nua o banner

ଭଦ୍ରକ ଜିଲାରେ ମଦ ଦୋକନା ଖୋଲିବା ନିଷ୍ପତ୍ତିକୁ ବିରୋଧ

BJD Bijuli 480×75 Mob

ଭଦ୍ରକ : ଭଦ୍ରକ ଜିଲାରେ ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସମିତି ପକ୍ଷରୁ ଶନିବାର ଗାଁରେ ମଦ ଦୋକନା ଖୋଲିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବି ନୋଇ ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସମିତି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା। ଏହାପରେ ଜିଲା ପାଳଙ୍କୁ ଭେଟି ଏକ ଦାବି ପତ୍ର ଦିଆଯାଇଛି।

Comments are closed.