www.samajalive.in
Thursday, December 11, 2025
18.1 C
Bhubaneswar

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କୁ ବିବାହ କଲେ ମନୀଷ ପାଣ୍ଡେ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ସୋମବାର ମୁମ୍ବଇଠାରେ ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି। ସେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କୁ ବିବାହ କରିଛନ୍ତି। ପାଣ୍ଡେ ଉତ୍ତରାଖଣ୍ଡର ବାସିନ୍ଦା ହୋଇଥିବାରୁ ସେଠାକର ରିତି ନୀତିରେ ବିବାହ କରିଛନ୍ତି।
ପାଣ୍ଡେ ଭାରତୀୟ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସନ୍ତି। ଏବଂ ସେ ଇଣ୍ଡିଆନ ପ୍ରିମିୟମ ଲିଗ(ଆଇପିଏଲ)ରେ ଶାହରୁଖଙ୍କ କୋଲକତା ନାଇଟ ରାଇଡରସ୍ ପାଇଁ ଖେଳୁଥିଲାବେଳେ ବର୍ତ୍ତମାନ ସନରାଇଜରସ୍ ହାଇଦରାବାଦ ପାଇଁ ଖେଳୁଛନ୍ତି।

pic courtesy-the indian express

ଅଶ୍ରିତା ୨୦୧୨ରେ ଦକ୍ଷିଣ ଭାରତ ଚଳଚ୍ଚିତ୍ରରେ ପାଦ ଦେଇଥିଲେ। ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୫ଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।

- Advertisement -

ମନୀଷଙ୍କ ବିବାହ ପରେ ତାଙ୍କୁ ସନରାଇଜରସ୍ ହାଇଦରାବାଦ ପକ୍ଷରୁ ଟ୍ବିଟ୍ କରି ଶୁଭେଚ୍ଚା ଦିଆଯାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories