www.samajalive.in
Friday, December 5, 2025
27.1 C
Bhubaneswar

ଖଳାରେ ପଶି ଧାନ ଖାଇଗଲେ ହାତୀପଲ 

କେଶଦୁରାପାଳ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର  ବ୍ଲକ ୨୦ନଂ ଜାତୀୟ ରାଜପଥ କଡ ଦରଖୋଳା ଗ୍ରାମରେ ଗତ କାଲି ରାତି ପ୍ରାୟ ଦୁଇଟା ସମୟରେ  ହାତୀ ପଲ ଗାଁ ଭିତରେ ପଶି ଧାନ ଖଳାରେ ରହିଥିବା ଧାନକୁ ଦଳି ଚକଟି ଖାଇଯାଇଛନ୍ତି । ଯେଉଁ ସବୁ ଧାନକୁ ହାତୀ ଖାଇଛନ୍ତି ତାହା ଉକ୍ତ ଗ୍ରାମର ଜଙ୍ଗାବେଓ୍ବା  ବିଧବା ମହିଳା ଜଣଙ୍କର  ବୋଲି ଜଣାପଡିଛି ।ସେ ଜଣେ ଆଦିବାସୀ ସଂମ୍ପ୍ରଦାୟର ଲୋକ ଧାନ ଚାଷ କରି ପରିବାର ପୋଷଣ କରିଥାନ୍ତି । ଚଳିନ ବର୍ଷ ଅମଳ କରି ରଖିଥିବା ଧାନକୁ ହାତୀ ଖାଇଯିବାରୁ ନିଜ ପରିବାରକୁ କିଭଳି ପ୍ରତିପୋଷଣ କରିବେ ଚିନ୍ତାରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।ସେ ଦୁଃଖରେ ସରକାର ତାଙ୍କ  ହାତୀ ଖାଇଥିବା ଧାନର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories