www.samajalive.in
Monday, December 8, 2025
14.1 C
Bhubaneswar

ଭାରତରେ ହିନ୍ଦୁଙ୍କ ସଂଖ୍ୟା ୧୦୦କୋଟି ତେଣୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର : ରବି କିଶନ

ନୂଆଦିଲ୍ଲୀ : ଭାରତରେ ଅଧିକାଂଶ ହିନ୍ଦୁ ଧର୍ମର ଲୋକ ବସବାସ କରୁଛନ୍ତି। ଏପରିକି ଭାରତରେ ପାଖାପାଖି ୧୦୦କୋଟିରୁ ଉଦ୍ଧ୍ଵ ହିନ୍ଦୁ ଧର୍ମାବଲମ୍ବୀ ରହିଛନ୍ତି ତେଣୁ ଭାରତ ହେଉଛି ଏକ ହିନ୍ଦୁ ରାଷ୍ଟ୍ର। ବୁଧବାର ସଂସଦ ବାହାରେ ସାମ୍ବାଦିକମାନଙ୍କୁ ଏଭଳି କହିଛନ୍ତି ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ତଥା ଗୋରଖପୁରରୁ ଲୋକସଭାକୁ ନିର୍ବାଚିତ ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ରବି କିଶନ। ସେ କହିଛନ୍ତି, ବିଶ୍ବରେ ଅନେକ ଗୁଡିଏ ମୁସଲିମ ଓ ଇଶାଇ ଦେଶ ରହିଛି। ତେଣୁ ଆମେ ଭାଗ୍ୟବାନ ଯେ ଆମ ଦେଶରେ ଅନେକ ଧର୍ମାବଲମ୍ବୀର ଲୋକ ବସବାସ କରୁଥିଲେ ମଧ୍ୟ ଆମ ସଂସ୍କୃତିକୁ ଜୀବିତ ରଖିବା ପାଇଁ ଭାରତ ଭଳି ଏକ ଦେଶ ରହିଛି।

ନିକଟରେ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ତଥା ଗୋରଖପୁରରୁ ଲୋକସଭାକୁ ନିର୍ବାଚିତ ବିଜେପି ସାଂସଦ ସୋମବାର ଲୋକସଭାରେ ଭୋଜପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ଦାବି ଉପସ୍ଥାପନ କରିଥିଲେ।

- Advertisement -

ସେ ଦାବି ଉପସ୍ଥାପନ କରି କହିଥିଲେ, ଭାରତରେ ପ୍ରାୟ ୨୫ କୋଟି ଜନସାଧାରଣ ଭୋଜପୁରୀ ଭାଷାକୁ କଥିତ ଭାଷା ଭାବେ ବ୍ୟବହାର କରନ୍ତି।

orakhpur (UP) Ravi Kishan: Population of Hindus is 100 crores, so obviously India is a Hindu Rashtra. There are so many Muslim & Christian countries, so it is amazing that we have a country called ‘Bharat’ to keep alive our culture. pic.twitter.com/ydj0Bh5EOD

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories