ଭଞ୍ଜନଗର : ବୁଗୁଡ଼ା ଥାନା କରସିଂ-ଉଦୟପୁର ରାସ୍ତାରେ ଜଣେ ଗୋରୁ ବେପାରୀଙ୍କୁ ମାଡ଼ ମାରି ୧୦ଲକ୍ଷ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବେପାରୀ ଜଣଙ୍କ ଗୋରୁ ବିକିସାରି ଫେରୁଥିବା ସମୟରେ ରାସ୍ତାରେ ହଠାତ୍ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏଥିସହିତ ତାଙ୍କ ପାଖରେ ଥିବା ନଗଦ ୧୦ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଗୁରୁତର ବେପାରୀଙ୍କୁ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Popular Categories



