ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ କୋଭିଡ଼ ଆକ୍ରାନ୍ତରେ ପ୍ରାଣ ହରାଇଥିବା ରଘୁନାଥପୁର ବ୍ଲକ ବରାଗୋଳ ଗ୍ରାମର କରୋନା ଯୋଦ୍ଧା ସନାତନ ମଲିକଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ତାଙ୍କ ବାସଗୃହରେ ଭେଟିବା ସହିତ ସମବେଦନା ଜଣାଇଛନ୍ତି। ଏଥିସହ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଉପସ୍ଥିତ ରହିଥିଲେ ।




