ଭଙ୍ଗା କୁଡିଆରେ ବିତୁଛି ମାଆ ଓ ଝିଅଙ୍କ ଜୀବନ ; ମିଳୁନି ସହାୟତା

ଆଗଲପୁର : ସରକାର ସମସ୍ତ ଗରିବ ପରିବାର ଓ ଅସହାୟ ବିଧାବ ମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ଯୋଜନାକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଲେ ତାହା ଆଗଲପୁର ବ୍ଲକରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ…
Read More...

ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ ; ଭାଙ୍ଗିଲେ ୫ଘର, ଉଜୁଡିଲା ମାଣ୍ଡିଆ ଓ ଧାନ ଫସଲ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଜଙ୍ଗଲି ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ମଧ୍ୟ ନାକେଦମ୍ ହୋଇପଡିଛି । ଜଙ୍ଗଲି ହାତୀ…
Read More...

ଜାମିନ ପରେ ମୋଦୀ ସରକାରଙ୍କ ଉପରେ ବର୍ଷିଲେ ଚିଦାମ୍ବରମ କହିଲେ ଅର୍ଥବ୍ୟବସ୍ଥା ଉପରେ ସରକାରଙ୍କ ନିଷ୍ପତ୍ତି ଭୁଲ

ନୂଆଦିଲ୍ଲୀ: ପୂର୍ବକେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଜେଲରୁ ଜାମିନରେ ଆସିବା ପରେ ଗୁରୁବାର ସଂସଦରେ ପହଞ୍ଚିଥିଲେ। ସଂସଦରେ ପହଞ୍ଚିବା ପରେ ଚିଦାମ୍ବରମ କହିଛନ୍ତି ସରକାର ସଂସଦରେ…
Read More...

ଶିକ୍ଷୟତ୍ରୀଙ୍କୁ ବିରୋଧ କରି କରଡାପାଳ ସ୍କୁଲରେ ୧୦ଦିନ ହେଲାଣି ତାଲା ପକାଇଛନ୍ତି ଗ୍ରାମବାସୀ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଳକ ଶାଳଚୁଆ ଗ୍ରାମପଞ୍ଚାୟତ କରଡାପାଳ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜଣେ ଶିକ୍ଷୟତ୍ରୀଙ୍କୁ ବିରୋଦ୍ଧ କରି ଗ୍ରାମବାସୀ…
Read More...

ସିୱାଇଏସ୍‍ଡିରେ ଅର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ ; ଏକ ସ୍ୱଚ୍ଛ ଓ ସଙ୍କଳ୍ପବଦ୍ଧ ମନରୁ ହିଁ ସ୍ୱେଚ୍ଛାସେବୀର…

ଭୁବନେଶ୍ୱର : ସମାଜର ବିକାଶ ଦିଗରେ ଅହରହ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତିଟି ସ୍ୱେଚ୍ଛାସେବୀ ନିଜ ମନରେ ଏକ ଦୃଢ ସଙ୍କଳ୍ପ ଓ ପ୍ରତିବଦ୍ଧତା ସାଇତି ରଖିଥାଏ। ଏକ ସ୍ୱଚ୍ଛ, ସଙ୍କଳ୍ପବଦ୍ଧ ଓ ସମର୍ପିତ ମନ ହିଁ ଜଣେ…
Read More...

କେବେ ସୁଧୁରିବ ସମାଜ, ପଶ୍ଚିମବଙ୍ଗରୁ ମିଳିଲା ଆଉ ଏକ ମହିଳାଙ୍କ ଜଳନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପଶ୍ଚିମବଙ୍ଗ: ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପଶ୍ଚିମବଙ୍ଗରୁ ଆସିଛି ଆଉ ଏକ ଦୁଃଖଦ ଖବର। ପଶ୍ଚିମବଙ୍ଗର ମାଲଦା ଜିଲାର ଏକ ଆମ୍ବ ବଗିଚାରୁ…
Read More...

ଛାତ୍ରଙ୍କୁ ଆଣ୍ଠେଇବା ଘଟଣା : ମଦ୍ୟପ ଶିକ୍ଷକଙ୍କୁ ବହିଷ୍କାର କଲେ ଜିଲାପାଳ

ଯାଜପୁର: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତର ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିକ୍ଷକ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିବା ଘଟଣା ଦେଖିବାକୁ…
Read More...

ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ଉତ୍ସବ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବେଦେଶୀ ବାଲୁକାଶିଳ୍ପୀ ମାନଙ୍କୁ ବୁଧବାର ଲୋକସେବା ଭବନରେ…
Read More...

ଅନଲାଇନରେ ବନ୍ଦହେବ ଔଷଧ ବିକ୍ରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନଲାଇନରେ ଔଷଧ ବିକ୍ରି ଉପରେ ଖୁବଶିଘ୍ର ରୋକ୍ ଲଗାଇପାରନ୍ତି। କେନ୍ଦ୍ରୀୟ ଔଷଧ ମାନୟ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା…
Read More...

ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ  ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପୀଡିତା ଯୁବତୀ ରାଜଧାନୀର ଏକ ଘରୋଇ…
Read More...

ରାଜକ୍ଷମା ଆବେଦନ କଲେ ନିର୍ଭୟା ଗଣଦୁଷ୍କର୍ମ ଦୋଷୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ବାରା ନିର୍ଭୟା ଗଣଦୁର୍ଷମ ଘଟଣାର ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ ହେବାପରେ ବୁଧବାର ଏହା ଗୃହ ମନ୍ତ୍ରଣାଳୟରେ ପହଞ୍ଚିଛି। ଗୃହ ମନ୍ତ୍ରଣାଳୟରୁ ଏହା ଖୁବ୍ ଶିଘ୍ର ରାଷ୍ଟ୍ରପତିଙ୍କ…
Read More...

ସିଫା ପକ୍ଷରୁ କୃଷିରତ ମହିଳା ଦିବସ ପାଳିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଓ କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା ଆନୁକୂଲ୍ୟରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଖମଙ୍ଗଶାସନ ଗ୍ରାମ ଠାରେ କୃଷିରତ ମହିଳା…
Read More...

ଭୁଲ ଇଞ୍ଜେକ୍ସନରେ ନାବାଳିକାର ମୃତ୍ୟୁ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲା ବାସୁଦେବପୁ ଇରମ ବଜାରରେ ଥିବା ଘରୋଇ କ୍ଲିନିକରେ ଭୁଲ ଇଞ୍ଜେକ୍ସ ନେଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ଅଭିଯୋଗ ନାବାଳିକାର ଅଜା ବିନୋଦ ବେହେରା କରିଥିବା…
Read More...

ସ୍ବତନ୍ତ୍ର ଅଦାଲତ ବିଚାର କରିବ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ହାଇଦ୍ରାବାଦ: ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଦୋଷୀଙ୍କ ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ କରିବାକୁ ଅନୁମତି ମିଳିଛି। ଘଟଣାର ଶୁଣାଣୀ ମହବୁବନଗର ଜିଲ୍ଲା ଅଦାଲତରେ ଶୀଘ୍ର ଏକ ସ୍ବତନ୍ତ୍ର…
Read More...

