ଲଣ୍ଡନ ବ୍ରିଜ୍‌ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲା ଆଇଏସ୍‌ ; ବ୍ରିଟିଶ ପର୍ଲାମେଣ୍ଟ ଉଡ଼ାଇବାକୁ ନିର୍ଦେଶ ଥିଲା

ଲଣ୍ଡନ : ‘ଲଣ୍ଡନ ବ୍ରିଜ୍‌’ ନିକଟରେ ହୋଇଥିବା ଛୁରାମାଡ଼ ଘଟଣାରେ ନିଜର ସମ୍ପୃକ୍ତି ଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ୍‌ ​ ଷ୍ଟେଟ ଅଫ ଇରାକ ଓ ସିରିଆ (ଆଇଏସଆଇଏସ) ସ୍ବୀକାର କରିଛି। ଆତଙ୍କୀ ଉସମାନ୍‌ ଖାଁକୁ…
Read More...

ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପରେ ପ୍ରଥମ ଦିନ ଭୁବନେଶ୍ବରରେ କିପରି ହେଲା ଜାଞ୍ଚ – ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର : ନୂଆ କଟକଣା ପାଇଁ ୩ମାସ ମହଲତ ଆଜି ଶେଷ ହୋଇଥିବା ବେଳେ ଆଉ ୩ମାସ ମହଲତ ଆରମ୍ଭ ହୋଇଛି। କାଗଜପତ୍ର ଠିକ୍‌ କରାଇ ନେବା ପାଇଁ ସରକାର ସମୟ ଦେଇଛନ୍ତି ସତ, କିନ୍ତୁ ନିୟମ ଖିଲାପକାରୀଙ୍କ ପାଇଁ ଆଜିଠାରୁ କଣ୍ଟ…
Read More...

ଆବୁଧାବି ଗ୍ରାଁ ପ୍ରିରେ ହାମିଲ୍‌ଟନ ଚମ୍ପିଆନ

ଆବୁଧାବି : ବ୍ରିଟିଶ୍‌ ଡ୍ରାଇଭର ଲୁଇସ୍ ହାମିଲ୍‌ଟନ ରବିବାର ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ରେସ୍‌ ଜିତିଛନ୍ତି। ଚଳିତ ସିଜିନ୍‌ରେ ଏହା ୨୧ତମ ତଥା ଅନ୍ତିମ ଗ୍ରାଁ ପ୍ରି ରେସ୍ ଥିବା ବେଳେ ମର୍ସିଡିଜ୍‌ର ଡ୍ରାଇଭର…
Read More...

ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଟ୍ରଫି ଦଳ ଘୋଷଣା ; ଶୁଭ୍ରାଂଶୁ ଅଧିନାୟକ, ଅଙ୍କିତ ନୂଆମୁହଁ

କଟକ : ୨୦୧୯-୨୦ ସିଜିନ୍‌ର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଲାଗି ଓଡ଼ିଶା ଦଳ ଘୋଷଣା ରବିବାର କରାଯାଇଛି। ଚଳିତ ସିଜିନ୍‌ର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶାର ସିନିୟର ମନୋନୟନ କମିଟି ଏହି ଦଳ…
Read More...

ପ୍ରେମିକା ଉପସ୍ଥିତିରେ ପ୍ରେମିକର ମୃତ୍ୟୁ ଘଟଣା ; ହତ୍ୟା ଅଭିଯୋଗ ଆଣିଲେ ବାପା

ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୁଲିସ୍ଥିତ ଏକ ଭଡାଘରେ ଶନିବାର ଛାତ୍ର ସମୀର ନାୟକଙ୍କ ମୃତ୍ୟୁ ପ୍ରସଙ୍ଗ ଆଜି ଭିନ୍ନ ମୋଡ ନେଇଛି। ମୃତ ସମୀରଙ୍କ ବାପା ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଥାନାରେ…
Read More...

ଅଧ୍ୟାପିକାଙ୍କ ଆତ୍ମହତ୍ୟା; ୩ ଗିରଫ

ରାଇରଙ୍ଗପୁର/ବାରିପଦା :  ଶନିବାର ରାତିରେ ସ୍ଥାନୀୟ ରାଇରଙ୍ଗପୁର କଲେଜ ମହିଳା ଛାତ୍ରୀ ନିବାସର ୮ନଂ ରୁମ୍‌ରୁ କିଛିମାସ ତଳେ କଲେଜରେ ଯୋଗଦେଇଥିବା ଚୁକ୍ତିଭିତ୍ତିକ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଋକ୍ମିଣୀ ମଣ୍ଡଳ…
Read More...

ଦକ୍ଷିଣ ଏସୀୟ କ୍ରୀଡ଼ା: ଜାତୀୟ ଖୋଖୋ ଦଳରେ ସତ୍ୟଜିତ ଓ ସସ୍ମିତା

ଭୁବନେଶ୍ବର : ନେପାଳର କାଠମାଣ୍ଡୁ ଓ ପୋଖରାରେ ଆରମ୍ଭ ହୋଇଛି ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ା। ଉକ୍ତ ପ୍ରତିଯୋଗିତା​ରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ପୁରୁଷ ଓ ମହିଳା ଦଳରେ ଓଡ଼ିଶାରୁ ୨ ଜଣ ଖେଳାଳି ସାମିଲ ହୋଇଛନ୍ତି।…
Read More...

ହାଇଦରାବାଦ ଡାକ୍ତରାଣୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା ; ପଙ୍କ୍‌ଚର୍‌ ମେକାନିକର ତଥ୍ୟ ଅଭିଯୁକ୍ତଙ୍କୁ ଧରାଇଥିଲା

ହାଇଦରାବାଦ : ହାଇଦରାବାଦର ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୪୮ଘଣ୍ଟାରୁ କମ୍ ସମୟ ମଧ୍ୟରେ ପୁଲିସ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବାରେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ…
Read More...

ଭାରତ ବିରୋଧୀ ଗତିବିଧି ପାଇଁ ଖୋଲା ଯାଇଛି କର୍ତ୍ତାରପୁର କରିଡର ; ଧରାପଡ଼ିଲା ପାକ୍‌ ସେନାଧ୍ୟକ୍ଷଙ୍କ ଚକ୍ରାନ୍ତ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ ପାଇଁ କର୍ତ୍ତାରପୁର କରିଡର ଖୋଲାଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଥିଲେ। ତେବେ ଏହା ପଛରେ ଇମ୍ରାନ ନୁହେଁ, ବରଂ ପାକ୍‌…
Read More...

ନାନା ପଟୋଲେ ହେଲେ ମହାରାଷ୍ଟ୍ରର ବାଚସ୍ପତି

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ପଟୋଲେଙ୍କ ବିରୋଧରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପି ବିଧାୟକ କିଷନ କାଥୋରେ ନିଜ ମନୋନୟନ ପତ୍ର…
Read More...

ସୋମବାର ରାଶିଫଳ

ମେଷ:କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ସାଧନା ଫଳପ୍ରଦ ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ। କୀର୍ତ୍ତିମାନ୍‌ ହେବେ। ଗୁଣବାନ୍‌…
Read More...

ପରିବେଶ ଏବଂ ସଂସ୍କୃତିର ବର୍ତ୍ତମାନ ସ୍ଥିତି ଶୀର୍ଷକ ଆଲୋଚନା ଚକ୍ର ଉଦଘାଟିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ଦୁଇଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ର ରବିବାର ବିଶ୍ବବିଦ୍ୟାଳୟ ନୂତନ କନଫୋରେନସ୍ କକ୍ଷରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ…
Read More...

