ନିଜ ଶରୀରରେ ନିଆଁ ଲଗାଇ ନବମ ଶ୍ରେଣୀ ଛାତ୍ର ମୃତ

ବଡ଼ସାହି : ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକର ପଶୁଦା-ଭୋଳସାହି ଗ୍ରାମର ନବମ ଶ୍ରେଣୀର ଛାତ୍ର ବଡ଼ ଭଉଣୀର ଗାଳି ସହି ନ ପାରି ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରର ମୃତ୍ୟୁ ଘଟିଛି। ଆହତ…
Read More...

ପିଜି ପାଠ୍ୟକ୍ରମ ପଇଁ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ କୁଳପତି ସମ୍ମିଳନୀରେ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୦ ଶିକ୍ଷା ବର୍ଷ ପିଜି ପାଠ୍ୟକ୍ରମ ପଇଁ ଏଣିକି ଏକକ ପ୍ରବେଶିକା ପରୀକ୍ଷା କରାଯିବ। ରାଜ୍ୟରେ ପିଜି…
Read More...

ଗୁରୁକୂଳ ସ୍କଲାର୍ସ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ସାକ୍ଷୀ ଗୋପୀନାଥଙ୍କ ମନ୍ଦିର ପାର୍ଶ୍ଵରେ ଥିବା ଗୁରୁକୂଳ ସ୍କଲାର୍ସର ତୃତୀୟ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀ ମାଟିର ମହକ ଅନ୍ୟ କେଉଁଠି ମିଳିନାଏ…
Read More...

ନିଜ ଶରୀରରେ ନିଆଁ ଲଗାଇଲା ନବନ ଶ୍ରେଣୀ ଛାତ୍ର

ବଡ଼ସାହି :  ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକର ପଶୁଦା-ଭୋଳସାହି ଗ୍ରାମର ନବମ ଶ୍ରେଣୀର ଜଣେ ଛାତ୍ର ସ୍କୁଲ ଯିବା ପାଇଁ ବଡ଼ ଭଉଣୀର ତାଗିଦକୁ ସହି ନ ପାରି ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା…
Read More...

ଅଟୋ – ବୋଲେରୋ ମୁହାଁମୁହିଁ ଧକ୍କା : ୫ଗୁରୁତର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବଙ୍ଗଡ଼ଦୁଆ ଘାଟି ନିକଟରେ ମଙ୍ଗଳବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଗୁରୁତ ଆହତ ହୋଇଥିବା ବେଳେ ୫…
Read More...

ଭିଜିଲାନ୍ସ ଜାଲରେ କେସିଙ୍ଗା ବନ ଅଧିକାରୀ

କେସିଙ୍ଗା : କଳାହାଣ୍ଡି କେସିଙ୍ଗା ବନ ଅଧିକାରୀ ଦୀନବନ୍ଧୁ ମେହେରଙ୍କ ବଲାଙ୍ଗୀର ସ୍ଥିତ ଘର ଏବଂ କେସିଙ୍ଗାସ୍ଥିତ କାର୍ଯ୍ୟଳୟ ଓ ସରକାରି ବାସଭବନରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଆୟବର୍ହିଭୁତ ସମ୍ପତି…
Read More...

ସଡ଼କ ଦୁର୍ଘଟଣା ; ୧ ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ୫୭ ନମ୍ବର ଜାତୀୟ ରାଜପଥ  ଅନ୍ତର୍ଗତ ଇକଡା ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ମୟୁରଭଞ୍ଜ ଜିଲାର ବୋଲି…
Read More...

ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ କୋର୍ଟ : ପ୍ରତାପ ଜେନା

ଭୁବନେଶ୍ବର : ମହିଳା ଓ ଶିଶୁଙ୍କ ଉପରେ ବୃଦ୍ଧି ପାଉଥିବା ହିଂସା ମାମଲାର ତ୍ବରୀତ ବିଚାର ପାଇଁ ମଙ୍ଗଳବାର ରାଜ୍ୟ ସରକାର ୪୫ଟି ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୀଡ଼ିତାମାନେ…
Read More...

ସୁନା ଦୋକାନରୁ ଲୁଟ୍ ଉଦ୍ୟମ ; ପୁଲିସ ଓ ଡକାୟତ ମଧ୍ୟରେ ଗୁଳିବିନିମୟ

କଟକ : କଟକ ଚୌଦ୍ବାର ମୁଣ୍ଡାସାହିରେ ପୁଲିସ ଓ ଡକାୟତ ମଧ୍ୟରେ ମଙ୍ଗଳବାର ଗୁଳିବିନିମୟ ଘଟିଛି । ଡକାୟତମାନେ ସୁନା ଦୋକାନରୁ ଲୁଟ ଉଦ୍ୟମ କରୁଥିବା ବେଳେ ପୁଲିସ ଚଢାଉ କରିଥିଲା। ଏହି ସମୟରେ ପୁଲିସ ଓ ଅପରାଧୀ ଉଭୟଙ୍କ…
Read More...

ଭିଜିଲାନ୍ସ ଜାଲରେ ସୋର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ

ବଡ଼ସାହି : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୋର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଅଜୟ ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟଙ୍କ ବାସଭବନରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ସହକାରୀ…
Read More...

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ବିରୋଧ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଥଇଥାନ ଓ ଆଲୋଚନା  ନ କରାଯାଇ ଉଚ୍ଛେଦ କରାଯିବାରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। ଦୁଇ ସଙ୍ଘ ଲିଙ୍ଗରାଜ ସାଂସ୍କୃତିକ ପରିଷଦ…
Read More...

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାତ୍ରସାହିରେ ମଙ୍ଗଳବାର ଅଭିମନ୍ୟୁ ପଣ୍ଡା ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଅଭିମନ୍ୟୁ ନିଜ ଘର ଆଗରେ…
Read More...

ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ମିଳନୀ

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଭାଲିଆପାଣି ସେବାଶ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ପାଣୁଆ ବେହେରାଙ୍କ ତତ୍ତ୍ୱବଧାନରେ…
Read More...

ମମତାଙ୍କୁ ରାମ ମାଧବଙ୍କ ଚେତାବନୀ : କହିଲେ ସମ୍ବିଧାନ ମାନିବାକୁ ବାଧ୍ୟ ସମସ୍ତ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ବିଧାନ ମାନିବା ପାଇଁ ବାଧ୍ୟ ବୋଲି ନାଗରିକତା ସଂଶୋଧନ ବିଧେୟକକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି ବିଜେପିର ସାଧାରଣ…
Read More...

ଆରମ୍ଭ ହେଲା କଳିଙ୍ଗନଗର ମହୋତ୍ସବ

ଯାଜପୁର: ଯାଜପୁର ଜିଲା କଳିଙ୍ଗନଗରରେ ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ ସୋମବାର ଉଦଘାଟିତ ହୋଇଯାଇଛି । ରାଜ୍ୟ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି…
Read More...

ବାଲେଶ୍ବର ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ବାଲେଶ୍ବର : ବାଲେଶ୍ବର ସବ୍ ରେଜିଷ୍ଟ୍ରି କାର୍ୟ୍ୟାଳୟରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡିଛି।…
Read More...

ଅପରାଧ ନିୟନ୍ତ୍ରଣ ପାଇଁ ୬ଟି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ ; ନୂଆ ଡ଼ିଜିପି

କଟକ : ଓଡ଼ିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅଭୟ ସୋମବାର ଅପରହ୍ନାରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତରୀଣ ଡିଜି ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ…
Read More...

ନାଗରିକତା ସଂଶୋଧନ ବିଧେୟକକୁ ଶିବସେନାର ସମର୍ଥନ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୋମବାର ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଧେୟକ ଆଗତ କରିଛନ୍ତି। ସଂସଦରେ ଏହି ବିଧେୟକକୁ ଅନେକ ଦଳ ସମର୍ଥନ କରିଥିବାବେଳେ ଅନେକେ ବିରୋଧ କାରିଥିଲେ। ତେବେ ପରେ…
Read More...

ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବୁନାହିଁ ଏନଆରସି ଓ ନାଗରିକତା ସଂଶୋଧନ ବିଧେୟକ : ମମତା

କୋଲକାତା : ପଶ୍ଚିମବଙ୍ଗର ଲୋକମାନଙ୍କୁ ଏନଆରସି ଓ ନାଗରିକତା ସଂଶୋଧନ ବିଧେୟକକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ରାଜ୍ୟରେ କୌଣଶି ପରିସ୍ଥିତିରେ ମଧ୍ୟ ଏନଆରସି ଓ ନାଗରିକତା ସଂଶୋଧନ ବିଧେୟକକୁ ଲାଗୁ…
Read More...

ଦିଲ୍ଲୀରେ ଜମି ପାଇଁ ନବୀନଙ୍କ ଚିଠି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦ୍ରକୁ ଚିଠି ଲେଖି ଦିଲ୍ଲୀରେ ଜମି ମାଗିଥିବା ଜଣାପଡ଼ିଛି। ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ନିର୍ମାଣ ପାଇଁ ଏହି ଜମି ମଗାଯାଇଛି। ମୁଖ୍ୟମନ୍ତ୍ରୀ…
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି  ତୁରେକେଲା ରାଜୀବ ଗାନ୍ଧି ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ସୋମବାର ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ କୁମାର…
Read More...

ରାଜୁ ସଂରକ୍ଷିତ ଜଙ୍ଗଲରେ ଚିତା ବାଘ ଠାବ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ରାଜୁ ସଂରକ୍ଷିତ ଜଙ୍ଗଲ ଢୋଲମାନ୍ଦଲ ସେକ୍ସନରେ ଚିତାବାଘ ଥିବାର ଠାବ କରିଛି ବନ ବିଭାଗ। ପ୍ରାପ୍ତ ସୂଚନା ଅନୁଯାୟୀ, ରାଜୁ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ତରଫରୁ ୪/୫…
Read More...

ବିଶ୍ବର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହେଲେ ଫିନ୍‌ଲ୍ୟାଣ୍ଡର ସନା ମରିନ୍‌

ହେଲ୍‌ସିନ୍‌କି : ବିଶ୍ବର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଫିନ୍‌ଲ୍ୟାଣ୍ଡର ସନା ମରିନ୍‌। ତାଙ୍କର ବୟସ ୩୪ବର୍ଷ। ମରିନ୍ ପ୍ରଧାନମନ୍ତ୍ରୀ ହେବା ପରେ ନେତା ଏଣ୍ଟି ରିନେଙ୍କ ସ୍ଥାନ ନେଇଛନ୍ତି। ଏହା ପୂର୍ବରୁ ସେ…
Read More...

ସମସ୍ୟା ଘେରରେ ଧନୁପୋତା ପ୍ରାଥମିକ ବିଦ୍ୟାଳୟ

ମୋହନା : ମୋହନା ବ୍ଳକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର ଧନୁପୋତା ପ୍ରାଥମିକ ବିଦ୍ୟାଳୟ ବହୁ ସମସ୍ୟା ଘେରରେ ରହିଛି । ଏହି ବିଦ୍ୟାଳୟର ୧ମ ରୁ ୫ମ ଶ୍ରେଣୀ ରହିଥିବା ବେଳେ ୪୨ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।…
Read More...

ଦାଦନ ଯିବା କାଳ ହେଲା ; ଲାଞ୍ଜିଗଡର ଯୁବତୀ କେରଳରେ ମୃତ୍ୟୁ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଉଥିବା ବେଳେ କାମଧନ୍ଦା ଅଭାବରୁ ଅନେକ ଯୁବକ ଯୁବତି କାମ ଅନ୍ୱେଶଣରେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । କିଛିଦିନ କାମ…
Read More...

ରଣଜୀ ମ୍ୟାଚ ବେଳେ ପଡ଼ିଆରେ ପଶିଲା ସାପ

ନୂଆଦିଲ୍ଲୀ : କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ ଚାଲିଥିବା ସମୟରେ କେତେବେଳେ ବର୍ଷା ହେବା କାରଣରୁ ମ୍ୟାଚକୁ କିଛି ସମୟ ପାଇଁ ରୋକା ଯାଇଥାଏ ତ ଆଉ କେତେବେଳେ କମ୍ ଆଲୋକ ସକାଶେ ମ୍ୟାଚକୁ ରୋକା ଯିବାର ଦେଖାଯାଏ। ମାତ୍ର…
Read More...