ଜଗତପୁର ଶିଶୁ ମନ୍ଦିରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ଜଗତପୁର : ନିମପୁରସ୍ଥିତ ଜଗତପୁର ସରସ୍ବତୀ ଶିଶୁ ବିଦ୍ୟ ମନ୍ଦିରରେ କୃତ୍ତୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବୁଦବାର ଏକ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ଯାଜପୁର ଜିଲା ପରିଦର୍ଶନକଲେ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୂଷଣ ଦାସ

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ ଓ ରାହାଡପୁର ଖାଦାନ ଅଞ୍ଚଳ ବୁଧବାର ରାଜସ୍ବ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୂଷଣ ଦାସ ପରିଦର୍ଶନ କରିଛନ୍ତି।  ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ୍ କାରବାରରେ…
Read More...

ଗାଁ ଗାଁ ବୁଲି ସମସ୍ୟା ବୁଝୁଛନ୍ତି ବିଧାୟକ ସନ୍ତୋଷ ସିଂ ସଲୁଜା

ସିନ୍ଦେକେଲା: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଦେକେଲା ପଞ୍ଚାୟତର ଗାଁ ଗାଁ ବୁଲି ବିଧାୟକ ସନ୍ତୋଷ ସିଂ ସଲୁଜା ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ। ବିଧାୟକ ସଲୁଜା ସିନ୍ଦେକେଲା…
Read More...

ହଜ୍ ଯାତ୍ରା କରାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, ଅଭିଯୁକ୍ତ ଫେରାର

ସମ୍ବଲପୁର: ସମ୍ବଲପୁର ଠାରେ ମୁସଲିମ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନଙ୍କୁ ସୁଲଭ ଦର ଓ ସୁବିଧାରେ ହଜ୍ ଯାତ୍ରା କରାଇବା ନାମରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ଧନୁପାଲୀ ଥାନାରେ ହୋଇଛି। ପିଡିତ ବ୍ୟକ୍ତି ମାନେ…
Read More...

ଅକ୍ଷମତା ଉପରେ ସଚେତନତା କାର୍ୟ୍ୟକ୍ରମ

କଳିଙ୍ଗନଗର: ଅକ୍ଷମତା ଉପରେ ସଚେଚନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ନିଜମଧ୍ୟରେ ଏକ ଅନ୍ତର୍ଭୁକ୍ତକାରୀ ସମାଜସୃଷ୍ଟିକରିବା ପାଇଁ ସେମାନଙ୍କୁ…
Read More...

୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର କଫ ସିରପ୍ ଜବତ, ୨ ଅଟକ

ପାଟଣାଗଡ: ୨ ଦିନ ତଳେ ପାଟଣାଗଡ ପୁଲିସ ଲୁହାସିଂହାରୁ ୧୬ ହଜାର ବୋତଲ ଚୋରା କଫ ସିରପ୍ ଜବତ କରିଥିବା ବେଳେ ବୁଧବାର ସକାଳେ ବଲାଙ୍ଗୀର ଅବକାରୀ ବିଭାଗ ବେଲପଡାର ବିଭିନ୍ନ ଅଞ୍ଚଳରେ ଚଢଉ କରି ବେଲପଡାର ମାଲଭଟା ପଡା…
Read More...

ବୁମରାଙ୍କୁ ତାତ୍ସଲ୍ୟ କଲେ ରଜାକ : କହିଲେ ବୁମରା ଛୋଟ ପିଲା ଭଳି ବୋଲିଂ କରନ୍ତି

ନୂଆଦିଲ୍ଲି : ଭାରତର ଦ୍ରୁତ ବୋଲର ଯଶପ୍ରିତ ବୁମରା ଛୋଟ ପିଲା ଭଳି ବୋଲିଂ କରୁଛନ୍ତି। ତାଙ୍କର ବୋଲିଂ କରିବା ଶୈଳୀ ଠିକ୍ ନୁହେଁ। ଏଭଳି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ। ନିକଟରେ ପାକିସ୍ତାନର…
Read More...

ମହିଳାଙ୍କ ସୁରକ୍ଷା ପାଇଁ ରାଜଘାଟରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅନଶନ ଜାରି, କହିଲେ ପୁଲିସ ଲାଠିକୁ ନାହିଁ ଡର

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହିଳାଙ୍କୁ ଦୁର୍ବ୍ୟବହାର ଏବଂ ଦୁଷ୍କର୍ମ। ଦେଶରେ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ସହ ମହିଳାଙ୍କୁ ସୁରକ୍ଷା ସହ ଉଚିତ ସମ୍ମାନ ଦାବିରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଅନଶନରେ ବସିଥିଲେ …
Read More...

ଆଇସିସି ଟେଷ୍ଟ ମାନ୍ୟତାରେ ସ୍ମିଥଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ବିରାଟ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ତରଫରୁ ବୁଧବାର ପ୍ରକାଶିତ ଟେଷ୍ଟ ବ୍ୟାଟସମ୍ୟାନ୍ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୯୨୮ ପଏଣ୍ଟ ସହ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ସେ ଅଷ୍ଟ୍ରେଲିଆର…
Read More...

ଲୋଇସିଂହା : ଶ୍ମଶାନ ଘାଟ ନିର୍ମାଣ ପାଇଁ ମିଳୁ ନାହିଁ ସରକାରୀ ଜମି

ଲୋଇସିଂହା : ଲୋଇସିଂହା ଠାରେ ଶବଦାହ ସକାଶେ ଶ୍ମଶାନ ଜମି ପାଇଁ ଲୋଇସିଂହା ତହସିଲକୁ ଜମି ଯୋଗାଇ ଦେବା ପାଇଁ ବର୍ଷ ବର୍ଷ ସ୍ଥାନୀୟ ତହସିଲଦାରଙ୍କୁ ଗ୍ରାମବାସୀ ଓ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ଅନୁରୋଧ କରାଯାଇଥିଲେ କୌଣସି…
Read More...

ସୁଦାନରେ ଥିବା ଚାଇନା ମାଟି କାରଖାନାରେ ବିସ୍ଫୋରଣ : ଭାରତୀୟଙ୍କ ସମେତ ୨୩ ଶ୍ରମିକଙ୍କ ମୃତ୍ୟୁ, ୧୩୦ରୁ ଅଧିକ ଆହତ

ଖାର୍ତୁମ୍ : ସୁଦାନର ରାଜଧାନୀ ଖାର୍ତୁମ ନିକଟରେ ଥିବା ଚାଇନା ମାଟି କାରଖାନାରେ ମଙ୍ଗଳବାର ବିସ୍ଫୋରଣ ଘଟିଥିବା ଜଣାପଡିଛି। ଏହି ବିସ୍ପୋରଣରେ ୨୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୧୩୦ରୁ ଅଧିକ ଆହତ ହୋଇଛନ୍ତି।…
Read More...

ସମସ୍ୟା ଘେରରେ ଆରଡ଼ି ପୀଠ

ଆରଡି :  ରାଜ୍ୟରେ ଥିବା ଐତିହ୍ୟ ଓ ପୁରାତନ ପର୍ଯ୍ୟଟନସ୍ଥଳର ଶ୍ରୀବର୍ଦ୍ଧନ ବୃଦ୍ଧି ପାଇଁ ଆସୁଥିବା ନାନାବିଧ ଯୋଜନାରେ ପ୍ରଣୟନ କରିବା ସହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି କୋଟିକୋଟି ଟଙ୍କା। ହେଲେ କାର୍ଯ୍ୟରତ…
Read More...

ଚିଦାମ୍ବରମଙ୍କୁ ଜାମିନପରେ କଂଗ୍ରେସ କହିଲା ସତ୍ୟର ଜୟ, ଭଷ୍ଟ୍ରାଚାର ଉତ୍ସବ ପାଳନ କରୁଛନ୍ତି ବିରୋଧୀ: ବିଜେପି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ…
Read More...

କଲ୍ୟାଣପୁର ପଞ୍ଚାୟତର ସରପଞ୍ଚଙ୍କ ନିଲମ୍ବିତ ଘଟଣା ; ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା

ଯାଜପୁର : ଯାଜପୁର ଜିଲା ବିଂଝାରପୁର ଥାନା ସମ୍ମୁଖରେ ପୁଲିସ ଜୁଲମ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା ଦେଇଛି । ପୁଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ…
Read More...

ପିଆଜ ଦର ବୃଦ୍ଧିକୁ ନେଇ ଚଣ୍ଡିଗଡ଼ରେ କଂଗ୍ରେସର ପ୍ରଦର୍ଶନ ଜାରୀ : ପ୍ରଧାନମନ୍ତ୍ରୀଙ୍କ ଫଟୋରେ ପିନ୍ଧାଇଲେ ପିଆଜ ମାଳ

ଚଣ୍ଡିଗଡ଼ : ଦେଶରେ ପିଆଜର ମୂଲ୍ୟ ବୃଦ୍ଧି ପାଇ କେଜି ପ୍ରତି ୭୫ରୁ ୧୨୦ଟଙ୍କାରେ ପହଞ୍ଚିଛି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସରକାରଙ୍କ ସମସ୍ତ ପଦକ୍ଷେପ ପ୍ରାୟ ବିଫଳ ହୋଇଥିବା…
Read More...

ଭାରତରେ ହିନ୍ଦୁଙ୍କ ସଂଖ୍ୟା ୧୦୦କୋଟି ତେଣୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର : ରବି କିଶନ

ନୂଆଦିଲ୍ଲୀ : ଭାରତରେ ଅଧିକାଂଶ ହିନ୍ଦୁ ଧର୍ମର ଲୋକ ବସବାସ କରୁଛନ୍ତି। ଏପରିକି ଭାରତରେ ପାଖାପାଖି ୧୦୦କୋଟିରୁ ଉଦ୍ଧ୍ଵ ହିନ୍ଦୁ ଧର୍ମାବଲମ୍ବୀ ରହିଛନ୍ତି ତେଣୁ ଭାରତ ହେଉଛି ଏକ ହିନ୍ଦୁ ରାଷ୍ଟ୍ର। ବୁଧବାର ସଂସଦ…
Read More...

ଆଦିବାସୀ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ବିଶ୍ବ ଭିନ୍ନକ୍ଷମ ଦିବସ

ଭୁବନେଶ୍ବର : ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ଭୁବନେଶ୍ବର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଏକ ରାଜ୍ୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନକ୍ଷମମାନେ ଯେପରି…
Read More...

ମହିଳାଙ୍କ ସୁରକ୍ଷାକୁ ନାହିଁ ଚିନ୍ତା, କୌଣସି ରାଜ୍ୟ ବିନିଯୋଗ କରିନାହାନ୍ତି ‘ନିର୍ଭୟା’ ପାଣ୍ଠିର ଶତ ପ୍ରତିଶତ,…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ନିର୍ଭୟା’ ଫଣ୍ଡ ମାଧ୍ୟମରେ ମହିଳାଙ୍କ ସୁରକ୍ଷାକୁ ନେଇ ଜଡିତ ବିଶେଷ ଯୋଜନାପାଇଁ ପାଖାପାଖି ୪୦୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ୨୦୧୬-୧୭ରୁ ଅଧିକାଶଂ ରାଜ୍ୟକୁ ଏହି ପାଣ୍ଠି ବିନିଯୋଗ…
Read More...

ହାଜତ ମୃତ୍ୟୁ ଘଟଣାରେ ଫେରାର ପୁଲିସ ଅଧିକାରୀ ଗିରଫ

କେନ୍ଦ୍ରାପଡ଼ା : ୨୦୧୮ ଅଗଷ୍ଟ ମାସରେ କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲଣା ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଫେରାର ଥିବା ମହାକାଳପଡ଼ା ଥାନା ଅଧିକାରୀ ମଙ୍ଗଳବାର ଗିରଫ…
Read More...

ଭୟାବହ ଅଗ୍ନିକାଣ୍ଡରେ ଜଲିଗଲା ୫ ବଖରା

ଭଦ୍ରକ : ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ବରଣ୍ଡୁଆ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୫ ବଖରା ଘର ଜଳି ଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣା…
Read More...

ଆପଣ କଲେ ରାସଲିଳା ଆମେ କଲେ………… : ବିଏସପି ସାଂସଦ

ନୂଆଦିଲ୍ଲୀ : ପୂର୍ବରୁ ଲୋକସଭାରେ ଗୃହିତ ହୋଇସାରି ଥିବା ଏସପିଜି ସଂଶୋଧନ ବିଲ୍ -୨୦୧୯ ମଙ୍ଗଳବାର ରାଜ୍ୟସଭାରେ ଗୃହିତ ହୋଇଯାଇଛି। ଏନେଇ ରାଜ୍ୟସଭାରେ ମଙ୍ଗଳବାର ଚାଲିଥିବା ଆଲୋଚନା ସମୟରେ ବିଏସପିର ସାଂସଦ ଶତିସ…
Read More...

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଦୁଇ ବିଦ୍ୟୁତ କର୍ମଚାରୀ

ପୁରୀ : ପୁରୀ ଜିଲା ସାକ୍ଷୀଗୋପା ସ୍ଥିତ ସେସୁର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଦୁଇ ଜଣ ବିଦ୍ୟୁତ କର୍ମଚାରୀ ମଙ୍ଗଳବାର ଲାଞ୍ଚନେଉ ଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗିରଫ ହୋଇଥିବା ଦୁଇ କର୍ମଚାରୀ ହେଲେ…
Read More...

ଜାକର୍ତ୍ତାରେ ବିସ୍ପୋରଣ : ଅନେକ ଲୋକ ଆହତ

ଜାକର୍ତ୍ତା : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ମଙ୍ଗଳବାର ଏକ ବୋମା ବିସ୍ପୋରଣ ହୋଇଥିବା ଜଣାପଡିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଆତଙ୍କବାଦୀ…
Read More...

ଚିଦାମ୍ବରମଙ୍କୁ ଜେଲ୍ ନା ବେଲ୍ : ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କ ଜାମିନ ଆବେଦନର ରାୟ ଆସନ୍ତାକାଲି ଶୁଣାଇବେ ସୁପ୍ରିମକୋର୍ଟ। ୨୮…
Read More...

ଆଇପିଏଲ – ୨୦୨୦ : ନିଲାମ ପାଇଁ ନାମ ପଞ୍ଜୀକରଣ କଲେ ୧୧ ଦେଶର ୯୭୧ ଖେଳାଳି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)- ୨୦୨୦ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ଚଳିତ ମାସ ୧୯ରେ କୋଲକାତା ଠାରେ ଅନୁଷ୍ଠିତ ହେବ। ଏହା ଆଇପିଏଲର ୧୩ତମ ସଂସ୍କରଣ। ଏହାର ନିଲାମ ପାଇଁ ୧୧ଦେଶର ପାଖାପାଖି…
Read More...

କ୍ୟାପିଟାଲ ହାଇସ୍କୁଲ ୧୯୮୩ ମସିହା ବ୍ୟାଚର ବନ୍ଧୁମିଳନ

ଭୁବନେଶ୍ବର : କ୍ୟାପିଟାଲ ହାଇସ୍କୁଲ ୧୯୮୩ ମସିହା ବ୍ୟାଚର ବନ୍ଧୁମିଳନ ଚନ୍ଦକା ଠାରେ ଥିବା ଡେରାସ ଇକୋପାର୍କରେ  ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁମିଳନରେ ପ୍ରାୟ ଶତାଧିକ ଛାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ଏକ…
Read More...

ପୁଞ୍ଚର ଶାହପୁର ଏବଂ କେରନି ସେକ୍ଟରରେ ପାକିସ୍ତାନର ଗୁଳିବର୍ଷଣ: ୨ ନାଗରିକ ମୃତ

ଜମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ପୁଞ୍ଚ୍‌ ଜିଲ୍ଲାସ୍ଥିତ ଶାହପୁର ଓ କେରନି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ କରାଯାଇଛି। ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଜନବହୁଳ ସ୍ଥାନ ଏବଂ…
Read More...

ପ୍ରିୟଙ୍କାଙ୍କ ସୁରକ୍ଷାରେ ଢିଲା କରିଥିବା ୩ ଯବାନ ନିଲମ୍ବିତ : ଅମିତ ଶାହା

ନୂଆଦିଲ୍ଲୀ : ପୂର୍ବରୁ ଲୋକସଭାରେ ଗୃହିତ ହୋଇସାରି ଥିବା ଏସପିଜି ସଂଶୋଧନ ବିଲ୍ -୨୦୧୯ ମଙ୍ଗଳବାର ରାଜ୍ୟସଭାରେ ଗୃହିତ ହୋଇଯାଇଛି। ଏହି ଅବସରେ ଗତକାଲି ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା କରିଥିବା…
Read More...

‘ପୃଥ୍ବୀ-୨’ର ସଫଳ ଉତକ୍ଷେପଣ

ବାଲେଶ୍ବର : ବଲେଶ୍ବର ଜିଲା ଚାନ୍ଦିପୁର ଠାରେ ସ୍ବଲ୍ପ ଦୂରଗାମୀ କ୍ଷେପଣସ୍ତ୍ର ‘ପୃଥ୍ବୀ-୨’ର ସଫଳ ଉତକ୍ଷେପଣ ହୋଇଛି।  ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ରାତି ୭ଟା୪୮ ମିନିଟରେ ଉତକ୍ଷେପଣ କରାଯାଇଥିଲା। ଏହାର…
Read More...

ସ୍ତ୍ରୀର ସରକାରୀ ଚାକିରି ପାଇଁ ୫ଲକ୍ଷ ଖର୍ଚ୍ଚକଲେ ସ୍ବାମୀ,ଚାକିରି ପରେ ଛାଡି ଚାଲିଗଲା ସ୍ତ୍ରୀ, ଭରଣ ପୋଷଣ ଦାବିରେ…

ବରେଲି: ବେରୋଜଗାର ସ୍ବାମୀ ତାର ସରକାରୀ ଚାକିରୀଆ ସ୍ତ୍ରୀଠୁ ଭରଣପୋଷଣ ଭତ୍ତା ପାଇଁ ଅଦାଲତରେ ଆବେଦନ କରିଛନ୍ତି । ସେହି ଆବେଦନରେ ସ୍ବାମୀ ଦର୍ଶାଇଛିନ୍ତି ଯେ ସେ ମଧ୍ୟ ଜଣେ ଉଚ୍ଚଶିକ୍ଷିତ ବେକାର ଏହାପରେ ମଧ୍ୟ ସେ…
Read More...

ପୁଣି ଲଜ୍ଜା : କର୍ଣ୍ଣାଟକରେ ୯ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଅଭିଯୋଗ

କର୍ଣ୍ଣାଟକ : କର୍ଣ୍ଣାଟକର କଲବୁଲି ଜିଲାର ଏକ ଗ୍ରାମରେ ସୋମବାର ଜଣେ ୯ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାର ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ସୂଚନା…
Read More...

ଟିଟିଲାଗଡ଼ରେ ବ୍ଲକସ୍ତରୀୟ ଲୋକଉତ୍ସବ ପ୍ରସ୍ତୁତି

ଟିଟିଲାଗଡ଼ : ଆସନ୍ତା ୮ ତାରିଖରେ ଟିଟିଲାଗଡରେ ବ୍ଲକସ୍ତରୀୟ ଲୋକଉତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲକ କଳା ସାଂସ୍କୃତିକ ସଭା ସଭାପତି ତଥା ବିଡିଓ ମୋତିଲାଲ ସୁଲିଆଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ…
Read More...

ହାଇଦରାବାଦ ବଳାତ୍କାର ଓ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ ଯୁବକ ଗିରଫ

ହାଇଦରାବାଦ : ସାରା ଦେଶରେ ତେଲଙ୍ଗାନାର ହାଇଦରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ବିଦ୍ରୋହ ଦେଖାଦେଇଛି। ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ରାଜନେତା, କଳାକାର, ଶିଳ୍ପପତି…
Read More...

ତୁମୁଡିବନ୍ଧରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ତୁମୁଡିବନ୍ଧ :  କନ୍ଧମାଳ ଜିଲା ସମଗ୍ର ଶିକ୍ଷା ତରଫରୁ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାର ଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସକାଳୁ ସକାଳୁ…
Read More...

ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ବଡ଼ସାହି :  ସ୍ଥାନୀୟ ମଇ ସ୍କୁଲ ପରିସରରେ ମଙ୍ଗଳବାର ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି। ବିଇଓ ଦେବବ୍ରତ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ୱାରା ବାଲି ବୋଝେଇ ହାଇୱା ଅଟକ

ବଡ଼ସାହି : ଗାଁ ରାସ୍ତାରେ ଭାରୀଯାନ। ସରକାରୀ ନୀତି ନିୟମକୁ ଫାଙ୍କି ବାଲି ମାଫିଆ ଗାଁ ରାସ୍ତାରେ ଦିନରାତି ବେଫିକର ଭାବେ ଦଶଚକିଆ ହାଇୱାରେ ବାଲି ଚାଲାଣ ସମ୍ପର୍କିତ ଖବର ସୋମବାର ‘ସମାଜ’ରେ ପ୍ରକାଶ ପରେ ପ୍ରଶାସନ…
Read More...

