ଭବନେଶ୍ବର : ବାତ୍ୟା ବୁଲବୁଲର କ୍ଷୟକ୍ଷତି ପାଇଁ ମଙ୍ଗଳବାର କେନ୍ଦ୍ରସରକାର ସହାୟତା ଘୋଷଣା କରିଛନ୍ତି। ଏଥିରେ ବୁଲବୁଲ କ୍ଷତିଗ୍ରସ୍ତ ଓଡିଶା ଏବଂ ପଶ୍ଚିମବଙ୍ଗ ପାଇଁ ସହାୟତା ଘୋଷଣା କରାଯାଇଛି । ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ପଶ୍ଚିମବଙ୍ଗ ପାଇଁ ୪୧୪କୋଟି ୯୦ଲକ୍ଷର ସହାୟତା ଘୋଷଣା କରାଯାଇଛି ।
Popular Categories