ବରତୁଣ୍ଡାରେ ଲକ୍ଷ୍ମୀ ପୂଜା ମହୋତ୍ସବ

ବରଗଡ଼ : ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମରେ ସୋମବାର ମହାସମାରୋହରେ ଜଗତ ଜନନୀ ମାଆ ଲକ୍ଷ୍ମୀ ପୂଜା ମହୋତ୍ସବଆରମ୍ଭ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ଵାରା ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ କଳସ…
Read More...

ବାଇକ ଉପରେ ଡମ୍ଫର ଓଲଟି ଦମ୍ପତି ଗୁରୁତର

ଯାଜପୁର : ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ପଙ୍କପାଳ ବଙ୍ଗଳା ନିକଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଏକ ଆଇରନ କ୍ରୋମ ବୋଝେଇ ଡମ୍ଫର ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ଓଲଟି ପଡ଼ିଛି। ଏହି ବାଇକରେ…
Read More...

ଜେଲରେ ବାବା ରାମ ରହିମଙ୍କୁ ଭେଟିଲେ ହନିପ୍ରୀତ

ନୂଆଦିଲ୍ଲୀ : ପଞ୍ଚକୁଳା ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଡେରା ମୁଖିଆ ଗୁରୁମୀତ ରାମ ରହିମଙ୍କୁ ତାଙ୍କ ତଥାକଥିତ ଝିଅ ହନିପ୍ରୀତ ସୁନାରିଆ ଜେଲ ଯାଇ ଦେଖା କରିଛନ୍ତି। ସେ ସୋମବାର ଦ୍ବିପ୍ରହର ୨ ରୁ ୩ଟା ସମୟରେ ବାବାଙ୍କୁ…
Read More...

ଦାୟିତ୍ବ ଗ୍ରହଣ କଲେ ନୂଆ ପୁଲିସ ଡିଜି ଅଭୟ

କଟକ : ଅନ୍ତରୀଣ ପୁଲିସ ଡିଜି ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୋମବାର ଅପରାହ୍ନରେ ନୂତନ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୮୬ବ୍ୟାଚର ଆଇପିଏସ୍‍ ଅଧିକାରୀ ଅଭୟ। ସେ ପୂର୍ବରୁ ହାଇଦ୍ରାବାଦ…
Read More...

ବାରବାଟୀ ଦିନିକିଆ : ପରିଚୟ ପତ୍ର ବାଧ୍ୟତାମୂଳକ, ଜଣଙ୍କୁ ମିିଳିବ ୨ଟି ଟିକଟ

କଟକ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁଥିବା ଦିନିକିଆ ସିରିଜର ତ୍ବତୀୟ ତଥା ଅନ୍ତିମ ଦିବାରାତ୍ର ମ୍ୟାଚ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ଡିସେମ୍ବର ୧୯ ରୁ ୨୧ ତାରିଖ…
Read More...

ଦ୍ବିତୀୟ ଟି-୨୦: ୱେଷ୍ଟଇଣ୍ଡିଜର ଦମଦାର ବିଜୟ

ତିରୁଅନନ୍ତପୁରମ୍: ଦ୍ବିତୀୟ ଟି-୨୦ରେ ଦମଦାର ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ୧୭୧ ରନର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ହାସଲ କରିନେଇଛି ୱେଷ୍ଟଇଣ୍ଡିଜ। ଭାରତର ୧୭୧ ରନ ଟାର୍ଗେଟ ନେଇ…
Read More...

‘ପରମାତ୍ମା ଶକ୍ତି ଦ୍ବାରା ସୁବର୍ଣ୍ଣ ଯୁଗର ପ୍ରସ୍ତୁତି’ ଶୀର୍ଷକ ଆଧ୍ୟାତ୍ମିକ ସମ୍ମିଳନୀ

ଗୋପାଳପୁର : ବ୍ରହ୍ମପୁର ସହର ଉପକଣ୍ଠ ରାମଚନ୍ଦ୍ର ପୁର ଠାରେ ଥିବା ପ୍ରଜାପତି ବ୍ରହ୍ମାକୁମାରୀ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ପରସିରରେ ରବିବାର ଅପରାହ୍ନରେ 'ପରମାତ୍ମା ଶକ୍ତି ଦ୍ବାରା ସୁବର୍ଣ୍ଣ ଯୁଗର ପ୍ରସ୍ତୁତି'…
Read More...

ଆଖଣ୍ଡଳମଣିଙ୍କ ପୀଠରେ ବିଶ୍ୱଶାନ୍ତି ଗୀତାଯଜ୍ଞ

ଆରଡି :  ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଗତ ଶୁକ୍ରବାର ଠାରୁ ୭ଦିନ ବ୍ୟାପି ବିଶ୍ୱାଶାନ୍ତି ଗୀତା ମହାଯଜ୍ଞ ଆରମ୍ଭ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର…
Read More...

ଦ୍ବିତୀୟ ଟି-୨୦:ୱେଷ୍ଟଇଣ୍ଡିଜ ଆଗରେ ୧୭୧ ରନର ଟାର୍ଗେଟ

ତିରୁଅନନ୍ତପୁରମ୍: ଦ୍ବିତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଦଳ ଭାରତ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ ଆଗରେ  ୧୭୧ ରନର ଟାର୍ଗେଟ ରଖିଛି। ୱେଷ୍ଟଇଣ୍ଡିଜ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇ ଆମନ୍ତ୍ରଣ କରିଥିଲା।…
Read More...

ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ବଙ୍ଗୋମୁଣ୍ଡା ଅଞ୍ଚଳବାସୀ

ବଙ୍ଗୋମୁଣ୍ଡା:  ବଲାଙ୍ଗିର ଜିଲା ସଦର ମହକୁମା ଠାରୁ ୯୫ କିଲୋମିଟର ଦୂରତାରେ ରହିଥିବା ବଙ୍ଗୋମୁଣ୍ଡା ବ୍ଲକ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା। ମରୁଡି ପ୍ରପୀଡିତ, ଦାଦନ ପ୍ରବଣ ଏହି ବ୍ଲକର ଉପାନ୍ତ ଅଞ୍ଚଳରୁ ଜିଲା ସଦର…
Read More...

