍ଡା, ବିଜୟଲକ୍ଷ୍ମୀ ସାହୁ, ଜଜେ୍ଞଶ୍ୱର ବାବୁ, ସୁରେନ୍ଦ୍ର ନାଥ କର ଙ୍କ ସହ ଜିଲା ସଭାପତି, ଜିଲା ପର୍ୟ୍ୟବେକ୍ଷକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories