ଭେଣ୍ଟିଲେଟରରେ କାଦର ଖାନ

ମୁମ୍ବଇ : ଦୀର୍ଘ ୪ଦଶକରୁ ଅଧିକ ସମୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ବରିଷ୍ଠ ଅଭିନେତା କାଦର ଖାନ ଅସୁସ୍ଥ ହୋଇପଡିଛନ୍ତି। ୮୧ ବର୍ଷୀୟ କାଦର ଖାନଙ୍କ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ଡାକ୍ତର…
Read More...

ଏହି ନବବର୍ଷରେ କରନ୍ତୁ ଏପରି ସଙ୍କଳ୍ପ : ଚଢିବେ ସଫଳତାର ପାହଚ

ପାଖେଇ ଆସୁଛି ନବବର୍ଷ। ନୂଆବର୍ଷର ଆଗମନୀରେ ସମସ୍ତଙ୍କ ମନରେ ଆନନ୍ଦ ଓ ଉଲ୍ଲାସର ଢେଉ ଖେଳିଯାଇଥାଏ। ଅନେକ ଲୋକେ ଅନେକ ଉପାୟରେ ଆଡ଼ମ୍ବର ସହକାରେ ଏହାକୁ ପାଳନ କରିଥାଆନ୍ତି। ହେଲେ ଏକ ନୂତନ ବର୍ଷର ଆରମ୍ଭରେ ଜୀବନରେ କିଛି…
Read More...

ଜାଣନ୍ତୁ,୧ଜାନୁଆରୀରେ ହିଁ କାହିଁକି ପାଳନ କରାଯାଏ ନୂଆବର୍ଷ ?

ଆମେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧ତାରିଖକୁ ନୂଆବର୍ଷ ଭାବେ ପାଳନ କରିଥାଉ। ଅର୍ଥାତ୍‍ ସେହିଦିନଠାରୁ ଏକ ନୂତନ ବର୍ଷର ଆରମ୍ଭ ହୋଇଥାଏ। ହେଲେ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ, ୧ ଜାନୁଆରୀକୁ ହିଁ ଆମେ…
Read More...

ପରଦାକୁ ଆସିଲା ‘ସିମ୍ବା’

ମୁମ୍ବଇ : ରଣବୀର ସିଂହ ଓ ସାରା ଅଲୀ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସିମ୍ବା’ ଶୁକ୍ରବାର ମୁକ୍ତିଲାଭ କରିଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର କରଣ ଜୋହର ଓ ଅପୂର୍ବା ମେହତା…
Read More...

ଅବହେଳିତ ଅବସ୍ଥାରେ ପାର୍ବତୀଗିରି ବୃଦ୍ଧାଶ୍ରମ

ବରଗଡ : ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି ଅଧିନସ୍ଥ ସମଲାଇପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳପଦର ଗ୍ରାମର ବିଲେଇପାଲି ଠାରେ ଥିବା ପାର୍ବତୀଗିରି ବୃଦ୍ଧାଶ୍ରମ ପ୍ରଶାସନ ଠାରୁ ଅପହଞ୍ଚ ହୋଇ ରହିଛି। ସେଠାରେ ଥିବା…
Read More...

ପିପିଲି ଗଣବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା : ସିବିଆଇ ତଦନ୍ତ ଦାବି

ପିପିଲି : ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ ଦୁଇଭାଇ ନିର୍ଦ୍ଦୋଷରେ ଖଲାସ ହେବା ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ…
Read More...

ମାଡ଼ମାରି ୧୦ଲକ୍ଷ ଲୁଟ୍‍ ଅଭିଯୋଗ

ଭଞ୍ଜନଗର : ବୁଗୁଡ଼ା ଥାନା କରସିଂ-ଉଦୟପୁର ରାସ୍ତାରେ ଜଣେ ଗୋରୁ ବେପାରୀଙ୍କୁ ମାଡ଼ ମାରି ୧୦ଲକ୍ଷ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବେପାରୀ ଜଣଙ୍କ ଗୋରୁ ବିକିସାରି ଫେରୁଥିବା ସମୟରେ ରାସ୍ତାରେ ହଠାତ୍‍…
Read More...

୧୨ ଘଣ୍ଟିଆ କରଞ୍ଜିଆ ବନ୍ଦ

ବାରିପଦା : କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ (ଡିଏଫଓ)କୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ଗୁରୁବାର ୧୨ଘଣ୍ଟିଆ କରଞ୍ଜିଆ ବନ୍ଦ ପାଳନ କରାଯାଉଛି। କରଞ୍ଜିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା…
Read More...

ପ୍ରଦୀପ ମହାରଥୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର : କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଗୁରୁବାର ଅଣ୍ଡା ଓ ପଚା ଟମାଟୋ ମାଡ଼ ହୋଇଛି। ମହିଳାଙ୍କ ପ୍ରତି ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…
Read More...

ପୋଷ୍ଟ ଅଫିସ ସାମ୍ନାରୁ ଯୁବକଙ୍କ ମୃତଦେହ ଠାବ

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ପୋଷ୍ଟ ଅଫିସ ସାମ୍ନାରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯୁବକ ଜଣଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଘଟଣା…
Read More...

ରିଲିଜ୍‍ ହେଲା ‘ଠାକରେ’ର ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ନବାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୀତ ଶିବସେନାର ପ୍ରତିଷ୍ଠାତା ବାଲ୍‍ ଠାକରେଙ୍କ ବାୟୋପିକ୍‍ ‘ଠାକରେ’ ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ୨ମିନିଟ୍‍ ୫୪ସେକେଣ୍ଡର ଏହି ଟ୍ରେଲରରେ…
Read More...

ପ୍ରାତଃ କାଳର ପୂଜା ହୋଇଥାଏ ଫଳପ୍ରଦ

ସାଧାରଣତଃ ସବୁଦିନ ଆମେ ଘରେ ଈଶ୍ୱରଙ୍କ ପୂଜାର୍ଚ୍ଚନା କରିଥାଆନ୍ତି। ହେଲେ ବହୁ ଲୋକଙ୍କୁ ଏ ବିଷୟରେ ଅଜଣା ଯେ, ଏପରି କିଛି ବିଶେଷ ସମୟ ରହିଛି ଯେଉଁ ସମୟରେ ପୂଜା କରିବା ଫଳପ୍ରଦ ହୋଇଥାଏ। ତେବେ ଆରାଧନା ଓ ପୂଜା ପାଠ…
Read More...

କୁମ୍ଭ-୨୦୧୯ : ପାରମ୍ପରିକ ଶୋଭାଯାତ୍ରା ସହ ‘ଜୁନା ଆଖଡ଼ା’ର ପ୍ରବେଶ

ପ୍ରୟାଗରାଜ : ପାରମ୍ପରିକ ଶେଭାଯାତ୍ରା ସହିତ ‘ଜୁନା ଆଖଡ଼ା’ର ପ୍ରବେଶ ସାଙ୍ଗକୁ ପ୍ରୟାଗରାଜ(ଆହ୍ଲାବାଦ) ଠାରେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଔପଚାରିକ ଭାବେ ଆରମ୍ଭ ହୋଇଛି। ମଙ୍ଗଳବାର ସନ୍ନ୍ୟାସୀ ଓ ନାଗା ସନ୍ଥମାନଙ୍କ…
Read More...