ହେରିଟେଜ୍ ଭିଜନ ଟ୍ୟାଲେଣ୍ଟ ଅଲିମ୍ପିଆଡ୍ ୨୦୧୯: ଅର୍ପିତା ମିଶ୍ର ହେଲେ ଚତୁର୍ଥ ଯୁବ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ହେରିଟେଜ୍ ଭିଜନ ସୋସିଆଲ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରୀୟ “ଟ୍ୟାଲେଣ୍ଟ ଅଲିମ୍ପିଆଡ୍ ଯୁବ ପ୍ରଧାନମନ୍ତ୍ରୀ ୨୦୧୯”ର ଉଦଯାପନ ଉତ୍ସବ ଓଡିଶୀ ଗବେଷଣା କେନ୍ଦ୍ର ଅଡିଟୋରିୟମରେ ରବିବାର ଅନୁଷ୍ଠିତ…
Read More...

ସମ୍ବଲପୁର ଜିଲା ପୁଲିସ ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର : ସମ୍ବଲପୁର ଜିଲା ପୁଲିସ ତରଫରୁ ଏକ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ସ୍ଥାନୀୟ ରିର୍ଜବ ପୁଲିସ ଲାଇନ ସ୍ଥିତ ପୁଲିସ କମ୍ୟୁନିଟି ହଲରେ ଆୟୋଜିତ ଏହି ଶିବିରକୁ ସମ୍ବଲପୁର…
Read More...

ବଡ଼ସାହିରୁ ଅପହୃତା ନାବାଳିକା ତାମିଲନାଡୁରୁ ଉଦ୍ଧାର

ବଡ଼ସାହି : ମୟୁଭଞ୍ଜ ଜିଲା ବଡ଼ସାହି ଥାନା ଇଲାକାରୁ ଜଣେ ୮ମ ଶ୍ରେଣୀ ଛାତ୍ରୀ ଅପହରଣ ହେବା ଅଭିଯୋଗ ପରି ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ପୁଲିସକୁ ନାକେଦମ କରିଥିଲା। ତେବେ ଏସ୍‍ପି ସ୍ମିଥ୍‍ ପି. ପରମାରଙ୍କ ତତ୍କାଳୀନ…
Read More...

କୋଶଲି ଭାଷା ସୁରକ୍ଷା ସମିତିର ଗାଁକୁ ଚାଲ ଅଭିଯାନ

ଟିଟିଲାଗଡ଼ : ଟିଟିଲାଗଡ କୋଶଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଗାଁକୁ ଚାଲ ଅଭିଯାନ ପରିପ୍ରେକ୍ଷୀରେ ପିପଲପଦ ଗ୍ରାମ ଠାରେ ଭାଷା ସୁରକ୍ଷା ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଭିକାରି ମିଶ୍ରଙ୍କ…
Read More...

ଦ୍ବିତୀୟ ଟି-୨୦ ଟସ୍ ଜିତି ୱେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ତିରୁଅନନ୍ତପୁରମ୍: ଦ୍ବିତୀୟ ଟି-୨୦ ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ। ଭାରତକୁ ପ୍ରଥମେ ବ୍ୟାଟିଂ କରିବାପାଇଁ ଆମନ୍ତ୍ରଣ କରିଛି ୱେଷ୍ଟଇଣ୍ଡିଜ। ଆଜିର ମ୍ୟାଚରେ ଭାରତୀୟ ଦଳରେ କୌଣସି…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ , ୧୩ ଆହତ

ବାଲିଗୁଡ଼ା : କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ସିଆଙ୍ଗ ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…
Read More...

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ଫାକ୍ଟ୍ରିମାଲିକ ସହ ମ୍ୟାନେଜର ଗିରଫ

ଦିଲ୍ଲୀ: ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ପୁଲିସ ଫାକ୍ଟ୍ରିମାଲିକ ସହ  ତାଙ୍କ ମ୍ୟାନେଜରକୁ ଗିରଫ କରିଛି। ଅଗ୍ନିକାଣ୍ଡ ଘଟଣାରେ ପୁଲିସ ଫାକ୍ଟ୍ରିମାଲିକ ରେହାନ ଏବଂ ମ୍ୟାନେଜର ଫୁରକନକୁ ଗିରଫ କରିଛି। ଦୁହିଁଙ୍କୁ ଭାରତୀୟ…
Read More...

ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୀଳଗିରି : ବାଲେଶ୍ବର ଜିଲା ଔପଦା ବ୍ଲକ ବଡ଼ପୋଖରୀ ଗ୍ରାମରେ ଜଣେ ଚାଷୀ ରବିବାର ଋଣ କଷ୍ଟ ସହିନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ଚାଷୀ ଜଣଙ୍କ ବ୍ୟାଙ୍କରୁ ଲକ୍ଷାଧିକ…
Read More...

ପୁଣି ଲଜ୍ଜା : କାଶୀପୁର ବ୍ଲକରେ ନାବାଳିକାକୁ ବକତ୍କାର ଅଭିଯୋଗ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡଙ୍ଗାସିଲ ଫାଣ୍ଡୀ ଅଧୀନସ୍ତ ଏକ ଗ୍ରାମର ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ହୋଇଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ସୁଯୋଗନେଇ ଅଭିଯୁକ୍ତ ଜଣକ…
Read More...

ଓଡିଶା ଗସ୍ତ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି କୋବିନ୍ଦ

ଭୁବନେଶ୍ବର: ୨ ଦିନିଆ ଓଡିଶା ଗସ୍ତସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରବିବାର ସନ୍ଧ୍ୟା ୫.୧୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାୟୁସେନାର ଏକ…
Read More...

ପୁରୀ ଗଣବଳାତ୍କାର ମାମଲା ; ଚତୁର୍ଥ ଅଭିଯୁକ୍ତ ଗିରଫ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ରବିବାର ଚତୁର୍ଥ ଅଭିଯୁକ୍ତକୁ ରାୟଗଡ଼ାରୁ ଗିରଫ କରିଛି ପୁରୀ ପୁଲିସ। ରାୟଗଡ଼ାସ୍ଥିତ ନାଗାବଳି ନଦୀ ନିକଟରୁ ଅଭିଯୁକ୍ତ ଧରାପଡିଥିବା ଜଣାପଡ଼ିଛି।…
Read More...

