କାଳିଆ ଟଙ୍କା ଫେରାଇବାକୁ ୩୨୬ ଜଣଙ୍କୁ ନୋଟିସ, ହିତାଧିକାରୀ ଛାନିଆଁ

ତୁଷୁରା:ଗତ ବର୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ଗରିବ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଧୃଢ଼ କରିବା ପାଇଁ କାଳିଆ ଯୋଜନା ପ୍ରଣୟନ କରିଥିôଲେ। ଏହି ଯୋଜନାରେ ଗରିବ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ବାବଦରେ…
Read More...

ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ ଅଭିଯୋଗ; କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ ମହିଳାଙ୍କ ମୃତ୍ୟୁ

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲାର ଦାଦନ ପ୍ରବଣ ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲୁମ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି।ଗ୍ରାମାଞ୍ଚଳର ମହିଳାମାନଙ୍କୁ ଏସଏଚଜି…
Read More...

ସୁଧୁରୁନି ଜାତୀୟ ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ଅବସ୍ଥା: ଗାଡ଼ି ଗଲେ ଉଡ଼ୁଛି ଧୁଳି, ଯାତ୍ରୀ ହନ୍ତସନ୍ତ

ଦେଓଗାଁ: ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ବହୁ ଜନସମାଗମ ରାସ୍ତା। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାରଯାନବାହାନ ଯିବା ଆସିବା କରୁଛି। ଏବେ ଏହି ରାସ୍ତା ଅତି ଶୌଚନୀୟ ହୋଇ ପଡ଼ିଛି, ହେଲେ ଏହାକୁ ମରାମତି କରିବା ନେଇ…
Read More...

କଟକରେ କରୋନା ମହାମାରୀ ମୁକାବିଲା: କଣ୍ଟେନ୍‍ମେଣ୍ଟ ଜୋନ୍‍ରୁ ଅଧିକ ଆକ୍ରାନ୍ତ ଚିହ୍ନଟ, କୋଭିଡ୍‍ ଟେଷ୍ଟିଂ ଉପରେ…

ଭୁବନେଶ୍ୱର: କଟକ ମହାନଗର ନିଗମ(ସିଏମ୍‍ସି)ରେ କରୋନା ମହାମାରୀ ମୁକାବିଲା ପାଇଁ କୋଭିଡ୍‍ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସିଏମ୍‍ସିରେ ୪ଟି ମୋବାଇଲ୍‍ ୟୁନିଟ୍‍ ଏବଂ ୪ଟି ଫିକ୍ସଡ୍‍ ସେଣ୍ଟର କାର୍ଯ୍ୟ…
Read More...

ଜାତୀୟ ଶିକ୍ଷାନୀତି ବାତିଲ୍ ଦାବିରେ ଅଖିଳ ଭାରତ ଛାତ୍ରସଂଘର ପ୍ରତିବାଦ

ଭୁବନେଶ୍ୱର:ମହାମାରୀ କରୋନାର ସୁଯୋଗ ନେଇ ସମସ୍ତ ଗଣତାନ୍ତ୍ରୀକ ପ୍ରକ୍ରିୟା ଓ ସଂଘୀୟ ବ୍ୟବସ୍ଥାକୁ ପଦଦଳିତ କରି ଜାତୀୟ ଶିକ୍ଷାନୀତି-୨୦୨୦କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ବିରୁଦ୍ଧରେ ଅଖିଳ ଭାରତ…
Read More...

ପୋଖରୀରେ ବୁଡି ଯୁବକ ମୃତ

ଭଞ୍ଜନଗର:ନିକଟସ୍ଥ ତୁଳସୀପଲ୍ଲି ଗ୍ରାମର ପ୍ରଦୀପ କୁମାର ପଣ୍ଡା(୩୦) ଓରଫ ଗୁଂଜି ପୋଖରୀରେ ବୁଡି ପ୍ରାଣ ହରାଇଛି। ଶନିବାର ରାତି ପ୍ରାୟ ୮ଟା ସମୟରେ ମୃତ ପ୍ରଦୀପ ଗ୍ରାମର ମୁଖ୍ୟ ରାସ୍ତା କଡେ ଥିବା ପୋଖରୀକୁ ଗଧୋଇବାକୁ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ :୨୪ ଘଣ୍ଟା ମଧ୍ୟରେ ୧୦ଟି ମାମଲା, ୨୦ ଗିରଫ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୦ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୭ ଟି ମାମଲା ଲକ୍‌ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି…
Read More...

ବସ୍ତି କମିଟି ଓ ସଚେତକ ସ୍ୱେଚ୍ଛାସେବୀଙ୍କ ସହଯୋଗ ଫଳରେ କୋଭିଡ୍‌-୧୯ ସଂକ୍ରମଣକୁ ବହୁମାତ୍ରାରେ ପ୍ରତିରୋଧ…

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ମହାନଗର ନିଗମ ଅଞ୍ଚଳରେ କୋଭିଡ୍‌-୧୯ ପ୍ରତିରୋଧ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ବାବଦରେ ବିଶଦ ସୂଚନା ଦେଇଥିଲେ । ସେ କହିଥିଲେ ଯେ,…
Read More...

ଆଠଗଡରେ ଆରମ୍ଭ ହେଲା କରୋନା ଆଣ୍ଟିଜେନ ଟେଷ୍ଟ

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଶନିବାର ଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ପାଇଁ ଆଣ୍ଡିଜେନ ଟେଷ୍ଟର ଶୁଭାରମ୍ଭ ହୋଇଛି। ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଏହାକୁ ଉଦ୍‍ଘାଟନ କରିଥିଲେ। ଏବେ ଆଠଗଡ…
Read More...

କର୍କଟରେ ଆକ୍ରାନ୍ତ ମା’ପୁଅ , ଅର୍ଥ ସାଜିଛି ବାଧକ

ଫୁଲବାଣୀ: କେତେବେଳେ ସଟ୍‍ଡ଼ାଉନ୍‍ ତ ପୁଣି କେତେବେଳେ ଲକ୍‍ନାଉନ୍‍ କରିଛି କାଳ ଏକ ଗରୀବ ପରିବାରକୁ। ଦିନ ମଜୁରିଆ ଓ ପରର କାମ କରି ଯେଉଁ କିଛି ଟଙ୍କା ରୋଜଗାର କରୁଥିଲେ ସେଥିରେ ଗୁରୁତ୍ୱର କର୍କଟ ରୋଗରେ ପିଡ଼ିତ ସ୍ତ୍ରୀ…
Read More...

ଆଠଗଡରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆସନ୍ତା ବୁଧବାର ପର୍ୟ୍ୟନ୍ତ ବନ୍ଦ

ଆଠଗଡ: ଆଠଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ୫ଜଣ କର୍ମଚାରୀଙ୍କ ସମେତ ଆଠଗଡ ବ୍ଲକରୁ ଶନିବାର ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସନ୍ତା ବୁଧବାର ପର୍ୟ୍ୟନ୍ତ ବନ୍ଦ…
Read More...