ବରିଷ୍ଠ ଆଇଏଏସ୍ ରବିନାରାୟଣଙ୍କ ପରଲୋକ

ବାଲେଶ୍ବର : ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପଦେଷ୍ଟା ଓ ଗୁଜରାଟ କ୍ୟାଡରର ବରିଷ୍ଠ ଆଇଏଏସ୍ ରବିନାରାୟଣଙ୍କ ଦେହାନ୍ତ ହୋଇଛି। ରକ୍ତ କର୍କଟ ରୋଗରେ ପୀଡ଼ିତ ଶ୍ରୀ ଦାସ କୋଲକାତାର ଏକ ହସ୍ପିଟାଲରେ ବୁଧବାର ଅପରାହ୍ନରେ …
Read More...

ବିଶ୍ବର ସବୁଠାରୁ ଅଧିକ ଦରମା ପାଉଥିବା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି : ଜାଣନ୍ତୁ କେଉଁ ସ୍ଥାନରେ ରହିଛନ୍ତି ନରେନ୍ଦ୍ର…

ନୂଆଦିଲ୍ଲୀ : ବିଶ୍ବର ସବୁ ଦେଶରେ ନିଜର ଜଣେ ମୁଖ୍ୟ ରହିଥାନ୍ତି। କେଉଁ ଦେଶର ରାଷ୍ଟ୍ରପତି ମୁଖ୍ୟ ହୋଇଥିବାବେଳେ କେଉଁ ଦେଶରେ ପ୍ରଧାନମନ୍ତ୍ରୀ ମୁଖ୍ୟ ହୋଇଥାନ୍ତି। ପ୍ରତ୍ୟେକ ଦେଶର ସରକାର ତାର ରାଷ୍ଟ୍ର ମୁଖିଆଙ୍କୁ…
Read More...

ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ଗୃହିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ୨୦୧୯ ପାସ୍ ହୋଇଯାଇଛି। ଏହା ପୂର୍ବରୁ ଏହି ବିଲ୍ ଲୋକସଭାରେ ପାସ୍ ହୋଇ ସାରିଛି। ରାଜ୍ୟସଭାରେ ଏହି ବିଲ୍ ଉପରେ ଚର୍ଚା ହେଉଥିବା ସମୟ‌ରେ ଗୃହମନ୍ତ୍ରୀ ଅମିତ ଶାହା…
Read More...

ବନକଲାଗି ପାଇଁ ଆସନ୍ତାକାଲି ୪ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ : ପୁରୀରେ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି  ବୁଧବାର ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀମୁଖ ଶୃଙ୍ଗାର ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଉଥିବାରୁ ବୁଧବାର ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୪…
Read More...

ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର  : ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ ଛାତ୍ର…
Read More...

ନିର୍ଭୟା ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶି ଖୁଣ୍ଟରେ ଚଢାଇବା ପାଇଁ ତିହାର ଜେଲରେ ନାହାନ୍ତି ଜହ୍ଲାଦ

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦୧୨ ଡିସେମ୍ବରରେ ଏକ ଚଳନ୍ତା ବସ ଭିତରେ ମେଡିକାଲ ଛାତ୍ରୀ ନିର୍ଭୟା ସହ ଗଣ ଦୁଷ୍କର୍ମ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ସାରା ଦେଶ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ…
Read More...

“ମିତାଲି ରାଜ”ଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେସ ଚନ୍ଦ୍ର ବେହେରା) : ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ମିତାଲି ରାଜ୍‌ ମଙ୍ଗଳବାର ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମିତାଲିଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାଥି…
Read More...

ଫନି ପାଇଁ ଓଡିଶାକୁ ମିଳିଛି ୪ ହଜାର କୋଟି; ଲୋକସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟମନ୍ତ୍ରୀ

ନୂଆଦିଲ୍ଲୀ :  ମଙ୍ଗଳବାର ଲୋକସଭାରେ ପ୍ରଶ୍ନକାଳ ସମୟରେ ଜୁଏଲ ଓରାମ ବାତ୍ୟା ଫନି ସହାୟତା ପ୍ରସଙ୍ଗ ଉଠାଇଥିଲେ।  ଏହାର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଫନି ପାଇଁ ଓଡିଶାକୁ ମୋଟ୍ ୪…
Read More...

ବାତ୍ୟା ବୁଲବୁଲ ପାଇଁ ଓଡ଼ିଶାକୁ ୫୫୨ କୋଟି ; କେନ୍ଦ୍ରର ଘୋଷଣା

ଭବନେଶ୍ବର : ବାତ୍ୟା ବୁଲବୁଲର କ୍ଷୟକ୍ଷତି ପାଇଁ ମଙ୍ଗଳବାର  କେନ୍ଦ୍ରସରକାର ସହାୟତା ଘୋଷଣା କରିଛନ୍ତି। ଏଥିରେ ବୁଲବୁଲ କ୍ଷତିଗ୍ରସ୍ତ ଓଡିଶା ଏବଂ ପଶ୍ଚିମବଙ୍ଗ ପାଇଁ ସହାୟତା ଘୋଷଣା କରାଯାଇଛି । ଓଡ଼ିଶା ପାଇଁ ୫୫୨…
Read More...

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ

ଭୁବନେଶ୍ବର: ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୧୯୯୨ ମସିହାରୁ ଡିସେମ୍ବର ମାସ ୩ ତାରିଖ ଦିନ ପ୍ରତିବର୍ଷ ସାରାବିଶ୍ୱରେ ପାଳିତ ହୋଇଆସୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମାଜରେ ସଚେତନତା ଜାଗ୍ରତ କରିବା, ଭିନ୍ନକ୍ଷମତାକୁ…
Read More...

ମିଳିଲା ବିକ୍ରମର ଭଗ୍ନାବଶେଷ

ୱାଶିଂଟନ: ନାସାକୁ ମିଳିଲା ବିକ୍ରମର ଭଗ୍ନାବଶେଷ। ଚନ୍ଦ୍ର ପୃଷ୍ଟରେ କ୍ରାସ୍ ସାଇଟର ୭୫୦ ମିଟର ଦୂରରେ ପଡିଛି ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡାରର ଭଗ୍ନାବଶେଷ। ଅବତରଣ ବେଳେ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ…
Read More...

ଡିସେମ୍ବର ୨୬ ରୁ ଜାନୁଆରୀ ୪ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

ରାଜନଗର:  ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ା ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଭିତରକନିକାର ନଦୀନାଳ ବିଶେଷକରି…
Read More...

୪୮ଘଣ୍ଟା ପରେ ଖସିବ ପାରଦ,ବଢିବ ଶୀତ

ଭୁବନେଶ୍ୱର: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲାକୁ ବାଦ ଦେ​‌ଲେ​‌ ରାଜ୍ୟରେ ଏ ପର୍ଯ୍ୟନ୍ତ ବଡ଼ ଧରଣର ଶୀତ ଅନୁଭୂତ ହୋଇନାହିଁ। ତେବେ ଆସନ୍ତା ୪୮ଘଣ୍ଟା ପରେ ରାଜ୍ୟରେ ସ୍ବାଭାବିକ ତାପମାତ୍ରା ୨ରୁ ୩ଡ଼ିଗ୍ରୀ…
Read More...

ପୁରୀ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ପୁଲିସ ଗିରଫ, ୫ ଅଟକ

ପୁରୀ:  ପର୍ଯ୍ୟଟନ ସହର ପୁରୀରେ ଜଣେ ଯୁବତୀଙ୍କୁ ସୋମବାର ଗଣବଳାତ୍କାର କରାଯାଇଛି। ଏଭଳି ଜଘନ୍ୟ ଅପରାଧ ଘଟିଛି ଏକ ପୁଲିସ କ୍ବାର୍ଟର ଭିତରେ। ବଳାତ୍କାରୀଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ…
Read More...

ଭାରତରେ ସ୍ବିଡେନ୍‌ ରାଜଦମ୍ପତି,ରାଜା-ରାଣୀଙ୍କ ସରଳତାକୁ ନେଇ ଜୋର୍‌ଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ସ୍ବିଡେନ୍‌ ରାଜା କାର୍ଲ ଷୋଡ଼ଶ ଗୁସ୍ତାଫ ଫକ୍‌ ହବରସସ୍‌ ଓ ରାଣୀ ସିଲ୍‌ଭିଆ ରିନେଟ ସୋମେରଲାଥଙ୍କ ସରଳତାକୁ ନେଇ ଜୋର୍‌ଦାର ଚର୍ଚ୍ଚା। ଏହି ରାଜଦମ୍ପତି ୫ଦିନିଆ ଭାରତ ଗସ୍ତରେ ଆସି…
Read More...

ପ୍ରେମପାଗଳ ବାଘ ପ୍ରେମିକାକୁ ଖୋଜି ଖୋଜି ଅତିକ୍ରମ କଲା ୧୩୦୦ କିମି ପଥ

ନାଗପୁର: ପ୍ରେମ ପାଇଁ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ; କିନ୍ତୁ ବାଘ ଭଳି ଏକ ହିଂସ୍ର ଜନ୍ତୁ ଯେ ଜୀବନକୁ ବାଜି ଲଗାଇ କାହିଁ କେତେ ଦୂର ଯାଇପାରେ ତାହା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି। ମହାରାଷ୍ଟ୍ରର…
Read More...

୨୦୨୪ ସୁଦ୍ଧା ଭାରତରୁ ବାହାରିବେ ସବୁ ଅନୁପ୍ରବେଶକାରୀ: ଅମିତ ଶାହା

ନୂଆଦିଲ୍ଲୀ: ଦେଶରୁ ୨୦୨୪ ପୂର୍ବରୁ ସମସ୍ତ ଶରଣାର୍ଥୀ ତଥା ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରାଯିବ ବୋଲି ଘୋଷଣା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସାରା ଦେଶରେ ଆସାମ ଭଳି ରାଷ୍ଟ୍ରୀୟ ନାଗରିକ ପଞ୍ଜିକା…
Read More...

ସମବାୟ ମାଧ୍ୟମରେ ରବି ଫସଲ ପାଇଁ ଦିଆଯିବ ୬୫୦୦କୋଟି ଟଙ୍କାର ଋଣ

ଭୁବନେଶ୍ୱର: ଚଳିତ ରବି ଋତୁରେ ସ୍ୱଳ୍ପମିଆଦି ଫସଲ ଋଣ ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରବିରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯିବା…
Read More...

ମଙ୍ଗଳବାର ରାଶିଫଳ

ମେଷ: ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଆୟ ପରିମାଣ ବୃଦ୍ଧି ପାଇବ। ଯଶସ୍ବୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ…
Read More...

ଗରିବ ଲୋକଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବାର କ୍ଷମତା ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ(ଏଫଆଇପିଆଇ)ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ୨୦୧୯ କାର୍ୟ୍ୟକ୍ରମରେ ଯୋଗଦେଇ ଦେଶର ଉର୍ଜା ସୁରକ୍ଷାକୁ…
Read More...

ଆଇନଜୀବୀ ଓ ଅଭିନେତା ପ୍ରଦୀପ୍ତ କିଶୋର ନନ୍ଦଙ୍କ ପରଲୋକ

କଟକ: ବରିଷ୍ଠ ଆଇନଜୀବୀ ,ଶିକ୍ଷାବିତ ଓ ଚଳଚିତ୍ର ଅଭିନେତା ପ୍ରଦୀପ୍ତ କିଶୋର ନନ୍ଦଙ୍କ ପରଲୋକ ଘଟିଛି। ସୋମବାର ସକାରେ ହୃଦଘାତ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ…
Read More...

ପୁଣି ଲଜ୍ଜା : ମଧ୍ୟପ୍ରଦେଶରେ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଇନ୍ଦୋର : ଦେଶରେ କୌଣସି ସ୍ଥାନରେ ମହିଳାମାନେ ସୁରକ୍ଷିତ ଥିବା ଦେଖାଯାଉନାହିଁ। ମହିଳାଙ୍କ ଠାରୁ ଆରମ୍ଭ କରି ନାବାଳିକାମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଛନ୍ତି। ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି…
Read More...

ରାଜ୍ୟ ପାୱାର ଲିପଟିଙ୍ଗ ଚାମ୍ପିୟନସିପରେ ସମ୍ବଲପୁର ଦଳର ସଫଳତା

ସମ୍ବଲପୁର:ଇଣ୍ଡିଆନ ପାୱାର ଲିପଟିଙ୍ଗ ଆସୋସିଏସନ ଦ୍ୱାରା ପଞ୍ଜିକୃତ ଓଡିଶା ପାୱାର ଲିପଟିଙ୍ଗ ଆସୋସିଏସନର ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ୱର ଠାରେ ୩୦ ନଭେମ୍ବର ଓ ୧ ଡିସେମ୍ବର ଦୁଇ ଦିନ ଧରି ରାଜ୍ୟସ୍ତରୀୟ ପାୱାର…
Read More...

ପତ୍ର ଜାଳି ପୁଇଁ ହେଉଥିବା ବେଳେ ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଭରାଣ୍ଡିଆ ଗ୍ରାମରେ ଘଟିଛି ଅଘଟଣ । ପତ୍ର ନିଆଁରୁ ଶାଢୀରେ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ…
Read More...