ବିଟେକ ଛାତ୍ରୀଙ୍କୁ ବାରମ୍ବାର ବଳତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଗୋପାଳପୁର : ଜଣେ ବିଟେକ ଛାତ୍ରୀଙ୍କୁ ଭୟଭୀତ କରି ବାରମ୍ବାର ବଳତ୍କାର କରିଥିବା ଅଭିଯୋଗରେ ରବିବାର ଗୋଳନ୍ଥରା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ଶଙ୍କର ନାୟକ ବୋଲି ପୁଲିସ…
Read More...

ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦର ନାରା ଲଗାଇଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଏକ ରାଲିରେ ରବିବାର କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦର ନାରା ଲଗାଇଥିବା…
Read More...

ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ଘଟଣା : ଏସଆଇ ନିଲମ୍ବିତ, ୩ ଗିରଫ

ବାରିପଦା : ରାଇରଙ୍ଗପୁର କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ରୁକ୍ମଣି ମଣ୍ଡଳ(୨୩) ରହୁଥିବା ହଷ୍ଟେଲ ଗୃହରେ ଆତ୍ମହତ୍ୟା କରିଥିବାର କୁହାଯାଉଥିଲେ ମଧ୍ୟ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା ପରେ ଆତ୍ମହତ୍ୟାର ରୂପ…
Read More...

ଶକ୍ତି ସଂରକ୍ଷଣ ଦିବସରେ ବ୍ଳକସ୍ତରୀୟ କୁଇଜ ପ୍ରତିଯୋଗିତା

ବଡ଼ସାହି : ଶକ୍ତି ସଂରକ୍ଷଣ ଦିବସ ଅବସରରେ ସ୍ଥାନୀୟ ସରକାରୀ ହାଇସ୍କୁଲରେ ରବିବାର ବ୍ଳକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶକ୍ତି, ବନ ଓ ପ୍ରଦୂଷଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ…
Read More...

ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ : ଡିସେମ୍ବର ୩୧ରୁ ବରଗଡ଼ ଧନୁଯାତ୍ରା

ବରଗଡ଼ : ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ହୋଇଛି। ହାଟପଦା ସଞ୍ଚାର ପଡିଆରେ ରବିବାର ସନ୍ଧ୍ୟାରେ ଜିଲାପାଳ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି। ଡିସେମ୍ବର ୩୧ରୁ ଜାନୁଆରୀ ୧୦…
Read More...

ସମୁଦ୍ରରେ ବୁଡ଼ି ଯୁବକ ମୃତ

କୋଣାର୍କ : ରାମଚଣ୍ଡୀ ପାଖ ସମୁଦ୍ରରେ ବୁଡ଼ି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ରାମଚଣ୍ଡୀ ମୁହାଣରେ ଗାଧୋଉଥିବାବେଳେ ବୁଡ଼ିଯାଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣଙ୍କ ତାମିଲନାଡୁରେ ହୋଇଥିବାବେଳେ…
Read More...

ହାତୀ ଆକ୍ରମଣରେ ଯୁବତୀ ଗୁରୁତର

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ ଥମିବାର ନା ଧରୁନି । ତେବେ ରବିବାର ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଧିଆଣି ରେଞ୍ଜର ଛାଞ୍ଚବଣି ଗ୍ରାମର ଲୀଳାବତୀ ନାୟକ( ୨୨) ନାମକ…
Read More...

୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ-୨୦୧୯ ଆୟୋଜିତ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ରବିବାର ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ପ୍ରସିଦ୍ଧ କବି ପଦ୍ମ ବିଭୂଷଣ…
Read More...

ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡସ୍ ଦିବସ ପାଳିତ

ଯାଜପୁର : ଯାଜପୁର ବିରଜା ମହିଳା ମହାବିଦ୍ୟାଳୟ ପରସରରେ ଜିଲା ସ୍ୱାସ୍ଥ୍ୟ ସମିତି ଓ ବିରଜା ମହିଳା ଯୁବ ରେଡ଼କ୍ରସର ମିଳିତ ଉଦ୍ୟମରେ ରବିବାର ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜର୍ଜ…
Read More...

ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ ଠାବ

ଭୁବନେଶ୍ବର: ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ ଠାବ କରାଯାଇଛି। ଭୁବନେଶ୍ବରର ଖଣ୍ଡଗିରିରୁ ଏହି ସେକ୍ସ ର‍୍ୟାକେଟ ଠାବ କରାଯାଇଛି। ଖଣ୍ଡଗିରିର ଏମସ୍ ନଗର ଅଞ୍ଚଳର ଏକ ହୋଟେଲରୁ ଆଜି ପୁଲିସ ଏହି ସେକ୍ସ ରାକେଟ ଠାବ…
Read More...

ବିନା ହାତ ଗୋଡରେ ଜନ୍ମ ନେଇଥିଲେ; ଆଜି କମ୍ପ୍ୟୁଟର ଅପରେଟର

ଛତିଶଗଡ: ଭଗବାନଙ୍କ ଏହି ନିଆରା ସୃଷ୍ଟି ସଂରଚନାରେ ଭଗବାନ କାହାକୁ କେମିତି ଗଢିଚନ୍ତି ତାହା କହିବା ମୁସ୍କିଲ। କାହାକୁ ସୁନ୍ଦର ଭାବରେ ଗଢିଥିବା ବେଳେ କାହାକୁ ଅଧାଗଢା କରିଦେଇ ଥାନ୍ତି। କିନ୍ତୁ ଭଗବାନଙ୍କ ଏହି ଅଧାଗଢା…
Read More...

ବୁର୍ଲା ଭିମସାରକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଚାନକ ଗସ୍ତ

ବୁର୍ଲା: ବୁର୍ଲା ଭିସୁଟର ଏକାଦଶ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦାନ କରିବା ପରେ ହଠାତ ରାଜ୍ୟପାଳଙ୍କ ଗସ୍ତ ହଠାତ ଭିମସାରକୁ ହୋଇଥିଲା। ସେପଟେ ଏହି ଗସ୍ତ ସମୟରେ ଭିମସାରରେ ଏକାଡ଼େମିକ ବୈଠକ…
Read More...

ବ୍ରାଡ୍‌ମ୍ୟାନ୍‌ଙ୍କ ରେକର୍ଡ଼ ସ୍କୋର୍‌କୁ ଟପିଲେ ୱାର୍ଣ୍ଣର

ଆଡିଲେଡ୍‌: ପାକିସ୍ତାନ ବିପକ୍ଷରେ ଚଳିତ ୨ୟ ଟେଷ୍ଟମ୍ୟାଚ୍‌ରେ ତାଙ୍କ ଅପରାଜିତ ୩୩୫ ରନ୍ ଇନିଂସ ବଳରେ ଏକାଧିକ କୀର୍ତ୍ତିମାନ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର। ବ୍ୟାଟିଂ କିମ୍ବଦନ୍ତୀ ସାର୍…
Read More...