ଅନିଶ୍ଚିତତାରେ ଲୋୟର ସୁକତେଲ ପ୍ରକଳ୍ପ ; ଫେରିଯିବ ୬ ଶହ କୋଟି

ବଲାଙ୍ଗିର: ଶନିବାର ପୂର୍ବାହ୍ନରେ ବଲାଙ୍ଗିର ଆକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହ ଜିଲାର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା…
Read More...

ବୌଦ୍ଧ ଜିଲ୍ଲା ସଟଡାଉନ; ପିଲାଠୁ ବୁଢା ସମସ୍ତେ ଗୃହବନ୍ଦୀ

ଅତ୍ୟାବଶ୍ୟକ ସାମଗ୍ରୀ ଠେଲାରେ ବିକ୍ରୟ କରିବାକୁ ଅନୁମତି ବୌଦ୍ଧ,: ଦୀର୍ଘ ଚାରିଦିନ ହେଲା ବୌଦ୍ଧଜିଲ୍ଲା ସଟଡାଉନରେ ରହିଛି। ପିଲାଠୁ ବୁଢା ସମସ୍ତେ ଗୃହବନ୍ଦୀ। ବାହାରକୁ ବାହାରିଲେ ଫାଇନର ଭୟ। ସକାଳେ ସନ୍ଧ୍ୟାରେ ଶରୀର…
Read More...

ଲାଞ୍ଜିଗଡ଼ ବ୍ଲକରେ ସାତଟି ପଞ୍ଚାୟତ ସଟଡାଉନ୍‍, ଦାରପଟା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‍

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଗତ ତିନିଦିନ ମଧ୍ୟରେ ଏହାର ସଂଖ୍ୟା ପଚାଶ ପାର କରିସାରିଲାଣି । ଏହି ଅଞ୍ଚଳର ସରପଞ୍ଚମାନେ ସାତଟି…
Read More...

ବସ୍‍ କାଚ ଭାଙ୍ଗିଲେ ଦୁବୃର୍ତ୍ତ, ଥାନାରେ ମାମଲା

ବଲାଙ୍ଗିର: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଯାଦବ ଭବନ ପାଖରେ ଠିଆ ହୋଇଥିବା କିଛି ବେସରକାରୀ ବସକୁ ଦୁବୃର୍ତ୍ତମାନେ ପଥର ମାଡ କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ସଂପୃକ୍ତ ବସ ମାଲିକମାନଙ୍କ ପକ୍ଷରୁ…
Read More...

ବୌଦ୍ଧରେ ୯ ପଜିଟିଭ ଚିହ୍ନଟ: କଣ୍ଟେନ୍‍ମେଣ୍ଟ ଜୋନ୍‍ ଘୋଷଣା ହେଲା  ଜହ୍ନାପଙ୍କ ଓ ବଲାସିଙ୍ଗା

ବୌଦ୍ଧ: ସଟଡାଉନ୍‍ ପାଇଁ  ଗତ ୪ ଦିନହେଲା  ବୌଦ୍ଧ ଜିଲ୍ଲାରେ ଲୋକଙ୍କ ଜୀବନଯାତ୍ରା କଷ୍ଟକର ହୋଇପଡିଛି । ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ମୁତାବକ ଆଜି ବୌଦ୍ଧ ଜିଲ୍ଳାରେ ପୁଣି ୯ ଜଣ…
Read More...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର :କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଚଳିତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ସମୟରେ ମହିଳା ଓ ଶିଶୁ ବିକାଶ…
Read More...

ବେଆଇନ ବାଲି ଚାଲାଣ: ୩ ଟ୍ରାକ୍ଟର ଜବତ ,୨୦ ହଜାର ଜରିମାନା ଆଦାୟ

ମୁରିବାହାଲ: ମୁରିବାହାଲ ତହସିଲ ଅଂଚଳରେ ଲକଡାଉନ ସମୟରେ ମଧ୍ୟ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି। ମୁରିବାହାଲ ବ୍ଲକକୁ ନିତିଦିନ ଟିକ୍ରାପଡା ସ୍ଥିତ ଲାନ୍ଥନଦୀ ଏବଂ ଗୁଲମି ଜଙ୍ଗଲ ମଧ୍ୟରେ ଥିବା ଅନେକ ନାଳରୁ…
Read More...

ପିଆଜ ବୋଝେଇ ଟ୍ରକ୍‍ରୁ ମିଳିଲା ୧୦ କ୍ୱିଣ୍ଟାଲ୍‍ ଗଞ୍ଜେଇ

ମୋହନା: ଗଜପତି ଏସ୍‍ପିଙ୍କର ନିର୍ଦେଶକ୍ରମେ ତଥା ଏସ୍‍ଡିପିଓ ଆର୍‍ ଉଦୟଗିରିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ୍‍ କୁମାର ନାୟକ ଚାନ୍ଦିପୁଟ ଓ ଲୁହଗୁଡ଼ି ମଧ୍ୟରେ ପାଟ୍ରୋଲିଂ କରୁଥିବା ସମୟରେ…
Read More...

ବୀମା ପ୍ରିମିୟମ ବାନ୍ଧିବାକୁ ଯାଇ ଯୁବକ ନିଖୋଜ: ରକ୍ତ ଭିଜା ବାଇକ ଉଦ୍ଧାର, ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜୋରଦାର

ବେଲଗାଁ: ବେଲଗାଁ ଫାଣ୍ଡି ତଥା ସଇଁନ୍ତଲା ଥାନା ଅନ୍ତର୍ଗତ ନୁଆପଡା ଗ୍ରାମର ଲେମ୍ବୁ ପ୍ରଧାନ ଗତକାଲି ପୁର୍ବାହ୍ନ ୧୧ଟାରୁ ଘରୁ ବାହାରି ବୀମା ବାନ୍ଧିବାକୁ ଯାଇଥିବାବେଳେ ଅଦ୍ୟାବଧି ନିଖୋଜ ରହିଛନ୍ତି। ଆଜି ତାଙ୍କର…
Read More...

ସୁରପ୍ରତାପପୁର ପଂଚ।ୟତକୁ ଅଗଷ୍ଟ ୨ ପର୍ୟ୍ୟନ୍ତ ସଟଡାଉନ କଲେ ସରପଂଚ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଂଚ।ୟତରେ ଆଜି ଜଣେ କରୋନା ପଜିଟିଭ ବାହାରିବା ପରେ ସରପଂଚ ମାମିନା ମାଝି ଆଜିଠାରୁ ଅଗଷ୍ଟ ୨ ତାରିଖ ପର୍ୟ୍ୟନ୍ତ ୭୨ ଘଂଟିଆ ସଟଡାଉନ ଘୋଷଣା କରିଛନ୍ତି। ସରପଂଚ ଶ୍ରୀମତୀ…
Read More...

ଢେଙ୍କାନାଳ ଜିଲ୍ଲାରେ ଅଗଷ୍ଟ ୩୧ ଯାଏ ଜାରି ରହିବ ସପ୍ତାହନ୍ତ ସଟଡାଉନ

ଭୁବନ:କୋଭିଡ-୧୯ ମୁକାବିଲା ପାଇଁ ଢେଙ୍କାନାଳ ଜିଲ୍ଲାରେ ଜୁଲାଇ ମାସ ଭଳି ଅଗଷ୍ଟ ମାସରେ ସପ୍ତାହନ୍ତ ସଟଡାଉନ ଜାରି ରହିବ। ଏ ସଂପର୍କରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଚିଠି ନଂ -୬୯୭୨ ତା ୩୧.୭.୨୦୨୦ ରେ ସୂଚନା…
Read More...

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ପକ୍ଷରୁ ନାବାଳିକାକୁ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ରଣ୍ଢା ଦଳିତ ସାହିର ଫକୀର ଦାସ(୨୨) ଓ…
Read More...

୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ; ୨ ଗିରଫ, ଟ୍ରକ୍‍ ଜବତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍‍କୁ ମିଳିଛି ଏକ ବଡ଼ ସଫଳତା। ଅତ୍ୟାବଶ୍ୟକ ସାମଗ୍ରୀ ବୋହିବା ବାହାନାରେ ଏକ ୧୦ ଚକିଆ ଟ୍ରକରେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଛି ପୁଲିସ୍‍ ହାତରେ। ଏହି ଘଟଣା ସମଗ୍ର…
Read More...

ବଜାରରେ ୟୁରିଆ ଅଭାବ : ଚାଷୀ ହତାଶ

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକର ଚାଷୀବର୍ଗ ଚାଷ କାମରେ ଏବେ ଜୋରସୋର ଲାଗିଛନ୍ତି। ପ୍ରାୟତଃ ଗ୍ରାମର ଧାନରୁଆ ବିହୁଡା ସରିବାକୁ ବସିଲାଣି। ବିଗତ ଦିନ ମାନଙ୍କରେ ଠିକ୍‍ ସମୟରେ ଠିକ୍‍ ବର୍ଷା ହୋଇଥିବା ଯୋଗୁଁ ଚଳିତ…
Read More...

ପରିବା ଦର ଅହେତୁକ ବୃଦ୍ଧି, ବେପାରୀ ମାଲାମାଲ ଖାଉଟି ବେହାଲ

ବଲାଙ୍ଗିର: ବଜାରରେ ପରିବା ଦର ଅହେତୁକ ଭାବରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ବର୍ଷା ଦିନିଆଁ ଧାନ ଚାଷ ଯୋଗୁଁ ସ୍ଥାନୀୟ ଚାଷୀ ପରିବା ଚାଷ କରୁନଥିବା ବେଲେ ବାହାର ରାଜ୍ୟ(ଛତିଶଗଡ)ରୁ ପନିପରିବା ପ୍ରତ୍ୟେହ ଆସୁଛି…
Read More...

କରୋନାରେ ଆକ୍ରାନ୍ତ ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ : ସପ୍ତାହକ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିଲ

କଲମପୁର: ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା। କଲମପୁର ଅଂଚଳ ଖୋଦ୍‍ ଜଣେ କରୋନା ଯୋଦ୍ଧା ବୋଲାଉଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଭୁତାଣୁର ସଂକ୍ରମିତ ହେବା ଘଟଣା ସାଧାରଣରେ ଆତଙ୍କ…
Read More...

ପଦ୍ମପୁର ବଣିକ ସଂଘ ତରଫରୁ ଦୋକାନ ବଜାର ସ୍ବାଭାବିକ କରିବାକୁ ବଣିକ ସଂଘର ଦାବିପତ୍ର

ପଦ୍ମପୁର: କୋଭିଡ-୧୯ ଯୋଗୁଁ ଆଜକୁ ୪ ମାସ ହେବ କେନ୍ଦ୍ର ସରକାର ହେଉ ବା ରାଜ୍ୟ ସରକାର ହୁଅନ୍ତୁ ତାଙ୍କର ଆଦେଶ ଅନୁଯାୟୀ କେତେବେଳେ ସଟ ଡାଉନ ତ କେକେବେଳେ ଲକଡାଉନକୁ ସମ୍ମାନ ଜଣାଇ ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି…
Read More...

 ନୂତନ ଜାତୀୟ ଶିକ୍ଷାନୀତି ବ୍ୟବସାୟୀକରଣକୁ ପ୍ରୋତ୍ସାହନ ଦେଉଛି:ଏସ୍.ଏଫ୍.ଆଇ

ଭୁବନେଶ୍ୱର: କରୋନା ମହାମାରୀକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ବିଚାର କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ପ୍ରକାର ଜନବିରୋଧୀ ନୀତି ଗୁଡିକୁ ଦ୍ରୃତ ଗତିରେ କାର୍ଯ୍ୟକାରୀ କରୁଛନ୍ତି। ସଦ୍ୟ ଘୋଷଣା “ନୂତନ…
Read More...

କରୋନା ସଂକ୍ରମଣ ପ୍ରତିହତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ପ୍ରସ୍ତାଵ ଦେଲେ ନିରଞ୍ଜନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଏକ ଭୟାବହ ସ୍ଥିତିକୁ ଯାଉଛି । ଏହାକୁ ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନିଆ ନଗଲେ, ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର ଯଥେଷ୍ଟ ଆଶଙ୍କା ଅଛି ବୋଲି ଆଜିର ଏକ…
Read More...

କରୋନା ଛଡେଇ ନେଇଛି ମୁହଁରୁ ଆହାର; ଦୁର୍ଦ୍ଦିନରେ ସୁବର୍ଣ୍ଣପୁରର ୪୫ ବାଉଁଶ କାରିଗର ପରିବାର

ଭଞ୍ଜନଗର: କୋଭିଡ -୧୯ ଜାତୀୟ ବିପତ୍ତିକୁ ଆଖି ଆଗରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବାରମ୍ବାର ଲକ୍‍ ଡାଉନ୍‍ ଓ ସଟ୍‍ ଡାଉନ୍‍ ଲ।ଗୁ କରାଯାଇ ସମସ୍ତ ପ୍ରବେଶ ପଥକୁ ସିଲ କରି ଦିଆଯାଇଥିବାରୁ ବହୁ ସଂଖ୍ୟାରେ…
Read More...

ଦୁର୍ଘଟଣାରେ ଆହାତ ବ୍ୟକ୍ତିଙ୍କୁ ମେଡିକାଲ ପଠାଇଲେ ଜିଲ୍ଲାପାଳ

ଗୋପାଳପୁର:  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଗେଂ ଆଜି ଅପରାହ୍ନରେ ଜାତୀୟ ରାଜପଥ ନଂ ୧୬ ରେ କନିଷି ଯାଇଥିବା ସମୟରେ ଦୁର୍ଘଟଣାରେ ଆହାତ ହୋଇ ରାସ୍ତାରେ ପଡିରହିଥିବା ଯୁବକଙ୍କୁ ସାହାଯ୍ୟ କରିବା ସହ ତାଙ୍କ ସହ…
Read More...

କପିଳାସପଡା ହତ୍ୟାକାଣ୍ଡର ପର୍ଦ୍ଦାଫାଶ; ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଜ୍ୱାଇଁ

ରେଙ୍ଗାଲି: ରେଙ୍ଗାଲି ଥନା ଅନ୍ତର୍ଗତ କପିଳାସପଡା ଗ୍ରାମର ଅନତି ଦୂରରେ ଗତ ୨୯ ତାରିଖ ବୁଧବାର ଦିନ ରାମ କିସାନ(୬୦) ନାମକ ବୃଦ୍ଧଙ୍କୁ ନୃସଂଶ ଭାବରେ ହତ୍ୟା କରାଯାଇଥିଲା। ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ…
Read More...