ଗାନ୍ଧୀଙ୍କ ମୃତ୍ୟୁ ପ୍ରଚ୍ଛଦ ରହସ୍ୟ ଉନ୍ମୋଚନ କରିବ ‘ଦ ଗାନ୍ଧୀ ମର୍ଡ଼ର’

ମୁମ୍ବଇ : ଚଳଚ୍ଚିତ୍ର ନିର୍ମାତା ଲକ୍ଷ୍ମୀ ଆର. ଆୟର ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର କାହାଣୀକୁ ଭିତ୍ତି କରି ଇଂରାଜୀ ଭାଷାରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଚଳଚ୍ଚିତ୍ରର ନାଁ’ ରହିଛି ‘ଦ ଗାନ୍ଧୀ ମର୍ଡ଼ର’।…
Read More...

କପିଲଙ୍କ ରିସେପସନ୍ : ବଲିଉଡ଼ ତାରକାଙ୍କ ମେଳରେ ଜମିଲା ମାହୋଲ୍

ମୁମ୍ବଇ : ଲୋକପ୍ରିୟ ହାସ୍ୟଅଭିନେତା କପିଲ୍ ଶର୍ମା ଓ ଗିନ୍ନି ଚିତରଥ୍ ଙ୍କ ରିସେପସନ୍ ପାର୍ଟି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ପାର୍ଟିରେ କପିଲ୍ ବ୍ଲାକ୍ ସୁଟ୍ ପିନ୍ଧିଥିବା ବେଳେ ଗିନ୍ନି ରୂପେଲୀ ରଙ୍ଗର ଫ୍ଲୋରାଲ୍…
Read More...

ସ୍ବାସ୍ଥ୍ୟ ପ୍ରତି ଖୁବ୍ ଉପକାରୀ ଭଜା ଚଣା

ସାଧାରଣତଃ ପିଲା ଠାରୁ ବୟସ୍କ ସମସ୍ତେ ଭଜା ଚଣା ଖାଇବାକୁ ବେଶ୍ ପସନ୍ଦ କରିଥାଆନ୍ତି। ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଶରୀରର ଅନେକ ସମସ୍ୟା ଦୂର କରିବାରେ ଏହା ସହାୟକ…
Read More...

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ : ମିଳିଥିଲା ସ୍କ୍ରିନ୍‍ ଆୱାର୍ଡ଼, ପ୍ରିୟ ଥିଲା ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଜୟନ୍ତୀ ଅବସରରେ ମଙ୍ଗଳବାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ହେଉଛି ତାଙ୍କର ୯୪ତମ ଜନ୍ମଦିବସ। ଗତ ଅଗଷ୍ଟ ୧୬…
Read More...

ମୁହଁରେ ଦେଖାଦେଉଥିବା ଏପରି ପରିବର୍ତ୍ତନ ହୋଇପାରେ ଏହିସବୁ ରୋଗର ଲକ୍ଷଣ

ବ୍ୟକ୍ତିର ମୁହଁ ତା’ର ବ୍ୟକ୍ତିତ୍ୱ ସହ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ମୁହଁ ଦେଖି ଜାଣି ହୁଏ ଯେ ବ୍ୟକ୍ତି କେତେ ସୁସ୍ଥ ବା ଅସୁସ୍ଥ। ବ୍ୟକ୍ତିଙ୍କ ମୁହଁ ତାଙ୍କୁ ବହୁ ରୋଗ ବିଷୟରେ ସଙ୍କେତ ଦେଇଥାଏ। ହେଲେ…
Read More...

ମୁକ୍ତିଲାଭ କଲା ‘ଏକ ଲଡ଼କି କୋ ଦେଖା ତୋ ଐଶା ଲଗା’ର ପ୍ରଥମ ଝଲକ୍‍

ମୁମ୍ବଇ : ୧୯୯୪ ମସିହାରେ ‘୧୯୪୨-ଏ ଲଭ ଷ୍ଟୋରୀ’ ନାମରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ଏକ ଗୀତ ଥିଲା ‘ଏକ ଲଡ଼କି କୋ ଦେଖା ତୋ ଐଶା ଲଗା’, ଯାହା ଆଜି ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ରହିଛି ଓ…
Read More...

ଲିଫ୍ଟରେ ଘଟୁଥିବା ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ଅଧିକ ମହଲା ବିଶିଷ୍ଟ ଉଚ୍ଚ କୋଠାଘର ମାନଙ୍କରେ ବାସ କରୁଥିବା ଲୋକମାନଙ୍କର ଲିଫ୍ଟ ବିନା ଯିବା ଆସିବା ଏକପ୍ରକାର ବନ୍ଦ ହୋଇଯାଇଥାଏ। ତେବେ ଅଧିକ ମହଲା ବିଶିଷ୍ଟ ଘର ମାନଙ୍କରେ ଲିଫ୍ଟ ରହିବା ଯେତିକି ଜରୁରୀ…
Read More...

‘ଜିରୋ’ ସହ ମୁକ୍ତିଲାଭ ହୋଇଥିବା ‘କେଜିଏଫ୍‍’ ଚଢିଚାଲିଛି ସଫଳତାର ପାହାଚ

ମୁମ୍ବଇ : ଶାହାରୁଖଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’ ସହ ମୁକ୍ତିଲାଭ କରିଥିବା କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ(କୋଲାର ଗୋଲ୍ଡ ଫିଲ୍ଡ)-ଚ୍ୟାପଟର୍‍ ୧’ର ହିନ୍ଦୀ ଭର୍ସନ ବକ୍ସ ଅଫିସରେ ସଫଳତାର ଗୋଟିଏ ପରେ ଗୋଟିଏ ପାହଚ…
Read More...

କେରଳର ଖ୍ରୀଷ୍ଟମାସ : ଏହିଠାରୁ ପ୍ରଥମେ ଆରମ୍ଭ ହୋଇଥିଲା ଖ୍ରୀଷ୍ଟଧର୍ମର ପ୍ରଚାର

ଦେଶର ସମସ୍ତ ସ୍ଥାନରେ ତ ଖ୍ରୀଷ୍ଟମାସର ପର୍ବ ପାଳନ ହୋଇଥାଏ। ହେଲେ କେରଳର ଖ୍ରୀଷ୍ଟମାସ ଟିକେ ଭିନ୍ନ ଓ ବିଶେଷ ହୋଇଥାଏ। କାରଣ ପ୍ରଭୁ ଯୀଶୁଙ୍କ ଶିଷ୍ୟ ସେଣ୍ଟ୍‍ ଥୋମାସ୍‍ ଖ୍ରୀଷ୍ଟଧର୍ମର ପ୍ରଚାର-ପ୍ରସାର ସର୍ବପ୍ରଥମେ…
Read More...

ଗୋଆରେ ଖ୍ରୀଷ୍ଟମାସର ଦୃଶ୍ୟ ଅତୀବ ମନୋରମ

ପ୍ରାୟ ପ୍ରତ୍ୟେକ ଦେଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ବା ଖ୍ରୀଷ୍ଟମାସକୁ ଖୁବ୍‍ ଧୁମ୍‍ଧାମରେ ପାଳନ କରାଯାଏ। ସବୁ ଦେଶରେ ସେଠାକାର ସ୍ଥାନୀୟ ପରମ୍ପରା ଅନୁସାରେ ଜନ୍ମଦିନ ପାଳିତ ହୁଏ। ତେବେ ଭାରତରେ ବିଶେଷ କରି…
Read More...

ଖ୍ରୀଷ୍ଟମାସରେ ଅଯଥା ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖ୍ରୀଷ୍ଟମାସକୁ ଆଉ ମାତ୍ର ଗୋଟିଏ ଦିନ ବାକି। ଧିରେଧିରେ ମନରେ ଆନନ୍ଦ ଓ ଉତ୍ସାହ ବଢିବାରେ ଲାଗିଛି। କାରଣ ଖ୍ରୀଷ୍ଟମାସ ହେଉଛି ପାର୍ଟି, କିଣାକିଣି ଓ ଉପହାରର ପର୍ବ। ତେବେ ଉପହାର ଦେବାର ଥାଉ ବା ପାଇବାର, ବଜାରକୁ ଯିବା…
Read More...

ଶ୍ଵାସ ରୋଗର ଘରୋଇ ଉପଚାର

ଆଜମା ବା ଶ୍ଵାସ ରୋଗ ଆଜିକାଲି ଏକ ବଡ଼ ସମସ୍ୟା ପାଲଟିଛି। ଡାକ୍ତରୀ ଚିକିତ୍ସା ପରେ ମଧ୍ୟ ଲୋକେ ଏଥିରୁ ନିସ୍ତାର ପାଇ ପାରୁ ନାହାନ୍ତି। ଏହି ରୋଗ ସବୁ ବୟସର ଲୋକଙ୍କୁ ଆକ୍ରମଣ କରିଥାଏ। ଏଥିରେ ପୀଡ଼ିତ ଲୋକଙ୍କ ଛାତିରେ…
Read More...

ଯୀଶୁଙ୍କ ୧୨ଜଣ ପ୍ରମୁଖ ଶିଷ୍ୟ

ପ୍ରଭୁ ଯୀଶୁ ଦୀକ୍ଷା ଗ୍ରହଣ କରିବା ପରେ ବହୁତ ଚିନ୍ତନ ଓ ମନନ କରିଥିଲେ। ଶେଷରେ ସେ ନିଷ୍ପତ୍ତି ନେଲେ ଯେ, ପ୍ରଭୁଙ୍କ ଇଛା ଅନୁସାରେ ଆମକୁ ପ୍ରଭୁଙ୍କ ସେବା କରିବା ଉଚିତ୍‍। ଏହାପରେ ଯୀଶୁ ବହୁ ସ୍ଥାନରେ ପ୍ରବଚନ ଦେବା…
Read More...

ସୌନ୍ଦର୍ଯ୍ୟ ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ ଅଣ୍ଡାଖୋଳପା

ଅଣ୍ଡା କେବଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବରଂ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ଅଣ୍ଡାର ଲାଳ ହେଉ ବା କେଶର ଦୁଇଟି ଯାକ ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବିଶେଷ ରୂପେ ଲାଭଦାୟକ ହୋଇଥାଏ। ହେଲେ କ’ଣ ଆପଣ…
Read More...

ମଇଦାର ଅତ୍ୟଧିକ ସେବନ ହୋଇପାରେ କ୍ଷତିକାରକ

ସାଧାରଣତଃ ଆମ ରୋଷେଇ ଘରେ ମଇଦା ନିଶ୍ଚୟ ଉପଲବ୍ଧ ରହିଥାଏ। ଏହାକୁ ଆମେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାରେ ବ୍ୟବହାର କରିଥାଉ। କିଛିଲୋକ ତ ପ୍ରାୟ ଅଧିକାଂଶ ଦିନ ମଇଦାରୁ ପ୍ରସ୍ତୁତ ଖାଦ୍ୟ ଖାଇଥାଆନ୍ତି। ହେଲେ…
Read More...

ପ୍ରଥମ ଦିନରେ ଅସଫଳ ‘ଜିରୋ’

ମୁମ୍ବଇ : ଶୁକ୍ରବାର ମୁକ୍ତିଲାଭ କରିଥିବା ଶାହାରୁଖ ଖାନ, ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’ର ପ୍ରଥମ ଦିନର ଆୟ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଏହା ପ୍ରଥମ ଦିନରେ ଆଶା ଅନୁଯାୟୀ…
Read More...

କେଶ ଓ ନଖ ସହ ଜଡ଼ିତ କିଛି ଅଜଣା କଥା

ସାଧାରଣତଃ ଆମ ଶରୀରର ସୌନ୍ଦର୍ୟ୍ୟ ବୃଦ୍ଧିକାରୀ ଦୁଇଟି ମୁଖ୍ୟ ଅଂଶ ହେଉଛି କେଶ ଓ ନଖ। ଯାହାକି ସାରା ଜୀବନ ବୃଦ୍ଧି ପାଇଥାଏ। ହେଲେ କେଶ ଓ ନଖ ସହ ଜଡ଼ିତ ଏଭଳି କିଛି କଥା ରହିଛି, ଯାହା ହୁଏତ ଖୁବ୍ କମ୍ ଲୋକଙ୍କୁ
Read More...

ମୁକ୍ତିଲାଭ କଲା ‘ଜିରୋ’ : ପରଦା ବିତରଣରେ ବର୍ଷର ତୃତୀୟ ବଡ଼ ଚଳଚ୍ଚିତ୍ର

ମୁମ୍ବଇ : ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’ ଶୁକ୍ରବାର ମୁକ୍ତିଲାଭ କରିଛି। ଏହା ବର୍ଷର ସବୁଠାରୁ ବଡ଼ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଗୋଟିଏ। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରାୟ ୬ବର୍ଷ ପରେ ଶାହାରୁଖ୍‍ ଖାନ,
Read More...

ଗୋବିନ୍ଦାଙ୍କ ଜନ୍ମଦିନ ବିଶେଷ : ପ୍ରଶଂସକଙ୍କୁ ମାରିଥିଲେ ଚାପୁଡ଼ା

ମୁମ୍ବଇ : ବଲିଉଡ଼ ଅଭିନେତା ଗୋବିନ୍ଦା ଶୁକ୍ରବାର ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବଇ ସ୍ଥିତ ଭିରାର ଅଞ୍ଚଳରେ ସେ ଜନ୍ମ ହୋଇଥିଲେ। ତାଙ୍କ ପିତାଙ୍କ ନାମ ଅରୁଣ କୁମାର ଆହୁଜା ଓ ମାତା
Read More...

ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ : ରାସ୍ତା ଅବରୋଧ

ବଲାଙ୍ଗୀର : ବଲଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ଭଦ୍ରା ଗ୍ରାମର ବରଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ନାମ ବିଘ୍ନ ଭୋଇ । ଏନେଇ ଉତ୍ତ୍ୟକ୍ତ ଲୋକେ ଗୁରୁବାର
Read More...

ଆମେରିକା ରାଷ୍ଟ୍ରଦୂତଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ : ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିଥିବା ଜଣାପଡିଛି। ସୂର୍ୟ୍ୟ ମନ୍ଦିରର ମୁଖ୍ୟ ଫାଟକ ସମ୍ମୁଖରେ କୋଣାର୍କ ପର୍ୟ୍ୟଟନ
Read More...

ଜେଲରେ ଆଜୀବନ କଏଦୀଙ୍କ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ସବଜେଲରେ ଗୁରୁବାର ଜଣେ ଆଜୀବନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ କାମପାଳ ଖମାରି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୁଇଟି ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିଲେ। ହେଲେ
Read More...

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ମାଓଗଡ଼ ଝିଅଙ୍କ କୃତିତ୍ୱ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଓଗଡ଼ ସାଲିମି ଗ୍ରାମର ଝିଅ ସନ୍ଧ୍ୟା ସମରଥ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ସାଲିମି ଗାଁ’ର ରାମଦେବ ସମରଥଙ୍କ ଝିଅ।
Read More...

ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟରୁ ସନ୍ଦିଗ୍ଧ ଯୁବକ ଅଟକ

ପାରାଦୀପ : ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ(କୋଷ୍ଟଗାର୍ଡ଼) ମୁଖ୍ୟାଳୟ ପରିସରରୁ ଗୁରୁବାର ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୁଲିସ ଅଟକ ରଖିଛି। ଯୁବକଙ୍କ ନାମ ମହମ୍ମଦ ଶାହାବାଜ। ତାଙ୍କୁ ପୁଲିସ୍ ପାରାଦୀପ ଥାନାରେ ଅଟକ
Read More...