ଏଭଳି ଜଣେ ଅଭିନେତା ଜାହାଙ୍କର ଟିକିଏ ଝଲକ ପାଇଁ ପାଗଳ ହେଉଥିଲେ ଝିଅ

ମୁମ୍ବଇ : ବଊିଉଡର ଏଭଳି ଜଣେ ଅଭିନେତା ଥିଲେ ଯାହାଙ୍କର ଚଳଚ୍ଚିତ୍ର ଦେଖିବା ପାଇଁ ଯୁବକ ଠାରୁ ଆରମ୍ଭ କରି ଯୁବତୀ ପର୍ୟ୍ୟନ୍ତ ସମସ୍ଥେ ପାଗଳ ହେଉଥିଲେ। ଯାହାର ସାରା ଦୁନିଆ ଦିୱାନା ଥିଲା। ସେ ଖାଲି ଏକ କଳାକାର ନଥିଲେ…
Read More...

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ସାମଜିକ ବିପର୍ଯ୍ୟୟ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ୩ ଦିନିଆ ସାମାଜିକ ବିପର୍ଯ୍ୟୟ ସ୍ବେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।…
Read More...

୪ ମୋବାଇଲ ଚୋର ଗିରଫ୍‍

ପାଟଣାଗଡ :  ଲରମ୍ଭା ଥାନା ଅନ୍ତର୍ଗତ ଘସିଏନ ଗ୍ରାମର ଡିଙ୍ଗର କର୍ମିଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତ ୪ଟି ମୋବାଇଲ ଫୋନ ଚୋରୀ କରି ନେଇଥିବା ନେଇ ଲରମ୍ଭା ଥାନାରେ କରିଥିବା ଅଭିଯୋଗର ତଦନ୍ତ କରି ପୁଲିସ ପୁଲିସ ୪ ଜଣ…
Read More...

ପୁଣି ଲଜ୍ଜା : ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀର ପୁଲିସ କ୍ବାର୍ଟରରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,  ଯୁବତୀ ଜଣଙ୍କ ଘରକୁ ଫେରିବା ପାଇଁ ନିମାପଡ଼ା ବସଷ୍ଟାଣ୍ଡରେ ଛିଡା ହୋଇଥିଲେ । ଏହି ସମୟରେ ୪ଜଣ…
Read More...

ହାଇଦରାବାଦ ପରେ ଏବେ ଛତିସଗଡ଼ରୁ ମିଳିଲା ମହିଳାଙ୍କ ଜଳନ୍ତା ମୃତଦେହ

ଛତିସଗଡ଼ : ତେଲଙ୍ଗାନାର ହାଇଦରାବାଦ ପରେ ସୋମବାର ଛତିସଗଡ଼ରୁ ଜଣେ ମହିଳାଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛତିଶଡ଼ର ବରାମପୁରର ରାଜପୁର ନିକଟ ମୁରକା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ପୁଲିସ ତଦନ୍ତ ଜାରୀ…
Read More...

କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା ; ଇଣ୍ଡୋନେସିଆ ବାଲିନିଜ୍‍ ନୃତ୍ୟରେ ରାମାୟଣର ଗାଥା

କୋଣାର୍କ : ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଇଣ୍ଡୋନେସିଆ-ବାଲିନିଜ୍‍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ନିଖୁଣ ଭାବେ ଉପସ୍ଥାପିତ ହୋଇ ଦର୍ଶକଙ୍କୁ ବାନ୍ଧି…
Read More...

ମାସ ଶେଷ ସୁଦ୍ଧା କମିବ ପିଆଜ ଦର : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବ‌ନେଶ୍ବର : ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିଆଜ ଦର କମିବ ବୋଲି ସୋମବାର ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଡିସେମ୍ବର ଶେଷ ସପ୍ତାହରେ…
Read More...

୧୬ ହଜାର ବୋତଲ ଚୋରା କଫ ସିରପ ଜବତ

ପାଟଣାଗଡ : ରବିବାର ରାତିରେ ପୁଲିସ ପକ୍ଷରୁ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘର ଉପରେ ଚଢଉ କରାଯାଇ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଥିବା ଜଣାଯାଇଛି। ଲୁହାସିଂହା ଗ୍ରାମର ଜଣାଶୁଣା…
Read More...

ଗୋ ଚାଲାଣ ବେଳେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ ; ଡ୍ରାଇଭର ଫେରାର

ଯାଜପୁର: ଯାଜପୁର ଜିଲା ବାରବାଟୀ ବଜାରରେ ସୋମବାର ଗୋ ଚାଲାଣ ହେଉଥିବା ସମୟରେ ଗାଡିକୁ ସ୍ଥାନୀୟ ଲୋକେ ଅଟକାଇଛନ୍ତି। ସୂଚନା ଅନୁଯାୟୀ, ବାରବାଟୀ ବଜାର ୧୬ନଂ ଜାତୀୟ ରାଜପଥ ଦେଇ କୁଆଖିଆ ଅଭିମୁଖେ ଏହି ଗୋରୁ ବୋଝେଇ…
Read More...

୨୪ବର୍ଷ ବଡ଼ ତବୁଙ୍କ ପ୍ରେମରେ ପଡ଼ିଲେ ଇଶାନ : ସାମ୍ନାକୁ ଆସିଲା “ଏ ସୁଇଟେବଲ ବୟ”ର ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ ଅଭିନେତା ଇଶାନ ଖତରଙ୍କ ୱେବ ସିରିଜ ଏ ସୁଇଟେବଲ ବୟର ପ୍ରଥମ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଏଥିରେ ଇଶାନ ତାଙ୍କ ଠାରୁ ୨୪ବର୍ଷ ବଡ଼ ତବୁଙ୍କ ସହ ନଜର ଆସିଛନ୍ତି। ଏହାକୁ ଇଶାନ ନିଜ ଇନଷ୍ଟାଗ୍ରାମ…
Read More...

ଗୁଜରାଟରେ ୬୩ ଏକର ଜମିରେ ନିର୍ମାଣ ହେଲା ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ

ଗାନ୍ଧୀନଗର : ଗୁଜରାଟର ଅହମଦାବାଦରେ ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ନିର୍ମାଣ ହୋଇଛି। ଏହି ଷ୍ଟାଡିୟମକୁ ୬୩ଏକର ଜମିରେ ନିର୍ମାଣ କରାଯାଇଥିବାବେଳେ ଏହାର ନିର୍ମାଣ କାମ ପାଖାପାଖି ଶେଷ ହୋଇଛି। ୭୦୦କୋଟି…
Read More...

ଚିକିତ୍ସା ପୂର୍ବରୁ ଉଦ୍ଧାର ତୀରବିଦ୍ଧ ସମ୍ବରର ମୃତ୍ୟୁ

ବଡ଼ସାହି : ଶିମିଳିପାଳ ସଂଲଗ୍ନ ବଡ଼ସାହି ବ୍ଲକର କାଦୁଆଲବନ୍ଧ ଗ୍ରାମକୁ  ତୀରବିଦ୍ଧ ଅବସ୍ଥାରେ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟରୁ ପଳାଇ ଆସିଥିବା ଏକ ସମ୍ବରର ଚିକତ୍ସା ପୂର୍ବରୁ ମୃତ୍ୟୁ ଘଟିଛି। ସୋମବାର ସକାଳେ…
Read More...