ବର୍ଷା ଅଭାବରୁ ଚାଷ ପାଇଁ ଜମିରେ ପାଣି ନାହିଁ; କାମରେ ଲାଗୁନି ଜଳସେଚନ ପ୍ରକଳ୍ପ

ଟିଟିଲାଗଡ଼: ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ହେଲେ ସମ୍ପ୍ରତି ଅବସ୍ଥା ଆଉ ଚାଷ ଅନୁକୁଳ ହୋଇରହିନାହିଁ। ଶ୍ରାବଣ ମାସରେ ଆକାଶରୁ ମେଘ ଉଭାନ ହୋଇଛି। ଏନେଇ ଟିଟିଲାଗଡ ବ୍ଲକର ବିଭିନ୍ନ…
Read More...

ଦୀର୍ଘଦିନ ପରେ ମୁଖ୍ୟରାସ୍ତାରେ ପଡିରହିଥିବା ଗଛ ସଫାହେଲା

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ପକାରୀ ଗ୍ରାମ ପଂଚାୟତର ମୁଖ୍ୟ ରାସ୍ତା ଉପରେ ଏକ ବିରାଟକାୟ ବୃକ୍ଷ ଦୀର୍ଘଦିନ ହେଲା ପଡ଼ିରହିବା ଯୋଗୁଁ ରାସ୍ତା ଅବରୋଧ ହେବା ସହିତ…
Read More...

ପ୍ଲାଜମା ଦାନ ପାଇଁ ମାଲକାନଗିରି ଜିଲାରୁ  ୪୮ ଜଣ ଆଗ୍ରହୀ

ପ୍ଲାଜମା ଦାନ ପାଇଁ ମାଲକାନଗିରି ଜିଲାରୁ ୪୮ ଜଣ ଆଗ୍ରହୀ ଭୁବନେଶ୍ୱର:  କୋଭିଡ-୧୯ ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ଲାଗି ପ୍ଲାଜମା ଚିକିତ୍ସା ବିଶେଷ ସହାୟକ ହେଉଥିବା ବେଳେ ଆଜି ମାଲକାନଗିରି ଜିଲାରୁ ୪୮ ଜଣ…
Read More...

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଷ୍ଟାଫ ନର୍ସ କରୋନା ପଜିଟିଭ ଚିହ୍ନଟ

କୋରାପୁଟ: ଷ୍ଟାଫ ନର୍ସ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଓପିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। କେବେଳ…
Read More...

ଉଗ୍ରରୂପ ଧାରଣ କରୁଛି କରୋନା; ଦିନକରେ ଗୋଟିଏ ପରିବାରର ୧୨ ଚିହ୍ନଟ

ବଲାଙ୍ଗିର: ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି କରୋନା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ବଲାଙ୍ଗିର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଗୋଟିଏ ପରିବାରର…
Read More...

ୱାଟର ଟ୍ୟାଙ୍କ ଇଣ୍ଡିକେଟର ନିର୍ମାଣ କଲେ ଦନ୍ତ ଡାକ୍ତରୀ  ଛାତ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସୌମ୍ୟ ରଞ୍ଜନ ପାତ୍ର ଦନ୍ତ ଡାକ୍ତରୀ ଛାତ୍ର ରୂପେ ଇଣ୍ଟର୍ନସିପ କରୁଛନ୍ତି। ମହାମାରୀ କରୋନା ଯୋଗୁଁ ଘରେ ରହି ସମୟକୁ ଅପଚୟ ନକରି  ଅତି ସ୍ୱଳ୍ପ ଖର୍ଚରେ ତିଆରି…
Read More...

କାୟା ମେଲାଉଛି କରୋନା, କମିବାର ନା ଧରୁ ନାହିଁ

ରାଉରକେଲା : ଦିନକୁ ଦିନ ବଢ଼ି ଚାଲିଛି କରୋନା। କମିବାର ନା ଧରୁ ନାହିଁ। ଜିଲାରେ କରେନା କାୟା ବିସ୍ତାର କରୁଛି। ଗତ ୨୪ ଘଣ୍ଟାରେ ୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଉରକେଲା ସହରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ…
Read More...

ଚେକଡ୍ୟାମରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଦେବଗଡ:ବାରକୋଟ ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଥିବା ଯୌତୁକ ନାଳ ଚେକଡ୍ୟାମରୁ ଆଜି ଜଣେ ନାବାଲିକାର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ନାବାଳିକା ଜଣକ ଅନୁଗୁଳ ଜିଲା ପାଳଲହଡା ଥାନା ଅନ୍ତର୍ଗତ ପଟାମୁଣ୍ଡା…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୧ ଟି ମାମଲା, ୧୭ ଗିରଫ

ଭୁବନେଶ୍ୱର :ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୧ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୭ ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ…
Read More...

ରାଜ୍ୟରେ ୫ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି କୋଭିଡ୍‌ ପରୀକ୍ଷା, ଦୈନିକ ଟେଷ୍ଟିଂ କ୍ଷମତା ୨୦,୦୦୦

ଭୁବନେଶ୍ୱର: ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ପ୍ରତିହତ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇତି ମଧ୍ୟରେ ୨୮ ଜଣ ପ୍ଲାଜ୍‌ମା…
Read More...

ପ୍ରକାଶ ପାଇଲା ଭିସୁଟ୍ ଅନ୍‌ଲାଇନ୍‌ ପରୀକ୍ଷାଫଳ

ବୁର୍ଲା:ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌), ବୁର୍ଲା, ସମ୍ବଲପୁରର ବି. ଟେକ୍‌ ଓ ବି. ଆର୍କ ଶେଷ ସେମିଷ୍ଟର ପରୀକ୍ଷାର ଅନ୍‌ଲାଇନ୍‌ ଫଳାଫଳ ଆଜି ଘୋଷିତ ହୋଇଛି । ସ୍ନାତକ ଓ ସ୍ନାତକୋତ୍ତର ଶେଷ…
Read More...

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ…
Read More...

ସଚେତନ ହେଲେ ଗଠନ ହୋଇପାରିବ ହେପାଟାଇଟ୍ସ ମୁକ୍ତ ଭାରତ

ଭୁବନେଶ୍ୱର : ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମେ ତାହାର ଯତ୍ନ ନେବା ଆବଶ୍ୟକ। ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ ‘ବି’ର ଶିକାର ହୋଇ ମାରାତ୍ମକ କ୍ୟାନ୍ସରରେ…
Read More...

ଜଗି ରହିଲା କୁକୁର: ନାଗ ସାପ କବଳରୁ ବର୍ତ୍ତିଲେ ପରିବାର

ସାରନଗରୀ: କୁକୁର ଯୋଗୁ ଏକ ନିଶ୍ଚିତ ବିପଦ ଟଳିଛି । ପରିବାର ଲୋକେ ନାଗସାପ କବଳରୁ ରକ୍ଷା ପାଇପାରିଛନ୍ତି । ଏଭଳି ଘଟଣା  ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ,ଲାଠିକଟା ବ୍ଲକ…
Read More...