ଲିଙ୍ଗରାଜଙ୍କ ଦର୍ଶନ କଲେ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ। ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସବିତା କୋବିନ୍ଦଙ୍କୁ ସ୍ବାଗତ…
Read More...

ଖ୍ରୀଷ୍ଟ କଲେଜରେ କ୍ରୀସମାସ୍ କ୍ୟାରୋଲ ଉତ୍ସବ

କଟକ: ଐତିହ୍ୟପୂର୍ଣ୍ଣ ଖ୍ରୀଷ୍ଟ କଲେଜରେ ପ୍ରଭୁ ଯୀଶୁଙ୍କ ପବିତ୍ର ଜନ୍ମଉତ୍ସବ ଉପଲକ୍ଷେ କ୍ରୀସମାସ୍ କ୍ୟାରେଲ ଉତ୍ସବ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଏନ୍.ସି.ସି ଆର୍ମ ଓ ନାଭାଲର…
Read More...

୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ଅଭିଯୁକ୍ତ ଅଟକ; ସନ୍ଦେହ ଘେରରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପ

ଲକ୍ଷ୍ମୀପୁର : କୋରାପୁଟ ଜିଲାରେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାର ଅଭିଯୁକ୍ତ ଗିରଫ ହୋଇଛି। ତେବେ ଯୁବକ ଜଣଙ୍କ ଲକ୍ଷ୍ମୀପୁରର ବୋଲି ଜଣାପଡ଼ିଛି। ଅଭିଯୁକ୍ତର ନାମ କୃଷ୍ଣ ବାଘ। ଖବର ପାଇ ଜିଲା ମଙ୍ଗଳ ସମ୍ପ୍ରସାରଣ…
Read More...

ରାଜ୍ୟସଭାରେ ପୁଣିଥରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି

ଭୁବନେଶ୍ବର(ସତ୍ୟଜିତ୍ ସାହୁ): ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଭୁଲିଗଲେ କେନ୍ଦ୍ରସରକାର। ଏନେଇ ପୁଣି ରାଜ୍ୟସଭାରେ ଦାବୀ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ। ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଓଡିଶାର…
Read More...

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି କୋବିନ୍ଦ

ଭୁବନେଶ୍ବର: ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ସନ୍ଧ୍ୟା ୭.୩୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ  ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଅବତରଣ କରିଛନ୍ତି…
Read More...

ବାରବାଟୀ ଦିନିକିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

କଟକ: ଡିସେମ୍ବର ୨୨ରେ କଟକରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ତ୍ବତୀୟ ତଥା ଅନ୍ତିମ ଦିନିକିଆ। ଏଥିପାଇଁ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିୟମ। ସାମୁଦ୍ରିକ ଝଡ ଫନିରେ ବ୍ୟାପକ କ୍ଷୟକ୍ଷତି…
Read More...

ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ : ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ଶନିବାର ସନ୍ଧ୍ୟାରେ ୨୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ…
Read More...

ପୁଣି ଲଜ୍ଜା : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

କୋରାପୁଟ : କୋରାପୁଟ ଜିଲାର ଆଦିବାସୀ ଊନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଜିଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଛି । ଏପରିକି ଛାତ୍ରୀ ଜଣଙ୍କ ୭ମାସ…
Read More...

ଲାଞ୍ଜିଗଡରେ ଲାଲ ବାହିନିର ଲାଲ ବ୍ୟାନର

ଲାଞ୍ଜିଗଡ଼ : କିଛି ଦିନର ନିରବତା ପରେ ପୁଣି ଜାଗି ଉଠିଲେ ମାଓବାଦୀ । ଲାଞ୍ଜିଗଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସେମାନଙ୍କ ନାଲି ଅଖି ଦେଖାଇ ଲୋକଙ୍କୁ ଭୟଭିତ କରାଉଥିବା ବେଳେ ଗୋଟିଏ ପରେ ଗୋଟିଏ ତାଣ୍ଡବ ରଚି ଚାଲିଛନ୍ତି…
Read More...

ବିଶ୍ବର ଦୁଷ୍କର୍ମ ରାଜଧାନୀ ଭାରତ: ରାହୁଲ ଗାନ୍ଧୀ

କେରଳ: ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର କେରଳର ୱାଇନାଡାରେ ଦେଶରେ ମହିଳାମାନଙ୍କ ପ୍ରତି ବଢୁଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୀଛନ୍ତି। ରାହୁଲ କହିଛନ୍ତି ଲୋକ ଏଥିପାଇଁ କାନୁନକୁ ନିଜ ହାତକୁ…
Read More...

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବରୁଣେଇ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ପ୍ରସ୍ତୁତିର ସମୀକ୍ଷା କଲେ ଧର୍ମେନ୍ଦ୍ର…

ଖୋର୍ଦ୍ଧା : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଶନିବାର ଖୋର୍ଦ୍ଧା ବରୁଣେଇ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ଓ ଅନ୍ୟାନ୍ୟ…
Read More...

ଯଦି ନ୍ୟାୟ ପ୍ରତିଶୋଧ ପାଇଁ କରାଯାଏ ତେବେ ନ୍ୟାୟର ମୂଳ ପରିଚୟ ହଜିଯିବ: ପ୍ରଧାନ ବିଚାରପତି

ରାଜସ୍ତାନ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ପୁଲିସ ଏନକାଉଣ୍ଟର କରାଯିବା ପରେ ପୁଲିସ ଉପରକୁ ଅନେକ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ଦୋଷୀଙ୍କୁ ଏନକାଉଣ୍ଟର କରାଯିବାକୁ କେତେକ ଉଚିତ ବୋଲି କହୁଥିବା…
Read More...

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଜବରଦଖଲକାରୀଙ୍କୁ ସୋମବାର ହଟାଯିବ : ବିଡିଏ

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ଜବରଦଖଲକାରୀଙ୍କୁ ସୋମବାର ହଟାଯିବ। ବିଏମସି ବିଡିଏ ଏନଫୋର୍ସମେଣ୍ଟ ସ୍କାଡ ପକ୍ଷରୁ ସୋମବାର ଏହି ଜବରଦଖଲ ହଟିବ। ଏନେଇ ବିଡିଏ ପକ୍ଷରୁ ଜବରଦଖଲକାରୀଙ୍କୁ ଶନିବାର ବେତାର…
Read More...