ହାଇଦରାବାଦ ବଳାତ୍କାର ଓ ହତ୍ୟା ଘଟଣା:୩ ପୁଲିସ ନିଲମ୍ବିତ,୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ

ହାଇଦରାବାଦ: ତେଲଙ୍ଗାନାର ୨୬ବର୍ଷୀୟା ପ୍ରାଣୀ ଚିକିତ୍ସିକାଙ୍କୁ ବଳାତ୍କାର ଓ ବିଭତ୍ସ ହତ୍ୟା ଘଟଣା ଉପରୁ ପରଦା ହଟୁଥିବାବେଳେ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ସର୍ବସମ୍ମୁଖରେ ଫାଶୀ…
Read More...

ପବନ, ପାଣି ଓ ସୌରଶକ୍ତିରେ ଚଲାଇଲେ ସାଇକଲ

ରାମଚନ୍ଦ୍ରପୁର: ଆନନ୍ଦପୁରର କୁନି ବୈଜ୍ଞାନିକ ବିଶ୍ବବନ୍ଧୁ ଓଝା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସବୁରି ମୁହଁରେ ତାଙ୍କର ପ୍ରଶଂସା ଦେଖିବାକୁ ମିଳିଛି। ତାଙ୍କ ଘର ଘସିପୁରା ବ୍ଲକ ଅନ୍ତର୍ଗତ ତରିମୂଳ…
Read More...

ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ବାଚତି ହୋଇଛନ୍ତି କଂଗ୍ରେସର ନାନା ପାଟୋଲେ। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନରୁ ବିଜେପି ଓହରି ଯିବାରୁ ନାନା ପାଟୋଲେ ନିର୍ଦ୍ବନ୍ଦରେ…
Read More...

ଆମେରିକାରେ ବିମାନ ଦୁର୍ଘଟଣା: ୯ ମୃତ

ୱାଶିଂଟନ: ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଶନିବାର ଦକ୍ଷିଣ ଡାକୋଟାରେ ପିଲାଟସ୍ ପିସି-୧୨ ବିମାନଟି ଉଡାଣର କିଛି ସମୟ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲା।…
Read More...

ବେଆଇନ କରତକଳ ଉପରେ ଚଢାଉ କରିବାକୁ ଯାଇଥିବା ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ

ପାଟଣା : ସହକାରୀ ଜିଲ୍ଲାପାଳ ରେଗାନ ନାୟକଙ୍କ ନେତୃତ୍ୱରେ ଡି.ଏଫ.ଓ. ସନ୍ତୋଷ ଯୋଶୀଙ୍କ ସହ ଏ.ସିଏଫ. ଘନଶ୍ୟାମ ମହାନ୍ତ, ୨୨ ଜଣ ବନପାଳ, ଘଟଗାଁ ରେଞ୍ଜର ଅଶୋକ ନାୟକଙ୍କ ସହ ୮ ଜଣ ରେଞ୍ଜର ଓ ୩ ପ୍ଲାଟୁନ ଫୋର୍ସ ସହ ୧୭ ଜଣ…
Read More...

ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ : ବ୍ୟାଙ୍କରେ ଥିବା କାଗଜପତ୍ର ଓ କମ୍ପ୍ୟୁଟର ପୋଡି ପାଉଁଶ

ନୂଆପଡା : ନୂଆପଡ଼ା ଜିଲା ଖଡିଆର ରୋଡ ସ୍ଥିତ ୟୁକୋ ବ୍ୟାଙ୍କରେ ଶନିବାର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ବ୍ୟାଙ୍କ ବନ୍ଦ ଥିବା ବେଳେ ଭିତରପଟୁ ନିଆଁ ଲାଗି ବ୍ୟାଙ୍କର ପ୍ରାୟ ସମସ୍ଥ କାଗଜପତ୍ର ଓ କମ୍ପ୍ୟୁଟର ପୋଡ଼ି…
Read More...

ଦୁଇଟି ହାଇୱା ମଧ୍ୟରେ ଧକ୍କା, ୨ ଗୁରୁତର

ଲକ୍ଷ୍ମୀପୁର: ରାସ୍ତାରେ ଛିଡ଼ା ହୋଇଥିବା ଏକ ହାଇୱାକୁ ଅନ୍ୟ ଏକ ହାଇୱା ଧକ୍କା ଦେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଲକ୍ଷ୍ମୀପୁର କୋଡ଼ିଙ୍ଗାମାଳିରୁ ବକ୍ସାଇଟ ନେଇ କାକିରିଗୁମ୍ମା ସ୍ଥିତ ଡମ୍ପିସ୍ଥଳକୁ ଯିବା ସମୟରେ…
Read More...

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବଡ଼ସାହି: ଖାଲି ଥିବା ଥାନାଧିକାରୀ ନିଯୁକ୍ତି ଦାବି

ବଡ଼ସାହି: ସମ୍ପ୍ରତି ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବଡ଼ସାହି ବ୍ଲକ ଅଞ୍ଚଳ। ବିଦାୟୀ ଥାନାଧିକାରୀ ବିଶ୍ୱଜ କୁମାର ରାଉତରାୟ ମୋରମ ମାଫିଆ ଓ ବାଲି ବ୍ୟବସାୟୀଙ୍କ ସହିତ ବିବାଦୀୟ ଭାଇରାଲ ଭିଡ଼ିଓ ପାଇଁ ତାଙ୍କୁ ଜିଲା…
Read More...

ନିସ୍ତୁକ ପିଟିଲେ ଆଉ ତାପରେ ଲୁଟିନେଲେ ସାଢେ ୩ ଲକ୍ଷ

ତୁଷୁରା:  ନିସ୍ତୁକ ପିଟିଲେ ଆଉ ଏହା ପରେ ଲୁଟି ନେଲେ ସାଢେ ୩ ଲକ୍ଷ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ଗୁଡଭେଲା-ଯାମୁଟ ମୁଖ୍ୟ ରାସ୍ତା ସ୍ଥିତ ଜୁଗିମରା ଛକ ପାଖରେ ପ୍ରାୟ ଛଅ ଜଣ ଯୁବକ ମାଡ ମାରି ଗୁଡଭେଲା ବ୍ଳକ…
Read More...

ଅମାନିଆ ଛାତ୍ରୀଛାତ୍ରୀଙ୍କୁ ଲଗାମ : ଏଣିକି ୭୫ପ୍ରତିଶତ ଉପସ୍ଥାନ ନଥିଲେ ଦେଇପାରିବେନି ପରୀକ୍ଷା

ଭୁବନେଶ୍ବର : କଲେଜରେ ନାମ ଲେଖାଇ କ୍ଲାସ କରୁନଥିବା ଛାତ୍ରଛାତ୍ରୀଙ୍କ ଠା​‌ରେ ଲଗାମ ଲଗାଯାଇଛି। ଏଣିକି କଲେଜରେ ଛାତ୍ରଛାତ୍ରୀମାନଙ୍କର ୭୫ପ୍ରତିଶତରୁ କମ୍ ଉପସ୍ଥାନ ଥିଲେ ବାର୍ଷିକ ପରୀକ୍ଷା ଦେଇପାରିବେନି ବୋଲି…
Read More...

ବିକାଶଶୀଳ ଭାରତ ଅର୍ଥନୈତିକ ଓ ବୈଷୟିକ ଜ୍ଞାନର ପାୱାରହାଉସ: ରାଜ୍ୟପାଳ

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବ ଆଜି ସିଦ୍ଧିବିହାର ସ୍ଥିତ ସାର୍ ବିଶ୍ୱେସରରାୟ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି…
Read More...