ନାତୁଣୀକୁ ବଳୀ ଦେଇଥିବା ଜେଜେବାପାକୁ ଆଜୀବନ କାରାଦଣ୍ଡ

ସୋର : କାଳୀ ସାଧନାକୁ ସଫଳ କରିବା ପାଇଁ ନାତୁଣୀକୁ ବଳୀ ଦେଇଥିବା ଜେଜେବାପାକୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବାଲେଶ୍ବର ଅତିରିକ୍ତ ଜିଲା ଦୈରାଜଜ ୨ର ଜଷ୍ଟିସ ଦେବାଶିସ ରାଉତ ଏହି ଦଣ୍ଡାଦେଶ ଘୋଷଣା
Read More...

ଅପଶବ୍ଦର ବ୍ୟବହାର ବ୍ୟକ୍ତି ଉପରେ ପକାଇଥାଏ ଅନେକ କୁପ୍ରଭାବ

ଜାତକର ଦ୍ୱିତୀୟ,ତୃତୀୟ ଓ ଅଷ୍ଟମ ଭାଗ ବାଣୀ ବା ଭାଷା ସହ ସମ୍ବନ୍ଧିତ। ଏହି ଭାଗରେ ଅଶୁଭ ଗ୍ରହ ଥିଲେ ଭାଷା ଦୂଷିତ ହୋଇଥାଏ। ଅର୍ଥାତ୍‍ ବ୍ୟକ୍ତି ଖରାପ ଭାଷା ବା ଅପଶବ୍ଦର ବ୍ୟବହାର କରିଥାଆନ୍ତି। ଭାଷାକୁ ଅଧିକ ଦୂଷିତ
Read More...

ସମ୍ପର୍କ ବିଚ୍ଛେଦକୁ ନେଇ ନେହାଙ୍କ ସ୍ପଷ୍ଟୋକ୍ତି : ‘ହିମାନ୍ସ କିଏ ମୁଁ ଜାଣିନାହିଁ’

ମୁମ୍ବଇ : ବଲିଉଡ଼ କଣ୍ଠଶିଳ୍ପୀ ନେହା କକ୍କର ଓ ଅଭିନେତା ହିମାନ୍ସ କୋହଲୀଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ଖବରକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜାରି ରହିଛି। ତେବେ ଏହା କେତେଦୂର ସତ୍ୟ ଏନେଇ କୌଣସି ସ୍ପଷ୍ଟୋକ୍ତି
Read More...

ଟଙ୍କା ପାଇଁ ମୃତ ମାଆକୁ ବର୍ଷେ ଯାଏ ଜୀବନ୍ତ ରଖିଲା ପୁଅ

ନୂଆଦିଲ୍ଲୀ : ଟଙ୍କା ଲୋଭରେ ମାଆର ଶବକୁ ପୁଅ ବର୍ଷେ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁଣିବାକୁ ଘଟଣାଟି ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ଏହା ସତ। ସୂଚନା ଅନୁସାରେ, ସ୍ପେନ୍‍ ର
Read More...

ଶାହାରୁଖ୍‍, ସଲମାନଙ୍କୁ ପଛରେ ପକାଇ ଦୀପିକା ୧ନମ୍ବର

ନୂଆଦିଲ୍ଲୀ : ଫିଲ୍ମ ୱେବସାଇଟ୍‍ ଆଇଏମଡିବି ଦ୍ୱାରା ମଙ୍ଗଳବାର ପ୍ରକାଶିତ ହୋଇଥିବା ଭାରତୀୟ ସିନେମାର ଶୀର୍ଷ ୧୦ତାରକାଙ୍କ ତାଲିକାରେ ଦୀପିକା ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି। ସେ ଶାହାରୁଖ୍‍, ସଲମାନଙ୍କ ଭଳି
Read More...

ଅନେକ ସମସ୍ୟାରୁ ମୁକ୍ତି ଦିଏ ସୋରିଷ ତେଲ

ଆମ ଦୈନନ୍ଦିନ ଜୀବନରେ ବ୍ୟବହୃତ ସୋରିଷ ତେଲ ଖୁବ୍ ସ୍ବାସ୍ଥ୍ୟ ଉପଯୋଗୀ। ଏହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ସହ ଆହୁରି ଅନେକ କାର୍ୟ୍ୟରେ ବ୍ୟବହାର କରାଯାଇଥାଏ। ବିଶେଷ କରି ଶୀତଦିନେ ଏହାକୁ ଶରୀରରେ ମାଲିସ
Read More...

ମୁକ୍ତିଲାଭ କଲା ‘ମଣିକର୍ଣ୍ଣିକା-ଦ କୁଇନ୍‍ ଅଫ୍‍ ଝାନ୍‍ସୀ’ର ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାବତ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦ କୁଇନ୍‍ ଅଫ୍‍ ଝାନ୍‍ସୀ’ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ୩ମିନିଟ୍‍ ୧୯ସେକେଣ୍ଡର ଏହି ଟ୍ରେଲରରେ କଙ୍ଗନାଙ୍କ ବୀରାଙ୍ଗନା…
Read More...

ସକାଳୁ ଆଖି ଖୋଲିବା ମାତ୍ରେ ଦେଖନ୍ତୁ ହାତର ପାପୁଲି : ମିଳିବ ଅନେକ ଲାଭ

ଜ୍ୟୋତିଷ ଶାସ୍ତ୍ରରେ ଅନେକ ବିଧି ବା ନୀତି ନିୟମ ରହିଥାଏ। ଏହାକୁ ମାନି ଚଳିବା ଦ୍ବାରା ଜୀବନରୁ ଅନେକ ସମସ୍ୟା ଦୂର ହେବା ସହ ଜୀବନ ସୁଖମୟ ହୋଇଥାଏ। ସେହିପରି ଏକ ବିଧି ହେଉଛି ସକାଳୁ ଉଠି ନିଜ ହାତ ପାପୁଲିକୁ ଦେଖିବା।…
Read More...

ଚର୍ଚ୍ଚାରେ ସୋନୁଙ୍କ ମନ୍ତବ୍ୟ : “ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହୋଇଥାଆନ୍ତା”

ମୁମ୍ବଇ : ପ୍ରସିଦ୍ଧ ଗାୟକ ସୋନୁ ନିଗମ ସମ୍ପ୍ରତି ତାଙ୍କର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ କହିଛନ୍ତି, “ଭଲ ହୋଇଥାଆନ୍ତା ଯଦି ମୋର ଜନ୍ମ ଭାରତରେ ନହୋଇ ପାକିସ୍ତାନରେ ହୋଇଥାଆନ୍ତା”। ତେବେ…
Read More...

୨୦୧୮ ବଦଳାଇଲା ସାରାଙ୍କ ଜୀବନ : କେଦାରନାଥ ଓ ସିମ୍ବା ପରେ ‘ବାଗୀ-୩’ !

ମୁମ୍ବଇ :ବର୍ଷ ୨୦୧୮ ସାରା ଅଲ୍ଲୀ ଖାନଙ୍କ ପାଇଁ ବେଶ୍ ଶୁଭପ୍ରଦ ସାବ୍ୟସ୍ତ ହୋଇଛି। ଚଳିତ ମାସ ୭ ତାରିଖରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘କେଦାରନାଥ’ ମାଧ୍ୟମରେ ସେ ବଲିଉଡ଼ରେ ପାଦ ଥାପିଛନ୍ତି। ତେବେ ସାରା ଏବେ ତାଙ୍କ…
Read More...

ଆପଣ ବି ନାଜାଲ୍ ସ୍ପ୍ରେ’ର ଅଭ୍ୟସ୍ତ କି ? ହୋଇଯାଆନ୍ତୁ ସାବଧାନ !