ଆଇନ ଭାଙ୍ଗୁଛି ପୁଲିସ, ଉତ୍ସବ ମନାଉଛନ୍ତି ବିଜେପି ସାଂସଦ : ମେହବୁବା ମୁଫତି

ହାଇଦରାବାଦ : ହାଇଦରାବାଦ ପ୍ରାଣୀ ଚିକିତ୍ସିକା ‘ଦିଶା’ଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିବା ଘଟଣା‌କୁ ନେଇ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁ କାଶ୍ମୀରର…
Read More...

ଟ୍ରେନ ଲାଇନରୁ ଶ୍ରମିକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି-ରାୟପୁର ଟ୍ରେନ ଲାଇନର ଡାବରୀ ନିକଟରୁ ଶନିବାର ସନ୍ଦେହ ଜନକ ଭାବେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ଜଣଙ୍କ ଦାଦନ ଖଟିବା ପାର୍ଇ ତେଲଙ୍ଗାନାର ପୈଦାପଲ୍ଲୀ…
Read More...

୫ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀକୁ କୋର୍ଟରେ ପିଟିଲେ ଓକିଲ

ଇନ୍ଦୋର: କୋର୍ଟ ପରିସରରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ପିଟିଲେ ଓକିଲ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇନ୍ଦୋରର ମହୁରେ। ଯେଉଁଠି ଜଣେ ପାଞ୍ଚବର୍ଷୀୟ ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ପୁଲିସ…
Read More...

ବୁଢାବଳଙ୍ଗ ନଦୀ ପଠାରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ବଡ଼ସାହି : ମୟୁରଭଞ୍ଜ  ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଡିଙ୍ଗିରା ଗ୍ରାମର ବୁଢାବଳଙ୍ଗ ନଦୀ ପଠାରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡି ରହିଛି । ଶରୀରର ମୁଣ୍ଡ ଠାରୁ ଜଙ୍ଘ ଯାଏ ପୋଡି ଥିବାରୁ କେବଳ କଙ୍କାଳ ଦେଖାଯାଉଛି ।…
Read More...

ଚୋରାଚାଲାଣ କାଠ ବୋଝେଇ ପିକଅପ ଓ ଅଟୋ ଜବତ ; ୪ ଗିରଫ

ଦ୍ୱାରଶୁଣି : ବାଙ୍ଗିରିପୋଷି ବନବିଭାଗ  ଶୁକ୍ରବାର ବିଲମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନା ଅଧିନ ସୀମାନ୍ତ କଲେଜ ସମ୍ମୁଖରେ ଏକ କାଠ ଗଣ୍ଡି ବୋଝେଇ ପିକ ଅପକୁ ଜବତ କରିଛି। ପିକ ଅପରେ ମୋଟ ୧୩ଟି…
Read More...

ସ୍କୁଲ ଅଟୋ ଓଲଟି ଛାତ୍ରୀ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଗରାଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋ ଓଭରଲୋଡ୍ ପାଇଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି…
Read More...

ଗିଫ୍ଟ ଦୋକାନରେ ଗଞ୍ଜେଇ ବେପାର ; ଜଣେ ଗିରଫ

ଯାଜପୁର : ଯାଜପୁର ଟାଉନଥାନା ଅନ୍ତର୍ଗତ ଚିତାଳୋ କଲେଜ ଛକରେ ଥିବା ଏକ ଗିଫ୍ଟ ଦୋକାନରେ ପୁଲିସ ଅଚାନକ ଚଢ଼ାଉ କରି ଗଞ୍ଜେଇ ଓ ଅଫିମ ଜବତ କରିଛି। ସମ୍ପୃକ୍ତ ଦେକାନୀଙ୍କୁ ପୁଲିସ ଗିରପଂ କରି କୋର୍ଟ ଚାଲାଣ କରିଛି। ଗିରଫ…
Read More...

ଗାଜିଆବାଦରେ ହେବାକୁଥିବା ଅଦିନିଆ ରଥଯାତ୍ରାରୁ ଓହରିଲା ନାରଦୀୟ ନିକୁଞ୍ଜ ଟ୍ରଷ୍ଟ ଟ୍ରଷ୍ଟ

ଭୁବନେଶ୍ବର : ଉତ୍ତରପ୍ରଦେଶର ଗାଜିଆବାଦରେ ହେବାକୁ ଥିବା ଅଦିନିଆ ରଥଯାତ୍ରାରୁ ଶନିବାର ଆୟୋଜନକାରୀ ଭଗବତ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ ଓହରି ଯାଇଛି। ଟ୍ରଷ୍ଟ ପକ୍ଷରୁ ଡିସେମ୍ବର୨୯ରେ ଗାଜିଆବାଦରେ ରଥଯାତ୍ରା ଆୟୋଜନ…
Read More...

ବିଶ୍ବର ପ୍ରଥମ ମୋବାଇଲ ଫୋନର ଓଜନ ଥିଲା ଏତିକି କିଲୋଗ୍ରାମ, ଜାଣନ୍ତୁ ବିଶେଷତ୍ବ

ନିୟୁର୍କ : ମୋବାଇଲ ଫୋନର ପ୍ରଥମ ବ୍ୟବହାର ୪୦ ବର୍ଷ ପୂର୍ବରୁ ୧୯୭୩ ମସିହା ୩ ଏପ୍ରିଲରେ ଆରମ୍ଭ ହୋଇଥିଲା। ଏହି ମୋବାଇଲ ଫୋନଟି ମଟୋରାଲା କମ୍ପାନୀର ଥିଲା। ଏହାକୁ କମ୍ପାନୀର ପୂର୍ବ ଉପାଧ୍ୟକ୍ଷ ଓ ଡିବିଜନ ମ୍ୟାନେଜର…
Read More...

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋବିନ୍ଦ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ୭ଟା ୩୦ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ। ଏହା ପରେ ରାଜଭବନକୁ ଯାଇ…
Read More...