ଜନ୍ମଦିନ ପାଳିବାକୁ ଯାଇ ନାବାଳିକା ହେଲେ ବଳାତ୍କାରର ଶିକାର

ତାମିଲନାଡୁ : ତାମିଲନାଡୁର କୋଏମ୍ବଟୁର ଅଞ୍ଚଳରେ ଶନିବାର ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ନିଜର ଜନ୍ମଦିନ ପାଳିବା ପାଇଁ ଘରୁ ଗୋଡ କାଢି ବାହାରକୁ ଯାଇଥିବାବେଳେ ବଳାତ୍କାରର…
Read More...

ବିଜେପିରେ ସାମିଲ ହେଲେ ତାମିଲ ଅଭିନେତ୍ରୀ “ନମିତା”

ନୂଆଦିଲ୍ଲୀ : ପ୍ରଶିଦ୍ଧ ତାମିଲ ଅଭିନେତ୍ରୀ ନମିତା ଶନିବର ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ବିଜେପିର କାର୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନମିତା ବିଜେପିରେ ସାମିଲ ହୋଇଛନ୍ତି।…
Read More...

ଡ଼ିସେମ୍ବର ୬ରୁ ଭାରତ-ଇଣ୍ଡିଜ୍ ସରିଜ : ସରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ଡିସେମ୍ବରରୁ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଭାରତ ଗସ୍ତରରେ ଆସୁଛନ୍ତି। ଏହି ଗସ୍ତରେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଦିନିକିଆ ଓ ତିନୋଟି ଟ୍ବେଣ୍ଟି-୨୦ ମ୍ୟାଚ…
Read More...

ଆକାଶଛୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇ(ଏମ)ର ଗଣଧାରଣା

ଭୁବନେଶ୍ବର : ଭୁବନେଶ୍ବର ଜିଲା କମିଟି ତରଫରୁ  ଆକଶଛୁଆଁ ଦରଦାମ ବୃଦ୍ଧି ପ୍ରତିବାଦରେ ସ୍ଥାନୀୟ ଏଡ଼ିଏମ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା।  ବିଭିନ୍ନ ସାମଗ୍ରୀ ପିଆଜ , ରଶୁଣ , ଆଦା , ଆଳୁ, ତେଲ, ଡାଲି…
Read More...

ବଲାଙ୍ଗୀରରେ ଦାଦନ ସମସ୍ୟା ସହ ତାଳଦେଇ ବଢୁଛି ଏଡସ୍ ରୋଗୀଙ୍କ ସଂଖ୍ୟା

ବଲାଙ୍ଗୀର: ପ୍ରତିବର୍ଷ ଏଡସ୍ ରୋଗୀଙ୍କ ପାଇଁ ଡିସେମ୍ବର ୧ ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ଏଡସ୍ ଦିବସ। ଏହି ଦିବସରେ କୋଟି କୋଟି ଟଙ୍କା ବ୍ୟୟ କରି ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ସଚେତନତା କାର୍ୟ୍ୟକ୍ରମ…
Read More...

ଆନ୍ତଃରାଜ୍ୟ ଡିକିଭଙ୍ଗା ଲୁଟେରା ଗ୍ୟାଙ୍ଗ ଠାବ, ଜଣେ ମହିଳା ସମେତ ୫ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲା ପୁଲିସକୁ ମିଲିଛି ଏକ ବଡ ସଫଳତା। ଗତ ୧୫ ମାସରୁ ଉର୍ଦ୍ଧ ସମୟ ଧରି ଟିଟିଲାଗଡ, ସଇଁନ୍ତଲା, ମୁରିବାହାଲ ଥାନା ଅଞ୍ଚଳରେ ଲୁଟପାଟ ଚଲାଇଥିବା ଆସ୍କା ଅଞ୍ଚଳର ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଠାବ…
Read More...

ଭଦ୍ରକ ଜିଲାରେ ମଦ ଦୋକନା ଖୋଲିବା ନିଷ୍ପତ୍ତିକୁ ବିରୋଧ

ଭଦ୍ରକ : ଭଦ୍ରକ ଜିଲାରେ ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସମିତି ପକ୍ଷରୁ ଶନିବାର ଗାଁରେ ମଦ ଦୋକନା ଖୋଲିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବି ନୋଇ ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା…
Read More...

୧୮ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା : ଗଜପତି ଜିଲ୍ଲାଙ୍କୁ ଓଡିଶାର ଗଞ୍ଜେଇ ଚୋରା ବେପାରିଙ୍କ ଭୁସ୍ୱର୍ଗ କୁହାଯାଉଥିବା ବେଳେ। ଦିନକୁ ଦିନ ଗଞ୍ଜେଇ ବ୍ୟବସାୟ ବଢିବାରେ ଲାଗିଛି। ଏକ ମାସ ମଧ୍ୟରେ ମୋହନା ବ୍ଲକରେ ପ୍ରାୟ ୬୫୦ରୁ ଊର୍ଦ୍ଧ୍ବ ଏକର ଜମିରେ…
Read More...

ବାଇକ ଡିକି ଭାଙ୍ଗି ୪୭ହଜାର ଲୁଟ୍

ବଡ଼ସାହି: ଶନିବାର ମଧ୍ୟାହ୍ନରେ ଗାନ୍ଧୀଛକ ନିକଟ ଏମ୍ସିସି ବ୍ୟାଙ୍କ ସମ୍ମୁଖରୁ ଦୃବୁର୍ତମାନେ ବାଇକ ଡିକି ଭାଙ୍ଗି ୪୭ହଜାର ଟଙ୍କା ଲୁଟ୍ କରିନେଇଛନ୍ତି। ଏ ନେଇ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ…
Read More...

ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଗସ୍ତ

ଯାଜପୁର : ଯାଜପୁର ଜିଲା ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ଶୁକ୍ରବାର ରାତି ଅଧିଆ ଗସ୍ତ କରିଥିଲା । ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଯାଜପୁର ଏସପି ଚରଣ ସିଂ ମିନା…
Read More...

ନିର୍ଭୟା ପାଣ୍ଠିରୁ ଅଧିକ ଅର୍ଥ ବିନିଯୋଗ ହୋଇନାହି : ସ୍ମୃତି ଇରାନୀ

ନୂଆଦିଲ୍ଲୀ : ଦେଶରେ ମହିଳାମାନଙ୍କ ଉପରେ ହେଉଥିବା ବଳାତ୍କାର ଓ ହତ୍ୟା କମିବାର ନାମ ନେଉନାହିଁ। ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଉଥିଲେ ମଧ୍ୟ ତାହା…
Read More...

ଆସନ୍ତାକାଲିଠୁ ଟ୍ରାଫିକ ନିୟମ କଡାକଡି,ପୁଲିସ ନଧରିଲେ ବି ଗଣିବେ ଜରିମାନା

ଭୁବନେଶ୍ୱର: ପୁଣି ଫେରିଲା ଟ୍ରାଫିକ ଜ୍ୱର। ସାବଧାନ ହୋଇଯାଆନ୍ତୁ ଗାଡି ଚାଳକ କାରଣ ଆସନ୍ତାକାଲିଠୁ ପୁଣି କଡାକଡି ହେବ ଟ୍ରାଫିକ ନିୟମ। ଆସନ୍ତାକାଲିଠୁ କେବଳ ଗାଡି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସକୁ ଛାଡି…
Read More...