ସାଧାରଣତଃ କିଛି ଲୋକଙ୍କୁ ବହୁସମୟରେ ଥଣ୍ଡା ଲାଗି ରହିଥାଏ। ତେବେ ଶୀତ ଦିନେ ଏହାର ପ୍ରକୋପ ଅଧିକ ହୋଇଥାଏ। ଥଣ୍ଡା ହେଲେ ନାକ ବନ୍ଦ ହୋଇ ଶ୍ବାସକ୍ରିୟାରେ ବହୁତ କଷ୍ଟ ଅନୁଭବ ହୋଇଥାଏ। ବିଶେଷ କରି ଶୋଇବା ସମୟରେ ଏହା…
Read More...

କମ୍‍ ବଜେଟରେ ଅଧିକ ଆୟ କରିଥିବା ବର୍ଷର ୫ଟି ଚଳଚ୍ଚିତ୍ର

ମୁମ୍ବଇ :୨୦୧୮ରେ ମୁକ୍ତିଲାଭ କରିଥିବା କିଛି ହିନ୍ଦୀ ଚଳଚ୍ଚିତ୍ର ପାଇଁ ଉକ୍ତ ବର୍ଷଟି ବେଶ୍ ଉଲ୍ଲେଖନୀୟ। ଏହି ବର୍ଷ ବହୁ ବଡ଼ ବଜେଟ୍‍ ର ଚଳଚ୍ଚିତ୍ର ଗୁଡ଼ିକ ବକ୍ସ ଅଫିସରେ ବିଫଳତା ହାସଲ କରିଥିବା ବେଳେ କମ୍‍ ବଜେଟ୍‍ ର…
Read More...

କମ୍ ବୟସରେ କେଶ ପାଚି ଯାଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ସାଧାରଣତଃ ଆମେ ଜାଣନ୍ତି ଯେ, ବୟସ ବଢିବା ସଙ୍ଗେସଙ୍ଗେ ବ୍ୟକ୍ତିଙ୍କ କେଶ ପାଚିଥାଏ ବା ଧଳା ହୋଇଥାଏ। ହେଲେ ଆଜିକାଲି ପୁରୁଷ ହୁଅନ୍ତୁ ଅବା ମହିଳା କମ୍ ବୟସରେ କେଶ ପାଚିବା ଏକ ବଡ ସମସ୍ୟା ସାଜିଛି। ତେଣୁ ସେମାନେ ବାଧ୍ୟ…
Read More...

ଶାହାରୁଖଙ୍କ ମନ୍ନତକୁ ମନ୍ଦିର ମଣିଲେ ନବ-ଦମ୍ପତି

ମୁମ୍ବଇ : ବଲିଉଡ଼ ବାଦଶାହ ଶାହାରୁଖ୍ ଖାନ୍ ଦେଶ-ବିଦେଶରେ ଯେତିକି ଲୋକପ୍ରିୟ, ସେତିକି ଲୋକପ୍ରିୟ ମୁମ୍ବଇ ସ୍ଥିତ ତାଙ୍କ ବାସଭବନ ମନ୍ନତ। ନିକଟରେ ଏକ ନବଦମ୍ପତି ତାଙ୍କର ଏହି ଘରକୁ ପୁଣି ଚର୍ଚ୍ଚାର ପରିସରକୁ…
Read More...

ନିର୍ଭୟାଙ୍କୁ ଶ୍ରଦ୍ଧାଞ୍ଜଳୀ : ନିର୍ମାଣ ହେଲା ଚଳଚ୍ଚିତ୍ର

ନୂଆଦିଲ୍ଲୀ : ନିର୍ଦ୍ଦେଶକ ଶରୀକ ମିନ୍‍ହାଜ୍‍ ଦିଲ୍ଲୀର ନିର୍ଭୟା ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହି ଚଳଚ୍ଚିତ୍ରର ନାଁ ରହିଛି ‘ଦିଲ୍ଲୀ ବସ୍‍’। ଶରୀକଙ୍କ କହିବା ଅନୁସାରେ, ତାଙ୍କର ଏହି ଆଗାମୀ…
Read More...

‘ବିଜୟ ଦିବସ’ ର ସାରମର୍ମ

ପ୍ରତିବର୍ଷ ୧୬ ଡିସେମ୍ବରରେ ଆମେ ‘ବିଜୟ ଦିବସ’ ପାଳନ କରିଥାଉ। କାରଣ ୧୯୭୧ମସିହା ଏହି ଦିନରେ ହିଁ ଭାରତ-ପାକ୍‍ ମଧ୍ୟରେ ହୋଇଥିବା ରକ୍ତରଞ୍ଜିତ ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା। ସେହିଦିନଠାରୁ ପ୍ରତ୍ୟେକ ବର୍ଷ…
Read More...

୧୯୭୧ଯୁଦ୍ଧ ସହ ଜଡ଼ିତ କିଛି ବିଶେଷ କଥା

ଭାରତ-ପାକ୍‍ ମଧ୍ୟରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନର ଏକ ବିରାଟ ସୈନ୍ୟବାହିନୀକୁ ଆମ ଦେଶର କିଛି ସେନା ଧୂଳି ଚଟାଇଥିଲେ। ୧୯୭୧ ମସିହା ଡିସେମ୍ବର ୧୬ତାରିଖରେ ଭାରତୀୟ ସେନା ନିକଟରେ ମୁଣ୍ଡ ନୁଆଇଁ ପାକ୍‍…
Read More...

ମେକ୍ଅପ୍ ହେବା ବେଳେ ଏଥିପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ମହିଳାମାନେ ମେକ୍ଅପ୍ ବିନା ବାହାରକୁ ବାହାରିବାକୁ ପସନ୍ଦ କରନ୍ତି ନାହିଁ। ବିଶେଷ କରି କୌଣସି ପାର୍ଟିକୁ ଯିବାକୁ ଥିଲେ ବା କୌଣସି ପର୍ବ-ପର୍ବାଣୀ ଆସିଲେ ମହିଳାମାନେ ମେକ୍ଅପ୍ କୁ ନେଇ ଚିନ୍ତାରେ…
Read More...

ବ୍ରିଜେନ୍ଦ୍ର ପାଲ ସିଂହ ହେଲେ ଏଫଟିଆଇଆଇର ନୂତନ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଭାରତୀୟ ଫିଲ୍ମ ଓ ଟେଲିଭିଜନ ସଂସ୍ଥାନ(ଏଫଟିଆଇଆଇ)ର ନୂତନ ଅଧ୍ୟକ୍ଷ ଭାବେ ବ୍ରିଜେନ୍ଦ୍ର ପାଲ ସିଂହ ଗୁରୁବାର ନିଯୁକ୍ତ ହୋଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିଭାଗ ଦ୍ୱାରା ଏଫଟିଆଇଆଇର ଉପାଧ୍ୟକ୍ଷ…
Read More...

ପୁଣି ଆସିଲା ବାର୍ଡ଼ଫ୍ଲୁ : ବିଦ୍ୟାଳୟରେ ପିଲାଙ୍କୁ ଅଣ୍ଡା ମନା

ପୁରୀ : ରାଜ୍ୟରେ ପୁଣି ବାର୍ଡଫ୍ଲୁ ଚିହ୍ନଟ ହୋଇଛି। ପୁରୀର କୃଷ୍ଣପ୍ରସାଦ ବ୍ଲକରେ କିଛି ଦିନ ହେବ କୁକୁଡ଼ା ମଡ଼କ ଦେଖାଯିବା ପରେ କୁକୁଡ଼ାମାନଙ୍କ ନମୂନାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷାରୁ କୁକୁଡ଼ାମାନଙ୍କୁ ବାର୍ଡଫ୍ଲୁ…
Read More...