ବୃହତ ଉଠାଜଳସେଚନ ପ୍ରକଳ୍ପ, ୯ କୋଟି ଟଙ୍କା ଖର୍ଚ୍ଚ ପରେ ଜମି ପଡିଆ

ବେଲଗାଁ: ସରକାରୀ ସ୍ତରରେ ଚାଷୀ ଅବହେଳାର ଶିକାର ହୋଇ ତଳିତଳାନ୍ତ ହୋଇଚାଲିଥିବା ଅଭିଯୋଗ ହୋଇଆସିଛି। ଏପରିକି ଚାଷୀଙ୍କ ନାମରେ ଜଳସେଚନ ଯୋଜନା ମଧ୍ୟ ହରିଲୁଟ ହୋଇଚାଲିଥିବା ତେଲନଦୀରେ ନିର୍ମିତ ବେଲଗାଁ ବୃହତ ଉଠାଜଳସେଚନ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୨୦ ମାମଲା, ୨୧ ଗିରଫ

ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୦ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୮ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୧ଟି ମାମଲା…
Read More...

ହରିଦାସପୁର-ପାରାଦ୍ବୀପ ରେଳ ଚଳାଚଳା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହରିଦାସପୁର ଓ ପାରାଦୀପ ମଧ୍ୟରେ ରେଳ ଚଳାଚଳ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ୮୨ କିଲୋମିଟର ବିଶିଷ୍ଟ ଏହି ରେଳପଥ ଯୋଗୁଁ…
Read More...

ମୁଖ୍ୟଶାସନ ସଚିବଙ୍କ ଭିଡ଼ିଓ କନ୍‌ଫରେନ୍‌ସିଂ, ଦିନକୁ ୧୦୦୦ କରୋନା ପରୀକ୍ଷା ପାଇଁ ପରାମର୍ଶ

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କ ସହ ଜିଲ୍ଲାମାନଙ୍କରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟତଃ ପର୍ଯ୍ୟବେକ୍ଷଣ, କୋଭିଡ୍‌…
Read More...

ରେଙ୍ଗାଳୀ ଓ କୁଳୁମା ପଞ୍ଚାୟତ ସଟଡାଉନ ଘୋଷଣା କଲେ ସରପଞ୍ଚ

କଣିହାଁ: ରେଙ୍ଗାଳୀ ଓ କୁଳୁମା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସଂକ୍ରମଣ ଆଶଙ୍କାରେ ଏହି ଦୁଇ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସଟ୍‌ଡାଉନ୍‌ ସମୟରେ ଲୋକେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ…
Read More...

ଉଦ୍ଧାରକାରୀ ମିନିଟ୍ରକ୍‌ ଘଟାଇଲା ଦୁର୍ଘଟଣା, ପାଚେରୀରେ ଚାପି ହୋଇଗଲେ ମହିଳା

ଆଠଗଡ: ଆଠଗଡ ହାଉସିଂବୋର୍ଡ ଛକଠାରେ ମଙ୍ଗଳବାର ସକାଳ ପ୍ରାୟ ୬.୩୦ମିନିଟରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି। ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ଲାଗୁଥିବା ଏକ କ୍ରେନଲଗା ମିନିଟ୍ରକ…
Read More...

ବାଜି ଲାଗିଛି ବିଦ୍ୟାର୍ଥୀଙ୍କ ଜୀବନ, କରୋନା କଟକଣା ସତ୍ତ୍ବେ ଶିକ୍ଷକ କରୁଛନ୍ତି ଟିଉସନ

ସାରନଗରୀ: ଶିକ୍ଷା ବ୍ୟବସ୍ଥାରେ ଲାଗିଛି କରୋନା ଛାଟ। ସୁନ୍ଦରଗଡ଼ ଜିଲା ସମେତ ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସେପଟେ ସ୍କୁଲ, କଲେଜ ବନ୍ଦ ରହିଛି । ଘରୋଇ ଟିଉସନ ଓ ଘରୋଇ କୋଚିଙ୍ଗ ସେଣ୍ଟର…
Read More...

ବିଶ୍ବ ପ୍ରକୃତି ସଂରକ୍ଷଣ ଏବଂ ହେପାଟାଇଟିସ୍‌ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ କହିଛନ୍ତି ପ୍ରାକୃତିକ ସମ୍ପଦ ଏବଂ ଧରିତ୍ରୀ ମାତାର ପ୍ରାଚୁର୍ଯ୍ୟର ପୋଷଣୀୟ ପରିଚାଳନା ସହିତ ମାନବ ଜାତିର ସ୍ୱାସ୍ଥ୍ୟ ଓ…
Read More...

ଗାଁକୁ ଅଡୁଆ କ୍ୱାକ, କରୋନା ଲକ୍ଷଣ ରୋଗୀଙ୍କୁ ଦେଉଛନ୍ତି ଔଷଧ

ବଲାଙ୍ଗିର: କରୋନା ସଂକ୍ରମଣ ସମୟରେ ଏବେ କ୍ୱାକ ମାନେ ଅଡୁଆ ସାଜିଛନ୍ତି। ଗାଁରେ ଥିବା କ୍ୱାକ ମାନେ ସ୍ଥାନୀୟ ରୋଗୀ ମାନଙ୍କ ଚିକିତ୍ସା କରୁଥିବା ବେଳେ ଏମାନଙ୍କ ପାଇଁ କରୋନା ସଂକ୍ରମଣ ବଢିବାର ଯଥେଷ୍ଟ ସମ୍ଭାବନା…
Read More...

କଣ୍ଟା ସାଜିଛି କରୋନା, ଉଜୁଡୁଛି ଜୀବନ ଜୀବିକା

ସାରନଗରୀ/ରାଉରକେଲା: ଧିରେ ଧିରେ ସର୍ବଗିଳା ହୋଇ ପଡ଼ିଲାଣି କରୋନା ମହାମାରୀ। ରାଜ୍ୟରେ ପ୍ରତିଦିନ କରୋନା ସଂଖ୍ୟା ବଢିବାରେ ଲାଗିଛି। ଏହା ଗରିବ, ନିମ୍ନ ମଧ୍ୟବିତ ଓ ମଧ୍ୟବିତଙ୍କ ଚିନ୍ତା ବଢାଇଛି। ବିଶେଷ କରି ଦକ୍ଷିଣ…
Read More...

କେନ୍ଦ୍ରାପଡା ଦେବାଶିଷ ହତ୍ୟା ମାମଲା, ମାନବାଧିକାର କମିଶନକୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର: ଗତ ୪ ତାରିଖ ଦିନ କେନ୍ଦ୍ରାପଡା ଜମଧର ଗ୍ରାମରୁ ପୁରୀକୁ ଡକାଇ ଦେବାଶିଷ ସେଠିଙ୍କୁ ହତ୍ୟା କରାଯାଇଥିବା ମାମଲା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଦୋଷୀ ପୋଲିସ…
Read More...

ପ୍ଲାଜ୍‌ମା ଥେରାପିରୁ ମିଳୁଛି ସୁଫଳ, ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ପରେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ରାଜ୍ୟର…
Read More...