କଁସିଳରେ ବ୍ଲକ ସ୍ତରୀୟ ରେଡକ୍ରସ ସଚେତନତା ଶିବିର

ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କଁସିଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ସଚେତନତା ଶିବୀର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର…
Read More...

ଶିକୁଳିପଦରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ମୋହନା : ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳୀପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ବ୍ଳକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମୋହନା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବିଶ୍ୱନାଥ…
Read More...

ଖେଳୁଥିବା ସମୟରେ ପାଳଗଦାରୁ ନିଆଁ ଲାଗି ଜଳିଗଲେ ୩ ଶିଶୁ କନ୍ୟା

ଧର୍ମଗଡ : କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଜମରା ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ୩ଜଣ ଶିଶୁ କନ୍ୟାଙ୍କ ଦେହରେ ନିଆଁଲାଗି ଜଳି ଜିବାରୁ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ,ଧାନ ଖଳାରେ ଖେଳୁଥିବା…
Read More...

ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା ; ରୁପେଶଙ୍କ ଜାମିନ ନା ମଞ୍ଜୁର

ଯାଜପୁର : ଯାଜପୁର ଜିଲା ହରିଦସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ବେଲ ପିଟିସନକୁ ଯାଜପୁର ଜିଲା ଦୌରାଜଜ ନା ମୁଞ୍ଜୁର କରିଛନ୍ତି । ରୁପେଶଙ୍କ ରାଜନୈତିକ ଦଳ ସହିତ ଘନିଷ୍ଠ ସଂପର୍କ ଓ…
Read More...

ଅବକାରୀ ବିଭାଗର ଚଢ଼ାଉ ; ୮୪ଲିଟର ମଦ ଜବତ , ୩ଗିରଫ

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଓ ପାଟଣା ଅବକାରୀ ବିଭାଗର ମିଳିତଭାବ ଚଢାଉ କରି ୮୪ ଲିଟର ମଦ ଜବତ କରିବା ସହ ୩ଜଣ ଚୋରା ମଦ ବେପାରିଙ୍କୁ ଗିରଫ କରିଛି । ୩ ଜଣ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଅନିଲ ମୁଣ୍ଡା,…
Read More...

ନୀଳାଚଳ ଇସ୍ପାତ୍ କାରଖାନାକୁ ଘରୋଇକରଣ ନିଷ୍ପତ୍ତିକୁ ପ୍ରତିବାଦ

ଯାଜପୁର : ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ କାରଖାନାର ଘରୋଇକରଣ ନିଷ୍ପତ୍ତି ପ୍ରତିବାଦରେ ଆନ୍ଦୋଳନ ତେଜୁଛି । ଗୋଟିଏ ପଟେ କାରଖାନାର ତିନୋଟି ୟୁନିଟ୍ ବନ୍ଦ ରହିବା…
Read More...

ଲକ୍ଷ୍ମୀପୁରରେ ଅଭିଯୋଗ ଶୁଣାଣୀରେ ଅନିୟମିତତା ଅଭିଯୋଗ

ଲକ୍ଷ୍ମୀପୁର : ଖଣି ନିଗମ ପକ୍ଷରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନିୟମିତତା ଦେଖିବାକୁ ମିଳିଥିଲା। ନିୟମ…
Read More...

୫ଟି ପ୍ରକଳ୍ପର ଉଦଘାଟନ , ୨୨ଟି ପ୍ରକଳ୍ପର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ ; ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ  …

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଖାରବେଳ ଭବନଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ କରିବା ସହ ୨୨ଟି ପ୍ରକଳ୍ପର ଶୁଭ…
Read More...

ଦୁଇ ଶିକ୍ଷକଙ୍କ ଘରୁ ଚୋରି

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ଦୁଇ ଜଣ ଶିକ୍ଷକଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି। ଏ ନେଇ…
Read More...

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ପ୍ରାଣୀଉଦ୍ୟାନ କେନ୍ଦ୍ର ନନ୍ଦନକାନନରେ ଶନିବାର ଆଉ ଏକ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି। ଗୁରୁବାର ଦିନ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଥିଲା।   ଯାହାଫଳରେ ଆନାକୋଣ୍ଡାର ମୃତ୍ୟୁ ସଂଖ୍ୟା…
Read More...

ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସଭା

ଗୋପାଳପୁର: ବ୍ରହ୍ମପୁର ପୁଲିସ ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଗୋଳନ୍ଥରା ଥାନା ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା ।ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକଙ୍କ…
Read More...

ଅବସର ନେବେ ବିଗ ବି

ସମାଜ ଲାଇଭ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ନିକଟରେ ଅକ୍ଟୋବର ୨୨ତାରିଖ(ଶୁକ୍ରବାର) ୭୭ ବର୍ଷ ବୟସରେ ପାଦ ଦେଇଛନ୍ତି। ବଲିଉଡ଼ର ବାଦସାହା କୁହାଯାଉଥିବା ଅମିତାଭଙ୍କୁ ତାଙ୍କ ବୟସ…
Read More...

ଶ୍ରୀଧର ପାତ୍ରଙ୍କୁ ନାଲକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର: ଶ୍ରୀଧର ପାତ୍ରଙ୍କ ନାଲକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଶ୍ରୀଧରଙ୍କୁ ୩ ମାସ ପାଇଁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୧ରୁ ୩ ମାସ ଯାଏଁ ଦାୟିତ୍ବରେ…
Read More...

ପୁଣିଥରେ ଡିଡିସିଏ ସଭାପତି ପଦରୁ ଇସ୍ତଫା ଦେଲେ ରଜତ ଶର୍ମା, ଏଥର ଇସ୍ତଫା ପତ୍ର ମଞ୍ଜୁର

ନୂଆଦିଲ୍ଲୀ : ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍‌ସ କ୍ରିକେଟ୍ ଆସୋସିଏସନ୍‌ (ଡିଡିସିଏ)ର ସଭାପତି ପଦରୁ ଶୁକ୍ରବାର ପୁଣିଥରେ ଇସ୍ତଫା ଦେଇଛନ୍ତି ରଜତ ଶର୍ମା। ଏଥର ତାଙ୍କର ଇସ୍ତଫା ପତ୍ରକୁ ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ)…
Read More...

ଯଦି ମୁଖ୍ୟମନ୍ତ୍ରୀ ପଦପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି ଲୋକେ ବାଲାସାହେବ ଠାକରେଙ୍କ ଅଯୋଗ୍ୟ ସନ୍ତାନ କହିଥାନ୍ତେ:…

ମୁମ୍ବଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କାର୍ୟ୍ୟଭାର ଗ୍ରହଣ କରିସାରିଛନ୍ତି। ପଦଭାର ଗ୍ରହଣ କରିବାପରେ ଉଦ୍ଧବ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ସେ ସାଧାରଣ ଜନତା ପାଇଁ ଉଦିଷ୍ଟ…
Read More...

କଟକ ସିଟି କଲେଜରେ ରକ୍ତଦାନ ଶିବିର

କଟକ: କଟକ ନେତାଜୀ ସୁଭାଷ ସ୍ମାରକୀ ସିଟି କଲେଜରେ ୟୁଥ ରେଡକ୍ରସ ଆନୁକୁଲ୍ୟ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରେଡକ୍ରସ କେନ୍ଦ୍ରୀୟ ବ୍ଲଡ୍ ବ୍ୟାଙ୍କର ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୮୫  ୟୁନିଟ୍…
Read More...