ବସ୍-ଟ୍ରଲର ଧକ୍କା ,୧୫ ଆହତ

ଝାରସୁଗୁଡ଼ା : ବେଲପାହାଡ଼ ଓ ଝାରସୁଗୁଡ଼ା ମଧ୍ୟସ୍ଥ ଆମ୍ବଦରହ ଅଞ୍ଚଳର ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଟ୍ରଲର ଓ ମା’ ଭଗବତୀ ନାମକ ବସ୍ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୫ଜଣରୁ ଉର୍ଦ୍ଧ୍ବ ଆହତ ହୋଇ…
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ କାର୍ ଦୁର୍ଘଟଣା : ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲାର ଆଠମଲ୍ଲିକ ଥାନା ଅନ୍ତର୍ଗତ ସତସଙ୍ଗବିହାର ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାରରେ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଓ ୨ଜଣ ଆହତ ହୋଇ ଆଠମଲ୍ଲିକ ଡାକ୍ତରଖାନାରେ…
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଜଣେ ମୃତ, ୫ ଗୁରୁତର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେତଡା ଗୋହିରାଣି ଗ୍ରାମରେ ସରକାରୀ ପ୍ରକଳ୍ପକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ମୃତକ…
Read More...

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେ. ଚନ୍ଦ୍ରଶେଖର ରାଓ

ତେଲଙ୍ଗାନା : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ କେ. ଚନ୍ଦ୍ରଶେଖର ରାଓ(କେସିଆର୍‍) ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ମୁଖ୍ୟ ଭାବେ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ତେଲଙ୍ଗାନା…
Read More...

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ବାଇଧର ସ୍ବାଇଁ

ଢେଙ୍କାନାଳ : କାମାକ୍ଷାନଗରର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବାଇଧର ସ୍ବାଇଁଙ୍କର ପରଲୋକ ହୋଇଯାଇଛି। ବାଲିଗୋରଡ ସ୍ଥିତ ନିଜ ବାସଭବନରେ ବୁଧବାର ରାତି ୨ଟା ସମୟରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬…
Read More...

ପୋଖରୀରେ ବୁଡ଼ିଯାଉଥିବା ବେଳେ ଉଦ୍ଧାର ହେଲା ଶିଶୁ

କୋରାପୁଟ : କୋରାପୁଟ ଜିଲା ଜୟପୁର ସ୍ଥିତ ଜଗନ୍ନାଥ ସାଗର ନାମକ ପୋଖରୀରୁ ଗୁରୁବାର ୨ବର୍ଷ ୫ମାସର ଏକ ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁଟି ପୋଖରୀରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଜିଲା ମୁଖ୍ୟ…
Read More...

ଶିଶୁକନ୍ୟାକୁ ବଳି ଅଭିଯୋଗ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ୪ବର୍ଷର ଶିଶୁକନ୍ୟାକୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଘରୁ ଉଠାଇ ନେଇ ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏଜାବତ୍ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।…
Read More...

ଅମ୍ବାନୀଘର ବାହାଘର : ଝଲସୁଛି ଏଣ୍ଟିଲିୟା

ମୁମ୍ବଇ : ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ। ଏଥିପାଇଁ ଆଲୋକମାଳା ଓ ରଙ୍ଗୀନ ଫୁଲରେ ଝଲସୁଛି ତାଙ୍କ ମୁମ୍ବଇ ସ୍ଥିତ ବାସଭବନ ଏଣ୍ଟିଲିୟା।…
Read More...

କପିଲଙ୍କ ବିବାହ : ପ୍ରଶଂସକ ଦେଖିପାରିବେ ସିଧାପ୍ରସାରଣ

ନୂଆଦିଲ୍ଲୀ : ଲୋକପ୍ରିୟ ହାସ୍ୟଅଭିନେତା କପିଲ ଶର୍ମା ୧୨ ଡିସେମ୍ବର ଅର୍ଥାତ୍‍ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ପଞ୍ଜାବର ଜଳନ୍ଧର ଠାରେ ପ୍ରେମିକା ଗିନ୍ନୀ ଚତରଥଙ୍କ ସହ କପିଲଙ୍କ ବିବାହ ଅନୁଷ୍ଠିତ ହେଉଛି।…
Read More...

ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

କଟକ : ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ସହରର ବିଭିନ୍ନ ବିଦ୍ୟାଳୟର ୮୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ…
Read More...

ସଫଳତା ହାସଲ କରିଛି ‘କେଦାରନାଥ’ : ୪ଦିନରେ ୩୨କୋଟି

ନୂଆଦିଲ୍ଲୀ : ସାରା ଅଲୀ ଖାନ୍ ଓ ସୁଶାନ୍ତ ସିଂହ ରାଜପୁତ ଅଭିନୀତ ଚଳଚ୍ଚିତ୍ର ‘କେଦାରନାଥ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ୪ଦିନରେ ୩୨କୋଟି ଟଙ୍କା ଆୟ କରି ଚଳଚ୍ଚିତ୍ର ହିଟ୍‍ ସାବ୍ୟସ୍ତ ହୋଇଛି। ଟ୍ରେଡ଼୍‍…
Read More...

ପୂଜାରେ ଫୁଲର ମହତ୍ତ୍ୱ

ଫୁଲ ଆମ ଶ୍ରଦ୍ଧା ଓ ଭାବନାର ପ୍ରତୀକ ହୋଇଥାଏ। ଏହାର ସୁନ୍ଦରତା ଓ ସୁଗନ୍ଧ ମାନସିକ ସ୍ଥିତିକୁ ମଧ୍ୟ ପରିବର୍ତ୍ତନ କରିପାରେ। ପୂଜାରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାମଗ୍ରୀ ଭାବେ ବ୍ୟବହୃତ ହୋଇଥାଏ। ବିଶ୍ୱାସ ରହିଛି ଯେ…
Read More...

ଜାଣନ୍ତୁ, ଅଦରକାରୀ ଭାବି ଫିଙ୍ଗି ଦେଉଥିବା ପେଜ କେତେ ଉପକାରୀ !

ସାଧାରଣତଃ ପ୍ରତ୍ୟେକଦିନ ଆମ ଘରେ ଆଉ ଯାହା ହେଉ ବା ନହେଉ ଭାତ ନିଶ୍ଚିତ୍ତ ପ୍ରସ୍ତୁତ ହୋଇଥାଏ। କାରଣ ଏହା ଆମର ପ୍ରଧାନ ଖାଦ୍ୟ। ତେବେ ଭାତ ରାନ୍ଧିବା ସମୟରେ ସେଥିରୁ ପେଜ ବାହାରିଥାଏ। ଏହି ପେଜକୁ ଆମେ ଗାଈକୁଣ୍ଡରେ ହେଉ…
Read More...

ଜନ୍ମଦିନ ବିଶେଷ : ଜାଣନ୍ତୁ ଟ୍ରାଜେଡ଼ି କିଙ୍ଗ୍‍ ଓ ସାଏରାଙ୍କ ପ୍ରେମ କାହାଣୀ

ମୁମ୍ବଇ : ମଙ୍ଗଳବାର ୯୬ବର୍ଷରେ ପାଦ ଦେଇଛନ୍ତି ବଲିଉଡ଼ର ଟ୍ରାଜେଡ଼ି କିଙ୍ଗ୍‍ ଦିଲ୍ଲୀପ କୁମାର। ତାଙ୍କର ପ୍ରକୃତ ନାମ ୟୁସୁଫ୍‍ ଖାନ। ୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ପାକିସ୍ତାନର ପେଶାୱାରରେ ଦିଲ୍ଲୀପଙ୍କ ଜନ୍ମ…
Read More...