୪ ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଜେଜେମା’

ଯାଜପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ଗୋପକୂଳ ଗ୍ରାମର ଦଶରଥ ଯେନାଙ୍କ ପରିବାରରେ ଥିବା ୪ ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ଜେଜେମା । ପ୍ରଥମେ ମା’ ଚାଲିଗଲେ ଆରପାରିକୁ ଓ ବାପାକୁ ପୁଲିସ ବାନ୍ଧି…
Read More...

ନବରଙ୍ଗପୁରରୁ ୩ଟି ଭାଲୁଛୁଆ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ବ୍ଲକର ସାନ କୁମୁଲି ଗ୍ରାମର ଏକ ପରିତ୍ୟକ୍ତ ଗୋବର ଗ୍ୟାସ ପ୍ଲାଣ୍ଟ ମଧ୍ୟରୁ ନବରଙ୍ଗପୁର ବନ ବିଭାଗ  ସୋମବାର ତିନିଟି ଭାଲୁ ଛୁଆକୁ ଉଦ୍ଧାର କରିଛି l ସାନ କୁମୁଲି ଗ୍ରାମର ମତିରାମ ମାଝୀଙ୍କ ଘର…
Read More...

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କୁ ବିବାହ କଲେ ମନୀଷ ପାଣ୍ଡେ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ସୋମବାର ମୁମ୍ବଇଠାରେ ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି। ସେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କୁ ବିବାହ କରିଛନ୍ତି। ପାଣ୍ଡେ…
Read More...

ଖ୍ରୀଷ୍ଟ ମହାବିଦ୍ୟାଳୟ ଉପାଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା

କଟକ : ଖ୍ରୀଷ୍ଟ ମହାବିଦ୍ୟାଳୟରେ ଉପାଧ୍ୟକ୍ଷ ଡ.ମୋହିନ ମହମ୍ମଦଙ୍କୁ ପରିଚାଳନା ସମିତି ତରଫରୁ ସୋମବାର ଶୁଭେଚ୍ଛା ସହ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦର୍ଶନ ବିଭାଗର ମୁଖ୍ୟ ଡ. ମହମ୍ମଦ, ଗଙ୍ଗାଧର ମେହେର…
Read More...

ସନ୍ଦେହ ଜନକ ମୃତଦେହ ଉଦ୍ଧାର

ପୁରୀ : ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳର ଜଣେ ଉବେର ଡ୍ରାଇଭରର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ସୋମବାର ଭୁବନେଶ୍ବରରୁ ଉଦ୍ଧାର କରାଯାଇଛି। ମୃତ ଉବେର ଡ୍ରାଇଭରଙ୍କ ନାମ ସୁନୀଲ ସେଠି। ସୋମବାର ସୁନୀଲଙ୍କ ମୃତଦେହ…
Read More...

ଆମେରିକାରେ ସଡ଼କ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ୱାସିଂଟନ : ଆମେରିକାର ଟେନେସେ ରାଜ୍ୟରେ ଥିବା ଦକ୍ଷିଣ ନ୍ୟାସବିଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଦୁଇ ଜଣ ଛାତ୍ର ହେଉଛନ୍ତି ଜୁଡି…
Read More...

ମୋ ସରକାରରେ ଆଉ ୨ ବିଭାଗ ସାମିଲ

ଭୁବନେଶ୍ବର :  'ମୋ ସରକାର'ରେ ଆଉ ଦୁଇ ବିଭାଗକୁ ରାଜ୍ୟ ସରକାର ସୋମବାର ସାମଲି କରିଛନ୍ତି। ଗୃହ ନିର୍ମାଣ ଓ ପାନୀୟ ଜଳ ବିଭାଗ ସାମିଲ ହୋଇଛନ୍ତି। ସେହିପରି ମମତା ଯୋଜନାକୁ ମଧ୍ୟ ମୋ ସରକାରରେ ସମାଲି କରାଯାଇଛି।
Read More...

ବିବାହ କଲେ ଦଙ୍ଗଲ ଗର୍ଲ “ବବିତା ଫୋଗଟ”

ଚଣ୍ଡିଗଡ଼ : ଦଙ୍ଗଲ ଗର୍ଲ ନାମରେ ପରିଚିତ “ବବିତା ଫୋଗଟ” ସୋମବାର ବିବାହ କରିଛନ୍ତି। ବବିତା ହରିୟାଣା ଚରଖି ଦାଦରି ଜିଲାର ବଲାଲି ଗ୍ରାମରେ ଦିଲ୍ଲୀର ନଜଫ୍‌ଗଡ଼ର ବିବେକ ସୁହାଗଙ୍କୁ ବିବାହ କରିଥିବା ଜଣାପଡ଼ିଛି। ସେ…
Read More...

ପ୍ରକୃତ ଶିକ୍ଷା କ’ଣ ?

ନୂଆଦିଲ୍ଲୀ : ଗତ କିଛିଦିନ ହେଲା ବିଭିନ୍ନ ସୋସିଆଲ ସାଇଟ୍‌ରେ ଏକ ଫଟୋ ବାରମ୍ବାର ଶେୟାର କରାଯାଉଛି। ଦିଲ୍ଲୀର ଏଇ ଫଟୋଟି ଏବେ ବିଶ୍ବସ୍ତରରେ ଚର୍ଚ୍ଚିତ ହେଉଛି। ଫଟୋରେ ଏକ ସ୍କୁଲ ଝିଅ କିଭଳି ଭାବେ ବୟସ୍କ ଲୋକଙ୍କୁ ନିଜ…
Read More...

ଚର୍ଚ୍ଚାରେ ପ୍ରାକ୍‌-ବିବାହ ପାଠ୍ୟକ୍ରମ !

ଇଣ୍ଡୋନେସିଆ : ସ୍ମାର୍ଟ ଯୁଗରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମ ମଧ୍ୟ ବିଶ୍ବବିଦ୍ୟାଳୟସ୍ତରରେ ସାମିଲ ହେଉଛି। ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ନିମନ୍ତେ ପୂରା…
Read More...

ବିସିସିଆଇର ସାଧାରଣ ପରିଷଦ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ମୁମ୍ବଇ : ରବିବାର ଏଠାରେ ଭାରତୀୟ କ୍ରିକେଟ କ​ଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୮ତମ ବାର୍ଷିକ ସାଧାରଣ ପରିଷଦ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ପ୍ରସଙ୍ଗ ହେଲା ବିସିସିଆଇ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ…
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ବର୍ଜ୍ୟବସ୍ତୁ ମୁକ୍ତାକାଶ ସଂଗ୍ରହାଳୟ ; ଦୃଷ୍ଟି ଦେଲାନି ପ୍ରଶାସନ

ଭୁବନେଶ୍ୱର : ବର୍ଷ ଗୋଟାକରେ ନଷ୍ଟ ହୋଇଗଲା କୋଟି କୋଟି ଟଙ୍କାର କଳାକୃତି ରକ୍ଷଣାବେକ୍ଷଣ ଅଭାବାରୁ ଉପହସିତ ହେବାକୁ ପଡୁଛି ସରକାରଙ୍କୁ। ଦେଶ ବିଦେଶର କଳାକାରଙ୍କ କଳାକୃତି ଭୁଲୁଣ୍ଠିତ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ…
Read More...