ମୋଦୀ ସରକାରଙ୍କ ଉପରେ ବର୍ଷିଲେ ମନମୋହନ, କହିଲେ ଦେଶର ଅର୍ଥବ୍ୟବସ୍ଥା ଚିନ୍ତାଜନକ

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାରତର ଅର୍ଥବ୍ୟବସ୍ଥାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଶୁକ୍ରବାର କହିଛନ୍ତ, ଆମ ଦେଶର ଅର୍ଥବ୍ୟବସ୍ଥାରେ ସ୍ଥିତି ବର୍ତ୍ତମାନ ଚିନ୍ତାଜନକ…
Read More...

ଦକ୍ଷିଣ ଇରାକରେ ପ୍ରଦର୍ଶନକାରୀଙ୍କ ଉପରକୁ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ୪୪ ମୃତ, ୨୦୦ ଆହତ

ନୂଆଦିଲ୍ଲୀ : ଦକ୍ଷିଣ ଇରାକରେ ଗୁରୁବାର ସରକାରଙ୍କ ବିରୋଧରେ ପ୍ରଦର୍ଶନକାରୀମାନେ ଆନ୍ଦୋଳନକୁ ଉହ୍ଲାଇଥିଲେ। ଯାହା ପରେ ଲଙ୍କାକାଣ୍ଡ ସୃଷ୍ଟି କରିଛି। ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୪୪ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ…
Read More...

ମେଗା ପ୍ରକଳ୍ପ କାର୍ୟ୍ୟ ତଦାରଖ କଲେ ମନ୍ତ୍ରୀ ଟୁକୁନୀ ସାହୁ

ବେଲଗାଁ: ସଇଁନ୍ତଲା ଏବଂ ଟିଟିଲାଗଡ ବ୍ଲକ ଅଞ୍ଚଳର ୨୫ଟି ଗ୍ରାମର ପ୍ରତ୍ୟେକ ପରିବାରଙ୍କ ଗୃହକୁ ବିଶୁଦ୍ଧ ପାନୀୟ ଜଳ ସଂଯୋଗ ଯୋଗାଣ ନେଇ ଉଦ୍ଦିଷ୍ଟ ବେଲଗାଁ ଠାରେ ନିର୍ମାଣାଧିନ ମେଗା ପ୍ରକଳ୍ପ ବିଳମ୍ବିତ ହୋଇଚାଲିଛି।…
Read More...

ଏମିତି ଏକ ଦେଶ ଯେଉଁଠି ବିନା ପରୀକ୍ଷାରେ ମିଳେ ଡ଼୍ରାଇଭିଂ ଲାଇସେନ୍ସ, ଖର୍ଚ୍ଚ କରିବାକୁ ପଡେ ମାତ୍ର ୧୪୭ଟଙ୍କା

ନୂଆଦିଲ୍ଲୀ : ସାରା ବିଶ୍ବରେ ଦିନକୁ ଦିନ ଜନସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଜନସଂଖ୍ୟା ବଢିବା ସହ ଟ୍ରାଫିକ ସମସ୍ୟାମାନ ଉପୁଜୁଛି। ଏହି ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଟ୍ରାଫିକ…
Read More...

ଭଦ୍ରକରେ ହେବ ମେଡିକାଲ କଲେଜ

ଭୁବନେଶ୍ବର: ଭଦ୍ରକରେ ହେବ ମେଡିକାଲ କଲେଜ। ମେଡିକାଲ କଲେଜ ହେବାନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ମେଡିକାଲ କଲେଜ ହେବା ପାଇଁ ୨୫ ଏକର ଜାଗା ଚିହ୍ନଟ ହୋଇସାରିଥିବା ବେଳେ ଆସନ୍ତା ଫ୍ରେବୃଆରୀ…
Read More...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ୩୦ ତମ ସମାବର୍ତ୍ତନ ଉତ୍ସବ

ବୁର୍ଲା: ସମ୍ବଲପୁର ବିଶ୍ଵବିଦ୍ୟାଳୟର ୩୦ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲେ । ସମ୍ଵଲପୁର…
Read More...

ଆସନ୍ତାକାଲି ହୋଇପାରେ ଉଦ୍ଧବଙ୍କ ବହୁମତ ପରୀକ୍ଷା : ଏନସିପିର ଦିଲ୍ଲିପ ପାଟିଲ ହେବେ କାମଚଳା ବାଚସ୍ପତି

ମୁମ୍ବଇ : ଆସନ୍ତା କାଲି ଅର୍ଥାତ୍‌ ଶନିବାର ମହାରାଷ୍ଟ୍ରରେ ବହୁମତ ପରୀକ୍ଷା(ଫ୍ଲୋର ଟେଷ୍ଟ) ହୋଇପାରେ। ପ୍ରଥମେ ବିଧାନସଭାରେ ସଦସ୍ୟମାନେ ଶପଥ ଗ୍ରହଣ କରିବେ, ଏହା ପରେ ବହୁମତ ପରୀକ୍ଷା ଅର୍ଥାତ ଫ୍ଲୋର ଟେଷ୍ଟ…
Read More...

ହାଇଦରାବାଦ ମହିଳା ପଶୁ ଡାକ୍ତର ହତ୍ୟା ଘଟଣା : ପୀଡିତା ପ୍ରଥମେ ପୁଲିସକୁ ଫୋନ କରିବାର ଥିଲା- ତେଲେଙ୍ଗାନା…

ହାଇଦରାବାଦ : ହାଇଦରାବାଦ ମହିଳା ପଶୁ ଡାକ୍ତର ହତ୍ୟା ଘଟଣାକୁ ନେଇ ଶୁକ୍ରବାର ତେଲେଙ୍ଗାନା ଗୃହମନ୍ତ୍ରୀ ମେହମ୍ମୁଦ ଅଲୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ଏହି ଘଟଣାକୁ ନେଇ ଦୁଃଖିତ। ପୁଲିସ୍‌ ଆଲର୍ଟ ଅଛି…
Read More...

କମିଲା “ମୋ ବସ୍” ଭଡା

ଭୁବନେଶ୍ବର: ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଡିସେମ୍ବର ୧ ରୁ  ମୋ ବସ୍ ଭଡା କମ୍ କରାଯିବ। ମୋ ବସ୍ ପକ୍ଷରୁ ଚାଲୁଥିବା ସମସ୍ତ ଶୀତତାପ ନିୟନ୍ତ୍ରିତ ବସ୍(ଏସି) ର ଭଡା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ  କମାଯିବା…
Read More...

ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ଗ୍ରାହକ ଆହତ

ପୁରୀ: ପୁରୀ କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ଜଣେ ଗ୍ରାହକ ଆହତ ହୋଇଥିବା ସୂଚନାମିଳିଛି।  ଗ୍ରାହକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର…
Read More...

ମହିଳା ପଶୁ ଡ଼ାକ୍ତରଙ୍କ ଜଳନ୍ତା ମୃତଦେହ ଉଦ୍ଧାର

ହାଇଦରାବାଦ : ହାଇଦରାବାଦର ଶାଦନଗର ଅଣ୍ଡରପାସ ନିକଟରୁ ଜଣେ ୨୬ ବର୍ଷିୟ ମହିଳା ପଶୁ ଡ଼ାକ୍ତରଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମହିଳା ପଶୁ ଡ଼ାକ୍ତରଙ୍କୁ ବଳାତ୍କାର ପରେ ନିଆଁରେ ପୋଡି ହତ୍ୟା କରାଯାଇଥିବା…
Read More...