ଗଛକୁ ଧକ୍କା ଦେଇ ଓଲଟିଲା ବସ : ୧୧ ଆହତ

ବୌଦ୍ଧ: ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବସ ଗଛକୁ ଧକ୍କାଦେଇ ଓଲଟି ପଡ଼ିଛି। ସୂଚନା ଅନୁଯାୟୀ, ଚକାଡୋଳା ନାମକ ଏକ ଘରୋଇ ବସ ଜୟପୁରରୁ ଭୁବନେଶ୍ବରକୁ…
Read More...

୧୪ ବର୍ଷ ପରେ ଆରମ୍ଭ ହେଲା ଡିଲେଶ୍ୱରୀଙ୍କର ଆଧାର କାର୍ଡ ନିର୍ମାଣ ପ୍ରକ୍ରିୟା

ସମ୍ବଲପୁର : ଶତବାର୍ଷିକୀ ପୂରଣ କରିସାରିଥିବା ଦୈନିକ ଓଡିଆ ଖବର କାଗଜ ‘ସମାଜ’ରେ ଗତ ୩ ତାରିଖରେ ପ୍ରକାଶିତ ଖବର ‘ଆଧାର ନାହିଁ ବୋଲି ମିଳୁନି ସହାୟତା ’ ଶୀର୍ଷକ ଏକ ଖବର ପ୍ରକାଶିତ ହୋଇଥିଲା। ସମ୍ବଲପୁର ମହାନଗର…
Read More...

ରାହୁଲ ଓ କୋହଲିଙ୍କ ଅର୍ଦ୍ଧଶତକ : ଭାରତ ୬ୱିକେଟରେ ବିଜୟୀ

ହାଇଦରାବାଦ : ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ କୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୬ୱିକେଟରେ ବିଜୟୀ…
Read More...

ବଳଙ୍ଗା ଶମ୍ଭୁଭାରତୀପାଟଣା ଡକାୟତି ଘଟଣା : ଗ୍ୟାଙ୍ଗ ଲିଡର ସମେତ ସୁନା ବ୍ୟବସାୟୀ ଗିରଫ

ପିପିଲି : ବଳଙ୍ଗା ଥାନା ଅଞ୍ଚଳରେ ଘଟିଥିବା ୩ଟି ବହୁଚର୍ଚ୍ଚିତ ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ପୁଲିସକୁ ସଫଳତା ମିଳିଛି। ୩ଟିଯାକ ଡକାୟତି ମାମଲାରେ ସଂପୃକ୍ତ ଥିବା ଏକ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ଦୁଇଜଣ…
Read More...

ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି : ଆଜି ହେଉଛି ୫୭ ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ। କଳାହାଣ୍ଡି ହୋମଗାର୍ଡ ସଙ୍ଘ ଦ୍ୱାରା ଭବାନୀପାଟଣା ରିଜର୍ଭ ପୁଲିସ ପଡିଆ ଠାରେ ଏହି ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ…
Read More...

୨୧ ତମ ଏସିଆ ମାଷ୍ଟରସ୍ ଆଥେଲେଟିକସ୍ ଚମ୍ପିୟାନସିପରେ ଓଡ଼ିଶାର ଟୁକୁ ସେଠୀଙ୍କୁ ରୌପ୍ୟ

ଗୋପାଳପୁର : ମାଲେସିଆର ସାରାଓ୍ବାକ୍ ଠାରେ ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ୨୧ ତମ ଏସିଆ ମାଷ୍ଟରସ୍ ଆଥେଲେଟିକସ୍ ଚମ୍ପିୟାନସିପରେ ୧୦୦ ମିଟର ରିଲେ ଦୌଡରେ ଟୁକୁ ସେଠୀ ରୌପ୍ୟ ପଦକ ପାଇଥିବା ଜଣାପଡିଛି। ଓଡ଼ିଶାରୁ…
Read More...

୮ଟି ଜିଲାରେ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ୬୫ଟି କେନ୍ଦ୍ରରେ ଏଟିଏମ୍‍ ସେବା ବନ୍ଦ!

ବଡ଼ସାହି : ବ୍ୟାଙ୍କ ଅଫ୍‍ ଇଣ୍ଡିଆ କେନ୍ଦୁଝର ଜୋନ ଅଧୀନରେ ଥିବା ୮ଟି ଜିଲାରେ ୬୫ଟି ଏଟିଏମ୍‍ ବନ୍ଦ ରହିଛି। ଫଳରେ ମୟୁୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲାରେ…
Read More...

ମେଡିକାଲକୁ ଭାରପ୍ରାପ୍ତ ଜିଲାପାଳଙ୍କ ଅଚାନକ ପରିଦର୍ଶନ

ଯାଜପୁର : ଯାଜପୁର ଜିଲା ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି । ଜିଲାପାଳ ଏହି ପରିଦର୍ଶନ ସମୟରେ ଡାକ୍ତରମାନେ ସରକାରୀ ଔଷଧ…
Read More...

ହାଇଦରାବାଦ ଟ୍ବେଣ୍ଟି-୨୦ : ହେଟମେୟରଙ୍କ ଅର୍ଦ୍ଧଶତକ, ଭାରତ ପାଇଁ ୨୦୮ରନର ବିଜୟ ଲକ୍ଷ୍ୟ

ହାଇଦରାବାଦ : ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ହେଟମେୟରଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଜ ୨୦୭ରନ ସଂଗ୍ରହ…
Read More...

୩ ଦଫା ଦାବି ନେଇ ବଙ୍ଗୋମୁଣ୍ଡା ନାଗରିକ ମଞ୍ଚଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ ପକ୍ଷରୁ ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଏନଏସି ମାନ୍ୟତା ଦାବି ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ବଙ୍ଗୋମୁଣ୍ଡା…
Read More...

ରଙ୍ଗେଇଲୁଣ୍ଡା ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୁଳା ସ୍ଥିତ ନ୍ୟାସନାଲ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ବିଦ୍ୟାଳୟର…
Read More...

ଜୟୀରାଜଗୁରୁଙ୍କ ବଳିଦାନ ଦିବସ ପାଳିତ

ସୁଆଣ୍ଡୋ : ପୁରୀ ଜିଲା ବୀରହରେକୃଷ୍ଣ ପୁର ଗ୍ରାମରେ ସହିଦ ଜୟୀରାଜଗୁରୁଙ୍କ ବଳିଦାନ ଦିବସ ଶୁକ୍ରବାର ଅପରାହ୍ନରେ ପାଳନ କରାଯାଇଛି । ଏଥିରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି…
Read More...

ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟ୍ବେଣ୍ଟି-୨୦ : ପ୍ରଥମେ ଟସ୍ ଜିତି ଭାରତର ବୋଲି ନିଷ୍ପତ୍ତି

ହାଇଦରାବାଦ : ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି…
Read More...

ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟ୍ବେଣ୍ଟି-୨୦

ହାଇଦରାବାଦ : ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତଜାର୍ତୀୟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ ଦଳ…
Read More...

ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ଦୁଇ ଜଣଙ୍କୁ ବାଇକରେ ଆସି ଶୁକ୍ରବାର ୪ ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ଥିବା ଜଣାପଡିଛି। ଦିଗପହଣ୍ଡି ଦେଓଖାଳି ଛକରେ ପ୍ରଥମେ ଜଣେ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତମାନେ ହାଣିଥିବାବେଳେ ପରେ କରପଡ଼ା…
Read More...

ଭାରତର ବିଶ୍ବକପ ପ୍ରସ୍ତୁତି: ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦

ହାଇଦ୍ରାବାଦ: ଆସନ୍ତାକାଲିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ କରିବ ଭାରତ। ଆସନ୍ତାକାଲି ସନ୍ଧ୍ୟା ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତଜାର୍ତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଆସନ୍ତାବର୍ଷ…
Read More...

ନାଗପୁର ପୁଲିସ ମହିଳାମାନଙ୍କ ପାଇଁ ଆରମ୍ଭକଲା ନିଶ୍ଳୁକ ବାହନ ସେବା

ମହାରାଷ୍ଟ୍ର : ନାଗପୁର ପୁଲିସ ଏକ ନିଶ୍ଳୁକ ବାହନ ସେବା ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଯେଉଁ ମହିଳାମାନେ ଘରକୁ ଫେରି ନ ପାରି ସହରର ବିଭିନ୍ନ ସ୍ଥାନରେ…
Read More...

 ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବିରେ ବଡ଼ସାହି ବ୍ଲକରେ କଂଗ୍ରେସର ଧାରଣା

ବଡ଼ସାହି : ମୟୁରଭଞ୍ଜ ଜିଲା ସର୍ବବୃହତ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବିରେ ବ୍ଲକ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ନଭେମ୍ବର ୨୭ତାରିଖରେ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ…
Read More...

ଡକାୟତି ଯୋଜନା ଉଦ୍ୟମ ପଣ୍ଡ ; ୪ ଗିରଫ

ଯାଜପୁର:  ଯାଜପୁର ଜିଲା ହରିପୁର ମାର୍କେଟରେ ଦୁର୍ବୃତ୍ତମାନେ ଡକାୟତି ଉଦ୍ୟମ କରିଥିଲେ। ଖବର ପାଇ କୁଆଖିଆ ପୁଲିସ ଏହି ଯୋଜନାକୁ ପଣ୍ଡ କରିବସହ ୪ଜଣ ଡକାୟତକୁ ଗିରଫ କରିଛି। ଗିରଫ ଡକାୟତମାନେ ହେଲେ ଯାଜପୁର ଅକରପଡା…
Read More...

ଜିଲାପାଳଙ୍କ କାର୍ଯ୍ୟାଳୟରେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଜନତା

ସମ୍ବଲପୁର : ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟରେ ଜନତା ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ସର୍ବ ନିମ୍ନ ପାନୀୟ ଓ ଶୌଚାଳୟ ଭଳି ସୁବିଧା ଜନତାଙ୍କୁ ଯୋଗାଇ ଦିଆଯାଉ ନାହିଁ…
Read More...

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ: ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୭ ଡିସେମ୍ବର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ…
Read More...

ଓଡିଶାରେ ଦେଶର ପ୍ରଥମ ସିନଗ୍ୟାସ୍‍ ପ୍ଲାଣ୍ଟ ନିର୍ମାଣ ହେବ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଏଫଆଇସିସିଆଇ ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ ଗ୍ୟାସ ଭିତିଭୂମି ସମ୍ମିଳନୀରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ଦେଶରେ ପ୍ରଥମ ଥର…
Read More...

ଅଗ୍ନିକାଣ୍ଡରେ ଚାରି ବଖରା ଘର ଭସ୍ମ

ସୁଆଣ୍ଡୋ : ପୁରୀ ଜିଲାର ନରେନ୍ଦ୍ରପୁର ଗ୍ରାମ ପାଇକ ସାହିରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଚାରି ବଖରା ଘର ପୋଡି ଯାଇଛ। ସୂଚନା ଅନୁଯାୟୀ, ଗ୍ରାମର ଗଙ୍ଗାଧର ମହାପାତ୍ର ବିମ୍ବାଧର ମହାପାତ୍ର ଓ…
Read More...

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ଜଣେ ଗିରିଫ

ଦ୍ୱାରଶୁଣି: ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ । ମୟୁରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ଘିଆଯୋଡି ଗ୍ରାମରେ ଜଣେ ମହିଳାଙ୍କସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତ…
Read More...

ପୁଣି ଲଜ୍ଜା : ଛାତ୍ରୀନିବାସରେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ରହିଥିବା ଅନୁସୁଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୨୦୦ ଶଜ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରିନିବାସରେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ…
Read More...

ଓଡିଶାରେ କ୍ରିକେଟର ଜବରଦସ୍ତ କ୍ରେଜ୍, ୧ ଘଣ୍ଟାରେ ଶେଷହେଲା ବାରବାଟୀ ଅନଲାଇନ୍ ଟିକଟ

କଟକ: ଓଡିଶାରେ କ୍ରିକେଟର ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି। ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଦିନିକିଆ ମ୍ୟାଚ୍ । ଆଜି ମ୍ୟାଚ୍ ପାଇଁ ଅନଲାଇନରେ ଟିକଟ…
Read More...

ଘରୋଇ କଳହକୁ ନେଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ଆରଡି : ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଖଟୁଆପାଟଣା ଗ୍ରାମରେ ଜଣେ ଯୁବକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ଚିନ୍ତାମଣି ପଲେଇ(୨୪) । ସେ ତାଙ୍କ ଘର ଠାରୁ କିଛି ଦୂରରେ…
Read More...