ଅନେକ ରୋଗର ମହୌଷଧୀ ଜୁଆଣି ପାଣି

ଜୁଆଣି ପ୍ରାୟତଃ ଆମ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ। ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ଏହା ବ୍ୟବହୃତ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଜୁଆଣିର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ…
Read More...

ଜାଣନ୍ତୁ, ମହାଦେବଙ୍କ କେଉଁ ଅଭିଷେକ ଦିଏ କି ଫଳ !

ଜୀବନରୁ ଦୁର୍ଭାଗ୍ୟ ଦୂରେଇବା ପାଇଁ ତଥା ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଲୋକେ ବିଭିନ୍ନ ପୂଜାବିଧି ଆପଣାଇ ଥାଆନ୍ତି। ସେହିପରି କିଛି ପଣ୍ଡିତ ବା ଜ୍ୟୋତିଷ ଏପରି ସମସ୍ୟାର ସମାଧାନ ପାଇଁ ପ୍ରଭୁ ଶିବଙ୍କ ଅଭିଷେକ…
Read More...

ସୁଲତାନ ପରେ ପୁଣି ‘ସଲମାନ-ଅନୁଷ୍କା’ଙ୍କ ଯୋଡ଼ି!

ମୁମ୍ବଇ : ‘ସୁଲତାନ’ ର ସଫଳତା ପରେ ଖୁବଶୀଘ୍ର ଆଉ ଏକ ଚଳଚ୍ଚିତ୍ରରେ ସଲମାନ-ଅନୁଷ୍କାଙ୍କ ଯୋଡ଼ି ଦେଖିବାକୁ ମିଳିବ। ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଏହି ଯୋଡ଼ିକୁ…
Read More...

‘୨.୦’ର ୧୦ଦିନର ଆୟ : ଭାଙ୍ଗିଛି ଅନେକ ରେକର୍ଡ଼

ନୂଆଦିଲ୍ଲୀ : ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘୨.୦’ ଆୟ କ୍ଷେତ୍ରରେ ଅନେକ ରେକର୍ଡ଼ ଭାଙ୍ଗିବାରେ ଲାଗିଛି। ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ୧୧ଦିନ ହୋଇଯାଇଛି ଓ ଏହି ୧୧ଦିନରେ ଚଳଚ୍ଚିତ୍ରଟି ଭିନ୍ନ…
Read More...

ସାରୁର ଉପକାରୀ ଗୁଣ

ସାଧାରଣତଃ ଆମ ରୋଷେଇ ଘରେ ଅନ୍ୟ ପରିବା ସହ ସାରୁ ମଧ୍ୟ ରହିଥାଏ। ହେଲେ ଏହାର ଲାଳୁଆ ଗୁଣ ଓ ଖାଇବା ଦ୍ୱାରା ବେଳେବେଳେ ପାଟି କୁଣ୍ଡେଇ ହେବା କାରଣକୁ ନେଇ ଅଧିକାଂଶ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିନଥା’ନ୍ତି। ତେବେ…
Read More...

୧୨ଡିସେମ୍ବରରେ ଅମ୍ବାନୀ ପରିବାରର ମହାବିବାହ : ପ୍ରାକ୍‍ ବିବାହ ସମାରୋହରେ ଦେଶୀ-ବିଦେଶୀ ତାରକାଙ୍କ ଭିଡ଼

ମୁମ୍ବଇ : ଚଳିତ ଦିନରେ ବଲିଉଡ଼ରେ ବିବାହର ଋତୁ ଚାଲିଛି। ଇତିମଧ୍ୟରେ ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।୧୨ଡିସେମ୍ବରରେ ଆନନ୍ଦ…
Read More...

ହୀରା ବ୍ୟବସାୟୀଙ୍କ ହତ୍ୟା : ଟିଭି ଅଭିନେତ୍ରୀଙ୍କୁ ଜେରା

ମୁମ୍ବଇ : ଟିଭି ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ର ଲୋକପ୍ରିୟ ଅଭିନେତ୍ରୀ ଗୋପୀ ବୋହୂ ତଥା ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କୁ ମୁମ୍ବଇ ପୁଲିସ ହୀରା ବ୍ୟବସାୟୀ ରାଜେଶ୍ୱର କିଶୋରୀଲାଲଙ୍କ ହତ୍ୟା ମାମଲାରେ ପଚରାଉଚରା…
Read More...

ସାଇନସ୍ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ବହୁ ଲୋକ ସାଇନସ୍ ରୋଗରେ ପୀଡ଼ିତ। ଏନେଇ ଲୋକେ ଖୁବ୍ ଚିନ୍ତିତ ହୋଇପଡ଼ନ୍ତି। କିଏ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହୁଅନ୍ତି ତ ଆଉ କିଏ ପ୍ରାକୃତିକ ଉପାୟ ଆପଣାଇ ଥାଆନ୍ତି। ତେବେ ସାଇନସକୁ ନେଇ ଚିନ୍ତିତ…
Read More...

ଜାଣନ୍ତୁ, କେତେ କ୍ଷତିକାରକ ନଖକୁ ସୁନ୍ଦର କରୁଥିବା ନେଲପଲିସ

ସାଧାରଣତଃ ମହିଳାମାନେ ନଖରେ ନେଲ ପଲିସ୍ ଲଗାଇବାକୁ ଖୁବ୍ ଭଲପାଆନ୍ତି। ଆଜି କାଲି ତ ନଖରେ ବିଭିନ୍ନ ପ୍ରକାରର ଚିତ୍ର ବା ନେଲ୍ ପେଣ୍ଟ୍ କରାଯାଉଛି। ଏହା ବର୍ତ୍ତମାନ ସମୟରେ ଏକ ଫ୍ୟାଶନ ପାଲଟି ଯାଇଛି। ହେଲେ କ’ଣ ଆପଣ…
Read More...

ପରଦାକୁ ଆସିଲା ‘କେଦାରନାଥ’ : ଉତ୍ତରାଖଣ୍ଡରେ କଟକଣା ଜାରି

ମୁମ୍ବଇ: ୭ ଡିସେମ୍ବରରେ ମୁକ୍ତିଲାଭ କରିଛି ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କେଦାରନାଥ’। କେବଳ ଗୋଟିଏ ରାଜ୍ୟକୁ ଛାଡି ଅନ୍ୟ ସବୁ ରାଜ୍ୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ‘କେଦାରନାଥ’ ର ପ୍ରଦର୍ଶନ…
Read More...

‘ମୁନ୍ନାଭାଇ-୩’ର ପ୍ରସ୍ତୁତି ଆରମ୍ଭ କଲେ ହିରାନୀ

ମୁମ୍ବଇ : ପୁଣିଥରେ ସଞ୍ଜୟ ଦତ୍ତଙ୍କୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ନିର୍ମାତା-ନିର୍ଦ୍ଦେଶକ ରାଜକୁମାର ହିରାନୀ। ସୂଚନା ଅନୁସାରେ, ହିରାନୀ ଚଳିତ ବର୍ଷ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‍ ‘ସଞ୍ଜୁ’ ପରେ…
Read More...

ଦୁବାଇ ହାଜତରେ ମିକା

ଦୁବାଇ : ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂହଙ୍କୁ ଦୁବାଇ ପୁଲିସ ଗିରଫ କରିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ,…
Read More...

କୋଣାର୍କ ଜେଏମଏଫସି କୋର୍ଟରୁ ଅଭିଜିତଙ୍କୁ ମିଳିଲା ଜାମିନ୍

ପୁରୀ : କୋଣାର୍କ ଜେଏମଏଫସି କୋର୍ଟ ଗୁରୁବାର ସାମ୍ବାଦିକ ଅଭିଜିତ ଆୟରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ବୁଧାର ଓଡ଼ିଶା ହାଇକୋର୍ଟ ଅଭିଜିତଙ୍କୁ ଅନ୍ୟ ଏକ ମାମଲାରେ ଜାମିନ୍ ପ୍ରଦାନ କରିଥିଲେ…
Read More...

କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେଲେ ଶ୍ରୀକାନ୍ତ, ସ୍ଥାନ ନେଲେ ଗଣେଶ୍ବର

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପଡ଼ିଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କ…
Read More...

ହାଜତରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ରାଉରକେଲା : ରାଜଗାଙ୍ଗପୁର ଥାନା ହାଜତ ଭିତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ବୁଧବାର ରାତିରେ ଶବକୁ ଝୁଲନ୍ତା ଅବସ୍ଥାରେ ହାଜତରେ ଦେଖିବାକୁ ମିଳିଥିଲା। ମୃତକଙ୍କ ନାମ ଜୟ ଲାକ୍ରା। ତେବେ ସେ ଆତ୍ମହତ୍ୟା କରିଛନ୍ତି…
Read More...

ଅଲିଭ ରିଡଲେ ପାଇଁ ଲିମକା ବୁକରେ ଦୁଇ ଛାତ୍ର

ସୁଆଣ୍ଡୋ : ପୁରୀ ଜିଲାର ଦୁଇ କଲେଜ ଛାତ୍ର ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାର୍ତ୍ତା ପ୍ରଚାର କରି ଲିମକା ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଅସ୍ତରଙ୍ଗର ସୌମ୍ୟରଞ୍ଜନ ବରାଳ ଓ ସତ୍ୟବାଦୀ ବ୍ଲକ ସ୍ଥିତ…
Read More...

ଓଡ଼ିଶା ଆସୁଛନ୍ତି ମୋଦୀ ଓ ରାହୁଲ

ଭୁବନେଶ୍ୱର : ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ନିଶ୍ଚିନ୍ତକୋଇଲି ପଦଯାତ୍ରାରେ ଯୋଗ ଦେବା ଅବସରରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ,…
Read More...

ଗଣଧାରଣା ପାଇଁ ବୈଠକ

ବଲାଙ୍ଗୀର : ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବିରେ ୩୬ ଦିନ ହେଲା ଗଣଧାରଣା ଜାରି ରହିଛି। ଏହାକୁ ଆହୁରି ବ୍ୟାପକ କରିବା ନେଇ ଗୁରୁବାର ଜିଲା କ୍ରିୟାନୁଷ୍ଠାନ କୋର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି।…
Read More...

ବିଜେଡ଼ିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ବର : ଗୁରୁବାର ବିଜେଡ଼ିରେ ଯୋଗ ଦେଇଛନ୍ତି କଂଗ୍ରେସ ନେତା ଚକ୍ରଧର ପାଇକ। ଚକ୍ରଧର ମୋହନାର ପୂର୍ବତନ ବିଧାୟକ ଥିଲେ। ସୂଚନା ଅନୁସାରେ ସେ ନବୀନ ନିବାସ ଆସି ବିଜେଡ଼ିରେ ମିଶିଛନ୍ତି।
Read More...

ଲାଲଗଡରେ ମାଓ ପୋଷ୍ଟର

ମାଲକାନଗିରି: ଗୁରୁବାର ଲାଲଗଡରେ ମାଓପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ବିଚ୍ଛିନ୍ନାଞ୍ଚଳରେ ପୋଷ୍ଟର ଲଗାଯାଇଛି। ମାଲକାନଗିରି ଜିଲାରେ ଦୁର୍ବଳ ହୋଇଥିବା ନକ୍ସଲ ସଂଗଠନକୁ ପୁଣି ଥରେ ସକ୍ରିୟ…
Read More...

ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ୧୦୦ ମହିଳାଙ୍କ ମଧ୍ୟରେ ପ୍ରିୟଙ୍କା

ମୁମ୍ବଇ : ଫୋର୍ବସ ପକ୍ଷରୁ ୨୦୧୮ ମସିହାର ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ୧୦୦ ମହିଳା(ୱାର୍ଲ୍ଡ ମୋଷ୍ଟ ପାୱରଫୁଲ ୧୦୦ ୱିମେନ)ଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା…
Read More...

ମୁକ୍ତିଲାଭ କଲା ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍‍’ ର ଟ୍ରେଲର

ନୂଆଦିଲ୍ଲୀ : ଭାରତ ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍‍’ ର ଟ୍ରେଲର ରିଲିଜ୍‍ ହୋଇଯାଇଛି। ଆଦିତ୍ୟ ଧର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।…
Read More...

କାଚ ସଫା କରିବାର ସହଜ ଉପାୟ

ସାଧାରଣତଃ କାଚ ବା କାଚ ତିଆରି ସାମଗ୍ରୀ ବହୁତ ସୁକ୍ଷ୍ମ ହୋଇଥାଏ। ଏହାକୁ ଖୁବ୍ ସାବଧାନତା ସହକାରେ ବ୍ୟବହାର କରିବାକୁ ପଡ଼ିଥାଏ। ତେଣୁ କାଚ ଥରେ ଅପରିଷ୍କାର ହୋଇଗଲେ ତାକୁ ପୁଣି ପୂର୍ବ ଭଳି ଚମକାଇବା ବହୁତ କଷ୍ଟ…
Read More...

ନିକ୍-ପ୍ରିୟଙ୍କାଙ୍କ ରିସେପସନରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସଙ୍କ ପ୍ରଥମ ରିସେପସନ୍ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଅତିଥି ଭାବେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି ପାର୍ଟିରେ ଯୋଗ ଦେଇ ମୋଦୀ ନବ…
Read More...

ଘରର ଏହିସବୁ ସାମଗ୍ରୀ ଡାକିଆଣେ ଦୁର୍ଭାଗ୍ୟ

ବେଳେବେଳେ ଦେଖିବାକୁ ମିଳେ, ବାରମ୍ବାର ଚେଷ୍ଟା ସତ୍ତ୍ବେ କିଛି ଲୋକ କାର୍ୟ୍ୟରେ ବିଫଳ ହୋଇଥାଆନ୍ତି। ଏଥିସହିତ ବ୍ୟକ୍ତି ସର୍ବଦା ମାନସିକ ଚାପରେ ରହିଥାଆନ୍ତି, ଘରେ ଅଶାନ୍ତି ଲାଗି ରହେ, ଅର୍ଥାଭାବ ଦେଖାଦିଏ ଓ ଏହିପରି…
Read More...

ଖୁବଶୀଘ୍ର ବିବାହ କରିବେ ଗାୟିକା ତପୁ ମିଶ୍ର

ଭୁବନେଶ୍ବର : ଓଲିଉଡ଼ ଗାୟିକା ତପୁ ମିଶ୍ର ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂଚନା ଅନୁସାରେ, ଡିସେମ୍ବର ୧୨ ତାରିଖରେ ସେ ଅଭିନେତା ଦୀପକ ପୂଜାହାରୀଙ୍କୁ ବିବାହ କରିବେ। ସାମାଜିକ ଗଣମାଧ୍ୟମରେ…
Read More...

ଜିରା ପାଣି ଦିଏ ଅନେକ ସମସ୍ୟାରୁ ମୁକ୍ତି

ଜିରା ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ନିଶ୍ଚିତ ରୂପେ ଉପଲବ୍ଧ। ରୋଷେଇରେ ବ୍ୟବହୃତ ହେଉଥିବା ବିଭିନ୍ନ ମସଲା ମଧ୍ୟରେ ଏହା ମୁଖ୍ୟ। ଜିରା ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ। ଜିରା ପାଣି…
Read More...