ଓଲଟିଲା ଯାତ୍ରାପାର୍ଟି ଟ୍ରକ୍,୧୩ ଆହତ

ଆଠଗଡ: ଆଠଗଡର ପୁରୁଣା କଟକ-ସମ୍ବଲପୁର  ରାସ୍ତା ବାରବାଟୀ ପୋଖରି ନିକଟରେ ଯାତ୍ରାପାର୍ଟି ଟ୍ରକ ଓଲଟି ପଡିଥିବା ସୂଚନାମିଳିଛି। ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। ଟ୍ରକଟି ସାବିତ୍ରୀ ଗଣନାଟ୍ୟର ବୋଲି ଜଣାପଡିଛି।…
Read More...

ଭିଭୋ ୟୁ -୨୦ର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଭିଭୋର ନୂଆ ସ୍ଣାର୍ଟଫୋନ ୟୁ-୨୦ର ପ୍ରଥମ ବିକ୍ରି ବୁଧବାର ଠାରୁ ଆରମ୍ଭ ହୋଇଛି। ଏହାର ବଜାରରେ ଏକ ସପ୍ତାହ ପୂର୍ବରୁ ପ୍ରବେଶ କରିଥିଲା। ଏହି ମୋବାଇଲଟି ସାଧାରଣ ଲୋକଙ୍କୁ ସୁହାଇଲାଭଳି ମୂଲ୍ୟ ରଖାଯାଇଛି।…
Read More...

ସାରା ବିଶ୍ବରେ ଫେସବୁକ୍,ଇନଷ୍ଟାଗ୍ରାମର ସର୍ଭର ହେଲା ଡାଉନ୍

ନୂଆଦିଲ୍ଲୀ:ସାରା ବିଶ୍ବରେ ସାମାଜିକ ଗଣମାଧ୍ୟମ ଫେସବୁକ ଏବଂ ଇନଷ୍ଟାଗ୍ରାମର ସର୍ଭର ଡାଉନ ହୋଇଯାଇଛି। ଯାହା ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫେସବୁକରେ କୌଣସି ପ୍ରକାର ପୋଷ୍ଟ କରି ହେଉନାହିଁ।…
Read More...

ଉଦ୍ଧବଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଲେ ରିତେଶ ଦେଶମୁଖ

ମୁମ୍ବଇ : ମହାରାଷ୍ଟ୍ରର ଉନ୍ନବିଂଶ ମୁଖ୍ୟମନ୍ତ୍ରୀଭାବେ ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ସେଣ୍ଟ୍ରାଲ୍‍ ମୁମ୍ବଇର ଶିବାଜୀ ପାର୍କରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ଠାକରେ…
Read More...

ଝରକା ଭାଙ୍ଗି ସୁନା ଗହଣା ଚୋରି ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ ଓ ତାଙ୍କ ଘରେ ଭଡାରେ ରହୁଥିବା ଶିକ୍ଷୟିତ୍ରୀ କୃଷ୍ଣା କୁମାରୀ ନାୟକଙ୍କ ଘରୁ ବିଳମ୍ବିତ…
Read More...

ନାବାଳିକାକୁ ନେଇ ନାବାଳକ ଫେରାର ; ଚିନ୍ତାରେ ପରିବାର

ବଡ଼ସାହି : ମୟୁରଭଞ୍ଜ ଜିଲା ବାରିପଦା ନିକଟ ଘରୋଇ ଇଞ୍ଜିନିୟରିଂ କଲେଜର ୨ୟ ବର୍ଷ ଡ଼ିପ୍ଲମା ଛାତ୍ର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀକୁ ଗତ ରବିବାର ଅପହରଣ କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା।…
Read More...

ବଜରଙ୍ଗ ପୁନିଆଙ୍କୁ ମିଳିଲା ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ମିଳିଛି କ୍ରୀଡା ଜଗତର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ। କ୍ରିଡ଼ାମନ୍ତ୍ରୀ କିରେନ୍ ରିଜ୍ଜୁ ବଜରଙ୍ଗ ପୁନିଆଙ୍କୁ ଏହି ସମ୍ମାନରେ ସମ୍ମାନୀତ…
Read More...

ଏଣିକି ଉଦ୍ଧବଙ୍କୁ ଭାଙ୍ଗିବାକୁ ପଡ଼ିବ ପିତାଙ୍କର ଏହି ପରମ୍ପରା

ମୁମ୍ବଇ : ଏଣିକି ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ପିତା ତଥା ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କର ଚାଲିଆସୁଥିବା ପରମ୍ପରାଙ୍କୁ ଭାଙ୍ଗିବାକୁ ପଡ଼ିବ। ପୂର୍ବରୁ ମହାରାଷ୍ଟ୍ରରେ ଶିବସେନା…
Read More...

ଯାଜପୁରରେ ଶତାଧିକ ଚାଷୀ ଶସ୍ୟ ବୀମା ରାଶି ପାଇବାରୁ ବଞ୍ଚିତ

ଯାଜପୁର : ଯାଜପୁର ଜିଲା ମଙ୍ଗଳପୁର ପ୍ରାଥମିକ କୃଷି ଋଣ ସମବାୟ ସମିତିର ଶତାଧିକ ଚାଷୀ ସେମାନଙ୍କ ଶସ୍ୟ ବୀମା ପ୍ରିମିୟମ ପଇଠ କରିଥିଲେ ମଧ୍ୟ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ଚାଷୀ ମାନଙ୍କ ପଞ୍ଜିକରଣ ସମୟରେ…
Read More...

ଯାଜପୁର ତୃତୀୟ ବିବାହ ମାମଲା ; ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁର ଜିଲା କୋରେଇ ଅଞ୍ଚଳର ବହୁ ଚର୍ଚ୍ଚିତ ତୃତୀୟ ବିବାହ ମାମଲାରେ  ଗୁରୁବାର ଅଭିଯୁକ୍ତ ଇମ୍ରାନକୁ ଯାଜପୁର ପୁଲିସ ଭଦ୍ରକ ସୀମାନ୍ତରୁ ଗିରଫ କରିଛି। ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ ଦେବାପରେ ଦ୍ଵିତୀୟ…
Read More...

ଆରଡି ପୁଲିସର ନିଆରା ପ୍ରୟାସ ; ପରିତ୍ୟକ୍ତ ସ୍ଥାନକୁ କଲେ ସୈାନ୍ଦର୍ଯ୍ୟ ପୂର୍ଣ୍ଣ

ଆରଡି :  ରାଜ୍ୟର ଅନ୍ୟନ ଶୈବକ୍ଷେତ୍ର ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣି ପୀଠର ଶ୍ରୀବଦ୍ଧନ ପାଇଁ ଜିଲା ପ୍ରଶାସନ ଅଣ୍ଟା ଭିଡିଥିବା ବେଳେ ଆରଡି ପୁଲିସ ଆଉ ପାଦେ ଆଗକୁ ଯାଇ ପୀଠର ପରିତ୍ୟକ୍ତ ହୋଇ ପଡିଥିବା…
Read More...

ଉଦ୍ଧବଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବଇ : ମହାରାଷ୍ଟ୍ରର ଉନ୍ନବିଂଶ ମୁଖ୍ୟମନ୍ତ୍ରୀଭାବେ ଗୁରୁବାର ସନ୍ଧ୍ୟାରେ ସେଣ୍ଟ୍ରାଲ୍‍ ମୁମ୍ବଇର  ଶିବାଜୀ ପାର୍କରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ଠାକରେ…
Read More...

