ବଲାଙ୍ଗୀର : ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବିରେ ୩୬ ଦିନ ହେଲା ଗଣଧାରଣା ଜାରି ରହିଛି। ଏହାକୁ ଆହୁରି ବ୍ୟାପକ କରିବା ନେଇ ଗୁରୁବାର ଜିଲା କ୍ରିୟାନୁଷ୍ଠାନ କୋର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ଏହି ଗଣଧାରଣାର ପ୍ରଭାବରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟାଳୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି।
Popular Categories