କରୋନା ମୁକାବିଲା: ଭୁବନେଶ୍ବରରେ ଚାଲିଛି ୩ ପ୍ରକାର କୋଭିଡ୍‌ ପରୀକ୍ଷା

ଭୁବନେଶ୍ବର: କୋଭିଡ୍‌ ମୁକାବିଲାକୁ ଆହୁରି ତ୍ୱରିତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସଂପ୍ରତି ୩ ପ୍ରକାର କୋଭିଡ୍‌ ପରୀକ୍ଷା କରାଯାଉଛି । ଗୋଷ୍ଠୀ ସଂକ୍ରମଣର ମାତ୍ରା, ସଂକ୍ରମଣ ଚିହ୍ନଟ ଏବଂ ରୋଗ…
Read More...

ସବୁଥାନାରେ ରହିବ ଅଭ୍ୟର୍ଥନା କକ୍ଷ; ମାର୍ଗଦର୍ଶିକା ଜାରି କଲେ ଡ଼ିଜିପି ଅଭୟ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଲୋକଙ୍କ ଅଭିଯୋଗ ବୁଝିବା ପାଇଁ ରାଜ୍ୟର ସମସ୍ତ ଥାନା ନିମନ୍ତେ ପୁଲିସ ମହାନିର୍ଦେଶକ(ଡିଜିପି) ଅଭୟ ମାର୍ଗଦର୍ଶିକା ଜାରି କରିଛନ୍ତି। ଥାନାଗୁଡ଼ିକରେ କାର୍ଯ୍ୟରତ ପୁଲିସ କର୍ମଚାରୀ…
Read More...

ଜାତୀୟ ସ୍ବାର୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ଦେଶକୁ ସୁରକ୍ଷା ପ୍ରଦାନ କରନ୍ତି ସିଆର୍‌ପିଏଫ୍‌ ଯବାନ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବାହିନୀ (ସିଆର୍‌ପିଏଫ୍‌)ର ‘ରାଇଜିଂ ଡେ’ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯେକୌଣସି କଠିନ ପରିସ୍ଥିତିରେ ମଧ୍ୟ ଜାତୀୟ…
Read More...

ସଟ୍‌ଡାଉନ୍‌ ପରେ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା, ଲୋକଙ୍କ ପାଇଁ ବଢ଼ିଲା ସମସ୍ୟା

ଭୁବନ: ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରୁ ଜଣେ ୨୫ ବର୍ଷୀୟ ଯୁବକ ଓ ୪ ନମ୍ବର ବ୍ୱାର୍ଡରୁ ଜଣେ ୪୨ ବର୍ଷୀୟା ମହିଳାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଲା ପରେ ଗତକାଲି ସଂଧ୍ୟାରେ ଏନଏସି ପ୍ରଶାସନ ତରଫରୁ ଉକ୍ତ…
Read More...

ମା’ପୁଅଙ୍କୁ ପଛପଟୁ ଧକ୍କାଦେଲା ହାଇୱା, ଛିଞ୍ଚାଡ଼ି ହୋଇ ପଡ଼ିଲେ ମା’, ଘଟଣାସ୍ଥଳରେ ପୁଅର ଜୀବନ ଗଲା

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳରେ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଭାରିଯାନ ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଟାଉନଥାନା ତାଲପଟିଆ ଫାଣ୍ଡି ଅନ୍ତର୍ଗତ ଟାଙ୍ଗରପାଲି…
Read More...

ପରିବହନ ମନ୍ତ୍ରୀଙ୍କ କରୋନା ସମୀକ୍ଷା, ପ୍ଲାଜମା ଦାନ ପାଇଁ ଆହ୍ୱାନ

ଝାରସୁଗୁଡ଼ା: ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଝାରସୁୁଗୁଡ଼ା ଗସ୍ତରେ ଆସି ଜିଲାରେ କୋଭିଡ ପରିଚାଳନାର ସମୀକ୍ଷା କରିବା ସହ କରୋନା ମୁକ୍ତ ହୋଇଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଆହ୍ୱାନ କରିଛନ୍ତି। ଜିଲାରେ…
Read More...

ଆନୁଷ୍ଠାନିକ କ୍ବାରେଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀଙ୍କୁ ମିଳିଲା ୧୦୬ କୋଟି ୬୫ ଲକ୍ଷ ୬୦ ହଜାର ଟଙ୍କା,…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା …
Read More...

କଳାହାଣ୍ଡି ଜିଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ପ୍ରମାଣପତ୍ର

ଭୁବନେଶ୍ବର: ଉଚ୍ଚ ମାନର ସମନ୍ୱିତ ଅଙ୍ଗନବାଡ଼ି ସେବା ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କଳାହାଣ୍ଡି ଜିଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇ.ଏସ୍‌.ଓ ପ୍ରମାଣପତ୍ର ମିଳିଥିବାରୁ…
Read More...

ଗଞ୍ଜାମ ଜିଲା ଆରୋଗ୍ୟଙ୍କ ନିଆରା ଉଦ୍ୟମ: ପ୍ଲାଜ୍‌ମା ଦାନ ପାଇଁ ପାଲଟିଲେ ‘କୋଭିଡ୍‌ ବନ୍ଧୁ’, ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ପ୍ଲାଜ୍‌ମା ଦାନ ପାଇଁ କୋଭିଡ୍‌ ଆରୋଗ୍ୟ ନିଆରା ଉଦ୍ୟମ କରିଛନ୍ତି। କରୋନ ଆକ୍ରାନ୍ତ ପରେ ଆରୋଗ୍ୟ ଲାଭ କରିଥିବା କିଛି ବ୍ୟକ୍ତି ପ୍ଲାଜ୍‌ମା ଦାନ…
Read More...

କରୋନା ମୁକାବିଲା: ୬୭୯୮ ଗ୍ରାମ ପଞ୍ଚାୟତରେ ୬,୬୨୨ ଟି କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୬,୬୨୨ ଟି କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା ହୋଇଛି। ଏଥିରେ ମୋଟ ୬୬,୫୯୨…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୨ ମାମଲା, ୨୬ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୨ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୨୦ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୨ଟି…
Read More...

କାଳିଆ ଟଙ୍କା ଫେରସ୍ତ ପାଇଁ ଅଯୋଗ୍ୟଙ୍କୁ ନୋଟିସ କରିବା ଦୁର୍ଭାଗ୍ୟଜନକ:ଜୟଦେବ ଜେନା

ଭୁବନେଶ୍ୱର:ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନା ଏକ ପ୍ରେସ୍‌ ବାର୍ତ୍ତାରେ କହିଛନ୍ତି ଯେ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରସ୍ତ କରିବା ପାଇଁ ନୋଟିସ କରିବା ଦୁର୍ଭାଗ୍ୟଜନକ। ସେମାନେ ରାଜ୍ୟ…
Read More...

ମାଲକାନଗିରିରେ କୋଭିଡ୍‌ ମୁକାବିଲା ପାଇଁ ନିଷ୍ଠାପର ଉଦ୍ୟମ ଆବଶ୍ୟକ: ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର କୋଭିଡ-୧୯ ପରିଚାଳନା ଓ ପ୍ଲାଜମା ଦାନ କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ ପରେ ଆଜି ଇଲେକ୍ଟ୍ରୋନିସ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା…
Read More...

କୋରାପୁଟରେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌

କୋରାପୁଟ:କରୋନା ସଂକ୍ରମଣକୁ ଦେଖି ଜୁଲାଇ ୩୧ ପର୍ଯ୍ୟନ୍ତ କୋରାପୁଟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ଜିଲାର ୩ ପୌରାଞ୍ଚଳ, ଗୋଟିଏ ଏନ୍‌ଏସି, ୩ ପଞ୍ଚାୟତର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି ବୋଲି କୋରାପୁଟ…
Read More...

ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ୨୨ ଡିଏସ୍‌ପି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି କରାଯାଇଛି। ପଦୋନ୍ନତି ପାଇବା ପରେ ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲାରେ ଅତିରିକ୍ତ ଏସ୍‌ପି(ଏଏସ୍‌ପି) ଭାବେ…
Read More...

କଟକ ଏସ୍‌ସିବିରେ ୧୮ଜଣଙ୍କଠାରୁ ସଂଗୃହୀତ ହେଲା ୩୬ ୟୁନିଟ୍‌ ପ୍ଲାଜ୍‌ମା

କଟକ: କଟକ ଏସ୍‌ସିବିରେ ୧୮ଜଣଙ୍କଠାରୁ ୩୬ ୟୁନିଟ୍‌ ପ୍ଲାଜ୍‌ମା ସଂଗୃହିତ ହୋଇଛି ଏବେ ସେଥିମଧ୍ୟରୁ ୩୦ ବୋତଲ ପ୍ଲାଜ୍‌ମା ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌କୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜ୍‌ମା ସଂରକ୍ଷିତ ଅଛି, ଆଜି ଆଉ…
Read More...

ରଥ ଖୋଲିବା ଓ ଗଢ଼ିବା ପାଇଁ ଗଠନ ହେଲା କମିଟି

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି। ସେବାୟତ ଓ ପୁଲିସ ପ୍ରଶାସନ ଦ୍ବାରା ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥର ପୁରୀ…
Read More...

ଛିଡ଼ିଗଲା ମଲ୍ଲିଫୁଲ ଗଜରା… ଚାଲିଗଲେ ଦୀପା

ସଂକ୍ଷେପରେ ଦୀପା.. ନାମ: ଦୀପା ସାହୁ ସ୍ବାମୀ: ମନୀନ୍ଦ୍ରନାଥ ଦତ୍ତ ଜନ୍ମ: ୨୫ ଅକ୍ଟୋବର ୧୯୮୫ ଠିକଣା: ଢେଙ୍କାନାଳ ଭୁବନେଶ୍ୱର: ଆରପାରିରେ ଆଲ୍‌ବମ୍ ଅଭିନେତ୍ରୀ ଦୀପା ସାହୁ। ଓଡ଼ିଆ ଆଲ୍‌ବମ୍‌ କୁଇନ୍‌…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୨ ମାମଲା, ୩୦ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୨ ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌ ସଂପର୍କିତ ଅଟେ । ୩୦ ଜଣଙ୍କୁ ବିଭିନ୍ନ…
Read More...

ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ କୋଭିଡ ସଚେତନତା ପଦଯାତ୍ରା

ଭୁବନେଶ୍ୱର:ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ବିଜେବି ନଗର ସ୍ଥିତ ଅରବିନ୍ଦ କଲୋନୀ ଓ କେଦାର ଗୌରୀ ନିକଟସ୍ଥ ନାଳମୁହଁ ଭୋଇ ସାହିରେ କୋଭିଡ ସଚେତନତା ପଦଯାତ୍ରା ଓ କୋଭିଡ ବିଶୋଧନ କାର୍ୟ୍ୟକ୍ରମ ଅନୁଷ୍ଠିତ…
Read More...

ସ୍ବିଡେନ୍‌ ସରକାରଙ୍କ କଳା ପରାମର୍ଶଦାତା ନିଯୁକ୍ତ ହେଲେ ପି.କେ.ମହାନନ୍ଦିଆ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ.ମହାନନ୍ଦିଆଙ୍କୁ ସ୍ବିଡେନ୍‌ ସରକାରଙ୍କ ପକ୍ଷରୁ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ପ୍ରଦାନ କରାଯାଇଛି। ସ୍ବିଡେନ୍‌…
Read More...

ନଦୀରେ ଗାଧୋଉଥିଲେ ଚାରି ସାଙ୍ଗ, ଜଣକୁ ଟାଣିନେଲା କୁମ୍ଭୀର

ରାଜକନିକା: କେନ୍ଦ୍ରାପଡ଼ା ଜିଲାର ରାଜକନିକା  ଖରସ୍ରୋତା ନଦୀରେରେ ଗାଧୋଉଥିଲେ ଚାରି ସାଙ୍ଗ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ନଦୀ ଭିତରକୁ ଟାଣିନେଲା କୁମ୍ଭୀର ଓ ଅନ୍ୟ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର ହେଲା। ଏଭଳି…
Read More...

ରେଭେନ୍ସା ବିଶ୍ବବିଦ୍ୟାଳୟରେ କରୋନା, କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ୍‌ ହିଷ୍ଟ୍ରି ଜଣାପଡ଼ିବା ପରେ ନିଆଯିବ ପଦକ୍ଷେପ

କଟକ: କଟକ ସହରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଜଣେ ୨୧ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ…
Read More...

ଆକ୍ଟିଭ୍‌ ସର୍ଭେଲାନ୍ସ ଅନୁସାରେ କଟକ ସହରରେ ଚାଲିଛି ଟେଷ୍ଟିଂ, କୋଭିଡ୍‌ ଭଲ୍ୟୁଣ୍ଟର ଭାବେ ପ୍ଲାଜ୍‌ମା ଦାନ ପାଇଁ…

ଭୁବନେଶ୍ବର: କଟକ ସହରରେ କୋଭିଡ୍‌ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପ୍ରେସ୍‌ମିଟ୍‌ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ତଥା କଟକ ସହରର କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଏବଂ ସିଏମ୍‌ସି…
Read More...

କଳାହାଣ୍ଡି ଡେପୁଟି କଲେକ୍ଟର ଅନୀଶା ଦାସ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଏଏସ୍‌ ଅନୀଶା ଦାସଙ୍କୁ ନିଲମ୍ବିନ କରାଯାଇଛି। ଏଥିନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ…
Read More...

କରୋନା ମୃତକଙ୍କ ପରିବାର ଶେଷକୃତ୍ୟରେ ଭାଗ ନ ନେଲେ, ସରକାରୀ ବ୍ୟବସ୍ଥାରେ ହେବ ସତ୍କାର

ଭୁବନେଶ୍ବର: କରୋନା​‌େ​‌ର ମୃତକଙ୍କ ସତ୍କାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା। କରୋନା ସଂକ୍ରମିତଙ୍କ ମୃତଦେହ ସତ୍କାର ନେଇ ସମସ୍ତ ଜିଲାପାଳ ଓ ମ୍ୟୁନିସପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୨୬ ମାମଲା, ୩୬ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୬ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୨୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ଲାୟନ୍ସ କ୍ଲବ ଭୁବନେଶ୍ବର ସିଟି ପକ୍ଷରୁ ଗ୍ରାମବାସୀଙ୍କୁ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଯୋଜନାରେ ୧୦୦କିଟ୍‌ ବିତରଣ

ଭୁବନେଶ୍ବର:ଲାୟନ୍ସ କ୍ଲବ ଅଫ୍ ଭୁବନେଶ୍ବର ସିଟି ଅଫ୍ ଡିଷ୍ଟ୍ରିକ୍ଟ ୩୨୨ସି୪ ପକ୍ଷରୁ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ପାତ୍ରପଡ଼ା ଜନ ସେବା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୦୦…
Read More...

ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଗଜପତି ଅତିରିକ୍ତ ଜିଲାପାଳଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ୟୁନିଟ-୩ ଖାରବେଳ ନଗର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଜପତିରେ ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିବା ସ୍ୱର୍ଗତ…
Read More...

ମିଳୁନି ସରକାରୀ ସହାୟତା, ଖୋଲା ଆକାଶଣ ତଳେ ବିତୁଛି ଜୀବନ

ଟିଟିଲାଗଡ଼: ବୟସର ଅପରାହ୍ଣରେ ଜୀବନ। ପ୍ରାକୃତିକ ଦୁର୍ବିପାକ ତଥା ପ୍ରବଳ ବର୍ଷାରେ ଭାଙ୍ଗିରୁଜି ଯାଇଛି ଘରଦ୍ବାର। ଖୋଲା ଆକାଶ ତଳେ ବିତୁଛି ଜୀବନ। ସରକାରୀ ସହାୟତା ପାଇଁ ଦିନ ପରେ ଦିନ ଗଡ଼ି ଚାଲିଛି। କିନ୍ତୁ ମିଳୁନି…
Read More...

ସପ୍ତାହନ୍ତ ସଟଡାଉନର ସପ୍ତମ ଦିନ, କଡ଼ାକଡ଼ି ଯାଞ୍ଚ କରୁଛି ପୁଲିସ

ଭୁବନ : ଢେଙ୍କାନାଳ ଜିଲ୍ଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜୁଲାଇ ୩୧ ପର୍ୟ୍ୟନ୍ତ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ଜୁଲାଇ ୩୧ ପର୍ଯ୍ୟନ୍ତ ଘୋଷଣା…
Read More...

କରୋନା ବଦଳାଇ ଦେଲା ଜୀବନଶୈଳୀ, ଆନ୍ତର୍ଜାତୀୟ କରାଟେ ଖେଳାଳି ପାଲଟିଲେ ପରିବା ବିକାଳି

ରାଉରକେଲା : କ୍ରୀଡ଼ା କ୍ଷେତ୍ରରେ କରୋନା ମାଡ଼। କରାଟେ ପ୍ରଶିକ୍ଷଣ ପରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଥିଲେ। ଏହାପରେ କରାଟେ ପ୍ରଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ। କିନ୍ତୁ କରୋନା…
Read More...

ପଶ୍ଚିବ ବଙ୍ଗରେ ଲକ୍‌ଡାଉନ୍‌, ବାତିଲ ହେଲା ଟ୍ରେନ୍‌

ଭୁବନେଶ୍ବର: ପଶ୍ଚିମ ବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଜୁଇାଇ ୨୫ ଓ ୨୯କୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାସହିତ ଜୁଲାଇ ଓ…
Read More...

ଚିକିତ୍ସାଧୀନ ଗୁରୁତର ରୋଗୀଙ୍କୁ କରୋନା, ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ସିଲ୍‌

ପୁରୀ: ଆଜି ପୁରୀ ଜିଲା ମୁଖ୍ୟସଦର ମହକୁମା ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସାଧୀନ ଜଣେ ରୋଗୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଅଧିକ ରୋଗୀ ତଥା କର୍ମଚାରୀଙ୍କୁ କରୋନା ସଂକ୍ରମଣ ଆଶଙ୍କାରେ ଆଜି ପୁରୀ ଜିଲା…
Read More...

ପ୍ରଥିତଯଶା କଥାକାର ତଥା ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

https://youtu.be/xQPAV8IYlUk ଭୁବନେଶ୍ୱର : ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-୨୦୧୯…
Read More...

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ: ବିଏମ୍‌ସି କମିଶନର

ଭୁବନେଶ୍ବର: ଗତ କିଛି ଦିନ ହେବ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରେ କରୋନା ସ୍ଥିତି ନେଇ ବିଏମ୍‌ସି ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏବଂ ବିଏମ୍‌ସି କମିଶନର…
Read More...

କୁକୁର ପ୍ରଜନନ ଓ ବିପଣନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: କୁକୁର ପ୍ରଜନନ ଓ ବିପଣନ ଏବଂ ପୋଷା ଜୀବଜନ୍ତୁ ଦୋକାନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି ବୋଲି କଟକ ରାଜ୍ୟ ପଶୁକଲ୍ୟାଣ ପରିଷଦ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ସୂଚନା ଦେଇଛନ୍ତି।…
Read More...

ଚୌଦ୍ୱାରରେ ପ୍ରତିଷ୍ଠା ହେଉ ବିଶ୍ୱସ୍ତରୀୟ ଟେକ୍ସଟାଇଲ୍‌ ପାର୍କ, ଭର୍ଚୁଆଲ୍‌ ବୈଠକରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ…

ଭୁବନେଶ୍ୱର : ଆଜି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓଟିଏମ୍‌ ଚୌଦ୍ୱାର, େପପ୍‌ସି, ଜଗତପୁର ଓ ବଲାରପୁର କାଗଜ କଳ ଉପରେ ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

କରୋନା ନେଲା ସରପଞ୍ଚଙ୍କ ଜୀବନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ

ଭଞ୍ଜନଗର: ପ୍ରଥମେ ଜ୍ବର ଏବଂ ତା’ପରେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ବେ କରୋନା ଯୋଦ୍ଧା ତଥା…
Read More...

ପ୍ଲାଜ୍‌ମା ଦାନକୁ ଉତ୍ସାହିତ କରିବେ ମନ୍ତ୍ରୀ: ୩୦ ଜିଲା ନିମନ୍ତେ ୨୦ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲେ ନବୀନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଅପରପକ୍ଷରେ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଆରୋଗ୍ୟ ହାର ଅଧିକ ରହିଛି। କରୋନା ଆରୋଗ୍ୟଙ୍କ ପ୍ଲାଜ୍‌ମା ଦାନ ଦ୍ବାରା ଜଣେ…
Read More...

ବ୍ରିଜ୍‌ ନିକଟରୁ ମିଳିଲା ବିଜେପିଙ୍କ କର୍ମୀ ମୃତଦେହ, ଘଟଣାର ସାଇଣ୍ଟିଫିକ୍‌ ଦଦନ୍ତ ଦାବି

ବ୍ରିଜ୍‌ ନିକଟରୁ ମିଳିଲା ବିଜେପି କର୍ମୀଙ୍କ ମୃତଦେହ, ଘଟଣାର ସାଇଣ୍ଟିଫିକ୍‌ ଦଦନ୍ତ ଦାବି ବୌଦ୍ଧ/ ମନମୁଣ୍ଡା : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାହଲି ବ୍ରିଜ ନିକଟରେ ଜଣେ ଯୁବକଙ୍କ…
Read More...