ଡ଼ିସେମ୍ବର ମାସରେ ସବୁ ଶନିବାର ବନ୍ଦ ରହିବ ରାଜ୍ୟର ସମସ୍ତ ଅଦାଲତ; ହାଇକୋର୍ଟ ଜାରି କଲେ ନିର୍ଦେଶନାମା
କଟକ: ଡିସେମ୍ବର ମାସର ସମସ୍ତ ଶନିବାର ଦିନ ଓଡିଶାର ସମସ୍ତ ଅଦାଲତ ବନ୍ଦ ରହିବ। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ନିର୍ଦେଶ ଦିଆଯାଇଛି । ବିଜ୍ଞପ୍ତି ଅନୁଯାୟୀ ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟ ତଥା ସବ-ଅର୍ଡିନେଟ କୋର୍ଟ, ଟ୍ରିବ୍ୟୁନାଲ ଏବଂ ସେମାନଙ୍କ କାର୍ଯ୍ୟାଳୟ ଡିସେମ୍ବର ମାସରେ ଶନିବାର ଦିନ ବନ୍ଦ ରହିବ।
Comments are closed.