ବଲାଙ୍ଗୀରରେ ବିପୁଳ ପରିମାଣର କଫସିରଫ ଜବତ ;  ୩ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଲିସକୁ କଫସିରଫ ଚୋରାଚାଲାଣ ସମୟରେ ମିଳିଛି ଏକ ବଡ ସଫଳତା। ସୋନପୁର ପଟୁ ବଲାଙ୍ଗିରକୁ ଆସୁଥିବା ଏକ କଫସିରଫ ବୋଝେଇ ବୋଲେରୋ ପିକଅପ ଭ୍ୟାନକୁ ପିଛା କରି ପୁଇଁନ୍ତଲା ଥାନା ନିକଟରେ କାବୁ…
Read More...

ଗଞ୍ଜାମରେ ହଟିଲା ବସ୍‍ ଧର୍ମଘଟ

ଗଞ୍ଜାମ : ଦୁଇ ଦିନ ହେବ ଗଞ୍ଜାମରେ ଚାଲିଥିବା ବସ୍ ଧର୍ମଘଟ ଗୁରୁବାର ପ୍ରତ୍ୟାହାର କରିନିଆଯାଇଛି। ଗତ ମଙ୍ଗଳବାର ବ୍ରହ୍ମପୁରରେ ଓ ଗତ କାଲିଠାରୁ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲାରେ ବସ୍ ଚଳାଚଳକୁ ଅନର୍ଦ୍ଧିଷ୍ଠ କାଳ…
Read More...

କନ୍ଦାଉଛି ପିଆଜ – ସ୍ମୃତିରେ ସରକାରୀ ଶୀତଳଭଣ୍ଡାର : ୮ ଟଙ୍କା ଦରରେ କ୍ଷତିପୁରଣ ପାଇଥିବା ଚାଷୀ ଏବେ ୯୦…

ଟିଟିଲାଗଡ଼ : ପିଆଜ ଉତ୍ପାଦନରେ ଟିଟିଲାଗଡ ଉପଖଣ୍ଡର ଚାଷୀ ମହାରାଷ୍ଟ୍ର ରାଜ୍ୟର ନାସିକକୁ ଟକ୍କର ଦେଇ ଚାଲିଛନ୍ତି। ଉପଖଣ୍ଡ ଅଞ୍ଚଳରେ ପ୍ରାୟ ୧ ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଚାଷ ଜମିରେ ପିଆଜ ଅମଳ ହେଉଛି। ବାର୍ଷିକ ୧…
Read More...

୧୭ କାର୍ଯ୍ୟଦିବସ ପୂର୍ବରୁ ସରିଲା ବିଧାନସଭା: ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ଷୋଡଶ ବିଧାନସଭାର ଦ୍ବିତୀୟ ତଥା ଶୀତକାଳୀନ ଅଧିବେଶନ ୧୭ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି। ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା…
Read More...

ମିଳୁନି ସରକାରୀ ଚାକିରି:୫୪୯ ସଫେଇ କର୍ମଚାରି ପଦ ପାଇଁ ୭୦୦୦ ଇଞ୍ଜିନିଅର,ଗ୍ରାଜୁଏଟ୍ କଲେ ଆବେଦନ

ନୂଆଦିଲ୍ଲୀ: ଦେଶରେ ମିଳୁନି ସରକାରି ଚାକିରି। ଆଉ ଏଥିପାଇଁ ଘରେ ବସିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ। ଯେଉଁ ପଦପାଇଁ ଯେଉଁ ସମୟରେ ସରକାରୀ ଚାକିରି ବାହାରୁଛି ଆବେଦନ କରୁଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ। ୪୦ ଟି ପଦ…
Read More...

ନିଆରା ପ୍ରଧାନଶିକ୍ଷକ – ପେଶା ଶିକ୍ଷକତା ; ନିଶା ବିଦ୍ୟାଳୟକୁ ସୁନ୍ଦର ଭାବେ ଗଢିବା

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଭୂଇଁପୁର ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ଜେନା ଏବେ ଉକ୍ତ ଅଞ୍ଚଳର ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି। ଶ୍ରୀ ଜେନା ବିଦ୍ୟାଳୟକୁ…
Read More...

ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଥ୍ୟା ଉତ୍ତର ପ୍ରସଙ୍ଗ ; ବଡ଼ସାହି ବିଧାୟକଙ୍କ ବିଶେଷ ଅଧିକାର କ୍ଷୂର୍ଣ୍ଣ…

ବଡ଼ସାହି  : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ ପ୍ରଦତ୍ତ ଉତ୍ତର ମିଥ୍ୟା ଜାଣି ବିଧାନସଭା ବାଚସ୍ପତିଙ୍କ ଜରିଆରେ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଶେଷ ଅଧିକାର କ୍ଷୂର୍ଣ୍ଣ…
Read More...

ରାଜ୍ୟପାଳ ହେବେ “ମୁଥିୟା ମୂରଲୀଧରନ”!

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ ଦଳରର କିମ୍ବଦନ୍ତୀ ପୂର୍ବତନ ସ୍ପିନ୍ ବୋଲର “ମୁଥିୟା ମୂରଲୀଧରନ” ଶ୍ରୀଲଙ୍କାର ତାମିଲ ବହୁଳ ଉତ୍ତର ପ୍ରାନ୍ତରେ ରାଜ୍ୟପାଳ ନିଯୁକ୍ତ ହୋଇପାରନ୍ତି। ନିକଟରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି…
Read More...

ବୁଲବୁଲଝଡର ୨୧ଦିନ ପରେବି କ୍ଷେତରେ ପଚୁଛି ପାଚିଲାଧାନ : ମଟରପମ୍ପ ଦ୍ୱାରା ଜଳନିଷ୍କାସନ

ଆରଡି : ଚଳିତମାସ ନଭେମ୍ବର ୯ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ବୁଲବୁଲ ଅଧିକରୁ ଅଧିକ ମାତ୍ରାରେ ତାଣ୍ଡବ ରଚିଥିଲା ଭଦ୍ରକ ଜିଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକରେ। ବିଶେଷକରି ଆରଡି,…
Read More...

ଧାନ ଅମଳ କରିବା ପାଇଁ କୃଷିଶ୍ରମିକ ଅଭାବ

ଆଗଲପୁର : ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରିଆସୁଛନ୍ତି। ଏବେ ଧାନ ଅମଳ ସମୟ ହୋଇଥିବାରୁ କୃଷି ଶ୍ରମିକର ଆବଶ୍ୟକତା ରହିଥିବାବେଲେ ଚାଷିମାନେ କୃଷି ଶ୍ରମିକ…
Read More...

ବନ୍ଧୁକ ଦେଖାଇ ୧୯ ଲକ୍ଷ ୫୦ ହଜାର ଲୁଟ୍

କୋଣାର୍କ: ନିମାପଡା ବାରିଛକ ନିକଟସ୍ଥ ଗୋପାଳପୁରରୁ ବନ୍ଧୁକ ଦେଖାଇ ୧୯ ଲକ୍ଷ ୫୦ ହଜାର ଲୁଟ୍ ହୋଇଥିବା ସୂଚନା ମିଳିଛି। ୬ ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଜଣାପଡିଛି। ସୂଚନାଅନୁସାରେ…
Read More...